Balasore MP Pratap Sarangi Advocates For Tit For Tat Policy With West Bengal

  Рет қаралды 67,548

OTV

OTV

Күн бұрын

'#ଆମର_ଯାହା_ଜିନିଷ_ଯାଉଛି_ବନ୍ଦ_କରିଦେବା'
'ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବି, ସେ ପଶ୍ଚିମବଙ୍ଗ ସହ କଥା ହୁଅନ୍ତୁ। ଯଦି ସେ ଭଲ ବ୍ୟବହାର କରିବେନି, ଯଦି ସେ ଆମକୁ ବାସନ୍ଦ କରିବାକୁ ଚାହିଁବେ,ଆମେ ବି ତାଙ୍କୁ ବାସନ୍ଦ କରିବା। ଟିଟ୍ ଫର୍ ଟ୍ୟାଟ୍...'
#Potato #PriceHike #PratapSarangi #Balasore #Odisha #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
KZbin: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 380
@SarojKumar-fw2bh
@SarojKumar-fw2bh Ай бұрын
ସେଣ୍ଟର ରେ ବାଳ ଉପାଡ଼ି ପାରିଲାନି ଏଠି ଛୋଡ଼ି ହଉଛୁ ଓଡ଼ିଶା ରୁ 20 MP କୁକୁର ଭଳିଆ ହଉଚ lok sabha ରେ
@siddhantajena1582
@siddhantajena1582 Ай бұрын
Tu sabu chhodi pakeibu
@sushantpatra7405
@sushantpatra7405 Ай бұрын
Madua naven ea natak karichhi ​@@siddhantajena1582
@manojkumarsahu8956
@manojkumarsahu8956 Ай бұрын
ତୁ ବିଆ ପୁଅ ଛୋଡ଼ି ପକେଇବୁ
@statusbook3214
@statusbook3214 Ай бұрын
ଠିକ୍ ଭାଇ
@Anil........
@Anil........ Ай бұрын
Bhai pandian sir nku tk dakantu allu 10 tanka re miliba ...
@Ajohn-zy5yr
@Ajohn-zy5yr Ай бұрын
ନନା ଏବେ ଆପଣଙ୍କ ସରକାର ଅଛି, ପୂର୍ବ ସରକାର କୁ ସମାଲୋଚନା କରିବା ସଙ୍ଗେ ସଙ୍ଗେ ଆପଣଙ୍କ ସରକାର ପାଞ୍ଚ ବର୍ଷରେ କରି ଦେଖନ୍ତୁ, ଲୋକେ ଉପକୃତ ହେବେ ....
@chandanparida1561
@chandanparida1561 Ай бұрын
ବାଳ ସବୁ ଭୁଲ୍ ଆମର ଏ ମେଣ୍ଡା ଗେହୀ ଚୋଡ଼ିପୁଅ କୁ ସବୁ ଭୋଟ ଦେଇଛୁ ଆରେ ମୂର୍ଖ ଗେହୀ ତମର କଣ ଆଖି ରେ ବାଣ୍ଡ ହଣା ହେଇଛି ଆନ୍ଧ୍ର ପ୍ରଦେଶ ଆଉ ବିହାର କୁ ଭଲ ବଜେଟ ଓଡ଼ିଶା କୁ ବାଳ 😢😢😢😢😢😢😢 ତମେ କେତେଟା ଚାଟୁକାରିତା ପାଈଁ ଆଜି ଏହି ଅବସ୍ଥା ତମର କଣ ଅଛି ତମେ ତ ଥରେ ଜିତିଗଲେ ତମ ଲାଇଫ ପୁରା ଜିଙ୍ଗେ ଲାଲାଲା ଗାଣ୍ଡୀ ମରେଇବୁ ଆମେ ମାନେ 😢😢😢
@srikrishna3278
@srikrishna3278 Ай бұрын
Tu balo vote dayi chu
@pravatkumarpatra6619
@pravatkumarpatra6619 Ай бұрын
@@chandanparida1561 ବଜେଟ ଟା ପୁରା ପଢ
@chandanparida1561
@chandanparida1561 Ай бұрын
@@pravatkumarpatra6619 ହଁ ଭାଇ Budget ପଡ଼ିକି ମୁଁ comment କରିଛି କାହା ରଖମ୍ ନୁହଁ ଆଡୁ ସାଡୁ ଆସିକି comment କରିଛି
@chandanparida1561
@chandanparida1561 Ай бұрын
@@srikrishna3278 ତୁ ଚୋଡିପୁଅ ତତେ ମୁଁ କହିଥିଲି ଆରେ ପଳେଇଆସିଲା କାହାର ଅନ୍ଧଭକ୍ତ ହବାକୁ
@sangamaifarming
@sangamaifarming Ай бұрын
ଏବେ ବିଜେପି ଆସିଛି ଶୀଘ୍ର କୁଲଷ୍ଟର ତିଆରି କରନ୍ତୁ
@jagannathbisoyi9064
@jagannathbisoyi9064 Ай бұрын
ମନ୍ତ୍ରୀ ପଦ ଥିଲାବେଳେ ଉଖାଡ଼ି ପରିଲନି ଏବେ କଣ ବାଳ କରିପାରିବ
@musicmastiodia7351
@musicmastiodia7351 Ай бұрын
ଭାଷଣ ବାଜିଆ ସରକାର । ସବୁ ଜାଗାରେ ସବୁ ଚାଷ ହୁଏନି ଆଜ୍ଞା । ସମ୍ପର୍କ ଭଲ ରଖନ୍ତୁ , management କରିବା ଶିଖନ୍ତୁ। ଅପାରଗତା ସରକାର ପାଇଁ ଏମିତି ହେଲା। ଧ୍ୟାନ ଦିଅନ୍ତୁ
@pabitrabehera1074
@pabitrabehera1074 Ай бұрын
Are murkha alu kana odisha re chasha hebani.khali sarkar dele khali pelibu .
@bikramsamal7997
@bikramsamal7997 Ай бұрын
ସୁବର୍ଣ୍ଣ ରେଖା ନଦୀ ଉପକୂଳରେ ଆଗରୁ ଏକର ଏକର ଚାଷ ହେଉଥିଲା,24year pratusan nahin
@sushantpatra7405
@sushantpatra7405 Ай бұрын
Aparag sarkar naveen thila
@jayram9304
@jayram9304 Ай бұрын
Right ❤
@mylifevlgs
@mylifevlgs Ай бұрын
ପ୍ରତାପ ଭାବୁଙ୍କ ଦୁଆର କିଛି ହେବନିବ ସଭୁ ବିଜେଡି ସରକାର ହିଁ କରିପାରିବ
@user-dc3jg2yn2i
@user-dc3jg2yn2i Ай бұрын
Bjd 25 year re Bala chhoduthila
@eodia6475
@eodia6475 Ай бұрын
Bjd ପୁରା ୨୫ ବର୍ଷ ଛଡ଼ିଛି,ତାର ଫଳ ସାମ୍ନାରେ ଦେଖୁଛୁ ଆହୁରି ମନ ମନୁନି। ମହନ ସରକାରଙ୍କୁ ମୁ respect କରେ ।କିନ୍ତୁ ଆଗକୁ bjd ସରକାର କରିବ।ଜୟ bjd ଜୟ ନବୀନ
@jayram9304
@jayram9304 Ай бұрын
You Are Right ❤
@user-lc1tf3up7x
@user-lc1tf3up7x Ай бұрын
ସେ କଥା ନୁହେଁ ନନା, ଆମ ଓଡ଼ିଶା ରେ ଆପଣଙ୍କ ସେହି ବାଲେଶ୍ବର ବାଟ ଦେଇ ବହୁ ମାତ୍ରାରେ ରୋହିଜ୍ଞା ବାଙ୍ଗଲାଦେଶୀ ମୁସଲିମ ଜିହାଦୀ ଓଡ଼ିଶା କୁ ଆସୁଛନ୍ତି,ଯାହା କି ଆମ ଓଡ଼ିଶା ପାଇଁ ବିପଦ, ଓଡ଼ିଶା ରାଜସ୍ବ ପାଇଁ ମଧ୍ୟ ବିପଦ, ଆପଣ ସେହି ବାଲେଶ୍ବର ବାଟ କୁ ବନ୍ଦ୍ କାହିଁକି କରୁ ନାହାଁନ୍ତି, ବର୍ତ୍ତମାନ ସୁଦ୍ଧା ଆମ ଓଡ଼ିଶା ରେ 50 ଲକ୍ଷ ରୁ ଅଧିକ ମାଗଣା ଖିଆ ରୋହିଜ୍ଞା ବାଙ୍ଗଲାଦେଶୀ ମୁସଲିମ ଜିହାଦୀ ରହି ଗଲେଣି, ସେମାନେ ଆମ ଓଡ଼ିଶା ପାଇଁ ବିପଦ, ଓଡ଼ିଶା ର ରାଜସ୍ବ କ୍ଷତି କରୁଛନ୍ତି, ଓଡ଼ିଶା ରେ କାମ କରିବା ବାହାନା ରେ ଓଡ଼ିଶା ର ଝିଅ ,ବହୁ, ଛୁଟ ଛୁଆ ସବୁ ଚୁରେଇ କି ନେଉଛନ୍ତି,ମହା ବିପଦ ଏ ରୋହିଜ୍ଞା ବାଙ୍ଗଲାଦେଶୀ ମୁସଲିମ ଜିହାଦୀ ଶଳେ ସ୍କୁଲ କଲେଜ ପାଖରେ ଝିଅ ପିଲାଙ୍କ ଜିନିଷ ବିକିବା ବାହାନା ରେ କଲେଜ ଝିଅ ମାନଙ୍କୁ ନେଇ କି ପଳେଇ ଯାଉଛନ୍ତି, ଓଡ଼ିଆ ଙ୍କ ଯାଗା ,ଜମି, ସବୁ ହଡ଼ପ କରୁଛନ୍ତି, କିଏ ସେ ରୋହିଜ୍ଞା ବାଙ୍ଗଲାଦେଶୀ ମୁସଲିମ ଜିହାଦୀ ମାନଙ୍କୁ ଆଧାର କାର୍ଡ ବନେଇ ଦେଉଛି, କିଏ ଗ୍ୟାସ ସିଲିଣ୍ଡର ଯୋଗେଇ ଦେଉଛି,କିଏ ଚାଉଳ କାର୍ଡ କରି ଦେଉଛି, ଆମେ ଓଡିଆ ବୋପା ଅଜା ଚଉଦ ପୁରୁଷ ରୁ ରହିଲେ ବି ଚାଉଳ କାର୍ଡ ପାଉ ନାହିଁ କି ପ୍ରଧାନ ମନ୍ତ୍ରୀ ଘର ପାଉ ନାହିଁ କିନ୍ତୁ ରୋହିଜ୍ଞା ବାଙ୍ଗଲାଦେଶୀ ମୁସଲିମ ଜିହାଦୀ ମାନଙ୍କୁ ତୁରନ୍ତ ପ୍ରଧାନମନ୍ତ୍ରୀ ଘର ମିଳି ଯାଉଛି,ଏ ସବୁ କିଏ ବ୍ୟବସ୍ଥା କରୁଛି, ତେଣୁ ସେ ଶଳା ରୋହିଜ୍ଞା ବାଙ୍ଗଲାଦେଶୀ ମୁସଲିମ ଜିହାଦୀ ମାନଙ୍କୁ ଆମ ଓଡ଼ିଶା ରୁ ବାହାର କରାଯାଉ,, ଓଠ ଆମ ଓଡ଼ିଶା ବାସୀ, ସଜାଗ ହୁଅ, ଏ ମହା ବିପଦ ପ୍ରତି ସାବଧାନ ହୁଅ, ନ ହେଲେ ରାତି ପାହିଲା ବେଳେ ଆପଣଙ୍କ ଝିଅ, ସ୍ତ୍ରୀ ନ ଥିବେ,
@debashishpradhan6568
@debashishpradhan6568 Ай бұрын
Thik Katha kahicha ei sabu gov. Kichhi dekhuni aue ebe odisha ra sabu area re Muslim bangali sabu bharichanti, sabu village re achhanti, gov kemiti kichhi dekhuni aue Pura chup rahichi
@KcsahuOdishaculture
@KcsahuOdishaculture Ай бұрын
ଏମିତି ନେତା କୁ ଓଡ଼ିଶାବାସୀ ବଛନ୍ଦ୍ କରିଛନ୍ତି mg ଓଟିଭି mg
@p.n.mishra8799
@p.n.mishra8799 Ай бұрын
କିଛି ବି କରିପାରିବେନି...😅😅
@deepakpallai9307
@deepakpallai9307 Ай бұрын
ଆରେ ମାଗିହା ମନ୍ତ୍ର ନା ତୁ ବିଜେପି ର ନେତା ସେହି ଭଲି ଭାଷା କାହୁଚୁ |. ତମ ସରକlର ଯୋଗlନ ବିଭାଗ ସମ୍ୱାଲି ପାରୁନି 🤬|. ନବୀନ ସର୍ବଦା ନବୀନ ❤❤
@himanshuparida7011
@himanshuparida7011 Ай бұрын
ସବକା ସାଥ ସବକା ବିକାଶ ରେ କଣ ଖାଲି ବିହାର ଆଉ ଆନ୍ଧ୍ର ପ୍ରଦେଶ ଓଡିଶା କୁ କାହିଁକି ସ୍ପେସିଆଲ pakage ନାହିଁ କିଛି କହିବେକି?????
@statusbook3214
@statusbook3214 Ай бұрын
ଖାଲି କଥା ବଡ଼ ବଡ଼ କାମରେ ୦୦୦୦୦୦୦୦୦୦
@bibhudendrasarangi5085
@bibhudendrasarangi5085 Ай бұрын
ବାଲେଶ୍ଵର ସାଂସଦ ବାଲେଶ୍ଵର ଦେଇ ଯାଇଥିବା ଜାତୀୟ ରାଜପଥର ଦୁରାବସ୍ଥା ବିଷୟରେ ଅବଗତ ଅଛନ୍ତି କି ଏବଂ ତାକୁ ସୁଧାରିବାକୁ କଣ କରିଛନ୍ତି ?
@NaraajNagarik
@NaraajNagarik Ай бұрын
ଓଡ଼ିଶା ବେଙ୍ଗଲ ନିଆଁ ଲଗେଇକି, ତମେ ଯାଇ ଦିଲ୍ଲୀ ରେ ମଉଜ କରିବା ଆଉ ତୁମର ତ ପିଲା ପରିବାର ନାହିଁ, ତମେ କଣ ଜାଣିଛ ଚୁପ୍ ରୁହ ମୂର୍ଖ ନେତା
@puchkupapu1971
@puchkupapu1971 Ай бұрын
tamara katha bada kamo chhota 😂
@user-sp1wl9yc7q
@user-sp1wl9yc7q Ай бұрын
ଭିନ୍ନକ୍ଷମ ଭତା ବଢ଼ାଇବାରେ ପାତର ଅନ୍ତର ଭୋଟ ପୂର୍ବରୁ ଗୋଟେ କଥା ଭୋଟ ପାଇ ସାରିଲା ପରେ ଆଉ ଗୋଟେ କଥା ମିଛ ଭାଷଣ ଦେଇ ଭତା ଉପରେ ନିର୍ଭର କରୁଥିବା ଅସହାୟ ଅଙ୍ଗ ପ୍ରତ୍ୟଙ୍ଗ ହରାଇଥିବା ଅନ୍ୟ ଭିନ୍ନକ୍ଷମ ମାନଙ୍କୁ ଠକିଚ 😢😢😢😢😢😢😢😢😢😢😢😢😢😢😢😢😢😢
@subratpadhy4771
@subratpadhy4771 Ай бұрын
West Bengal ku fish jiba band kara
@saratchmohanty6084
@saratchmohanty6084 Ай бұрын
Engage agriculture department to find out the district wise soil testing report n which district is suitable for which crops as per report n accordingly government should plan various crops in different district inside odisha through a new scheme 'produce by odisha farmer' that unemployment n berozggaari will be reduced much extent.
@PrabirDey-zv5jd
@PrabirDey-zv5jd Ай бұрын
Right,,bjd 25 ,years re kana karichi,,,
@raghunathhembram5881
@raghunathhembram5881 Ай бұрын
Hn√
@alok_bhoi
@alok_bhoi Ай бұрын
ଆମେ ତମକୁ ବାସନ୍ଦ କରିବୁ। ତମ ସରକାର କାମକୁ ନୁହଁ। ରଙ୍ଗ ମିସ୍ତ୍ରୀ ଭଳି କାମ କରିବା ବନ୍ଦ କର।
@santoshswain3113
@santoshswain3113 Ай бұрын
Pratap Nana,, Your Great Personality impressed all
@bimalmohanty3824
@bimalmohanty3824 Ай бұрын
Only speech .No action .
@sanjayswain2092
@sanjayswain2092 Ай бұрын
Odisha ru 21 ru 20 sit nela , kintu budget bele odisha paila Bala
@mr.sanjayinformationdiscov3282
@mr.sanjayinformationdiscov3282 Ай бұрын
ଯାହା ଉନ୍ନତି ହେବ ତାର ଶ୍ରେୟ ବିଜେପି ବେବ ଆଉ ଯାହା ନ ହେଇପାରିବ ତାର ଦୋଷ ବିଜେଡି ଉପରେ ଲଦିବ,,, ଏ ହେଉଛି ରାଜନୀତି🤣🤣🤣
@MNDIGITALSARAKANA
@MNDIGITALSARAKANA Ай бұрын
ଆପଣ ତାଙ୍କ ସହିତ 9 ବର୍ଷ ଥିଲେ 5 ବର୍ଷ ମନମୋହନ ସାମଲ ଯୋଗାଣ ମନ୍ତ୍ରୀ ଥିଲେ ଲୋକ ମାନଙ୍କୁ ବୋକା ବନାଅ ନାହିଁ. ଆଳୁ ପାଇଁ ଏ ବଜେଟ ରେ ଆପଣ କଣ ରଖିଛନ୍ତି
@subhansigouda6712
@subhansigouda6712 Ай бұрын
ବିଜେପି ସରକାର ଆସିଲା, ଆଳୁ ଚାଷ କେବେ, କେଉଁଠି ହେବ. ନା ଖାଲି ଚିକଣ କଥା.
@Bibektalkies34
@Bibektalkies34 Ай бұрын
ବାଳ ସବୁ ମାଛ କୁ westbengal କୁ ପଠେଇଦେଉଛ ଆମେ ଅଧିକ ଦରରେ ଏଠି ଖାଉଛେ
@user-ce3fx4vq7s
@user-ce3fx4vq7s Ай бұрын
ୱେଷ୍ଟ ବେଙ୍ଗଲ ରେ ମମତା ଦିଦୀ BJP ନାହି ଥିଲେ ତାଙ୍କ ରାଜ୍ୟରେ ସରକାର କୁ ଅନୁରୋଧ ପଠାଇବେ ବୋଲି ସେ କହିଛନ୍ତି 😃
@sasadharamishra5139
@sasadharamishra5139 Ай бұрын
ଆଳୁ ଖାଇବା ବନ୍ଦ କରନ୍ତୁ।🎉।
@gameofthrones6274
@gameofthrones6274 Ай бұрын
ହଁ, ପ୍ରତାପ ବାବୁ ସବୁ ଓପାଡ଼ି ଫୋପାଡି ପକେଇବେ । କୁହା ମୁଣ୍ଡା କପିଳା।
@kalucharanpaikray7238
@kalucharanpaikray7238 Ай бұрын
ଏହି ନେତା ମାନେ ଆଳୁ ଚାଷ କରିବେ ନିଶ୍ଚୟ.. ଏମାନେ ଟଙ୍କା ନେଇ ଗୋରୁ ଗାଡ଼ି, ଗୋମାଂସ ଗାଡ଼ି ଛାଡୁ ଥିଲେ, ସେଇଟା ବନ୍ଦ କରି ଦିଅ ଭଲ.. ସରକାର କଣ ଆଳୁ ଚାଷ କରନ୍ତି..?? ଏବେ ଆମ ସରକାର ଅଛି ଆଳୁ ଚାଷ ଆରମ୍ଭ କରନ୍ତୁ...
@s.rmusic8709
@s.rmusic8709 Ай бұрын
ଗୋଟେ କଥା ସ୍ପଷ୍ଟ ହଉଛି ଯେ ପ୍ରତାପ ବାବୁ ଜଣେ ଅହଙ୍କାରୀ ଏବଂ ରାଜନୀତି ପାଇଁ ଠିକ ନୁହଁ.. ଏ ପରିସ୍ଥିତି ରେ ଏ ଭଳିଆ ପାଗଳ ପ୍ରଳାପ କରିବା କଥା ନୁହଁ... ସମାଧାନ କରନ୍ତୁ ଝଗଡା ନୁହଁ
@Babaphakiryoutube
@Babaphakiryoutube Ай бұрын
Right
@sanatanmohanty5090
@sanatanmohanty5090 Ай бұрын
ତମର ବାଳ ଯାଉଚି, ଆରେ ଭାଈ ଓଡିଶା ରେ ତ କିଛି ନାହିଁ, ବେଙ୍ଗଲ କୁ ଯିବ କଣ,
@mrutyunjayapaikaray1609
@mrutyunjayapaikaray1609 Ай бұрын
ତମ କହିବା କଥା କୁକୁର ଆମକୁ କାମୁଡ଼ିଲେ ଆମେ କୁକୁର କୁ କାମୁଡିବା। ଗାଲୁଆ ଙ୍କ ଭଳି କଥା କହିବା ବନ୍ଦ କରନ୍ତୁ । ଏ ସମସ୍ୟା ର ସମାଧାନ କିପରି ହେବ ସେ ବିଷୟରେ ଚିନ୍ତା କରନ୍ତୁ।
@niranjanandia9032
@niranjanandia9032 Ай бұрын
ବାଃ ରେ ରାସ୍ତା ବନ୍ଦ M P କେତେ ବନ୍ଦ କଲେଣି। କେତ କରିବ ତୁମ ମହନ ମାଝି ଦେଖିବାକୁ ବାକି ରହିଲା ଆଉ ଗୋଟିଏ କଥା ଚାଷ ପାଇଁ କୁଦାଳ ଅଛି ନାଁ ନାହିଁ
@chandrakantabehera6550
@chandrakantabehera6550 Ай бұрын
ବିଜେପି ସରକାର ଟିମସି ର କିଛି ଉପାଡ଼ି ପାରିବନି
@user-ul8tr6sl8i
@user-ul8tr6sl8i Ай бұрын
ପଶ୍ଚିମ ବଂଗରୁ ଆଳୁ ପାଇଁ ବାରମ୍ବାର ଅପମାନିତ ହେବା ଅପେକ୍ଷା ଆଳୁ ମିଶନକୁ ସୁ ଚିନ୍ତିତ ଉପାୟରେ ଉପାୟ କରାଯାଉ
@debendragond9849
@debendragond9849 Ай бұрын
Jay shree Ram ❤❤❤❤ nice
@s.p.motivation9665
@s.p.motivation9665 Ай бұрын
ବିଜେପି ସରକାର ଶୀଘ୍ର ଆଳୁ Coolstore କରନ୍ତୁ
@jitendrasahu9073
@jitendrasahu9073 Ай бұрын
ନନା ସବୁ ଉପାଡ଼ି ପକାଇ ଦେବ କେନ୍ଦ୍ର ରେ ସରକାର ରେ ଥିଲ କିଛି କରିଲ ନାହିଁ,ଏବେ 20 ସାଂସଦ ଗଲ ବାଳ ଉପାଡି ପାରିଲ ନାହିଁ ଓଡ଼ିଶା ପାଇଁ ଅଧିକ୍ ଫଣ୍ଡ୍ ଆଣିଲ ନାହିଁ,ଏବେ ବସି ଓ tv ଆଗରେ ଭାଷଣ ମାରୁଛ ଲାଜ ନାହିଁ ତୁମକୁ
@pravatkumarpatra6619
@pravatkumarpatra6619 Ай бұрын
ଗୋଟିଏ ମାସ ଆଳୁ ନ ଖାଇଲେ କଣ ହେବ ?
@user-lm6hj4yj7k
@user-lm6hj4yj7k Ай бұрын
ଓଡ଼ିଶା ଦରିଦ୍ର ହେବ
@pabitramohansahoo176
@pabitramohansahoo176 Ай бұрын
Next vote for congress in Odisha and centre
@kalingahawai2349
@kalingahawai2349 Ай бұрын
Sir hats up
@tnanda1432
@tnanda1432 Ай бұрын
ଓଡ଼ିଶା। ସରକାର କୁ ସବୁବେଳେ ପ ବ ସରକାର ସମସ୍ୟା କରୁଛି। ଆଗକୁ କରିବ କାରଣ ଓଡିଶା ରୁ ଗୋ ଚାଲାଣ ବନ୍ଦ ହେଇଗଲା।
@sudarsanpanda7700
@sudarsanpanda7700 Ай бұрын
BIKASHITA BHARAT...... Odisha and west bengal ( neighbouring state of india )
@prasantakumarswain1322
@prasantakumarswain1322 Ай бұрын
ଆମ ପାଖରେ ବାଳ ଟା ଅଛି ଆମେ ବନ୍ଦ କରିଦେବା
@ganeshprasadsahoo8972
@ganeshprasadsahoo8972 Ай бұрын
Right nana 💯
@ganeswarbehera-fj6yu
@ganeswarbehera-fj6yu Ай бұрын
ନନା ଆପଣ ଉଚିତ କଥା କହିଛନ୍ତି । ଗତ ସରକାର ଅମଳରେ ଏପରି କରିଥିଲେ। ସେତେବେଳର ସମୟରେ ଯେସାକୁ ତେସା ନୀତି ଅବଲମ୍ବନ ଖରାଯାଇ ଥିଲା ,ତାପରେ ସେ ବାଟକୁ ଆସିଯାଇ ଥିଲେ ।
@Mahanpreet
@Mahanpreet Ай бұрын
It's plan of BJD and Naveen Babu.😂
@manasranjanpattanayak1342
@manasranjanpattanayak1342 Ай бұрын
Sir 💯 right
@deanilkumar28
@deanilkumar28 Ай бұрын
Tame kana karichha je blsr re.tama upare Bengal depend karibo..center ro minister rahi gote bi Kamo Kaleni au bodo tauter katha..
@fatefaith5147
@fatefaith5147 Ай бұрын
ତୋର ନିଜର ସବୁ ବନ୍ଦ ହେଇ ଗଲାଣି। ଆଗକୁ ମୁତି ପାରିବୁ କି ନାହିଁ। ରାଜ୍ୟ କଣ ବନ୍ଦ କରିବୁ। ପ ବଙ୍ଗ ସକାଶେ ଓଡ଼ିଶା ଚାଲେ।
@santoshbehera1687
@santoshbehera1687 Ай бұрын
ବାହାଦୁରୀ କଥା କାହିଁକି କହୁଛନ୍ତି । ଜିଲ୍ଲାପାଳ କଣ ଆଳୁ ଜନମ କରିବ ।
@BasantaMurmu-o7b
@BasantaMurmu-o7b Ай бұрын
ମୋହନ ସରକାର ଆଳୁ ଯୋଜନା ଟେ କରନ୍ତୁ 🤗
@PurnachandraPanda-vx2nj
@PurnachandraPanda-vx2nj Ай бұрын
ଇଏ ଜଣେ ଭଦ୍ର ଲୋକ ବୋଲାଉଛନ୍ତି। ମହାଶୟଙ୍କ ଧ ର୍ଯ୍ୟ ନାହିଁ କି ଭଦ୍ରା ମି ବି ନାହିଁ ।
@ashuthesaviour
@ashuthesaviour Ай бұрын
ପୁରା ପୁରୀ ଠିକ୍ କଥା କହିଲେ ସାଂସଦ ମହୋଦୟ
@diptikantakhatua
@diptikantakhatua Ай бұрын
Don't forget ur Neighbour, u can forget ur Friends
@Jay_Shri-Ram091
@Jay_Shri-Ram091 Ай бұрын
BJD ସବୁ ଅସୁବିଧା କରିଦେଇଛି। ଆଳୁ ବେଙ୍ଗଲ ରସଗୋଲା ବେଙ୍ଗଲ, ପିଆଜ MH ନାସିକ ରୁ, ମାଛ ଅଣ୍ଡା ଆନ୍ଧ୍ର ରୁ ଶଳା BJD ତମେ କଣ କରୁଛ?୨୫ ବର୍ଷ ରେ?
@biplabroy8856
@biplabroy8856 Ай бұрын
BJD paleila bjp katha kaha …..
@user-up9lv5be4t
@user-up9lv5be4t Ай бұрын
ଏଥର ଆଳୁ ବାଳୁ ସବୁ ଚାଷ କରି ଲୋକକଂୁଯୋଗାଇ ଦବ ତମ କଥା ବେଦର ଗାର ଜୟ ଜଗନ୍ନାଥ 😅😢😂
@damodarsatapathy6418
@damodarsatapathy6418 Ай бұрын
Right nana
@barikib520
@barikib520 Ай бұрын
ତମେ ଆଗ ଗ ଚାଲାଣ ବଣ୍ଡ କର ତା ପରେ ଆଉ କିଛି କରିବ. ଦେଖିବା କେତ କାଢ଼ ତମର
@freefiresai1922
@freefiresai1922 Ай бұрын
ଛତିଶଗଡ ବନ୍ଧ କରିଦେଲା କିଛି ଛୋଡିପାରିଲନି ଏଠି ଭାଷଣ ଦଉଛି
@chiku4140
@chiku4140 Ай бұрын
କୋଲଡ ଷ୍ଟୋର ବିଜେଡି କଲାନି ବିଜେପି କ'ଣ କରିବ ଏବେ ସରକାର ଆସିଛି
@ranjankumarbal393
@ranjankumarbal393 Ай бұрын
ଏମିତି ବଂଦ କରିବା ଉଚିତ ନୁହେଁ, ଅଲଗା ରାଜ୍ଯ ରୁ ସାମଗ୍ରୀ ପଶ୍ଚିମ ବଂଗ ଯାଉଚି ଓଡିଶା ବାଟ ରେ ତାକୁ ବଂଦ କଲେ ସେମାନେ ବଂଦ କରିବେ, ଦରଦାମ ଆହୁରି ବଢୀବ ସାଧାରଣ ଲୋକ ହଈରାଣ ହେବେ, ନେତା ଆହୁରି ଖୁସିରେ ରହୀବେ
@SR_SanjayCreation
@SR_SanjayCreation Ай бұрын
ବାଳ ନା
@suvendumohapatra7869
@suvendumohapatra7869 Ай бұрын
In how many districts BJP MLAs improved life style of people during last 24 years ?
@saratpradhan-hs6mx
@saratpradhan-hs6mx Ай бұрын
Patient those who Arre coming from West Bengal to odisha Aiims for treatment, in this case what will happen?
@Publicodishaa
@Publicodishaa Ай бұрын
ବାଳ ଟା ବନ୍ଦ କରିବ।।
@raghubirdas7621
@raghubirdas7621 Ай бұрын
Congratulation
@rkkiskucreation3848
@rkkiskucreation3848 Ай бұрын
ନାଟକ କରୁଛ ନ ନା ଆଲୁରୁ ଭଲ ଖର୍ଚ୍ଚ ଭରଣା ହେବ । ନିର୍ବାଚନ ରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଇଛି ମାତ୍ର 4/5 ଦିନ ଖେଳ କରିଦେଲେ ବହି ଗୁଣ୍ଡ।😅😅😅😅😅😅
@debabratamohanty3321
@debabratamohanty3321 Ай бұрын
A e ta BJP ra rule , tit for tat but Nabin babu gote letter re truck asi la WB ru
@satyachayaentertanment1870
@satyachayaentertanment1870 Ай бұрын
ସବୁ ଭୁଲ ତୋ ବିଜେଡି କରିଛି ତମେ କଣ ଠିକ କରିଛ ତମେ କେନ୍ଦ୍ର ମନ୍ତ୍ରୀ ଥିବା ବେଳେ କଣ କରିଛ ଓଡିଶା ରୁ ବନ୍ଦ ହେଇଗଲେ କିଛି ହେବନି କଲିକତ୍ତା ତମେ ଓଡିଶା ବାସି ନଗଲେ ମରିଯିବ
@santoshkumarbishei8937
@santoshkumarbishei8937 Ай бұрын
Nilagiri re water irrigation pain kan karichhanti three tme mla two time mp from bjb
@eodia6475
@eodia6475 Ай бұрын
ha ha good comedy😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮
@bhabanishankarpati466
@bhabanishankarpati466 Ай бұрын
You are most welcome for saying all that... After a long period of time Bjp government came to Odisha so mamataji intensenly doing all that..
@rabindranathjena6052
@rabindranathjena6052 Ай бұрын
ଏବେ ତମର ସରକାର, ଦାମ ଅଛି ତ ଆଳୁ ମିଶନ କର !!!
@alokmohapatra1856
@alokmohapatra1856 Ай бұрын
ଏବେ ତ bjp ସରକାର ଚାଲିଛି କେତେ ଆଳୁ ଓଡ଼ିଶା ରୁ ବାହାର କରିବ ଦେଖିବା
@saiprasadpallai4325
@saiprasadpallai4325 Ай бұрын
ଆମର କଣ ଅଛି ତମେ ମାନେ ବନ୍ଦ କରିବ
@rakeshkumarmohapatra4501
@rakeshkumarmohapatra4501 Ай бұрын
ଯା ହେଉ..ମୟୂରଭଞ୍ଜ ନାମ ଟି ନେଲ । 😂
@kalpatarugauntia2942
@kalpatarugauntia2942 Ай бұрын
ହୱାରେ ଜିଟିଛ ତମ ଦମ୍ ଆମେ ଜାଣୁ ଆନ୍ଧ୍ର ଓ ବିହାର ଭାଗ ନେଲବେଲେକୁ ତମେ ଶଳା ଗୁଡାକ ଚୁପ୍ 20ଜଣ ଦିଲ୍ଲୀ କେବେ ଦେଖି ନଥିଲା କିରେ
@freefiresai1922
@freefiresai1922 Ай бұрын
ସବୁ ତାଢି ପକାଇବୂ ତୋର ବାଳ ଅଛି ତମର ଦମ ନାହିଁ କାହିଁକି ଫାଲତୁ କଥା କହୁଛ ତମେ ତ ଦିଲ୍ଲୀ ରେ ଅଛ ଏଠି ଭଡ ଭଡ ହଅନା
@Sankirtanpunji-td4qg
@Sankirtanpunji-td4qg Ай бұрын
Sat..katha .sar
@sibanandapattnaik9525
@sibanandapattnaik9525 Ай бұрын
ତୁମେ ଓଡ଼ିଶା ରେ ଆଳୁ ଚାଷ କର
@pinkysethi7537
@pinkysethi7537 Ай бұрын
ଖାଲି କଥା ରେ ସାର
@bijayanandapanda8816
@bijayanandapanda8816 Ай бұрын
ଛୋଟ ପିଲା ପରି କଥା ଶୋଭା ପାଉନି
@MNMP2024
@MNMP2024 Ай бұрын
ନନା କେତେ ଆଳୁ ଚାଷ କରୁଛନ୍ତି ??!!
@ManojBerera
@ManojBerera Ай бұрын
❤❤❤❤ପତାପନନା❤❤❤ଠିକି❤କଥା❤❤ଚାଇନା❤କେମିତି କାନ୍ଦିଲା ଶେମିତି କାଦିବୁ❤ନାନୀ
@himanshusahukar4134
@himanshusahukar4134 Ай бұрын
Yes. 100000
@meenapal1164
@meenapal1164 Ай бұрын
ଆପଣ ପରାଦୁଇ ଥର ଯେ ଓଡ଼ିଶା ର ଲାଭ କାହିଁ,
@user-ks2ey1rx5h
@user-ks2ey1rx5h Ай бұрын
ତରବାଳକଥା କିଛିକରୀପରୀବନି ଖାଲୀବକରବକରହେଉୁଚୁ
@hitKing7778
@hitKing7778 Ай бұрын
ଆମ ଓଡ଼ିଶା ରେ 24ହେଳା ଶିତଳଭଣ୍ଡାର ହେଇ ପାରିଳାନାହି
@SATYARANJANPALL
@SATYARANJANPALL Ай бұрын
ଟାଉଟର ଓ ଟି ଭି,ଗାଲୁଆ ପାଗଳ ପ୍ରତାପ ଷଡ଼ଙ୍ଗୀ
@AshishkumarDas-bo2re
@AshishkumarDas-bo2re Ай бұрын
Ea micha kahi kahi dinajia
@mrutyunjayaacharya
@mrutyunjayaacharya Ай бұрын
ବିଜେଡି କୁ କାଦୁଅ ପକାଅନା
@debasissahoo7403
@debasissahoo7403 Ай бұрын
Valueless Loka ta eia ....Yanka katha kehi sunani 😂
@mohapatrarupali660
@mohapatrarupali660 Ай бұрын
ଠିକ୍ ଚିନ୍ତା ଧାରା ନନା
@smrutijena4006
@smrutijena4006 Ай бұрын
ଇଏ କିଛି କରିବେନି ଖାଲି ଭାଷଣ ବାଜି ମରିବେ
@saratchmohanty6084
@saratchmohanty6084 Ай бұрын
Not only potato but also in vegetables & fish case odisha should not depends upon WB, AP. In odisha government should encourage farmer to cultivate all vegetables and manage the farmers products through agriculture Department and epida. Our revenue will be increased n we will not depends upon other state n we have not to encourage Wine n nisa bepar inside odisha. Present government changes name of 40 scheme why not stop Wine n nisa business inside state ?. Is it the best scheme (Mada bepar) of BJD government that only scheme accepted by BJP government at present ?
So Cute 🥰
00:17
dednahype
Рет қаралды 44 МЛН
I Took a LUNCHBAR OFF A Poster 🤯 #shorts
00:17
Wian
Рет қаралды 15 МЛН
Underwater Challenge 😱
00:37
Topper Guild
Рет қаралды 47 МЛН
So Cute 🥰
00:17
dednahype
Рет қаралды 44 МЛН