Rok Thok Live || ରୋକ୍ ଠୋକ୍ : ଖଳନାୟକ ପୋଲିସ ବାବୁ ! || 20 Sept 2024 || Argus News

  Рет қаралды 101,115

Argus News

Argus News

Күн бұрын

Пікірлер: 615
@ajayakumarnayak2803
@ajayakumarnayak2803 Ай бұрын
ଦୁର୍ଗାଶିସ୍ ବାବୁ ଜିଁନ୍ଦାବାଦ ଅର୍ଗସ ନ୍ୟୁଜ ଜିନ୍ଦାବାଦ
@BimbadharMangaraj
@BimbadharMangaraj Ай бұрын
ଖାଲି ଭରତପୁର ଥାନା ନୁହେଁ ସମସ୍ତ ଥାନାରେ (ରାଜ୍ଯ ଓଡିଶା) ଅନୁସଂଧାନ କରି କାର୍ଯ୍ଯାନୁଷ୍ଠାନ କରାଯାଉ ନଚେତ୍ ସମାଜ କେବେ କ୍ଷମା ଦେବନାହିଁ
@pallimadhuriodiafolksong2771
@pallimadhuriodiafolksong2771 Ай бұрын
ଦୁର୍ଗାଶୀଷ ବାବୁ ଙ୍କୁ ମାନିବାକୁ ପଡିବ । ପ୍ରକୃତ ସତ୍ୟ ଖବର ପ୍ରକାଶ କରିବାରେ ଧୁରନ୍ଧର । ବହୁତ ଉତ୍ତମ ସାମ୍ବାଦିକ ।
@chakradharswain9603
@chakradharswain9603 Ай бұрын
ଅଯୋଗ୍ୟ ଦୀନକୃଷ୍ଣ ମିଶ୍ରଙ୍କୁ ଯୋଗ୍ୟ କଳା କେଉଁ ସରକାର, କେଉଁ ଡି, ଜି, ପି , ମହାଶୟ, ଆପଣଙ୍କୁ ଟିକେ ଲଜ୍ଜ୍ୟା ନାହିଁ ? 👍👍👍👍👍👍👍👍👍
@prahaladsahu5406
@prahaladsahu5406 Ай бұрын
ମନ୍ମଥ ବାବୁ ତୁମକୁ ମୂର୍ଖ କହିବେ କାହିଁକି ଯୁକ୍ତି କରୁଛନ୍ତି, ମମିତା, ବେବିନା ପରି ଏପରି ଆଉ ଅନେକ ମହିଳାଙ୍କ ଦୋଷି ଙ୍କୁ ତଦନ୍ତ ପରିସର ଅଣାଯାଉ .
@SantoshDas-jb8jz
@SantoshDas-jb8jz Ай бұрын
ମନ୍ମଥ ପାଗଳ ହେଇଯାଇଛି ବୋପା କାର୍ଟୁନ୍ ପୁଅ ପାଗଳ ସ୍ଥିତି ପାଗଳ
@amarbehera9011
@amarbehera9011 Ай бұрын
Bjd neta chora chora chora
@pradeeppatra2655
@pradeeppatra2655 Ай бұрын
ମନ୍ମଥ ବିଜେଡିର ଚାମ୍ଚା କେବଳ ପଇସା ପାଇଁ ।
@debasishmohanty2735
@debasishmohanty2735 Ай бұрын
ଯାହା କୁହ ଭାଇ ଦୂର୍ଗଶିସ ଭାଇ ବହୁତ୍ ସଚ୍ଚୋଟ ଆଉ ନିର୍ଭୀକ ଲୋକ। ଏଇ ଭଳି ସାମ୍ବାଦିକ ଆମ ଦେଶ ପାଇଁ ଗର୍ବ। big fan love from jajpur ❤
@RasmitaDash-wj4wy
@RasmitaDash-wj4wy Ай бұрын
😂😂😂durgasis hela bjp ra naukar
@NiryasNayak
@NiryasNayak Ай бұрын
ତୁମେ କଣ ବିଜେଡି ର କୁକୁର 🐕🐕🐕
@chakradharswain9603
@chakradharswain9603 Ай бұрын
ମନ୍ମଥ ବାବୁ, ଆପଣ ଜଣେ ପାଇଲଟ୍, ଶିକ୍ଷିତ, ପାଇକ ପୁଅ, ଆଉ ସୂର୍ ସାରଙ୍କ ଯୋଗ୍ୟ ପୁତ୍ର, ଆପଣଙ୍କ ମୁହଁରୁ ଏ ଭଳି କଥା ସୁନିକରି ନିଜକୁ ଧିକାର କରିବାକୁ ପଡୁଛି, 👍👍👍👍👍👍👍👍
@arupanandasahu8102
@arupanandasahu8102 Ай бұрын
.
@Sunsine5098
@Sunsine5098 Ай бұрын
DCP ପଇସା ଖାଉଛି ଆଇଆଇସି ଠୁ। ସେ କଣ କରିବ।
@kalyanpanda5885
@kalyanpanda5885 Ай бұрын
ପାଣ୍ଡୁ ଲୁଣ ଖାଇଛନ୍ତି
@k.manasmaharana4176
@k.manasmaharana4176 Ай бұрын
Manmatha clean bold by durgasish babu... And will be shame it.
@Sourabh.Mohapatra
@Sourabh.Mohapatra Ай бұрын
Kou airline re pilot thila se & rahila Sura rout katha.Tame Tama family saha sura routray ra interview dekhipariba ta 😆 He is a vulgar person
@niharranjannayak7534
@niharranjannayak7534 Ай бұрын
ଲାଞ୍ଚ ନେବାରେ ସୁବିଧା ହେବ ବୋଲି ସି ସି କେମେରା ଲଗାଇ ନ ଥିଲେ
@AJ.....440
@AJ.....440 Ай бұрын
CCTV kie lageiba government na police
@samiracharya1455
@samiracharya1455 Ай бұрын
😂😂
@nehaparida4358
@nehaparida4358 Ай бұрын
ଡବଲ ଇଞ୍ଜିନ ସରକାର କେହି ବ୍ୟସ୍ତ ହୁଅନି
@rajendranayak3009
@rajendranayak3009 Ай бұрын
ଯିଏ ଦୁଷ କରୁଛି ତା କୁ ଦଣ୍ଡ ଦିଆଯାଉ. ଜୟ ଶ୍ରୀ ରାମ 🙏
@KamakshiPatro
@KamakshiPatro Ай бұрын
Dhankanalya. Maduruchut. Chanalo. Argus. Channel
@KamakshiPatro
@KamakshiPatro Ай бұрын
Dco. Ma. Or. Bhean. Ku. Hogga
@stuluachary
@stuluachary Ай бұрын
ବିଜେଡ଼ି ହତ୍ୟାକାରୀ ଚୋର ଟାଉଟର
@Roshan_t434
@Roshan_t434 Ай бұрын
Bhai right 👍👍👍👍👍👍👍👍👍👍
@prahaladsahu5406
@prahaladsahu5406 Ай бұрын
ପ୍ରଥମେ D C P ଙ୍କୁ ବହିଷ୍କାର କରନ୍ତୁ ମୋହନ ସରକାର , ସେ ଅଯୋଗ୍ୟ ଓଡିଶା ପ୍ରଶାସନ ପାଇଁ , cm ଙ୍କୁ ଅନୁରୋଧ ଦୋଷି ପୋଲିସ ଅଧିକାରୀଙ୍କୁ ଚାକିରୀ ରୁ ବହିସ୍କୃତ କରନ୍ତୁ , ଅଙ୍କିତା କୁ ନ୍ୟାୟ ଦିଅନ୍ତୁ,
@ganeswarkhatua6619
@ganeswarkhatua6619 Ай бұрын
Argus ku mu bahut dhanyabad dauchi.
@Mrrp56
@Mrrp56 Ай бұрын
DCP ଦୋଷୀ ପୋଲିସ ଙ୍କୁ support କରୁଛନ୍ତି
@AJ.....440
@AJ.....440 Ай бұрын
DCP jadi bhul ta se mohila b bhul ta pakhare kn pramana achhu na victim card kheluchi
@rocklipu1855
@rocklipu1855 Ай бұрын
Aaj ka time mein ladkiyan bahut ghatiya hai... Bt ladkon ko dost deta hai.. isiliye ladki ko Suraksha nahin Dena chahie agar Dena chahie to ladka aur ladki donon ko same Dena chahie... Ghatiya ladki Ko nahin 👊🤬🤮
@pabitrarautarapabitrarauta176
@pabitrarautarapabitrarauta176 Ай бұрын
Thanks argus❤❤❤😅😅😅😅😢😢😢😢😢
@Sugam1820
@Sugam1820 Ай бұрын
DCP କୁ suspend କରାଯାଉ ସେ ଦୋଷୀକୁ ସଜ୍ଜା ଦେବାଦର୍କାର
@CommonManOd
@CommonManOd Ай бұрын
DCP Pratik Singh should be suspended
@RajaRaja-bl6cx
@RajaRaja-bl6cx Ай бұрын
ମୋହନ ବାବୁ Model police station ନା ବାଦଲରେ model gunda station ନା ଦିଅନ୍ତୁ
@sahadevakishan2010
@sahadevakishan2010 Ай бұрын
ବିଜେଡି ବେସିଦେଖିଇହେଉଛି
@pradeepswain29
@pradeepswain29 Ай бұрын
ଆଗରୁ କୁଆଡେ ଯାଇଥିଲ
@lyongaming666
@lyongaming666 Ай бұрын
To gandi re gehuchhi na mg bjd
@purnachandrabehera5936
@purnachandrabehera5936 Ай бұрын
Durgasish sir, you are lion ❤❤❤❤🎉🎉🎉🎉🎉
@rajkrishnasharma6305
@rajkrishnasharma6305 Ай бұрын
ଅର୍ଧେନ୍ଦୁ sir ଯଉ ବୁମ ଧରିଛନ୍ତି ମନ୍ମଥ ପାଟି ଭିତରେ ପୁରେଇ ଦିଅନ୍ତୁ... ବେସି ଫଡ ଫଡ ହଉଚି...
@sanjaysahu452
@sanjaysahu452 Ай бұрын
All bhubaneswar re Army lagao
@sahadevakishan2010
@sahadevakishan2010 Ай бұрын
ଶବୁ କେସ‌ ରିଅପନ ହଉ
@rajkrishnasharma6305
@rajkrishnasharma6305 Ай бұрын
ମନ୍ମଥ ଗୋଟେ କା ପୁରୁଷ
@purnachandrabehera5936
@purnachandrabehera5936 Ай бұрын
Salut sir, I am proud of argus news. Sir I am proud you. Go ahead with those challenge. lut
@soumyaranjan2496
@soumyaranjan2496 Ай бұрын
ଏଭଳି କଳଙ୍କିତ ପୋଲିସ ଅଧିକାରୀଙ୍କୁ ତୁରନ୍ତ ବହିଷ୍କାର କରି ଅପରାଧିକ କର୍ଯ୍ୟନଥାନ ନିଅନ୍ତୁ, ବହୁତ୍ ଯୋଗ୍ୟ ପାର୍ଥି ଅଛନ୍ତି ନୂଆ appointment ଦିଅନ୍ତୁ
@Sunsine5098
@Sunsine5098 Ай бұрын
DCP ଯଦି ଆଇଆଇସି ଠୁ ପଇସା ଖାଇବ, ତେବେ ସେ କେମିତି ଆଇଆଇସି ବିରୋଧରେ କାର୍ଯ୍ୟ ଅନୁଷ୍ଠାନ କରି ପାରିବ? ସପକ୍ଷ ନେବା ସ୍ଵାଭାବିକ। Who will police the police? There should be other agency independence of police who can lodge FIR and do investigation on the complaint against the police . ବାକି ଏପରି କେସରେ ଇନଭେଷ୍ଟିଗେସନ କିଏ କରୁଛି ଆଉ କଣ କରିବ, ଆପଣ ମାନେ ସବୁ ଜାଣିଥିବେ।
@nikunjasahu103
@nikunjasahu103 Ай бұрын
ମଣିଷ କୁ ବାବୁ କହି ହବ। ଅମଣିଷ କୁ ବାବୁ କହିଲେ ଅପରାଧ ଓ ଅପରାଧୀ ବଢିବ।
@himansupanda409
@himansupanda409 Ай бұрын
ସମସ୍ତ ପୋଲିସ ବିଭାଗର ସମସ୍ତ ଅଭିଯୁକ୍ତଙ୍କୁ ଉପଯୁକ୍ତ ଦଣ୍ଡ ଦିଆଯିବ ଉଚିତ୍ ତେବେ ସାଧାରଣ ଜନତାଙ୍କୁ ସଠିକ୍ ନ୍ୟାୟ ମିଳିବ
@BhagirathiMohanty-e7z
@BhagirathiMohanty-e7z Ай бұрын
ପୋଲିସର ଏତାଦୃଶ କାର୍ଯ୍ୟ ପାଇଁ ବିଜେଡି ସରକାରଙ୍କର chanda. ଆଦାୟ kari ଏଜେଣ୍ଟ ଥିଲେ.
@SankarDash-x8n
@SankarDash-x8n Ай бұрын
very good Argues News
@dillipkumarkumar1959
@dillipkumarkumar1959 Ай бұрын
Thank you argus midiya
@a.r.sgamer4051
@a.r.sgamer4051 Ай бұрын
ଦୁର୍ଗାସିସବାବୁ ଆୱାଜ କମ ଶୁଭୁଛି
@sewanayak945
@sewanayak945 Ай бұрын
ଏସବୁ ବିଜେଡିର ଚମଚା ଗିରି କରୁଥିଲେ 👍ବହିଷ୍କାର ହବା ଦରକାର 🙏
@ranjitadas4927
@ranjitadas4927 Ай бұрын
ସବୁ ଥାନା ଅଧିକାରୀ ସବୁ ଥାନା ରେ ଏମିତି ହଉଛନ୍ତି
@trilochanpatnaik6321
@trilochanpatnaik6321 Ай бұрын
ଗତ ପଚିଶ ବର୍ଷ ରେ ପାଇକ ପୁଅ କେଉଁଠି ଥିଲେ। ବାପ ଙ୍କ ପରି ବଡ଼ ପାଟି ଶିଖି ଛନ୍ତି।
@prasantkudas3438
@prasantkudas3438 Ай бұрын
DCP ଟା ଲାଞ୍ଚୁଆ
@madhabanandasamals9130
@madhabanandasamals9130 Ай бұрын
Thanks you Argus Jay Jagannath
@Sunsine5098
@Sunsine5098 Ай бұрын
❤❤❤ଆହେ ମୁଖ୍ୟମନ୍ତ୍ରୀ ନିଜେ ଜାଣିଛନ୍ତି। ଥାନା ବାବୁ ଥାନାରେ ବ୍ୟବହାର କେମିତି କରନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିଜ ଅନୁଭବ ପରେ, ତଦନ୍ତ ର ଆଉ କଣ ଆବଶ୍ୟକ ଅଛିକି?😂❤❤❤😂😂❤❤
@AkshayaKumarMohanty-p1l
@AkshayaKumarMohanty-p1l Ай бұрын
Justice for Ankita
@ashoknaik3119
@ashoknaik3119 Ай бұрын
ଏଇଟା ୟୁପି ନୁହଁ ସାଙ୍ଗେ ସାଙ୍ଗେ ଫଇସଲା ହେଇଯିବ
@nikunjasahu103
@nikunjasahu103 Ай бұрын
ଦୀନକୃଷ୍ଣ ମିଶ୍ର Suspended IIC ଘରେ vigilance raid କଲେ କିଛି ତଥ୍ୟ ମିଳିବ । ଓଡ଼ିଶା ସରକାର କରିଦେଖେଇବେ କି ?
@niranjannaik6376
@niranjannaik6376 Ай бұрын
Yes......
@sudhansusekharpattanayak3246
@sudhansusekharpattanayak3246 Ай бұрын
Why delay in vigilance raid?
@bimbadharrout1373
@bimbadharrout1373 Ай бұрын
Justice for Ankita.. very good Argus news.. 👍👍
@subhabratamishra4465
@subhabratamishra4465 Ай бұрын
ନବୀନ୍‌ ପଟ୍ଟନାୟକ୍‌ର‌ ପାପକୁ ମନ୍‌ମୋହନ୍‌ ଝେଲିବେ । ନବୀନ୍‌ ପଟ୍ଟ‌ନାୟକ୍‌ ଅପରାଧି ପୋଲିସ୍‌ କୁ ଉଚ୍ଚ ପଦବୀରେ କାହିଁକି ଦେଇଥିଲା ?
@bhismasenjena230
@bhismasenjena230 Ай бұрын
ଯିଏ ନିଜ ସ୍ତ୍ରୀ କୁ ନ୍ୟାୟ ଦେଇ ପାରିନି ସିଏ ଆସିଛି ନାରିକୁ ନ୍ୟାୟ ଦେବାକୁ ବେଲଜ୍ୟା ଜନତା ଦଳର ଏଇ ଆଉ ଗୋଟେ ବେଲଜ୍ୟା
@learn2unlearn853
@learn2unlearn853 Ай бұрын
DCP ku suspend kara jau...se abhadra irresponsible comments deichi
@nareshpattnaik2454
@nareshpattnaik2454 Ай бұрын
ମନ୍ମଥ ଗୋଟେ କୋଉ ଚରିତ୍ରରଲୋକ ଯେ ନିଜ ସ୍ତ୍ରିକୁସନ୍ମମାନ୍ଦେଇ ପାରିନି ସୁର ଯେମିତି ଲୁଙ୍ଗୁଡ଼ି ଗୋଡେଇ ବାଇକ୍ ଦେଇ ନିଜକୁ ବହୁତ୍ ବଦ୍ଭାବୁ ଚି ଏ ଶଳା ପାଇଲଟ ଥିଲାସଲାବେଇ ମାନ କୁ କିଏ ଡାକି ନ ଥିବେବୋପା ଶଳା ଯେମିତି ବହାଦୁରିଆ ଦେଖେଇ ହୁଏସଲକୁ ତାଡ଼ପୋଲିସକୁ ଚାକିରିରୁ ବିଦା କରି ଉଦାହରଣ ସୃଷ୍ଟିକରନ୍ତୁ ଏ ଶଳା କୋଉ ପାଇକ ଆଡୁ ବାହାରି ଥିଲା?
@sahadevakishan2010
@sahadevakishan2010 Ай бұрын
ପାଇକ ପୁଅନା ବେତୁବାଳ ପାଟିକରୁଛୁ
@BharatMandal-w7e
@BharatMandal-w7e Ай бұрын
ଡିସିପି କୁ ଓଡିଶାରୁ ବାହାର କର ସେଇଟା ଓଡିଶା ମାଟିରେ ରହିବାର ଯୋଗ୍ୟ ନୁଁହ. ସେ ବିଜେଡି ର ଚମଚା ସେ ଦିନାକୁ ସହଯୋଗ କରୁଛି. ଦୀନକୃଷ୍ଣ କୁ ଲଙ୍ଗଳା କରି ରାସ୍ତାରେ ବୁଲା. ତାକୁ ଶଳାକୁ ଫାସୀ ଦିଅ. ପ୍ରତୀକ ହେଉଛି ଗୋଟେ ଦଲାଲ ବିଜେଡି ର ତାକୁ ଲାଜ ନାହିଁ. ତାକୁ ଆଗେ ଚାକିରୀରୁ ବାହାର କର. ଜୟ ଜଗନ୍ନାଥ. ମନ୍ମଥ ର ଆଉକାତ ନାହିଁ ସେ କଣ କହିବ.
@srikantsahoo6563
@srikantsahoo6563 Ай бұрын
ଏ ପର୍ଯ୍ୟନ୍ତ ସେ ପୋଲିସ କୁ ବି କିଛି ପୋଲିସ ଅଫିସର ସପୋର୍ଟ କରୁଛନ୍ତି।ତାକୁ dismise କରି ଜେଲ୍ ପଥାଯାଉ।
@GovardhanNayak-fx4qs
@GovardhanNayak-fx4qs Ай бұрын
ମନ୍ମଥ ରାଉତ ବାଳ କଥା କହୁଛି ତା ବାପ ପେଳ କଥା କହୁଥିଲା ହାରାମି ସଳା
@biprapriya
@biprapriya Ай бұрын
DCP nkra polygraph test kara jau. Jana padiba sie kete sata kahuchhanti.
@nehaparida4358
@nehaparida4358 Ай бұрын
ଅଭ୍ୟାସ ହେଇଛିଆଗରୁ
@rabindradas2952
@rabindradas2952 Ай бұрын
ଶିଘ୍ର ନାୟମିଳୁ
@rajkrishnasharma6305
@rajkrishnasharma6305 Ай бұрын
ମାନ୍ନଥ କଣ ସେଠିକି ଦାଦାଗିରି କରିବାକୁ ଯାଇଛି......
@munathewriter1234
@munathewriter1234 Ай бұрын
Drugashish sir greate ତେଣୁ ପ୍ରଥମେ ଆମେ ଗୋଟେ କଥା ରେ କଥା ଛିଡ଼ିବା ଯେ କେଉଁ ଆଇନ୍ ରେ ଲେଖା ଅଛି ଯେ ଯେତେବେଳେ ସାଧାରଣ ଲୋକ ଟିଏ କ୍ରିମିନାଲ ମାନଙ୍କ ଠୁଁ ରକ୍ଷା ପାଇବା ପାଇଁ ଥାନା କୁ ଗଲେ FIR କୁ ସାଧାରଣ ଲୋକଟିର receive ନ କରି ତାକୁ ଓଲଟି ବାଡେଇବା କେଉଁ ଆଇନ୍ ରେ ଲେଖା ଅଛି ଏ ହେଉଛି ପ୍ରଥମ କଥା ତାପରେ ଦିତ୍ୟ କଥା ହେଉଛି ପୋଲିସ୍ ଥାନାରେ duty ପାଇଁ ରୁହେ ନାଁ ପୋଲିସ୍ ଥାନା ଭିତରେ ବିନା ୟୁନିଫର୍ମ ରେ ନାଇଟ ପିନ୍ଧି ବସିବା ତେଣୁ ଓଡ଼ିଶା ସରକାର ମୋହନ ମାଝୀ ଙ୍କୁ requet ଯେତେ ଶୀଘ୍ର ସମ୍ଭବ ସେ ଚୁର ପୋଲିସ୍ ମାନଙ୍କୁ arrest ହେଉ ଓ 20 ବର୍ଷ ଜେଲ୍ ରେ ପୁରେଇ ଦିଆ ଯାଉ
@purnadash3291
@purnadash3291 Ай бұрын
ମନ୍ମଥ ବେହିଆ ସୁର ବେହିଆ ଭଳି ହେଉଛି, ତୋର ଶଳା ବହୁତ ଅଳିଆ କାହିଁକି ବକ ବକ ହେଉଛି ରେ ମନ୍ମଥ 🤪
@PremanandaMalla666
@PremanandaMalla666 Ай бұрын
ବିଜେପି ସାସନ ଠିକ୍ ନାହିଁ,,,,ବୁଲ୍ଡୋଜର,, ଇନ୍ କାଉଣ୍ଟର,, ଏଇଆ ନହେଲେ ବିଜେପି ପାଇଁଁ ବିପଦ , ଜୟଶ୍ରୀ ରାମ ଜୟଶ୍ରୀ ରାମ
@tcatokr2166
@tcatokr2166 Ай бұрын
Sabas Argus News
@prahaladsahu5406
@prahaladsahu5406 Ай бұрын
ସସ୍ମିତା ମେଲେକା bjd ନେତ୍ରୀ ମନ୍ମଥ ରାଉତରାୟ ଠାରୁ ବହୁ ଗୁଣରେ ଉର୍ଦ୍ଧ ରେ ,
@foujibikram5290
@foujibikram5290 Ай бұрын
Great news Argus
@prabhasray675
@prabhasray675 Ай бұрын
Jay Jagannath
@chitraguptadas2921
@chitraguptadas2921 Ай бұрын
ସୁର ରାଉତରାୟଙ୍କ ପୁଅଠୁ ଅଧିକ କ'ଣ ଆଶା କରାଯାଇପାରେ
@User689-h9c
@User689-h9c Ай бұрын
DCP Pratik Singh is the 1st Villain..
@bharatcreation7499
@bharatcreation7499 Ай бұрын
Jai Argus ❤
@jagatpatra1599
@jagatpatra1599 Ай бұрын
ଦୁର୍ଗାଶିସ ଭାଇ ଧନ୍ୟବାଦ....ଆପଣଙ୍କ ପରି ସାମ୍ବାଦିକ ଦରକାର ଓଡିଶାକୁ..
@civilengineering3438
@civilengineering3438 Ай бұрын
Salute to our odiya girl......i am proud of you.thanks to odiya girl unity.
@pradeepswain29
@pradeepswain29 Ай бұрын
ଦୁର୍ଗା ସିଶି ବାବୁ ଧନ୍ୟବାଦ୍
@sashibhubannaik7030
@sashibhubannaik7030 Ай бұрын
Dinakrushna ku dinadaridra karajau se think bujhipariba.
@dibyasinghamahapatro3994
@dibyasinghamahapatro3994 Ай бұрын
Manmatha aimless politician,
@sushantamaharna2871
@sushantamaharna2871 Ай бұрын
🎉okthankyouargusnews
@ajitkumarpanda6388
@ajitkumarpanda6388 Ай бұрын
Bjd ତାର ଇତିହାସ କୁ ଭୁଲି ଗଲାଣି,,,,, ସରକାର ନୀରବ ନ ରହି ,,,ସେ ପୋଲିସ ମାନଙ୍କୁ ଆରେଷ୍ଟ କରି ଜେଲ୍ ପଠାନ୍ତୁ,,,ଅଯୋଗ୍ୟ ପୋଲିସ ମାନଙ୍କୁ ବଦଳି କରାଯାଉ,,,,,,dcp ବି ବଦଳି ହବା କଥା,,,,
@niranjannaik6376
@niranjannaik6376 Ай бұрын
ଅଯୋଗ୍ୟା ଗୁଡାକୁ ବଦଳୀ କଲେ ସେ juaade😂ଯିବେ ସେୟା କରିବେ,ତାଙ୍କୁ କିଛି ପଇସା ଦେଇ,ବହିଷ୍କାର କରାଯାଉ,
@factTern69
@factTern69 Ай бұрын
Pari pihu bebina kunduli mamita ghatanare manmatha babu kena suithila
@AnojSwain-r5t
@AnojSwain-r5t Ай бұрын
Durgasis Bhai Welcome Argus News, Jindabad
@SKLBB4040
@SKLBB4040 Ай бұрын
No 1 Argus news channel.
@bagyadav5632
@bagyadav5632 Ай бұрын
Argus ku bahut dhanyawaad
@nirmalpatnaik5796
@nirmalpatnaik5796 Ай бұрын
Abolish IAS and IPS Post , Power,,politics is a good platform, for,,Enjoyment, Now,a days (presently)
@Goutam306
@Goutam306 Ай бұрын
ଶଳା ମନ୍ମଥ ବିଜେଡି କୁକୁର ରାଜନୀତି କରିବାକୁ ଆସିଛି ଶଳା ଆସିଛି ହାରିବା ର ରାଗ ସୂଜେଇବାକୁ ଆସିଛି ଦୂର୍ଗସିସ sir ଭଲ ମାଡ଼ିଚାଲନ୍ତୁ ଧନ୍ୟବାଦ୍ argus chanel
@chittaranjanpanda1170
@chittaranjanpanda1170 Ай бұрын
DCP BADA CHORA
@babulibehera3750
@babulibehera3750 Ай бұрын
Jay Sri Jagannath Argus news jindabad durgashis babu jindabad
@acharyaone7500
@acharyaone7500 Ай бұрын
Sambadika bhai very good ❤👍
@sureshnayak2347
@sureshnayak2347 25 күн бұрын
Very nice Argus news good evening.we demand proper justice against corruption. From Suresh Ex indian Army.
@cmsatpathy4883
@cmsatpathy4883 Ай бұрын
Thanks very much Argus News. You are doing a pioneering job in Odisha. We love you. Appreciate you vm.
@akpanda833
@akpanda833 Ай бұрын
Where is your CM of Odisha ? Where is Dy CM who is a lady ? Dy CM busy for 100 day celebration of BJP in power . Why DCP not thrown to garbage ?
@rananak
@rananak Ай бұрын
25years re ta Naveen Patnaik gute b niya dei parilani
@DHADKANMELODYOFFICIAL
@DHADKANMELODYOFFICIAL Ай бұрын
I love Argus news
@pratapbehera9152
@pratapbehera9152 Ай бұрын
Argus news ku bahut dhanya bad dalabala nirbisesare samaste saman
@chandramaninanda1963
@chandramaninanda1963 Ай бұрын
CP and DCP MOST Suspend required.
@AgnikaRout
@AgnikaRout Ай бұрын
Sei etihas re manmatha maa petare thila
@BikramKisan-du6xl
@BikramKisan-du6xl Ай бұрын
DCP Pratik Sing should be arrested and jailed.
@JayantkumarSethi
@JayantkumarSethi Ай бұрын
ସୁର ପୁଅ politics କରୁଛି ।
@HaladharNayak-d5e
@HaladharNayak-d5e Ай бұрын
ସୋର ପୁଅ ଗାଲୁଆମି କରୁଛି ।
@santoshmahanta2319
@santoshmahanta2319 Ай бұрын
Thank you Durga Singh. Keep it up.
@baikumarbehera9024
@baikumarbehera9024 Ай бұрын
ଦୁର୍ଗା ଶିଷ ବାବୁ ଭଗବାନ ଆପଣ ଙ୍କୁ ଦୀର୍ଘାୟୁ ଦିଅନ୍ତୁ
@krushnaprasadmohanty3831
@krushnaprasadmohanty3831 Ай бұрын
ବିଜେପି ସରକାରକୁୁ ୧୦୦ ଦିନ ପୁରିଗଲା - ଟଙ୍କା ୫୦୦୦ ( ବର୍ଷ କୁ ୫୦୦୦୦ ) ଦେଇକି ନିର୍ବାଚନ ପ୍ରତିଶ୍ରୁତି ରଖିଲେ - ସୁଭଦ୍ରା ଯୋଜନା - ଆଦର୍ଶ ଥାନାରେ ଅଭିଯୋଗକାରିଣୀ ଯୁବତୀ କୁ ଦିଆଗଲା ଯୋୖନ ନିର୍ଯ୍ୟାତନା ‌- ଏହାହିଁ ମୋହନ ସରକାରଙ୍କ ଆଦର୍ଶ ।
@MukundaShoo
@MukundaShoo Ай бұрын
Argus News ମାଧ୍ୟମରେ ମୁଁ ଜାଣଉଅଛିକି, ଏବେ ହେଉ କି ଅତୀତ ରେ ହେଉ ନବୀନ କଳା ସାମ୍ରାଜ୍ୟ ଆଉ୧୦୦ଦିନ ଭିତରେ ମାନ୍ୟବର ମୋହନ୍ ମାଝୀ ଖତମ୍ କରିବାକୁ ୬୦%ଚେଷ୍ଟା କରନ୍ତୁ।
@niranjannaik6376
@niranjannaik6376 Ай бұрын
ହଁ ଆଘ୍ୟାନ ସ୍ପିଡି ଟେକେ ବଢ଼ା 🔱ntu
@bhanumatibehera2006
@bhanumatibehera2006 Ай бұрын
Justice for ankita. God bless u durgasisbabu. 🙏🏻jay jagannath
@gokulchandra9249
@gokulchandra9249 Ай бұрын
Thanks news channel. Jay Hind
@balaramjena1957
@balaramjena1957 Ай бұрын
😢ସବୁ ଭାଇମାନଙ୍କର ସୁଚିନ୍ତିତ ମତ ପ୍ରକାଶ ଶୁଣି ଖୁସି ହେଲି ମାତ୍ର ମୋର ଦୁଃଖ ଏତିକି ନାରୀ ପାଇଁ ଯତେ ପର୍ଯ୍ୟନ୍ତ ନାରୀ ଟିଏ ସହାୟକ ନହେଵ ସେତେ ପର୍ଯ୍ୟନ୍ତ ନାରୀ ସୁରକ୍ଷା ଅସମ୍ଭବ ମୋର ନିବେଦନ ହେ ମୋର ମାତୃ ଶକ୍ତି ତୁମେ ଜାଗ୍ରତ ହୁଅ , ତୁମେ ଜାଗ୍ରତ ହୁଅ ❤❤
Ice Cream or Surprise Trip Around the World?
00:31
Hungry FAM
Рет қаралды 6 МЛН
Hoodie gets wicked makeover! 😲
00:47
Justin Flom
Рет қаралды 88 МЛН
Из какого города смотришь? 😃
00:34
МЯТНАЯ ФАНТА
Рет қаралды 1 МЛН
Trapped by the Machine, Saved by Kind Strangers! #shorts
00:21
Fabiosa Best Lifehacks
Рет қаралды 35 МЛН
Ice Cream or Surprise Trip Around the World?
00:31
Hungry FAM
Рет қаралды 6 МЛН