ଅଙ୍ଗନବାଡି ଦିଦିଙ୍କ ସମ୍ପତ୍ତିର ମୂଲ୍ୟ 4 କୋଟି ଟଙ୍କା| Odisha Reporter

  Рет қаралды 925,442

Odisha Reporter

Odisha Reporter

Күн бұрын

ଅଙ୍ଗନବାଡି ଦିଦିଙ୍କ ସମ୍ପତ୍ତିର ମୂଲ୍ୟ 4 କୋଟି ଟଙ୍କା। ସମସ୍ତଙ୍କର ଗୋଟିଏ ପ୍ରଶ୍ନ, ଦିଦି 4 କୋଟି ଟଙ୍କା କେଉଁଠୁ ଆଣିଲ ? ଦିଦିଙ୍କ ବରା ପିଆଜି ସିଙ୍ଗଡା ବିକ୍ର ପଇସା ନା ପିଲାଙ୍କ ଅଣ୍ଡା ଛତୁଆ ପଇସା ? ଅଙ୍ଗନବାଡି ଦିଦି କବିତା ମାଥାନ ଅଟକ।Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter

Пікірлер: 895
@pradeepsahu1304
@pradeepsahu1304 3 жыл бұрын
ଜଣେ ଛୋଟ ଲୋକ sampdi ଏତିକି. ଆଉ ଆମ ନେତା ମନ୍ତ୍ରୀ ଉପରେ ଛଡାଉ କରାଯାଇ. ଆମ ସରକାର ଏହାର ଜବାବ ଦେବେ କି.
@anneytimenewscheck5536
@anneytimenewscheck5536 3 жыл бұрын
ନେତାଙ୍କର ଛାଇ ବି ମାଡିପାରିବେ ନାହିଁ !
@mrdkzone6010
@mrdkzone6010 3 жыл бұрын
ଠିକ୍ କଥା ଭାଇ
@bibhutiparida4601
@bibhutiparida4601 3 жыл бұрын
ଆଉ କାହା ସମ୍ପତ୍ତି ଦୁଶୁନି ; ଦିଦିଙ୍କ ସମ୍ପତ୍ତି ଦୁଉଚି !
@amitkumarsahoo8379
@amitkumarsahoo8379 3 жыл бұрын
ଅବଶ୍ୟ ଦିଦି ଠିକ କହୁଛନ୍ତି, ଏଥିରେ କିଛି ସନ୍ଦେହ ନ ଥାଇ ପାରେ, କିନ୍ତୁ ଏଠି କଥା ହେଉଛି ଯେଉଁ ମାନେ ଦେଶ ର କୋରଡ଼ କୋରଡ଼ ଟଙ୍କା ହଡପ କରି ଋଣ ଭାର ସାଧାରଣ ଜନତାଙ୍କ ଉପରେ ଲଦି ଦେଉଛନ୍ତି ସେମାନଙ୍କ ପାଇଁ କଣ ଆଖି ଫୁଟି ଯାଇଛି...
@rakeshpanda8888
@rakeshpanda8888 3 жыл бұрын
U r absolutely right
@sarbeswardash2
@sarbeswardash2 3 жыл бұрын
Baas ...thik katha kahicha bhai...aga nabin ,pandian thu check karajau...
@ranjankumarprusty9295
@ranjankumarprusty9295 3 жыл бұрын
Amiti musa ga ku jail patha jau
@sujaysemili5949
@sujaysemili5949 3 жыл бұрын
Ur right
@sambalpuriyababu2198
@sambalpuriyababu2198 3 жыл бұрын
Thik kahilo
@amitkumarsahoo8379
@amitkumarsahoo8379 3 жыл бұрын
ସରକାର ର ଯେତେବେଳେ କାଳିଆ ଯୋଜନା ଭଳି, କାମରେ ପଇସା ର ଅଭାବ ହୁଏ, ସେତେବେଳେ ସେ ଛୋଟ ଛୋଟ ଲୋକଙ୍କୁ ଖୋଜେ, ତା ରାଜକୋଷ ଭରିବା ପାଇଁ, ଦୟାକରି ଏ ଯୋଜନା ସବୁରୁ ଦୂରେଇ ରହି, ନିଜ ଗୋଡ଼ରେ ଠିଆ ହେବାପାଇଁ ଚେଷ୍ଟା କରନ୍ତୁ... 🙏
@pradeepsahu1304
@pradeepsahu1304 3 жыл бұрын
Right
@maheshmohanty6205
@maheshmohanty6205 3 жыл бұрын
Maghia gov ku a randia Didi...wahhh 😁😁😁mst planing nabina ro lokonku bhoneeiba pai
@anumallick4867
@anumallick4867 3 жыл бұрын
ଏକଦମ ସତକଥା
@smartsatya959
@smartsatya959 3 жыл бұрын
Anganwadi didi nirdosh but nabin pattnaik jhintika mari bani posiba chhadantu.
@santoshdas7827
@santoshdas7827 3 жыл бұрын
Aau gote Banda jojona chintaa chalichi
@rudranarayan357
@rudranarayan357 3 жыл бұрын
ଆରେ ଭାଇ 4 କୋଟି ଟଙ୍କା କିଛି ବଡ କଥା ନୁହଁ । ୪00 କୋଟି ଵାଲା ଙ୍କୁ ଧର ତାହେଲେ ତମ ଦମ ଜଣା ପଡିବ
@Zia7626
@Zia7626 3 жыл бұрын
Right
@patitakumar4902
@patitakumar4902 3 жыл бұрын
ଆଜିକାଲି 4 କୋଟି କିଛି ନୁହଁ , ଭିଜିଲାନ୍ସ ହାତୀ ଛାଡି ପିମ୍ପୁଡି ଧରୁଛି. 😄😄😄
@gopinathdehury5388
@gopinathdehury5388 3 жыл бұрын
Y R8
@tootlessganing
@tootlessganing 3 жыл бұрын
True
@tootlessganing
@tootlessganing 3 жыл бұрын
Saala patrol rate kete helani aama gandi phati jauchhi 4 koti Bhandara Bhala
@sambalpuriyababu2198
@sambalpuriyababu2198 3 жыл бұрын
U r right
@badalbehera4257
@badalbehera4257 3 жыл бұрын
Bhai Mora 5lakh darkar....dabaki
@AjayKumar-rr2mv
@AjayKumar-rr2mv 3 жыл бұрын
ମନ୍ତ୍ରୀ ଗୋଟିଏ ଦିନରେ କୋଡିଏ ଟା ଟ୍ରକ କିଣିଲେ ଚଳିବ, ହେଲେ ଆଊ କିଏ business କରି କୋଟି ପତି ହେଲେ ଅସୁବିଧା କାହିଁକି? ଦେଶରେ ଖାଲି ବିଧାୟକ ସାଂସଦ ମାନେ ହିଁ ଠିକା ନେଇଛନ୍ତି ଦେଶକୁ ଲୁଟିବାକୁ!
@titusenmohanta2259
@titusenmohanta2259 3 жыл бұрын
BJD govt bhai eithi Sabu chaliba
@jansinghtandia1194
@jansinghtandia1194 3 жыл бұрын
Right bhai
@minatibehera9381
@minatibehera9381 3 жыл бұрын
Right
@prabasinisahoo4050
@prabasinisahoo4050 3 жыл бұрын
Right
@ruchi6580
@ruchi6580 3 жыл бұрын
Hii Ajay
@rinkudash9478
@rinkudash9478 3 жыл бұрын
ଦିଦି ଅଭାବରୁ ଉପରକୁ ଉଠିଛନ୍ତି ।କାଲି ଯେତେବେଳେ ଅଭାବରେ ଥିଲେ,କିଏ ସାହାଯ୍ୟ କରିଥିଲେ କି?
@Zia7626
@Zia7626 3 жыл бұрын
Right 🙏
@lakeshbabu5506
@lakeshbabu5506 3 жыл бұрын
Right
@Naresh_Behera
@Naresh_Behera 3 жыл бұрын
ସଳା ଗୋଟେ ନାଟକ, ଅଙ୍ଗନ ବାଡି କେନ୍ଦ୍ରକୁ ସରକାର ମୂଲ୍ୟବାନ ଅଡୁଆ ବାଳ ଦେଉଛନ୍ତି ତୋ, ଦିଦି ବିକ୍ରି କରି କୋଟି କୋଟି ଟଙ୍କାର ମାଲିକ, ଭିଜିଲାନ୍ସ ବିଭାଗ ବି ବଡ ବେଲଜ୍ୟା ,ଛାଡ ଅଦା ବେପାରୀ ଆମେ, ଜାହାଜ କଥା କାହିଁ ବୁଝିବା
@niranjanmaity8227
@niranjanmaity8227 3 жыл бұрын
🤔🤔🤔🤔
@reetap4008
@reetap4008 3 жыл бұрын
ଆରେ ତାର ଚାକିରି ଜୀବନ ରେ govt ତାକୁ 2 ଲକ୍ଷ୍ୟ ଟଙ୍କା ର ଜିନିଷ ଦେଇ ନ ଥିବ, ମୂର୍ଖ ଭଳି ଯାଇକରି 4 କୋଟି ଟଙ୍କାର ଅକଳନ କଣନା govt ପଇସା ଖାଇଛି 😡ମହା ମହା govt ଚୋର ବାହାରେ ଛାତି ଫୁଲାଇ ଚାଲୁ ଛନ୍ତି
@umakantajena7980
@umakantajena7980 3 жыл бұрын
ଏମିତି ବହୁତ ଅଛନ୍ତି ସମସ୍ତ ଙ୍କୁ ଚେକ୍ କରାଯାଉ
@madanmohanparida3873
@madanmohanparida3873 3 жыл бұрын
ଏପ୍ରକାର ଛୋଟ ମାଛକୁ ଧରି ଲାଭ କଣ?ବଡ ମାଛକୁ ଧରିପାରିଲେ ହେଲା। ବଡ ମାଛକୁ ଧରିବାକୁ ସାହାସ ନାହିଁ
@tapannayak4187
@tapannayak4187 3 жыл бұрын
ମ୍ୟାଡାମ୍ ଜାହା କହୁଛନ୍ତି ମତେ ଠିକ୍ ଲାଗୁଛି ତାଙ୍କ କଥାରୁ ଜଣାପଡ଼ୁଛି ସେ ଅନ୍ୟାୟ ଉପାୟରେ କିଛି କରିନାହାଁନ୍ତି ମିଡ଼ିଆ ବାଲାଙ୍କୁ ଅନୁରୋଧ ସେମାନେ ବଡ଼ ଅଫିସର ଓ ତାଙ୍କ ବିଭାଗ କୁ ଦେଖନ୍ତୁ
@pradeeporam9977
@pradeeporam9977 3 жыл бұрын
ପୁରା ମିଛ କହୁଛନ୍ତି ଓଡ଼ିଶାର ସବୁ ଅଙ୍ଗନବାଡି କର୍ମୀମାନଙ୍କୁ ଚେକ୍ କରାଯାଉ
@himanshusekhar7918
@himanshusekhar7918 3 жыл бұрын
Pura Vodroloko 😠
@kumarrout589
@kumarrout589 3 жыл бұрын
ବିଜେଡ଼ି ସରକାର ରେ ଏମିତି ହୁଏ
@pabitrajena3476
@pabitrajena3476 3 жыл бұрын
IAS, OAS OFFICERS MANANKU DHARANTU ,MAHAGIA VIGILANCE BALA TUMA KU OFFICERS MANANKU DEKHAJAUNI.
@aditya_gaming8984
@aditya_gaming8984 3 жыл бұрын
@chhabibhoi4631
@chhabibhoi4631 3 жыл бұрын
Officar mankathu pice khau6i vigilance bala
@manoranjanyt3119
@manoranjanyt3119 3 жыл бұрын
Tanku baanda dekhha jauchhi
@paramanandakisan.7020
@paramanandakisan.7020 3 жыл бұрын
👍🏻
@manoranjanyt3119
@manoranjanyt3119 3 жыл бұрын
Tame vigilance maane Raja neta maananku jaanch kara .....maagia maananku laaja laguni gote angana baadi ghare jaanch karuchhi
@ranjankumarpatra313
@ranjankumarpatra313 3 жыл бұрын
ମନେ ହେଉଛି ଖଟିକିଆ ପଇସା। ଯଦି ପାରୁଛନ୍ତି ବଡବଡିଆ ଯଥା ମନ୍ତ୍ରୀ ଓ class 1 officers ମାନଙ୍କୁ ଧରି ବାହାଦୁରି ଦେଖାଅ, ଜଣାଯାବ vigର power କେତେ ।
@anneytimenewscheck5536
@anneytimenewscheck5536 3 жыл бұрын
ତୁମରି କଥାରେ ମୁଁ ଏକ ମତ ! କୁହ ଗୋଟେ ଅଙ୍ଗନୱାଡି କେନ୍ଦ୍ରକୁ ସରକାରୀ ଅନୁଦାନ କେତେ ଆସୁଥିବ ! ଯଦି ମାସକୁ 1 ଲକ୍ଷ 1ବର୍ଷରେ 12 ଲକ୍ଷ ! 4 କୋଟି ହେବାପାଇଁ କେତେ ବର୍ଷ ଲାଗିବ ହିସାବ କରି ମୋତେ କୁହ ? ଏବଂ ସେ କେତେ ବର୍ଷ ହେଲାଣି ଚାକିରୀ କରିଛି ! ସବୁ ଦିଗକୁ ଦେଖନ୍ତୁ !
@sujitmahapatra7996
@sujitmahapatra7996 3 жыл бұрын
I agree with you
@kanchans-Bhakti
@kanchans-Bhakti 3 жыл бұрын
Right
@mmsentertainment2023
@mmsentertainment2023 3 жыл бұрын
Are bhai se sabu tara husband ra plot business ra paisa...janina ki vigilange wala sabu chota chota loka ku hoirana karanti..officer ghare kebe raid hebara dekhicha ki
@indrapradhan286
@indrapradhan286 3 жыл бұрын
1 lakho nuhe Bhai 🙏 90'000 yearly
@snayak7837
@snayak7837 3 жыл бұрын
ଏତେ ସମ୍ପତି ଥାଇ ଅଙ୍ଗନବାଡ଼ି ଚାକିରି କଣ ଦରକାର ଥିଲା👍🏼ଅତି ଲୋଭ ରୁ ତନ୍ତିନାସ
@fflovely5177
@fflovely5177 3 жыл бұрын
Sir apan thore khaila pore bhuko menti Gola ta mane kn apan Sabu Dino pain khaiba çhhadi debe Ki nai naa..
@fflovely5177
@fflovely5177 3 жыл бұрын
Amo peto khorap hei jau but ame khaiba kebe 6adi paribani thik semiti amo future v
@fflovely5177
@fflovely5177 3 жыл бұрын
Kete bele kn Kaha sahito durghotona hobo seita kehi kohi paribeni Aggyan
@keepitup7374
@keepitup7374 3 жыл бұрын
ବୋଧେ ଦିଦି ବରା ପିଆଜି ଦୋକାନ ଟଙ୍କାକୁ ସୁଧକୁ ଲାଗେଇକି ଆଗକୁ ବଢ଼ି ଯାଇଛନ୍ତି😢 ଚାକିରୀ କରି ଏମିତି କରିବା ସପ୍ନ ରେ ବନ୍ଧୁ
@Raj12213
@Raj12213 3 жыл бұрын
ଶଳା କେତେ ସିଙ୍ଗଡ଼ା ବିକିଲା ଯେ building ବାଡେଇଲା..... ଧିକ ଶଳା ଜୀବନ.... ଆଉ ବଞ୍ଚି ହବନି.... Finally ସିଙ୍ଗଡ଼ା ବେପାର ଆରମ୍ଭ..... 🤓🤓🤓🤓🤓🤓
@mysarthakcreations
@mysarthakcreations 3 жыл бұрын
Bhai sata kahucha
@kanchans-Bhakti
@kanchans-Bhakti 3 жыл бұрын
Right
@shreekumar5079
@shreekumar5079 3 жыл бұрын
Ta husband real-estate ghapla kari koti koti rakhithiba media wala murkha anganwadi didi ku pacharuchanti Ta husband real-estate ghapla kari koti koti rakhithiba media wala murkha anganwadi didi ku pacharuchanti
@mdofficialpege6154
@mdofficialpege6154 3 жыл бұрын
ତୁଇ , ଠେଙ୍ଗ ଉପର କରି ଶୋଇଥା ରେ, ଧୋନ୍ ଟା ପାଇବୁ।ଲକ୍ ଚା ବିକି 2ତାଲା କରୁଛନ।
@gangarajgochhayat8899
@gangarajgochhayat8899 3 жыл бұрын
ସେଇଟା ତାଙ୍କ ସ୍ୱାମୀଙ୍କ ବ୍ୟକ୍ତିଗତ ପଇସା। କାରଣ ଜୀବନ ସାରା ଚାକିରୀରେ ଏତେ ପଇସା କରିପାରିବେନି।ସେମାନେ ଅଣ୍ଡା ଛତୁଆରେ ଉପୁରୀ କରିପାରିବେନି।କାରଣ ପ୍ରତି ମାସରେ ହିସାବରେ ଲୋକଙ୍କୁ ଦିଆଯାଏ।ଲୋକ ଠିକ ସମ୍ବାଦ ଗ୍ରହଣ କରିବା ଦରକାର। ସରକାରଙ୍କର ଶିଶୁ କଲ୍ୟାଣ ଯୋଜନାରେ ମୁଖ୍ୟ ଅଫିସର cdpo ଥାନ୍ତି।ସେ ଜଣେ ଓଏସ। ତାଙ୍କୁ ଧରନ୍ତୁ କାରଣ ଉପୁରୀ ସେ କରନ୍ତି।କଥାରେ ଅଛି ତଳିଆ ମୁଣ୍ଡରେ ଫାଳିଆ।
@abhibiswal8750
@abhibiswal8750 3 жыл бұрын
କୀବେ ବଡ଼ ମାଛ ଧର,,, ଛୋଟ ଠୁ ଯଦି ଏତେ ବଡ଼ ଧରିଲେ ନିହାତି ବଢିବ
@anumallick4867
@anumallick4867 3 жыл бұрын
ଭଗବାନ ତୁମକୁ ସାହା ହୁଅନ୍ତୁ ଦିଦି,
@adityarao7683
@adityarao7683 3 жыл бұрын
ଦିଦି ଯାହା କହୁଛନ୍ତି ଠିକ୍
@raghunathmurmu677
@raghunathmurmu677 3 жыл бұрын
ବଡ଼ ହସ୍ତୀ ଙ୍କୁ ଧର,
@ashokpradhan7962
@ashokpradhan7962 3 жыл бұрын
ଗଞ୍ଜାମ ଜିଲ୍ଲାର କିଛି ଅଙ୍ଗନବାଡି କୋଟିପତି ଅଛନ୍ତି ଅଙ୍ଗନବାଡି ଚାକିରୀକରି ଗାଁରେ ନରହି ବ୍ରହ୍ମପୁରରେ ରହୁଛନ୍ତି ll
@sureshkumarmeher9833
@sureshkumarmeher9833 3 жыл бұрын
ଏମିତି ମହୁ ମାଛି ଭଳି ସଂଚୟ କଲେ ଦିନେ ନା ଦିନେ କିଏ ଆସି ଝାଡ଼ି ନେଇ ଯିବ ଦିଦି .
@PkbOdiaTips
@PkbOdiaTips 3 жыл бұрын
ଦିଦି ତ ପୂରା reporter ଭଳିଆ nonstop କଥା କହୁଛନ୍ତି
@sanjayminz5914
@sanjayminz5914 3 жыл бұрын
ଦିଦି ଏବେ ଭିଜିଲାନ୍ସ ଜାଲରେ ଟଙ୍କା ଦେବାକୁ ପଡିବ
@manmathparida2065
@manmathparida2065 3 жыл бұрын
ଓଡ଼ିଶାରେ ଯେତେ ଅଙ୍ଗନବାଡ଼ି ଦିଦି ଅଛନ୍ତି, ସେମାନେ ଛୋଟ ଛୋଟ ପିଲାଙ୍କ ଅଣ୍ଡା ଛତୁଆ ମାରିକି ଖାଉଛନ୍ତି, ମୋର ସରକାର ଙ୍କ ପାଖରେ ଆବେଦନ ଯେ ସେମାନଙ୍କୁ ଭଲଭାବରେ , ଯାଞ୍ଚ କରନ୍ତୁ ବେଶୀ କରି (ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକରେ) ଏମିତି ହେଉଛି !
@jurudiboys
@jurudiboys 2 жыл бұрын
ଆମ କେନ୍ଦୁଝର ଜିଲ୍ଲାର ଅଙ୍ଗନବାଡ଼ି ଦିଦି ମାନଙ୍କୁ ବି ବେକିଙ୍ଗ୍ କର
@rambabuprasad3885
@rambabuprasad3885 3 жыл бұрын
ଆଜିକାର ଅଙ୍ଗନବାଡି ଦିଦି ମାନଙ୍କୁ ବିଶ୍ୱାସ ନାହିଁ, ଆମ ଗାଁ କଥା କହୁଛି, ମାସକୁ ଦୁଇଗୋଟି ଅଣ୍ଡା ମିଳୁଛି ତାହା ବି କହିଲେ ଛୋଟ ଛୁଆ ଙ୍କ ଠୁ କେତେ ଟଙ୍କା ଉପାର୍ଜନ କରିବେ.ଭଗବାନ ଦେଖୁ ଛନ୍ତି ଧର୍ମ ସହିବ ନାହିଁ ?
@umakantamohanta3251
@umakantamohanta3251 3 жыл бұрын
Any government employee will never have a good flat in Bhubaneswar from salary.
@musicwombodia1686
@musicwombodia1686 3 жыл бұрын
Madam ଆପଣ ଯଦି ଠିକ କାମରେ ଉନତି ହଇଛନ୍ତି ପ୍ରଭୁ ନିଶ୍ଚୟ ଆଶୀର୍ବାଦ କରିବେ
@abhimajhi1370
@abhimajhi1370 3 жыл бұрын
right katha.. kahila didi. full support. didi
@saileshnaik1823
@saileshnaik1823 3 жыл бұрын
କଣ ଅଙ୍ଗନବାଡି ଦିଦି ଏତେମିଛ ଆଉ କୁହନାହିଁ ଆମେ ବି କାକୁଡି ଚୋପା ଆଳୁ ଚୋପା ଛୋଡ଼େଇକି କୋରଡ଼ ପୋତି ହେବୁ ଟିକେ ପ୍ଲାନ ଟା କହିଦିଅ
@Class_9th_study
@Class_9th_study 6 ай бұрын
Rati dina soibunahi munda jala tunde mari kasta karibu bagb ana nischaya sahajya karaibe
@rakeshpanda8888
@rakeshpanda8888 3 жыл бұрын
Bada badia mundare hata bulantu neta mantri ea ta chhota sapa
@ankunayak5369
@ankunayak5369 3 жыл бұрын
I support you mam
@sanudarling5873
@sanudarling5873 5 ай бұрын
ଆରେ ଭାଇ ମୋରଗୋଟିଏନାତୁଣି9ମାସରତାକୁଗୋଟିଏଅଣ୍ଡାକିଗୋଟିଏଛଢୁଆଏଯାଏମିଳିନିଯାହାକୁକହିଲେସେଇଆଡୁସିଆଡୁବୁଝାଇଦେଉଛନ୍ତିଶୁଣୁନାହାଲନ୍ତି
@jyotiranjanswain6496
@jyotiranjanswain6496 3 жыл бұрын
ଆରେ ଶଳେ ସେ ଅଣ୍ଡା ବିକ୍ରି କରି କେହି 4 କୋଟି ଟଙ୍କା ରଖିପାରେ? ଦିଦି ଠିକ କହୁଛନ୍ତି. ଆଗରୁ ଜମି ସେ କିଛି ରଖିଥିବେ. ଟା ମୂଲ୍ୟ ଏବେ ବଢ଼ିକି ଏତିକି ହେଇଚି. ସେ କଣ ଓଡିଶା ସାରା ର ଅଣ୍ଡା ନେଇଛି. ବାଜେ ଧନ୍ଦା. ଧିକ ପୋଲିସ ଧିକ ୟେ ଭିଜିଲାସନ୍ସ
@laxmidharhasda3753
@laxmidharhasda3753 3 жыл бұрын
ହଁ ଲୋ ମା ବରା ସିଙ୍ଗଡ଼ା ରେ ତ 4କୋଟି ହେବନାହିଁ । କାଇଁ ଆମର ବିଶ୍ବାସ ହଉନି
@archanathesingercummotivat1495
@archanathesingercummotivat1495 3 жыл бұрын
😂😂🤣🤣
@mukundakachhap7329
@mukundakachhap7329 3 жыл бұрын
ସବୁ ଅଙ୍ଗନବାଡ଼ି ଦିଦି ମାନଙ୍କୁ ଏମିତି ଭିଜିଲାନ୍ସ ଚଢ଼ାଉ କରାଯାଉ
@hukumisabar2437
@hukumisabar2437 3 жыл бұрын
ଦିଦି ଗଞ୍ଜେଇ,ଧଳାଜହର, ବେପାର ଚଲେଇ ଥିବେ
@bharatpradhan825
@bharatpradhan825 3 жыл бұрын
Tu bedhapua
@betexshyamsundar990
@betexshyamsundar990 3 жыл бұрын
ଭାଇ ମାନେ ଜାଣି ନାହାନ୍ତି ଅଙ୍ଗନବାଡି କୁ କେତେ ଟଙ୍କା ର ଅଣ୍ଡା ଓ ଛତୁଆ ଆସୁଛି.ଖାଲି ବିକିଲେ 100%କୋଟି ପତି ହେବ.
@BiraPradhan-fw3lg
@BiraPradhan-fw3lg 4 ай бұрын
ମାଡାମ ଠିକ କହୁଛନ୍ତି, ତାଙ୍କର କେତେ ସମ୍ପତି କରିଛନ୍ତି ତାହା ମୂଳ ପ୍ରଶ୍ନ ନୁହଁ, ସେ କିପରି ସମ୍ପତି କଲେ ତାହା ବ୍ୟକ୍ତିଗତ କଥା, ସେ କଣ ଲୁଟି ଖାଇଛନ୍ତି ତାହା ଦେଖ, ଅଯଥା ବଦନାମ କରନାହିଁ l
@niranjanpradhan4800
@niranjanpradhan4800 3 жыл бұрын
ଏ ସବୁ ଆକରଷ ମୁଳକ
@shreechaitanya3162
@shreechaitanya3162 3 жыл бұрын
Ekdam right kahuchhanti ...
@madanmohanparida3873
@madanmohanparida3873 3 жыл бұрын
ଭିଜିଲାନ୍ସ କ'ଣ ଦୁର୍ନୀତି ଠାରୁ ଉର୍ଦ୍ଧରେ?
@laxmidharswain4028
@laxmidharswain4028 3 жыл бұрын
ଆରେ ଇଲିଗଲ କଣ କରିଛି ଦେଖାଅ, ସେ ବାଳ ଭିଜିଲାନ୍ସ, କେଉଁ ଗ୍ରାଉଣ୍ଡ ରେ ଆସିଲା, କଣ ସରକାରୀ ସମ୍ପତି କେଉଁଠୁ ସେ ଲୋକ ହଡପ କରିଛି କି, ଶଳା ନେତା ମନ୍ତ୍ରୀ ଙ୍କୁ ପଚାରୁନ ତାଙ୍କ ସମ୍ପତି କେଉଁଠୁ ଆସିଲା,,
@alltypesvideo7333
@alltypesvideo7333 3 жыл бұрын
ପିଲାଙ୍କ ଅଣ୍ଡା ଛତୁଆ ପଇସା ଖାଇ ଖାଇ ମୋଟି ହୋଇଯାଇଛି।
@rashmiswain1522
@rashmiswain1522 3 жыл бұрын
Bala na maghia
@dinabandhunayak8240
@dinabandhunayak8240 3 жыл бұрын
Thank you vijilance sir mane , 4 core dekhahela hele 40 core or 400 core dekha jauni
@prasantkumarsahoo1054
@prasantkumarsahoo1054 3 жыл бұрын
Praya 90/ neta,officer,peon koti pati kemiti heleye kebeye ta inqury nabina karuni
@discoverindiaajvlogs4946
@discoverindiaajvlogs4946 3 жыл бұрын
Didi kau jaga re bara bikucha Amaku kahuna ame tike bikantu koti pati nahele bi lakh pati ta habu 😁😁😁😁😁
@rasmiranjan5172
@rasmiranjan5172 3 жыл бұрын
R8
@jpbarik1330
@jpbarik1330 3 жыл бұрын
Tanka bara goataku 1lakh so
@discoverindiaajvlogs4946
@discoverindiaajvlogs4946 3 жыл бұрын
Ha tama bara re bodhe diamond💎 lagithiba 🙃🤑🤑🤑🤑
@mmsentertainment2023
@mmsentertainment2023 3 жыл бұрын
Ganjam ase re bikibu ...koti pati kahin ..arab pati karidebu...ase jaldi
@discoverindiaajvlogs4946
@discoverindiaajvlogs4946 3 жыл бұрын
Tu Danta ghasi ki basitha mo bara khaebu little knowledge
@mithunbehera9583
@mithunbehera9583 3 жыл бұрын
ବିଆ ବିକ୍ରୀ କରି ୪ କୋଟି ଟଙ୍କା ରଖିଥିଲା ଆଜ୍ଞା
@shakti409
@shakti409 3 жыл бұрын
Dfo pakhare kete tanka achhi taku check karuni vigilance nahele gote officer ku podiki mari parithanta ki money dhali n thile ?Au kie kn kola tanku bhalo se check karajauchhi.Law samastonko pai saman hoba darkar .
@purnamishra5804
@purnamishra5804 3 жыл бұрын
Poltician 5 year me kese crorepati hote hey
@sambalpuriyababu2198
@sambalpuriyababu2198 3 жыл бұрын
Didi thik kohuchanti 👍
@kanhuparihari969
@kanhuparihari969 3 жыл бұрын
ପୁରା ମିଛ । ଜଦି ଦିଦିଙ୍କର ବରା ପିଆଜିରେ ଭଲ ବେପାର ହଉଥିଲା ତାହାଲେ ୬ ହଜାର ଟଙ୍କାର ଚାକିରି କିଏ ଖୁଜେ। ପୋବ୍ଲିକ୍ କୁ ମେଣ୍ଢା ଭାବୁଚନ୍ତି ନା ନିଜର ପରିଚୟ ଦଉଚନ୍ତି। ମୁଁଜଣେ ମେଣ୍ଢି ଅଙ୍ଗନ ବାଡିର ଦିଦି ହେଇଚି ।
@Naresh_Behera
@Naresh_Behera 3 жыл бұрын
ଅଙ୍ଗନ ବାଡି କେନ୍ଦ୍ରକୁ ସରକାର ମୂଲ୍ୟବାନ ଅଡୁଆ ବାଳ ଦେଉଛନ୍ତି ତୋ, ଦିଦି ବିକ୍ରି କରି କୋଟି କୋଟି ଟଙ୍କାର ମାଲିକ,
@pranaya_prajnya
@pranaya_prajnya 3 жыл бұрын
Its possible to earn legally with what she said, but they have not paid income tax.
@basantimohapatra7131
@basantimohapatra7131 Жыл бұрын
Sabu anganbadi didi apati. Check to all
@dibyasinghparida4360
@dibyasinghparida4360 3 жыл бұрын
ଖାଇଯାଅ,କିଛି ଛାଡନି,ଅଣ୍ଡା ଛତୁଆ ଛାଡନି ସବୁ ଚାଟିଦିଅ,ସବୁ ଅଙ୍ଗନବାଡି ଦିଦିଙ୍କ ସମ୍ପତି ଚେକ୍ କରାଯାଉ,ଗୋଟି ଗୋଟି କରି ଚେକ କର,ପୁରା ଓଡିଶାକୁ ଘାଣ୍ଟିଦିଅ,
@namitajena1536
@namitajena1536 3 жыл бұрын
Kehi kichhi karibeni...... Khali faltu drama..... Anganbadi didi kichhi money deidele sabu chup heijibe...... All r corrupted
@amareshparimanik2420
@amareshparimanik2420 3 жыл бұрын
Bhai didi nku kan pain chadhau Kala Sabu police nka ghara red kariparibe
@Sandhyaranipanigrahy-dp6dx
@Sandhyaranipanigrahy-dp6dx 5 ай бұрын
ସାରା ରାଜ୍ୟରେ କୋଟି ପୋତି ଦିଦି ମାନେ ....
@hpmalik5684
@hpmalik5684 3 жыл бұрын
jetiki anganabadi achanti please sir dharantu bises kari japur drarmasala .ku check karantu
@mukundamunda5558
@mukundamunda5558 3 жыл бұрын
ଆଲ୍ଲା ଜବ୍ ଦେତା ହେ ତ ଛପର୍ ଫାଡ କେ ଦେତା ହେ ଆଲ୍ଲା ନେ ଦିୟା ହୁଗା ଅବ୍ ଛପର ଫାଡ଼ କେ ଲେଗାୟା😂😂
@rasmiranjan5172
@rasmiranjan5172 3 жыл бұрын
ଯଦି କାକୁଡି ଚୋପା ବରା ପିଆଜୀ ବିକିକି କୋଟିପତି ହୋଇଯାଆନ୍ତେ ତାହାଲେ ଦିଦି ଆମକୁ କୁହ ଆମେ ବି ବିକିବୁ 😂😂😂😂ଆମେ ବି କୋଟିପତି ହେବୁ
@manojkhatipoint3640
@manojkhatipoint3640 2 ай бұрын
jaiki bika
@balajipanigrahi906
@balajipanigrahi906 6 ай бұрын
Naveen and pandiyan deouchanti ahi didi ku 🎉
@nahdarpmaytas5839
@nahdarpmaytas5839 3 жыл бұрын
ଦମ୍ ଅଛି ତ ଯାଇକି Govt officers ଙ୍କୁ ଧର
@chittapradhan3969
@chittapradhan3969 3 жыл бұрын
This madam is right
@mohammedferoz3266
@mohammedferoz3266 3 жыл бұрын
First arrival OAS & OTHERS PERSONS SMIRT DIDI
@ranjitsamal7131
@ranjitsamal7131 3 жыл бұрын
ଅଣ୍ଡା ଛତୁଆ ଠକିଲେ ମାସକୁ କେତେ ଓ ବରସକୁ କେତେ ଚାକିରି କେତେ ବରସ କଲାଣି ମାସକୁ 10,000 ବରସକୁ 1,20,000 କୋଡିଏ 20 ବରସକୁ 24,00000 ଚାରିକୋଟି ଆଣିଲା କୋଉଠାରୁ ତାହାଲେ plot ବରା ବେପାର ରେ ଏତେଲାଭ enquiry କଲେ ସତ୍ୟଜଣାପଡିବ
@mdofficialpege6154
@mdofficialpege6154 3 жыл бұрын
ଯଦି ଠକି ଥାଆନ୍ତା,ଗାଁ ଲୋକ ସୋଇଛନ୍ତି , କମପ୍ଲାନ୍ କରି ଥାନ୍ତେ।ତୁମେ ଯେମିତି ଖଟୁଛ,ଆଉ ତମ ସ୍ତ୍ରୀ ସେ ତ ଠେଙ୍ଗ ଉପରକୁ କରି ସୋଇରହୁଛି,ତାକୁ ଚା ବିକିବା ପାଇଁ ପଥାଓ,
@gaganmallik2524
@gaganmallik2524 3 жыл бұрын
ହେ ଭଗବାନ ଏମାନଙ୍କୁ କଣ କରିବ 😭😭😭
@gspallrounder3298
@gspallrounder3298 3 жыл бұрын
ମୋ ସାଇକେଲ ଦୁର୍ନୀତିର ତଦନ୍ତ ସିବିଆଇ କରୁ..
@sanjayseerjansamong4502
@sanjayseerjansamong4502 3 жыл бұрын
Mo bus bi
@souravca
@souravca 3 жыл бұрын
Sila sili pata akase uduchi kintu ei anjan badi pachare vigilance..... Kichi gote kam te darkar na..
@pritikar5409
@pritikar5409 3 жыл бұрын
ଅଣ୍ଡା ଛତୁଆ ର ଦାମ ଚାରି କୋଟି ହେଲେ ତ ଭଲ ।
@YudhisthiaNaik-xw3sn
@YudhisthiaNaik-xw3sn 5 ай бұрын
Jay Jagannath
@ashwinisahu6584
@ashwinisahu6584 Жыл бұрын
DHANYABAD CBI CHHATUA ANDA ETE TANKA HEBA KI JAY JAGANNATH
@bggaming9492
@bggaming9492 3 жыл бұрын
Vigilance mananka ghare first red Heba darkar.
@sujitrout2230
@sujitrout2230 3 жыл бұрын
Odisha ra medical,sikhya, police station etc jahaku dauat hauchi chan vin kara bahut kichi miliba.
@onlysadsong.movies4448
@onlysadsong.movies4448 3 жыл бұрын
ଦିଦି 2 no 4 number କାମ କରନ୍ତି ରାତିରେ ୩ number କରି ଏତେ ପଇସା କମେଇ ଓଡ଼ିଶା ର ଗରିବ େଲାକମାନଙ୍କ ପଇସା ଜେମିତିକି କରିଛ ସେମିତି ମରିବ
@rekhasinghsrooftopgardenin4358
@rekhasinghsrooftopgardenin4358 3 жыл бұрын
How much material govt giving per anganbadi,within ten years didi could earn so much of property
@bharatpradhan825
@bharatpradhan825 3 жыл бұрын
ତୁ magiha kn besi gapuchu
@himanshudas4577
@himanshudas4577 3 жыл бұрын
4 କୋଟି କୁ ଧରୁଛ ସେପଟେ 4000 କୋଟି ର ରକ୍ତ ଚନ୍ଦନ ଚାଲାଣ କାରୀ କୁ ଧରୁନ,,
@RashmitaNayak-zt3id
@RashmitaNayak-zt3id Ай бұрын
God blessu
@nayaksagar94
@nayaksagar94 3 жыл бұрын
ପଚାରିବାର କଣ ଅଛି ତୃତୀୟ ମହଲରୁ ଆସିଛି ଗରିବ ଖଟିଖିଆ ସିନା କିଛି ପାଏନି ଏଠି ହେଲେ ଏମାନଙ୍କୁ ସବୁ ମିଳୁଛି
@aniruddhasethi4624
@aniruddhasethi4624 3 жыл бұрын
Samastanku check kara jau khas kari politicians
@thakurdashansdah3746
@thakurdashansdah3746 3 жыл бұрын
Anganbadi sobu gandi mora khelo
@sudhanwabhoi3740
@sudhanwabhoi3740 3 жыл бұрын
ଫରେଷ୍ଟ ଅଫିସର ‌କ ବଡ଼ ବଡ଼ ଅଫିସର ମାନଙ୍କୁ ରେଡକର ଜଙ୍ଗଲ ର ସମସ୍ତ ସମ୍ପତ୍ତି ଲୁଟୁଅଛନ୍ତି
@daimondd
@daimondd 3 жыл бұрын
ମୂଲିଆ କାମ ବଳି ସିମେଟ୍ କେତେ ଛୋଡ କାମ କରିଛୁ /ସାଲି ମିଛ କହୁଛି
@biswajitnayak3168
@biswajitnayak3168 3 жыл бұрын
ଏହି ସମୟରେ ବରା ଛାଣ
@prakashmohapatra8246
@prakashmohapatra8246 3 жыл бұрын
Government should cheque all anganbadi didi welth.
@k.kamaleswarighatal7347
@k.kamaleswarighatal7347 3 жыл бұрын
Really katha G a B Amit kitchi Kariba Sabu daubt karibe So sad mausi Ur so great
@samratsenapati2523
@samratsenapati2523 3 жыл бұрын
କାହାର ଆଉ ବାପା ଅଜା, ସମ୍ପତି ନାହିଁ ବୋଧେ, ସେ ଦିଦି ତ, ତଦନ୍ତ କୁ ବିରୋଧ କରୁନି. କୋଉ ମନ୍ତ୍ରୀ ଡାଲି ଦୁର୍ନୀତି କଲା ପରି କଥା କହୁଛ. ଗୋଟେ ଅଙ୍ଗନବାଡ଼ି ଦିଦି, 7,500 ଦରମା ପାଏ, ସେ ତମ କାଞ୍ଜିଆ ଅଣ୍ଡା, ପୋକରା ଛତୁଆ ବିକିକି ୪କୋଟି କରିଛି. ବେଲଜ୍ୟା ସରକାର. Somya kase ku, baatabana karibaku, ea gote faltu plan
@ramachandrapradhan4906
@ramachandrapradhan4906 3 жыл бұрын
Amiti didi bahut achanti
@haraprasadmahanta4657
@haraprasadmahanta4657 3 жыл бұрын
୪ କୋଟି ଟଙ୍କା ହିଁ ସଂଦେହ ଘେରକୁ , ତେବେ ୮ ଲକ୍ଷରୁ ଅଧିକ ଟଙ୍କା କମାଇଲେ ଇନକମ୍ ଟାକ୍ସ ଦେବା ଦରକାର ୧ କୋଟି ରେ ୩୦ ଲକ୍ଷ, ୧ କୋଟି ୨୦ ଲକ୍ଷ ଟାକ୍ସ ହିଁ ହେଉଛି, ତାହା କାହିଁକି ଦେଲ ନାହିଁ
@madhusudanabstract3401
@madhusudanabstract3401 3 жыл бұрын
Se kn gote barsa re kameichi je ete income tax daba , ta pare anganbadi didi marile bi kete mariba kn eka bele 4 koti bhai tk buddhi lagao
@minakshipatra3917
@minakshipatra3917 Жыл бұрын
Aww didi mananku jeate nirjatana diou tumanku bhalare god rakshantu
@migrantramrasmilifestyle
@migrantramrasmilifestyle 3 жыл бұрын
Vigilance BJD netanka ପାଖକୁ କାହିଁଙ୍କି ଯାଉନାହାନ୍ତି
@titusenmohanta2259
@titusenmohanta2259 3 жыл бұрын
Gariba lokanku BJD sarakar dekhiparuchhi...kintu bjd neta Auuu mantrinku dekhiparuni
@kunjamohansuna5961
@kunjamohansuna5961 3 жыл бұрын
Minister mananku dhara
@saraswatibhue7808
@saraswatibhue7808 3 жыл бұрын
Questions answer banda kari nije nija kaama karantu sir ...jadi ki6i illegally proove mile tapare questions karibe aau jadi e sabu ligal hoithae tebe silently nija rasta re chali jibe ...so it will be better that dont judge just with a information before u get any confirmation....
@agreeculturelifestyle7298
@agreeculturelifestyle7298 3 жыл бұрын
ନୋଟିସ 2:53 ଆମର ଆଉ କୋଉଠି ଫ୍ଲାଟ ନାହିଁ ହଁ ସମୁଦାୟ ୨-୩ ଟା ଅଛି😀😀
@Economics365
@Economics365 3 жыл бұрын
😂
@srabanshetty5761
@srabanshetty5761 3 жыл бұрын
Arre tara achi tore nahe boli fatuchi
@srabanshetty5761
@srabanshetty5761 3 жыл бұрын
Tu khale tare kanduchu ja tu bi kichi rojagar kare ta pare to pachare bi loka lagebe au kahebe tu chori karuchu boli
@agreeculturelifestyle7298
@agreeculturelifestyle7298 3 жыл бұрын
@@srabanshetty5761 boka ta ki re katha na bujhi kana hauchu
The CUTEST flower girl on YouTube (2019-2024)
00:10
Hungry FAM
Рет қаралды 48 МЛН
А ВЫ ЛЮБИТЕ ШКОЛУ?? #shorts
00:20
Паша Осадчий
Рет қаралды 6 МЛН
Inside Magic city of China | Chongqing
21:42
Vishal Tandon
Рет қаралды 1,3 МЛН