Any Individual Who Speaks Out Is Subject To Power Of EOW To Silence Them Permanently - Piku Patnaik

  Рет қаралды 46,477

Kanak News

Kanak News

Күн бұрын

Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.co...
Twitter :- / kanak_news
Telegram :- t.me/kanaknews...
#KanakNews #Odisha #pikupatnaik

Пікірлер: 107
@dhamirona8662
@dhamirona8662 Жыл бұрын
ସମସ୍ତ ରାଜନୈତିକ ଦଳ ମିସି ସରକାର ବରଖାସ୍ତ ହେବାଯାଏ ଜେଲ ଭର ଆନ୍ଦୋଳନ କରନ୍ତୁ। ।। ସରକାର ଦହଲି ଯିବ
@DwarikanathNayak-y9n
@DwarikanathNayak-y9n Жыл бұрын
ଆମ ଓଡିଶା ରେ ପାଦ ଚଟା କୁକୁର ବହୁତ ଅଛନ୍ତି, ପାଦ ଚାଟିବା ତାଙ୍କର ଜନ୍ମଗତ ଅଧିକାର , ଖାଲି କଣ ସେତିକି ମାକୁ ମାଉସୀ କରିବା ଆଗଭର, ନିଜର ସ୍ୱାର୍ଥ ପାଇଁ ସେମାନେ ନିଜର ଲୋକଙ୍କୁ ବିକିବା ପାଇଁ କୁଣ୍ଠାବୋଧ କରନ୍ତି ନାହିଁ
@chhabindramansingh73
@chhabindramansingh73 Жыл бұрын
ଗୋଲାମୀ ରୁ ବାହାର ତାମିଲ କୁ ବିଦାକର ଜାଗ ଓଡ଼ିଆ ଜାଗ 🙏
@SukantaNayak-yn1xm
@SukantaNayak-yn1xm Жыл бұрын
ସତ କଥା କହିଲେ ମରିଯିବେ ପଛେ ଆଉ କାହାର ପାଦ ଚାଟି ରହିବେ ନାହିଁ. ଆମେ ନିଜେ ମୂର୍ଖ ବୋଲି ଆମକୁ ମୂର୍ଖାମୀ କହୁଛନ୍ତି
@RanjanKumar-mx1ki
@RanjanKumar-mx1ki Жыл бұрын
ଓଡ଼ିଆ ଜାତି ଜାଗି ଉଠ
@srikantdas8793
@srikantdas8793 Жыл бұрын
ଅପରାଜିତା ମାଡାମ ଙ୍କୁ ଆହ୍ୱାନ ମୋଦିଙ୍କୁ କୁହନ୍ତୁ ପନ୍ଦିଆନ୍ କୁ ନେଇକି ରାଷ୍ଟ୍ରପତି ଙ୍କ ହତିସଲ ଡିଉଟି ରେ ରଖନ୍ତୁ।
@krushnamohansahoo5633
@krushnamohansahoo5633 Жыл бұрын
ଯିଏ ସବୁ ବିଜେଡ଼ି ନେତା ମନ୍ତ୍ରୀ ଅଛନ୍ତି ତାଙ୍କୁ ଗୋଡେଇ ଗୋଡେଇ ପିଟ ।ସବୁ ଠିକ୍ ହେଇଯିବ।।
@ajitdash7699
@ajitdash7699 Жыл бұрын
ଜୟ ଜଗନ୍ନାଥ ପୁରା ସତ ମହାପୁରୁ
@dhamirona8662
@dhamirona8662 Жыл бұрын
ସାବାସ୍ କଥା କହିଲେ ସାର୍ 🙏
@subratbhoi6429
@subratbhoi6429 Жыл бұрын
ସତ କଥା କହିଲେ ଆମେ ସକାଳେ ଉଠିଲା ପରେ କିଛି କରୁ କି ନ କରୁ ପ୍ରଥମେ ସେଇ ଭଗବାନ ଶ୍ରୀଜଗନ୍ନାଥ ମହାପ୍ରଭୁ ତାଙ୍କ ତେତିଶ କୋଟି ଦେବୀ ଦେବତା ରୂପ ତାଙ୍କ ପାଇଁ ସମସ୍ତ ଭକ୍ତ ଏ ଭାରତ ବାସୀ ସମଗ୍ର ବିଶ୍ୱ ବାସୀ ଏ ସରକାର କୁ ଜବାବ ଦବାକୁ ପଡିବ ସମସ୍ତେ ମିଶି ଏକ ହୁଅ ଆଉ ଏ ସରକାର କୁ ଜାବାବ ଦିଅ ଏମିତି ହୀନ ରାଜନୀତି କୁଶାସନ ଚାଲିବ ନାହିଁ
@bhagabatabehera332
@bhagabatabehera332 Жыл бұрын
Salute Sir. Right ✅️.
@Binodkumar-if6lk
@Binodkumar-if6lk Жыл бұрын
Ye taa 1 no chatua
@asutoshpanda8790
@asutoshpanda8790 Жыл бұрын
Time for odia reunion ❤
@ullashmaharana6320
@ullashmaharana6320 Жыл бұрын
ଧମକକୁ ଏବେ ଚମକ୍ ଦେବାର ସମୟ ଆସିଛି , ବିଜେଡି ସରକାର down down
@thirdeye9492
@thirdeye9492 Жыл бұрын
ତାମିଲ କବକରୁ ଓଡ଼ିଆକୁ ମୁକ୍ତ କରିବା ପାଇଁ ଆଉ ଗୋଟିଏ ସ୍ୱାଧୀନତା ସଂଗ୍ରାମ ଦରକାର 😢😢😅
@akshayakumarbhol4132
@akshayakumarbhol4132 Жыл бұрын
ପ୍ରୀୟଦର୍ଶନ ବାବୁଙ୍କୁ ଅନେକ ଅନେକ ଶୁଭେଛା । ଜଗନ୍ନାଥ ସେନା ଉଦ୍ୟମ କଲେ ନନ୍ଦିଘୋଷ ଚକ ହୁଗାଳି ଦେଇ ପାରିବେ, ଏ ବିଶ୍ବାସ ମୋର ଅଛି ।
@PublicSupport-te9rb
@PublicSupport-te9rb Жыл бұрын
ତୁ ଜଗନ୍ନାଥଙ୍କ ସେନା ବୋଲି ନିଜକୁ ପରିଚୟ ଦଉ ଜଗନ୍ନାଥଙ୍କ ପାଇଁ ଆନ୍ଦୋଳନ କରୁ । ହେଲେ ତୁ ସୌମ୍ୟ ରଞ୍ଜନ ପଟ୍ଟନାୟକ ର ତୁ କେବେଠୁ ଚାମୁଚା ଗିରି କଲୁଣୁ ଆରେ ମା ଗିଆ ।
@sunitasahoo1884
@sunitasahoo1884 Жыл бұрын
Except Nabin, all others seem be towers.
@jchoudhury274
@jchoudhury274 Жыл бұрын
ଅ ଇଁ ଠl ଖିଆ ଆଉ ପାଦ ଚଟl ଥିବା ପର୍ଯନ୍ତ୍ ଏମିତି ଚାଲିଥିବ ଲୋକ ସୁଧୁରି ଲେ ସୁନା ର ଓଡ଼ିଶା ଗଠନ ହେବ ଜୟ ଜଗନ୍ନାଥ
@Bidya-Bhadrak9pj1ew3d
@Bidya-Bhadrak9pj1ew3d Жыл бұрын
କନକ ଟିଭି ଆଉ ସୌମ୍ୟ ବାବୁ ଙ୍କ ପାଇଁ ସାରା ଓଡ଼ିଶା ର ଜନ ସାଧାରଣ ଅଛନ୍ତି। ୧୪ ବର୍ଷ ହେବ ଏ ଚୋର କୁଆଡେ ଯାଇଥିଲେ। ଆତ୍ମ ବିଭୋର ପ୍ରଶାସକ ଆଉ ଅସହାୟ ରାଜନେତା କହିଲା ପରେ ଏମିତି ନାଟକ ଚାଲିଛି ସବୁ। ମିଛ କେସ ଆଉ କିଛି ବିଜେଡି କୁକୁର ଙ୍କୁ ନେଇକି। ହିଁ ଆଉ ଗୋଟେ କଥା ନନ୍ଦିଘୋଷ TV କେତେ ଦିନର ଆଉ ତାର ଓଜନ କେତେ। ସେ ପୁଣି ଆଜି ସତରେ ହସ ଲାଗୁଛି । ହିଁ ଆଉ ଗୋଟେ କଥା ସତ କେହି MLA/MP ମୁହଁ ଖୋଲୁ ନାହାନ୍ତି ତାର ବି ବଡ଼ କାରଣ ଅଛି । ଯଦି କେହି ମୁହଁ ଖୋଲିଲେ ବିଧାୟକ ପଦ ତ ଯିବ ପୁଣି ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଯିବେ। ବହୁତ୍ ଗରିବ ଲୋକଙ୍କ ଟିକସ ପାଇସା କୁ ସେମାନେ ଆଜି ସତରେ😢 । ବିଜେଡ଼ି ହତାଓ ଓଡ଼ିଶା ବଞ୍ଚାଅ ନା ହେଲେ ଦିନ ଆସିବ ତାମିଲ ଲୋକ MLA/MP ହେବେ। ଆଉ ସରକାର ବି ତାମିଲ ର । ଓଡ଼ିଶା ଆଉ ତାମିଲ ମିଶିଯିବ। ଗୋଟେ କଥା ମୋର କାଇଁ ସନ୍ଧେହ ହଉଚି ତାମିଲ୍ ଗୁମାସ୍ତା ଆମ ନବୀନ ବାବୁ ଙ୍କୁ ଦେହ ଖରାପ କହି ତାମିଲ ରୁ doctor ଆସି ଭୁଲ୍ medicine ଦେଇ ତାଙ୍କୁ ଦିନକୁ ଦିନ ନୀରବ ଆଉ ମୁକ କରି ଦିଆ ଯାଉନି ତ ? ବେଶୀ କିଛି ଲେଖିବାକୁ ଡର ଲାଗୁଚି । ଇଂରେଜ ସରକାର ତ ସେଥିପାଇଁ। ସୌମ୍ୟ ବବୁ ଗୋଟେ ଭୁଲ୍ କହିଛନ୍ତି ଆତ୍ମ ବିଭୋର ପ୍ରଶାସକ ଆଉ ଅସହାୟ ରାଜନେତା ପ୍ରକୃତ ରେ ରାଜନେତା ଅସହାୟ ନୁହନ୍ତି। କୋଟି କୋଟି ନିରୀହ ଗରିବ ଓଡ଼ିଆଙ୍କର ପାଇସା ରେ ସେମାନେ ଆଜି ରାଜା । ଥରେ ବିଜେଡ଼ି ରେ MLA/MP ହେବା ପାଇଁ କେତେ ଅଯୋଗ୍ୟ ଲୋକ ଯେ ଆଶାଇ ତାର କାରଣ ଥରେ BJD re MLA MP ହେଲେ ଧନ ଲକ୍ଷ୍ମୀ ଆସିଲେ ବୋଲି ଜାଣ । ଭିକାରି MLA ୫ ବର୍ଷ ରେ ରାଜା ହେଇଯିବ। ନ ହେଲେ ଗୋଟେ କଥା ଟିକେ ଭାବନ୍ତୁ। ଏଠି ଗଣତନ୍ତ୍ର ର ହତ୍ୟା କରା ଯାଇଚି । କାହାର ନାମ ନେବିନି ଟିକେ ଭାବନ୍ତୁ ସବୁ ପୁରୁଣା ବିଜେଡ଼ି ବିଧାୟକ ୫ଥର ମାନେ ୨୫ବର୍ଷ ବିଧାୟକ ପରେ ବି ଆଜି ତାଙ୍କ ନିଜ ପୁଅ ଆଉ ଝିଅ ମାନେ ମନ୍ତ୍ରୀ ଆଉ ପୁଣି ବିଧାୟକ। ବା ରେ ଦୁନିଆ ଏବେ ବି ରାଜା ରଜୁଡ଼ା ପ୍ରଥା ଚାଲିଛି । ନିର୍ବାଚନ ପାଖେଇ ଆସିଲେ ଯେମିତି ସାରଥୀ ବାବା ଙ୍କ ର କିଛି ପୋଷା ଗୁଣ୍ଡା ଆଉ ବେଧ ଥିଲେ । ମିଛ ଗୁଣ ଗାନ କରିଥିଲେ ସାରଥୀ ବିଷୟରେ । ଭାବିଲେ ଆଣ୍ଠୁଆ ଗୋପାଳ ସାଜି କେତେ ଖୁସି ନ ନେଇକି ଆଉ ଖୋଲିକି କହିବିନି। ତାର ପୁରୁଷ ଜୀବନ କୁ ସାର୍ଥକ କରୁଛି କାହା ପାଇଁ। କିଛି ପୋଷା ଗୁଣ୍ଡା ଆପଣ ମାନେ ଭାବୁଛନ୍ତି କି ସରକାର ଚେଞ୍ଜ ହବ ତାହେଲେ ଭୁଲ୍ ୨୦୨୪ ନିର୍ବାଚନ ରେ ବି ବିଜେଡ଼ି ଆସିବ । ନବୀନ ବାବୁ ଯଦି ମରି ବି ଯାଆନ୍ତି ତାହାଲେ ତାଙ୍କ ଫଟୋ କୁ ଆମେ ଭୋଟ ଦେବା ଆଉ ଜିତେଇ ଦେବା । ଗୁମାସ୍ତା ବୁଝିବେ ସବୁ ।କେହି ବି ବଞ୍ଚେଇ ପାରିବେ ନାହିଁ ଓଡ଼ିଆ ଆଉ ଓଡ଼ିଶା କୁ କେବଳ ଜଗତର ନାଥ ଜଗନ୍ନାଥଙ୍କ ହିଁ ବିଚାର କରିବେ। ଆଉ ଦିନ ଆସିବ ଇଂରେଜ ଛାଡ଼ି ପଳେଇଲା ଭଳି ତାମିଲ ଲୋକ ବି ପାଲେଇବେ। ପୁଣି ହସି ଉଠିବ ଓଡ଼ିଶା। ମୋ ଓଡ଼ିଶା ଗୋଟେ ଗଣ ମାଧ୍ୟମ ର କଣ୍ଠ ରୋଧ କରା ଯାଉଚି କଣ ସତ କୁ ପ୍ରଚାର କି ପ୍ରସାର ନ କରିବା ପାଇଁ। So sad 😢

@subasjena1252
@subasjena1252 Жыл бұрын
Bjd dalare chatukar adhik hoigaleni Sethi pai bjd hatao odisha banchao. Tamil hatao odisha banchao
@kaibalyatripathy6037
@kaibalyatripathy6037 Жыл бұрын
Jay Jagannath 🙏🙏🙏 Mahaprabhu ama odia jati ra garba odia jati 1hoi tamil pandian ku pratibad Kari hatao
@biswambarnayak361
@biswambarnayak361 Жыл бұрын
Jay Jagannath 🙏 🙌
@sudhansubhusandash8764
@sudhansubhusandash8764 Жыл бұрын
Sir, one Tamil person had build lord shree jagannaths' temple.
@surendrabhuyan7465
@surendrabhuyan7465 Жыл бұрын
Sir Amit saha jetebele asithile apatajita madam nku bahre rakhi pandian ku daki kathaheithile
@jyotiprakashmishra2314
@jyotiprakashmishra2314 Жыл бұрын
Odissa basi ekathi huantu naveen ku hatantu request
@natureindian4346
@natureindian4346 Жыл бұрын
Choro bjd Tamil hatao odisha bancho
@akashkumarrout674
@akashkumarrout674 Жыл бұрын
Bjd hatao Odisha banchaooo 🌅
@swarnamohanty3121
@swarnamohanty3121 Жыл бұрын
Jota safa au kari bani?
@-eb7is
@-eb7is Жыл бұрын
ଜୟ ଶ୍ରୀ ଜଗନ୍ନାଥ
@ranjankandaranjankanda8565
@ranjankandaranjankanda8565 Жыл бұрын
Bjd hatao odisha banchao
@dineshghosh8575
@dineshghosh8575 Жыл бұрын
ଏ ଲୋକଟା କେବଳ ଭୁକେ କିନ୍ତୁ କାମୁଡି ବାର ସାମର୍ଥ ନାହିଁ। ଆଛା ମହାଶୟ ନବୀନ ପଟ୍ଟନାୟକ ସରକାର ର ପିଣ୍ଡ ଦାନ କରିଥିବା ସୋମୈ ପଟନାୟକ 19 ନିର୍ବାଚନରେ ଟିକେଟ ପାଇଁ କାହା ପାଦ ଚାଟି ଥିଲେ????????????????? ମରଦ ପୁଅ ଜଦି ଉତ୍ତର ଦିଅ
@ChandramaPradhan-yh1fp
@ChandramaPradhan-yh1fp Жыл бұрын
This is right...First Baijanta sir then Soumya sir and now NANDIGHOSH TV......Ea BJD ra gote fanda...Au 5 yr pare puni nua Jane prati election re Jane nua add huanti ...aeta kichi bada katha nuha..Ae election re NANDIGHOSH TV ra owner candidate hebe....ae katha kichi bada nuha..
@manoranjanpanda5536
@manoranjanpanda5536 Жыл бұрын
ଓଡିଶାର ସ୍ଵାଭିମାନ ଓଡିଶାବାସୀ ରଖନ୍ତୁ ଏଠି ନବୀନ ପଟ୍ଟନାୟକ କିଏ? ଯାହା ଶାସନ କରିଵ ତାହା କଣ ଠିକ୍, ଆମେ ଆମ ଶାସନ ଡୋରି ନିଜେ ଧରିବା, ପ୍ରବାଦ ଅଛି ଆମ ଵିଲେଇ ଆମକୁ ମିଆଁଉ, ଜୟ ଜଗନ୍ନାଥ,
@kaibalyatripathy6037
@kaibalyatripathy6037 Жыл бұрын
Jay Jagannath 🙏🙏🙏 ame odia bhari badhia👌
@sandeepnayak8062
@sandeepnayak8062 Жыл бұрын
Bayajanta babu nka Saha hela belaku Somya babu kouthi thile
@sureshswain
@sureshswain Жыл бұрын
Again BJD will come. Whatever he may be
@binodinibiswal1622
@binodinibiswal1622 Жыл бұрын
Pada chati chati pramila malik ku bachaspati pada milila.....
@SudhirPradhan-th8im
@SudhirPradhan-th8im Жыл бұрын
ଶଙ୍ଖ କୁ ଆଉ ଭୋଟ ଦିଅନି ଭାଇମାନେ ଦେଖିବ ତମ ସ୍ତ୍ରୀ ଆଉ ଭଉଣୀ ଙ୍କ ସହ ଏମାନେ ଖରାପ ଆଚରଣ କରିବେ ଆପଣ ସହି ପାରିବେତ
@BALARAMKISKUBX9Z
@BALARAMKISKUBX9Z Жыл бұрын
Right sir ❤
@rajendrarajput8469
@rajendrarajput8469 Жыл бұрын
Good Statement Sir Jay Shree Jagannath Swami 🙏 🙏 🙏
@kalpatarugauntia2942
@kalpatarugauntia2942 Жыл бұрын
ଜଗନ୍ନାଥଙ୍କ ପ୍ରତି ଧ୍ୟାନ ଦିଅନ୍ତୁ ରାଜନୀତି କଥା ବନ୍ଦ କରନ୍ତୁ
@SKJ-vh8kv6rp9l
@SKJ-vh8kv6rp9l Жыл бұрын
ମାଘିଆ ପାଣ୍ଡିଆନ୍ କୁ ଯଥା ଶୀଘ୍ର ଓଡିଶାରୁ ତଡା ଯାଉ
@rahul-zm7mo
@rahul-zm7mo Жыл бұрын
odisha basi tamil aau ajogya Naveen hotao 🙏🙏🙏🙏🙏🙏
@nagardeepsethy5973
@nagardeepsethy5973 Жыл бұрын
Apana mana kichhi kariparba nahi karana Odisha ra akata nahi
@sureshswain
@sureshswain Жыл бұрын
Bhai ethi samaste padachata. Swartha sarigala pare padachata stop heijae,
@sunitasahoo1884
@sunitasahoo1884 Жыл бұрын
Are you very honest?
@priyaranjanmaharaj8805
@priyaranjanmaharaj8805 Жыл бұрын
💯 percent right 👍
@ranjitsahoo9806
@ranjitsahoo9806 Жыл бұрын
I want join in Jay Jagannath sena
@nikunjaray7444
@nikunjaray7444 Жыл бұрын
Jete kahele Bagavat.....
@kumarmanoj8873
@kumarmanoj8873 Жыл бұрын
Very good
@manojpalai7855
@manojpalai7855 Жыл бұрын
🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@kiranparida2499
@kiranparida2499 Жыл бұрын
Right
@subhrajyoti7809
@subhrajyoti7809 Жыл бұрын
ଏ ଶଳା ନେତା ଙ୍କୁ ଆଗ ପିଟ ସବୁ ସାବଡ଼ ହବ
@ranjansubhadf-vc9xo
@ranjansubhadf-vc9xo Жыл бұрын
Right piku nana Jay jagannath
@ranjansahoo4391
@ranjansahoo4391 Жыл бұрын
Ethi birodhi sanita nuhanti.
@Sanjaylifestylev
@Sanjaylifestylev Жыл бұрын
Right
@mrutyunjayasingh9703
@mrutyunjayasingh9703 Жыл бұрын
SATYA BHAINA...JAI JAGANNATH
@freetubeseries3337
@freetubeseries3337 Жыл бұрын
BJD ଗୋଟେ ପାଦ ଚଟ କୁକୁର ମାନେ
@pramodsatapathy9305
@pramodsatapathy9305 Жыл бұрын
Nabin ab jahangir and pandian rulling like nurjahan
@narasingabaskey9805
@narasingabaskey9805 Жыл бұрын
Ethikara sabu BJD neta nka pakhare koti koti corruption mani rakhichhanti sethi pain se mane bjd against kichhi kahiparunahanti
@sscreation6814
@sscreation6814 Жыл бұрын
ତୁ ବଡ଼ ଚାଟୁକାର
@prashantaparida-n4z
@prashantaparida-n4z Жыл бұрын
Jay Jagannath🙏🙏🙏🙏
@lalpatimohanta571
@lalpatimohanta571 Жыл бұрын
ଏ ଥର ବିଜେଡି ଗଲା ।
@bijaykumarbagh1966
@bijaykumarbagh1966 Жыл бұрын
Right 💯
@arjunsahoo-df1oz
@arjunsahoo-df1oz Жыл бұрын
Somaya babu wel come
@AbcDef-l2z1l
@AbcDef-l2z1l Жыл бұрын
🙏🙏🙏👍
@SSamantaray0007
@SSamantaray0007 Жыл бұрын
💯
@bhanupriyapradhan9580
@bhanupriyapradhan9580 Жыл бұрын
❤ ❤❤
@dipakkumar6629
@dipakkumar6629 Жыл бұрын
❤❤❤❤
@baradakantatripathy5137
@baradakantatripathy5137 Жыл бұрын
Pandian gote chora .ta ra munda kete se desa chaleiba
@bibhutikabisatapathy8912
@bibhutikabisatapathy8912 Жыл бұрын
Tu kia❓
@subhasispanda9006
@subhasispanda9006 Жыл бұрын
Bjd Guadaraj chalechhi Odisha re..sabu ekathi hua e sarkar ku hatao
@kailashsahu6104
@kailashsahu6104 Жыл бұрын
Nandighose TV badmash chanel, paisa khiya
@LilyPatra-h5h
@LilyPatra-h5h Жыл бұрын
Yes sir
@adsucessforallcontent8387
@adsucessforallcontent8387 Жыл бұрын
Perfect bjd ku hatooo
@ranjannayak3591
@ranjannayak3591 Жыл бұрын
ଠିକ୍
@ambarishswain3233
@ambarishswain3233 Жыл бұрын
Sabash
@Nalinikantadas-z7n
@Nalinikantadas-z7n Жыл бұрын
Bhai thik kahuchanti. Odia loka AK hua
@prasantadas87
@prasantadas87 Жыл бұрын
Right 👍
@mmcmixtv2024
@mmcmixtv2024 Жыл бұрын
🙏
@basudevbeherabb
@basudevbeherabb Жыл бұрын
ଖାଲି ରାଜନୀତି ଆଉ କିଛି ନାହିଁ ଓଡ଼ିଶା ର ମଙ୍ଗଳ କାମନା କରନ୍ତୁ 🙏🙏 ଜୟ ଜଗନ୍ନାଥ 🙏🙏
@MarreroStephanie
@MarreroStephanie Жыл бұрын
Katha hela BJP wala CBI dakibe ta ??na Parliament re support pain se bhi pada chatibe
@dasharathadas6169
@dasharathadas6169 Жыл бұрын
Very nice
@ajaydixit6914
@ajaydixit6914 Жыл бұрын
Thank you sir
@dibyasinghamahapatro3994
@dibyasinghamahapatro3994 Жыл бұрын
You are the best,Jay jagannath
@SanjayaMohapatra-i1v
@SanjayaMohapatra-i1v Жыл бұрын
JAYA JAGANNATH
@dehurydillip
@dehurydillip Жыл бұрын
Thik dada
@krishnapradhan9332
@krishnapradhan9332 Жыл бұрын
100% right sir 🙏🙏🙏🙏🙏🙏
@RR-wp8jt
@RR-wp8jt Жыл бұрын
ନବୀନା ଚାଉଳ ଜିନ୍ଦାବାଦ ପାଣ୍ଡୁ ବାବୁଙ୍କର ଜୟ ହେଉ।
@satyasahoo-pj5eq
@satyasahoo-pj5eq Жыл бұрын
❤❤❤❤❤
@rohitpradhan-fi7ln
@rohitpradhan-fi7ln Жыл бұрын
Correct 💯
@RashmikantaGhadei
@RashmikantaGhadei Жыл бұрын
Mla,mp sabu sachibara kukura and mantri sabu chakara
@Adhirbhanja
@Adhirbhanja Жыл бұрын
Right statement nandighosa chora tv
@amitabsamal4118
@amitabsamal4118 Жыл бұрын
Good idology ja politics ra ashani bjd ra borodhi apna bjp jibani ta saithi bii chala apna independent puri ru stand karantu.
@phusphusss
@phusphusss Жыл бұрын
Sabu tamil balanku hata
@rabindrasahoo1394
@rabindrasahoo1394 Жыл бұрын
Jago odia jago.....
@manojkumarpanda5399
@manojkumarpanda5399 Жыл бұрын
😂
5PM Headlines ||| 1st October 2024 ||| Kanak News |||
2:32
Kanak News
Рет қаралды 3,4 М.
Nastya and balloon challenge
00:23
Nastya
Рет қаралды 69 МЛН
Ozoda - Lada ( Ko’k jiguli 2 )
06:07
Ozoda
Рет қаралды 15 МЛН
Офицер, я всё объясню
01:00
История одного вокалиста
Рет қаралды 4,5 МЛН
Will Dinakrushna & Co Loose Their Jobs ? | No Comments
3:43
Nirbhay
Рет қаралды 3,9 М.
ENGLISH SPEECH | PALKI SHARMA: India's Right Path (English Subtitles)
14:44
Pakistan need 14 runs from 11 balls against india |  2004 | WHO GONNA WIN
12:30
Master Class Cricket_IN
Рет қаралды 43 МЛН
Nastya and balloon challenge
00:23
Nastya
Рет қаралды 69 МЛН