Bureaucract Misutilising Power To Visit Lord Jagannath, Says Piku Patnaik

  Рет қаралды 293,551

Kanak News

Kanak News

Күн бұрын

Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.co...
Twitter :- / kanak_news
Telegram :- t.me/kanaknews...
#KanakNews #Odisha #pikupatnaik

Пікірлер: 1 800
@ManmathaBihari98
@ManmathaBihari98 Жыл бұрын
ହଁ ବନ୍ଦ କରିବା ଦରକାର ବିଜେଡି ଗୋଟେ ଧନ୍ଦା ଚଲେଇଛି , ଠିକ କଥା ଆମ କାଳିଆକୁ ଠିକରେ ଦେଖି ହେଉନାହିଁ 😢😢😢
@DIPU-1997
@DIPU-1997 Жыл бұрын
ମୁଁ ଆପଣଙ୍କ କଥାରେ ଏକମତ , କାଳିଆ ପାଇଁ ଗୋଟେ ଦିନ ବନ୍ଦ ହଉ ଓଡିଶା , ଜୟ ଜଗନ୍ନାଥ 🙏🏻
@Introvert___radhe
@Introvert___radhe Жыл бұрын
ମୁଁ ସମର୍ଥନ କରୁଛି ଜୟ ଶ୍ରୀ ଜଗନ୍ନାଥ 🙏🏻🙏🏻ଜୟ ଜଗନ୍ନାଥ ସେନା ❤
@pabitramohanty8510
@pabitramohanty8510 Жыл бұрын
Mu bi samrth karuchhi bhai 👍🙏
@SANJAYKUMARHOTA-np9fj
@SANJAYKUMARHOTA-np9fj Жыл бұрын
My
@durgaprasaddas3732
@durgaprasaddas3732 Жыл бұрын
👍👍👍
@DesiVlogger8293
@DesiVlogger8293 Жыл бұрын
ଆପଣଙ୍କ କଥା ରେ ମୁଁ ବି ସମର୍ଥନ କରୁଛି ଜୟ ଜଗନ୍ନାଥ ଜୟ ଓଡ଼ିଶା
@Jitu22488
@Jitu22488 Жыл бұрын
ମୁଁ ବିସମର୍ଥନ
@jyotirmayjena1869
@jyotirmayjena1869 Жыл бұрын
ଅକ୍ଟୋବର ୩ ଓଡିଶା ବନ୍ଦ କୁ ଆମେ ବାଲେଶ୍ଵର ବାସୀ ପୁରା ସମର୍ଥନ କରୁଛୁ। ଜୟ ଜଗନ୍ନାଥ । ବିଜେଡି ହଟାଓ ଓଡିଶା ବଞ୍ଚାଓ ।
@Nathabehera-g5s
@Nathabehera-g5s Жыл бұрын
ଜୟ ଜଗନ୍ନାଥ
@soul_of_chemistry
@soul_of_chemistry Жыл бұрын
Jay Jagannath
@brinnovative6835
@brinnovative6835 Жыл бұрын
ମୁଁ ସମର୍ଥନ କରୁଛି ଜଗନ୍ନାଥ ସେନାକୁ 🚩🚩🚩
@laxmipriyasahu7900
@laxmipriyasahu7900 Жыл бұрын
ଯେଉଁଠି କାଳିଆ ଉପରେ ଏମିତି ଚାଲିଛି ସେଠାରେ ଆମର ଅବସ୍ଥା କଣ ହେବ।ଜାଗି ଉଠ ଜନତା।ଜୟ ଜଗନ୍ନାଥ
@sureshmaharana9443
@sureshmaharana9443 Жыл бұрын
ଠିକ୍ କହିଛନ୍ତି ସାର୍ ପାଣ୍ଡିଆନ୍ କୁ ଓଡିଶାରୁ ହଟାଓ ସିଏ କିଏ ହୋ ଓଡିଶା ରେ ସାଶନ କରିବ ଜୟ ଜଗନ୍ନାଥ 🙏🙏🙏
@arunkumarmishra9212
@arunkumarmishra9212 Жыл бұрын
ଆପଣ 100 % ଠିକ୍ କଥା କହୁଛନ୍ତି, ଆପଣ ପ୍ରକୃତରେ ଅନୁଭବ କରୁଛନ୍ତି, ଆଗରୁ କଣ ବହୁତ୍ ଲୋକ ଆସୁନଥିଲେ? ଏବେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାପାଇଁ ଭକ୍ତ ବହୁତ୍ ହଇରାଣ ହେଉଛନ୍ତି, ଦୟାକରି ଏଭଳି ଲାଇନ୍ ସିଷ୍ଟମ କୁ ଉଠାନ୍ତୁ, ଜୟ ଜଗନ୍ନାଥ
@rameshsethi1280
@rameshsethi1280 Жыл бұрын
ଠିକ କଥା କହିଛନ୍ତି ଆଜ୍ଞା 100%👌👌
@ramkrishnapadhi1550
@ramkrishnapadhi1550 Жыл бұрын
😊
@sambhumohalik8926
@sambhumohalik8926 Жыл бұрын
ମୁଁ ସମର୍ଥନ କରୁଛି, ଏ କଥା ସବୁ ଠିକ।
@SKJ-vh8kv6rp9l
@SKJ-vh8kv6rp9l Жыл бұрын
ସାର୍ ଆପଣଙ୍କୁ କୋଟି କୋଟି ଜୁହାର।ମୁଁ ଆପଣଙ୍କର ବଡ ଫ୍ୟାନ୍।ଜୟଜୟ ଜଗନ୍ନାଥ🙏👏🌹🌷
@successlearners7498
@successlearners7498 Жыл бұрын
2024ରେ BJD ଧରାଶାୟୀ ହେଉ। ଜୟ ଜଗନ୍ନାଥ
@arantechnical4547
@arantechnical4547 Жыл бұрын
ଆଞା ଓଡ଼ିଶାରେ ବିରୋଧୀ ଦଳ ଠିକ ନାହାନ୍ତି ସେଥିପାଇଁ ଏଠି ଅଣ ଓଡିଆ ଶାସନ ଚାଲିଛି। ବିରୋଧୀ ଠିକ୍ ଥିଲେ ଏମିତି ହୁଅନ୍ତାନି। ଜୟ ଜଗନ୍ନାଥ 🙏🙏🙏
@Chikun_Likun55
@Chikun_Likun55 Жыл бұрын
Bhai pura thik katha ta kahila hele haba kemity ame Mane thik rahile haba
@villagelife2735
@villagelife2735 Жыл бұрын
Bhai thik katha
@arantechnical4547
@arantechnical4547 Жыл бұрын
@@villagelife2735 ♥️
@arantechnical4547
@arantechnical4547 Жыл бұрын
@@Chikun_Likun55 ♥️
@brahmanandamurmu9333
@brahmanandamurmu9333 Жыл бұрын
Semane b bikri heijaichanti
@susilmohapatra5956
@susilmohapatra5956 Жыл бұрын
ମୁଁ ସମର୍ଥନ କରୁଚି ଜୟ ଜଗନ୍ନାଥ ମହାପ୍ରଭୁ 🙏🏻🙏🏻🙏🏻
@gupteswarpurohit7612
@gupteswarpurohit7612 Жыл бұрын
ଆସନ୍ତୁ, ପୂର୍ବପରି ଖୋଲା ଦର୍ଶନ ପାଇଁ ଆମେ ସମସ୍ତେ ସରକାରଂକ ଉପରେ ଚାପ ପକେଇବା।
@pritiranjandas5875
@pritiranjandas5875 Жыл бұрын
ଏକଦମ ଠିକ୍ କହୁଛନ୍ତି ଭାଇ ଆମର 🙏🙏🙏
@brundabansingh9319
@brundabansingh9319 Жыл бұрын
ଜୟ ଜଗନ୍ନାଥ... ଓଡ଼ିଶାର ସମସ୍ତ ଜନସାଧାରଣ ଏକ ହୁଅନ୍ତୁ।
@ramkrishnapadhi1550
@ramkrishnapadhi1550 Жыл бұрын
😊
@Biswa-Ranjan04
@Biswa-Ranjan04 Жыл бұрын
ଠିକ କଥା କହିଛନ୍ତି ଭାଈ
@aswinikumar357
@aswinikumar357 Жыл бұрын
ପାଣ୍ଡିଆନ୍ କୁ ତଡାଯାଉ
@Chikun_Likun55
@Chikun_Likun55 Жыл бұрын
Tamil sasana lagiba jadi ame Mane ekajut na haba
@purnachandraprusti3602
@purnachandraprusti3602 Жыл бұрын
It is hightime.ଚାଟୂକାର ମାନଙ୍କୁ ଥାପଡ ଦରକାର
@tophankumarpradhan8371
@tophankumarpradhan8371 Жыл бұрын
ନବୀନ ବାବୁ ବିଜୁବାବୁଙ୍କ ପୁଅ ନୁହଁ ବୋଧେ?...ବାପ ଗୁଣ ଟିକେ ହେଲେ ନାହିଁ,...ଖାଲି ହାଣ୍ଡିଆ ମାରିକି ଶୋଉଛି... ପାଣ୍ଡ ନବୀନ ବାବୁ ଟିଭି ରୁ ଓଡ଼ିଆ ଚାନେଲ କାଟିଦେଇଛି...ନବୀନ ଆଉ କିଛି ଜାଣିପାରୁନି...😂😂😂😂😂😂😂
@sashikantamalik4267
@sashikantamalik4267 Жыл бұрын
ଭାଇ ମାନେ ଖାଲି ଜୟ ଜଗନ୍ନାଥ ଲେଖି ଦେଇ ଆମ କର୍ତ୍ତବ୍ୟ ରୁ ପଛ ଘୁଂଚା ଦେବା ଠିକ୍ ନୁହେଁ। ଆମ ଜଗନ୍ନାଥ, ଆମ ଶ୍ରୀ ମନ୍ଦିର, ଆମ ଓଡ଼ିଶା, ଆମ ଭାଷା, ଆମ ମାରି, ଆମ ଖଣି, ଆମ ଲିଙ୍ଗରାଜ, ଆମ ସମଲେଇ ପୀଠ, ଆମ ବଳଦେବୀଉ ପୀଠ, ଆମ ସାରଳା ପୀଠ , ଆମ ତାରିଣୀ ପୀଠ, ଆମ ଭଦ୍ର କାଳୀ ପୀଠ, ଆମ ବିରଜା ପୀଠ, ଆମ କପିଳାସ, ଆମ ମାଣିକେଶ୍ଵରୀ, ଆମ ବୁଢ଼ୀ ଠାକୁରାଣୀ ,ଆମ ରଜ,ଆମ ନୂଆଖାଇ, ଆମ ପର୍ବ, ପର୍ବାଣୀ କୁ ବଞ୍ଚାଇବାକୁ ହେଲେ ବିଜୁ ବାବୁ, ମଧୁ ବାବୁ, ଗୋପବନ୍ଧୁ ,ବ୍ୟାସ କବି ଙ୍କ ସ୍ବପ୍ନ କୁ ସାକାର କରିବାକୁ ହେଲେ ଏ ବିଜେଡ଼ି ସରକାର ଆଉ ତାମିଲ ଶାସନ କୁ ହଟାଓ। ଦେଖାଇ ଦିଏ ଉତ୍କଳର ସନ୍ତାନ କାହାର କ୍ରିତ ଦାସ ନୁହେଁ, ଆମ ସିଂହ , ଆମେ ଯୋଦ୍ଧା ଆମ ସ୍ଵତନ୍ତ୍ର । ମା ଭାରତୀ ର ପବିତ୍ର ବକ୍ଷରେ ସ୍ଵତନ୍ତ୍ର ଆମେ ଉତ୍କଳ ବାସୀ। ଜୟ ଜଗନ୍ନାଥ
@bhagabanbeherabhagaban4661
@bhagabanbeherabhagaban4661 Жыл бұрын
Jay jagannath, ଆଜ୍ଞା ମୋର ଗୋଟିଏ ପ୍ରଶ୍ନ ମିଡିଆ ଭାଇ ମାନଙ୍କ ଦ୍ଵାରା ସାରା ଓଡ଼ିଶା ବାସିଙ୍କୁ। ଯଦି ଗୋଟିଏ ଅଣ ଓଡିଆ ଲୋକ ତାର ଜାତି, ତାର ଗୋତ୍ର, ତାର ଧର୍ମ, ତାର ବର୍ଣ୍ଣ ଆମକୁ ଅସ୍ପଷ୍ଟ। ଯିଏକି ଆସିଥିଲା ସଚିବ ହୋଇ, ଭୂମିକା ନିଭଉଛି ଆଜି ସେ ମୁଖ୍ୟମନ୍ତ୍ରୀ ହୋଇ। ନା ତା'ର ପାଣ୍ଡିଆନ ଲୁଟିନବାକୁ ଆସିଛି ଆମ ମୂଳଧନ ।ଜାଗରେ ଜନତା ଜାଗ, ପାଣ୍ଡୁର ଅତ୍ୟାଚାର ସହିହେଉ ନାହିଁ। କିଛି ବାଟ ଗୋଟେ ନିଶ୍ଚିନ୍ତ କର। ଜୟ ଜଗନ୍ନାଥ
@suryamanidas7908
@suryamanidas7908 Жыл бұрын
ଠିକ୍ କହିଛନ୍ତି ଆଜ୍ଞା। ଖାଲି ପଣ୍ଡିଆଁ ର ନୁହେଁ ଲକ୍ଷ୍ୟ ଲକ୍ଷ୍ୟ ଶ୍ରଦ୍ଧାଳୁ ଙ୍କର ଇଚ୍ଛା ଜଗନ୍ନାଥ୍ ଙ୍କୁ ଟିକେ ପାଖରୁ ଦର୍ଶନ ପାଇଁ । ସେ କନ୍ ମୁଣ୍ଡି ଲୋକ କି ଜୟ ବିଜୟ ଦ୍ଵାର ରୁ ଦର୍ଶନ କରିବ
@Chikun_Likun55
@Chikun_Likun55 Жыл бұрын
Are bhi se IAS officer se kan MLA na MP taku priority diajauchi
@alokjena2974
@alokjena2974 Жыл бұрын
ପ୍ରଭୁ ଜଗନ୍ନାଥ ତମକୁ ସହା ହୁଅନ୍ତୁ.ଆମେ ଓଡ଼ିଶା ବସି ତମ ସହିତ ଅଛୁ. ଜୟ ଜଗନ୍ନାଥ,🙏🙏🙏
@sasmitamuduli5348
@sasmitamuduli5348 Жыл бұрын
ବିନାଶ ସମୟ ଆସିଲାଣି ତାର, ବୁଦ୍ଧି ଭ୍ରଷ୍ଟ ହେଲାଣି ପ୍ରଭୁ jagannath 🙏 ତାର ବିଚାର ବିଚାର କରିବେ କଳ୍କୀ ଅବତାର ହେଇ ପ୍ରଭୁ ତାର ବିନାଶ କରନ୍ତୁ,jay jagannath 🙏 ଓଡ଼ିଶା ବାସୀ ଙ୍କୁ ବଞ୍ଚାଅ ପ୍ରଭୁ,
@rabindrapradhan7646
@rabindrapradhan7646 Жыл бұрын
ଅଖେୟ ହେଉ ପୁଣ୍ୟ ଯଗତେ ଧରମର ହେବ ଯୟ। ଯୟ ଜଗନ୍ନାଥ ।
@susantsusant1041
@susantsusant1041 Жыл бұрын
ଆଃ କଣ କହିଲ,ମନ ଭରି ଗଲା ମୋ ମତରେ CM ବଦଳିଲେ ଓଡ଼ିଶା ବଦଳିବ😊 ଜୟ ଜଗନ୍ନାଥ 🙏🙏🙏🙏
@sanjaysahoo5544
@sanjaysahoo5544 Жыл бұрын
ଝିଅ ମାନେ ଗୋଲାପ ଦେଲେଣି 😂 ପାଣ୍ଡ ତ କରୁଚି 😂 ପାଣ୍ଡ ପାଣ୍ଡ 😂😂😂😂😅😅😅😅
@entertainment4you...974
@entertainment4you...974 Жыл бұрын
My full support to Jagannath sena.....TAMIL HATAO ODISHA BADHAO......we support your ODISHA BANDH
@RashmiSirAtoZ
@RashmiSirAtoZ Жыл бұрын
ମୋର ସମ୍ପୂର୍ଣ୍ଣ ସମର୍ଥନ ଜୟ ଜଗନ୍ନାଥ 🙏 ଚାରିଦ୍ୱାର ଖୋଲୁ
@bairagibehera6011
@bairagibehera6011 Жыл бұрын
ବିଜେଡି କୁ karani
@BibhusundarPattnaik-o5o
@BibhusundarPattnaik-o5o Жыл бұрын
ଠିକ୍ କଥା ସାର୍ ଯିଏ କହିଲା ସେ ଖରାପ ଏଠି ସଚିବ ଆଇନ୍ କାନୁନ୍ ଚାଲିଛି ଚାଲୁ ଓଡ଼ିଆ ତ ଗୁଲାମ ଥିଲା ଅଛି ଆଗୁକୁ 🤫🤫🤫🤫 ଜନତା ସବୁ ଜାଣାନ୍ତ ଚାଲୁ ଜୟ ଜଗନ୍ନାଥ 🙏
@dipakpradhan3007
@dipakpradhan3007 Жыл бұрын
It is not a speech, it is reality ❤
@dibyalochan8284
@dibyalochan8284 Жыл бұрын
A କେବଳ ଜଗନ୍ନାଥ ସେନା ର ସ୍ଵର ନୁହଁ a ପୁରୀ ବାସୀଙ୍କ ସ୍ଵର .ଧନ୍ୟବାଦ ଭାଇ ଆମ ସ୍ଵର କୁ ସମସ୍ତଙ୍କ ଆଗରେ ପ୍ରକାଶ କରିଥିବାରୁ. ମହାପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ. ଜୟ ଜଗନ୍ନାଥ
@prasantsahoo7348
@prasantsahoo7348 Жыл бұрын
ପୁରୀ ଜିଲ୍ଲାର ସମସ୍ତ ଲୋକ ସହଯୋଗ କରିବା ଉଚିତ୍ କାଳିଆ ସାଆନ୍ତ କୁ ଟିକେ ଦର୍ଶନ କରି ବା ପାଇଁଁ
@dibyaranjan3454
@dibyaranjan3454 Жыл бұрын
ମେଣ୍ଢା ଗଧ ଓଡିଆ ଲୋକେ ଟିକେ ବୁଝିବା ହେଉ।କେତେଦିନ ଶୁଇରହିବ???
@surjeetmalik7379
@surjeetmalik7379 Жыл бұрын
Abouslutly , You are right speech in our society and Lord Jagannath 🙏🙏 This advice obey in our state government and constitution 👍👍👍
@babunimaharana1582
@babunimaharana1582 Жыл бұрын
ଓଡ଼ିଆ ଲୋକ ହେଲେ ପାଗଳ ପୁଣି ନବୀନ ପଟ୍ଟନାୟକଙ୍କୁ ଭୋଟ ଦେବେ ତାପରେ ମରିବେ
@lalpatimohanta571
@lalpatimohanta571 Жыл бұрын
ଜୟ ଜଗନ୍ନାଥ। ପାଣ୍ଡିଆନ କୁ ଓଡ଼ିଶା ରୁ hatantu ଓ ବିଜେଡି କୁ ମୂଳରୁ Dhansha କରାଯାଉ । ଜୟ ଜଗନ୍ନାଥ।
@DesiVlogger8293
@DesiVlogger8293 Жыл бұрын
ବହୁତ୍ ଭଲ କଥା ଟେ କଇଲ ଆଜ୍ଞା ମୁଁ ସମର୍ଥନ କରୁଛି ଆପଣଙ୍କ କଥା ରେ ଜୟ ଜଗନ୍ନାଥ ନୟନ ପଥଗାମୀ ଭବ ତୁମେ ତୁମେ ହିଁ ସାହା ଭରଷା ଜୟ ଜଗନ୍ନାଥ ଜୟ ଓଡ଼ିଶା
@radhakantapanigrahi188
@radhakantapanigrahi188 Жыл бұрын
ଏମିତି ଭାବଧାରା ପାଇଁ ଅଶେଷ ଅଶେଷ ଧନ୍ୟବାଦ 🙏🏼🙏🏼🙏🏼🙏🏼ସବୁ ଓଡିଶା ବାସୀ ପ୍ରକୃତ ସତ୍ୟ ଅବଗତ ହେବା ଦରକାର
@kailashchandrapolai9466
@kailashchandrapolai9466 Жыл бұрын
ଏ ପାଣ୍ଡିଆ କୁ ଓଡ଼ିଶାର ସମସ୍ତେ ଵିରୋଧ କରନ୍ତୁ,ଏ ଵେ ନୁହେଁ ତ କେବେ ବିରୋଧ କରିବା,ନେଡି ଗୁଡ଼ କହୁଣୀକୁ ଵୋହି ଗଲେ କ'ଣ ବିରୋଧି କରିବା, ଜଗନ୍ନାଥ ସେନା କୁ୍ ପୁରା ସପୋର୍ଟ କରିବାକୁ ମୋର ଆପଣଙ୍କୁ ଅନୁରୋଧ, ଜୟ ଜଗନ୍ନାଥ
@ranjankumarbarik591
@ranjankumarbarik591 Жыл бұрын
ଆଜ୍ଞା ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍
@mraja3119
@mraja3119 Жыл бұрын
ନବୀନା ଗୋଟେ ଅନ୍ଧ ମୁକ ବଧିର ଓ କୋମା ରୋଗୀ, କେବଳ ଜାଲ ଦସ୍ତଖତ ରେ ସବୁ ଚାଲିଚି, ଜୟ ଜଗନ୍ନାଥ 👌
@bikrampal784
@bikrampal784 Жыл бұрын
ଭାଇନା ଆପଣ ଙ୍କୁ ବହୁତ ଧନ୍ୟବାଦ ଆପଣ ଙ୍କ କଥା ସତ ଜୟ ଜଗନ୍ନାଥ
@ramkrishnapadhi1550
@ramkrishnapadhi1550 Жыл бұрын
😊
@giridharimajhi7565
@giridharimajhi7565 Жыл бұрын
ମୁଁବି ତମ ବାର୍ତ୍ତାକୁ ସମର୍ଥନ କରୁଛୁ🙏🙏🙏3 ଜୟ ଜଗନ୍ନାଥ 🙏🙏🙏
@mohantyranjankumar
@mohantyranjankumar Жыл бұрын
ଉଠ କଙ୍କାଳ,ଜାଗ ଦୁର୍ବଳ,ଛିଡୁ ..
@santanudas5281
@santanudas5281 Жыл бұрын
ପ୍ରକୁତ ରେ ସତ କଥା କହିଛନ୍ତି ଜୟ ଜଗନ୍ନାଥ 🙏🙏🙏
@pravatbiswal.4806
@pravatbiswal.4806 Жыл бұрын
Absolutely Right ମୁଁ ଆପଣଙ୍କୁ ସମର୍ଥନ କରୁଛି ….ଜୟ ଜଗନ୍ନାଥ 🚩
@manoranjan647
@manoranjan647 Жыл бұрын
🎉ଆପଣ ଅତି ସୁନ୍ଦର ପ୍ରଶ୍ନ ପଚାରି ଛନ୍ତି। ବର୍ତ୍ତମାନ ପାଇଁ ବଡ଼ ଚିନ୍ତାର କାରଣ । ଯେଉଁ ମାନେ କଥାକୁ ବୁଝିବେ ଓ ଯେଉଁ ମାନଙ୍କ ପାଇଁ ଓଡ଼ିଶା ଗର୍ବିତ ସେହି ବଂଧୁ ମାନଙ୍କ ସଂଖ୍ୟା କମ୍। ମାଗଣା ପାଇବା , ବିନା ପରିଶ୍ରମରେ ଅଧିକ ରୋଜଗାର ଆସାଈଙ୍କ ସଂଖ୍ୟା ଅଧିକ ଥିବାରୁ ଏ ଭଳି ପରିସ୍ଥିତି। ଟାକ୍ସ ଦେଉଥିବା ବ୍ୟକ୍ତି ବା ଅନୁଷ୍ଠାନ ମାନେ ରାଜ୍ୟବାସୀଙ୍କ ପ୍ରଗତୀ ଉପରେ ପ୍ରଶ୍ନ କରନ୍ତୁ। ସନ୍ତୋଷ ଜନକ ଉତ୍ତର ନ ପାଇଲେ ଟ୍ଟାକ୍ସ ଦେବା ବନ୍ଦ କରନ୍ତୁ। ବୁଦ୍ଧିଜୀବୀ ଓ ସ୍ଵାଭିମାନୀ ଓଡ଼ିଆମାନେ ବନ୍ଦ କାରିଙ୍କୁ ସମସ୍ତ ପ୍ରକାର ସହଯୋଗ କରନ୍ତୁ। ଆପଣ ମାନଙ୍କ ବିଚାର।ଧନ୍ୟବାଦ ସାର ଆଗକୁ ବହୁତ ସୁନ୍ଦର ସୁନ୍ଦର ସନ୍ଦେଶ ଏମିତି ୟୁଟୁବ ମାଧ୍ୟମରେ ଦେବେ ।ଆପଣ ଯାହା କୁହନ୍ତି ସତ କୁହନ୍ତି।
@ridhikanta
@ridhikanta Жыл бұрын
4 dwar kholiba nihati darkar we support odisha band 🙏
@tusarkantasahu1064
@tusarkantasahu1064 Жыл бұрын
ଜୟ ଜଗନ୍ନାଥ... ଆଇନ୍ ସମସ୍ତ ଙ୍କ ପାଇଁ ସମାନ୍.. ତେବେ ସାଧାରଣ ଓଡ଼ିଆ ପାଇଁ ଗୋଟେ,... ଆଉ ଓଡିଆ ଦ୍ଵାରା, ଓଡ଼ିଆ ପଇସା, ଓଡ଼ିଆ ଭୋଟ ପାଇ vip ପାଇଁ ଆଉ ଗୋଟେ ନିୟମ... ଏହା କଣ ଗଣତନ୍ତ୍ର ପ୍ରତି ସମ୍ମାନ...???
@kumarbighna8189
@kumarbighna8189 Жыл бұрын
ମନର ଖୋଲାକଥା 👍 jay Jagannath 🙏
@ratankumarmahapatra7086
@ratankumarmahapatra7086 Жыл бұрын
ହେ ମହାପ୍ରଭୁ ତୁମେ ହିଁ ଭରଷା ଓଡ଼ିଶାକୁ
@indiawale9384
@indiawale9384 Жыл бұрын
ଜୟ ଜଗନ୍ନାଥ ସେନା, ଜୟ ଓଡ଼ିଶା, ସତରେ ପଣ୍ଡିଆନର ଉପଦ୍ରବ ଆଉ ସହି ହେଉନି ହେ କାଳିଆ ସାଆନ୍ତେ......
@Hariharpatra07
@Hariharpatra07 Жыл бұрын
ଜୟ ଜଗନ୍ନାଥ ମହା ପ୍ରଭୁ 🙏🌄🌄🙏
@manojpattanaik1840
@manojpattanaik1840 Жыл бұрын
All the devotees of Lord Jagannath should be united against Kanchi Dalal pandu
@MUSICWORLD-te8xu
@MUSICWORLD-te8xu Жыл бұрын
Jay jagannath ⭕‼️⭕ ପାଣ୍ଡୁ, ପାଣ୍ଡେ, ପାଣ୍ଡବ, ଙ୍କୁ ମାଗଣା ରସଗୋଲା ଦିଆଯାଉ
@babunamallick5594
@babunamallick5594 Жыл бұрын
ଆପଣ ଠିକ୍ କହୁଛନ୍ତି ସାର୍, ଜୟ ଜଗନ୍ନାଥ 🙏
@ramkrishnapadhi1550
@ramkrishnapadhi1550 Жыл бұрын
😊
@jaykrushnapanda898
@jaykrushnapanda898 Жыл бұрын
Thank you
@babunamallick5594
@babunamallick5594 Жыл бұрын
@@jaykrushnapanda898ଜୟ ଜଗନ୍ନାଥ 🙏
@aquaops8445
@aquaops8445 Жыл бұрын
ଶ୍ରୀ ମାଠିଆ ପଟ୍ଟନାୟକଙ୍କ ପାଖରେ ଲେଖିବାକୁ ଆଉ କିଛି ନାହିଁ। ଏଇ ଲୋକ ବି celebrity କରିସାରିଲେଣି। ଜୟ ମାଠିଆ।
@mrrajeshvolg2005
@mrrajeshvolg2005 Жыл бұрын
Right sir ପାଣ୍ଡିଆନ ହଟାଓ
@gopabandhubehera453
@gopabandhubehera453 Жыл бұрын
ନାହିଁ ନାହିଁଏଇ ମନ୍ଦିର ଟା ତୋ,ମାଆର,ଘଇତା,ତିଆରିକରିଛି ।ତାଛଡା,ତୋ ପଖେଟକୁ,କିଛି,ଟଙ୍କା,ଆସୁନିବୋଧେ,କାରଣ,ଓଡିଶାବାସୀ ଜାଣିଛନ୍ତି ତୋ,ପକେଟରେ ଜିଏ କିଛି,ମାଲ ପୁରେଇଦେଲା ତୁ,ତାପାଇଁ ଗିତଗାଇବୁ
@birabhadrabehera1476
@birabhadrabehera1476 Жыл бұрын
You are a brave devotee of lord Jagannath,sir.
@bailochansingh8016
@bailochansingh8016 11 ай бұрын
ଶଳା ପାଣ୍ଡିଆନ୍ କୁ ଖେଦେଇ ବା ହୋ ,,, ଜୟ ଜଗନ୍ନାଥ,,, ଜୟ ଓଡ଼ିଶା,,,
@umeshchandradash2881
@umeshchandradash2881 Жыл бұрын
ଜୟ ଜଗନ୍ନାଥ।
@ThePika-h5c
@ThePika-h5c Жыл бұрын
କାଞ୍ଚିର ଲୁଟେରା କୁ ଓଡ଼ିଶା ରୁ ଜଲଦି ହଟା ଯାଉ ନହେଲେ ଏ ଓଡ଼ିଶା ରୁ ସବୁ iron bikidaba
@arunsahu8123
@arunsahu8123 Жыл бұрын
Kanchi story really heart touching .
@subash984
@subash984 Жыл бұрын
ସାର କଣ କହୁଛ ଖାଲି ପାଣ୍ଡିଆ କୁହ ।
@shishirpradhan7870
@shishirpradhan7870 Жыл бұрын
ଠିକ୍ କଥା
@susantakumarpradhan1627
@susantakumarpradhan1627 Жыл бұрын
ତାକୁ ଓଡିଶାରୁ ତଡ ବିଜେଡିକୁ ତଡ
@aadherabehera632
@aadherabehera632 Жыл бұрын
Ek dum right sir
@chandankumarpati9738
@chandankumarpati9738 Жыл бұрын
ଆମ ସଂସୃତି ଜଗନ୍ନାଥ ସଂସୃତି. ହେ ଜଗନ୍ନାଥ ତୁମେ ଏଠି ପାପୀ ସଙ୍ଘାର କର
@bhagabanpradhan7500
@bhagabanpradhan7500 Жыл бұрын
ଠିକ୍ କଥା ଧନ୍ୟବାଦ ସାର୍ ଙ୍କୁ
@blacklovervibesblv96
@blacklovervibesblv96 Жыл бұрын
ସେ ଶଳା bjd ପାଣ୍ଡିଆନ୍ କୁ ହଟା ଜଲଦି Odisha ବର୍ବାଦ ହେବାକୁ ଯାଉଛି ସମସ୍ତେ comment ରେ ଗାଳି କର
@sanjaykumarsahoo2141
@sanjaykumarsahoo2141 Жыл бұрын
U r right 👍 ଜୟ ଜଗନ୍ନାଥ
@gopabandhubehera453
@gopabandhubehera453 Жыл бұрын
ଆପଣ ଠିକ୍ କଥା କହୁଛନ୍ତି କିନ୍ତୁ ମୋଟାଅଙ୍କର ଟଙ୍କା ପାଇଗଲେ ଆପଣ ୟୁ ଟର୍ନ,କରି ସେଇ ଲୋକକୁ,ପ୍ରଶଂସା,କରନ୍ତି ତେଣୁ,ଆପଣ ଜଣେ ଭାଡୁଆ
@pradeepsethisethi4889
@pradeepsethisethi4889 Жыл бұрын
Right Bhai best Jay jaganatha
@ANANDNARAYANRATH-bm4el
@ANANDNARAYANRATH-bm4el Жыл бұрын
ସେବାୟତ ମାନଙ୍କୁ ଅନୁରୋଧ ପାଣ୍ଡ ଓ ତା ଚେଲା ଅଫିସର ମାନଙ୍କୁ ଯୋତାରେ ପିଟନ୍ତୁ। ବହୁତ ହଇରାଣ ହେଉଛନ୍ତି ଲୋକେ ଦର୍ଶନ ପାଇଁ।
@bijoydas-qx3qg
@bijoydas-qx3qg Жыл бұрын
Very good Sir, ଆମେ ଆପଣ ଙ୍କ ସହିତ ଅଛୁ
@pruthwirajrana7268
@pruthwirajrana7268 Жыл бұрын
ଜୟ ଜଗନ୍ନାଥ 🙏 🙏 🙏
@AchintyaBiswal
@AchintyaBiswal Жыл бұрын
Priyadarshin bhai ur voice is very very accurate and right. As a puri inhabitant u vehemently oppose it and bring the fault of govt. before public. Also congregate puri people to start agitation against Tamil.
@hariharbehera3035
@hariharbehera3035 Жыл бұрын
ମୁ ଆପଣଙ୍କ କଥାରେ ଏକମତ ଗୋଟେ ଦିନ ବନ୍ଦ ହଉ ଓଡିଶା. ଜୟ ଜଗନ୍ନାଥ 🙏🙏🙏
@papunpapu2493
@papunpapu2493 Жыл бұрын
Pandu nija ku bandara mundi heigalani
@tarinidigitaltv7130
@tarinidigitaltv7130 Жыл бұрын
ମୁଁ ଆପଣଙ୍କ କଥାରେ ଏକମତ , କାଳିଆ ପାଇଁ ଗୋଟେ ଦିନ ବନ୍ଦ ହଉ ଓଡିଶା , ଜୟ ଜଗନ୍ନାଥ
@Radhekrishnaa222
@Radhekrishnaa222 Жыл бұрын
ଜୟ ଜଗନ୍ନାଥ 🙏🙏ପ୍ରଭୁ ଜଗନ୍ନାଥ ଆପଣଙ୍କ ର ମଙ୍ଗଳ କରନ୍ତୁ 🙏🙏ଦର୍ଶନ ବ୍ୟବସ୍ଥା ବହୁତ କଷ୍ଟ ଦାୟକ 🙏🙏ଲୋକ ମାନେ ତା ଭିତରେ ବହୁତ କଷ୍ଟ ରେ ଦର୍ଶନ କରୁଛନ୍ତି 🙏🙏
@nirmalnaik-vm4hk
@nirmalnaik-vm4hk Жыл бұрын
ଆମ ଓଡ଼ିଶା ରେ କେଇ ଜଣ ଟାଉ ଟର ଯୋଗୁଁ ଆମ ଓଡ଼ିଶା ରେ ପାଣ୍ଡିଆ ଘଇତା ହଉଚି
@mrrajeshvolg2005
@mrrajeshvolg2005 Жыл бұрын
ଜୟ ଜଗନ୍ନାଥ
@ajayakumarpanda4809
@ajayakumarpanda4809 Жыл бұрын
ଆପଣଙ୍କୁ ଲକ୍ଷ୍ୟ ଲକ୍ଷ୍ୟ ନମସ୍କାର. ଠିକ ଶ୍ରୀଜଗନ୍ନାଥ ଙ୍କ ମନ କଥା କହୁଛନ୍ତି.
@RairangpurAmazing
@RairangpurAmazing Жыл бұрын
Kanak news trending karuchi...( No1chanel odisha)
@jagannathgiri1665
@jagannathgiri1665 Жыл бұрын
I am Full Supporting You ଜୟ ଜଗନ୍ନାଥ 🙏🙏
@akshyakumarmishra2703
@akshyakumarmishra2703 Жыл бұрын
ଭାଇ ଠିକ କଥା ପାଣ୍ଡୁ କୁଗା ମା ରିବାବା ସମସ୍େତ
@asitmallik9996
@asitmallik9996 Жыл бұрын
ଆପଣଙ୍କ ପ୍ରତ୍ୟେକ ବାକ୍ୟ ସତ୍ୟ ଶ୍ରୀ ଜଗନ୍ନାଥ ଙ୍କ ପାଇଁ ଅକ୍ଟୋବର ୩ ରେ ଓଡ଼ିଶା ବନ୍ଦ ରହିବ
@amarkumarbehura2275
@amarkumarbehura2275 Жыл бұрын
100% right sir
@hemsagarsahu4412
@hemsagarsahu4412 Жыл бұрын
ପାଣ୍ଡିଆନ ହଟାଅ,ଦେଶଵଞ୍ଚାଅ । ଜଗନ୍ନାଥ
@golakbiharisahoo1110
@golakbiharisahoo1110 Жыл бұрын
ଧନ୍ୟବାଦ 👍, ମାଡିଚାଲ ପିଙ୍କୁ ଭାଇ, ଆମେ ସାଙ୍ଗରେ ଅଛୁନା. ଜୟ ଜଗନ୍ନାଥ
@niranjanpradhan4800
@niranjanpradhan4800 Жыл бұрын
ସେ ତାମିଲି ମାଗିହା ମାରି ଦିଅ
@basudevbehera2209
@basudevbehera2209 Жыл бұрын
Jagannath Sena jindabad , Jay Jagannath Swami Nayan patha gami bhava tume 💻🖥️🕉️🦚🧡💛❤️☘️🪷🌹🍁🍂📚🤗
@exotica5309
@exotica5309 Жыл бұрын
ଏ ବାଳ ପାଣ୍ଡିୟାନ କୁ IAS କିଏ କଲା,ଏକ number ଚୋର, ଲୁଟୁଛି,ଦିନେ ବହେ ମାଡ଼ ଖାଇବ, i request all of Odia to boycott pandyan as soon as possible 😡
@ajayakumarrout3036
@ajayakumarrout3036 Жыл бұрын
VERY VERY THANKS, AANGYAN ODISA KU BANCHATU PRAVU JAGARNATH. SHAHA HEBE
@babanathasahu1029
@babanathasahu1029 Жыл бұрын
ଆମେ ଓଡ଼ିଆ ନେତା ପରା ତାମିଲ ର ଭୃତ୍ୟ ସାଜିଛନ୍ତି।କାହାକୁ କହିବା,ଜଗନ୍ନାଥ ଆମକୁ ସଦବୁଦ୍ଧି ଦିଅନ୍ତୁ
@pitabashmahunta7379
@pitabashmahunta7379 Жыл бұрын
A sabu katha manaku paila Bhai Jay jagannath
@arjunpradhan5615
@arjunpradhan5615 Жыл бұрын
ବିରୋଧୀ ଦଳ ସମୁଦ୍ର କୁ ଶଙ୍ଖେ ସଦୃଶ କଣ କରିପାରିବେ। ଭୋଟର ତ ଆମର ଦୁର୍ବଳ ସେଥିପାଇଁ ତାମିଲ ର ଖେଳ ଜାଗ ଓଡ଼ିଆ ଜାଗ ବଛା ଏକ ନୂଆ ଦଳ
@baishnavidivyanshi956
@baishnavidivyanshi956 Жыл бұрын
Right Jai prabhu Jagannath
@sanjeevbaitharu8716
@sanjeevbaitharu8716 Жыл бұрын
ତୁ ସଳାଟି ସିନା ଖଲିଆ.... ତୋର କିଛି କାମ ଧନ୍ଦା ନାହିଁ ମିଡିଆ ଆଗରେ ଗପିବୁ.. ସିଏ ବା ଜଲ୍ଦି ଆସିଲେ ଲୋକଙ୍କ କାମ କରିବ ...😎😊😉😜😛😝
ДЕНЬ УЧИТЕЛЯ В ШКОЛЕ
01:00
SIDELNIKOVVV
Рет қаралды 2 МЛН
Minecraft Creeper Family is back! #minecraft #funny #memes
00:26
Inside Out 2: ENVY & DISGUST STOLE JOY's DRINKS!!
00:32
AnythingAlexia
Рет қаралды 12 МЛН
BJD MLA  Debi Prasad Mishra Manhandled In Cuttack
2:26
Kanak News
Рет қаралды 254 М.
ДЕНЬ УЧИТЕЛЯ В ШКОЛЕ
01:00
SIDELNIKOVVV
Рет қаралды 2 МЛН