Rok Thok Live | ଖୋଲିବ ନ୍ୟାୟର FILE ! | 28 June 2024 | Argus News

  Рет қаралды 360,902

Argus News

Argus News

Күн бұрын

Rok Thok Live | ଖୋଲିବ ନ୍ୟାୟର FILE ! | 28 June 2024 | Argus News
#ArgusNews #RokThok #Justice #BJPGovt #OdishaNews #durgashish
Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNew...
Android App: bit.ly/ArgusNew...
Live TV: argusnews.in/l...
Facebook: / argusnews.in
KZbin : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900

Пікірлер: 641
@arunakumarpattanayak8193
@arunakumarpattanayak8193 2 ай бұрын
କଥା ଶୁଣି ଆଖିରୁ ଲୁହ ଆସିଗଲା,ମୁ ଜଗନ୍ନାଥ ଙ୍କ ନିକଟ ରେ ନେହୁରା ହେଉଛି ଭଗବାନ ଏମାନ ଙ୍କୁ ନ୍ୟାୟ ମିଳୁ
@gobindasoren5689
@gobindasoren5689 2 ай бұрын
ନ୍ୟାୟ ପାଇଁ ଯଦି ଯିଏ ଲଢ଼ୁଛି ସେ ହେଉଛି Argus news... ପୀଡ଼ିତ ଥିବା ପରିବାର , ବନ୍ଧୁ ମାନଙ୍କୁ କେମିତି ଲାଗୁଥିବ ତାଙ୍କର କଷ୍ଟ ଆମେ ଭଲ ଭାବରେ ଜାଣି ପାରୁଛୁ 😢😢😢 ପିହୁ , ଚିନ୍ମୟୀ ସମସ୍ତଙ୍କର ତଦନ୍ତ ହେଉ ଏବଂ ଦଶୀଙ୍କୁ କୋଠର ରୁ କଠର ଦଣ୍ଡ ମିଲୁ....
@user-no8up2wd9r
@user-no8up2wd9r 2 ай бұрын
Tume A M L patiki tumara sabutathikiachi tum. Jhia kahikigala tumar. Khali. Thiachi 'Nabiar bhul .Navina .haigale jhahakahiva. Taha. Thik ki Navin kichi karinahi tankar Nanei BJD Dikukakhua. Navin
@prakashff944
@prakashff944 2 ай бұрын
​@@user-no8up2wd9rmgh to bhauni sangare emity heithile
@user-rk2ig9zk3q
@user-rk2ig9zk3q 2 ай бұрын
ନବୀନ ହାରିବାର କାରଣ ସବୁ ମା ମାନଙ୍କ ଲୁହ ପଡିଲା ସିଏ ମା ମାନେ ଏପରଯନ୍ତ କାନ୍ଦୁଛନ୍ତି ଦୟାକରି ମା ମାନଙ୍କୁ ନ୍ୟୟ ମିଳୁ
@oldisgold8047
@oldisgold8047 2 ай бұрын
ଦୁର୍ଗା ବାବୁ ଙ୍କୁ ଆଉ arguse ଚାନେଲ ବହୁତ ବହୁତ ଧନ୍ୟବାଦ
@AshokPanda-qt4qn
@AshokPanda-qt4qn 2 ай бұрын
Prakrut Re No 1 o Aka Atmiya Daradi news channel Maa Samleiswari Asirbad karantu Ahara Agaku badhibare 🙏
@roshnimohapatra2797
@roshnimohapatra2797 2 ай бұрын
ଏ ସମସ୍ତ ରକ୍ତ ଶୋଷଣ କାରୀ ଜୋକ ମାନଙ୍କୁ ମାଟି ଖୋଳି ଜିଅନ୍ତା ପୋତି ଦିଆଯାଉ.......ଜୟ ଶୀଜଗନ୍ନାଥ....
@acharyauniversaltube7757
@acharyauniversaltube7757 2 ай бұрын
Argus news କୁ ବହୁତ ବହୁତ ଅଭିନନ୍ଦନ। ସମସ୍ତଂକର ଚୋପା ଛଡେଇ ଦିଅନ୍ତୁ। ସମସ୍ତଂକ ଉପରେ କଠିନରୁ କଠିନ ଦଣ୍ଡ ର ବିଧାନ କରାଯାଉ। ନଚେତ୍ ଆପଣମାନଙ୍କର ପରିଶ୍ରମ ପାଣିରେ ବୋହିଯିବ। ସେଟା ହେବାକୁ ଦିଅନ୍ତୁନି। ଓଡ଼ିଶା ଏବେ ଜାଗିଛି। ପୁରା ଦୁନିଆଁ ଜାଣୁ, ଓଡ଼ିଶାର ଗୋୖରବ।
@user-lt1eq4vt5e
@user-lt1eq4vt5e 2 ай бұрын
Jadi BJP ku amane dei le taha hele sabu chappi puni diya heb
@MithunBhunya-kt9zq
@MithunBhunya-kt9zq 20 күн бұрын
😊😊 No 😊 P😊 ni
@user-vr9ro7bn9f
@user-vr9ro7bn9f 2 ай бұрын
ମୋହନ ସରକାର ଙ୍କୁ ଅନୁରୋଧ ଏମାନଙ୍କୁ‌ ନ୍ୟାୟ ମିଳୁ
@jchoudhury274
@jchoudhury274 2 ай бұрын
ନ୍ୟାୟ ପାଇଁ ଲଢେଇ ପରିବାର କୁ ମୋହନ ସରକାର ନିଶ୍ଚିତ CBI ତଦନ୍ତ କରି ନ୍ୟାୟ ଦେବେ ଜୟ ଜଗନ୍ନାଥ
@cocobabu9828
@cocobabu9828 2 ай бұрын
ମୋହନ ସରକାର କୁ ଅନୁରୋଧ ନ୍ୟାୟ ମିଳୁ🙏🙏🙏
@sapanbhuyan-rv6wr
@sapanbhuyan-rv6wr 2 ай бұрын
Ma giha bjd ku mara
@sapanbhuyan-rv6wr
@sapanbhuyan-rv6wr 2 ай бұрын
I love nabinn sir
@adarshmedia7579
@adarshmedia7579 2 ай бұрын
@@sapanbhuyan-rv6wr ବାଳ ନବୀନ
@prakashff944
@prakashff944 2 ай бұрын
To bou bia re giha😂😂😂😂mgh ​@@sapanbhuyan-rv6wr
@prakashff944
@prakashff944 2 ай бұрын
​@@sapanbhuyan-rv6wrmgh pakistani mgh to bou ku kaha au bhauni ku Mali sahi asibe ta pare janibu mgh
@bharatchandrabarik5921
@bharatchandrabarik5921 2 ай бұрын
ମୋହନ ସରକାରଙ୍କ ମୋର ସମ୍ପୂର୍ଣ ବିଶ୍ୱାସ ସେ ନିଚିନ୍ତ ଏ ମାମାନଙ୍କୁ ନ୍ୟାୟ ଦେବେ,
@Radhakanta_Music_Official
@Radhakanta_Music_Official 2 ай бұрын
ଆଦିତ୍ୟ ଦାସ୍ ମୃତ୍ୟୁ ର ତଦନ୍ତ କେବେ ହବ ଓଡ଼ିଶା ବାସୀ ଭୁଲି ଗଲେଣି କି 😢
@avinnasahoo5014
@avinnasahoo5014 2 ай бұрын
ଏହାକୁ x ମାଧ୍ୟମରେ ଆଉ ଏକ ସୋସିଆଲ ମିଡ଼ିଆ ପ୍ରଚାରରେ ବ୍ୟବହାର କରାଯିବାକୁ ଜନ ସାଧାରଣ ଜନତା ଙ୍କ ନ୍ୟାୟ ପାଇବା ବିଚାର
@sonapradhan3810
@sonapradhan3810 2 ай бұрын
Hm ta bhai
@prakashbasantia143
@prakashbasantia143 2 ай бұрын
ହବ ହବ ଏ ଟା ବି ହବ
@Rali-w6c
@Rali-w6c 2 ай бұрын
Na re bhi
@avinnasahoo5014
@avinnasahoo5014 2 ай бұрын
@@Rali-w6c ହବ ଜଣଙ୍କୁ ନ୍ୟାୟ ପାଇବା ପାଇଁ ଜଦି ସୋସିଆଲ ମିଡ଼ିଆ ପ୍ରଚାରର ବ୍ୟବହାର କରାଯାଏ ନିଶ୍ଚିତ ଫଳପ୍ରଦ ହେବ
@sanatanbehera7829
@sanatanbehera7829 2 ай бұрын
ପ୍ରଥମେ ନବୀନ ପଟନାୟକ କୁ ଗିରଫ କରାଯାଉ ତାପରେ ଅନ୍ୟ ନେତା ମନ୍ତୀ ମାନଙ୍କୁ ଗିରଫ କରାଯାଉ
@iamindian2908
@iamindian2908 2 ай бұрын
Right...
@ramanayak3052
@ramanayak3052 2 ай бұрын
Rty
@prashantpatra9883
@prashantpatra9883 2 ай бұрын
10000% right
@laxmidharapanda6086
@laxmidharapanda6086 2 ай бұрын
ଖାଲି ଗିରଫ ନୁହେଁ ଶଳା ରାକ୍ଷସକୁ ଫାସୀ ଦରକାର ! ସଫେଦ କୁର୍ତ୍ତା ପାଇଜାମା ଭିତରେ ଗୋଟେ ରାକ୍ଷସଥିଲା !
@user-yr1hq5ei7d
@user-yr1hq5ei7d 2 ай бұрын
Thik. Katha. Kaicha. Mo. Bhai.
@srikantakumarhota6134
@srikantakumarhota6134 2 ай бұрын
ଯେତେ ସବୁ ଅପରାଧ ହୋଈଛି, ସବୁର ସି ବି ଆଈ ତଦନ୍ତ ହେବା ଦରକାର୍ । ସି ବି ଆଈ ତଦନ୍ତ ହେଲେ, ସବୁ ଅପରାଧି ମାନେ ଧରା ପଡିବେ।
@sadananddas7553
@sadananddas7553 2 ай бұрын
ବବିକୁ,,,ମାରିକି,,କଥା,,ଆଦାଇ,,କର,,,ବବି,,ସବୁଜାଣିଚି
@suryamanijena7919
@suryamanijena7919 2 ай бұрын
Babi magiya ta sola
@puchku6046
@puchku6046 2 ай бұрын
ମାଘିଆ ନବୀନ ପଟ୍ଟନାୟକ. ....ତ ବୋଉ ବିଆ ରେ ମୁଣ୍ଡା ପୂରେଇକି ସୋଇଥିଲୁ ....ମାଘିଆ ଓଡ଼ିଶା ବାସି କେତେ ଦୁଃଖ ରେ ଥିଲେ.....ତୋ ବାପା ର ତୁ ଗୋଟେ କୁଳାଙ୍ଗାର ପୁଅ....ଛି ଛି....ତ ମୁହଁ ରେ ଛେପ ପକେଇବାକୁ ଇଛା ହୋଉଛି
@jagabandhuparida1236
@jagabandhuparida1236 2 ай бұрын
Right 👍👍
@prashantpatra9883
@prashantpatra9883 2 ай бұрын
Right right
@SatrughanNayak-qf1rt
@SatrughanNayak-qf1rt 2 ай бұрын
କେହି ମାନ କି ନ ମାନ ଏହି ପୀଡ଼ିତା ମାଆ ମାନଙ୍କ ଲୁହରେ ବିଜେଡ଼ି ସରକାର ଭାସି ଯାଇଛି
@Kidsindians897
@Kidsindians897 2 ай бұрын
Right bro
@rkrishnaveni1006
@rkrishnaveni1006 2 ай бұрын
Right
@antaryamiswain6937
@antaryamiswain6937 2 ай бұрын
👍 ସତ କେବେ ଲୁଚି ରହେନା
@akashlenka3213
@akashlenka3213 2 ай бұрын
ମୁଖ୍ୟମନ୍ତ୍ରୀ ଥାଇ ନବୀନ ବାବୁ କେବଳ ତାମିଲ ପେଳ ଚାଟିଲେ😢 ପାଣ୍ଡୁ କୁ ଗାଣ୍ଡୀ ଦେଖେଇଲେ😢 ବିଜୁ ବାବୁ ମାତ୍ର ୫ବର୍ଷ ଶାସନ କରିଲେ ହେଲେ ତାଙ୍କ ରାଣ୍ଡିପୁଅ ସାରା ଓଡ଼ିଶା ତାଙ୍କରି ନାମ ରେ ନାମିତ କରି ଦେଲା😢
@jayadebsethi9251
@jayadebsethi9251 2 ай бұрын
😢 💯 correct sabu Prabhu Jagannath bujhibe
@abhimanyuparida7499
@abhimanyuparida7499 2 ай бұрын
Jai jagarnath ନ୍ଯାୟ ମିଳୁ
@balakrushnarath4854
@balakrushnarath4854 2 ай бұрын
ନଂ୧ ରିପୋର୍ଟର ଅଫ ଓଡିଶା ମିଡ଼ିଆ ଚ୍ୟାନେଲ ମି. ଦୁର୍ଗଶିଷ ବାବୁ
@adiamove5288
@adiamove5288 2 ай бұрын
ନ୍ୟI ମିଳୁ
@antaryamiswain6937
@antaryamiswain6937 2 ай бұрын
Argus news କୁ ମଜବୁତ୍ କରନ୍ତୁ.ସେ ମଜବୁତ୍ ହେଉ ଜୟ ଜଗନ୍ନାଥ ଧର୍ମର ହେଉ ଜୟ
@biprapriya
@biprapriya 2 ай бұрын
ACF Soumya Mohapatra ଙ୍କ case ର ଫାଇଲ୍ ଆଉଥରେ ଖୋଲିବା ଦରକାର।
@tilucreations
@tilucreations 2 ай бұрын
Good
@mishra_com4611
@mishra_com4611 2 ай бұрын
Bhai bahut bhala। Ama pakha loka se but। Sabu loka marila pachhare neta manti। ସପଟ rahuchhi
@krushnachandrajena9580
@krushnachandrajena9580 2 ай бұрын
ମୋହନ ସରକାର କୁ ଅନୁରୋଧ ଏୟ ମା ମାଙ୍କୁ ନ୍ୟୟ ମିଳୁ 🙏
@pradiptarout4070
@pradiptarout4070 2 ай бұрын
ନବୀନ ବାବୁ ତମୁକୁ ଲାଜ ନାହିଁ
@laxminarayanpanda1427
@laxminarayanpanda1427 2 ай бұрын
ଏହି ଲୋକଟି କୁ ବାବୁ କୁହନ୍ତୁ ନହିଁ।
@user-po9yb3rv1m
@user-po9yb3rv1m 2 ай бұрын
Kn Babu kahucha chura sala ku
@user-po9yb3rv1m
@user-po9yb3rv1m 2 ай бұрын
Sala chora ku kn Babu kahucha
@sadananddas7553
@sadananddas7553 2 ай бұрын
ପ୍ରତାପ,,ମାଗିଆ,,ତତେ,ମୁ,କହିଦ ଉଚି,,ମାନିଜା,,ନହେଲେ,,ତ,କଥା,,ମୁ,ବୁଝିମି,,କହିଦ ଉଚି
@laxminarayanpanda1427
@laxminarayanpanda1427 2 ай бұрын
👍👍👍
@padmalnaik8017
@padmalnaik8017 2 ай бұрын
Naveen kukura suniba nahi
@laxmidharsenapati3313
@laxmidharsenapati3313 2 ай бұрын
ଧନ୍ୟବାଦ ଆମ ମୋହନ ସରକାର ଙ୍କୁ। ଯେତେ ଝିଅ ମା ଭଉଣୀ ମାନଙ୍କୁ ଧର୍ଷଣ କରି ମାରି ଛନ୍ତି ସମସ୍ତ ଙ୍କୁ ନ୍ୟାୟ ମିଳୁ। କିନ୍ତୁ ବିଜେଡି ନେତା ପୋଲିସ ଏବଂ ଯେଉଁ ମାନେ ଏଥିରେ ଅଛନ୍ତି ସମସ୍ତ ଙ୍କୁ ଧର ଜେଲ୍ କୁ ପଠାଇ ଦିଅ।
@BPPcreation
@BPPcreation 2 ай бұрын
@Argus and Specially Durgasis Bhai ଙ୍କୁ ଅନୁରୋଧ କି ଖାଲି ଏତିକି ନହେଁ ସମସ୍ତ ପୀଡ଼ିତ ପରିବାର ର ସଦସ୍ୟ ଙ୍କୁ ଆଣି ଏହି Rok Thok କାର୍ଯ୍ୟକ୍ରମ ରେ ସାମିଲ କରନ୍ତୁ। ସେମାନଙ୍କ ପ୍ରତିକ୍ରିୟା ମଧ୍ୟ ଲୋକ ଲୋଚନ ରେ ପରିପ୍ରକାଶ କରନ୍ତୁ। it's a humble request 🙏🙏🙏🙏🙏🙏
@manoranjanpanda5536
@manoranjanpanda5536 2 ай бұрын
ନବୀନ ପଟ୍ଟନାୟକ ଓ ଵିଜେଡି ଦଳ ଭାବିଥିଲେ ଆମେ ସବୁଵେଳେ ଜିତିଆସୁଥିଵୁ ମନମାନି ଶାସନ ଚଳାଇଵୁ, ନିମକହାରାମ ନବୀନ ପଟ୍ଟନାୟକ, ଏ ଶଳାର ଶାସନରେ ନ୍ୟାୟ ଅନ୍ୟାୟ ର କିଛି ଫରକ ରହିଲା ନାହିଁ, ଏଶଳାକୁ ସିଵିଆଇ ଲଗାଇ ଦୁର୍ନୀତିର ପେଡି ଖୋଲାଯାଉ ଏବଂ ଜେଲରେ ମରିଵାକୁ ଦିଆଯାଉ, ଏ ମରିଗଲେ କଳଙ୍କିତ ମୁଖ୍ୟମନ୍ତ୍ରୀ ଇତିହାସ ଶେଷ ହେବ, ବର୍ତମାନ ଏ ଓଡିଶାରେ ଯେଉଁଠିକି ଯିଵ ଚପଲ ମାଡ ଖାଇବ, ଜୟ ଜଗନ୍ନାଥ,
@swagatbehera1591
@swagatbehera1591 2 ай бұрын
Mo akhi ru luha baharijauchi
@abcdforyou2399
@abcdforyou2399 2 ай бұрын
ଏ ମାଆ ମାନଙ୍କୁ ନ୍ୟାୟ ମିଳୁ 🙏🏻🙏🏻
@trailokyanathbidaradbisa-zt2zi
@trailokyanathbidaradbisa-zt2zi 2 ай бұрын
🙏🌹ଧନ୍ୟବାଦ argus news. ଚାନେଲ ର ସବୁ କର୍ମ କର୍ତା ଙ୍କୁଆମର ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ଏତିକି ପ୍ରାଥନା ତୁମମାନଙ୍କୁ ଶକ୍ତି ଦିଅନ୍ତୁ. ସାଧାରଣ ଲୋକଙ୍କୁ ସାହାଯ୍ୟ କର ଧନ୍ୟବାଦ 🌹🙏
@_raj00
@_raj00 2 ай бұрын
ନୟାଗଡ ପରୀର case ରେ CBI ଲଗେଇ ନ୍ୟାୟ ଦିଆଯାଉ 🙏 ପରୀ କୁ ନ୍ୟାୟ ଦିଆଯାଉ
@swagatdas1412
@swagatdas1412 2 ай бұрын
Bjd sarkar gote hinjada sarkar thila 🎉
@SubashChandraSahu-bo5fm
@SubashChandraSahu-bo5fm 2 ай бұрын
ଏବେ ନବୀନ ଟୁଇଁ ନେ ଗିହବେ ଓଡ଼ିଆ ମାନେ
@bholanathnaik2500
@bholanathnaik2500 2 ай бұрын
5 ବର୍ଷ ଭିତରେ ଭୁଲି ଯିବେ ନବୀନ ପଟ୍ଟନାୟକ କାଳ ହେଇଯିବ ଆଉ ନବୀନ ପଟ୍ଟନାୟକ ଭୋଟ ଦେବାକୁ ଇଚ୍ଛା ହେବ ନାହିଁ ,ତମେ ମାନେ କହୁଛ 2029 ରେ ନବୀନ ପଟ୍ଟନାୟକ ଆସିବ ବୋଲି କହୁଛ ହେଲେ କେବେ ବି ଆସିବ ନାହିଁ ବହୁତ ବଡ ଭୁଲୁ କରିଦେଇଛି ଏବେ ସବୁ ଜେଲ ଯିବାକୁ ପଡିବ, ଥାଙ୍କୁ sir
@piyushrajkumar15
@piyushrajkumar15 2 ай бұрын
ନବୀନ ବାବୁ ଆପଣ ଓଡିଶା ଛାଡି ପଳାନ୍ତୁ. ଓଡିଶା ବାସୀ ଏବେ ବି ଆପଣଙ୍କୁ ଭଲ ପାଆନ୍ତି କେତେ ଭଲ ପାଆନ୍ତି ଆପଣ ଜାଣି ନାହାନ୍ତି କି ଜାଣିବାକୁ ଚେଷ୍ଟା କଲେନି ବୋଧ ହୂଏ ଆପଣଙ୍କ ପରି କୃତଘ୍ନ ବ୍ୟକ୍ତି ବିରଳ. ଯେବେ ଠାରୁ ଆପଣ ଓଡିଶା ଆସିଲେ ଏଠାରୁ ଲକ୍ଷ୍ମୀ ଛାଡି ଚାଲିଗଲେ. ଆପଣ ଗଲେ ଆପେ ଆପେ ଏ ବିଜେଡି ନର ରାକ୍ଷସ ଧ୍ବଂସ ହେଇଯିବେ ଦୟାକରି ଓଡିଶା ଛାଡ଼ନ୍ତୁ
@keyboardboysushil
@keyboardboysushil 2 ай бұрын
ମୋର ମଧ୍ୟ ମୋହନ ସରକାରଙ୍କୁ ଅନୁରୋଧ ଯେ ସମସ୍ତ ପିଡ଼ିତ ପରିବାର କୁ ନ୍ୟାୟ ମିଲୁ ଖାସ କରି ଦିବ୍ୟଶଙ୍କର ମିଶ୍ର କୁ ତିହାର ଜେଲ ପଠାଇବା ବ୍ୟବସ୍ଥା କରନ୍ତୁ।
@ramanayak3052
@ramanayak3052 2 ай бұрын
ବହୁତ ବହୁତ ଧନ୍ୟବାଦ CM Sir ଙ୍କୁ
@gobindasoren5689
@gobindasoren5689 2 ай бұрын
BJP ଜିତିଲା ପରେ ଯୋଉମାନେ ବିରୋଧ କରୁଛନ୍ତି ସେମାନେ ଏ Argus news ଟିକେ ଦେଖନ୍ତୁ ଆଉ BJD କୁ ସପୋର୍ଟ କରନ୍ତୁ.. ଏ news ଦେଖିଲା ପରେ ଆଉ ରହି ହେଉନି ଏବଂ ଯଉମlନେ ଏମାନଙ୍କୁ ନ୍ୟାୟ ଦେଇନି ସେମାନଙ୍କୁ ହାଣି ଦେବାକୁ ଇଚ୍ଛା ହେଉଛି🎤🎤🙏🙏🙏
@sasmitalenka5510
@sasmitalenka5510 2 ай бұрын
ଓଡ଼ିଶା ରେ ପ୍ରତି ଜାଗାରେ,ବାହାରୁ ଆସି ରହୁଥିବା ବଞ୍ଜରା ମାନଙ୍କୁ ବାହାର କରନ୍ତୁ ,ଆଉ ପିଲା ଚୋରି ରାକେଟ୍ କୁ ଧର ଯାଉ, ଏବଂ ବିଜେଡି ଶାସନ ସମୟରେ ହେଇଥିବା ପ୍ରେତେକ୍ୟ ଟି ,ହତ୍ୟା , ଦୁଷ୍କର୍ମ, ପିଲା ଚୋରି ର ପରଦା ଫାର୍ସ ହେଉ ଦୋଷୀ କି ଦଣ୍ଡ ମିଳୁ ,
@smrutiranjanmallik4767
@smrutiranjanmallik4767 2 ай бұрын
ଭଗବାନ୍ ନ୍ୟାୟ ମିଳୁ
@Satyamded
@Satyamded 2 ай бұрын
ନବୀନ ମୁଖ୍ୟ କଟାପର୍ଦାର ଚେହେରା ଦେଖା ଯାଉଛି ନିର୍ଦୋଷ ବୋଲି ହେଲେ ବହୁତ ବିପଦଜନକ
@rudrasahoo6766
@rudrasahoo6766 2 ай бұрын
ଶଳା ଟା ଧୂଳିଆଜନ୍ଦା .. କଥା କହିଲେ ପାଟି ଖନୀ ବାଜିବ ବୋଲି ବେସି କଥା କହେନି
@sukantakumarsushant4715
@sukantakumarsushant4715 2 ай бұрын
ଆମ ରାଜ୍ୟ ରେ ଯେତେ ଭ୍ରଷ୍ଟା ଚାରୀ ଅଫସରମାନେ ଅଛନ୍ତି, ସମସ୍ତ ଙ୍କୁ ସସ୍ପେଣ୍ଡ କରାଯାଉ, ଏବଂ ଜେଲ ପଠା ଯାଉ। ଆଉ ଆମ ରାଜ୍ୟ ରେ ବହୁତ୍ ଶିକ୍ଷିତ ବେକାର ଯୁବକ୍, ଯୁବତୀ ଅଛନ୍ତି ସେମାନଙ୍କୁ ଚାକିରୀ ଦିଆଯାଉ ।
@bijayakumarmishra2964
@bijayakumarmishra2964 2 ай бұрын
ନ୍ୟାୟ ମିଳୁ
@PmdKumar
@PmdKumar 2 ай бұрын
କଥା ସୁଣିକି ଆଖିରୁ ଲୁହ ଆସିଗଲା ମୁ ଶ୍ରୀ ରାମ ଙ୍କ ନିକଟ ରେ ଏତିକି ପ୍ରାଥନା କରୁଚି ଏମାନ ଙ୍କୁ ନ୍ୟାୟ ମିଳିବା ଦରକାର୍,, ଜୟ ଶ୍ରୀ ରାମ 🙏🙏🙏
@sailendupanda2027
@sailendupanda2027 2 ай бұрын
ମୋହନ ସରକାର ଶୀଘ୍ର ତଦନ୍ତ କରନ୍ତୁ 🙏🙏🙏🙏
@kumartapan1121
@kumartapan1121 2 ай бұрын
ପ୍ରକୃତ ମୁଖ୍ୟମନ୍ତ୍ରୀ ଭାବେ ନିଜକୁ ବିବେଚିତ କରନ୍ତୁ କେବଳ ଏ ପରିବାର କୁ ନ୍ୟାୟ ଦେଇ ସାରା ଓଡିଶା ଏ ଅପେକ୍ଷା ରେ 🙏🏾
@UpendraSwain-xd1dg
@UpendraSwain-xd1dg 2 ай бұрын
Jai jagannath argus chanell
@NiranjanOram-fu1qt
@NiranjanOram-fu1qt 2 ай бұрын
ସତ୍ୟ ମେବ ଜୟତେ ସତ୍ୟ ର ଜୟ ହେଉ, ସମସ୍ତଙ୍କୁ ନ୍ୟାୟ ମିଳୁ । ଅକ୍ଷୟ ହେଉ ପୂଣ୍ୟ ଜଗତେ ଧର୍ମ ର ହେଉ ଜୟ ।
@KunuDehuri-ev8rg
@KunuDehuri-ev8rg 2 ай бұрын
ମୋହନ ସାର ଙ୍କୁ ଅନୁରୋଧ କରୁଛୁ ସାଧାରଣ ଲୋକକୁ ନ୍ୟାୟ ମିଳୁ 🙏🙏🙏🙏🙏🙏🙏🙏🙏🙏🙏
@twinsbaby-ky1kz
@twinsbaby-ky1kz 2 ай бұрын
Jai jagannath
@user-hl3el2mh4j
@user-hl3el2mh4j 2 ай бұрын
ମୋହନ ସରକାର ଙ୍କୁ ଅନୁରୋଧ ପୀଡିତ ମାନଙ୍କୁ ନ୍ୟାୟ ମିଳିଲେ ବହୁତ ଭଲ ହୁଅନ୍ତା
@krishnaprasadrath
@krishnaprasadrath 2 ай бұрын
"Akshaya heu punya jagate Dharma ra heu Jaya".🙏 Jai ♥️🇮🇳🔥 Hind 🙏
@bidhubhusansamantasinghar4792
@bidhubhusansamantasinghar4792 2 ай бұрын
Naveen Babu ଆପଣ ଠିକ୍ ସେ ନ୍ୟାୟ ଦେଇ ପାରି ନାହାନ୍ତି ତଥାପି ଓଡ଼ିଆ ଜାତି ଆପଣଙ୍କୁ ଭଲ ପାଆନ୍ତି । ଦୟାକରି ଆପଣ BJD ଶାସନ କୁ ଯଦୁ ବଂଶ ପରି ଶେଷ କରି ନିଜର ମହାନତା କୁ ରକ୍ଷା କରନ୍ତୁ । ପାରିବେ ଯଦି ରାଜ୍ୟପାଳ ଅଥବା ରାଷ୍ଟ୍ରପତି ହୋଇ ଦେଶ ର ସେବା କରନ୍ତୁ ।
@BaladevNayak
@BaladevNayak 2 ай бұрын
RIGHT
@AshokPanda-qt4qn
@AshokPanda-qt4qn 2 ай бұрын
Nabin Babu nku Orissara Rajyapal Rakhidele Bhala Huanta
@AshokPanda-qt4qn
@AshokPanda-qt4qn 2 ай бұрын
Apananka Matare Mu Akamata
@harprasadsenapati3945
@harprasadsenapati3945 2 ай бұрын
Kehi Jane odisha basi bhala paunahanti . Narendra Modi nka bhali kehi hrudayaban byakti nahanti
@Urlipumallik
@Urlipumallik 2 ай бұрын
Tuma bhauni jhia saha emiti heithile naveen ra prasansa karu na thanta
@user-vl2bt3bu7y
@user-vl2bt3bu7y 2 ай бұрын
Jay jagannath
@user-qw4wb2nt2r
@user-qw4wb2nt2r 2 ай бұрын
Argus. Is the Best argus news Sabutharu Samata nka tharu aagare Argus news data nku moora Salut arugus news Sabubele samstanka Sahita Achhi Rahiba Love you argus news
@user-de8fy6vq3k
@user-de8fy6vq3k 2 ай бұрын
ସେ ଆଇଆଇସି ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଏଇ ଅମାନସିକ ତା ପାଇଁ ପୋଲିସ ବିଭାଗ କୁ ଛି ଛି।
@gopabandhubehera8621
@gopabandhubehera8621 2 ай бұрын
Argus news no1 news
@sasmitakundu8682
@sasmitakundu8682 2 ай бұрын
Jay Jagannath 🙏
@omkarjethi2644
@omkarjethi2644 2 ай бұрын
ଏତେ ଅତ୍ୟାଚାର ଏତେ ଅନ୍ୟାୟ ଏତେ କଳେଙ୍କାରି ଏତେ ଘୋଟାଲା, କେମିତି ଭଗବାନ ସହୁଛନ୍ତି ତୁମେ ଭଡୁଆ ମା ଗିହା ମାଦର୍ଚୋଦ ବେଇମାନି ହାରାମି ବିଜେଡି ଦଳ ଚୋର ସଳାଙ୍କୁ,ମାନ୍ୟତ ବର ମୁଖ୍ୟ ମନ୍ତ୍ରୀ ମୋହନ୍ ଚରଣ ମାଝି ସାର୍ ଙ୍କୁ ଅନୁରୋଧ ଏ ସମସ୍ତ ମାଦର୍ଚୋଦ ମାନଙ୍କୁ ସିବିଆଇ ତଦନ୍ତ କରି ସିଘ୍ର ଜେଲ୍ ପଠେଇ ଏ ଭଡୁଆ ବିଜେଡି ଚୋର ଦଳକୁ ପୁରା ଓଡିଶା ମାଟିରୁ ଛପେଇ ଦିଆଜାଉ,ପ୍ଲିଜ ମୋହନ୍ ଚରଣ ମାଝି ସାର୍ ଓଡିଶା ବାସି ଙ୍କୁ ନ୍ୟାୟ ଦିଆଜାଉ😂
@ashokbehera4968
@ashokbehera4968 2 ай бұрын
ସୀତା ଙ୍କ ଲୁହରେ ରାବଣ ବଂଶ ଦ୍ରୁପଦୀ ଙ୍କ ଲୁହରେ କୁରୁବଂଶ ଆଉ ଏ ମା ମାନଙ୍କ ଲୁହରେ bjd ବଂଶ ସମ୍ପୂର୍ଣ ଧ୍ୱଂସ ପାଇବ ଏ ମା ମାନଙ୍କୁ ତୁରନ୍ତ ନ୍ୟାୟ ମିଳୁ
@dasharathiswain956
@dasharathiswain956 2 ай бұрын
Jay BJP Jay Modi 🙏💐🙏
@Bayley-b2z
@Bayley-b2z 2 ай бұрын
Argur news salute
@fullmasti5481
@fullmasti5481 2 ай бұрын
Very good action 🙏🙏🙏
@rajudasbaburaju24
@rajudasbaburaju24 2 ай бұрын
One side news always from argus
@susantmalik1872
@susantmalik1872 2 ай бұрын
Durga Bhai very good and aurgas news samasta bhai bhaunimananku.
@Rupalink
@Rupalink 2 ай бұрын
ଧର୍ମର ଜୟ ହେଉ ଜୟ ଜଗନ୍ନାଥ 🙏🙏🙏🙏
@ramakrushnanath8623
@ramakrushnanath8623 2 ай бұрын
Durga bhai 🙏🙏mohan sarkaar ku🙏🙏 nyaya diantu req st
@lambodarbisoi113
@lambodarbisoi113 2 ай бұрын
Mohan sir, please take him action.all criminal cases
@NabakumarMahar
@NabakumarMahar 2 ай бұрын
Take action CM sir
@sureshkumarmallick2596
@sureshkumarmallick2596 2 ай бұрын
ନବୀନ ସରକାର ବହୁତ ଅନ୍ୟାୟ ଅଧର୍ମ କରିଛନ୍ତି, ଯୋଉଥିପାଇଁ... ମହାପ୍ରଭୁ 🙏ଶ୍ରୀ ଜଗନ୍ନାଥ ଆଉ ସହିପାରିଲେନି, ନବୀନ ସରକାର କୁ ରାଜ ଗାଦୀରୁ ହଟେଇ ଦେଲେ, ଏବେ ନବୀନ ସରକାର ଭୋଗିବ, ଏବଂ ତାଙ୍କ ଦଳର ଯେତେ ନେତା ମନ୍ତ୍ରୀ ଅଫିସର ଅନ୍ୟାୟ କରିଛନ୍ତି... ସମସ୍ତେ ଭୋଗିବେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ 🙏 ଓଡିଶା ବାସୀଙ୍କୁ ନିଶ୍ଚିତ ନ୍ୟାୟ ଦେବେ, ଏଥିର ଓଡିଶା ବାସି ହସିବେ... ଏବଂ ଓଡିଶା ହସିବ❤❤️ 🙏ଜୟ ଶ୍ରୀ ଜଗନ୍ନାଥ 🙏
@niradanaik7999
@niradanaik7999 2 ай бұрын
Argus news jindabaat
@amanbabu9241
@amanbabu9241 2 ай бұрын
Good job argus news
@nayakbibhuti4535
@nayakbibhuti4535 2 ай бұрын
Pari case Durga bhai please 😅❤❤❤I love you Argus news
@desivlogs9217
@desivlogs9217 2 ай бұрын
Argus news pai dilse gote like hau❤❤❤
@SabitaRani-ef7ow
@SabitaRani-ef7ow 2 ай бұрын
Agrus news no1 selut Durgasish sir🙏
@subashsahoo3527
@subashsahoo3527 2 ай бұрын
ପୁରୁଣା ପାଠର ଆଲୋଚନା ଅଶେଷ ଅଶେଷ ପ୍ରଣାମ ଜୟ ଶ୍ରୀ ଜଗନ୍ନାଥ 🙏🙏🙏
@nilamanidas1172
@nilamanidas1172 2 ай бұрын
Jay Jaganatha 🌹🙏🌹.naya darakar
@user-mb8gp2sd5i
@user-mb8gp2sd5i 2 ай бұрын
ଢ଼ୋଶୀ କୁ ଧଣ୍ଡ ମିଳୁ ଜୟଶ୍ରୀରାମ
@user-kn3zf4rd7k
@user-kn3zf4rd7k 2 ай бұрын
Nua sarkaranka ehi nitiku kotikoti 🙏🙏🙏🙏🙏🙏🙏🙏🙏👏
@SunilSamal-qf6to
@SunilSamal-qf6to 2 ай бұрын
Right Sir 🎉🎉🎉
@maatarinichannel4952
@maatarinichannel4952 2 ай бұрын
ବାଳ ହବ
@jchoudhury274
@jchoudhury274 2 ай бұрын
BJD ସରକାର ରେ ଓଡ଼ିଶା ରେ କାହାକୁ ନ୍ୟାୟ ମିଳିନି ମମିତl ,ପିହୁ, ପରୀ, ACF ସୌମ୍ୟ, ନବଦlସ ମାହାଙ୍ଗା,double modor Laxmi majhi କାହାକୁ ନ୍ୟାୟ ମିଳିନି ଅରୁଣ ବୋତ୍ରା କୁ ଲଗାଇ ସବୁ ପ୍ରମାଣ ନଷ୍ଟ କରିଛନ୍ତି କିଏ ନ୍ୟାୟ ଦେବ ଜୟ ଜଗନ୍ନାଥ
@anantasa6565
@anantasa6565 2 ай бұрын
ନ୍ୟାୟ ମିଳିବାର କଥା ମୋହନ ସାର 🎉🎉🎉🙏🙏🙏
@srikantasahoo86
@srikantasahoo86 Ай бұрын
Jay jagannath jai mohon sir jindabad jai Argus news THANK you reply the old files 😥😥😥
@pratapsahu772
@pratapsahu772 2 ай бұрын
Super
@raghupujari969
@raghupujari969 2 ай бұрын
Thanku ,argus, news ❤❤❤❤❤❤
@purusottamparhi7202
@purusottamparhi7202 2 ай бұрын
jayjaganath
@user-ti8iw1pt2n
@user-ti8iw1pt2n 2 ай бұрын
ACF parala kemundi case
@gautamchandrarout605
@gautamchandrarout605 2 ай бұрын
Equal Justice for all.
@user-cv9hn7jl3s
@user-cv9hn7jl3s 2 ай бұрын
ମୋହନ ସାର୍ ଚିଟଫଣ୍ଡ ଠକେଇ ଲୋକମାନଙ୍କ ଦୁଃଖ ଟିକେ ବୁଝନ୍ତୁ
@JogeswarMajhi-lt7hj
@JogeswarMajhi-lt7hj 2 ай бұрын
Argus ଓଡ଼ିଶା ରେ ଥିବା ପ୍ରକୃତ ଘଟଣା ଉପାନ୍ତ ଗାଁ ରେ ଥିବା ଲୋକଙ୍କ ଙ୍କ ଦୁର୍ଦ୍ଦଶା ,ନିରୀହ ଆଉ ପୀଡ଼ିତା ଙ୍କୁ ନ୍ୟାୟ ଦେବା ବାଟ ରେ ପ୍ରକୃତ ଖବର ପ୍ରସାରଣ କରୁ ଥିବା ବେଳେ କିଛି ଆମ ଓଡ଼ିଆ ଚୁତ୍ତୀୟା,ମେଣ୍ଢା Argus ଟିଭି କୁ ବଦନାମ କରିବା,ଘୃଣା କରିବା ଅତ୍ୟନ୍ତ ନିଦାନୀୟ,,
@user-hj1yl6ch2h
@user-hj1yl6ch2h 2 ай бұрын
Mohan Sarkar nku anurodh pidita parivar nku Naya pradan karantu.
@hariprasadpradhan8868
@hariprasadpradhan8868 2 ай бұрын
ଅତୀବ ଧନ୍ୟଵାଦର୍ହ! ପୀଡିତ ପରିବାର ମାନଙ୍କୁ ନିଶ୍ଚିତ ନ୍ୟାୟ ମିଳିବ ବୋଲି ଆଶା ଏଂବ ବିଶ୍ୱାଶ। ମୋହନ ସରକାର, ବିଜେପି ସରକାର ନିଶ୍ଚିତ ନ୍ୟାୟ ଦେବେ, ଏ ଭରସା ରହିଛି।
@ranjitmohanty7068
@ranjitmohanty7068 2 ай бұрын
Jay Jagannath argus chanell
@bijaymahanta802
@bijaymahanta802 2 ай бұрын
Give justice... justice... justice 🙏
@user-sx1fy2zc8y
@user-sx1fy2zc8y 2 ай бұрын
ପୁନଶ୍ଚ ଏହି ସମସ୍ତ ଘଟଣା ରେ ନିରପକ୍ଷେ ତଦନ୍ତ ନହେଲେ ବିଜେପି ଉପରେ ଘୋର ବିପଦ ପଡିବ।ଏଣୁ ନୂଆ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ।ନହେଲେ 2029ରେ ବିଜେପି ଅବସ୍ଥା 2024ବିଜେଡି ଭଳି ହେବ
@SalkhanHansdah-qs6hw
@SalkhanHansdah-qs6hw 2 ай бұрын
Great rok thok news sir❤❤❤.....
@NibasNayak-dt1wj
@NibasNayak-dt1wj Ай бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏🙏
@user-bd3me5cj2q
@user-bd3me5cj2q 2 ай бұрын
miliba darkar
@gadadharbehera4046
@gadadharbehera4046 2 ай бұрын
ମୋହନ ସାରଙ୍କୁ ମୋର ବିନମ୍ର ଅନୁରୋଧ ଏ ନରହତ୍ୟା କାରୀଙ୍କୁ କଠୋର ରୁ କଠୋର ଦଣ୍ଡ ମିଳିବା ନିହାତି ଆବଶ୍ୟକ ଦୟାକରି ପୀଡିତା ପରିବାରକୁ ନ୍ୟାୟ ମିଳୁ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏 ହର ହର ମହାଦେବ
@creatorbabu708
@creatorbabu708 2 ай бұрын
ଆଉ ଏ ପୋଲିସ୍ ମାନକୁ ଟିକେ ସାଇଜ କରା ଯାଉ, ଏ ପୋଲିସ ମାନେ ସାଧାରଣ ଲୋକ ମାନକୁ ଯୋଉ ଦୁର୍ବ୍ୟବହାର କରୁଛନ୍ତି , ଆଉ କିଛି କେସ ରେ ଲାଞ୍ଚ ଖାଇ ନିର୍ଦ୍ଦୋଷ କୁ ଫସାଇ, ଦୋଷୀ କୁ ଛାଡ଼ି ଦଉଛନ୍ତି , ଏଥି ପ୍ରତି କିଛି ପଦକ୍ଷେପ ନିଆ ଯାଉ
Magic or …? 😱 reveal video on profile 🫢
00:14
Andrey Grechka
Рет қаралды 58 МЛН
АЗАРТНИК 4 |СЕЗОН 2 Серия
31:45
Inter Production
Рет қаралды 803 М.
Magic or …? 😱 reveal video on profile 🫢
00:14
Andrey Grechka
Рет қаралды 58 МЛН