ଦୁର୍ଦ୍ଦାନ୍ତ ଖଳନାୟକ ଲକ୍ଷ୍ମୀଧର ରାଜଧାନି କ୍ୟାମ୍ପରେ କଣ କହିଲେ | odia jatra vlog|vilian laxmidhar interview

  Рет қаралды 78,969

Tikie Katha

Tikie Katha

Күн бұрын

Пікірлер: 40
@debrajnaik9021
@debrajnaik9021 10 ай бұрын
Lakhmidhara bhai i love you. Really your acting fhantasting,marvalous ,living art.may god bless you
@swatiswagatikadas3967
@swatiswagatikadas3967 Жыл бұрын
Bahut sundar acting karanti bhai❤
@srikantapradhan1564
@srikantapradhan1564 Жыл бұрын
One of the finest actor
@sashikantasahoo7789
@sashikantasahoo7789 6 ай бұрын
BEST ACTOR
@ampmtime5601
@ampmtime5601 2 жыл бұрын
ଲକ୍ଷ୍ମୀଧର ଭାଇ ବହୁତ୍ ଭଲ ମଣିଷ ଆଉ ତାଙ୍କ ଅଭିନୟ ବି ମନ ଛୁଆଁ।ତାଙ୍କୁ କୋଟି କୋଟି ପ୍ରଣାମ।
@baishnabjena5818
@baishnabjena5818 2 жыл бұрын
ସବୁ ବିଷୟ ରେ ମୁଣ୍ଡ ଖେଳେଇବା ଠିକ ହେଉନାହିଁ ଲତା ମଣ୍ଡଳ,ଲଷ୍ମୀଧର ଭାଇ ଙ୍କର ସାକ୍ଷାତକାର ଚାଲିଥିବାବେଳେ ଅନଧିକାର ଚର୍ଚ୍ଚା କରୁଥିଲେ ଏ ସବୁ ଠିକ କଥା ନୁହେଁ
@astroommkar9738
@astroommkar9738 2 жыл бұрын
ସାକ୍ଷାତକାର ଲକ୍ଷ୍ମୀଧର ବାବୁଙ୍କ ସହ କିନ୍ତୁ ଲତା ମଣ୍ଡଳ ଉପରେ ପଡ଼ି ବଲବଲ ହେବାଟା କାହିଁକି ଭଲ ଲାଗିଲାନି ।
@tikiekatha
@tikiekatha 2 жыл бұрын
ସେଥି ପାଇଁ ଆମେ ଦୁଃଖିତ
@niranjanroutray7771
@niranjanroutray7771 Ай бұрын
Bahi dailag hau
@ashokkumarpal596
@ashokkumarpal596 2 жыл бұрын
ସେ ଲତା ମାଡାମ ପୁରା ଠିକ କଥା କହୁଛନ୍ତି ,ଆଜିର ଯାତ୍ରା ଆଉ 70/80 ଦଶକର ଯାତ୍ରା ଭିତରେ ଅନେକ ଫରକ .ସେ ସମୟର କଳାକାର ମାନେ ଚୁଡା ମୁଢି ଖାଇ ବଳଦ ଗାଡ଼ିରେ ଯାଇ ବହୁ କଷ୍ଟରେ ଯାତ୍ରା ପରିବେଷଣ କରୁଥିଲେ ,ପୁରୁଷ ମାନେ ନାରୀ ଚରିତ୍ର ରେ ଅତି ସୁନ୍ଦର ଭାବରେ ଅଭିନୟ କରୁଥିଲେ ,ଏକ ନିର୍ଦ୍ଧିଷ୍ଟ କାହାଣୀ କୁ ନେଇ ବହି ଲେଖାଯାଉଥିଲା ମାତ୍ର ଯେଉଁ ଦିନଠାରୁ ଯାତ୍ରାରେ ଆଲୋକ ସଜା ,ଗେଟ ,ରେକର୍ଡ ଡାନ୍ସ ,ଦ୍ୱିଅର୍ଥ ବୋଧକ କମେଡି ସଂଳାପ ଉପରେ ଗୁରୁତ୍ୱ ଦିଆଗଲା ସେବେଠାରୁ ଯାତ୍ରା ର ମୌଳିକତା ଲୋପପାଇଗଲା .
@deepaklenka7092
@deepaklenka7092 2 жыл бұрын
Sir Namaskar. Laxmidhara nana pura Dynamic actor
@pareshsamal3447
@pareshsamal3447 Жыл бұрын
I love you papa miss u papa 😘😘❤️❤️
@dileswarmukhi1186
@dileswarmukhi1186 2 жыл бұрын
ଭାଇ ତୁଳସୀ ଗଣନାଟ୍ୟ ର ଯୁଗାଯୋଗ ନମ୍ବର ଏବଂ କୋଣାର୍କ ଗଣନାଟ୍ୟ ର ଯୋଗାଯୋଗ ନମ୍ବର ଦିଅନ୍ତୁ ଭାଇ ଵୋକିଙ୍ଗ କରିବାକୁ ସମ୍ପର୍କ କରିବୁ l
@shaswoteepanda5384
@shaswoteepanda5384 2 жыл бұрын
Great job.
@SantoshDas-xz4jw
@SantoshDas-xz4jw 2 жыл бұрын
ଲତା ମଣ୍ଡଳ ଉପରେ ପଡିବାଟା କାହିଁ ଭଲ ଲାଗିଲାନି
@sanjayabhoi247
@sanjayabhoi247 2 жыл бұрын
Laxmidhra Babu Heart'choking diolouge Villiane 🙏🙏
@mahendrakumarbarik9690
@mahendrakumarbarik9690 2 жыл бұрын
Laxmidhar Bhai bahut bahut dhanyawad
@prabhudattaparija8757
@prabhudattaparija8757 2 жыл бұрын
ଶ୍ରୀଯୁକ୍ତ ନା ଶ୍ରୀମତୀ ଲତା ମଣ୍ଡଳ
@abhibiswal8750
@abhibiswal8750 2 жыл бұрын
ଏସବୁ ବାଜେ ପ୍ରଶ୍ନ ପଚାରି କି ଲାଭ ପାଉଛୁ
@chaitanyabariki810
@chaitanyabariki810 2 жыл бұрын
ତୁମ ଚାନେଲ ଦେଖିବାକୁ ଇଚ୍ଛା ହେଉନାହିଁ 🙏ପର ଘରେ ଭଙ୍ଗା ରାଜନୀତି କରୁଛ 🙏 ଯାତ୍ରା ଖବର ଦିଅ 🙏🙏🙏👍
@manasbeher7264
@manasbeher7264 2 жыл бұрын
ମା ଲତା ତମେ କେବେ ଠାରୁ
@sukantadalai1373
@sukantadalai1373 2 жыл бұрын
Laxmidhar bhai great actor 🙏
@sanjayakumarjena2416
@sanjayakumarjena2416 2 жыл бұрын
My fav actor
@satyadurga1267
@satyadurga1267 2 жыл бұрын
Jayjagannath.l.bhai❤️❤️❤️👍👍👍
@pratapmahalik972
@pratapmahalik972 2 жыл бұрын
ତମେ କାହାର ସାକ୍ଷାତକାର ନେଉଥିଲେ.
@sukantadalai1373
@sukantadalai1373 2 жыл бұрын
Jarimul rajanagar 🙏
@rajendrabaishak6600
@rajendrabaishak6600 2 жыл бұрын
Lata mandala heouchi gote 3trd gret kalakara ...sabu bishayare Munda kheleiba thik nuhan
@BIKASHKUMAR-mw2hz
@BIKASHKUMAR-mw2hz 2 жыл бұрын
ପଦେ କଥା କହିଲ ଭାଇ ମନ କୁ ଭଲ ଲାଗିଲା
@sukantadalai1373
@sukantadalai1373 2 жыл бұрын
Laxmidhar bhai 🙏
@gurucharanmohanta9754
@gurucharanmohanta9754 2 жыл бұрын
Thanks bhai
@sukantakumar9077
@sukantakumar9077 2 жыл бұрын
Latha madala tumar paranla ku sabu ad karutuni
@manoranjansahu3456
@manoranjansahu3456 2 жыл бұрын
Bala khalanayak.ama young sandipa is best. Eita bala
@saisidharthbal2378
@saisidharthbal2378 2 жыл бұрын
No 1 khalanayak sabu roll karipare Hollywood re Aue Kie nahanti
@santoshkumarsasmal5975
@santoshkumarsasmal5975 2 жыл бұрын
Channel ame dekhuche sata kintu kichi bekar lokanku maghire puraucha bhala laguni
@mahendrakumarbarik9690
@mahendrakumarbarik9690 2 жыл бұрын
Eai Natak Lata pain thhik
@bksial6524
@bksial6524 2 жыл бұрын
Lata mandal sabubele overtalking 😡
@Pandababucomedy
@Pandababucomedy 2 жыл бұрын
Rajadhani apera contact no diantu
@narayanswain5259
@narayanswain5259 2 жыл бұрын
ଗୋଟେ କଥା ସନ୍ତୋଷ ବାବୁ ଆପଣ ଏତେ request ପରେ ସାକ୍ଷାତକାର ନେଲେ କିନ୍ତୁ କଣ କଲେ କିଛି ଠିକ ଲାଗିଲାନି
@tikiekatha
@tikiekatha 2 жыл бұрын
ଯଦି ଖରାପ ଲାଗିଥିବ କ୍ଷମା କରିବେ
Подсадим людей на ставки | ЖБ | 3 серия | Сериал 2024
20:00
ПАЦАНСКИЕ ИСТОРИИ
Рет қаралды 510 М.
Quando eu quero Sushi (sem desperdiçar) 🍣
00:26
Los Wagners
Рет қаралды 14 МЛН
Подсадим людей на ставки | ЖБ | 3 серия | Сериал 2024
20:00
ПАЦАНСКИЕ ИСТОРИИ
Рет қаралды 510 М.