ଜୀବନର ଅନୁଭୂତି ମା ମଲାପରେ ଜଣା ପଡେ || Gayak-Piyush Biswanatha Swain || newpala

  Рет қаралды 131,187

AMA ODISHA NATAKA

AMA ODISHA NATAKA

Күн бұрын

#piyushbiswanathaswainpala
#biswanathaswainpala
#newpala
#amaodishanataka
#badipalamancha
#odiabadipala
#odiapala
#odiapalabhajan
#odiapalacomedy

Пікірлер: 98
@mpanda80
@mpanda80 2 ай бұрын
ଅତି ସମଧୁର, ସୁନ୍ଦର୍, ହୃଦୟସ୍ପର୍ଶୀ ଓ ଶିକ୍ଷଣିଅ,,,,,,,
@santoshjena1747
@santoshjena1747 3 ай бұрын
ଗାୟକ ମହୋଦୟ ଙ୍କୁ ମୋର ମତମସ୍ତକ ପ୍ରଣାମ। ପଣ୍ଡିତ ଆଜ୍ଞା ଆଜିର ସମାଜ ରେ କିଛି ସ୍ଥାନରେ 'ମା' ମନରେ କରୁଣା, ସ୍ନେହ, ପ୍ରେମ ବଦଳ ରେ ଦେଖିବାକୁ ମିଳେ ସ୍ବାର୍ଥ। ଏ ବିଷୟ ରେ କିଛି ଅନୁଭୂତି ଦେଲେ ଖୁସି ହେବୁ।। ଜୟ ଜଗନ୍ନାଥ,🙏🙏
@rajiblochandash5072
@rajiblochandash5072 3 ай бұрын
ଅତି ସୁନ୍ଦର ଭାବରେ ଉପସ୍ଥାପନା କରୁଛନ୍ତି ଗାୟକ ମହାଶୟ
@kalandimaharana8486
@kalandimaharana8486 3 ай бұрын
ଗୟକ ମହାଶୟ ଙ୍କୁ ଧନ୍ୟବାଦ
@anandamishra1238
@anandamishra1238 3 ай бұрын
ଆପଣଙ୍କ ପରି ଯେତେ ଗାୟକ ସୃଷ୍ଟି କଲେବି ଏ ସମାଜ ପାଇଁ କମ ହେବ ମୋ କମେଣ୍ଟ ପଢ଼ି ଉତ୍ତର ଦେଲେ ମୁ ଆପଣଙ୍କ ନିକଟରେ ଚିରଋଣୀରହିବି
@ajitkumarpadhan7537
@ajitkumarpadhan7537 3 ай бұрын
ଆଜି ମୋର ନିଜ ଜୀବନର ଗୋଟିଏ ଅନୁଭୂତି ମନେ ପଡିଗଲା ଆଜ୍ଞା ଏହି ବିଷୟ ନିରାଟ ସତ୍ୟ, ଆପଣଙ୍କୁ କୋଟି କୋଟି 🙏ମହାଶୟ
@beautycraftwithakanksha6422
@beautycraftwithakanksha6422 Ай бұрын
ଅତିସୁନ୍ଦର ଗାୟକ଼ ମଣିଷ ସମାଜ ତାଙ୍କଠାରୁ ଅନେକ କଥା ସିଖୀଵାର଼‌ଅଛି
@kartikjenajena4701
@kartikjenajena4701 3 ай бұрын
ଗାୟକ ମହାଶୟ ଆପଣଙ୍କର ପାଲା ପରିବେଷଣ ବହୁତ ଭଲ ଆପଣଙ୍କୁ କୋଟି ନମସ୍କାର
@NabaghanSwain-ws2vu
@NabaghanSwain-ws2vu Ай бұрын
, mu 0.
@sureshkumarparida9651
@sureshkumarparida9651 3 ай бұрын
ପାଲା ଜଗତ ର ଉଜ୍ୱଳତମ ତାରକା,, 🙏🙏🙏
@pratapkumarsahoo5811
@pratapkumarsahoo5811 Ай бұрын
🙏🏿ଗାୟକ 🙏🏿ମହାଶୟଙ୍କର 🙏🏿ପଲାପରିବେଷଣରେ 🙏🏿ଖୁସି 🙏🏿ହୋଇ 🙏🏿ମୋ 🙏🏿ଜୀବନ 🙏🏿ଧନ୍ୟ 🙏🏿ହୋଇଗଲା 🙏🏿ସବୁ 🙏🏿ଋଣ 🙏🏿ସୁଝି 🙏🏿ହୁଏ 🙏🏿କିନ୍ତ 🙏🏿ଜୀବନରେ 🙏🏿ମା 🙏🏿ଋଣ 🙏🏿କେବେ 🙏🏿ସୁଝି 🙏🏿ହେବ 🙏🏿ନାହିଁ 🙏🏿ମାର 🙏🏿ସେବା ❤️ଅବର୍ଣ୍ଣନୀୟ ❤️
@parikhitamohapatra8714
@parikhitamohapatra8714 Ай бұрын
ଅତି ସୁନ୍ଦର ପରିବେଷଣ। ଗାୟକ ମହାଶୟ ଙ୍କୁ ପ୍ରଣାମ। ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ 🙏🙏
@Zodnd1254
@Zodnd1254 3 ай бұрын
ମୋ ପସନ୍ଦ ର ଗାୟକ❤❤❤❤
@dolagobindasahoo9267
@dolagobindasahoo9267 Ай бұрын
ସତରେ କଣ ଏହି ପାଲାର ସେଶାର୍ଦ୍ଧ ଦେଖିବାକୁ ମିଳିବ ! ଅବଶୋଷ ରହିଗଲା । ଗାୟକ ମହାଶୟଙ୍କୁ ହୃଦୟରୁ ପ୍ରଣାମ ।
@bhagabananaik6915
@bhagabananaik6915 3 ай бұрын
Guru dev Pranam Jay Baba Satyanarayan Swami your pala is always excellent
@biswaranjanbaral2809
@biswaranjanbaral2809 3 ай бұрын
ଓଡ଼ିଶାର ଜଣେ ଯାଜ୍ୱଲ୍ୟମୟ ଗାୟକ ତଥା ଭବିଷ୍ୟତର ସମ୍ରାଟ ପଦ ଯୋଗ୍ୟ ଗାୟକ 🙏🙏🙏🙏🙏
@mahendrasethi7469
@mahendrasethi7469 3 ай бұрын
ଆପଣଙ୍କ ପାଲା ଯେତେ ଶୁଣିଲେବିବୋର୍ ଲାଗିବ ନାହିଁ। ଆପଣଙ୍କୁ କୋଟି ପ୍ରଣାମ।ଆପଣ ପ୍ରକୁତରେ ନୋ -1 ଗାୟକ।
@debadattagaming3345
@debadattagaming3345 3 ай бұрын
Satare , You are great,Sir,, Viswanath ji
@rabindramishra5554
@rabindramishra5554 3 ай бұрын
Pala performed by Sj Swain is excellent. I highly appreciate and wish him all the best.
@Bijaya-Das
@Bijaya-Das 11 күн бұрын
ସାର ଆପଣଙ୍କ ମୋବାଇଲ ନମ୍ବର କେମିତି ମିଳିବ, ଆପଣଙ୍କୁ ସତ କୋଟି ଦଣ୍ଡବତ 👏👏
@lokanathdas5246
@lokanathdas5246 23 күн бұрын
ବହୁତ ସୁନ୍ଦର ଅଟେ ଏହି ପାଲା
@krushnasahoo7401
@krushnasahoo7401 3 ай бұрын
Gayak Piyush Biswanath Swain is the proud of Odisha. Thank sir Krishna Chandra Sahoo jharada Sadangi DKL
@MeghanandaSwain
@MeghanandaSwain 14 күн бұрын
ଏଭଳି ବାସ୍ତବ କଥା କୁ ପାଲା ମାଧ୍ୟମରେ ପରିବେଷଣ କରିବା କରୁଥିବାରୁ ବହୁତ ଭଲ ଲାଗିଲା ଧନ୍ୟବାଦ
@haridakua3189
@haridakua3189 3 ай бұрын
Gayaka sresth gayaka heb ta emiti ebm sikha achhi anek sikhi parile hela Jay jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏
@LuluBhoi-ww8xm
@LuluBhoi-ww8xm 3 ай бұрын
ଅତିସୁନ୍ଦର❤❤❤
@makundabehera5820
@makundabehera5820 3 ай бұрын
ଜୟ ଜଗନ୍ନାଥ ବହୁତ ସୁନ୍ଦର ହୋଇଛି ନନା ବାଲେଶ୍ବର
@natabarsahu7008
@natabarsahu7008 3 ай бұрын
Proud of Odisha.
@SishirpradhanSishir
@SishirpradhanSishir 3 ай бұрын
ଅତି ସୁନ୍ଦର ଉପସ୍ଥାପନା ❤❤❤
@sibaparida4839
@sibaparida4839 2 ай бұрын
ଗାୟକ ମହାଶୟ ଙ୍କୁ କୋଟି କୋଟି ପ୍ରଣାମ
@binodkumarparida3221
@binodkumarparida3221 3 ай бұрын
ଏ ପାଲା ସମ୍ପୂର୍ଣ ଶାଳୀନତା କିନ୍ତୁ ପ୍ରତ୍ୟେକ ଶ୍ଳୋକ ଗୋଟିଏ ସ୍ୱର ପରି ଲାଗୁଛି
@BishnuprasadSarangi-t9x
@BishnuprasadSarangi-t9x 2 ай бұрын
ସୁନ୍ଦର ପାଲା
@surendrakumarbehera4336
@surendrakumarbehera4336 3 ай бұрын
ସାର ନମସ୍କାର 🌹🌹🌹🌹👍
@santoshkumarmishra2620
@santoshkumarmishra2620 3 ай бұрын
ଗୟକ ହେବ ତ ଏମିତି. ଶାଳୀନତା ର ପ୍ରତୀକ. ଏ ଗାୟକ ମହାଶୟ ଓଡିଶାର ଗର୍ବ ଓ ଗୌରବ. ସମ୍ରାଟ ପଦବାଚ୍ଯ
@JJPA2019
@JJPA2019 3 ай бұрын
ମୋର ଆଦର୍ଶ
@ukn9258
@ukn9258 2 ай бұрын
Very good quality palafor buildup a good charecter forhumanbeing
@dineshpanda3106
@dineshpanda3106 Күн бұрын
ତାଙ୍କ no ମିଳିବ କି ​@@JJPA2019
@ugrasensahoo4771
@ugrasensahoo4771 Ай бұрын
Vary vary nice
@jnanendratripathy9073
@jnanendratripathy9073 3 ай бұрын
Excellent pala..
@dhaneswarmohapatra8806
@dhaneswarmohapatra8806 2 ай бұрын
Very nice odia pals
@kulamanidash6502
@kulamanidash6502 2 ай бұрын
Best gayak
@bigyanivlogs45
@bigyanivlogs45 Ай бұрын
ଜୟ ଜଗନ୍ନାଥ ଅତି ସୁନ୍ଦର
@udhabbehera506
@udhabbehera506 Ай бұрын
ଗା ୟ କ ମ ହା ଶ ୟଙ୍କ ବୁ ଜୁଝେ ଇ ବା ସାଇଲିମାନ ବହୁତ ଉଚ୍ଚକୋଟୀର
@ajayakumarmallick6528
@ajayakumarmallick6528 Ай бұрын
Koti koti pranam sir 🙏🙏
@SubratKuumarNayak
@SubratKuumarNayak 2 ай бұрын
Very attractive pala
@santoshsahoo4928
@santoshsahoo4928 2 ай бұрын
Apank ku Mora sat koti pronam
@ManjulataNayak-em2tx
@ManjulataNayak-em2tx 3 ай бұрын
Ethire bahut kichhi sikhibar achhi
@kbdash9250
@kbdash9250 2 ай бұрын
Gayaka mahodayankubahut bahut dhanyabad
@greenearthnursery2497
@greenearthnursery2497 7 сағат бұрын
ଏମିତିଆକଥା କାହାଠୁଶୁଣିନି ଆପଣଙ୍କଠୁ ଶୁଣିବାକୁ ପାଇଲି ସେଥିପାଇଁ 1000🙏🏽🙏🏽🙏🏽🙏🏽
@jitendrakumarbarik4719
@jitendrakumarbarik4719 2 ай бұрын
Satare apana maha gyanani
@sanatanbiswal4155
@sanatanbiswal4155 3 ай бұрын
ଗାୟକ ମହସାଉଙ୍କୁ ଶତ ନମନ
@SwetamanjariPradhan
@SwetamanjariPradhan 2 ай бұрын
ଧନ୍ୟ ବାଦ
@dhaneswarabiswala5795
@dhaneswarabiswala5795 Ай бұрын
Ati sundar
@SantoshsamantaraySantoshsamant
@SantoshsamantaraySantoshsamant 3 ай бұрын
Eamiti adha chadantunu Sampurna chadantu
@RabindraSahoo-tx4vs
@RabindraSahoo-tx4vs 2 ай бұрын
Apanka paribesana saeli atatynta uchakotira😊
@sahoopanu3823
@sahoopanu3823 2 ай бұрын
He gayaka mahasaya apanaku satakoti pranama
@SaratSahoo-c1t
@SaratSahoo-c1t 2 ай бұрын
Thank gayak mashya Jay Jagannath 🙏
@KapileswarNayak-z5v
@KapileswarNayak-z5v 2 ай бұрын
ପ୍ରଣାମ ଗୁରୁ
@ArupDas-gk3su
@ArupDas-gk3su 2 ай бұрын
ଅପନଙ୍କର୍ପଲପରିବେଶନଚନ୍ତ୍କରାଲଗୁଚି
@LalitMohanRana-p7k
@LalitMohanRana-p7k 3 ай бұрын
ଖାଲି କଥାରେ ପାଲା ଶେଷ।
@BichitranandSahoo
@BichitranandSahoo 3 ай бұрын
ଜୟ ଜଗନ୍ନାଥ
@adityapatalasingh3789
@adityapatalasingh3789 3 ай бұрын
Tama pade 🙏🙏🙏
@balakrushnamishra3974
@balakrushnamishra3974 29 күн бұрын
Very very nice
@umeshmishra9846
@umeshmishra9846 Ай бұрын
Sir 🙏🙏
@SantoshkumarSantosh-e8d
@SantoshkumarSantosh-e8d 2 ай бұрын
🙏🙏🙏🙏🙏
@ullasnayak2382
@ullasnayak2382 3 ай бұрын
Chamtkar pala sir🙏
@KhetrabasiniTripathi
@KhetrabasiniTripathi 3 күн бұрын
ଚମତ୍କାର
@PrasannaKumarMalik-eh5uo
@PrasannaKumarMalik-eh5uo 3 ай бұрын
Jay GURUSWAMI 🙏
@Sabita889
@Sabita889 3 ай бұрын
Nice pala 🎉❤ jagulei padar Pala mandpa 🎉
@Sabita889
@Sabita889 2 ай бұрын
Ku ashi tile nice pala
@laxmidhardalai7152
@laxmidhardalai7152 3 ай бұрын
Super.pla
@Manu-nz8gx
@Manu-nz8gx 3 ай бұрын
20:12 great
@upendrasethi4441
@upendrasethi4441 3 ай бұрын
ଉପେନ୍ଦ୍ର@୧୯୮୦ ପାଲା
@GaneshSahoo-r8v
@GaneshSahoo-r8v 3 ай бұрын
❤❤❤
@Hemant-oe3qp
@Hemant-oe3qp 3 ай бұрын
Dhanyabad.sir
@biswajitbiswal6195
@biswajitbiswal6195 3 ай бұрын
🙏🙏🙏🙏🙏🙏🙏🙏🙏🙏🙏
@SamarSahoo-u3g
@SamarSahoo-u3g 3 ай бұрын
❤❤❤❤🙏🙏🙏🙏
@prashantakumarnaik1040
@prashantakumarnaik1040 Ай бұрын
ବାହକ ଫିଟ ନୁହଁ
@biswajitdas2680
@biswajitdas2680 3 ай бұрын
Sir 🙏🙏🙏🙏🙏🙏🙏🙏
@starsarju6632
@starsarju6632 3 ай бұрын
Sri
@santilatabala3846
@santilatabala3846 2 ай бұрын
Ride Kotha Koi Chand shayari
@dineshpanda3106
@dineshpanda3106 Күн бұрын
ପାଲା ମହାଶୟ ଙ୍କ ଫୋନ no ମିଳିବ କୀ
@MinatiDas-y5m
@MinatiDas-y5m 3 ай бұрын
🙏🙏🙏
@rajiblochandash5072
@rajiblochandash5072 3 ай бұрын
ବିଷୟ କୁ ସଂପୂଣ୍ଣ କରନ୍ତୁ
@smileing043
@smileing043 20 сағат бұрын
Gayaknka contract no milipariba????
@biprabarabehera8315
@biprabarabehera8315 3 күн бұрын
Pala jagatar ganesha
@nabinrout9946
@nabinrout9946 Ай бұрын
Manibaku padiba gayaka mahasaya ku.
@laxmidharsahoo8344
@laxmidharsahoo8344 3 ай бұрын
ଗାୟକ ମହାଶୟ ଙ୍କ ର କିଛି ନୂତନତ୍ବ ନାହିଁ, ଲୋକ ବାଣୀ, ଲୋକ କଥା କୁ କହି ସମୟ ଅପଚୟ ହେବା ବ୍ୟତୀତ ଅନ୍ୟ କିଛି ନାହିଁ, ପାଲା ରେ କିଏ, କଣ୍, କାହିଁକି ର ଉତ୍ତର ଥିବା ସହ ନୂତନତ୍ବ ଦରକାର୍, ଯେମିତି ନୃସିଂହ ହୋତା, ଶିଶିର ପାଢ଼ୀ, ସନା ଦାସ, ସଚ୍ଚିଦାନନ୍ଦ ଦାସ, ଲମ୍ବୋଦର ବେହେରାଙ୍କ ପାଲା ସେଭଳି ଆବଶ୍ୟକ,
@smrutiranjanmaharana1935
@smrutiranjanmaharana1935 3 ай бұрын
ଯେତିକି ମହାଶୟ ଶିକ୍ଷା ଦେଉଛନ୍ତି ସେତିକି ଯଦି ଆପଣ ଶିକ୍ଷିଥାନ୍ତେ ତାହେଲେ ଏଇ ଭଳି କମେଣ୍ଟ ଦେଇନଥାନ୍ତେ। ଅନ୍ୟ କାହାର କଥାକୁ ଆସିକି ଏଇଠି ଉପସ୍ଥାପନା କରୁଛନ୍ତି ଏଇଟା କଣ ଶିକ୍ଷା କି?
@biswaranjanbaral2809
@biswaranjanbaral2809 3 ай бұрын
@@laxmidharsahoo8344 ପାଲା ଓଡ଼ିଶାର ବିଦଗ୍ଧ କଳା, ଆଉ ଆଜିକା ପୀଢ଼ି ରେ ଯଦି କେଉଁ ଗାୟକ ପାଲା ର ମର୍ଯ୍ୟାଦା କୁ ଅକ୍ଷୁର୍ଣ୍ଣ ରଖିଛନ୍ତି ସେ ହେଉଛନ୍ତି ଗାୟକ ପୀୟୂଷ ବିଶ୍ଵନାଥ ସ୍ୱାଇଁ ମହୋଦୟ। ଆପଣ ଥରେ ତାଙ୍କ ପାଲା ସମ୍ପୂର୍ଣ୍ଣ ଦେଖନ୍ତୁ, ଜାଣିପାରିବେ ପାଲା ରେ ସେ କେତେ ଛାନ୍ଦ ଶ୍ଳୋକ ଦେଉଛନ୍ତି!!!!!🙏🙏🙏🙏🙏🙏
@ସମରକୁମାରପ୍ରଧାନ
@ସମରକୁମାରପ୍ରଧାନ 3 ай бұрын
ମହାଶୟ, ଆପଣଙ୍କୁ ପାଲାରେ ନୀତିଶିକ୍ଷା ଦରକାର ନାହିଁ ଖାଲି ଥେଇ ଥେଇ ହୋଇ ଅଣ୍ଟା ହଲେଇ ନାଚ ଓ କଣ୍ଠ ଫଟେଇ ଗୀତ ଦରକାର।
@HemantaDas-v2y
@HemantaDas-v2y 3 ай бұрын
Great 👍 ​@@smrutiranjanmaharana1935
@chandanranjan7267
@chandanranjan7267 2 ай бұрын
Apana nka contact number diantu sir
@PurnachandraJena-b2m
@PurnachandraJena-b2m Ай бұрын
Bhulu kahani kahucha
@sunilbehera4755
@sunilbehera4755 3 ай бұрын
Apananka thikana kimba contact Number share karantu
@ChaitanyaBhoi-s1f
@ChaitanyaBhoi-s1f Ай бұрын
Mobil.nombr.gayak.msaga
@hadubandhugouda9019
@hadubandhugouda9019 Ай бұрын
Best gayak
@shankarmuduli4171
@shankarmuduli4171 2 ай бұрын
🙏🙏🙏
@balarammoharanamoharana2722
@balarammoharanamoharana2722 4 күн бұрын
🙏🙏🙏🙏
Yay😃 Let's make a Cute Handbag for me 👜 #diycrafts #shorts
00:33
LearnToon - Learn & Play
Рет қаралды 117 МЛН
How Many Balloons To Make A Store Fly?
00:22
MrBeast
Рет қаралды 157 МЛН
Чистка воды совком от денег
00:32
FD Vasya
Рет қаралды 3,9 МЛН
From Small To Giant 0%🍫 VS 100%🍫 #katebrush #shorts #gummy
00:19
Yay😃 Let's make a Cute Handbag for me 👜 #diycrafts #shorts
00:33
LearnToon - Learn & Play
Рет қаралды 117 МЛН