Рет қаралды 37,463
ଭଦ୍ରକ ସହର କୁଆଁସ ସ୍ଥିତ ବିଜେପି ବିଧାନସଭା କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଆୟୋଜିତ। ଭାରତୀୟ ଜନତା ପାର୍ଟିର ଭଦ୍ରକ ନିର୍ବାଚମଣ୍ଡଳୀରୁ ଏରେଇଁ ପଞ୍ଚାଯତ ଓ ପୌରପାଳିକା 5 ନମ୍ବର ୱାର୍ଡର ଶତାଧିକ ମହିଳା ଓ ପୁରୁଷ ବିଜୁ ଜନତା ଦଳ ଛାଡ଼ି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ଏଥିରେ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ଏଥିରେ ରଜତ ନାୟକ ନେତୃତ୍ୱରେ ସମସ୍ତେ ବିଜେପିରେ ଯୋଗ ଦେଇଥିଲେ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #Odisha #Bhadraknews #BJP #BJD #MishranaParba #PoliticalNews #OdishaPolitics #kvsinghdeo