ଭତରପୁର ଥାନାରେ ଯୁବତୀଙ୍କୁ ଯୌନ ନିର୍ଯାତନାର ଛାତିଥରା କାହାଣୀ || Bharatpurpolicestation

  Рет қаралды 75,072

Argus News

Argus News

Күн бұрын

#ସିସିଟିଭି_ନାହିଁ_ଯାହା_କରୁଛ_କର
ଭତରପୁର ଥାନାରେ ଯୁବତୀଙ୍କୁ ଯୌନ ନିର୍ଯାତନାର ଛାତିଥରା କାହାଣୀ ।
#ArgusNews #Argusbadakhabar #bharatpurpolicestation #bharatpur #NaveenPatnaik #BJD #BJP #girlsharassment #complaint #IIC #odisha #JusticeforAnkita
News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNew...
Android App: bit.ly/ArgusNew...
Live TV: argusnews.in/l...
Facebook: / argusnews.in
KZbin : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900

Пікірлер: 518
@NIRANJANRout-bl6gk
@NIRANJANRout-bl6gk 14 сағат бұрын
ଦିନକୃଷ୍ଣ, ବଡ଼ ବ୍ରଷ୍ଟାଚାରି, ଦିନକୃଷ୍ଣ ଶଳା ପୋଲିସ ନା ରେ କଳଙ୍କ ତାକୁ ଜୁତାମାଳ ପିନ୍ଧାଇ ରାସ୍ତାରେ ବୁଲାନ୍ତୁ
@GaneshJena-mr1hf
@GaneshJena-mr1hf 14 сағат бұрын
ଧନ୍ୟବାଦ ଆପଣଙ୍କୁ ଆଜ୍ଞା, ଏମିତି ଖବର ପ୍ରକାଶ ହେବା ଦରକାର ,
@najnar1264
@najnar1264 13 сағат бұрын
ଭାଇ ମିଶ୍ର ର ପ୍ରାଇଭେଟ୍ ପାର୍ଟଟିକୁ କାଟିବା କଥା ପର୍ଯ୍ୟବେଶଣ ନିହାତି କରିବା ଦରକାର। ଜୟ ଜଗନ୍ନାଥ
@BenudharMajhi-oj2dd
@BenudharMajhi-oj2dd 13 сағат бұрын
ଝିଅ ର ବାପା ଏକା ନୁହେଁ ଦୂର୍ଗା ଶିଷ ବାବୁ ସାରା ଓଡ଼ିଶା ବାଶି ଏହା ଚାହାନ୍ତି
@Nomadic1988
@Nomadic1988 15 сағат бұрын
କାହା instruction ରେ ପ୍ରଥମ IIC ଙ୍କୁ transfer କରା ଗଲା। ତାକୁ ଅନୁଧ୍ୟାନ କରା ଯାଉ। ସବୁ ସତ ବାହାରି ଆସିବ
@Flexify007
@Flexify007 14 сағат бұрын
Bjd sarkar..
@Sk19994
@Sk19994 14 сағат бұрын
Great
@TrilochanPati-m8q
@TrilochanPati-m8q 13 сағат бұрын
Right
@muktikantanayak560
@muktikantanayak560 10 сағат бұрын
Transfer nuhen suspend kara jaichhi..
@Nomadic1988
@Nomadic1988 10 сағат бұрын
@@muktikantanayak560 suspend ତା ପରବର୍ତ୍ତୀ ସମୟରେ ହେଇଚି
@SanatanchattarChattar
@SanatanchattarChattar 14 сағат бұрын
ମୁଖ୍ୟ ମନ୍ତ୍ରୀ କାହିଁକି ମୁହଁ ଖୋଲୁ ନାହିଁ ,ରାଷ୍ଟ୍ରପତି କୁଆଡେ଼ ହଜି ଗଲା କି । କାଲି କଲିକତା ଘଟଣାରେ ମୁହଁ ଖୋଲିବ ଓଡ଼ିଶା ପାଇଁ ଚୁପ୍ ବସିବ
@pradeepkumardas2824
@pradeepkumardas2824 9 сағат бұрын
ହାଣ୍ଡିଆ ଖିଆ ମୁଖ୍ୟମନ୍ତ୍ରୀ ଖୁବ୍ ଶୀଘ୍ର ବିଦା ହେବ।
@pradeepkumardas2824
@pradeepkumardas2824 9 сағат бұрын
ସି ସି ଟିଭି ରହିଲେ ଅସୁବିଧା
@Nomadic1988
@Nomadic1988 9 сағат бұрын
@@SanatanchattarChattar where is Bhubaneswar MP??
@rupaymarandi8326
@rupaymarandi8326 8 сағат бұрын
Aporajita sarangi gole kuade
@rakeshkumarsahu3672
@rakeshkumarsahu3672 5 сағат бұрын
mohan majhi handi pi ki soichi 😡😡😡
@bitusujaybehera2737
@bitusujaybehera2737 14 сағат бұрын
ମାଗିଆ ପେଲିସ ସିଫି ଡିସିପି ତାଙ୍କ ପୁଅ ଝିଅ ଯେତେବେଳେ ରେପ ହେବ ସେତେବେଳେ ଜାଣି ପାରିବେ ଈଜତ କଣ କଟ କଣ ମଗିଆ ପଲିସ
@kartiksahoo5386
@kartiksahoo5386 6 сағат бұрын
Rait bhai
@Hariharpatra109
@Hariharpatra109 14 сағат бұрын
କଥା ଠିକ୍ ହେଲେ ଏବେ ବିଜେପି ସରକାରରେ ଚାଲିଛି।ଆପଣ ଏମାନଙ୍କୁ ନିଲମ୍ବିତ ନୁହଁ,ଚାକିରିରୁ ବହିଷ୍କାର କରି ଦେଖାଅ,ଜାଣିବୁ ତୁମ ପାରିବା ପଣିଆ।
@tokakahiba14
@tokakahiba14 11 сағат бұрын
YES 🙏🏻
@harishchandrasahu5665
@harishchandrasahu5665 10 сағат бұрын
Taha cort kamon bhai
@pujadas4630
@pujadas4630 10 сағат бұрын
Bjp news channel
@roast520
@roast520 10 сағат бұрын
ବର୍ତ୍ତମାନ ନିଲମ୍ବିତ ହୋଇସାରିଛି ତମେ ଆଉ କି ବାଳ ନିଉଜ ଦେଖୁଛ
@mr.a2z
@mr.a2z 6 сағат бұрын
Bjp ku badhuchina Sethi pai bjd ku daidauchanti bjp News bala
@skumars4553
@skumars4553 13 сағат бұрын
ଆରେ ନିଲମ୍ବିତ କଲେ କଣ ହେବ service dismiss କରାଯାଉ
@HatakishoreSahoo-t7r
@HatakishoreSahoo-t7r 14 сағат бұрын
ସିସିଟିଭି କାହିଂକି ନାହିଂ ଦଣ୍ଡ ହେଉ
@swayampanda4091
@swayampanda4091 14 сағат бұрын
ସେମାନଙ୍କୁ ଦଣ୍ଡିତ ନ କରିବା ପର୍ଯ୍ୟନ୍ତ ଆପଣଙ୍କ କେନାଲ ରେ ଏପରି ଆଲୋଚନା ଚୀଲିଥାଉ
@ASISH_SATYA_VLOGER
@ASISH_SATYA_VLOGER 11 сағат бұрын
ଭାଇ ଠିକ୍ କରି‌ ଲେଖନ୍ତୁ ଚ୍ୟାନେଲ କୁ କେନାଲ ଲେଖିଛନ୍ତି
@loneeswain4332
@loneeswain4332 14 сағат бұрын
ସିସି ଟିଭି ବନ୍ଦ କରି କଳାକାରନାମା ଚାଲୁଥିଲା।
@Sumanta_das
@Sumanta_das 14 сағат бұрын
ସେପଟେ ମେଡିକାଲ ସୁରକ୍ଷିତ ନାହିଁ କି ଏପଟେ ପୋଲିସ ଷ୍ଟେସନ ବି ଲୋକ ଯାଇପାରିବେ ନାହିଁ। ତାହେଲେ ସାଧାରଣ ଲୋକ ଯିବେ କୁଆଡେ। ସେ ସରକାର ଯାହା ଥିଲା ଏ ସରକାର ବି ସେୟା। Kn କରିବା ତାହେଲେ ଆମେ ମାନେ 😢😢😢😢😢
@SPINFOTAINMENT
@SPINFOTAINMENT 14 сағат бұрын
Election ବର୍ଜନ କରିବା ଠିକ୍ ହେବ ।
@kartiksahoo5386
@kartiksahoo5386 6 сағат бұрын
Rait bhai
@biswambarnathpanda4605
@biswambarnathpanda4605 14 сағат бұрын
No dress code for police. ରାତିରେ କରା କରି ହେବେ ସେମାନେ। ଶବୁ Police stationରେ ହଉଚି, ଆଉ ହବ। ତାଙ୍କରବି ରାତିରେ ଇଛା ହେଉଛି
@odiamusic2696
@odiamusic2696 14 сағат бұрын
ଭାଇ ସବୁ ବେଳେ bjd ନା ନେଇ କହୁଛ , ଏବେତ ସରକାର ରେ bjp ରହିଛି ଏ ସବୁ ଓଡିଶା ସରକାର ଅଧିନରେ ଚାଲିଛି ଧନ୍ୟ ତମ ନିୟୁଜ୍ ରିପୋଟର
@sunakarsamal761
@sunakarsamal761 15 сағат бұрын
ଏବେ ଭାଇ ବିଜେପି ସରକାର ଅଛି ବିଜେଡି ଦୋଷ କାହିଁକି ଦେଉଛ
@sumanmadhualofficial5254
@sumanmadhualofficial5254 14 сағат бұрын
Agar news bala BJP dolal Bhai
@sukantsahoo6351
@sukantsahoo6351 10 сағат бұрын
Bhai Argus Dharmendra Pradhan Channel, BJP nare re kahile yanka chakiri jiba
@bapicrecation4108
@bapicrecation4108 9 сағат бұрын
🤣🤣🤣🤣right
@AnantaMohanty-bl3sv
@AnantaMohanty-bl3sv 14 сағат бұрын
ଯଦି ନବୀନ ସରକାର cctv ଲଗାଇନଥିଲେ ବର୍ତ୍ତମାନର ସରକାର କଣ କରୁଥିଲେ?ଏକଥା ବଜେପି ସରକାରଙ୍କୁ ପଚାରାଯାଉ।
@SalesLkpa
@SalesLkpa 10 сағат бұрын
24 barsara sarakar ku pachari pariluni boka choda aba 100 dinara sarakar ku kan pacharubu. a sarakar ku action pai demand karila bhala heba.
@bapicrecation4108
@bapicrecation4108 9 сағат бұрын
Right
@smartacademy44
@smartacademy44 5 сағат бұрын
Right
@user-no7yf7gp4o
@user-no7yf7gp4o 15 сағат бұрын
ଆରେ ପେଲେଇ ପୁଅ ସରକାର କାହାର ତୋ ବାପା କିଏ ନବିନ
@rashmihandlooms7045
@rashmihandlooms7045 11 сағат бұрын
ଏ ସଳା ନିଜ ବୋପା BJP କୁ ପଚାରେ
@ashokbehera6646
@ashokbehera6646 13 сағат бұрын
କିଛି ଦିନ Arghus news ନିରବ ଥିଲା । ୟା ଭିତରେ ଅନେକ ଘଟଣା ଘଟିଛି । news କାହିଁ ??? ଖୋଜି ଖୋଜି ପୂର୍ବ ସରକାର ପଛରେ ପଡିଛ । ଏବେ ତ କିଛି ନୂଆ କର
@sritamkumar7488
@sritamkumar7488 14 сағат бұрын
CP AND DCP KU Suspend kara jau
@kartiksahoo5386
@kartiksahoo5386 6 сағат бұрын
Rait
@susantkumar6085
@susantkumar6085 15 сағат бұрын
DCP kahinki IIC ku support karuchhanti. Judiciary Enquiry darkar..
@sudhirdash1265
@sudhirdash1265 15 сағат бұрын
Aga michhua dcp ku suspend kari god father ku khoja jau.. immediately action nia jau
@ckparida3624
@ckparida3624 10 сағат бұрын
ଯଦି ସାଧାରଣ ଲୋକ ଏମିତି କାମ କରିଥାନ୍ତା ତାହାଲେ ତାକୁ ଫାଶୀ ଦିଆଯାଉଛି ସମସ୍ତେ କୁହ ଏ ଆଇଆଇସି କୁ କି ଦଣ୍ଡ ଦିଆଯିବ ?
@HimanshuKumarMohapatra-dd7bf
@HimanshuKumarMohapatra-dd7bf 11 сағат бұрын
ଏହି ସାମ୍ବାଦିକ ରାଜନୀତି କରୁଛି
@chandrasekharachary8838
@chandrasekharachary8838 14 сағат бұрын
CBI enquiry କରାଯାଉ
@DilipKumarlifestyle
@DilipKumarlifestyle 14 сағат бұрын
ବିଜେପି ଶାସନ ରେ ଏସବୁ ସମ୍ଭବ। ଆରେ କୁକୁର କହ ଏଥିପାଇଁ ବିଜେପି ଦାୟୀ କି ନାହିଁ।
@SPINFOTAINMENT
@SPINFOTAINMENT 14 сағат бұрын
BJP ସରକାରକୁ ଆସିବା 100 ଦିନ ହେଲାଣି ବା କୋଉଠି CCTV ଅଛି ନାହିଁ ଆଜି ଯାଏଁ ଜାଣିପାରିଲେନି ଚୁପ୍ ବସିଥିଲେ କଣ ପାଇଁ ଅନୁଧ୍ୟାନ ନ କରିକି ।
@satyanaik7321
@satyanaik7321 12 сағат бұрын
ପୋଲିସ୍ ଲାଞ୍ଚ ଖାଇ ଖାଇ ବହୁତ ବଳ ହୋଇଗଲାଣି ନା, ଆମ ମୁଖୟମନ୍ତ୍ରୀ ମଧ୍ୟ ବେଶ୍ ଭଲ ଭାବରେ ପରିଚିତ ଆମ ପୋଲିସ୍ ର ବ୍ୟବହାର ରେ😂😂😂
@sanjayapanda8176
@sanjayapanda8176 11 сағат бұрын
ଏବେ ପାଟି ଗାଲୁହେଲାଭଳି ଖୋଲୁଛି.. ରାଜ୍ୟପାଳ କେଶ ପାଟିରେ ବିଣ୍ଡା ମାରିଥିଲୁ..
@sandipashu1899
@sandipashu1899 9 сағат бұрын
Hmm ri8😂
@balaramnatha2249
@balaramnatha2249 12 сағат бұрын
ତମରତ ସରକାର ତମେତ ସରକାରଙ୍କ ଡାଇରେକ୍ଟ ଲୋକ ତମପାଇ ବିଜେପି ସରକାର ତମେଟିକେ କହୁନ ତମ ସରକାରଙ୍କ ତମ କଥା ସୁଣିବେ
@steminarani5803
@steminarani5803 14 сағат бұрын
ଆଗରେ ବିଜଡି ଥୀଲା ହଁ ଆଗ୍ଆ ଏବେ ତୁ ବିଜେପି ନେତାଙ୍କ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଉ କ'ଣ ହେଲା
@DJ_ROYAL_KING_BALASORE
@DJ_ROYAL_KING_BALASORE 15 сағат бұрын
Eve Dekhiba Army Power 🔥
@prasannmohanty
@prasannmohanty 11 сағат бұрын
ଆମ ଘରେ ୪ଵଷ୍ ହେଲାଣି ccti ଲାଗିଛି କିଛି ଖରାପ ହୋଇନି
@prutheerajcreation449
@prutheerajcreation449 10 сағат бұрын
ଦୁର୍ଗା ଭାଇ ଆପଣଙ୍କୁ ଧନ୍ୟବାଦ
@Shortsvlogerindar
@Shortsvlogerindar 10 сағат бұрын
ମୋହନ ମାଝୀ ଆଉ ଧର୍ମେନ୍ଦ୍ର ପ୍ରଧାନ ଦାୟୀ
@rasmiranjanbehera7396
@rasmiranjanbehera7396 12 сағат бұрын
ଆରେ ବିଜେପି ଚେଲା ମିଡ଼ିଆ ଏବେ ତମ ସରକାର କଥା କହ ତୋ ବାପା ମୋହଙ୍କୁ ପଚାରେ
@sagar_khan5
@sagar_khan5 9 сағат бұрын
ଆଗ ସେ ପ୍ରତୀକ କୁ ବାନ୍ଧ ବହୁତ୍ ଭଡ ଭଡ ହଉଛି
@bidurgamango3473
@bidurgamango3473 14 сағат бұрын
Right sir
@manguliswain9328
@manguliswain9328 13 сағат бұрын
why corrupt police not dismissed that time on corruption charge... Why suspend ? Dismiss them from service..
@abhitopno892
@abhitopno892 9 сағат бұрын
କାଲି BJD ବିଜେପି କଣ ଭୂଲ କରିନି ବୋଲି କଣ ପ୍ରମାଣ ଅଛି
@kaliarout8777
@kaliarout8777 14 сағат бұрын
ମୋହନ ମାଝୀ ସିସିଟିଭି ନେଇଜାଇଛି
@ramchandrahansdah144
@ramchandrahansdah144 14 сағат бұрын
😅
@elizabehera6454
@elizabehera6454 8 сағат бұрын
Mohan majhi na re f.i.r dia
@GaneshJena-mr1hf
@GaneshJena-mr1hf 14 сағат бұрын
BJD ଏମିତି କରି ଶାସନ ଚାଲିଗଲା, ସେଇ ବାଟ ଧରି ଛି BJP ସେ ବାଟରେ ଗଲେ ସମୟ ସ୍ରୋତର ସେ ମଧ୍ୟ ଚାଲି ଯିବ ।
@chandrasekharachary8838
@chandrasekharachary8838 14 сағат бұрын
24 ବରସ ଶାଶନ କରିଛି
@shrikantapatra7864
@shrikantapatra7864 15 сағат бұрын
Bjd dramaa karuchi
@friend9449
@friend9449 11 сағат бұрын
ସେ ମହିଳା ଥାନାରେ ଉଦ୍ଧତ ଆଚରଣ କରିଛନ୍ତି
@dravaranibal590
@dravaranibal590 8 сағат бұрын
ନିଶ୍ଚୟ
@kailashchandrarout2551
@kailashchandrarout2551 13 сағат бұрын
ସମସ୍ତ ଦୋଷୀ ଙ୍କୁ ଆରେଷ୍ଟ୍ କରାଯାଉ।
@itsmebiswajit91roul37
@itsmebiswajit91roul37 12 сағат бұрын
True News Argus ❤
@prakashkumaracharya6025
@prakashkumaracharya6025 11 сағат бұрын
ଆଜି ଓଡ଼ିଶାର ପ୍ରତ୍ୟେକ ନାଗରିକ ଙ୍କ ଦାବି ଏ ଅଭଦ୍ର IIC କୁ arrest କରାଯାଉ। ଗୋଟେ ବଡ଼ racket ତାକୁ protection ଦେଉଛି। CBI ତଦନ୍ତ କରାଯାଉ। ଅଭଦ୍ର Police କର୍ମଚାରୀ ମାନଙ୍କ ପାଇଁ ଗୋଟିଏ example set କରାଯାଉ ।
@pkm06
@pkm06 11 сағат бұрын
CCTV ର ସମସ୍ତ ତତ୍ୟ ଉପସ୍ଥାପନ କରାଯାଉ। କେଉଁ ସବୁ ଥାନା CCTV ନାହଁ ତାହା ର ତଦନ୍ତ କରାଯାଉ।
@dravaranibal590
@dravaranibal590 8 сағат бұрын
ବେ ଚୁପ୍ ରହ, ଆଗ ରାଜ୍ୟପାଳ ପୁଅ କଥା କହ
@ChristadanKhara
@ChristadanKhara 9 сағат бұрын
ମୁଁ ଭୋଗିଛି କୋରାପୁଟ ରେ । ଆଜି major ବୋଲି ଏତେ issue ହେଲା କିନ୍ତୁ ସାଧାରଣ ଲୋକ ହୋଇଥିଲେ ୟେ ଏକ ଗୋପ ହୋଇ ରହନ୍ତା।
@krushnasahoo155
@krushnasahoo155 6 сағат бұрын
କିଛି କରି ପାରିଵନି ମୋହନ ସରକାର ଜଳ ଜଳ ଦେଖାଯାଉଛି 100ଦିନ ତାର ପ୍ରମାଣ
@MrAmarvlogs1
@MrAmarvlogs1 7 сағат бұрын
ଶୁଣ ମୋ ଭାଇ ସିସିଟିଭି କାମ କରୁଥିଲା ହୋଲେ ତାକୁ ବଦ୍ଧ୍ କରାଯାଇଛି ନ ହୋଲେ ସବୁ ଧରାପଡ଼ି ଯିବ ନା
@dravaranibal590
@dravaranibal590 8 сағат бұрын
ଓହୋଃ BJD ପାଇଁ ଏ ପୋଲିସ କୁ BJP action ନେବ
@dravaranibal590
@dravaranibal590 8 сағат бұрын
ରାଜ୍ୟପାଳ କଥା କୁହ ପରେ ଏହା ର ଆଲୋଚନା କରିବା
@nabinsahoo
@nabinsahoo 8 сағат бұрын
ଦୁର୍ନୀତି ଗ୍ରସ୍ତ ପୋଲିସ କୁ ଜୋତା ମାଳା ପିନ୍ଧାଇ ରାସ୍ତା ରେ ବୁଲାଯାଉ
@SPINFOTAINMENT
@SPINFOTAINMENT 14 сағат бұрын
ମୋହନ ମାଝି ଚୁପ୍ କଣ ପାଇଁ ଆଜି ପର୍ଯ୍ୟନ୍ତ।
@ashwinibiswal4324
@ashwinibiswal4324 8 сағат бұрын
ତୋର କହିବା କଥା ବର୍ତ୍ତମାନ ବି ନବୀନ ପଟ୍ଟନାୟକଙ୍କ ଛାୟା ସରକାର Power full
@ManojKumarsamal-i7i
@ManojKumarsamal-i7i 8 сағат бұрын
ଗୃହ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ
@BabibeheraBabibehera-g1y
@BabibeheraBabibehera-g1y 7 сағат бұрын
Dhanyawad argus tv
@MaabirajaSKM
@MaabirajaSKM 15 сағат бұрын
Bhai Please ....କେତେ ଦିନ BJD BJD BJD ଦୋଷ ଦେବେ ?
@BasantaBasantaNag
@BasantaBasantaNag 15 сағат бұрын
ଭାଇ bjd ସେନ୍ତା କାମ କରିଛି
@abhisekpandab8698
@abhisekpandab8698 15 сағат бұрын
BJD actually doshi
@Superstarpiyush
@Superstarpiyush 15 сағат бұрын
Nandighosh ku kebe comment karichha
@dasjagandas6532
@dasjagandas6532 15 сағат бұрын
Bilkul perfect BJD ra Gunda raj pai emati all police station re emati hi chalichi
@minaranidas1322
@minaranidas1322 14 сағат бұрын
Right Abe mohan majhi kn karuchi
@debendranarayandash9040
@debendranarayandash9040 7 сағат бұрын
ପୋଲିସକୁ ତୁରନ୍ତ ଗିରଫ କରାଯାଉ ପୋଲିସକୁ ଉଲଗ୍ନ କରାଯାଇ ଆରେଷ୍ଟ କରାଯାଉ
@jituji5342
@jituji5342 8 сағат бұрын
ଯଦି ଭୁଲ କରିଛି ତାକୁ ଚାକିରିରୁ ବହିଷ୍କାର କରାଯାଉ। ଏ ସରକାର କରିପାରିବେ ତ!
@Gihonpani1983
@Gihonpani1983 31 минут бұрын
ଏ ସବୁ କାରଣ bjp ସରକାର ଆସିବା ଠୁ ଏଇ ସବୁ ଦୁର୍ନୀତି ଘଟୁଛି❤❤❤
@ManojKumarsamal-i7i
@ManojKumarsamal-i7i 8 сағат бұрын
ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି
@jituji5342
@jituji5342 8 сағат бұрын
ଏ ଶଳାର ପୋଲିସ ହେବାର ଯୋଗ୍ୟତା ନାହିଁ
@MsDelivery
@MsDelivery 14 сағат бұрын
ମିଡ଼ିଆ ଭାଇମାନେ କୋଉ ପୋଲିସ ବିନା ଲାଞ୍ଚ ରେ କାମ କରୁଛି ଟିକେ ଯାଞ୍ଚ କଲେ ସବୁ ଜନତା ଜାଣି ପାରିବେ
@NileshKumar-mx6hw
@NileshKumar-mx6hw 5 сағат бұрын
Salute to you sir
@sukrutapradhan6893
@sukrutapradhan6893 9 сағат бұрын
ଅଣ ବିଜେପି ଶାସିତ ରାଜ୍ୟରେ କିଛି ଘଟିଲେ ମୁହ ଖୋଲି ପାରୁଛନ୍ତି ଏବେ କଣ ପାଇଁ ଚୁପ୍ ଅଛନ୍ତି
@daspriyankam4
@daspriyankam4 5 сағат бұрын
ଆପଣଙ୍କ ସରକାର BJP କଣ କରିବ,,.... ଏବେ କୁହନ୍ତୁ... ଅଯଥା ରାଜନୀତି କରନ୍ତୁ ନାହିଁ
@brahmadeep8341
@brahmadeep8341 12 сағат бұрын
Thanks argus
@Santoshbeherakumar-l3l
@Santoshbeherakumar-l3l 15 сағат бұрын
Sir apana dekhibe case dhire dhire dabijiba
@anamasamantaray5228
@anamasamantaray5228 2 сағат бұрын
ନବୀନ ସରକାର ସିସିଟିଭି ଲଗାଇନଥିଲା ତମ bjp ମୋହନ ସରକାର କଣ କରୁଥିଲା କି ଓହୋ 100 ଦିନ ପୂର୍ତ୍ତି ରେ celibration କରୁଥିଲେ
@dibakaraseth4572
@dibakaraseth4572 11 сағат бұрын
ନିଲମ୍ବିତ ବଦଳରେ ବନ୍ଧା ହେବା ଉଚିତ
@JayantkumarSethi
@JayantkumarSethi 12 сағат бұрын
ପୋଲିସ ବିଭାଗ ରେ ତୃଣମୂଳ ସ୍ତର ରୁ ପରିବର୍ତନ ଦରକାର କରୁଛି। ସବୁ ଲାଞ୍ଚୁଆ ପୋଲିସ ଓ ଲୋକଙ୍କୁ ହଇରାଣ କରୁଥିବା ପୋଲିସ ବାବୁ ମାନଙ୍କୁ ପ୍ରଥମେ ଚାକିରି ରୁ ବହିସ୍କାର କରାଯାଉ । ନହେଲେ ସେମାନେ ଏମିତି ଆଗକୁ ବହୁତ କାଣ୍ଡ କାରନାମା କରି ଚଳିବେ ।
@odialifeandeatingshow5261
@odialifeandeatingshow5261 15 сағат бұрын
Durgesh Bhai apana kahiki news report ku asunathile apana nka report actually correct I like you
@brajakishorepadhi4022
@brajakishorepadhi4022 11 сағат бұрын
ନବୀନ ପଟ୍ଟନାୟକ କାଢୁଆ ଟା। ଚୋର୍ ମଚାଏ ସୋର୍
@prasantkudas3438
@prasantkudas3438 7 сағат бұрын
Moden ଥାନାରେ cctv ନାହିଁମାନେ ବଡ଼ ଚୋର ପୋଲିସ
@pravatpatanaik8199
@pravatpatanaik8199 15 сағат бұрын
Please change BJD. Now new CM is BJP. What action???
@pravatpatanaik8199
@pravatpatanaik8199 14 сағат бұрын
Fault is not with BJP Or BJD. Reporter seems to be immature in reporting. Now pressurise govt for impartial inquiry
@SadhabanandaPanda
@SadhabanandaPanda 13 сағат бұрын
ଏଭଳି ପୋଲିସ ଅଫିସରଙ୍କୁ ପ୍ରମସନ୍ ଦେଇ ଥିଲା କିଏ ?
@snvvishwanathamprasantm7867
@snvvishwanathamprasantm7867 8 сағат бұрын
ପୋଲିସ / Police ତନ୍ତ୍ର ବା systems ର ସଂସ୍କାର ତୁରନ୍ତ ଦରକାର. ପୋଲିସ ବନ୍ଧୁ ମାନେ ଶୃଙ୍ଖଳିତ ସହିତ ଦାୟିତ୍ୱ ସମ୍ପନ ହେଇ ସାଧାରଣ ଲୋକଙ୍କର ବିଶ୍ୱାସ ଭାଜନ ହେବା ଦରକାର. ଏବଂ ଦୁର୍ନୀତି ମୁକ୍ତ ଭାବରେ , ଲୋକଙ୍କ ସେବାରେ ଦାୟିତ୍ୱ ସମ୍ପନ୍ନ ହେବା ଦରକାର. ସରକାର ଏବଂ ଗୃହ ବିଭାଗ ତୁରନ୍ତ ସଂସ୍କାର ଆଣି, ସାଧାରଣ ଲୋକଙ୍କର ବିଶ୍ୱାସ ଭାଜନ ହେବା ଏବଂ ଦୁର୍ନୀତି, ଅପରାଧ, ସଙ୍ଘ ବଧ ଅପରାଧୀ ମାନଙ୍କ ବିରୁଦ୍ଧରେ କୋଠର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ.
@SarojDas-n5p
@SarojDas-n5p 10 сағат бұрын
Ek number
@Susanta-yx6hp
@Susanta-yx6hp 7 сағат бұрын
Good sir 🎉🎉🎉🎉
@MsDelivery
@MsDelivery 13 сағат бұрын
ଭାଇ କିଛି ହେବନି ଯେତେ ଯାଏ ଇଂରେଜ କଳା କାନୁନ୍ ଥିବ ଆଉ ପୁଲିସ ନେତା ଙ୍କର ପୋଷା କୁକୁର
@santoshkumarbarik30
@santoshkumarbarik30 11 сағат бұрын
Dhanya baad bhai
@udayasankarram4674
@udayasankarram4674 10 сағат бұрын
Court should be take action against him.
@rkkiskucreation3848
@rkkiskucreation3848 10 сағат бұрын
ଏବେ ତ ବିଜେପି ଅଛି କରିକି ଦେଖାଉ ।
@ranjitswain7520
@ranjitswain7520 14 сағат бұрын
BJP ku vote diya
@baidyabiharigiri9439
@baidyabiharigiri9439 7 сағат бұрын
ଡବଲ ଇଂଜିନଥିଵା ରାଜ୍ୟ ରେ ବିଜେପି କଣ ପରିଵର୍ତନ ଓଡିଶା ରେ କରିବ ଆରଗୁସ ର କଥା ଅନୁଯାୟୀ ସଵୁ ଛାଡିଦିଅ
@aloknayak4048
@aloknayak4048 9 сағат бұрын
ଦୁର୍ଗା ତୁମ ସରକାର।ର।ଆ ଅସଲି ରୂପ କାହିଁକି ସୁପାରିସ କରିଚ
@chittaranjanhesapingua
@chittaranjanhesapingua 9 сағат бұрын
ଏବେ ଠିକେ ନରମି ଯାଇ ବଦଳି ଯାଇଛ ଦୁର୍ଗାଶିଶ ବାବୁ ।😠😠😠😠
@manasdas5715
@manasdas5715 9 сағат бұрын
ସିସିଟିଭି ରହିଲେ ଡିଲ ହେବ କେମିତି ?
@kashinathdash4772
@kashinathdash4772 11 сағат бұрын
ଉପରିସ୍ଥ ଛତ୍ର ଛାୟା ତଳେ ଭରତ ପୁର ମଡେଲ ପୋଲିସ ଷ୍ଟେସନ ର ପୋଲିସ ଅଫିସର।। ଦୋଷୀ ଅଫିସର ମାନଙ୍କୁ ଦଣ୍ଡ ଦେବା ପରିବର୍ତ୍ତେ ଘଣ୍ଟ ଘୋଡ଼ା ହେଉଛି।। ପୋଲିସ ବ୍ୟବସ୍ତା ବର୍ତ୍ତମାନ ଅପରାଧୀ କାରଣ ହୋଇ ସାରିଛି।। ପୀଡ଼ିତ। କୁ ନ୍ୟାୟ ଦେବା ପରିବର୍ତେ ଦଣ୍ଡ ବିଧାନ କରାଯାଉଛି।।
@babulubariha2098
@babulubariha2098 9 сағат бұрын
ରାଜ୍ୟ ପାଲ ପୁଅ କେସ୍ ରେ ଇଏ କିଛି କହିଲା ନାହିଁ ।କାହିଁକି ନା ୟା ମୁହଁ ରେ ବାଣ୍ଡ ପଶି ଥିଲା ।
@babumuduli-dr1pf
@babumuduli-dr1pf 10 сағат бұрын
ଅର୍ଗସ ର ପ୍ରିୟ ଚାନେଲ ବି ଜେ ପି ଚମଚା
@akhyabehera1622
@akhyabehera1622 10 сағат бұрын
Good news
@ashwinibiswal4324
@ashwinibiswal4324 8 сағат бұрын
ଅର୍ଗସ୍ ମେଣ୍ଢାର କଣ ଭେମାରଡ଼ି କମି ଯାଇଛି
@Tapas-ip9on
@Tapas-ip9on 8 сағат бұрын
ଏ ସବୁ ବିଜେଡିର କାମ
@subhrajitmech
@subhrajitmech 53 минут бұрын
Thank God they are police, not Governor's son.
@raghunathsahoo3490
@raghunathsahoo3490 14 сағат бұрын
ଉତ୍ତର କିଏ daba
when you have plan B 😂
00:11
Andrey Grechka
Рет қаралды 62 МЛН