ଚାଲିଗଲେ ସ୍ୱାମୀ...ସ୍ତ୍ରୀ ଓ ପିଲା ଖୋଜୁଛନ୍ତି ପରିଚୟ || Love Marriage || Family Dispute || Odisha Reporter

  Рет қаралды 104,121

Odisha Reporter

Odisha Reporter

Күн бұрын

ପ୍ରେମ ବିବାହ କଲେ ବୋଲି ଆଜି ଦୁଆର ଦୁଆର ବୁଲୁଛନ୍ତି ମହିଳା । ସ୍ବାମୀ ଆତ୍ମହତ୍ୟା ପରେ ବି ବୋହୂ ଓ ୩ ବର୍ଷର ଛୁଆକୁ ଶାଶୁ ଶ୍ୱଶୁର ଗ୍ରହଣ କରୁନାହାନ୍ତି । ସ୍ୱାମୀ କାହିଁକି କଲେ ଆତ୍ମହତ୍ୟା? ମହିଳା ଖୋଲିଲେ ଶାଶୁଘରର ସତ! ସାମ୍ନାକୁ ଆସିଲା ଭୁବନେଶ୍ୱରରେ ଜଣେ ଅସହାୟ ମହିଳାଙ୍କ ଦୁଃଖ କାହାଣୀ I ଶୁଣନ୍ତୁ ଜଣେ ଅସହାୟ ମହିଳାଙ୍କ କରୁଣ କାହାଣୀ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #Allegation #wife #Helpless #Bhubaneswar

Пікірлер: 247
@harekrushnahotta2072
@harekrushnahotta2072 7 күн бұрын
ଯେଉଁ ସ୍ଵାମୀ ଆତ୍ମହତ୍ୟା କରେ ତାହାର ପଛରେ ତା ସ୍ତ୍ରି ର ସଂପୂର୍ଣ୍ଣ ହାତ ଥାଏ।ସ୍ଵାମୀ ମରିଛି କିନ୍ତୁ ଏହା ମନରେ ତା ଦୁଃଖ ଥିଲା ଭଳି ଟିକେବି ଲାଗୁନି।
@gouraharimahanty12
@gouraharimahanty12 7 күн бұрын
Society ra madhya bahut hata achi.
@sonyleone9983
@sonyleone9983 6 күн бұрын
Right bro
@risinggamer3011
@risinggamer3011 6 күн бұрын
Thik katha.
@manasbehera3922
@manasbehera3922 5 күн бұрын
👍👍👍👍👍👍
@PinuBarik-w2s
@PinuBarik-w2s Күн бұрын
Bapa maa bi bahut problem create Karu chanti
@rashmiranjan7660
@rashmiranjan7660 7 күн бұрын
No, ଝିଅର ଦୋସ କାରଣ ତୁମେ ପୀଲାକୁ ତା ବାପା ଠୁ ଅଲଗା ରଖୀଲ କଣ ପାଇଁ, ତମ କଥାରୁ ଜଣା ପଡୁଛି ତମେ ତମ ବାପଘର କଥାରେ ପରୀଚାଳୀତ
@PadmalochanSahu-vc8vk
@PadmalochanSahu-vc8vk 7 күн бұрын
ଏବେ ବୁଝନ୍ତୁ ସ୍ୱାମୀର ମୂଲ୍ୟ କଣ,
@iloveodisha6003
@iloveodisha6003 7 күн бұрын
ଏ ସ୍ତ୍ରୀ ଲୋକ କୁ ପ୍ରଥମେ ଜେଲ ହେବା କଥା ସ୍ୱାମୀ ମୃତ୍ୟୁ ପାଇଁ ଏହି ଦାୟି,
@devilsdevils4576
@devilsdevils4576 6 күн бұрын
ସ୍ୱାମୀକୁ ଛାଡି ଯୋଉନାରୀ ମା ଘରଯାଇ ରୁହେ ସେ ନାରୀବା କେମିତି ହୋଇଥିବ, ବେଧେଇ ମିଛକହୁଛି. ସ୍ୱାମୀ ମରିବା ପଛରେ ଏହାର ବହୁତ ବଡ଼ହାତ ଅଛି, ଆଜିକାଲି ଯୋଉ ମାଇକିନା ର ସ୍ୱାମୀ ନାଇଁ ତାର କୋୖଣସି ଭେଲ୍ୟୁ ନାଇଁ ସିଏପକା ବେଶ୍ୱାଣି ହବ.. ଏଥିରେ କୌଣସି ସନ୍ଧେହ ନାଇଁ.....
@nirmalkumarbehuria6411
@nirmalkumarbehuria6411 7 күн бұрын
ସ୍ୱାମୀର ଅସୁବିଧା ସମୟରେ ସ୍ୱାମୀ ର ଆବଶ୍ୟକତା ସମୟରେ ଯେଇଁ ସ୍ତ୍ରୀ ସ୍ୱାମୀ ପାଖରେ ନ ରହିଲା ଆଜି ସେ କାହା ଠାରୁ ନ୍ୟାୟ ଚାହୁଁଛି ମୂଁ ତ କହିବି ଏ ସ୍ତ୍ରୀ ସେ ପୁଅ ପାଇଁ ବେଶି ଦାଈ
@darkclouds6246
@darkclouds6246 7 күн бұрын
ଛୋଡ଼ି ପୁଅ camera man ଓଠ ଉପରେ କାଇଁ ଦୁଧ ଉପରେ ବି ଫୋକସ କର ଶଳା ଅଲାଜୁକ ରିପୋର୍ଟର camera man
@ManojSahu-ne1gg
@ManojSahu-ne1gg 7 күн бұрын
Thank you bhi good
@balarampadhi9832
@balarampadhi9832 7 күн бұрын
They have done good not calling you to cremation.Before marriage you were in relationship for seven years why did you left him at the time of death .
@Tikemaja
@Tikemaja 6 күн бұрын
Good observation.... 🤭🤭
@Ganapatiii
@Ganapatiii 6 күн бұрын
😂😂😂😂nalua reporter
@nirajansahoo2095
@nirajansahoo2095 4 күн бұрын
Right
@Bijaypanda159
@Bijaypanda159 7 күн бұрын
ମିଛ କଥା କହୁଛନ୍ତି
@pbmmusicentertainmentchann5179
@pbmmusicentertainmentchann5179 6 күн бұрын
ସ୍ତ୍ରୀ କୁ ଦେଖିଲେ ଲାଗୁଚି ସେ କେତେ ଭଲ ରେ ରହିଥିଲେ ତାଙ୍କ ସ୍ୱମୀ ଟ୍ରେସ ରେ ରହିଥିବା 😡
@JagannathJena-bo7ud
@JagannathJena-bo7ud 5 күн бұрын
ଯେଉଁ ସ୍ୱାମୀ ତତେ ପ୍ରେମ କରି ବାହାହେଲା,ତା'ପରେ ବାପା,ମା,ଭାଇ ଭଉଣୀ ଆଉ ଘରଦ୍ୱାର ଛାଡି ତତେ ନେଇ ଅଲଗା ରହିଲା, ଶେଷ ରେ ତୁ ତାକୁ ଛାଡ଼ି ତୋ ବାପା ଘରେ ରହିଲୁ,କେସ୍ କଲୁ। ଏସବୁ ପରେ ଜଣେ ଲୋକ ସର୍ବସ୍ବ ହରାଇ ମାନସିକ ଚାପ ରେ କେତେ ଦିନ ଆଉ ବଞ୍ଚିପାରିଥାନ୍ତା? ବାଧ୍ୟ ହୋଇ ଶେଷ ବାଟ ବାଛିନେଲା।ତା ମୃତ୍ୟୁ ପାଇଁ ତୁ ହିଁ ଦାୟୀ। ତତେ କି'ନ୍ଯାୟ ଦରକାର କାହିଁ କହିଲୁ ନାହିଁ ତ! ଠିକ୍ ଅଛି ପୋଲିସ ପାଖକୁ ଯା,ତୋ'ପାଇ ଆଉ ଗୋଟେ ଖୋଜିଦେବେ।
@Odiaclasic
@Odiaclasic 7 күн бұрын
ଏଇଟା onesided କଥା, ଉଭୟ ପଟ କଥା ଶୁଣିବା ଉଚିତ, ସ୍ୱାମୀ ମରିଲା ବେଳକୁ ସ୍ତ୍ରୀ କେଶ କରିକି ନିଜ ବାପ ଘରେ ଥିଲା, ସେ case ରେ ସ୍ୱାମୀ ବିରୁଦ୍ଧରେ କଣ ଲେଖିଛି ସେଇଟା ପ୍ରଥମେ ଦେଖିବାକୁ ପଡିବ, ଏମିତି ହେଇପାରେ ସ୍ତ୍ରୀ ନିଜ ହକ ପାଇବା ପାଇଁ ସ୍ୱାମୀ ବିରୁଦ୍ଧରେ ଇଆଡୁ ସିଆଡୁ ଲେଖିଥାଇ ପାରେ ଯାହା ଦ୍ୱାରା ହୁଏତ ସ୍ୱାମୀ ଟେନସନ ରେ ଆସିକି suicide କରିଦେଇ ଥାଇପାରେ, ସ୍ୱାମୀ ବଞ୍ଚିଥିଲା ବେଳେ ମିଡ଼ିଆ ଆଗକୁ ଆସିଥିଲେ ଭଲ ହୋଇଥାନ୍ତା କାହିଁକିନା ଲୋକେ ଏବେ ଭାବିବେ ସ୍ୱାମୀ ମରିଲା ପରେ ତା ସମ୍ପତି ଭାଗ ପାଇବା ପାଇଁ ୟେ ଆସିଥାଇପାରେ, ଏଣୁ ତଦନ୍ତ ନିରପେକ୍ଷ ହେଇ ତୁରନ୍ତ ନ୍ୟାୟ ପ୍ରଦାନ କରାଯାଉ
@BapujiMLT
@BapujiMLT 6 күн бұрын
ସ୍ବାମୀ ଆତ୍ମହତ୍ୟା ର ମୂଖ୍ୟ କାରଣ ନିଜେ ସ୍ତ୍ରୀ
@Educationpoint100
@Educationpoint100 7 күн бұрын
Madam ଆପଣଙ୍କର ବି କିଛି ଦୋଷ ଅଛି। ଆପଣ ବି ତାଙ୍କୁ ଏକଲା ଛାଡ଼ି ଯିବାର ନଥିଲା। ଜଦିବି ଗଲ atleast phone call ଟେ ବି କରିଥାନ୍ତେ। ହୁଏତ ସେ ଆଜି ଆତ୍ମ ହତ୍ୟା କରି ନଥାନ୍ତେ
@SanjayKumar-kk3rg
@SanjayKumar-kk3rg 7 күн бұрын
ତେ ବାପ ଘରେ ଥୀଲୁ ସେଇଠି ରହ
@kailashswainkailashswain6878
@kailashswainkailashswain6878 7 күн бұрын
ନିଜ ସ୍ବାମୀ ଚାଲିଗଲା ପରେ,ଧନ୍ୟରେ ସାମ୍ବାଦିକ
@sujatasingh7128
@sujatasingh7128 7 күн бұрын
ଲିପିସ୍ଟିକ ଲଗେଇ ବୁଲୁଛୁ ତୋର ଘଇତା ମରିଚି
@sasthablogger1590
@sasthablogger1590 5 күн бұрын
Kajala
@JogeswarMajhi-lt7hj
@JogeswarMajhi-lt7hj 7 күн бұрын
ଅଧିକାଂଶ ଝିଅ ପ୍ରେମ ବିବାହ କଲେ,,,ପରବର୍ତୀ ସମୟ ରେ ପୁଅ ହେଉ କି ତାଙ୍କ ପରିବାର ତାଙ୍କୁ ନିର୍ଯାତିତ ଦେବେ,,, ତା ମୂଳ ରେ ରହିଲା "ଦାବି",,,,ବିନା ସ୍ବାର୍ଥ ରେ କିଏ କାହାକୁ ରଖୁଛନ୍ତି,,
@ManaskuArukh
@ManaskuArukh 7 күн бұрын
Job କର... ପିଲାର ଦାୟିତ୍ୱ ନିଅ.. Strong ହୁଅ,.. ସମାଜ ନିଜ ଜାତି ଲୋକଙ୍କୁ ଧରି ଚାଲ.. ✋🏼
@sachindanandamahapatra6758
@sachindanandamahapatra6758 7 күн бұрын
ସ୍ୱାମୀ କୁ ନିଜେ ଛାଡିଲୁ କୋର୍ଟ ଗଲୁ ସ୍ୱାମୀ ବିରୋଧ ରେ ପିଟିସନ ଦାଖଲ କଲୁ ସ୍ୱାମୀ ମଲାପରେ ସାହାରା ଖୋଜୁଛି. ବାଃ ବାଃ ରେ ନାରୀ, ତୁ ପ୍ରେମ କଲୁ ତୁ gnd ମୋରେଇ ଲୁ ଛୁଆ ବେଇଲୁ ଏବେ କିଏ ରଖିବ ତତେ... ଆଉ କାହାକୁ ଦଣ୍ଡ ମିଳିବ କିଏ ତ ସହ କଣ ଅପରାଧ କରିଛି କି?
@User.no.420
@User.no.420 7 күн бұрын
Thik Katha kahile bro.e torture karithiba
@pradeepparidaa
@pradeepparidaa 3 күн бұрын
Harami lady ta
@Subham-en4zn
@Subham-en4zn 7 күн бұрын
Alo maa to style ru jana paduchi to swami to pain hin marichi . 7 years relationship pare b marrage pare kemiti touch re nathilu
@bibhutibhusansabat5916
@bibhutibhusansabat5916 6 күн бұрын
She is a nice kalakar
@prafullakumarsahoo1917
@prafullakumarsahoo1917 7 күн бұрын
ତୁମ ସ୍ୱାମୀ ଆତ୍ମହତ୍ୟା ପାଇଁ ତୁମେ ହିଁ ଦାଇ ଏହା କୁ ନିଜେ ମାନିଯାଅ ଭଗବାନ ତୁମକୁ କ୍ଷମା କରିଦେବେ
@bijayhansdah9701
@bijayhansdah9701 7 күн бұрын
ଇଏ ଆଉଜଣେ ସହ ଶାରୀରିକ ସମ୍ପର୍କ ରଖିଥିଲେ
@biswajitkuanr7731
@biswajitkuanr7731 6 күн бұрын
ଭାଈ ମାନେ ଏ ଝିଅ କୁ ସ୍ଵାମୀ ଦରକାର୍ କାହା ନଜର ରେ ଅଛି ଯଦି କୁହ
@rankanayak9953
@rankanayak9953 6 күн бұрын
ଭଲଚେହେରା ଆଉ ଗୋଟେ ବାହାହେଲେ ଭଲହେବ। ତମରଗୋଟେ ବହାନା କେବଳଟକାଂଦରକାର
@anfoodtv7840
@anfoodtv7840 7 күн бұрын
Laguchi jhiara tike bi mana dukha nahni.
@pratappandit4892
@pratappandit4892 7 күн бұрын
ସାମ୍ବାଦିକ ମାନକଙ୍କର ବାଳ କାମ ନାହିଁ? ପାଖର ରଖ
@odishavlogers8507
@odishavlogers8507 7 күн бұрын
Mate kain laguni lipstick nelpolish kajal mariki buluchi eaa
@asutoshacharya1597
@asutoshacharya1597 7 күн бұрын
Lipstick nisha jauni
@rasmibiswal8268
@rasmibiswal8268 7 күн бұрын
Ekta Bala stree
@c.prasad3064
@c.prasad3064 6 күн бұрын
ଏବେ ମେଡ଼ିଆ ମାଧ୍ୟମ ରେ ନୂଆ ସ୍ୱାମୀ ଖଜା ଚାଲିଛି.... ଧନ୍ୟ ରେ ମାଇକିନା ଶୈଳୀ ବହୁତ ବଢିଆ.. ସ୍ୱାମୀକୁ ମାରିବାର କାଇଦା ମାନିବାକୁ ପଡିବ 😆😆😆😆
@saraswatichand-of7ls
@saraswatichand-of7ls 6 күн бұрын
କ'ଣ ପାଇଁ ସ୍ବାମୀ ମଲେ ସେ କଥା କହୁ ଆଉ ସତ କହୁ
@BangaloreVibes786
@BangaloreVibes786 7 күн бұрын
ତୁମେ ବିଧବା ଭଳି ଲାଗୁନ,ଥରେ ଅନ୍ତରରୁ ବିଧବା ହୁଅ, କେହି help ନକଲେ God ନିଶ୍ଚିତ help kariba, ତୁମ୍ଭର model getup ଦେଖି କିଏ help କରିବ
@gabyaktanandaswamy5329
@gabyaktanandaswamy5329 7 күн бұрын
Ei stree loka ta pura micha katha kahuchi...taara activity au katha barta ru jana paduchi ...aa swamy mariba ra kichi dukha nahin...kintu kemiti ta swamy ra baapa maa nku turture kariba seita bhabuchi...au ei bhakua kanoon emiti stree lokanku support karuchi ...dhik ei nyaay byabastha...jaha paain aaji gotie loka nija jiban haridela
@biswapriya9653
@biswapriya9653 7 күн бұрын
Ete dukhare Thai b ete style maintain karucha ,
@BipinkumarSethy-r2l
@BipinkumarSethy-r2l 7 күн бұрын
Laguchi property lobha re return karichi .tagku ghare pura ni
@rajjena4219
@rajjena4219 7 күн бұрын
ତାହେଲେ ସ୍ଵାମୀ ର ମୃତ୍ୟୁ ର କାରଣ ତମେ ବି ଅଛ 😮
@smrutiranjanlenka2357
@smrutiranjanlenka2357 6 күн бұрын
Tike dukha nahi
@gourijena2281
@gourijena2281 7 күн бұрын
Jane stree ra swami paraloka re stree hisab re se dukha na kari makeup nai buluchhi
@bimba-rx8cr
@bimba-rx8cr 7 күн бұрын
ତମ ବାପା ଘରେରହ
@Ttyilojg
@Ttyilojg 7 күн бұрын
ଚରିତ୍ରହିନ ନାରୀ ଧନ୍ୟ ତ ମା ବାପା 😢😢😢
@user-sf6wp1up6y
@user-sf6wp1up6y 5 күн бұрын
କୁଶଳୀ କ୍ୟାମେରା ମ୍ୟାନ ବାବୁ ଆପଣ ଖୁବ୍ ସୁନ୍ଦର ଭାବେ ତାଙ୍କ ଆଖି ପାଟି ସବୁ ଦେଖାଉ ଅଛନ୍ତି। ଏ ଦୋଷ କ୍ୟାମେରା ବାଲା ଙ୍କର ନା ଚାନେଲ ବାଲା ଙ୍କର ଜାଣି ହେଉ ନାହିଁ।
@Bunakaar1
@Bunakaar1 7 күн бұрын
E stree ku fashi milu
@RajukumarRajukumar-kw9jd
@RajukumarRajukumar-kw9jd 7 күн бұрын
Ki kajala ki lipstick w2ooww
@rishikesh4340
@rishikesh4340 7 күн бұрын
କଣ ହେବ ଆଉ ?😂😢😅 ଅନ୍ୟ ମାନଙ୍କର ଅହଙ୍କାର, ଛଳନା ଆଉ ପ୍ରତାଡନା ର ଶିକାର ହେଇ ହେଇ ନିରୀହ ଅମୂଲ୍ୟ ମଣିଷ ଜୀବନ ଟିଏ ତ ଅବେଳରେ ଚାଲିଗଲା । ମୋତେ ଯାହା ଜଣା ପଡ଼ୁଛି ଯୁବକ ଜଣଙ୍କ ଚାରିଆଡୁ ମାନେ ନିଜ ବାପା, ମାଆ ,ଘରଲୋକ ସ୍ତ୍ରୀ, ଆଉ ସ୍ତ୍ରୀ ର ଘର ଲୋକ ସମସ୍ତଙ୍କ ଦ୍ଵାରା ନିର୍ଯ୍ୟାତିତ ହେଇ ହେଇ ରୁନ୍ଧିହେଇ ଅଣନିଶ୍ବାସୀ, ଉପାୟହିନ ହେଇ ଏଭଳି ନିଷ୍ପତ୍ତି ନେଇଛନ୍ତି । ଅସଲ ସତକଥା ତ କେହି ବି ଏତେ ସହଜରେ କହିବେନି, ତେଣୁ ଏଇସବୁ ଲୋକମାନଙ୍କୁ ଜଣ ଜଣ କରି ପୋଲିସ ଅନ୍ଧାରିଆ ଘରକୁ ନେଇ ଆଗପଛ କରି ନିସ୍ତୁକ ଠୁକିଲେ ମାନେ ପିଟିଲେ ଯାଇ ସତକଥା ଜଣା ପଡିବ ବୋଲି ଆଶା ନଚେତ୍ କିଛି ହେବନି। କାରଣ ଆଜିକାଲି ଯିଏ ଗଲା ସେ ଗଲା ତା ପାଇଁ କେହି ବିଶେଷ ଦୁଃଖ କରୁ ନାହାଁନ୍ତି କି ବେଶୀଦିନ ଝୁରୁ ନାହାଁନ୍ତି ପୁଣି ସାଙ୍ଗେ ସାଙ୍ଗେ ନିଜ ନିଜର ରାସ୍ତା ବାଛି ଅନ୍ୟ ଏକ ସୁଖ ସୌଖିନ ରେ ମାତି ଯାଉଛନ୍ତି ପୁରା ସ୍ୱାର୍ଥପର ଦୁନିଆଁ । ମୋ କଥା ଯାହା ମନକୁ ପାଇଲା ସେ ଲାଇକ୍ କରିବ
@rabi470
@rabi470 6 күн бұрын
Camera man gote alaga zone re achi Khali lips 👄 & chest re focus karuchi
@foreverlivingproductslifecure1
@foreverlivingproductslifecure1 5 күн бұрын
ତମେ ତମ ସ୍ୱାମୀ ଥିଲା ବେଳେ ପଚାରୁନ ଥିଲ ଆଉ ପିଲାକୁ ବି ବାପା ଠାରୁ ଅଲଗା ରଖିଲ ଏବେ ବୁଝ ସ୍ୱାମୀ ର ମୂଲ୍ୟ କେତେ
@minaketannayak7956
@minaketannayak7956 7 күн бұрын
Tor bohut dosh achi karn tu tor pakh re thile sia mari n thanta
@RashmiRani-bw2gg
@RashmiRani-bw2gg 7 күн бұрын
ତୋରି ପାଇଁ କେବଳ ସେ ମରିଛି
@pabitrasahu5326
@pabitrasahu5326 6 күн бұрын
ହଁ ପାପ
@YourEntertainer123z5c
@YourEntertainer123z5c 7 күн бұрын
Yaaa palae maikina ra sabu dosa swami ku tercher kariki marichii 😢
@DigambarSingh-ir5no
@DigambarSingh-ir5no 7 күн бұрын
ସବୁ ଖେଳ ତୋରି ଯଦି ପୁଅ ଥିଲା ବେଳେ ତତେ ଘରେ ପୁରାଇ ଲେ ନାହି ପୁଅ ଗଲା ପରେ ତତେ କଣ ଘରେ ପୁରାଇ ବେ ଜଲଦି ପଳା ଖେଳ ସବୁ ତୋରି
@satyam6619
@satyam6619 7 күн бұрын
100% ୟେ ଦୁନିଆରେ ପଇସା ସବୁ କିଛି.
@sanjaysahoo2968
@sanjaysahoo2968 7 күн бұрын
Ujj suuu siuu yiuu joooo joooo .....
@roneetanayak5732
@roneetanayak5732 6 күн бұрын
Lipstick kouthu pailu?
@melisha4236
@melisha4236 7 күн бұрын
Ete makeup kn pain
@RabindraMeher-q2q
@RabindraMeher-q2q 7 күн бұрын
I love you madam
@hemantapanda6309
@hemantapanda6309 6 күн бұрын
ଏ ସ୍ତ୍ରୀ ପାଇଁ ତାର ସ୍ୱାମୀ ମରିଛି କିନ୍ତୁ ଏ ସ୍ତ୍ରୀ ର ବହୁତ ଲଫଡା ଅଛି...
@prasantapradhan8095
@prasantapradhan8095 7 күн бұрын
Madam ra sabu dosha
@MitaNayak-pp1lb
@MitaNayak-pp1lb 7 күн бұрын
Bekariya camera men khali Otha ta ku khali dekhouchi
@kanhucharanpradhan2084
@kanhucharanpradhan2084 7 күн бұрын
A sala nalua camera man ta
@sasthablogger1590
@sasthablogger1590 5 күн бұрын
Editor also😂
@2ndTreasury
@2ndTreasury 5 күн бұрын
ସବୁ ଏ ଝିଅ ର ଭୁଲ... ବାହା ହେଉଥିଲା କାହିଁକି ତାକୁ.. ମୋତେ ବାହା ହୋଇଥିଲେ ଠିକ୍ ହୋଇଥାନ୍ତା
@NSkantKumar
@NSkantKumar 7 күн бұрын
ଯୀଶୁ ପଥ ଯୀଶୁ ସତ୍ୟ ଯୀଶୁ ହିଁ ଅନନ୍ତ ଜୀବନ 🎉 ପାପରୁ କ୍ଷମା ଅନନ୍ତ ନର୍କ ଦଣ୍ଡରୁ ରକ୍ଷା ସ୍ୱର୍ଗୀୟ ଅନନ୍ତ ଜୀବନ ଶାନ୍ତି ବିଶ୍ରାମ ସାନ୍ତ୍ଵନା ପାଇବାକୁ ହେଲେ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ବାସ କର !! ପାପର ଦୁନିଆଁ ଅସ୍ଥାୟୀ ଜୀବନ ଈଶ୍ୱର ବିଶ୍ବାସ ମଧ୍ୟରେ ଏହା ହିଁ ଜୀବନର ସାର ସତ୍ୟ !!
@ldn5634
@ldn5634 7 күн бұрын
Bhaunigiha chal ethu
@shashikantarout9232
@shashikantarout9232 Күн бұрын
jisu ku dhari desa chadi pala😂
@mdshahidanwar4540
@mdshahidanwar4540 7 күн бұрын
Love marriage is a foreign culture not Indian culture or sanatani culture
@2ndTreasury
@2ndTreasury 5 күн бұрын
ଏ reporter ର କିଛି କାମ ନଥିଲା ଏମିତି daily ହେଉଛି,,,
@biswanathamohapatra5992
@biswanathamohapatra5992 6 күн бұрын
ମୁଖ୍ୟ ଅଭିଯୁକ୍ତ ଏଇ ଟୋକି। ବିଦ୍ୟାଶ୍ରୀ ଠାରୁ ଇଏ ଅଧିକ danger। ଶେଷ ରେ ଏ ମାଇକିନା arrest ହବ
@anilbehera6777
@anilbehera6777 6 күн бұрын
Ta style ta dekha,yar kichi fharak padini
@Caajit
@Caajit 6 күн бұрын
Culprit is praying for justice. U went to court and now when someone is not there u r showing ur humbleness to get only property.
@antaryamiray3608
@antaryamiray3608 4 сағат бұрын
ଏ ଝିଅ ର ନିଶ୍ଚିତଭାବରେ କଣ ଭୂଲ ଅଛି
@Dremy_Date
@Dremy_Date 7 күн бұрын
ୟେ ପକା ରାଣ୍ଡି... ୟା କହିବା ର ଢଙ୍ଗ ପୁରା ଅଲଗା ପ୍ରକାର ଲାଗୁଚି.. ନିଜେ ମାନସିକ ନିର୍ଯ୍ୟାତନା ଦେଇ କି ଏ ପ୍ରକାର ପଦକ୍ଷେପ ନେବାକୁ ବାଧ୍ୟ୍ୟ କରିଛି.. ଆଉ ଯାହାର ଦୋଷ ଥିବ ସବୁ ଦଣ୍ଡ ପାନ୍ତୁ
@AkshayaKumarRath
@AkshayaKumarRath 7 күн бұрын
ଏ ନାରୀଟିକୁ କଠୋର ଶାସ୍ତି ଦିଆଯାଉ।ଏହାରି ପାଇଁ ତାଙ୍କ ସ୍ଓ।ମୀ ମରିଛନ୍ତି।
@parsurampradhan1541
@parsurampradhan1541 7 күн бұрын
❤didi
@lakshitmohanty1468
@lakshitmohanty1468 7 күн бұрын
Ghaietaku chadi Kain jauthilu ghara ku hmmm ..
@RashmiRani-bw2gg
@RashmiRani-bw2gg 7 күн бұрын
ତୁ ତୋ ବାପା ଘରେ ରୋହୁ ଥିଲୁ କଣ ପାଇଁ
@ManguliBehera-t4i
@ManguliBehera-t4i 7 күн бұрын
Alo maikina tore style Chhadini
@prasantakumarsahoo3915
@prasantakumarsahoo3915 6 күн бұрын
Sabu kiche vulike agku badibaku sangram kar, mo shrtee nahi , more gote pua, achi, as miseke rahiba , income more val achi,
@rajeshkumarjena3465
@rajeshkumarjena3465 7 күн бұрын
Aku dekhile bhai apananku kan laguchi
@saradaprasaddash7205
@saradaprasaddash7205 5 күн бұрын
Parents will nurse and take care of the child but at youth the boy will do as he likes.
@srikantasethi8744
@srikantasethi8744 7 күн бұрын
Reporter tk doso achi
@machineryvlogs2917
@machineryvlogs2917 17 сағат бұрын
Right
@anshumahi6978
@anshumahi6978 5 күн бұрын
Odisha reporter bhai mu tamaku wait karichi
@OmprakashDandasena-i5j
@OmprakashDandasena-i5j 6 күн бұрын
ତୁ ଏକା ଏକା ସମସ୍ତ ଭୁଲ ଭାଲ କରି ଛୁ।
@sanjaysahoo2968
@sanjaysahoo2968 7 күн бұрын
All ego till husband is alive..then starts the real struggle...need to understand...
@kulusinghsamant993
@kulusinghsamant993 6 күн бұрын
Eita kancha bedhei ta
@kulusinghsamant993
@kulusinghsamant993 6 күн бұрын
Mo sahara ne au gote chhua kareidebi
@sudarsanhati6578
@sudarsanhati6578 7 күн бұрын
ସମ୍ବଦିକ ଭାଇ ତମାମାଲିକଙ୍କର କଳକାରଖାନା ଚାରିଟା ଟିଭି ଚାନେଲ ଅଛି ଯଦି ସେ ଝିଅଟିକୁ ଚାକିରୀ ଖଣ୍ଡେ କରେଇ ଦିଅନ୍ତା ସେ ବଞ୍ଚି ଯାଆନ୍ତା ତୁମ ମାଲିକଙ୍କର ବିଦେଶରୁ ଲୋକମୁକାଳିବା ସବା ଆଣିବାରେ ନାଁ ଅଛି ଆକୁ ଟିକେ ସାହାଯ୍ୟ କର ଖାଲି ନିୟୁଜ କରିଦେଲେ ହବନି
@sriram1094
@sriram1094 Күн бұрын
ୟା ମୁହଁ ଦେଖିଲେ ଲାଗୁଛି ସବୁ ଦୋଷ ଇଏ ହିଁ କରିଛି
@jasminmayapandab3496
@jasminmayapandab3496 5 күн бұрын
ତଳ ଯନ୍ତ୍ର ଆଡେ ବି ଟିକେ କ୍ୟାମେରା ବୁଲାରେ ବେଧଛୁଆ କ୍ୟାମେରା ଭାଈ
@TruptiBarik-oj5vm
@TruptiBarik-oj5vm 18 сағат бұрын
Haa .
@dhrubagauda6915
@dhrubagauda6915 7 күн бұрын
Ki dukhaa tamar tama munha dekhile pura saf dekha jauchi
@gsahu5107
@gsahu5107 6 күн бұрын
Vivah have a key
@brajagopallenka2021
@brajagopallenka2021 7 күн бұрын
ମୁଁ ସାହାରା ଦେବାକୁ ଚାହେଁ, ଉଭୟଙ୍କୁ , ବାଲେଶ୍ଵର ରହିବାକୁ ହେବ ।
@bjpppp1234
@bjpppp1234 7 күн бұрын
To Bou Ku Saha de,Raatire so re mgh
@JogeswarMajhi-lt7hj
@JogeswarMajhi-lt7hj 7 күн бұрын
ତୁ ଶଳା ଡହରା ଟା,,,
@brajagopallenka2021
@brajagopallenka2021 7 күн бұрын
Send me yr mobile number,, no ହେଲେ ବସ୍ତା ଥାନା କୁ ଆସ
@brajagopallenka2021
@brajagopallenka2021 7 күн бұрын
ମାଝୀ ତ ଠାରୁ ଟିକିଏ କମ୍, କେଉଁ ps re tumo home ,
@nisikantpatanayaknisi7549
@nisikantpatanayaknisi7549 7 күн бұрын
Mali sahi ku ja taye nya miliba
@selfishgirl
@selfishgirl 7 күн бұрын
Swami mala pare gote stri hari jae hele e stri ete tej kemiti achi kn nua bf ମିଳିଛି na kn
@BipinkumarSethy-r2l
@BipinkumarSethy-r2l 7 күн бұрын
Good bhla karichanti
@smrutiranjanlenka2357
@smrutiranjanlenka2357 6 күн бұрын
Bedha ,bedha ,bedha
@ratnakarjena1790
@ratnakarjena1790 7 күн бұрын
Sister I pray to God you must achieve your goal, keep some passance
@pradoshrath1035
@pradoshrath1035 7 күн бұрын
Bhaga nei jibu ja milila paree puni Baha haijibu.
@YtRoaster9459
@YtRoaster9459 6 күн бұрын
Aeta bhesianita 😂
@DEEPAKMALIK-ln7cm
@DEEPAKMALIK-ln7cm 7 күн бұрын
ଏହି ମହିଳା ଟି ବେଶ୍ୟା ,, ତା ଚରିତ୍ର ଖରାପ
@GaganbihariBalabantaray
@GaganbihariBalabantaray 16 сағат бұрын
ଏ ଶାଳୀ ମାଇକିନିଆ ଧର। ଖେଚେଡ଼ି ଏ ହାରି ପାଇଁ ଆ ଘଇତା ମାରିଛି
@sarojkumarmallicks1532
@sarojkumarmallicks1532 7 күн бұрын
ଭଗବାନ ତୁମକୁ ଶକ୍ତି ଦେଉ
@DebasishSahoo-k7p
@DebasishSahoo-k7p 6 күн бұрын
E ta hauchi bada bedhei😅😅😅😅
Как подписать? 😂 #shorts
00:10
Денис Кукояка
Рет қаралды 3,6 МЛН
Will A Guitar Boat Hold My Weight?
00:20
MrBeast
Рет қаралды 190 МЛН
大家都拉出了什么#小丑 #shorts
00:35
好人小丑
Рет қаралды 91 МЛН
Как подписать? 😂 #shorts
00:10
Денис Кукояка
Рет қаралды 3,6 МЛН