ଅଗଷ୍ଟ 15ରେ ଜାଣନ୍ତୁ, କିଏ ପାଇବେନି 'ସୁଭଦ୍ରା' | Exclusive Interview With Deputy CM Pravati Parida । OR

  Рет қаралды 166,920

Odisha Reporter

Odisha Reporter

Күн бұрын

ଅଗଷ୍ଟ 15ରେ ଜାଣନ୍ତୁ, କିଏ ପାଇବେନି 'ସୁଭଦ୍ରା' | Exclusive Interview With Deputy CM Pravati Parida । OR
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #ExclusiveInterview #DeputyCM #PrabhatiParida #BJPGovernment #subhadrayojana #SHG #August15th #NewScheme #ExclusiveInteviewWithDeputyCM

Пікірлер: 216
@subashchandradas1638
@subashchandradas1638 Ай бұрын
ସୁଭଦ୍ରା କଥା ପଛରେ, ପ୍ରଥମେ ଅପରାଧୀ ମାନଙ୍କ ଉପରେ ଆଶୁ ପଦକ୍ଷେପ ନିଅନ୍ତୁ।
@haha-or7hk
@haha-or7hk 23 күн бұрын
ସୁଭଦ୍ରା ଯୋଜନା, ମାଗଣା ଚାଉଳ ବନ୍ଦ କର। ତା ପରିବର୍ତ୍ତେ ଦରଦାମ କିପରି ନିୟନ୍ତ୍ରଣ କରାଯିବ ସେ ବିଷୟରେ ଚିନ୍ତା କରନ୍ତୁ। ଆତ୍ୟାଧିକ ଚାଉଳ ଖାଇବା ଶରୀର ପାଇଁ କ୍ଷତିକାରକ।।
@brajasundarsahoo1590
@brajasundarsahoo1590 Ай бұрын
ଜଗନ୍ନାଥ ବଳଭଦ୍ର ସୁଭଦ୍ରା ବହୁତ MICHHA କହୁଛନ୍ତି ଓଡ଼ିଆ ଲୋକମାନଙ୍କୁ ବୋକା BHABUCHHANTI
@bikyghana9064
@bikyghana9064 Ай бұрын
Super Michhua BJP Sarkar, All Catagory Madhubabu pension 3000 tonka kuade gola, Dharmendra pradan ro 300 Unit Free Electri kuade gola, Odisha re Alcohol bond kuade gola
@tapasmishra5355
@tapasmishra5355 Ай бұрын
ରାଜ୍ୟ ସରକାର ନିର୍ବାଚନ ଜିତିବା ଆଶାରେ ସୁଭଦ୍ରା ଯୋଜନା କୁ ଯେପରି ଗୁରୁତ୍ଵ ଦେଉଛନ୍ତି .. ଦିବ୍ୟାଙ୍ଗ ପ୍ରମାଣ ପତ୍ର ରେ 50% ରୁ ଉର୍ଦ୍ଧ ଏବଂ 80% ରୁ କମ୍ ଥିବା ବ୍ୟକ୍ତି ତାଙ୍କର ହାତ ଗୋଡ଼ ହରେଇ ଏବଂ ପରିବାର ବୋଝ ଥାଇ ରାଜ୍ୟ ସରକାର ଦିବ୍ୟାଙ୍ଗ ଭତ୍ତା ବଢ଼େଇବାରେ ଆଣ ଦେଖା କରିଛନ୍ତି।😭 ରାଜ୍ୟ ସରକାରଙ୍କୁ ଅନୁରୋଧ ଏଥି ପ୍ରତି ଦୃଷ୍ଟି ଆକର୍ଷଣ କରନ୍ତୁ।
@jaganmuduli2579
@jaganmuduli2579 Ай бұрын
କାହିଁକି ଘର ଘର ବୁଲି କଡ଼୍ ବାଟୁଥିଲ ଆପଣ ଭଳି ନାରୀନେତ୍ରୀ ଠାରୁ ଏ ବିଶ୍ବାସଘାତକତା ଓ ଖାଲି ଧୂଆଁ ବାଣ କଥା ଶୋଭା ପାଉନାହିଁ
@SunakarNayak-cj8qv
@SunakarNayak-cj8qv Ай бұрын
ମୋର ଅନୁରୋଧ ଦୟାକରି କଳାକାର ମାନଙ୍କ ପାଇଁ ଭତ୍ତା ବୃଦ୍ଧି କରିବେ ବୋଲି ଅନୁରୋଧ କରୁଛି,,,, ଆପଣ ଏହାକୁ ବିଚାର କରି ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ ଙ୍କୁ ମୋର ପ୍ରଣାମ ଜଣାଉଛି,,,,କଳାକାର ମାନେ ଦୁର୍ଦ୍ଦିନରେ ଥାଇ ମଧ୍ୟ ଆପଣଙ୍କୁ ଅନୁରୋଧ ଆପଣ ଏହି ସର୍ତ୍ତାବଳି ବିଚାର କରିବେ,,, କଳାକାର ମାନଙ୍କ ଦ୍ବାରା ଗଠିତ କମିଟି ପକ୍ଷରୁ ଜଣାଉଛୁ ।
@kailashchandrabej5095
@kailashchandrabej5095 25 күн бұрын
Best.deputy.cm.pravati.parida.very.goog
@Hbp748
@Hbp748 Ай бұрын
Mam anganwadi didi mananku 26000 ଦିଆଯାଉ ସେମାନେ ବହୁତ App rekam katuchhanti
@manishamohapatra1224
@manishamohapatra1224 25 күн бұрын
Bahut sundar katha kahile. ❤❤
@rishideogarh2367
@rishideogarh2367 Ай бұрын
BJP ବାଲା ନିଜକୁ କଣ ଭାବୁଛନ୍ତି ଅପେକ୍ଷା କରନ୍ତୁ2029 କୁ
@SumantaKumarPradhan-dm1tk
@SumantaKumarPradhan-dm1tk Ай бұрын
ତମ କଷ୍ଟ କଥା ଆମେ ଜାଣି ପାରୁଛୁ
@user-zo9bu4wu2e
@user-zo9bu4wu2e Ай бұрын
29 re kaana judha kabake
@rishideogarh2367
@rishideogarh2367 Ай бұрын
@@user-zo9bu4wu2e tame dekhiba au message kariba
@Dash750
@Dash750 Ай бұрын
Sabu tadipakeibu😂
@narayandalai8414
@narayandalai8414 29 күн бұрын
Bjp କେତେକ ଆଦର୍ଶ ନୀତି ରେ ଚାଲିଛି, ତେଣୁ ଜଣେ, ଆଦିବାସୀ ମହିଳାଙ୍କୁ ଭାରତ ର ରାଷ୍ଟ୍ରପତି କଲେ, ଏବଂ ଜଣେ ଆଦିବାସୀ ନେତା ମୋହନ ମାଝୀ ଙ୍କୁ ଓଡିଶା ର ମୁଖ୍ୟ ମନ୍ତ୍ରୀ କଲେ ଯାହାକି ସମ୍ଭବ ନଥିଲା, ଏସବୁ bjp ପାର୍ଟି ର ଚିନ୍ତାଧାରା
@user-du3xv1kl9s
@user-du3xv1kl9s 29 күн бұрын
ଆମେ ଭାବୁଥିଲୁ ଯେ, ଅଗଷ୍ଟ ୧୫ ରେ ଓଡ଼ିଶା ରୁ ସମ୍ପୂର୍ଣ୍ଣ ମଦ ବନ୍ଦ୍ ଘୋଷଣା ହେବ। ଏବେ ଜାଣୁଛୁ ଯେ ଏମାନେ କିଛି କରିପାରିବେନି
@chanduelectricaltech3911
@chanduelectricaltech3911 25 күн бұрын
CHANDR SEKHAR SETIGAM ODISHA 🙏🙏🙏🌺🇮🇳
@jayantanayak1793
@jayantanayak1793 Ай бұрын
ଯେଉଁ ମାନେ କାମ ନ କରିପାରୁଛନ୍ତି ସେପରି ମନ୍ତ୍ରୀଙ୍କୁ ବାହାର କରାଯାଉ
@godgift4711
@godgift4711 Ай бұрын
Ata ame mane hi koripariba..
@LabaKaralia
@LabaKaralia Ай бұрын
ଏବେବି madam p c କାରବାର ହେଉଛି ଏହାକୁ ନେଇ ଆପଣ କଣ କହିବେ ଏବଂ ଏହା କେବେ ବନ୍ଦ କରିବେ ନିଶ୍ଚୟ ଯଦି ବନ୍ଦ୍ ହେବ ତାହାହେଲେ ଆମେ ଜାଣିବୁ ଯେ bjp ସରକାର କହିଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି ବୋଲି
@sanjuktabardhan1678
@sanjuktabardhan1678 29 күн бұрын
SanjuktaBardhan
@sanjitbaitha4385
@sanjitbaitha4385 Ай бұрын
ବାଳ ଯୋଜନା କରୁଛ। ଖବର ପାଇ ସବୁ ମହିଳା ପ୍ରସ୍ତୁତ ହେଲେଣି ଡକ୍ୟୁମେଣ୍ଟ ସଂଗ୍ରହ କଲେଣି ସେପଟେ
@siddhalaxmi
@siddhalaxmi Ай бұрын
କାହିଁକି ଟ୍ରାଫିକ ଗେରୁଆ ହେଲା ବିଜେପି କୁ ଭୋଟ ଦେଇ ଗାଡ଼ିମାରାଛୁ
@Kichi-Nua234
@Kichi-Nua234 26 күн бұрын
Porticular goverment ଯୋଜନା ଧର୍ମେନ୍ଦ୍ର ମନ୍ତ୍ରୀ ଥିଲା ପର୍ଯନ୍ତ ଲୋକ ମାନକୁ କିଛି ମିଳିବ ନାହିଁ
@user-ro6cv6rl5v
@user-ro6cv6rl5v Ай бұрын
ଅଗଷ୍ଟ ୧୫ ସୁଭଦ୍ରା ଯୋଜନା ଶୁଭାରମ୍ଭ ସହିତ ମଧୁବାବୁ ପେନସନ ଯୋଜନାରେ ୬୦ ବର୍ଷରୁ ୭୯ ବର୍ଷ ପର୍ଯ୍ୟନ୍ତ ପୂର୍ବ ସରକାର ଯାହା କରିଥିଲେ ନୂଆ ସରକାର ଯଦି ସେପରି କରିବେ ତେବେ ତା'ହେଲେ ନୂତନତ୍ବ କିଛି ରହିବ ନାହିଁ ତେଣୁ କିଛି ଗୋଟିଏ କରନ୍ତୁ ଏହାହିଁ ଭତ୍ତାଧାରିଙ୍କ ଆଶା ଓ ଭରସା ନୁଆ ସରକାର ଉପରେ ରହିଛି ।।
@swarnamayeebarik7017
@swarnamayeebarik7017 Ай бұрын
Jay jagannath, Jay bjd
@PritamSethi-be5dm
@PritamSethi-be5dm 28 күн бұрын
ଗରିବ ଲୋକଙ୍କର ଘର ନଭଗା ଜାଉ ତାକୁ ପଟା କରିବାପାଇଁ ମୋର ଅନୁରୋଧ ❤
@sanjayakumar146
@sanjayakumar146 Ай бұрын
ଖାଲି ମିଛ ପ୍ରତିଶ୍ରୁତି
@user-mp2od2yw5u
@user-mp2od2yw5u 29 күн бұрын
100%correct about scooty matter
@skaifoundation8120
@skaifoundation8120 Ай бұрын
🙏👍❤ Dy. CM, I love your saree (I have weakness for Sambalpuri print). My mother in law would have loved it too. Her favorite color was red. Thank you for taking care of my Janmabhoomi.🙏
@binatanayak7557
@binatanayak7557 Ай бұрын
ପୁରା ମିଛ କହୁଛତି କିଛିକରୁ ନାହାତି 5ବଷ୍
@prafulasingh2267
@prafulasingh2267 Ай бұрын
ଯାହା ବିରୋଧୀ ମାନେ ପ୍ରଚାର କରୁଛନ୍ତି ୩୦୦ ଟଙ୍କା ଭତ୍ତା କଥା କହିଦେଲେ କିନ୍ତୁ ଏ ସରକାରଙ୍କ ଧୂଆଁ ବାଣ । ଏଣୁ ୬୦ ବଷର ପରେ ଭତ୍ତା ୩୦୦୦ ଟଙ୍କା କେବେ ମିଳିବ ?
@pravatiguru.nicesong4075
@pravatiguru.nicesong4075 25 күн бұрын
U are right ✅️ madama
@DiliBisoi
@DiliBisoi 28 күн бұрын
🙏
@pintutandiofficial
@pintutandiofficial Ай бұрын
ଯେମିତି ଭତା ନା ରେ ମିଛ କହିଲେ ସେମିତି ସୁଭଦ୍ରା ଯୋଜନା ବି ସେମିତି ହେବ
@user-rh5zt3tz9u
@user-rh5zt3tz9u Ай бұрын
ଏଇଟା କିଛି ଜାଣିନି ,ଆକୁ ପଚାରି ଲାଭ କଣ ,ଏମାନେ EVM ଚୋର ଦଳ
@narayandalai8414
@narayandalai8414 29 күн бұрын
Bjd ସରକାର ଥିବା ସମୟରେ bjp ବିରୋଧୀ ଦଳ,କେମିତି EVM ଚୋରି କଲା, ଶାସକ ଦଳ Evm ଚୋରି କରି ପାରିବେ, ଯେହେତୁ ସେତେବେଳେ ତାଙ୍କ ହାତରେ ପୋଲିସ ଏବଂ ସବୁକିଛି, bjp କେମିତି ଚୋରି କରି ପାରିବ
@narayandalai8414
@narayandalai8414 29 күн бұрын
ବ୍ୟବହାର ବି ଠିକ କାରବାକୁ ହେବ ମାଡାମ ଅଛନ୍ତି ଉପ ମୁଖ୍ୟ ମନ୍ତ୍ରୀ ଓଡିଶା ର, ଯାହା କାହା ଭାଗ୍ୟ ରେ ବି ନାହିଁ, ଏଇ ପଦବୀ ଛୋଟ କଥା ନୁହଁ
@kunujanikunujani8347
@kunujanikunujani8347 Ай бұрын
ଯାହା କାମ ହେବ ଜିଲ୍ଲାରୁ ପଞ୍ଚାୟତ ଆଖିରେ ଦେଖି ଅପିସର କାର୍ଯ୍ୟ କରିବେ dimaind ମାରି ପଇସା ଲୁଟୁଛନ୍ତି,।ପଞ୍ଚାୟତ ରେ ଲୁଟ୍ ଚାଲିଛି,।
@user-fo1fl9ub9e
@user-fo1fl9ub9e Ай бұрын
ବେବିନା ଖାଲି ଭାଷଣ ମାରୁଥା କିଛି କାମକୁ ନାହିଁ
@dusmantanayak9526
@dusmantanayak9526 Ай бұрын
ଚୋରି କରି ବିଜେପି ଜିତିଛି କିଛି କରି ପାରିବନି
@White_Devil19
@White_Devil19 Ай бұрын
Ta supreme court goluni 😂😂
@sudhanshusekharapadhy9436
@sudhanshusekharapadhy9436 Ай бұрын
​@@White_Devil19Suprim court bicharapati mane bi Pare BJP ru Rajya sava jauchhanti.... Bharass nahin re andha bhakta bhai
@Mrddbaska7815
@Mrddbaska7815 Ай бұрын
​@@sudhanshusekharapadhy9436BJD ku bi bharasa naiii 😅😅😅 BJD harichhi bhala heichhi.. BJD chora neta 😅😅😅
@santoshkumarmishra2620
@santoshkumarmishra2620 Ай бұрын
ବିଜେପି ସରକାର ରାଜ୍ଯକୁ ବକିଦେବ. ଏ ଭତ୍ତା ମାଗଣା ଚାଉଳ ସୁଭଦ୍ରା ଯୋଜନା ସବୁ କୁ ବନ୍ଦ କରନ୍ତୁ. ମାଗଣା ଯୋଜନା ହେତୁ Crime ବଢିଛି. ବେକାରୀ ବଢିଛି. କୃଷି କ୍ଷତି ହେଉଛି. କେହି କାମକରିବକୁ ରାଜିନୁହଁନ୍ତି. ଆଳୁ କେଜି ୧୦୦ ଟଙ୍କା ହେବ. ଅପେକ୍ଷା କର
@ମୁଁନବୀନ_ପାଣ୍ଡୁ
@ମୁଁନବୀନ_ପାଣ୍ଡୁ Ай бұрын
ହଟିଜା 😡😡
@Jayshreeramjayhanuman-tc4jc
@Jayshreeramjayhanuman-tc4jc Ай бұрын
​@@ମୁଁନବୀନ_ପାଣ୍ଡୁ Tamar କାହିଁକି ଫାଟୁଛି0?
@user-zb9kx2ws7f
@user-zb9kx2ws7f 29 күн бұрын
👌👌👌👌
@chhabibrana9341
@chhabibrana9341 25 күн бұрын
ବିଜେପି ସରକାର ବହୁତ ମିଛ କଥା କହି ଲାଣି ତାଙ୍କ ହଟାଅ
@lingarajmurmu9121
@lingarajmurmu9121 24 күн бұрын
ତୁମର କାମ ନାହିଁ ବିଲରେ କାମ କର ମିଛୁଆ ବିଜେପି ଛି ଛି
@prakashkumarjena.babusan.n3760
@prakashkumarjena.babusan.n3760 Ай бұрын
ଜୟ ଜଗନ୍ନାଥ ଜୟ ବିଜେପି 🙏🙏🙏🙏
@Jayshreeramjayhanuman-tc4jc
@Jayshreeramjayhanuman-tc4jc Ай бұрын
ଜୟ ଶ୍ରୀ ରାମ
@sibashankarparida4548
@sibashankarparida4548 Ай бұрын
କେତେ ନିୟମ ବାହାର କରିବ ଏବେ... କେତେ ମିଛ କହି ପ୍ରଚାର କରିଥିଲ ସବୁବେଳେ ଜାଣିଚୁ
@spsubhalaxmipani5446
@spsubhalaxmipani5446 Ай бұрын
Didi gariba lokakubi milu subhadra jojana au jami kete lokankara nahi semanku jamidele semane sodhini bhabe chali paribe didi didi jami nathile semane kemiti chalibe kie kahiba chaula jadi dabani jamithile chasa karibi chali paribe sameste kn chakiri kariparibe didi jami jahara nahi semanaku jami dele semane bahuta khusi hebe
@user-ue6ng7bt6c
@user-ue6ng7bt6c 29 күн бұрын
Thankyou madam
@yogaforhumanity1483
@yogaforhumanity1483 Ай бұрын
Deputy cm nka bahuta abhingyata achhi lokamnanka bisayare . Kama Kari dekhaa you are great
@HemasagarSahu-dh6ez
@HemasagarSahu-dh6ez 25 күн бұрын
Waiting 2029
@pallimadhuriodiafolksong2771
@pallimadhuriodiafolksong2771 Ай бұрын
ମାଡାମ ସଠିକ୍ କଥା କହୁଛନ୍ତି
@haripriyadas3660
@haripriyadas3660 Ай бұрын
Thank you madam
@chandrakantibehera5619
@chandrakantibehera5619 Ай бұрын
Apana right Katha kahi hhanti,
@dusmantanayak9526
@dusmantanayak9526 Ай бұрын
ଜୁମଲା
@pradeepkumardas4439
@pradeepkumardas4439 Ай бұрын
ଅଫିସରମାନେ ଏବେ ଗ୍ରୁପ୍ ସି ଓ ଗ୍ରୁପ୍ ଡି କର୍ମଚାରୀ ମାନଙ୍କ ଅଧୀନରେ
@user-sp1wl9yc7q
@user-sp1wl9yc7q Ай бұрын
ସୁଭଦ୍ରା ଯୋଜନା ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଲା ଭତା କାରଣ ଏମାନେ ରୋଜଗାର କରିବା ପାଇଁ ସକ୍ଷମ ନୁହନ୍ତି ଯଥା ଭିନ୍ନକ୍ଷମ ୫୦% ରୁ ୭୮% ଏମାନେ ନିଜର ଅଙ୍ଗ ପ୍ରତ୍ୟଙ୍ଗ ହରାଇ ଛନ୍ତି ଚଳିବା ପାଇଁ କଷ୍ଟ ଏମାନେ ମାସ ଶେଷରେ ଭତା ଉପରେ ନିର୍ଭର କରୁଛନ୍ତି ଏମାନଙ୍କୁ ଭତା ବଢେଇବା ରେ ବଞ୍ଚିତ କରିଛନ୍ତି ଆଡେଇ ଦେଇଛନ୍ତି BJP ସରକାର ସେହିପରି ୬୦ ବର୍ଷ ରୁ ଉର୍ଦ୍ଧ ବୃଦ୍ଧା ବୃଦ୍ଧି ଏବଂ ବିଧବା। ଏମାନଙ୍କର ଭତା ପ୍ରଥମେ ୩୦୦୦ ଟଙ୍କା କରାଯାଉ ଏମାନେ ମୁଠେ ଖାଇ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ଜୟ ଜଗନ୍ନାଥ।
@godgift4711
@godgift4711 Ай бұрын
Thik kotha
@manaswinisahoo6357
@manaswinisahoo6357 Ай бұрын
ବହୁତ ଭଲ ଲାଗିଲା
@brundabanmandika5298
@brundabanmandika5298 Ай бұрын
Pc କାରବାର ବନ୍ଦ୍ ହୋଇ ପାରୁନାହିଁ ଏଥିପାଇଁ କ'ଣ ପଦକ୍ଷେପ ନେଉଛନ୍ତି।
@Ranasurabhi
@Ranasurabhi Ай бұрын
ସମସ୍ତଙ୍କର ଭତ୍ତା ବୃଦ୍ଧି ହେବ ବୋଲି ସରକାର election ପୁର୍ବରୁ ଘୋଷଣା କରିଥିଲେ, କିନ୍ତୁ ଏବେ କଣ କଲେ, 80ବର୍ଷ ଓ 80%ମାନେ ହିଁ ପାଇବେ, ଆଉ 60/70/75 ବର୍ଷ ଓ 60%70%75 ଏମାନେ କଣ କରିବେ, ସରକାର ର ଏହି ନିୟମ ଟା କଣ ଠିକ୍,
@BishwaRanjanDas-wn1ru
@BishwaRanjanDas-wn1ru 28 күн бұрын
କଥା ପ୍ରବଳ କାମ ଦୁର୍ବଳ
@bibhuranjanrout7571
@bibhuranjanrout7571 Ай бұрын
300 ୟୁନିଟ୍ ବିଜୁଳି କଥା ମନେ ରଖିବାକୁ ହେବ
@khanukhatua6919
@khanukhatua6919 Ай бұрын
Tkankyouptavatiappa
@IswarRaman
@IswarRaman Ай бұрын
ସୁପର ମିଛୁଆ ବିଜେପି ନେତା ମାନେ ‌ ବଡ଼ିଆ କହୁଛନ୍ତି ତାଙ୍କେ ଫେଳ ଦେଵେ ଓଡ଼ିଶାକୁ
@HemantaPradhan-ek5cd
@HemantaPradhan-ek5cd Ай бұрын
ତ ବାପ ରମାଗିଆ ପେଳ ଦେଏ
@HemasagarSahu-dh6ez
@HemasagarSahu-dh6ez 25 күн бұрын
Good
@pabi94
@pabi94 Ай бұрын
No work, only Jumla.
@rakeshkumarswain8852
@rakeshkumarswain8852 Ай бұрын
ଉପ ମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ତୁମେ କିଛି କରି ପାରିବ ନାହିଁ BJP dal au rahiba nahi
@sarbeshwarbehera8234
@sarbeshwarbehera8234 Ай бұрын
ଝାଉଁ।ଗଛ।କାଟି।ଚିଙ୍ଗୁଡି।ଝିଲକରିଚାଲ।ସରକାର।କହୁଛନ୍ତି।।କି ଲଜ୍ଜା।ଜଥା।।।।।ଜୟ।ଜଗନ୍ନାଥ😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😮😢😢😢😢😢😢😢😢😢😢😮
@nirakarbehera5612
@nirakarbehera5612 Ай бұрын
Ok
@Ranasurabhi
@Ranasurabhi Ай бұрын
ସବୁ ଯୋଜନା ପରେ, କିନ୍ତୁ ଲୋକେ କେମିତି ଚୋଲିବେ ତାଙ୍କ ପାଇଁ ଭତ୍ତା ବୃଦ୍ଧି 3000 ଓ 3500 କରାଯାଉ
@chandrakantibehera5619
@chandrakantibehera5619 Ай бұрын
Qualification dekhi rakhantu CRP mbk ec,
@user-qg1nl1in3h
@user-qg1nl1in3h 28 күн бұрын
EC Members mamanku sighra bahar karajau.karana tankapare anya mahilanku chayan kale semane scheme upre aware heba saha active hebe.
@PaagalKhopdi
@PaagalKhopdi Ай бұрын
ପ୍ରହସନ 😅
@bikramsahoo2416
@bikramsahoo2416 Ай бұрын
Mam ଆପଣଙ୍କ ଝିଭ ଛୋଟ
@HemantaSahu-yv1fq
@HemantaSahu-yv1fq Ай бұрын
ତମର ଓଡିଶା ସରକାର ରଦି ସରକାର ଆଉ ନୁହେଁ
@prangyaparamitanayak8989
@prangyaparamitanayak8989 Ай бұрын
Bidhaba stree loka nka pai ki subidha karichhanti apan kuhantu bht stree loka mane widow heiki bi higher qualification re private school teacher joumane tanka pai kichhi salary increase karantu khali govt job manankara salary badhauchhanti kn pai gariba loka jie se chaliba kemti over age private teacher nka pai kn kichhi benifit nai
@bidyadharpadhan9532
@bidyadharpadhan9532 Ай бұрын
ମୋଦି ନା ଧରନ୍ତୁନି ଦୟାକରି, ଆମେ ଓଡିଶା ବିଜେପି କୁ ଭୋଟ ଦେଇଛୁ ମୋଦି କୁ ନାହିଁ, ଯୁବକ ମାନଙ୍କ ଶତ୍ରୁ ମୋଦି
@laxmidharrout8272
@laxmidharrout8272 Ай бұрын
Madam you will be reviewed suvadra yojana, SHG Ec member is grass lavel for Village voter,mind it Ec is the greatest number in vote bank.
@manoranjsahoo9197
@manoranjsahoo9197 Ай бұрын
Namho namsker sir 🙏 pm modi ji 🙏 Modi hay too munken hay
@leisureb9740
@leisureb9740 Ай бұрын
Odisha re nursery school , kg kids, aau upto class 3 jaaye, early morning ru uthei ki school patha jauchi due to, sei school gudakara timing so early morning ru, jouthire ki choto pila nkara soiba samaya Kami jauchi aau kids nka ra direct health upare effect aasuchi. State Education minister yaa upare Nazar deba jaroori.
@militarynaik143
@militarynaik143 Ай бұрын
7
@Hbp748
@Hbp748 Ай бұрын
SHG MAA Mane tanka anikari 10jan ru5jannei sudha lagauchhanti Kan pai ଦେଉଛନ୍ତି EC member kichhi kam Karunahati kan pai 1500 ଦେଉଛନ୍ତି
@BokaSantal-h2d
@BokaSantal-h2d Ай бұрын
Jts regular nijukti dia jobo to ??Saman kamaku saman darama, kedriya hara re darama, kebe hobo ??
@duhkhishyamnayak9496
@duhkhishyamnayak9496 Ай бұрын
Modi.ji.ki.jay
@sivaprasadjena2407
@sivaprasadjena2407 Ай бұрын
ସମୀର ବିରୋଧରେ ଥିଲା ବୋଲି ଖରାପ ଥିଲା ଏବେ ଆମ ଦଳରେ ସେ ଖାଣ୍ଟି ସୁନା ମୁଣ୍ଡା 👍👍👍
@Prem-bz3tr
@Prem-bz3tr Ай бұрын
ଗରିବ ଭୂମିହୀନ ଲୋକଙ୍କ ପାଇଁ କି ଯୋଜନା କରୁଛ
@DibakarGouda-i8j
@DibakarGouda-i8j 27 күн бұрын
Narpar navrangpur jila Bahraich ki khabar vyavastha Karen parve
@upendraparida2450
@upendraparida2450 Ай бұрын
Sabu shg group ra crp, mbk shg group ra president, seketree, manku change karajau, karana semane shg group ra ledis manku rajaniti re purauchanti a upare action nia jau besi rajaniti kauchanti crp, mbk
@Sarojkumarsahoo-xw3nn
@Sarojkumarsahoo-xw3nn Ай бұрын
ଇଏ ୱାସିନ ମେସିନ ସରକାର
@pritishreebehera2352
@pritishreebehera2352 28 күн бұрын
Mam aame grievance day re cm nku letter deithilu aamara kichhi subidha kaleni . blf deo
@pradeepkumarsinha803
@pradeepkumarsinha803 Ай бұрын
We are watching very carefully the activities of the BJP COMMITTED MENIFESTO..
@JayachandraBishoyi
@JayachandraBishoyi 28 күн бұрын
Mam bjd sarakar shg maa mananku unifrom kinibaku 1000 tanka deithile sethi madhhyru ketek shg painahanti mam au kun semane paibenahi mam ehi message prati dhyna debe
@chandrakantibehera5619
@chandrakantibehera5619 Ай бұрын
Madam CRP mbk ec samastanku change karantu
@PravatKumarMishra-bj1nb
@PravatKumarMishra-bj1nb Ай бұрын
Great leader
@tapas_6_4
@tapas_6_4 Ай бұрын
😂
@youthtub1264
@youthtub1264 Ай бұрын
Outsourcing
@rishideogarh2367
@rishideogarh2367 Ай бұрын
ଛି ଛି BJP
@PrasantaJena-h7e
@PrasantaJena-h7e Ай бұрын
To Bela bhala jitugalu
@priyaverma7260
@priyaverma7260 28 күн бұрын
Samate vote dei thile je... Bhata(pension ) kana pain badhei lani
@lalityadavnayak5960
@lalityadavnayak5960 Ай бұрын
T̊ů m̊i̊c̊h̊å k̊åh̊ůc̊h̊h̊ů😊
@Sai-hy1vi
@Sai-hy1vi Ай бұрын
2nd phase ଭତା କେବେ ମିଳିବ
@dusmantanayak9526
@dusmantanayak9526 Ай бұрын
ଲୋକେ କିଏ ତମକୁ vote ଦେଇ ନାହାନ୍ତି ତମେ ଚୋରି କରି ଜିତିଛି
@White_Devil19
@White_Devil19 Ай бұрын
Bala naa 😂😂😂
@gaurangasahu1453
@gaurangasahu1453 29 күн бұрын
Old age pension kebe debe R's 3000/
@damniksunani7577
@damniksunani7577 Ай бұрын
🙏🙏🙏,
@user-mo6nt3ze1h
@user-mo6nt3ze1h Ай бұрын
Prabhati madam think about ur back tama kan kareba kuha Narendra Modi Katha kaheki kahucha tama odisha nmodi Delhi re
@dilliplakra4564
@dilliplakra4564 Ай бұрын
Rahul Gandhi P M hoi thilay July 2 Date ray Rsmili Jai thanta
@rakeshakumar351
@rakeshakumar351 Ай бұрын
BJP 2029 bela ku nathiba
@LxmanSoren
@LxmanSoren Ай бұрын
Pc sompurna bandh heba uchit
@godgift4711
@godgift4711 Ай бұрын
Otv tomo relative au tomo family sobhu paiba...sop public pain koda kodi koro .. hela 😅
Violet Beauregarde Doll🫐
00:58
PIRANKA
Рет қаралды 51 МЛН
Running With Bigger And Bigger Feastables
00:17
MrBeast
Рет қаралды 206 МЛН
这三姐弟太会藏了!#小丑#天使#路飞#家庭#搞笑
00:24
家庭搞笑日记
Рет қаралды 120 МЛН
Kolkata Doctor Case
32:57
Nitish Rajput
Рет қаралды 10 МЛН