BJD Women Leader Sanjukta Mahala Seeks Justice In Tearful Eyes

  Рет қаралды 212,741

Argus News

Argus News

Жыл бұрын

BJD Women Leader Sanjukta Mahala Seeks Justice In Tearful Eyes.
Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
To stay updated on-the-go,
Visit Our Official Website: www.argusnews.in/
iOS App: bit.ly/ArgusNewsiOSApp
Android App: bit.ly/ArgusNewsAndroidApp
Live TV: argusnews.in/live-tv/
Facebook: / argusnews.in
KZbin : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900
#ArgusNews #BJD #Minister #SrikantaSahu #WomenAllegation #Justice #Bhubaneswar #Odisha

Пікірлер: 319
@nirmalkumarmunda3641
@nirmalkumarmunda3641 Жыл бұрын
ଜେଉଁ ଦୀନ ପର୍ୟ୍ଯନ୍ତ ଲୋକେ ଟଙ୍କା ନେଇଭୋଟଦେଉଥିବେ ସେତିକି ଦୀନ ପର୍ୟ୍ଯନ୍ତ ଅନ୍ୟାୟରଶୀକାର ହେଉଥିବେ
@rajeshbagarty9174
@rajeshbagarty9174 Жыл бұрын
Right katha
@baikunthabehera3971
@baikunthabehera3971 Жыл бұрын
Ok
@bijayranjanrout3705
@bijayranjanrout3705 Жыл бұрын
ପୋଲିସ ର କାତ ପାଉନି ସେଠି
@anupammohanty1146
@anupammohanty1146 Жыл бұрын
ଏସବୁ ପାଇଁ ଆମେ ହିଁ ଦାଈ...ଚାରି କୋଟି ପଚାଶ ଲୋକ ଙ୍କ ଭିତରୁ ସେଇ 10 15 ଜଣ ଲୋକ ଙ୍କୁ ଆମେ 25 ବର୍ଷ ହେବ ଆମକୁ ଶାସନ କରିବାକୁ ବାଛୁଛେ ତେଣୁ ସେମାନେ ଆମକୁ କୁକୁର ମାଙ୍କଡ ଭଳି ଦେଖିଲେଣି...
@baikunthabehera3971
@baikunthabehera3971 Жыл бұрын
Aau nunhe 2024 ku udeidheba
@manojkumarpradhan9760
@manojkumarpradhan9760 Жыл бұрын
ଆମ ଲୋକ ସୁଦୁରିବେନି।
@Bharatkekisan
@Bharatkekisan Жыл бұрын
ପଇସା ର ଲୋଭ ରେ ଏଠି ଗୋଟେ ନାରୀ ଆଉ ଗୋଟେ ନାରୀ ର ଇଜ୍ଜତ ଉପରେ personal ମାମଲା କହୁଛି ଶୁଣନ୍ତୁ କାଲି ଯଦି ତାଙ୍କ ସହିତ କିଛି ହେବ ସେତେ ବେଳେ personal କଥା ନିଜର ନିଜେ ବୁଝିବେ ତ?
@DeepakKumar-fc5xk
@DeepakKumar-fc5xk Жыл бұрын
ଏମାନଙ୍କୁ ନବୀନ ପଟ୍ଟନାୟକ ପାରୁ ନାହାଁନ୍ତି, ଉତ୍ତର ପ୍ରଦେଶର ମୂଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ହେଇଥିଲେ ଭଲରେ ସାଇଜ୍ କରିଦିଅନ୍ତେ
@sadanandasahoo3707
@sadanandasahoo3707 Жыл бұрын
ଯୋଗୀଆଦିତ୍ୟନାଥଙ୍କୂ ସୁପ୍ରିମକୋର୍ଟଙ୍କ ଟିପ୍ପଣୀ ଦେଖିଛନ୍ତି କି
@rabindramahapatro7812
@rabindramahapatro7812 Жыл бұрын
​@@sadanandasahoo3707 dekhiba darker nahi,on spot Faisal a,jai Sri ram
@sachitranayak8843
@sachitranayak8843 Жыл бұрын
Hnn only 🔫 Jay shree ram
@baikunthabehera3971
@baikunthabehera3971 Жыл бұрын
Modhi.amite nada .nabin sabu sabu maagiha .aau jogi kahuchhanti mite se miladhenge .. police samene .ganhatantra ko hatya karata he jogi Are sabu bhadua rastrabadhi dhesha drohi ....bhaio sathio mitro HUM BADA HOGEYA BUT MERE DHESHA KO GARIBI KARIDHIA .GALAKUADE A BHADUA NABIN TUMAR SEHI MAAKU SANMAN DHEBA NARA .. APEKHYA KARICHI BABU TUMAR F B I KU JAHAKI AMERIKARU ASI .BE .A VOTAR SABU TUME KARUCHA MADHA MANSA TANKA NEI NISA RE SOICHA .HAU SOITHA DHESA RAJYA BIKR8 SARI UTHHI .VOTA DHELA JE AKABA 25 BARSA TUME BH8KA MAG8BANI AAU K8A MAGIBA
@srikanta671
@srikanta671 Жыл бұрын
Only yougi chiya
@asishrout7911
@asishrout7911 Жыл бұрын
ଏହି ମନ୍ତ୍ରୀ ବୋଲି କେହି ଜାଣିନାହାନ୍ତି😅😅
@diptiranjansahoo3045
@diptiranjansahoo3045 Жыл бұрын
ସବୁବେଳେ ଏମିତି ଅନେକ ସମୟ ଦେଖିବାପରେ ମୋତେ ଆଉ ଭଲ ଲାଗିଲା ନାହିଁ BJD ଶାସନ
@baikunthabehera3971
@baikunthabehera3971 Жыл бұрын
Paribartan kara
@01Bharatiya
@01Bharatiya Жыл бұрын
ମିଳିଗଲା ନ୍ୟାୟ?? ରାବଣ ରାଜ୍ୟ ବି ନବୀନ ରାଜ୍ୟ ଠୁ ଭଲ
@mamatakhillo6781
@mamatakhillo6781 Жыл бұрын
100% really right 👍👍👍👍👍❤️❤️❤️❤️❤️
@prasantapanda1703
@prasantapanda1703 Жыл бұрын
କୁଆଡେ ଗଲେ ଘୋଡ଼ାଗେହି ବେଧେଇ ରାଣ୍ଡି ବିଜେଡି ନାରୀ ନେତ୍ରୀ ଛତ୍ରୀ ମାନେ କୁଆଡେ ଗଲେ ବେଧେଇ ଶ୍ରୀମୟୀ, ସୁଲୋତା, ସୁଲୋଚନା ଆଉ କୁଆଡେ ଗଲା ରାଣ୍ଡି ବଡ଼ ଦୁଧିଆଳୀ ଇପ୍ସିତା ସାହୁ ଆଉ କୁଆଡେ ଗଲେ ଗାଣ୍ଡିଗେହି ଛକା ମାନେ ଯେଉଁମାନେ ଜୟନାରାୟଣ ମିଶ୍ର ସାର ଙ୍କ ବେଳେ ନାରୀ ନାରୀ ନାରୀ କୁ ଅସନମାନ କଥା କହୁଥିଲେ
@rajanisingh8493
@rajanisingh8493 Жыл бұрын
ପୁରା ପୁରି ଭାବେ ଠିକ୍ କଥା କହିଛନ୍ତି ଭାଇ ଭଲ ଶାସନ ନାରା ଦେଉଥିବା ନାରୀ ନେତ୍ରୀ ମାନେ କୁଆଡ଼େ ଗଲେ ବେଦୀ ଗୁଡାକ ଛି,,, ଛିଃ,,, ଛିଃ,,, ଛିଃ
@laxmanmeher484
@laxmanmeher484 Жыл бұрын
YEH police ain't he chats kukura mane
@odiamathclasse
@odiamathclasse Жыл бұрын
ସେମାନେ ବା ପେଲା ଖାଇ, ଵିଆ ଦରଜ କରି ସୋଇଛନ୍ତି
@dipun8599
@dipun8599 Жыл бұрын
Right 👍
@anjanpattu8284
@anjanpattu8284 Жыл бұрын
Semane abe soichanti anya mantri mananka pakhare.
@BibekanandaDhal-xn4he
@BibekanandaDhal-xn4he Жыл бұрын
ମିଶନ ଶକ୍ତି..., ମା କୁ ସଂମାନ.., ଆପଣ ମାନେ ଖୁସି ତ..,
@lalitendubihari3632
@lalitendubihari3632 Жыл бұрын
ଏଇ ନେତ୍ରୀ ମାନେ ଲାଗି ପଡି ମମିତା କେସ କୁ ରୂପ ଦେଉଥିଲେ ଏବେ ପାଇଲେ ଆହୁରି ବି ଅଛନ୍ତି.. ପାଇବେ ଆରେ ନାରୀ ହେଇ ନାରୀ ହତ୍ୟା ରେ ସମର୍ଥନ ଦେଉଥିଲ ଭଲ ହେଇଚି
@bishnujagat9155
@bishnujagat9155 Жыл бұрын
Correct sir..
@anantabehera4836
@anantabehera4836 Жыл бұрын
ଏହା ହି ବିଜେଡି ର ଅସଲ ଚେହେରା କଣ ଆଉ କରିବା ଏତେ କାଣ୍ଡ କେଲେଙ୍କାରି ହେଲା ପରେ ବି ଆମ ମା ମାନେ କିଛି ବୁଝି ପାରୁନାହାନ୍ତି ଜଗନ୍ନାଥ ହିଁ ସାହା ଭରସା 😔😔😔 🙏🙏🙏
@satyaommusic1512
@satyaommusic1512 Жыл бұрын
ଚକା ଆଖି ସବୁ ଦେଖୁଛି ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ
@hadibandhubiswal1869
@hadibandhubiswal1869 Жыл бұрын
ଭଉଣୀ ଏସବୁ ତମ ନବୀନାର ଓଡ଼ିଆ ଉପହାର , ମାଆକୁ ସମ୍ମାନ ।
@kuanrtudu9960
@kuanrtudu9960 Жыл бұрын
ଏ ହେଉଛି ବିଜେଡି ସରକାର ର ସାସୋନ ।
@santoshkumarmishra2620
@santoshkumarmishra2620 Жыл бұрын
ମାଆ କୁ ସମ୍ମାନ ର ଏ ହେଉଛି ସଠିକ୍ ନମୁନା. ଜୟ ହୋ
@souravrout5222
@souravrout5222 Жыл бұрын
Argus news is the best...... Only truth
@rameshsethi6046
@rameshsethi6046 Жыл бұрын
Bhai Argus news only for BJP.I think you don't know
@jungleegamingofficial2555
@jungleegamingofficial2555 Жыл бұрын
Ha ha ha 😂😂😂 Otv argus are bjp news Than Nandighosha Kanak news are truth for bjd news Newspaper published on Dharitri.
@sambeswarbiswal2904
@sambeswarbiswal2904 Жыл бұрын
କିଛି ହେବନି ଅପା
@angadmallickangadmallik8554
@angadmallickangadmallik8554 Жыл бұрын
ଏହାଠାରୁ ଵିଟିସ୍ ସାସନ ଭଲ
@jagdishkumarrath4631
@jagdishkumarrath4631 Жыл бұрын
ଏପରି କେତେ ଯେ ମା ,ଭଉଣୀ ଓଡ଼ିଶା ରେ କାନ୍ଦୁଛନ୍ତି ତାହାର ହିସାବ ନାହିଁ।ଏହି ମା ମାନଙ୍କର ଲୁହ ରେ ଦିନେ ନା ଦିନେ ,ଅହଙ୍କାର ର ଏ ବିଶାଳ ସାମ୍ରାଜ୍ୟ ରସତଲଗ।ମୀ ହେବ ଏଥିରେ ସନ୍ଦେହ ନାହିଁ।
@jyotiranjansamal2634
@jyotiranjansamal2634 Жыл бұрын
ମହିଳାଙ୍କୁ ୟେ କି ସମ୍ମାନ?
@baikunthabehera3971
@baikunthabehera3971 Жыл бұрын
Maganhakhira parinhanham
@helpmore6728
@helpmore6728 Жыл бұрын
ବିଜେଡି ନେତା ମାନେ ପାୱାର ଅଛି କିଛି ବି କରିପାରିବେନି ପୋଲିସ
@sadanandasahoo3707
@sadanandasahoo3707 Жыл бұрын
ଏଇଟା ତାଙ୍କ ବ୍ଯକ୍ତିଗତ କଥା କିଏ ଯାଇ କାହା ପାଖରେ ଶୋଇବ, ଦଳ କଣ ଦାୟୀ।
@rabindramahapatro7812
@rabindramahapatro7812 Жыл бұрын
To bou bia
@janardandas4258
@janardandas4258 Жыл бұрын
ନାରୀ ଙ୍କୁ ସମ୍ମାନ ପ୍ରଦାନ କରିବା ପାଇଁ ମନ୍ତ୍ରୀ ଯାଇଥିଲେ ବୋଧେ..
@smadl4626
@smadl4626 Жыл бұрын
Vala heichhi
@sadasiv2326
@sadasiv2326 Жыл бұрын
ମାକୁ ସମ୍ମାନ କହି ମା ମାନଙ୍କୁ ନିର୍ଯ୍ୟାତନା, ତଥାପି ମାମାନେ ନ ଵୁଝି ଵିଜେଡି ଦଳ ପଛରେ ଧାଇଁଵା ହାସ୍ଯାସ୍ପଦ ।
@akshayasahoo8251
@akshayasahoo8251 Жыл бұрын
ସବୁ ନାଟକ 👍🏾👍🏾
@pradyumnasarangi9667
@pradyumnasarangi9667 Жыл бұрын
ମନ୍ତ୍ରୀ ମାନଙ୍କୁ ପେଲାଦେଉନୁ, ଏମିତିକା ହବ
@SarojKumar-iv6wu
@SarojKumar-iv6wu Жыл бұрын
ଅନ୍ଧ ଯୁବକ ଭାଇ ଆଖି ଫିଟାଇ ଦେଖ
@jchoudhury274
@jchoudhury274 Жыл бұрын
ପୋଲିସ ଓଡ଼ିଶା ରେ ଖାଲି ହେଲମେଟ ଚେକ୍ କରିବା ପାଇଁ ଅଛି
@chaturbhujabag5095
@chaturbhujabag5095 Жыл бұрын
ସବୁ ତଳେ ପଡ଼ିଲା ସେ ନିରବ
@dkmdkm7480
@dkmdkm7480 Жыл бұрын
Choroharame.sarekar.bjd
@kailashsethy712
@kailashsethy712 Жыл бұрын
Naba das valia vogiba.
@ashisabinash9059
@ashisabinash9059 Жыл бұрын
Power iz everything..they r ruling so no rules can bind them.. reality of this society 👌
@tuku8637
@tuku8637 Жыл бұрын
Argus news best
@soumyaranjansahu9843
@soumyaranjansahu9843 Жыл бұрын
Odisha re yogi sarkar darkar
@sanjayaswain239
@sanjayaswain239 Жыл бұрын
ନବୀନ ବାବୁ ଗୋବର ଗଣେଶ ସହ ସମାନ
@skumarsahu7549
@skumarsahu7549 Жыл бұрын
ଇଏ ଯେଉଁ ରୋଲ କରୁଛି ନିନ୍ଦା ନାହିଁ ଏକଦମ ପେରଫେକ୍ଟ.. ଆଉ ଟିକେ ଅଭ୍ୟାସ ଦରକାର 👌 ଇଏ ଯାହାଙ୍କର ନାଁ ସବୁ ନଉଛି ସେମାନେ ବିଲକୁଲ ଠିକ.. ସେମାନଙ୍କ କଣ ବେଳା ଖରାପ ଯେ ଏଇ ଜଙ୍ଗଲୀ ହାତୀ ପଛରେ ପଡିବେ.. ବାକି ରହିଲା ଇଏ କହୁଛି.. ଜବରଦସ୍ତ.. ସେଇଟା ଫେରେ.. ସୁଦୂର ବିଶାଖାପାଟଣା ହୋଟେଲରେ.. ଗଲାବେଳେ ଗଂଜେଇ ମାରିଥିଲା କି.. ତାପରେ ତୁ ତ ନିଜେ ସ୍ୱୀକାର କରୁଛୁ ମାଲପକେଇ କି ମଙ୍ଗଳ ସୂତ୍ର ପିନ୍ଧିଲୁ, ତା ପରେ ଉଦଘାଟନ ଉତ୍ସବ ପାଳିତ ହେଲା ଏଥିରେ ଅସୁବିଧା କୋଉଠି ରହିଲା..?? ବେକାର ଟାରେ ମୁଖ୍ୟମନ୍ତ୍ରୀ ସମେତ ଭଦ୍ର ଲୋକ ମାନଙ୍କ ର ନାଁ ନେଇ ରୋଲ ଚଲେଇଛୁ,
@rabindrasahoo1394
@rabindrasahoo1394 Жыл бұрын
Kichhi heba nahi 🙄......
@SarojKumar-zi4fr
@SarojKumar-zi4fr Жыл бұрын
Jharsuguda bashi dekha vote deya
@rabindrabiswal2241
@rabindrabiswal2241 Жыл бұрын
People should be conscious and change government.
@rabindrakumarmohanty9415
@rabindrakumarmohanty9415 Жыл бұрын
ବ୍ୟକ୍ତି ଗତ ମାମଲା ପୁଣି ଥାନାକୁ କାହିଁକି କଥା ଗଲା।
@skumarsahu7549
@skumarsahu7549 Жыл бұрын
*ତ୍ରିତଳ ପ୍ରାସାଦ ଦୁର୍ମୁଲ୍ୟ ପଲଙ୍କ ତୁଳିତଳ୍ପ ଶେଜ ଛାଡି, ଶ୍ରୀକାନ୍ତ ପ୍ରେମରେ ସର୍ବହରା ହେଲୁ ରହ ମୁହଁକୁ ତଳକୁ ମାଡି, ନିଜ ଆଖିରେ ନିଜ ଆଙ୍ଗୁଠି ଗେଂଜିଲୁ ଅନ୍ୟକୁ ଦୋଷ ଦେଉ କାହିଁ ପାଇଁ, ଏବେ କେବଳ ପାଣ୍ଡିଆନ ହିଁ ଭରସା ଗୁହାରିଆ ପଡେ ଯାଇ,. ସ୍ୱାମୀ ସଂସାର କୁ ଗୋଇଠା ମାଇଲୁ ମନ୍ତିରୀ ଲୋଭରେ ପଡି, ଧନ୍ୟ ତୁଲୋ ନାରୀ ତୋ ଖୁରାକୁ ଜୁହାର ତୋତେ ଧରମ ଗଲାଣି ଛାଡି 🙏
@kiswarmoharana2639
@kiswarmoharana2639 Жыл бұрын
କିଛି ହେବନି
@susantabehera5763
@susantabehera5763 Жыл бұрын
ବ୍ୟକ୍ତିଗତ ମାମଲା କହି ଏଡାଉଥିବା କଥା ଗୁଡିକରେ ସାଧାରଣ ଜନତା କଣ ଶିଖିଲେ ,ଏହା କଣ ଉଚିତ ନ୍ୟାୟ ମହଲରେ,ଯଦି କୌଣସି ନେତା ମନ୍ତ୍ରୀ କଲେ ପାଟି ପାଇଁ ଫରକ୍ ପଡୁନି, ଜନ ସାଧାରଣ କଲେ ନ୍ୟାୟ ମହଲରେ କଣ ପାଇଁ ଆଇନ କୁ ପ୍ରକ୍ରିୟାକୁ ପ୍ରଣୟ କରାଯିବ, ଏହା କଣ ଓଡ଼ିଶା କଳା ସଂସ୍କୃତିରେ ଲେଖା ଅଛି ତମେ କଲେ ଲୀଳା ଆମେ କଲେ କିଳା କିଯୁଗ ହେଲାରେ ନବୀନ ବାବୁ ,ସେବା ଆପଣମାନେ ଖୁସିତ
@prasantadas9017
@prasantadas9017 Жыл бұрын
Argus news bahut kanduchha
@AshokKBarik
@AshokKBarik Жыл бұрын
Injustice has a limit! Mahaprabhu sabu dekhuchanti
@shankarjhodia5181
@shankarjhodia5181 Жыл бұрын
Good news argas
@dibakarswain6458
@dibakarswain6458 Жыл бұрын
Mahal mam,where did go your party precident, Nabinji?where did go your sulata mam, Ipsita mam, shreemayi mam? Shameless doing politics.
@rajendrakumarpadhan755
@rajendrakumarpadhan755 Жыл бұрын
ବିଜେଡ଼ି ଦଳରେ ସଵୁ ଠିକଠାକ ଜାଲିଛି ଲଜ୍ଜ୍ଯା
@rajanisingh8493
@rajanisingh8493 Жыл бұрын
It is not new case ,ବିଜେଡି ହେଉଛି ଦୁର୍ନୀତିର ଗନ୍ତାଘର,ନିଲ୍ଲର୍ଜ ସରକାରକୁ ସରମ ନାହିଁ। ଯେତେବେଳେ ସମ୍ବଲପୁରରେ ଜୟନାରାୟଣ ମିଶ୍ର ମହିଳା ଆଇ ଆଇ ସିଂଙ୍କୁ ଥାପଡ ଉଠାଇଥିଲେ, ସେତେବେଳେ ବିଜେଡି ମହିଳା ନେତ୍ରୀମାନେ ନାରୀ ସମ୍ମାନ କଥା କହି ରାଜରାସ୍ତାକୁ ଓହ୍ଲାଇଥିଲେ, ଏତେ ଘଟଣା ଘଟୁଛି ସରମ ଲାଗୁନି ନବୀନ ସରକାରଙ୍କୁ ଜୟ ଜଗନ୍ନାଥ।
@kumars5923
@kumars5923 Жыл бұрын
mareibo odisha womens mane
@khirabatisanani4319
@khirabatisanani4319 Жыл бұрын
Please, BJD ku avoid karantu aye Dalara neta mane bahut powerful heigalani.
@mraja3119
@mraja3119 Жыл бұрын
ଏହା ହେଲା ପ୍ରକୃତ ମା କୁ ସଂମାନ , ଯେ ପର୍ଯ୍ୟନ୍ତ ଲୋକ କୁକୁର ହୋଇ ବିଜେଡି ଖଲି ଚାଟିବେ ଓ ମାଗଣା ମଦ ଖାଇବେ, ନେତା ମନ୍ତ୍ରୀ ହତ୍ୟା ରେପ enjoy କଲେ ଚାଲିବ. ଜୟ ବିଜେଡି ମଦୁଆ ରଣ୍ଡୁଆ ଭଡୁଆ ଅନ୍ଧ ମୁକ ବଧିର ସରକାର କି ଜୟ
@rammohanty6070
@rammohanty6070 Жыл бұрын
drink wine and take money give vote ,it is our odisha govt.policy
@babupatnaik9767
@babupatnaik9767 Жыл бұрын
ଛି ଛି ଛି
@bibhudattapanda3425
@bibhudattapanda3425 Жыл бұрын
Nice
@chitrasenpatra2886
@chitrasenpatra2886 Жыл бұрын
Pjd ମହିଳାଙ୍କୁ ଅଧିକ ଆଗ୍ରହ କରନ୍ତି କଣ ଏଥି ପାଇଁ?
@sachidanandalenka6882
@sachidanandalenka6882 Жыл бұрын
Ja hau labour minister bi hard labour karuchhanti Jay bjd Jay naveen
@debeshkumarbiswal4509
@debeshkumarbiswal4509 Жыл бұрын
କେମିତି ସ୍ୱାମୀ କୁ ମୁଁହ ଦେଖେଇବେ,,ନେତା ହେବାକୁ ଆସିଥିଲେ ସବୁ କିଛି ହରେଇଲେ
@sanus9614
@sanus9614 Жыл бұрын
So ship Odia politics leader
@pabitrakumarpradhan4431
@pabitrakumarpradhan4431 Жыл бұрын
Dhanya Navina
@pradeeptaghadei556
@pradeeptaghadei556 Жыл бұрын
ସାବାସ ଅର୍ଗସ୍
@KedarBhuya
@KedarBhuya Жыл бұрын
Tama. Tv. Thaky
@kalpatarunayak8709
@kalpatarunayak8709 Жыл бұрын
ହେ ଆଜି ଭଳି ଦିନ ରେ ଏମିତି ଦେଖିବାକୁ ମିଳିଲା ପୂରା ବର୍ ବାଦ୍ ହେଇଯିବ BJD
@rakeshkhatua1848
@rakeshkhatua1848 Жыл бұрын
ୱ। କ୍ଯl ସିନ୍‌ ହେ..?
@chitraguptadas2921
@chitraguptadas2921 Жыл бұрын
ଏଇଟା ମା' କୁ ସମ୍ମାନ I ବିଜେପି ଦଳର ଜଣେ ମହିଳା କର୍ମୀଙ୍କୁ ତାଙ୍କ ଦଳର ଜୁଏଲ ଓରାମ୍ ଫୋନରେ ଅପଶବ୍ଦ କହିଦେଇଥିବାର ଅଭିଯୋଗରେ ବିଜେଡି ନେତା/ନେତ୍ରୀମାନଙ୍କୁ ନିଦ ହେଉନଥିଲା କିନ୍ତୁ ମନ୍ତ୍ରୀଙ୍କ ବିଋଦ୍ଧରେ ଗୁରୁତର ଅଭିଯୋଗ ଥିବାବେଳେ ଏହା ତାଙ୍କ ବ୍ୟକ୍ତିଗତ ବ୍ୟାପାର କହିବା ବିଜେଡି ଦଳର ଅପରାଧିଙ୍କୁ ସୁରକ୍ଷା ଦେବାର ଆଉ ଏକ ପ୍ରମାଣ I
@dr.sunilacharya4669
@dr.sunilacharya4669 Жыл бұрын
Shame
@bikramcharanmalik6734
@bikramcharanmalik6734 Жыл бұрын
Madam, Sexual harassment case personal matter. Lady aligatiin ( FIR ) personal matter.
@soubhagyasahu9594
@soubhagyasahu9594 Жыл бұрын
Bhala heichhi BJD vote dio dukha nio 😊
@shaunsundardash8344
@shaunsundardash8344 Жыл бұрын
ଓଡିଶା ବାସିଙ୍କୁ ଏଇଆ ଦରକାର ଆଖି ବଜିକି ଭୋଟ ଦଉଛନ୍ତି ବିଜେଡି କି
@satyasahoo8992
@satyasahoo8992 Жыл бұрын
Change for government
@manassahoo2834
@manassahoo2834 Жыл бұрын
ବାଳ ନେତା ବାଳ ମିନିଷ୍ଟର ବାଳ କର୍ମୀ ବାଳ ସଂଗଠନ ବାଳ ପ୍ରଶାସନ ବାଳ ଶଙ୍ଖ ବାଳ ବିଜେଡି ବାଳ ରାଜନୀିଜ୍ଞ କମ୍ବଳ ଗୋଟା ଯାକ ବାଳ କାହା କୁ ବାଛିବ ବାଛ ଅପାରଗ ବିଜେଡି
@anantanaik549
@anantanaik549 Жыл бұрын
Apana Mane khusi ta .
@rakeshsarangi5495
@rakeshsarangi5495 Жыл бұрын
I request to honable chief minister' Mr Naveen Pattnaik coroption person nku pakharu kadhantu nachet aapananka dalabadnaam heba sahita aapana vi hoijibe please jay jagannath
@bikrampradhan5560
@bikrampradhan5560 Жыл бұрын
ପୋଲିସ୍ ନେତାଙ୍କ ଚେଲା
@anilsumankanak
@anilsumankanak Жыл бұрын
It is honest request not show the comments given by Sri Dharmendra Pradhan as it is clear he can never be accepted by us for CM position.
@ashokkhuntia3027
@ashokkhuntia3027 Жыл бұрын
ଏମିତି କାହାଣୀ କେତେ ଗଲାଣି
@ganeswarnayak6655
@ganeswarnayak6655 Жыл бұрын
Sister LAZYA
@akshayakumar8712
@akshayakumar8712 Жыл бұрын
ଯେଁଉ ମାନେ B J D କୁ ଭୋଟ ଦେବ ସେମାନେ ବହୁତ୍ ପଷ୍ଟେଇବ
@deepakbarik325
@deepakbarik325 Жыл бұрын
bjd ku vot dele amiti haba.
@dhoombarttadm5387
@dhoombarttadm5387 Жыл бұрын
BJD party re କେବଳ .....😬😬😬😬😬😬😬
@damodarswain4437
@damodarswain4437 Жыл бұрын
କୁଆଡେ଼ ଗଲା ବିଜେଡି ର ମାକୁ ସମାନ
@BirendraSingh-ph5nv
@BirendraSingh-ph5nv Жыл бұрын
Nabinbabu Niyaa milila
@l.p.sahoo2023
@l.p.sahoo2023 Жыл бұрын
Esabu Ramayana ର Ramachandra neta ..khali ଏମାନଙ୍କର minister padabi jetebele khasiba emananku janata kukura bhali godei pitibe
@aswinpriyadarsan
@aswinpriyadarsan Жыл бұрын
Vote deo ahuri vote deo jau dina nija maa bhauni nka sa emiti haba sebe sarkar change haba laguchi😂
@jenajena626
@jenajena626 Жыл бұрын
Chi chi laz
@dhananjayakhilar3888
@dhananjayakhilar3888 Жыл бұрын
Jay shree Ram
@gyanasahu9649
@gyanasahu9649 Жыл бұрын
Biju Janata dala chora gunda mananka bala..
@santoshdakua6698
@santoshdakua6698 Жыл бұрын
ବିଜେଡି ସରକାର ରେ କେବେ କାହାକୁ ନ୍ୟାୟ ମିଳିଛି ନା କାହାକୁ ମିଳିବ ଆପଣ ମାନେ ଖୁସି ତ 🤣🤣
@tapannayak4187
@tapannayak4187 Жыл бұрын
ଛୁରିଆ ମହାଶୟା କହିବା କଥା ନେତା, ମନ୍ତ୍ରୀ, କର୍ମୀ ଜିଏ ହଉ ପର୍ସିନାଲ ଜିଏ ଜେତେକର ସରକାରଙ୍କ ର କିଛି କହିବାର ନାହିଁ
@aswinipradhan2237
@aswinipradhan2237 Жыл бұрын
ସିବିଆଈ ଇଡି ୟାଙ୍କ ଆଗରେ ଆଣ୍ଠେଇ ପଡୁଛନ୍ତି। ଏଠି କି ନ୍ୟାୟ ପାଇଵ ବୋଲି ଭାଵୁଛ। ଜଣେ ଭଉଣୀ ହାଇକୋର୍ଟ ରୁ ଅଡ଼ର ଆଶିଲେ।କିନ୍ତୁ ବିଧାୟକ କଉକୋଣରେ ଲୋକଙ୍କ ସେଵା କରୁଛନ୍ତି ଯେ ପୋଲିସ ଖୋଜି ପାଉନି। ମୁଖ୍ୟମନ୍ତ୍ରୀ ସବୁ ଜାଣି କିଛି ଜାଣି ପାରନ୍ତିନି
@Gunakar335
@Gunakar335 Жыл бұрын
Bjd ra bela bhala
@dpnahak4800
@dpnahak4800 Жыл бұрын
This is respect for mother,,, where are female BJD members please say something about it ,,
@user-xb2ct4vb8o
@user-xb2ct4vb8o Жыл бұрын
କେବଳ ଯୋଗୀ ଭଳିଜଣେ ବିଚାରବନ୍ତ ଶାସକ ଦେଶର ପ୍ରତ୍ୟେକ ରାଜ୍ୟରେ ବିକାଶର କାରଣ ନବୀନଭଳି ଜଣେ ସ୍ଥାଣୁ ଅଚଳ ଶାସକ ପ୍ରତ୍ୟେକରାଜ୍ୟପାଇଁ ବିନାଶର କାରଣ
@PAGLAKOLA-om6uq
@PAGLAKOLA-om6uq Жыл бұрын
ଏଇଟା ବିଜେଡି ଦଳର ମେଟର ଓର୍ଘଷ ଓ ବିଜେପି ର ନୁହେଁ। ଏଥିରେ ଅଧିକ ମୁଣ୍ଡ ପୁରେଇବା ଦରକାର ନାହିଁ। ଅଯଥାରେ ସମୟ ନଷ୍ଟ କରନ୍ତୁ ନାହିଁ।
@namitarana6213
@namitarana6213 Жыл бұрын
ଏମାନଙ୍କୁ ଗୁଳି କରି ମାରି ଦେବା ଦରକାର
@juluchsahu7279
@juluchsahu7279 Жыл бұрын
24re action movie start
@jogeswarnayak5560
@jogeswarnayak5560 Жыл бұрын
Are bhai sarkar change kara kahi,kahi dina koti gala.sarkar change hele again case gudiko reopen hebo.
@kunapradhan6793
@kunapradhan6793 Жыл бұрын
ସବୁ bjd ନେତା ଶଳେ ରେପିସ୍ଟି ସୈତାନ ଦଳ
@santoshdehury6690
@santoshdehury6690 Жыл бұрын
ନବିନ ଓଡ଼ିଆ କଥା ଶିଖିନାହିଁ, ଭଉଣୀ ଆପଣ ଓଡ଼ିଶାରେ କୁହନ୍ତୁନି
@ramchandrahembram7795
@ramchandrahembram7795 Жыл бұрын
Bhala hauchi BJD re samile hele a baliya haba.
Little girl's dream of a giant teddy bear is about to come true #shorts
00:32
Mom's Unique Approach to Teaching Kids Hygiene #shorts
00:16
Fabiosa Stories
Рет қаралды 31 МЛН
ПРОВЕРИЛ АРБУЗЫ #shorts
00:34
Паша Осадчий
Рет қаралды 6 МЛН
Police Stops BJD Leader Sanjukta Mahal's Vehicle
10:50
Kanak News
Рет қаралды 338 М.
Little girl's dream of a giant teddy bear is about to come true #shorts
00:32