AMULYA PREMA ||ଅମୂଲ୍ୟ ପ୍ରେମ|| PREMA KALA ll HUMAN SAGAR NEW CHRISTIAN SONG |||FIRST LOVE CREATION||

  Рет қаралды 1,279,978

FIRST LOVE CREATION

FIRST LOVE CREATION

Күн бұрын

ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମହାନ ନାମରେ ପ୍ରତ୍ୟେକଙ୍କୁ FIRST LOVE CREATION KZbin CHANNEL ତରଫରୁ ଅଭିନନ୍ଦନ ଜ୍ଞାପନ କରୁ I ପ୍ରଥମ ଥର ପାଇଁ ଏକ ଅତି ସୁନ୍ଦର ଖ୍ରୀଷ୍ଟୀୟ ଭକ୍ତିଗୀତ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ବାସୀ ବିଶ୍ବାସିନୀ ମାନଙ୍କ ନିମନ୍ତେ ପ୍ରସ୍ତୁତ କରାଯାଇଅଛି। ଓଡିଶାର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର୍ ବହୁତ ମାଧୂର୍ଯ୍ୟ ଭାବରେ ଗୀତଟିକୁ ଗାନକରିଛନ୍ତି। ଆଶା କରୁଛୁ ଆପଣମାନଙ୍କ ଆତ୍ମିକ ଜୀବନର ଅଭିବ୍ରୁଦ୍ଧି ନିମନ୍ତେ ଏହି ଗୀତ ଏକ ସୁନ୍ଦର ମାଧ୍ଯମ ହେବ। ଆମ୍ଭମାନଙ୍କୁ ଉସ୍ଚାହିତ କରିବା ପାଇଁ ଗୀତ କୁ ବହୁଳ ମାତ୍ରାରେ ସେର୍ କରନ୍ତୁ।
SONG CREDITS:
SONG: AMULYA PREMA
SINGER: HUMAN SAGAR
LYRICS & MUSIC: SALEM LIMA
MUSIC ARRANGEMENTS: BAPI SAMAL
EDITING: VIKASH( BANGALORE)
STUDIO: MRR STUDIO CUTTACK
CONCEPT & PRODUCTION : REV AJIT KUMAR DIGAL
COLLABORATION: 9438655556
(WHATSAPP OR TELEGRAM)
FULL LYRICS:
ପ୍ରେମ କଲ ଯେବେ ତୁମେ ମୋତେ
ପାଇଗଲି ଶାନ୍ତି ଏହି ମରତେ
ତୁମ ପ୍ରେମେ ବାନ୍ଧି ଦେଲ
ତୁମ ପ୍ରେମେ ମୁକ୍ତି କଲ
ଅମୂଲ୍ଯ ପ୍ରେମ ତୁମରି ମୋତେ ଦେଲ
ଭୁଲିବିନି ତୁମ ପ୍ରେମ କେବେ ମୁଁ ଏ ଜଗତେ
ମରିଯିବି ପଛେ ତୁମପାଇଁ ଯୀଶୁ ମୁଁ ସତେ(୨)

ଆତ୍ମୀୟ ଯେତେ ମୋର କରିଦେଲେ ସବୁ ପର
ତଥାପି ଛାଡିଲ ନାହିଁ ମୋତେ ଏହି ଜଗତରେ କଲ ଆପଣାର
ନିରାଶ ଅଶାନ୍ତ ମନେ ବୁଲୁଥିଲା ପ୍ରାଣ ମୋର
ନିସହାୟ ଏ ଜୀବନେ ଆଶା ଭରି ଦେଲ ତୁମେ କରିଲ ନିଜର
ତୁମ ପ୍ରେମେ ବାନ୍ଧି ଦେଲ
ତୁମ ପ୍ରେମେ ରକ୍ଷା କଲ
ଅପାର ପ୍ରେମ ତୁମରି ମୋତେ ଦେଲ
କେମିତି ଭୁଲିବି ତୁମ ପ୍ରେମ ମୁଁ ଏ ଜଗତେ
ମରିଯିବି ପଛେ ଭୁଲିବିନି ଯୀଶୁ ମୁଁ ସତେ(୨)

କେତେ ଯେ ଦୁଃଖ କ୍ଲେଶ ପରୀକ୍ଷା ଶୟତାନର
ଆସିଥିଲା ମୋ ଜୀବନେ ହାରିଲିନି କେବେ ମୁଁ ଯେ
ସାହା ହେଲ ମୋର
ସ୍ବୀକାର କରୁଅଛି କେହି ନୁହେଁ ମୋ ନିଜର
ଯୀଶୁ ତୁମେ ସାଥି ମୋର ଦ୍ରୁଢଦୂର୍ଗ ମୋ ପ୍ରାଣର
ପ୍ରେମିକ ଇଶ୍ବର
ତୁମ ପ୍ରେମେ ବାନ୍ଧି ଦେଲ
ତୁମ ପ୍ରେମେ ରକ୍ଷା କଲ
ଅଭୂଲା ପ୍ରେମ ତୁମରି ମୋତେ ଦେଲ
କେମିତି ଭୁଲିବି ତୁମ ପ୍ରେମ ମୁଁ ଏ ଜଗତେ
ମରିଯିବି ପଛେ ଭୁଲିବିନି ଯୀଶୁ ମୁଁ ସତେ(୨)
************************
ବିଦ୍ର: ଦୟାକରି ଗୀତର ଅଡିଓ କି ଭିଡିଓ ରି ଅପଲୋଡ଼୍ କରନ୍ତୁ ନାହିଁ, ଆମେ କପି ରାଇଟ୍ କ୍ଲେଇମ୍ ବା କପି ରାଇଟ୍ ଷ୍ଟ୍ରାଈକ୍ ଦେବାକୁ ବାଧ୍ୟ ହେବୁ । ଖ୍ରୀଷ୍ଟ ସନ୍ତାନ ହୋଇଥିବା ହେତୁ ଆମେ ଶୃଙ୍ଖଳା ରକ୍ଷା କରିବା ଆବଶ୍ୟକ ଅଟେ । ଧନ୍ୟବାଦ !!!
*************************
!!* ANTI PIRACY WARNING *!!
This content is copyright to FIRST LOVE CREATION . Any unauthorized reproduction redistribution, re-upload (audio or video) is strictly prohibited of this material.Legal action will be taken against those who violate this copyright material presented.
#amulyaprema#premakala#humansagarchristiansong#humanesagar
#humansagarnewchristiansong2022#kahipagalparibuluchu #heprabhustatus#premajarafullsong#jogesjojo#jojo5production#newsambalpurisong# #harigalimun#sadstatus #newodiachristiansong #humansagar #humansagarstatus #humansagarnewstatusvideo #humansagarnewsong#krusharasharane #amitbadanayaknewsong #prasadlimamusic #narakadanda #amitbadanayakchristiansongs #humansagarheprabhusong#humansagarnewwhatsappvideo2020#newstatus#heprabhukemitibanchibivideo #heprabhukemitibanchibivideosong#aseemapandahelakipremalyrics#aseemapandasharmili#aseemapandaodiasong #sambalpurinaagindance#helakiprema #rasia #ajanaasuna #obaby #sukumari #humansagarsadsongdownload #humansagarallsong #humansagarnewringtone #humansagarwife #amitpaninewchristiansong#amitpanichristiansong#amitpanisongs#jyotirmayeenayaksong#jyotirmayeenayak #besaharaodiasongdownload##humansagarbesaharasong #pagalapagala#mantuchhuria #antarachakraborty #latestnews #jesusnewsong #jesusstatusvideo #jesussongs #riturajmohanty #riturajmohantysongs #salimlima#FirstLoveCreation #explorepage #love #jesussongstatushindi #foryou #foryoupage #odianewsong #odia_4k_whatsapp_status #sadstatus #sambalpuristatus #koraputiacomedy #koraputialovestatusvideo #kinemaster #kandhamalnew#humansagarhitsongs#relaxaongs#newhitsong2022 #hitsonghumansagar#evergreensong #hearttouching #hearttouchinglyrics #lyricsstatus #lyricsstatusodia#amulyaprema#premakala #prasadlima#humansagarnewwhatsappvideo2020#satarkabani#paritranarashaila#narakadanda#amitbadanayakchristiansongs #amitbadanayak #heprabhuamitbadanaayak #heprabhuhejisu #heprabhu02 #heprabhusongdownload #heprabhudekhade#heprabhukemitibanchibistatus#newodiachristiansongamitpani##newodiachristiansong2022 #newodiachriatiansongmp3#newodiachristmassong#newodiachristiansong #newodiachristianstatus#

Пікірлер: 1 100
HE MORA MANA FULL DANCE VIDEO !!! HUMAN SAGAR !!! FIRST LOVE CREATION!!!
6:58
FIRST LOVE CREATION
Рет қаралды 1,2 МЛН
Blue Food VS Red Food Emoji Mukbang
00:33
MOOMOO STUDIO [무무 스튜디오]
Рет қаралды 35 МЛН
KEMITI HEBI MUN PARI RE NAURI || AMIT PANI || NEW CHRISTIAN SONG || STUDIO VERSION
7:35