ଛାଡିଗଲା ପୁଲିସଗିରି, ସମସ୍ତେ କହୁଛନ୍ତି ଛି’ ଛି’ || Indian Army Major Assault Case || Odisha Reporter

  Рет қаралды 774,145

Odisha Reporter

Odisha Reporter

Күн бұрын

Пікірлер: 1 900
@surendrabadamundi7275
@surendrabadamundi7275 3 ай бұрын
ଶିକ୍ଷିତ ଲୋକ ଙ୍କୁ ପୋଲିସ ଏମିତି ମାଡ଼ ମାରୁଛନ୍ତି, ଆମ ପରି ଦୁଖୀ ଆଉ ଗରିବ ଲୋକ ଙ୍କୁ କଣ ନ କରିବ ଏ ପୋଲିସ!
@SankerMeher
@SankerMeher 3 ай бұрын
Sata kahila
@dbss206
@dbss206 3 ай бұрын
Sikhita loka badmashi karuchanti
@CheringChering-n3k
@CheringChering-n3k 3 ай бұрын
Tu kahi ki dukhi apu gariba helu😂😂😂😂
@laxmidharnayak6240
@laxmidharnayak6240 3 ай бұрын
Laja laguni budha heluni michha kahuchu budha DCP sarm ana chahiye yadi to jhia sahita emiti heithile tu Kan emiti kaithantu chhi chhi
@bhagyabanrana6971
@bhagyabanrana6971 3 ай бұрын
Are Babu kebe tor sange Anta hela janbu ​@@dbss206
@pankaj143alibha
@pankaj143alibha 3 ай бұрын
ଗୋଟେ ନିବେଦନ ଆମ ଓଡ଼ିଶା ସରକାର କୁ ଏମିତି ପୋଲିସ କୁ ନିଲମ୍ୱିତ କରାଯାଉ ଓ ତାଙ୍କ ଉପରେ କଠୋର ଦଣ୍ଡ ବିଧାନ ଦିଆଯାଉ। ଜୟ ଜଗନ୍ନାଥ 🙏
@srimantakumarswain7292
@srimantakumarswain7292 3 ай бұрын
ଠିକ୍ କଥା
@Mahakal12-l1y
@Mahakal12-l1y 3 ай бұрын
Thik katha
@balaramnatha2249
@balaramnatha2249 3 ай бұрын
ଏ ମାଘିଆ ଓଡ଼ିଶା ପୋଲିସ୍ ମାନଙ୍କୁ କେବଳ ମାଓବାଦୀ ଠିକ୍ ଜବାବ ଦେଇପାରିବେ ଆମ ସେନା ପାଈଁ ଆମେ ଆଜି ଶାନ୍ତିରେ ସୋଇପାରୁଛୁ ଆଉଏ ଓଡ଼ିଶା ପୋଲିସ୍ ଆମଠୁ ଲାଞ୍ଚ ନେଇ ପେଟ ବଢଉଛନ୍ତି ଏ ସଳାଙ୍କୁ କଠରୋ ଦଣ୍ଡ ଦରକାର
@pabitramohanty8510
@pabitramohanty8510 3 ай бұрын
Amitia police nku khali mada mariba katha au kou pari vhasa kahibi mu jani paruni sale mg ta m 🤬😡😡🤬🤬🤬🤬
@Adeel.196-g4f
@Adeel.196-g4f 3 ай бұрын
Bhi odisha ra two type ra police rahanti district police jaumana ki thana au phandi ra duty karanti and arm's police jaumana ki nexal damana kariba,low and adaur duty ra rahanti so sabu police samana nuha thana police pi ama bi badnam haijauchu
@aswingombhari8670
@aswingombhari8670 3 ай бұрын
Odisha police bekar he faltu he
@Adeel.196-g4f
@Adeel.196-g4f 3 ай бұрын
@@aswingombhari8670 odisha ra loka hi odisha police ra join karanti,bihar ki andhrapradesh ra nuha so odisha loka kharap
@BijaykumarBanara
@BijaykumarBanara 3 ай бұрын
Chura police
@manojkumarbindhani3404
@manojkumarbindhani3404 3 ай бұрын
ଯଦି Army ଲୋକଙ୍କ ସହିତ ପୋଲିସ ର ଏପରି ବ୍ୟବହାର,ତାହେଲେ ସାଧାରଣ ଲୋକ ଙ୍କ ସହିତ କଣ ହେଉଥିବ ?ଏମାନେ ବର୍ଦି ର ଅପ ବ୍ୟବହାର କରୁଛନ୍ତି.ଏମାନଙ୍କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ କରାଯାଉ .
@ସାଧାରଣଜନତା-ର9ଥ
@ସାଧାରଣଜନତା-ର9ଥ 3 ай бұрын
ସବୁ ଅଫିସରଙ୍କ ଘରେ ରେଡ ହେଉ ଛି ପୋଲିସ ଅଫିସରଙ୍କ ଘର ରେଡ ହେଉ ନି କାହିଁ କି କଣ ସେମାନେ ଲାଞ୍ଚ ନେଇନାହାନ୍ତି
@dhadanarendra
@dhadanarendra 3 ай бұрын
Right
@Odishavoult
@Odishavoult 3 ай бұрын
👍
@SantanuDalai-xe2xq
@SantanuDalai-xe2xq 3 ай бұрын
ଭାଇ ସେମାନେ mla ର ଚମଚା samanka ଲାଗୁ ମଲା କୁ ପିସି ମିଳୁଛି
@Sanjeev1353
@Sanjeev1353 3 ай бұрын
Political escape karibe ki na micha kahiki lucheibe ​@@SantanuDalai-xe2xq
@_mr___rajput
@_mr___rajput 3 ай бұрын
​@@SantanuDalai-xe2xq emane sabu bjd time ra police sethi pai jete tagid kala pare bhi tanka puruna guna chhaduni Au emiti re rakhyka jadi bhakhyaka hebe tebe kn kara jiba ?
@laxmidharsahoo5250
@laxmidharsahoo5250 3 ай бұрын
ପୋଲିସ ଲୋକ ମାନଙ୍କୁ କିପରି ବ୍ୟବହାର କରନ୍ତି ସେ କଥା ସାରା ଓଡିଶା ଜାଣନ୍ତି
@sarojpati4636
@sarojpati4636 3 ай бұрын
ଏ ଅତିରିକ୍ତ ଡିସିପି ସଂପୂର୍ଣ୍ଣ ରଚିତ ମିଥ୍ଯା କଥା କହୁଛନ୍ତି। ଆଙ୍କ ବିରୋଧରେ ବି ଦ୍ରୁଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ଅତ୍ଯନ୍ତ ନିନ୍ଦାଜନକ।
@BJDODISHA-dv3ez
@BJDODISHA-dv3ez 3 ай бұрын
Michhua adc
@namveensingh7
@namveensingh7 3 ай бұрын
DCP also involved he should be suspended
@rajupatnaik7776
@rajupatnaik7776 3 ай бұрын
The Army officer and his girl friend are the real culprits. They were shouting at the police officers to write their complaint and unnecessarily arguing with them. They PROVOKED the police officers to assault them. The couple told a LIE by saying that the girl friend was molested! But the reporters are not writing this basic fact and gullible people are blindly siding with the couple.
@indianeedshimodiaenglish9505
@indianeedshimodiaenglish9505 3 ай бұрын
That's right,👍
@RasmitaSwain-ke4tt
@RasmitaSwain-ke4tt 3 ай бұрын
କାହାକୁ କେମିତି ବ୍ୟବହାର କରାଯିବ , ପ୍ରଥମେ ପୋଲିସ ଅଧିକାରୀ ଙ୍କୁ ଶିକ୍ଷା ଦିଆଯାଉ 😡
@sureshnaik9238
@sureshnaik9238 3 ай бұрын
ଜଣେ army Major ଙ୍କୁ ପୋଲିସ ପିଟି ପାରୁଛି ମାନେ ସାଧାରଣ ଜନତା ପୋଲିସ ପାଖରୁ କଣ ଆଶା କରିବ
@sukantakumarsahoo9340
@sukantakumarsahoo9340 3 ай бұрын
Very truth
@kscreation8405
@kscreation8405 3 ай бұрын
Army aau central defence soldier discipline aau country respect pain sabu chup ruhe na hele Tara kehi kichhi pari bani
@pranatiswain612
@pranatiswain612 3 ай бұрын
aemane rati 3 ta re kuade jaithile ? kan hotel ku kanhiki raati 3 ta re jaithile ? gotie pua and gotiea jhia raati 3 taare road re jiba ta kan thil heichhi ki? durbuta nka habudare padile drink kari aasi police station re nijar balance fail kale, tenu police badeiba kicchi bhul nunhe ? aemaanku BJD Bala army nku hatabarish kari Mohan govt, ku badnaam karibaaku eaetiki Byabastha karuchhi. Ebe BJP govt. re ta aehi 5 jananku suspend karajaiparila, BJD govt. thile kehi suspend hoi na thaante, BJD ku kicchi paisa dei ki nija sit aethhu nei aau gote thanka re rakhidei\thanta
@RASMIRANJANDAS302
@RASMIRANJANDAS302 3 ай бұрын
କୋଉ ପୋଲିସ କାହାକୁ ମାରିନାହାନ୍ତି ସେ ଆଗରୁ ମାଡ଼ ଖାଇକି ଆସିଥିଲେ ଥାନା, ଆଉ ବହୁତ ନିଶାରେ ଥିଲେ ଏଇଟା ବି ଜାଣନ୍ତୁ
@ArchanaraniDas-e3j
@ArchanaraniDas-e3j 3 ай бұрын
Teat for tat
@deepakdeepu2646-t6p
@deepakdeepu2646-t6p 3 ай бұрын
ଓଡ଼ିଶା ପୁଲିସ୍ ର ଏପରି କୁକର୍ମ କୁ ଯେତେ କଠୋର ଭାଷାରେ ନିନ୍ଦା କଲେ ମଧ୍ୟ କମ୍ ପଡ଼ିବ। ଓଡ଼ିଶା ପୁଲିସ୍ ପିଡୀତ ଙ୍କୁ ନ୍ୟାୟ ଦେବା ପ୍ରତିବଦଳରେ ପିଡୀତ ଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଦେଉଛି। ଏହାଠାରୁ ନିନ୍ଦନୀୟ ଘଟଣା ଆଉ କିଛି ହେଇନପାରେ।
@prafullakumarsahoo1917
@prafullakumarsahoo1917 3 ай бұрын
ପ୍ରଶାନ୍ତ ଜଗଦେବ ଠିକ କହୁଥିଲେ( ଏ ପୋଲିସ ଵାଲା ଙ୍କ ଉପରେ ମୋର ପ୍ରବଳ ରାଗ )
@shan_ananta_786
@shan_ananta_786 3 ай бұрын
Prashant jagadeba sabu politics rahi chora police mane magiya gote gote lanchuaa au chora
@tarunkumarpriyadarsha4122
@tarunkumarpriyadarsha4122 3 ай бұрын
Sei mane he seba karuchnati au protect be karuchnati
@MSDEGINTECH123
@MSDEGINTECH123 3 ай бұрын
I like it indian army Jay hind. 🎉
@odiachinmayasahooofficial
@odiachinmayasahooofficial 3 ай бұрын
😂😂
@ArchanaraniDas-e3j
@ArchanaraniDas-e3j 3 ай бұрын
ସତ ଆସିବାକୁ ଦିଆଯାଉ ରାଜନୀତି ନୁହେଁ
@supaimurmu708
@supaimurmu708 3 ай бұрын
ସମସ୍ତ ଓଡିଶା ର ପୋଲିସ ମାନଙ୍କୁ ସୁପ୍ରିମ କୋର୍ଟ ଓ ତାଙ୍କର ସମ୍ପୋତି କୁ CBI ଦ୍ୱାରା ତଦନ୍ତ ହେଉ ଧନ୍ୟ ବାଦ୍।
@rajupatnaik7776
@rajupatnaik7776 3 ай бұрын
The Army officer and his girl friend are the real culprits. They were shouting at the police officers to write their complaint and unnecessarily arguing with them. They PROVOKED the police officers to assault them. The couple told a LIE by saying that the girl friend was molested! But the reporters are not writing this basic fact and gullible people are blindly siding with the couple.
@ajsuraj
@ajsuraj 3 ай бұрын
ମିଶ୍ର, ପଣ୍ଡା, ମହାପାତ୍ର, ପାଣିଗ୍ରାହୀ... ଏମାନେ ସବୁ ଓଡ଼ିଶା କୁ ସତ୍ୟାନାଶ କରିଛନ୍ତି I
@manaromaswain9328
@manaromaswain9328 3 ай бұрын
ସରକାରଙ୍କୁ ଅନୁରୋଧ ଦୋଷୀ ମାନଙ୍କୁ ଚାକିରିରୁ 😢ବହିଷ୍କାର କରାଯାଉ , ଜୟ ଯବାନ
@SureshMohanta-g6x
@SureshMohanta-g6x 3 ай бұрын
ବହୁତ ଦୁଃଖ ଓ ଲଜ୍ଜା ଜନିତ କଥା
@kailashmohanta6476
@kailashmohanta6476 3 ай бұрын
ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ମୋହନ ମାଝି ସରକାର।
@odiasabuthubadhia920
@odiasabuthubadhia920 3 ай бұрын
ଲଜ୍ୟା ଓଡ଼ିଶା ପାଇଁ, ଆରମ୍ଭ ହେଲା ଆଗକୁ ଦେଖ ଏ ବେଲଜ୍ୟା ସରକାର କଣ କରୁଛି
@premchandpanda1466
@premchandpanda1466 3 ай бұрын
ଲଜ୍ଜା ଲାଗୁଛି , ବିଜେଡ଼ି ଅମଳର ଦୁଇ ତିନିଟା murder case solve କରିପାରିଲାନି ବିଜେଡ଼ି ସରକାର। ଖାଲି କୁକୁର ପୋଷିକି ଭୁକେଇବାରେ ଲାଗିଚି। କୁକୁର ଦଳ କୁ ଚାଟୁକାର ଚାମଚା।😂😂😂😂
@prataplenka1869
@prataplenka1869 3 ай бұрын
ମହିଳାଙ୍କ ଆଗରେ ଯୌନାଙ୍ଗ ଦେଖାଉଥିଲା ସର୍ବସାଧାରଣରେ ତାର ଯୌନାଂଗ କଟାଯାଇ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ କଣ ପୋଲିସର ବ୍ୟବହାର ଜାଣି ନାହିଁନ୍ତି ଥାନରେ ପୋଲିସମାନେ ସାଧାରଣ ଲୋକ ମାନଙ୍କୁ କି ଭଳି ବ୍ୟବହାର ପ୍ରଦର୍ଶନ କରୁଛନ୍ତି ବଦ୍ମାସ ପୋଲିସ ମାନଙ୍କୁ ଦାୟିତ୍ୱରୁ ବିଦା କରାଯାଉ ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦିଆଯାଉ ନଚେତ୍ ମୁଖ୍ୟମନ୍ତ୍ରୀ ମହୋଦୟ ଆପଣ କଳଙ୍କ ମୁଣ୍ଡାଇବେ
@sanatanpanda4689
@sanatanpanda4689 3 ай бұрын
Ahi police ra jaunangaku Kati diajau
@Sanjeev1353
@Sanjeev1353 3 ай бұрын
Asada charan is crime by BNS against all persons may be police or big political parties crocodile or big alpha animals siye ji bhi all should face especially police n police enquiry n internal committee examined before law judiciary n ayeen kanoon with high court forwardn take this matter to court as suo moto for this immoral grievance wrong interpretation and physical assault by police officer women officer also involved against army 🪖 people with their non acceptable behaviour moral, equal, neutral with, for, of this judiciary law regulations au kada karjya anusthan niyantu 🙏🏼😤😠
@biswanathpadhy8371
@biswanathpadhy8371 3 ай бұрын
Who is home minister?He has to take strong action.Dinikrushna Misha has to be dismissed forthwith in the interest of Justice.
@giribaripada9197
@giribaripada9197 3 ай бұрын
💯 right
@siddyantamajhi3784
@siddyantamajhi3784 3 ай бұрын
😂mohan babu au dekha nahanti se nua nua tike kn loka nka agare bulile tapare kuadde haji gale
@mvkuudsjvlydts1115
@mvkuudsjvlydts1115 3 ай бұрын
ପ୍ରଥମ ତ ମାଗିଆ ପୋଲିସ ବାଲାଙ୍କୁ ଆଗ ଗୋଡ଼େଇ ଗୋଡେ଼ଇ ପିଟିବା ଦରକାର
@kashinathdash4772
@kashinathdash4772 3 ай бұрын
କହାକୁ କିପରି ବ୍ୟବହାର କର।ଜିବ ପ୍ରଥମେ ପୋଲିସ କୁ ଶିକ୍ଷା ଦିଆଯାଉ।।
@rajupatnaik7776
@rajupatnaik7776 3 ай бұрын
The Army officer and his girl friend are the real culprits. They were shouting at the police officers to write their complaint and unnecessarily arguing with them. They PROVOKED the police officers to assault them. The couple told a LIE by saying that the girl friend was molested! But the reporters are not writing this basic fact and gullible people are blindly siding with the couple.
@bishnuprusty9608
@bishnuprusty9608 3 ай бұрын
ଆପଣ ମାନେ ଠିକ୍ କରି ଛନ୍ତି କି ‌ ସେମାନଙ୍କ ଯୋଗୁ ଆମେ ଭାରତ ବାସି ଶାନ୍ତିରେ ରହୁଛେ ତେଣୁ କରି ଏହାର ସୁ ପ୍ରତିକାର କରାଯାଉ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଶ୍ରୀ ରାମ
@purnapalei5410
@purnapalei5410 3 ай бұрын
ପୋଲିସ ହେଉଛି ସରକାରଙ୍କ ଚାକର. ଜନସାଧାରଣ ଙ୍କୁ ସୁରକ୍ଷା ଶାନ୍ତି ଶୃଙ୍ଖଳା ଜନସେବା ପ୍ରଥମ କର୍ତ୍ତବ୍ୟ. କିନ୍ତୁ ପୋଲିସ କ୍ଷମତା ଓ power ଦେଖାଇ ଭୟଭୀତ କରିବା ଠିକ ନୁହେଁ. ତେଣୁ ଏପରି ପୋଲିସ କୁ ଚାକିରୀ ରୁ ସମ୍ପୂର୍ଣ ବିଦା କରିବା ଆବଶ୍ୟକ
@anantanahak2718
@anantanahak2718 3 ай бұрын
Police heuchi sarkar nka chakara Aau civil department ta tama gharara chakara. Jie bhul karuchi taku kuha samastanku nuhe.
@AshokPal-bk7vb
@AshokPal-bk7vb 3 ай бұрын
Need to see what next action our beloved chief minister takes!!
@sasanksekharaswain9208
@sasanksekharaswain9208 3 ай бұрын
ଲଜ୍ୟା ଘୋର ଲଜ୍ୟା , ଏମାନଙ୍କୁ ଲୋକ କିପରି ବିଶ୍ୱାସକୁ ନେବେ ,
@Avaya679
@Avaya679 3 ай бұрын
So ridiculous behavior by the Odisha Police..... Police dept. ଭଲ ଭାବେ ଜାଣିବା ଉଚିତ ଯେ..... କେଇ ଜଣେ defence ଭାଇ ଟିଏ border ରେ ଠିଆ ହେଇଛି ବୋଲି ଦେଶର ସୁରକ୍ଷା ପାଇଁ ତୁମେ ଏଠି Police station ରେ ceiling fan ତଳେ ଓ Air conditioning room ରେ ବସି ନିଜର duty perform କରିପାରୁଛ.... ମାନ୍ୟବର ଓଡିଶା ସରକାର ଙ୍କୁ ମୁଁ ବିନମ୍ର ଅନୁରୋଧ କରିବି.... Entire Police dept. କୁ at least one yr ପାଇଁ defence କୁ ପଠାଯାଉ deputation ରେ.... So that ସେମାନେ ସେଠାରୁ ଆସି ଜାଣି ପାରିବେ life ଟା କଣ ଓ ଏଠି ଦବଙ୍ଗ ଗିରି ନୁହଁ..... ଭାଇ ଚାରା ନେଇ ଦେଶ ମାତୃକା ର ସେବା କରିବାକୁ ପଡେ..... ଜୟ ହିନ୍ଦ 🇮🇳🇮🇳🇮🇳
@Gyana-d7o
@Gyana-d7o 3 ай бұрын
ପ୍ରକୁତରେ ଓଡ଼ିଶା ପୋଲିସକୁ ୫୦% ଷ୍ଟାଫ୍ ଙ୍କୁ ସୀମାକୁ ପଥାଯାଉ ଏମାନେ ସେଠାରେ ସାୱାର୍ଡ ହୋଇଯିବେ,ଆଉ ୫୦% ଅର୍ମୀଙ୍କୁ ଆଣି ଥାନା ରେ କାର୍ଯ୍ୟ କଲେ ବହୁତ୍ ଭଲ ହେବ।
@ashirbadmohanty4120
@ashirbadmohanty4120 3 ай бұрын
Odisha Police କୁ ସୀମା କୁ ପଠେଇଲେ, ପଇସା ନେଇ ଉଗ୍ରବାଦୀ ଙ୍କୁ ଭିତରକୁ ଛାଡ଼ିଦେବେ, ଯେତେ corrupt police ଅଛନ୍ତି ସେମାନଙ୍କ ଛାତି ରେ 💣 ବାନ୍ଧି border ସେପଟେ ଛାଡି ଦେବା କଥା
@gundripasiproductions
@gundripasiproductions 3 ай бұрын
ପୋଲିସ nighty ପିନ୍ଧି କି ଥାନାରେ ରହୁଛି ମାନେ କଣ OYO ରେ ଥିଲେ କି..ସେମାନେ ବୋଧେ ରାସଲୀଳା ସମୟରେ Disturb ହେଲେ ବୋଲି ରାଗି ଯାଇ Mejor ଙ୍କୁ ପିଟିଲେ..90% ପୋଲିସ ଏମିତି ହିଁ ଜନ ସାଧାରଣଙ୍କୁ ବ୍ୟବହାର କରନ୍ତି.. ପୋଲିସ ଛି ଛି ଛି ଛି ଛି
@sushree5077
@sushree5077 3 ай бұрын
Right କଥା ରସ କରୁଥିଲେ ସେଥିପାଇଁ କ୍ୟାମେରା ନାହିଁ ପୋଲିସ ଷ୍ଟେସନ ରେ ଧର ପଡ଼ିବେ
@yagnasenisethi5218p
@yagnasenisethi5218p 3 ай бұрын
Police ra apari atyachar birodhare sarakar kathora padakhyepa neba uchit
@pradiptaria9067
@pradiptaria9067 3 ай бұрын
R
@KailashPadhan-pk3vk
@KailashPadhan-pk3vk 3 ай бұрын
Ilove Indian army
@padmalayaprusty4526
@padmalayaprusty4526 3 ай бұрын
ଏମାନଙ୍କ ନାମରେ ଯେତେ ଅଭିଯୋଗ ସେତେ ପ୍ରମୋସନ। ସ୍ବତନ୍ତ୍ର ବ୍ୟବସ୍ଥା
@balakrishnamahanta7542
@balakrishnamahanta7542 3 ай бұрын
ପୋଲିସ ଅଫିସର ମାନଙ୍କୁ ଭଲ ଭାବରେ ଶିକ୍ଷା ଦିଆ ଯାଉନାହିଁ 😢
@niranjanmohapatra9421
@niranjanmohapatra9421 3 ай бұрын
Suspension is not enough, they should be dismissed from their services.
@ratnakarsethi8403
@ratnakarsethi8403 3 ай бұрын
Right 👍
@pratimanayak5637
@pratimanayak5637 3 ай бұрын
ଓଡ଼ିଶା ସରକାର ରାଜ୍ୟରେ ହେଉଥିବା ସମସ୍ତ ଅପରାଧ ରେ ଥିବା ସମସ୍ତ ଦୋଷୀଙ୍କୁ ଧରି ଉପଯୁକ୍ତ ଦଣ୍ଡ ଦିଅନ୍ତୁ,ଯେପରି କି ସର୍ବଦା ଅପରାଧ କରିବାକୁ ଲୋକମାନେ ଭୟ କରିବେ, ଓଡ଼ିଶା ଜଗନ୍ନାଥଙ୍କ ରାଜ୍ୟ, ଏଠାରେ ଅଶାନ୍ତ କରୁଥିବା ଲୋକଙ୍କୁ ଦଣ୍ଡ ମିଳିବା ଦରକାର
@sanjayadas7539
@sanjayadas7539 3 ай бұрын
ପାୱାର ଅଛି ବୋଲି ଏମିତି ବ୍ୟବହାର କରିବା ଠିକ୍ ନୁହେଁ।
@dinu9820
@dinu9820 3 ай бұрын
suspends ନୁହଁ ଏହି ମାନଙ୍କୁ ବରଖାସ୍ତ କରାଯାଉ
@basantakumarpanda9022
@basantakumarpanda9022 3 ай бұрын
ଛି, ଛି କଲେ କିଛି ଲାଭ ନାହିଁ। ଓଡ଼ିଶା ପୋଲିସ୍ ରଦେ ହସୁଆ ହୋଇଗଲାଣି।
@munathewriter1234
@munathewriter1234 3 ай бұрын
suspend କରିଲେ କିଛି ହେବନି ସେ ଆଇଆଇସି ଆଉ ସେ ସମସ୍ତ ପୋଲିସ୍ ଅଫିସର୍ ଙ୍କୁ 40 ବର୍ଷ ଜେଲ୍ ରେ ପୁରେଇ ଦିଆ ଯାଉ
@sushilkumardashdashsushi-ip9tz
@sushilkumardashdashsushi-ip9tz 3 ай бұрын
ମିଶ୍ର ବାବୁ କଣ ପିନ୍ଧିଥିଲେ ଓ କେଉଁଠି ଥିଲେ ତାଙ୍କର ମେଡିକାଲ ଯାଞ୍ଚ ହେବା ଦରକାର
@sarojkumarsahoo9310
@sarojkumarsahoo9310 3 ай бұрын
ପୋଲିସ କୁ ବ୍ୟବହାର ଶିଖିବା ଦରକାର। Army କୁ ବ୍ୟବହାର ଜଣା। ଲାଞ୍ଚ ଖାଉଥିବା OP
@BharatikrushnaRath
@BharatikrushnaRath 3 ай бұрын
ଏଭଳି ପୋଲିସ ଅଫିସର ମାନଙ୍କୁ ଦେଶର ସୀମା ରେ ନିଯୁକ୍ତି କରାଗଲେ ଜାଣିବେ ସେନା ଓ ପୋଲିସ ଭିତରେ ତଫାତ କେତେ.
@birendramunda5435
@birendramunda5435 3 ай бұрын
ସଠିକ୍ କଥା
@tapasiadhikari5103
@tapasiadhikari5103 3 ай бұрын
ଏ ପୋଲିସ ଵାଲା 200 ଟଙ୍କା ନେଇ ଭାରତ ଭିତରକୁ ଆତଙ୍କବାଦୀ କୁ ଛାଡ଼ିବେ
@luchimoharana5213
@luchimoharana5213 3 ай бұрын
Emanku army re selection hebeni ....khali basiki Peta bahara karichhanti
@minaketanbhanja2503
@minaketanbhanja2503 3 ай бұрын
Absolutely right 👌 👍👍👍
@balaramdash5612
@balaramdash5612 3 ай бұрын
ଖାଲି ନିଲମ୍ବନ କଲେ ହବନି। ମାଡ଼ ଦରକାର। । ଆଉ ଚାକିରି ରୁ ବିଦାୟ କରାଯାଉ ଆଉ ତାଙ୍କ ବିରୋଧ ରେ କଡ଼ା କାର୍ଯ୍ୟନୁଷ୍ଠାନ କରାଯାଉ
@madhusudandhal302
@madhusudandhal302 3 ай бұрын
ପୋଲିସ ମାନେ କଣ ଭାବୁଛନ୍ତି army କିଛି କରିପାରିବନି Army ମାନେ ଯେତିକି ଭଲ ସେତିକି ଖରାପି ହେଲେ 👍🏽👍🏽👍🏽Samjhe kya 🥷🏽
@abhayacharanapatra3502
@abhayacharanapatra3502 3 ай бұрын
ମୁଖ୍ୟମନ୍ତ୍ରୀ ମହୋଦୟ ଏହାକୁ ଯଥାଶୀଘ୍ର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଅନ୍ତୁ
@Baccha-chor29
@Baccha-chor29 3 ай бұрын
ଲୋକ ଶିକ୍ଷିତ ହେଲେ କଣ ହେବ ମାନସିକତା କିଏ ପରିବର୍ତନ କରିବ
@marinerambika6438
@marinerambika6438 3 ай бұрын
Yeguda sikhita nuha,ye sala guda paisa dia chakar guda
@sibaprasadbehera3824
@sibaprasadbehera3824 3 ай бұрын
ମଝିରେ ମଝିରେ ଏଭଳି ପୋଲିସ ବାବୁଙ୍କୁ broader ଉପରେ duty ଦିଆଯିବା ଆବଶ୍ୟକ
@jeetendrakumartiu1198
@jeetendrakumartiu1198 3 ай бұрын
ଜଣେ ପୂର୍ବତନ ମେଜର କୁ ଯଦି ଏପରି ବ୍ୟବହାର କରାଯାଉଛି ତେବେ ସାଧାରଣ ଲୋକଙ୍କୁ ପୋଲିସ ଠୁ କଣ ଆଶା କରାଯାଇପାରେ
@krupasindhudash7195
@krupasindhudash7195 3 ай бұрын
Jya jaban
@GaganbihariBalabantaray
@GaganbihariBalabantaray 3 ай бұрын
ଦେଶକୁ ସୁରକ୍ଷା ଦେଉ ଥିବା ସୈନକ କୁ ଏ ଚୋର ଏ ମିତୀ କରୁଛନ୍ତି ସାଧାରଣ ଲୋକଙ୍କ ଅବସ୍ଥା କଣ ହେବ
@premanandswain3211
@premanandswain3211 3 ай бұрын
ପୋଲିସ କୁ ଜବାବ ଦେଉଛି ସୈନିକ, ସାଧାରଣ ଜନତା ନ୍ୟାୟ ପାଇଁ ଅପମାନ ପାଉଛି; 👌👍
@Debendradas-r8c
@Debendradas-r8c 3 ай бұрын
ଏମାନଙ୍କ ଘରେ ଭିଜିଲାନ୍ସ ରେଡକରାଯାଉ,
@KulabhBaba
@KulabhBaba 2 ай бұрын
ପୋଲିସ ଥାନା କୁ ଅଭିଯୋଗ କରିବା ପାଇଁ ସାଧାରଣ ଲୋକ ଭୟ କରୁଛନ୍ତି
@khirodkumarpanda4763
@khirodkumarpanda4763 3 ай бұрын
ଓଡ଼ିଶା ପୋଲିସ୍ ର କାରନାମା ଦାଣ୍ଡରେ ପଡି ହାଟରେ ଗଡିଲାଣି ଜାତୀୟ ଗଣମାଧ୍ୟମରେ ଓଡ଼ିଶା ପୋଲିସ୍ ର କାରନାମା ପ୍ରଚାର ଭାରି ଜୋରରେ ହେଉଛି ଭାରତୀୟ ସେନାଧ୍ୟକ୍ଷ ଘଟଣା କୁ ଗମ୍ଭୀରତା ର ସହ ନେଇ ନଜର ରଖିଛନ୍ତି ବିଜେଡି ଶାସନ ବେଳୁ କିଛି ପୋଲିସ୍ ଅଧିକାରୀ ଙ୍କ ମାନସିକତା ରେ ପରିବର୍ତ୍ତନ କରିନାହାନ୍ତି
@pramodpradhan8792
@pramodpradhan8792 3 ай бұрын
Jai ho indian army
@santoshkumarmishra2620
@santoshkumarmishra2620 3 ай бұрын
suspend ନୁହେଁ କେବଳ ମାଡ ହିଁ ମାଡ ଦରକାରଥିଲା
@kamananidhi3672
@kamananidhi3672 3 ай бұрын
ଏଭଳି ପୋଲିସ ଙ୍କୁ ତୁରନ୍ତ ଫାଶୀ ଦିଆଯାଉ।
@JayantkumarSethi
@JayantkumarSethi 3 ай бұрын
କଥା କୁହାଳିଆ ପୋଲିସ ଅଫିସର । ଲାଞ୍ଚ ଖାଇ ଖାଇ ମିଛ କହିବା ଅଭ୍ୟାସ ହୋଇଗଲାଣି ।
@pradiptakishorebal2978
@pradiptakishorebal2978 3 ай бұрын
ଏ କେଶରେ ଯେଉଁ ପୁଲିସ ବାବୁ ଅଛନ୍ତି, ସେମାନଙ୍କୁ ଚାକିରିରୁ ବହିଷ୍କାର କରା ଯାଉ, ଏମାନଂକୁ ବର୍ଡର ଏରିଆରେ ବର୍ଷ ଟିଏ ପାଇଁ ପଠାଇ ବାକୁ ଅନୁରୋଧ,
@swadhikarbetaj3768
@swadhikarbetaj3768 3 ай бұрын
ସସ୍ପେଣ୍ଡ୍ ଗୋଟିଏ ଦଣ୍ଡ ନୁହଁ? ପୁରା ଚାକିରୀରୁ ବହିସ୍କାର କରନ୍ତୁ।
@ratnakarsethi8403
@ratnakarsethi8403 3 ай бұрын
Right 👍
@santoshpanigrahi2221
@santoshpanigrahi2221 3 ай бұрын
Indian defence are the blood wall of our country....indian public wants justice...jai hind jai shena
@bijayapppradhan4563
@bijayapppradhan4563 3 ай бұрын
ସିପାହୀରୁ iic ସେ କଣ ଶିଖିବେ। ବାହାଦୁରି ମାରୁଛନ୍ତି।
@himanshupattnaik9266
@himanshupattnaik9266 3 ай бұрын
ମାର ଶଳା କୁ. Police hoi ghrunya କାମ କରୁଛନ୍ତି.
@surjyasamanta6961
@surjyasamanta6961 3 ай бұрын
ପୋଲିସ ମିଛ କହୁଛି।
@jyotiprakashsahoo4202
@jyotiprakashsahoo4202 3 ай бұрын
ତମେ mg police କେବେ କାହାକୁ ଭଲ ବ୍ୟବହାର କରିଛ ?? ତମ ପିଲା ମାନଙ୍କୁ ତମେ କୋଉ ମୁହଁ ଦେଖାଉଥିବ କେଜାଣି।
@chitaranjankara7226
@chitaranjankara7226 3 ай бұрын
DG ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ✋✋✋
@basantakumarkar815
@basantakumarkar815 3 ай бұрын
ଭରତ ପୁର ଥାନାରେ ଥିବା ବଡ଼ ଅଫିସର ମାନଙ୍କୁ ସସ୍ପେଣ୍ଟ କରିବା ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ
@prasantakumar6857
@prasantakumar6857 3 ай бұрын
ଆର୍ଗୁମେଣ୍ଟ କରିବେ l ବୋଲି ତମେ ସଳେ ବାଡେଇବl ଛି ଛି ଓଡ଼ିଶା ପୋଲିସ୍ l ଜଣେ ସେନା ମେଜର ଉପରେ ଏମିତି ହେଇ ପାରୁଚି l ଆମେ ଗରିବ ଲୋକ ଙ୍କୁ ଏ ପୋଲିସ କଣ ନ କରିବ l ଛି ସେ ଘୋଡା ଗେହୀ ଲେଡି ପୋଲିସ ଅଫିସର କେମିତି ଜଣେ ଝିଅକୁ ଅତ୍ୟାଚାର କଲା l
@RadhanathBehera
@RadhanathBehera 3 ай бұрын
Same case Au jane ledi Nimapadare achhi. Nari hoi nari upare atyachat karuchanti chi laja laguni.
@jamunakapujamunakapu4453
@jamunakapujamunakapu4453 3 ай бұрын
ଯେତେବେଳେ ବି ପୋଲିସ ମାନଙ୍କ ଉପରେ ଏମିତି କିଛି ପଦକ୍ଷେପ ନିଆଯାଉଛି ସେତେବେଳେ ସାଧାରଣ ଜନତା ଭାରି ଖୁସି, ଜଣାନାଇଁ କଉ ଜନ୍ମ ର ରାଗ ଅଛି 😄😄😄😄😄
@bhabaniprasadrout
@bhabaniprasadrout 3 ай бұрын
ଯେଉଁ ଅଫିସର ଯୌନାଙ୍ଗ ଦେଖାଇଛି ତା ଘରେ ମା ଭଉଣୀ ନାହାନ୍ତି.
@sunidash5077
@sunidash5077 3 ай бұрын
ହଁ 🧳ହଁ ଏ ପୋଲିଶି ଗୁଡ଼ିକ ସବୁଠି ଏମିତିି, ବଦମାସି
@bharatpradhan2462
@bharatpradhan2462 3 ай бұрын
ପ୍ରଥମେ ପବ୍ଲିକ ମାଡ଼,ପରେ ଆଇନ ଚାଲୁ
@Chhua-j9j
@Chhua-j9j 3 ай бұрын
Correct
@ajitkumarrememberyou8412
@ajitkumarrememberyou8412 3 ай бұрын
Right dekhibo kete ta maa khira pichi
@SANJAYKUMARPANDA-r6r
@SANJAYKUMARPANDA-r6r 3 ай бұрын
ଏହା ପ୍ରମାଣିତ କରୁଛି କି ଆମ ଦେଶରେ ପୁଲିସ୍ ଓ ବିଚାର ବ୍ୟବସ୍ଥାରେ ଆମୁଳଚୂଳ ପରିବର୍ତ୍ତନ ଆବଶ୍ୟକ ଓ ବର୍ଦ୍ଦିର ରଙ୍ଗ କୁ ନୀଳ ରଙ୍ଗ କୁ ପରିବର୍ତ୍ତନ ଆବଶ୍ୟକ ସମଗ୍ର ଦେଶରେ ମଦ ବନ୍ଦ ହେବା ଆବଶ୍ୟକ। ମଦ ପିଇ ଆସୁଥିବା କର୍ମଚାରୀଙ୍କୁ ଚାକିରୀ ରୁ ତତ୍କାଳ ବାହାର କରିବା ଆବଶ୍ୟକ।
@ranjankumarmohapatra1718
@ranjankumarmohapatra1718 3 ай бұрын
Addl. DCP should be punished for his irresponsible statement.
@kailashchandrajena8405
@kailashchandrajena8405 3 ай бұрын
Thik katha...ye additional DCP Doshi police ku Ghana ghodaibaku michha kahuchhi...nindaniy. Additional DCP birudhare govt. action neba uchit.
@SahooLaxmi-ru1gh
@SahooLaxmi-ru1gh 3 ай бұрын
ଧନ୍ୟରେ ପୋଲିସ
@biswaranjanbiswal7612
@biswaranjanbiswal7612 3 ай бұрын
ଏଥିରେ CBI ଯାଞ୍ଚ ହେବା ଦରକାର
@anilmallick3128
@anilmallick3128 3 ай бұрын
ମୋହନ ମାଝୀ ବିଧାୟକ ଥିଲା ବେଳେ ତ ପୋଲିସ ଅପମାନିତ କରିଥିଲା। ମୋହନ ମାଝୀ ଏବେ ମୁଖ୍ୟମନ୍ତ୍ରୀ ସେ କଣ ଜାଣିନାହାନ୍ତି ପୋଲିସ କି ପ୍ରକାର ବେବହାର କରନ୍ତି।
@Siba-ly7tf
@Siba-ly7tf 3 ай бұрын
Odisha police educated and intelligent ହେବ ଆବଶ୍ୟକ। ବିଛା ମନ୍ତ୍ର ନ ଜାଣି ସାପ ଗାତ ରେ ହାତ ପୁରାଇଲେ ଏହି ଅବସ୍ଥା ହେବ।
@parsuramjani1993
@parsuramjani1993 3 ай бұрын
Odisha ଉପରେ national media coverage ବେଶି ଅଛି ସାବଧାନ ମୋହନ ସରକାର, ଜୟ ଶ୍ରୀ ରାମ
@gangadhardash3430
@gangadhardash3430 3 ай бұрын
ସରକାରୀ କର୍ମଚାରୀଙ୍କୁ କର୍ତ୍ତବ୍ୟ କଥା କହିବା ପାପ !!
@soumyaranjanbehera8329
@soumyaranjanbehera8329 3 ай бұрын
ଭଲଭାବରେ କଠୋରରୁ କଠୋର ଦଣ୍ଡ ମିଳୁ
@mskumar981
@mskumar981 3 ай бұрын
Odisha police ku discipline sikhaya dia . Indian army bahut discipline ,bravery,unity thanti Sethi pai satru desh daranti .
@saratrout8949
@saratrout8949 3 ай бұрын
Police ko jail bhejo
@liteshkumar2496
@liteshkumar2496 3 ай бұрын
Bjd ସମୟର ନିଶା ଓଡିଶା ପୋଲିସ ର ଯାଇନି
@SantanuDalai-xe2xq
@SantanuDalai-xe2xq 3 ай бұрын
ୟେ ସଲେ ବିଜେଡି ର ଚାଟୁକାର ଥିଲେ ବବି ଦାଶ ର
@Aviator_7940
@Aviator_7940 3 ай бұрын
😂😂
@SibanandaPrida
@SibanandaPrida 3 ай бұрын
POLICE ROKHYA KORIBO TAARO ROZGAAR.
@ShreearamMeher
@ShreearamMeher 3 ай бұрын
ମାଗିହା ପୋଲିସ ମାନଙ୍କର ଏତେ ସାହଶ ମେଜର କୁ ମଧ୍ୟ ଛାଡ଼ିଲେ ନି ସେଥିପାଇଁ ତ ପୋଲିସ କୁ କୁକୁର କହନ୍ତି
@JagannathMarndi-i6w
@JagannathMarndi-i6w 3 ай бұрын
ଯେଉଁ ମାନେ ପୋଲିସରେ ଚାକିରି କରୁଛନ୍ତି ସେମାନଙ୍କ Mental positivity test ନେବା ବହୁତ ଜରୁରୀ, ଯେଉଁ ମାନେ mentally positive ସେମାନଙ୍କୁ ଚାକିରି ରେ ରଖିବା ଦରକାର ଆଉ ଯେଉଁ ମାନେ mentally negative ସେମାନଙ୍କୁ ଚାକିରି ନଦେବା ଦରକାର, ଚାକିରି କରିବା ପାଇଁ ଲୋକଙ୍କ ଅଭାବ ନାହିଁ ....
@bapisadangi3373
@bapisadangi3373 3 ай бұрын
ପୋଲିସ୍ କୁ, ମଉକା ଦେଖି ହାଣିଦିଅ
@BaskeyAnanta
@BaskeyAnanta 3 ай бұрын
ତା ପରେ ତ ମାଆ ଭଉଣୀ କୁ ତ ଘରେ ପଶି ଗେହିଁଲେ ତୁ କାହା ପାଖକୁ ଯିବୁ Polic କୁ ତୁ ହାଣୀ ମାରି ଦେଇଥିବୁ 😂😂
@Odishavoult
@Odishavoult 3 ай бұрын
​@@BaskeyAnanta na bhai gali diantu nahi
@bapisadangi3373
@bapisadangi3373 3 ай бұрын
@@BaskeyAnanta ପ୍ରଥମେ ତୋର ଭଉଣୀ କୁ ଠିଆପେଲିବି ତାପରେ ବୋଉର ପାଟିରେ ପୁରାଇ ବି, ଶେଷରେ ପୋଲିସ୍
@kartik_bhuyan_tapu
@kartik_bhuyan_tapu 3 ай бұрын
👍👍👍​@@bapisadangi3373
@biswajitmahakud3870
@biswajitmahakud3870 3 ай бұрын
❤❤❤​@@bapisadangi3373
@OmmprakashRoutray-bw1jq
@OmmprakashRoutray-bw1jq 3 ай бұрын
ରାତି କଣ ଚାଦାଆଦାୟହୋଉଥିଲାକି ସେଲେଡି ଅଫିସର କଣ ମଦପିଇ ସୋଇଥିଇଲେକୀ ଏମାନକ କଥାସୁଣିବାକୁ ତାକପାଖରେ ସମୟ ଅଭବଥିଲା
@TunaDas-tt7xj
@TunaDas-tt7xj 3 ай бұрын
ଏ ମର୍ମ୍ହାହାତ ଘଟଣା ରୁ ଓଡ଼ିଶାର ଜନସାଧାରଣଙ୍କ ମନରେ ପୋଲିସ ଉପରୁ ବିଶ୍ବାସ ତୁଟି ଗଲା । ଯିଏ ଅଭିଯୋଗ ପାଇଁ ଆସନ୍ତି ସେ ପୋଲିସ ସହିତ ମୋର ପିଟ ହେବାକୁ ଆସନ୍ତି। ସେ ପୁଣି ମହିଳା। ପୋଲିସ ବାବୁ ଚୁଡ଼ି ପିନ୍ଧି ଥାନାରେ ବସ । ଏହା ଏକ ସଡ଼ଯନ୍ତ , ମହନ ସାର୍ ଏମାନଙ୍କୁ desmiss କରା ଯାଉ
@m.bairisalyafiresafetyoidi8081
@m.bairisalyafiresafetyoidi8081 3 ай бұрын
ପୋଲିସ ଯାହା କରିଛି ତାହା ନିଶ୍ଚିନ୍ତ ଭୁଲ କିନ୍ତୁ ଝିଅ ଯୋଉ ମଦପିଇ ରାତି ଗୋଟାଏରେ ବାରରୁ ଫେରୁଛି ତାହା କେତେ ଠିକ୍? ପିଲାଙ୍କୁ ଶିକ୍ଷା ସହ ସଂସ୍କାର ଦିଅନ୍ତୁ
@satyanaik7321
@satyanaik7321 3 ай бұрын
ସେମାନଙ୍କୁ ଆର୍ମି କୁ ଦେଇଦିଅ ସେମାନେ ଠିକ୍ କରି ଛାଡି ଦେବେ 😂😂😂
@user-qe9tp9hi4u
@user-qe9tp9hi4u 3 ай бұрын
ମୋତେ ଲାଗୁଛି ଗୋଟିଏ ହାତରେ ତାଳି ବାଜିବ ନାହିଁ।
@Leo_8912
@Leo_8912 3 ай бұрын
We care (for ourselves), We Share (black money) 🎉
@DiptiranjanParida-ut8oo
@DiptiranjanParida-ut8oo 3 ай бұрын
Odisha police chi chi
@learnenglishwithbrahma9368
@learnenglishwithbrahma9368 3 ай бұрын
ଏମାନଙ୍କର ନ୍ୟାୟ ସେନାଧ୍ୟକ୍ଷ ଓ ସେନାମାନଙ୍କୁ ହିଁ ଛାଡ଼ି ଦିଆ ଯାଉ।
@TaranisenDash-m1x
@TaranisenDash-m1x 3 ай бұрын
ଯିଏ ଦେଶର ରକ୍ଷକ ପୁଣି ତାଙ୍କ ସହିତ ଏପରି ବ୍ଯବହାର କରୁଛି ଏଇ ପୋଲିସ. ସାଧାରଣ ଲୋକଙ୍କ ସହିତ କଣ ହେଉନଥିବା.. ଅଭିଯୋଗ ରେ ଥିବା ପୋଲିସ କୁ dismiss ଜାରି କରି ଆଜୀବନ କାରାଦଣ୍ଡ ଦିଆଯାଉ
@scdas01
@scdas01 3 ай бұрын
Suspending 05 is not enough. DCP Prateek Singh should be suspended also. He has expressed his mindset & perception on the case by making allegitions & holding the army major & his friend as main culpr & main cause pf the incident. I am sure, he is not an eye witness of the incident, must be talking to press on third hand information. Or everything has happened in his knowledge. He can be considered as a party to the incident. Therefore he is bias & prejudice. He is taking the side of the crime. So his presence on the DCP-chair would influence the enquiry. He therefore be suspended & report else where.
@sasmitasasmitaa
@sasmitasasmitaa 3 ай бұрын
Suspend saha case release naheba parjyanta jail rahiba darkar
@HarishSahu-fc6pp
@HarishSahu-fc6pp 3 ай бұрын
Absolutely right
@soumyanayak7755
@soumyanayak7755 3 ай бұрын
DCP Pratik ku agge suspend karaaa !
@bimalaprasadbhanjasamanta9954
@bimalaprasadbhanjasamanta9954 3 ай бұрын
ପ୍ରଶାନ୍ତ ଜଗଦେବ ମୁଖ୍ୟମନ୍ତ୍ରୀ ହେବା ଦରକାର
@indianeedshimodiaenglish9505
@indianeedshimodiaenglish9505 3 ай бұрын
ପ୍ରକୃତରେ ଗୁଣ୍ଡା ହେଉଛି Police ଆଉ କେହି ନୁହେ, ଅନ୍ୟୟ Police ର ହାତ ଥିବ କଲିକତା ଘଟଣା ମନପକାଅ
@lokanathrout8763
@lokanathrout8763 3 ай бұрын
ଦୃଷ୍ଟାନ୍ତମୂଳକ ଶାସ୍ତି ସରକାର ନେବା ଉଚିତ
@ITServicesGECBBSR
@ITServicesGECBBSR 3 ай бұрын
ପୋଲିସ ଉପରୁ ଲୋକଙ୍କ ଭରଷା ତୁଟିଲାଣି , ପୋଲିସ କେବେଳ ନେତା ମାନଙ୍କ ଚିଂହା ଲୋକଙ୍କ କଥା ଶୁଣିବ, ସାଧାରଣ ଲୋକ ଏବେ ବି ହଇରାଣ ହେଉଛନ୍ତି | ୟେ କେଶ ରେ ପୋଲିସ ଙ୍କ ବିରୁଦ୍ଧରେ କରିମିନାଲ କେଶ ଫାଇଲେ ହେବ ଦରକାର
“Don’t stop the chances.”
00:44
ISSEI / いっせい
Рет қаралды 62 МЛН
小丑女COCO的审判。#天使 #小丑 #超人不会飞
00:53
超人不会飞
Рет қаралды 16 МЛН
REAL or FAKE? #beatbox #tiktok
01:03
BeatboxJCOP
Рет қаралды 18 МЛН