News Point: Law Minister’s Comparison On BJD-BJP Govt In Assembly Gains Limelight | Facts To Know

  Рет қаралды 348,214

Kanak News

Kanak News

Күн бұрын

Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/c...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.co...
Twitter :- / kanak_news
Telegram :- t.me/kanaknews...
WhatsApp: whatsapp.com/c...
#KanakNews #OdishaNews #IndiaNews #NaveenPatnaik #MohanMajhi

Пікірлер: 584
@samarmohapatra-jr3ne
@samarmohapatra-jr3ne Ай бұрын
ଯାହାହେଉ ଏତେ ଦିନପରେ ବିଧାନସଭାରେ ଆଲୋଚନା ହେଉଛି, ନୂଆ ମୁଖ୍ୟମନ୍ତ୍ରୀ ଗୃହରେ ବସୁଛନ୍ତି, କଥା କହୁଛନ୍ତି, ଜନତା ସବୁ ଦେଖିଛନ୍ତି, ସବୁ ଜାଣିଛନ୍ତି
@gagansahu6599
@gagansahu6599 Ай бұрын
ବିଜେଡି ଥିଲା single engine ବିଜେପି ହେଉଛି double engine ବିଜେଡି single ହେଇ ଯାହା କରିଛି ବିଜେପି double ହେଇ double କାମ କରିବା ଦରକାର
@bharatpatra7227
@bharatpatra7227 Ай бұрын
😢😢😢😢
@baidyanath7878
@baidyanath7878 Ай бұрын
Pl0
@duryomurmu9476
@duryomurmu9476 Ай бұрын
10year dio
@amarbhoi8373
@amarbhoi8373 Ай бұрын
Jayajagannatha...balangirajila...❤😂🎉😢😮😅❤...
@nalinipravaswain1977
@nalinipravaswain1977 Ай бұрын
Xf
@Lalagiswain-nb3bx
@Lalagiswain-nb3bx Ай бұрын
ଲେଲୀନ ମାହାନ୍ତି ଗୋଟେ ଚୋରି ଭଳିଆ ଦେଖା ଜାଉଛି ତାକୁ କ'ଣ ପାଇଁ ଡାକିଛ
@trinathbalia2589
@trinathbalia2589 Ай бұрын
ବିଜେପି ର କୁଜି ନେତାମାନେ ଏବେ ଦେଢ ମାସର ଛୁଆ ସେମାନ ଙ୍କ କଥା କେହି ଧରିବେ ନାହିଁ 😂😂😂😂😂
@subhamrout4069
@subhamrout4069 Ай бұрын
କୋଉ ସରକାର ଆସିଲେ ବି ପିସି ବନ୍ଦ କରିପାରିବେନି l
@uttambaba6800
@uttambaba6800 Ай бұрын
All lndia re chali chhi 😅😢😂
@user-jn3oo4py7e
@user-jn3oo4py7e 19 күн бұрын
Right but pc may be decreas
@KuberSahu-nu4xt
@KuberSahu-nu4xt Ай бұрын
ଭତ୍ତା ସମସ୍ତ ଙ୍କୁ ଲାଗୁକର ନ ହେଲେ ଆରଥର ଦେଖିବ
@jhampeswarsalma8923
@jhampeswarsalma8923 Ай бұрын
ଜଣେ ଶିଶୁ କୁ ଶିକ୍ଷା ଅଧ୍ୟୟନ କରିବା କଥା ଶାସନ କରିବାକୁ କାହିଁକି ମନ କରୁଛି... ଆଉ ଶିଶୁ କି ହଳିଆ ରଖେନି ଜଣେ ଯୁବକ କୁ ହିଁ ରହିଥାଏ
@2019TANMAYEETPS
@2019TANMAYEETPS Ай бұрын
ନଅ ବର୍ଷ 1/5 ମାସ ଶିଶୁ ତାହାଲେ ଗୁଜୁରାଟ ରେ ମୋଦି ପଖାରୁ କ୍ଷୀର ଖାଇ ଆସିବ ବୁଦ୍ଧି ହେଲେ ବଡ ହେଲେ ତାପରେ ମନ୍ତ୍ରୀ ହେବ
@ParidaPlumberCreation
@ParidaPlumberCreation Ай бұрын
😂😂😂
@eodia6475
@eodia6475 Ай бұрын
କ୍ଷୀର ଶୁଖି ଯାଇଛି ବୋଧେ
@akashnayak5778
@akashnayak5778 Ай бұрын
Gujarat GDP 334 billion🎉
@ODIAMBJSHORT003
@ODIAMBJSHORT003 Ай бұрын
ଓମଫେଡ ତାକୁ ପଠାଓ
@ODIAMBJSHORT003
@ODIAMBJSHORT003 Ай бұрын
​@@eodia6475ଗାଈ କ୍ଷୀର ଦିଅ
@ODISHABHAI-eq8jq
@ODISHABHAI-eq8jq Ай бұрын
24 ବର୍ଷ ପୂର୍ବ, ଯୋଉ ମାନ ଙ୍କ ଚଳ ଚୁଲି ଓ ଖାଇ ବାକୁ ନ ଥିଲା, ନବୀନ ଶାସନ ରେ ଏବେ, ସବୁ ସୁବିଧା ପାଈ , ସ୍ୱବ୍ଲମ୍ପି ହୋଇ ସେଇ ମାନେ ଆଜିର ଦିନ ରେ ବେସୀ ରାଜନୀତି, କରୁ ଛନ୍ତି,
@surendrapradhan9237
@surendrapradhan9237 Ай бұрын
ପାଞ୍ଚ ବର୍ଷ ଏକ ନମ୍ୱର୍ କରିବେ କେମିତି ଦେଢ଼ ବର୍ଷ ଶିଶୁ
@gaganbihari-bm3bu
@gaganbihari-bm3bu Ай бұрын
ଆଇନ ମନ୍ତ୍ରୀ ଗୋଟେ ଅହଙ୍କାରୀ ଲୋକ
@belalsensenapati1300
@belalsensenapati1300 Ай бұрын
Nabin pari kehi ଅହଙ୍କାରୀ ହୋଇ ପାରିବେନି
@prfarming
@prfarming Ай бұрын
Seta gote param mg .....
@RanjankumarSamal-os2fm
@RanjankumarSamal-os2fm Ай бұрын
Law minister is 100% right lenin Babu why people reject you
@BidyadharBhatta-hx8bk
@BidyadharBhatta-hx8bk Ай бұрын
​@@belalsensenapati1300byy r6😊
@pseudopodia4491
@pseudopodia4491 Ай бұрын
​@@eodia6475 acha kn karichanti ?? Chasi kete rojgar heichi. Kn pai sdg re odish ra position tala adu kn pai 2 nd?
@KcsahuOdishaculture
@KcsahuOdishaculture Ай бұрын
24 ବର୍ଷ ନୁହଁ 24 ବର୍ଷ ମଧ୍ୟରେ 2000 ଠାରୁ 2009 ପଯ୍ୟନ୍ତ 9 ବର୍ଷା +ଦେଢ଼ ମାସର ଶିଶୁ କେତେ ବର୍ଷ କେତେ ମାସ ହେଲା ଓଡିଶାବାସୀ ଜାଣିଛନ୍ତ ଏଗୁଡ଼ାକ ଯୁକ୍ତି ବନ୍ଦ କରନ୍ତୁ ଖାଲି ଭାଷଣ କାମରେ 0
@tuluprasadlenka2262
@tuluprasadlenka2262 Ай бұрын
Politics re Child &Young boli kichi word nahi.
@harekrishnamajhi4326
@harekrishnamajhi4326 Ай бұрын
ଯଦି bjd24 ବର୍ଷ ଶାସନ କଲା bjp କୁ 5ବର୍ଷ ଶାସନ କରିବା କୁ ଦେଇ... ଦେଖିବା... କିନ୍ତୁ 24ବର୍ଷ ସହ ସମାନ କରି ହେବନି...
@itishreepriyadarsaninayak3341
@itishreepriyadarsaninayak3341 Ай бұрын
Right kahile
@PradeepaSamal-xx2zj
@PradeepaSamal-xx2zj Ай бұрын
Dkhila belaku thiba je dekhiba
@sukantaKumar-xo5ul
@sukantaKumar-xo5ul Ай бұрын
Tote biki deba
@sibashankarparida4548
@sibashankarparida4548 Ай бұрын
ନାଁ ତୁଳନା ନେହେଲେ ବି ଗୋଟେ ଭିଜନ, ବଜେଟ ଓ ଏସବୁ କୁ ଦେଖିଲେ କିଛି ପସନ୍ଦ ଆସୁନି. ଆଉ ବଜେଟ ଗୋଟେ ବର୍ଷ ପାଇଁ. ଯାହା କହିଥିଲେ ତାହା କଲେଣି. ଆଉ ଏମାନେ ବିଜେଡ଼ି ସହ ମେନ୍ତରେ 9 ବର୍ଷ ଥିଲା
@gajeshmandal2968
@gajeshmandal2968 Ай бұрын
Kechi no thbo
@belalsensenapati1300
@belalsensenapati1300 Ай бұрын
ଏ ନିର୍ଲଜ୍ଜ ଆଉ ପାଣ୍ଡୁର ପଦାଚଟା ଲେଲିନ ମହାନ୍ତି କୁ କାହିଁକି ମିଡ଼ିଆ କୁ ଡାକୁଛନ୍ତି
@gajeshmandal2968
@gajeshmandal2968 Ай бұрын
Bahi Tama sabu cement dekho😅 Ta par kahibo
@ArchanaNayak-cq3we
@ArchanaNayak-cq3we Ай бұрын
@@belalsensenapati1300 ଆରେ ଏ କୁକୁର ତୁ ଯାଉନୁ ମିଡ଼ିଆ ସାମ୍ନାରେ, କହିବୁ ମୋ ଭୋଉଣୀ କୁ ଭଲ ଘୋଇତା ଟି ଦିଅ ବୋଲି, ବିଜେପିର ଭଲ ଭଲ ଲାଳୁଆ ଘୋଇତା ଗୁଡ଼ିକ ଅଛନ୍ତି ତୋ ଭୋଉଣୀକୁ ସମାନ ହବ, ଆରେ କୁକୁର ବିଜେପି ପରା ଓଡ଼ିଶାର ମାଁ ଭୋଉଣୀ କୁ ଶୂଭଦ୍ରା ବିକି ସାରିଲାଣି,ଆଉ କଣ ଅଛି ଯେ ତୁ ବିଜେପିର କଥା କହୁଚୁ
@eodia6475
@eodia6475 Ай бұрын
bjd ହଜାରେ ଗୁଣ ରେ ଭଲ ଥିଲା bjp ଅପେକ୍ଷା।ସବୁ ଲୁଟିବେ କିନ୍ତୁ bjp ଭଳିଆ କେହି ହେଇ ପାରିବେ ନାହିଁ ଲୁଟ ପାଟ ରେ
@ArchanaNayak-cq3we
@ArchanaNayak-cq3we Ай бұрын
@@belalsensenapati1300 ଦେଢ଼ ମାସର ଶିଶୁ ବିଚରା କ'ଣ ଜାଣିବ, ସିଏ ପରା ତାର ମା ର ଦୁଧକୁ ଧରି ରହିଛି, କେମିତି କାମୁଡି କାମୁଡି ପିଇବି ବୋଲି,ଛିଃ ଶଳା ଲାଜ ଲାଗୁନି ତମକୁ,ନିଜ ମାଁ ର ଦୁଧକୁ ଛାଡ଼ିବାକୁ ଏତେ ଲାଳଶା ହେଲେ, ଓଡ଼ିଶାର କୋଟି କୋଟି ମାଁ ଭୋଉଣୀକୁ କେମିତି ଛାଡ଼ିବେ,ଛିଃ ନିଜକୁ ଶିଶୁ କହି କାହିଁକି ଅପମାନିତ କରୁଛ
@bhubanmajhi6184
@bhubanmajhi6184 Ай бұрын
​@ArchanaNayak-cq3we ସତକଥା ବିକାଶ ଓଡ଼ିଶାର ରାଜନୀତି ରେ ପଦ ଦେଇ ନିଜକୁ ଦେଢ଼ ମାସର ଶିଶୁ କହୁଛନ୍ତି
@RabindrachandraSahu
@RabindrachandraSahu Ай бұрын
ପ୍ରଥମ" 9 "ବର୍ଷ ମିଶିକରି ଥିଲେବୋଲି ଓଡିଶା ଶାସନ ପ୍ରଥମ ଦୁଇ ଟର୍ମ ଶାସନ ଠିକ ଥିଲା, ଓଡିଶା ବାସୀ ଙ୍କର ଶାସନ ଉପରେ ଠିକ ନଜର ଅଛି କିଏ କଣ କରୁଛନ୍ତି
@himansubhusanpanda5913
@himansubhusanpanda5913 Ай бұрын
20mp ଯାଇଛନ୍ତି pm ଙ୍କୁ କହୁନ କାହିଁକି
@sureshanmajhi352
@sureshanmajhi352 Ай бұрын
ଓଡିଶାରେ ନୂଆରେ ନୂଆରେ ବିଜେପି ସରକାର ଆସିଛି ଖାଲି ବିଜେପି ନେତା ମାନେ ଭାଷଣ କିନ୍ତୁ କୌଣସି ଯୋଜନା ନାହିଁ ମାତ୍ର ନବୀନବାବୁ ଓଡିଶାରେ ମାଲ ମାଲ ଯୋଜନା କରିଛନ୍ତି କିନ୍ତୁ ବିଜେପି ସରକାର ଖାଲି ଭାଷଣ କରୁଛନ୍ତି
@pradipbiswal1871
@pradipbiswal1871 Ай бұрын
Gote jojana kuha lokanka swartha re karichi nija vote pai karichi au sabu fail
@Official_B.kanhar7289
@Official_B.kanhar7289 12 күн бұрын
ବିଜେଡି ର ମାଳ ମାଳ ଯୋଜନା ଫିକା ପଡ଼ିଯାଇଛି। କଳଙ୍କ ଲାଗିଛି ।
@nareshkumar2680
@nareshkumar2680 Ай бұрын
ବିଜେଡି ଓଡିଶା ପାଇଁ ଯାହା କାରିଛି. ଆଉ ବିଜେପି ଆଜି ଯାହା କରୁଛି ବିଜେଡି କୁ ଭୁଲୁଲିଯିବା ତ ଦୂରର କଥା ଆଜି ବିଜେଡି ଓଡିଶା ବାସୀଙ୍କର ଅଧିକା ମନେ ପଡୁଛି. 🙏
@BinodBehera-mh3xo
@BinodBehera-mh3xo Ай бұрын
ନିଶ୍ଚିଚ ମନେ ପଡିବ ଜିଏ ପାଇଛି ସିଏ ଜାଣିଛି
@BinodBehera-mh3xo
@BinodBehera-mh3xo Ай бұрын
ନିଶ୍ଚିଚ ମନେ ପଡିବ ଜିଏ ପାଇଛି ସିଏ ଜାଣିଛି
@gobindasahoo3222
@gobindasahoo3222 Ай бұрын
ନବିନି ବାବୁ କ ପଛରେ କେହି ନଥିଲେ ହେଲା ସିଏ ଏକୁଟିଆ ଲଢ଼ୁ ଥିଲେ କିଏ କହୁଚି ସିଏ ଛୋଟ ଛୁଆ ମୋହନ ମାଝୀ ତା ପଛରେ ଭାରତୀୟ ପାଟି ଅଛି ହେଲା
@guguluentertainment
@guguluentertainment Ай бұрын
Satare kehi nathile na kn...😂
@Ashoka_the_great
@Ashoka_the_great Ай бұрын
ଆଜି କାଲି ଗୋଟେ ମୂର୍ଖ ପାଗଳ ବି କେତେ କଣ କଥା କହି ଦଉଛି 2 ପଦ ଶୋଦି ନଙ୍ଗଳା ଟୋକା ବି ମନେ ମନେ ଜ୍ଞାନୀ ଭାବୁଛି..main କଥା ଟି ହେଉଛି କିଛି କଥା କୁ ଓ କିଛି ଲୋକ ଙ୍କୁ avoid କରିବା ନିଜ କର୍ମ ରେ ଧ୍ୟାନ ଦେବା.. ନେତା ମନ୍ତ୍ରୀ ମାନେ କାମ କମ୍ ଯାତ୍ରା ବହୁତ କରିବାରେ ଲାଗିଛନ୍ତି
@helcomedia_com
@helcomedia_com Ай бұрын
ଶିଖିବା ପାଇ ଭୋଟ ଦିଆ ହେଇଛି କି
@bhubanmajhi6184
@bhubanmajhi6184 Ай бұрын
Right
@manoranjanmahapatra528
@manoranjanmahapatra528 Ай бұрын
ତମ ଦେଢ଼ ମାସ ର ଶିଶୁ କୁ ଟିକେ ଦୁଦୁ ପିଆଇ ଦିଅ
@SagarBarik-pu9rn
@SagarBarik-pu9rn Ай бұрын
Nice
@faltukora
@faltukora Ай бұрын
😅😅
@user-wi8je1li9t
@user-wi8je1li9t Ай бұрын
😂😂
@DibyaKumarBariha
@DibyaKumarBariha Ай бұрын
😂😂😂😂
@Puja-lifestyle143
@Puja-lifestyle143 Ай бұрын
ଦୁଦୁ କାମ ଦବନି ହାଣ୍ଡିଆ ଦରକାର୍
@Bndas42-m9k
@Bndas42-m9k Ай бұрын
Bap to bapa rhega 🎉🔥 Navin patnaik 🙏 petrol chora Dharmendra Pradhan
@hariharaom7482
@hariharaom7482 Ай бұрын
ତମ କନକ ନ୍ୟୁଜ୍ ବାଲାଙ୍କୁ ବିଜେଡିର ଆଉ କେହି ପ୍ରବକ୍ତା ମିଳିଲେ ନାହିଁ ଏ ଜନମ ଗାଲୁଆ ଟିକୁ କାହିଁକି ଡାକୁଛନ୍ତି ତମ ଚ୍ୟାନେଲ୍ ର ଲୋକପ୍ରିୟତା କମ୍ କରିବା ପାଇଁ, ନିଜର 24 ବର୍ଷ ର ଡକାୟତ ଶାସନ କୁ ନଦେଖି ଦେଢ ମାସର ସରକାର କୁ ଏ ଗାଲୁଆ କନକ ନ୍ୟୁଜ୍ ରେ ବସି ଚିତ୍କାର କରୁଛି, ୟାକୁ ହଟାଅ ।
@Sandhyalovedipu
@Sandhyalovedipu Ай бұрын
ଯେଉଁମାନେ କହୁଚ BJD କିଛି କରିଁନି ଆଉ କନ କରିଥିଲେ ତମେ ମାନେ ଖୁସି ହେବ
@niranjanandia9032
@niranjanandia9032 Ай бұрын
ବିଜେପି ଡବଲ୍ ଇଞ୍ଜିନ୍ କଣ ୩/୪ ଇଞ୍ଜିନ୍ ସରକାର ହେଲେବି କିଛି କରି ପାରିବେ ନାହିଁ।
@pradipbiswal1871
@pradipbiswal1871 Ай бұрын
Lokanku au bhuleki khaiparibani au
@pradipbiswal1871
@pradipbiswal1871 Ай бұрын
Single hele badhia bhala khai houchi
@user-or7um8qf8k
@user-or7um8qf8k Ай бұрын
ବିଜେଡି ନିଜ ଗୋଡ ରେ ଛି ଡା ହୋଇ ଛି କିନ୍ତୁ ବିଜେପି ପର ପାଦରେ ବାଟ ଚାଲୁଚି 🙏🙏
@surathaswain9356
@surathaswain9356 Ай бұрын
କେଜରିୱାଲ ଚୈ।ଥି ପାସ୍ ରାଜା କାହାଣୀ କପି କରି ପ୍ରଧାନମନ୍ତ୍ରୀ ବଳକ ବୁଦ୍ଧି କାହାଣୀ, ଏବେ ଓଡ଼ିଶାରେ ଆଇନ ମନ୍ତ୍ରୀ ଦେଢ ମାସିଆ ଶିଶୁ କାହାଣୀ।
@user-zg7nu5mh1h
@user-zg7nu5mh1h Ай бұрын
ଆଗାମୀ 50 ବର୍ଷ ପଯ୍ୟନ୍ତ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପରି କେହି ହେଇ ପାରିବେ ନାହିଁ
@belalsensenapati1300
@belalsensenapati1300 Ай бұрын
କେବଳ 50 ବର୍ଷ ନୁହେଁ, ଓଡ଼ିଶା ଇତିହାସରେ ଏମିତି କେହି ଓଡ଼ିଆ ଭାଷା ଜାଣି ପାରୁ ନଥିବା ଏବଂ ଦୁର୍ନୀତି ଗ୍ରସ୍ତ ମୁଖ୍ୟମନ୍ତ୍ରୀ ନଥିଲେ କି ହୋଇ ପାରିବେ ନାହିଁ।
@eodia6475
@eodia6475 Ай бұрын
ସେଇଥି ପାଇଁ bjp କୁ ଓଡ଼ିଶା ରେ ଜିତିବାକୁ ସହଜ ହେଲା। ସବୁ ସରକାର ଦୁର୍ନୀତି ରେ ଥାଆନ୍ତି କିନ୍ତୁ bjp ଭଳିଆ କେହି ହେଇ ପାରିବେ ନାହିଁ। ଆଉ ନବୀନ ୫୦ ବର୍ଷ ରହିଲେ ଭି bjp ଭଳିଆ ଭାଷଣ ମାରି ପାରିବେ ନାହିଁ କାରଣ ସେ ଓଡ଼ିଆ ସ୍ପୋଷ୍ଟ ଭାବେ କହି ପାରନ୍ତି ନାହିଁ
@SarojKumar-iv6wu
@SarojKumar-iv6wu Ай бұрын
Good 🎉​@@eodia6475
@raghunathmadhi9852
@raghunathmadhi9852 24 күн бұрын
Ku duniare acha agya, bhala ki pata pado no hele amiti kahi saliba, Tame bhode 5th fel
@RajeshDas-sq6fp
@RajeshDas-sq6fp Ай бұрын
ବିଜେଡ଼ି ମୁଖପାତ୍ରଙ୍କୁ ଲଜ୍ୟା ଲାଗୁନି, ଯାହା କହିଚନ୍ତି,,,,
@helcomedia_com
@helcomedia_com Ай бұрын
କିଛି କରି ନାହାନ୍ତୀ bjp
@snnirmala7374
@snnirmala7374 Ай бұрын
Tym dele sina dekhiba 5 yrs vitere dekha kn hauchi
@ODISHABHAI-eq8jq
@ODISHABHAI-eq8jq Ай бұрын
24 ବର୍ଷ ଶାସନ ରେ ମମତା ଯୋଜନା ରେ ଜନ୍ମ ନେଇ ଥିବା ଯୁବକ ମାନେ, ପୂର୍ବ ଅବସ୍ଥା କେମିତି ଥିଲା ତାଙ୍କ ମା ବାପା ଜାଣି ଛନ୍ତି, ସେତେ ବେଳେ ଖାଇ ବାକୁ, ପାଉ ନ ଥିଲେ, ନବୀନ ପଟ୍ଟନାୟକ 🙏🏻 ସବୁ ଯୋଜନା ର ଲାଭ ନେଇ ଏବେ ସେଇ ମାନେ ରାଜ ନୀତି କରୁ ଛନ୍ତି
@user-jd8fz4pb3y
@user-jd8fz4pb3y Ай бұрын
ନବୀନ ପଟ୍ଟନାୟକ ଠିକ୍ କହୁଛନ୍ତି ମୋହନ ମାଝୀ ନୂଆ ଲୋକ ସେ ଜାଣି ନାହାଁନ୍ତି ବିଜେପି ବହୁତ ମିଛୁଆ ଓଡିଶା ପାଇଁ ବିଜେପି ଠିକ୍ ନୂହେଁ
@rajeshdigal6234
@rajeshdigal6234 7 күн бұрын
ଡବଲ ଇଞ୍ଜିନ କହି କାମରେ 0% ଗୋଟେ ଇଞ୍ଜିନ ସରକାର BJD କିନ୍ତୁ କାମରେ 100%ଅଛି ଜୟ ନବୀନ cm
@saphalyanayak8011
@saphalyanayak8011 Ай бұрын
ରାଜନୀତି ରେ ନିଜର କେତେ ପାରିବା ପଣିଆ ଦେଖାଯାଏ। ଏଥିରେ ବୟସ ତୁଳନା କରାଯାଏ ନା 😇🙃😉☺😌
@MituaMshaty
@MituaMshaty 29 күн бұрын
❤❤❤❤❤❤❤❤❤
@ajayakumarrout5854
@ajayakumarrout5854 Ай бұрын
ଲେଲିନ ahankri ଚୋର
@BalaramPradhan-wr4eu
@BalaramPradhan-wr4eu Ай бұрын
ଶଶକ୍ତ ନାରୀ ଧର୍ଷଣ ନବୀନ ପଟ୍ଟନାୟକ
@basantajena3220
@basantajena3220 Ай бұрын
Govt ku 1 year daba katha
@subratkumarmallick6905
@subratkumarmallick6905 Ай бұрын
5 years dia jaichi already na . No excuse of child or baby . 😊
@BalaramPradhan-wr4eu
@BalaramPradhan-wr4eu Ай бұрын
ଲେଲୀନ ମହାନ୍ତି ଅଯୋଗ୍ୟ ମୁଖପାତ୍ର
@karunakarmallick5854
@karunakarmallick5854 Ай бұрын
ଜନସାଧାରଣ ଏଠି ଗପ ଶୁଣୁନାହାନ୍ତି ବରଂ କାମ ଚାହୁଁଛନ୍ତି ତତ୍ ସହିତ ଲୋକଙ୍କ ସ୍ବାର୍ଥ ଉପରେ ବାଧାସୁଷ୍ଟିହେଲେ ଜନତା ଏଠି କାହାର ନୁହନ୍ତି
@PradeepaSamal-xx2zj
@PradeepaSamal-xx2zj Ай бұрын
Bapa aou nije 9year Aeini mantri thile aji bi sisu heiki achanti kahuchanti mantri ku dudu piebaku time dia jaou Odishaku budei debe rajya pala pua ku dududia
@sangramkar1198
@sangramkar1198 Ай бұрын
The debate of Mr Tripathy is databased and strong but the debate of Mr Mohanty seems to be flimsy and arguing for the sake of argument.
@swarajdas351
@swarajdas351 Ай бұрын
Papu Bottle Te Darakar Dedha Masar Shishu Pain Dedha Masar Shishu Baha Hauchi Aau Bapa Bi Hei Jauchi Double Engine Ra Power Agaru Achi Bodhe 😅😂😂😂
@sanjeebmukherjee9512
@sanjeebmukherjee9512 Ай бұрын
What wrong in law minister statement. Respec the people mandate. Practice to work as opposition. It's not easy
@btkb2009
@btkb2009 Ай бұрын
ଭାଇ ରେ ହରିଚନ୍ଦନ ବାପା ଥିଲେ କିନ୍ତୁ ନବୀନ ବାବୁ ତ ସେତେ ବେଳେ ଥିଲେ
@pabitraswain1273
@pabitraswain1273 Ай бұрын
ଜୟ ବିଜେପି ଜୟ ଓଡ଼ିଶା
@TrilochanTarai-wd6ly
@TrilochanTarai-wd6ly Ай бұрын
Center power pa achhi dedha masa Kan
@SoumyaRanjanSahoo-fv6ll
@SoumyaRanjanSahoo-fv6ll Ай бұрын
Mohan majhi delhi re odisha ku gariba kahideiki asila
@user-jn3oo4py7e
@user-jn3oo4py7e 19 күн бұрын
Biranchi is wrong
@khirodrarout7857
@khirodrarout7857 Ай бұрын
ନବୀନ ପଟ୍ଟନାୟକ , ଅନ୍ଧ, ମୁକ, ବଧିର ଥିବାରୁ number one cm ହେଇଛନ୍ତି।
@SantoshkumarSantosh-fh5qi
@SantoshkumarSantosh-fh5qi Ай бұрын
Tu banda ta maa biare gehila nbn bujhili re pua
@ganeshsahoo656
@ganeshsahoo656 Ай бұрын
Nabin magia kukura bhali harila BJP ta gandi re band pureiba
@jagnyapradhan4611
@jagnyapradhan4611 Ай бұрын
24 years houki 45 days.. CM is CM.. Then 45 days kahuchanti CM post chadi diantu... Desa seva kariba mana thile.. You should accept the challenge.. Emiti past katha kahile hebani.. Eita durbala rajneeti..
@trinathbalia2589
@trinathbalia2589 Ай бұрын
24 ବର୍ଷ ଏମିତି ରଂଗ ମାରିବେ ମୋହନ ସରକାର ତାହେଲେ ଯେତିକି କାମ ହୋଇଛି ବିଜେଡି ସରକାର ର
@SekharsambhitDhal
@SekharsambhitDhal 2 күн бұрын
ବିଜେପି ବିଜେଡି ଦୁଇ ଦଳ ମିଶିକି ଓଡିଶା ବାଶିଙ୍କୁ ଭଲ ଭାବରେ ଠକି ଚାଲିଛନ୍ତି 👌
@puspanjaliparida1779
@puspanjaliparida1779 Ай бұрын
Nabin pattnaik sir great.🙏
@SimanchalMali-gb3xh
@SimanchalMali-gb3xh 19 күн бұрын
24ବର୍ଷର ମୁଖ୍ୟମନ୍ତ୍ରୀ ନବୀନ ସାର ଓ 2ମାସ ର ମିଛୁଆ ମୋହନ ମାଝୀ
@SusamaMalik-hb1tf
@SusamaMalik-hb1tf Ай бұрын
👌🏽👌🏽👌🏽
@SurendraMajhi-lp1uq
@SurendraMajhi-lp1uq 29 күн бұрын
Right
@BrundabanPujari-k2h
@BrundabanPujari-k2h Ай бұрын
ଏତେ ମିଛୁଆ ଦୋଳ 2029ରେ ଆଉ ଦରକାର ନାହିଁ ବିଜେପି ଦୋଳ 😂
@chittaranjansahoo4989
@chittaranjansahoo4989 Ай бұрын
Line bill chhda koudina
@PardeepNarwal-in3be
@PardeepNarwal-in3be Ай бұрын
ଭତ୍ତା ତିନି ହଜାର ଦେବୁ ବଳୁଥିଲେ ଏବେ ବଜେଟ୍ ଦେଖୁଛନ୍ତି ତ କଣ ହେଲା ସାର୍ ଠକିଲେ ଛୋଟ ଗିଜ ରେ ବଡ଼ ପାଡ ପାଡିଲେ ଗିଯ ତ ଚିରିବ ନା ସାର୍ ଦେବୁ ବୋଲି କହିଛନ୍ତି ମାନେ ଦିଅ ଏବେ 15 ଅଗଷ୍ଟ ରେ ଦିଅନ୍ତୁ ଭତ୍ତା ତିନି ହଜାର ଟଙ୍କା
@aswinirana344
@aswinirana344 Ай бұрын
24 ବର୍ଷର ଶାସନ ବନାମ ୫ ବର୍ଷର ଶାସନ ଜନସାଧାରଣ ଦେଖିବେ କାହାର କେତେ ଦମ୍ ଅଛି ।
@tushardash1507
@tushardash1507 23 сағат бұрын
Jou Center ru award neucha, Inaguration karucha taku kie karithila. Odisha re suna phaleichi Nabin Sarkar. Sethipai Gujarati loka dhaichanti Odisha ku lutiba pai. Adhei masa sisu Odisha ku badmam karisarileni 5 years re ta Odisha ku bikideba.
@prafullakumarmahanta6024
@prafullakumarmahanta6024 Ай бұрын
ଲେଲିନ ବାଵୁ ଆପଣଙ୍କୁ ନିଜ ଭୁଲକୁ ଦେଖାଯିବ ନାହିଁ ଅନ୍ୟ ରଭୁଲ ଖାଲି କାଢୁଛନ୍ତି
@user-jh1vp4mj4f
@user-jh1vp4mj4f Ай бұрын
ବିରଞ୍ଚି ବାବୁ ତୁମକୁ କିଏ ପଠାଇଲା ଏହି ବିତର୍କକୁ,
@sanjayjani9060
@sanjayjani9060 Ай бұрын
Bjd ku kehi bhulibeni se sabu bele Hruday re
@subratmeher3658
@subratmeher3658 Ай бұрын
ଦିନେ ତମେ ଥିଲ ଆଜି ସେମାନେ ଅଛନ୍ତି ତାହେଲେ କାନ୍ଦୁଛ କାହିଁକି
@pitambarsingh7904
@pitambarsingh7904 Ай бұрын
ଦୁର୍ନୀତି ସରକାର 24 ବର୍ଷ ଶାସନ କରି ପାରିବ 140 ପ୍ରକାର ଯୋଜନା ଲୋକଙ୍କ ହିତରେ କାର୍ଯକାରୀ କରିଛନ୍ତି ମୋହନ ସରକାର ଓଡ଼ିଶା ସ୍ୱାର୍ଥରେ କେତୋଟି ଯୋଜନା କରୁଛନ୍ତି ଓଡ଼ିଶାରେ ଯେତିକି ସମ୍ବଳ ଅଛି କେନ୍ଦ୍ରର ସ୍ୱାର୍ଥରେ କାର୍ଯକାରୀ ହେଲେ ଓଡ଼ିଶା ସ୍ୱାର୍ଥରେ କଣ ରହିଲା ସବୁ ସମ୍ବଳ କେନ୍ଦ୍ରର ଅଧୀନରେ ଓଡ଼ିଶାବାସୀ ଚାତକ ପରି ଅନେଇଥାଆ ପ୍ରାକୃତିକ ସମ୍ବଳ ହରିଲୁଟ ହେବ
@chandrasekharmohapatra902
@chandrasekharmohapatra902 Ай бұрын
କଥା କୁହା କପିଳେନ୍ଦ୍ର ଲେନିନ ମହାନ୍ତି କୁ କାହିଁକି ଆଲୋଚନା କୁ ଡାକୁଛ, କିଛି ମୂଲ୍ୟ ନାହିଁ।
@subratkumarmallick6905
@subratkumarmallick6905 Ай бұрын
Your ED and CBI open challenge go for it na
@haraprasadmahanta4657
@haraprasadmahanta4657 Ай бұрын
ତାହାଲେ ପୂର୍ବ ମୁଖ୍ୟମନ୍ତ୍ରୀ ସରକାର ଯେତେ ସବୁ କୁକର୍ମ, ଟଙ୍କା ଲୁଟିଥିଲେ ସେମାନଙ୍କୁ ଜେଲ୍ ପଠାଯିବ ଦରକାର କି। ନାହିଁ ବିରୋଧୀ ଦଳ ନେତା ଅନୁମତି ଦେବେ କି ?
@pabitraswain1273
@pabitraswain1273 Ай бұрын
ତମେ ବିଜେଡି ବାଲା ଜଗନ୍ନାଥ ଙ୍କୁ ଭିକାରୀ କରିଦେଲ ଏବେ କାଦ୍ଦୁଛନ୍ତି
@rajeshdigal6234
@rajeshdigal6234 7 күн бұрын
Bjp ଗରିବଙ୍କୁ ମିଛକଥା କହି ଭୋଟ ଜିତିଲା 100% Right କଥା
@santoslibaliarsingh1782
@santoslibaliarsingh1782 Ай бұрын
Lelin sir jabardast.thakanku perfect jabab...
@srikantarauta8200
@srikantarauta8200 Ай бұрын
ନବୀନ ଟାଇଗର ଲୋକ ଯଦି ଏମିତି କଲର ମାରିବ ସବୁ ଭୂଲି ଯିବେ ଆଉ 300ୟୁନିଟ ଭତ୍ରା ଦରଦାମ 100ଦିନରେ ଆସୁ ଆସୁ ଋଣ କପି କରୁଛ ଯୋଜନାକୁ କଲର କାହାପଇସାରେ ମରା ହେଲା ରାଜ୍ୟପାଳଙ୍କପୁଅ ଗୋଟେ ଓଡ଼ିଆ ଅପିସର କୁପିଟିଲେ କଣ ନାୟ ଦେଲେ ଏକଣ ଓଡ଼ିଆ ଅସ୍ମିତାକି କିଏ ଝାଡା ଖାଇଲେ ତମେବିଖାଇବକି ଓଡିଶା ମୁକ୍ତି ଓଡିଶା କେବେ ହବ 20ଏମ୍ପି ଓଡିଶାରୁ ଗଲେ ବଜେଟକୁଆଡେ ଗଲା କଣ ଶୋଇପଡିଥିଲେ କି କଣ ଓଡିଶାରୁ ଯିଏସ୍ଟି ନେବନିକି କେନ୍ଦ୍ର ପାତର ଅନ୍ତର ହେଲା କଣ ପାଇଁ 20ଏମ୍ପି କୁଆଡେ ଯାଇ ଥିଲେ ଋଣ ହାର ଯଦି ବଢିବ କିଏ ଶୁଝିବ କଣ ଡବଲ ଯିଏସ୍ଟି ଲଗାଇବକି କହିଥିଲ ପଣ୍ଡିଆନକୁ ଇଡି ରେଡ ହବ କେବେ ହବ ନାସଲା ସୁତୁରା ହେଇଗଲେ ବା ବିନା ଜଗନ୍ନାଥ ନଥିଲାଵେଳେ ରତ୍ନଭଣ୍ଡାର ଖୋଲିଲା ଘରର ମୁରବି ନଥିଲା ସମୟରେ ଖୋଲିଲ କୋଉଠି କାର ନାୟ
@LaxmiDhar-fi5ok
@LaxmiDhar-fi5ok Ай бұрын
ଆରେ ପାଗଳ ଏ ଯାଏଁ ଓଡ଼ିଶା ସାନ୍ତିରେ ରହିଲା ନାହିଁ
@NimaiLenka
@NimaiLenka Ай бұрын
ବିଜେପି ପାଗଳ ହେଇଗଲେଣି ତା ନ ହେଲେ ଏମିତି ମିଛରେ ଆଶ୍ରୟ ନେଇନଥାନ୍ତେ
@user-or7um8qf8k
@user-or7um8qf8k Ай бұрын
ଦେଢ଼ ମାସର ଶିଶୁକୁ ମୋଦିର ଦୁଦୁ ପିଆନ୍ତୁ 🥰🥰🥰🥰🥰
@ajaymahapatra7668
@ajaymahapatra7668 Ай бұрын
Tq lalin Babu
@SureshMajhi-vo8ux
@SureshMajhi-vo8ux Ай бұрын
Right katha
@ranajitjena4668
@ranajitjena4668 Ай бұрын
ଆଇନ ମନ୍ତ୍ରୀଙ୍କର ନିହାତି ଗାଲୁଆ ମନ୍ତବ୍ୟ ଦୀର୍ଘ 24 ବର୍ଷ ନବୀନ ପଟ୍ଟନାୟକଙ୍କ ଦଳ ବିଜେଡି ସହିତ ମିଶି 10 ବର୍ଷ ଶାସନ କ୍ଷମତା ଥିଲେ ତାପରେ ଦୀର୍ଘ 15 ବର୍ଷ ହେବ ବିରୋଧୀ ଦଳରେ ଥାଇ କଣ କିଛି ଶିଖି ପାରିଲେ ନାହିଁ, ବିଧାନସଭା ଆସୁଥିଲେ କଣ ଭାଣ୍ଡାମି କରିବା ପାଇଁ
@SukantaRout-xw5dx
@SukantaRout-xw5dx Ай бұрын
Yea bopa biswa busan harichandan ku pacharilea kahiba
@SusamaMalik-hb1tf
@SusamaMalik-hb1tf Ай бұрын
❤❤❤❤❤
@amitabsamal4118
@amitabsamal4118 Ай бұрын
Tulasi dui patra ru basha au bichuati katha ta samasta janati. Majhi BJP Govt gota failure Govt name au colour change sarkar. Vision less au contril less Govt a Govt ra Odisha ra Development katha diwa swapna bhali laguchi. Delhi bala Gujrati looteta control karuchanti au rubber stamp au remote control ra combo offer Delhi bala Looteta Gujrati nka pain Odia nku milila double zero.
@yudhisthirsingh9911
@yudhisthirsingh9911 Ай бұрын
ଟେଣ୍ଡ ବନ୍ଧା ଟ୍ରାଫିକ ଜଗିବା ଲୋକ ଲେଲିନ୍ ମହାନ୍ତି ଅଣ ଓଡିଆ ହାତରେ ଆଙ୍କର ଚୁଟି ଏ କଣ କଥା କହିବେ କ୍ରୀତଦାସ ଲେଲିନ୍ ବବି
@SukantaRout-xw5dx
@SukantaRout-xw5dx Ай бұрын
Odiya asimita
@sibashankarparida4548
@sibashankarparida4548 Ай бұрын
ଝାଡ଼ଖଣ୍ଡି ର କ୍ରୀତଦାସ ନାଁ 😂
@BalaramPradhan-wr4eu
@BalaramPradhan-wr4eu Ай бұрын
ବିଜେଡି ବାଲା ପାଗଳ ହେଲେଣି
@Badaldesigymfitness21
@Badaldesigymfitness21 Ай бұрын
୨୪ ବର୍ଷର ଯୁବକ ନୁହେଁ, ୨୪ ବର୍ଷର ବେକାରୀ ଯୁବକ, osssc ku kuha exam result bahut speed re baharuchhi😂😅
@sureshanmajhi352
@sureshanmajhi352 21 күн бұрын
ଓଡ଼ିଶାରେ ବିଜେପି ସରକାର ଆସୁ ଆସୁ ଓଡିଆ ଲୋକଙ୍କ ଉପରେ ଦୁର୍ନିତି ଏବଂ ଅତ୍ୟାଚାର କରିବାକୁ ଆରମ୍ଭ,କଲେ
@bibekanandamahakul8139
@bibekanandamahakul8139 Ай бұрын
ଏବେ ବାଧୁଛି ଲେନିନ ବାବୁ ସବୁବେଳେ ବିଜେପି କୁ ସାହାଯ୍ୟ କରୁଥିଲ
@kumraMeher
@kumraMeher 8 күн бұрын
ଡେଢମାସରସିସୁ 24 ବରଷରେ ବିଜେଡି କୁ24। ହୀନ ଦେଖିବାକୁ ମିଳିନାହି
@DinabandhuNaik-yw1xs
@DinabandhuNaik-yw1xs 12 күн бұрын
ଲେଲିନ କଥା ଶୁଣି ଆମକୁ ଲଜ୍ୟା ଲାଗୁଛି, ଲେଲିନ ବେଧୂଆ ର ଛୁଆ ତେଣୁ ତାହାକୁ ଲଜ୍ୟା ଲାଗୁନାହିଁ ବେଧୂଆ ଛୁଆ ନା
@user-db9bw4to2t
@user-db9bw4to2t Ай бұрын
During BJD government wild rat means all members including CM has ruined all financial stability , opp. Leaders trying to break down the present gont.
@PublicSupport-te9rb
@PublicSupport-te9rb Ай бұрын
Naveen sir is great
@user-ud1lp4oh5t
@user-ud1lp4oh5t Ай бұрын
ନବୀନ କୁ ଜେଲ ରେ ପୁରାଅ
@subratkumarmallick6905
@subratkumarmallick6905 Ай бұрын
Mr. Biranchi sir should listen to viral parliamentary session
@jitendranaik9979
@jitendranaik9979 Ай бұрын
Oh my god 1-1/2 sishu rajypal puo ku kemiti action nei paribo ? very good bjp govt
@subratkumarmallick6905
@subratkumarmallick6905 Ай бұрын
Title is mast ek dam before going for any debate ..😅😅
@mrsatyabratanayak1433
@mrsatyabratanayak1433 Ай бұрын
ନବୀନଙ୍କ ସରଳତା ଦେଖି ବିଜେଡି ନେତାମାନେ ନବୀନଙ୍କୁ ବଦନାମ କଲେ,
@subratkumarmallick6905
@subratkumarmallick6905 Ай бұрын
During congress govt political parties are shoouting for the betterment of public then comes bjd we ll comply that then only needs vote then comes bjp for the growth of state beyond any discussion about budget n tax . Is it necessary to go for past or netizens voted you for the change !!
@dwijendranarayandas4776
@dwijendranarayandas4776 Ай бұрын
ବିଜେପି ସରକାର ଆସି ଛି PC ବଂଦ ହେବ
@Jaswincricket-dk8oy
@Jaswincricket-dk8oy Ай бұрын
Wait 1 years
7PM Bulletin || 8th September 2024 || Kanak News
23:29
Kanak News
Рет қаралды 32 М.
So Cute 🥰
00:17
dednahype
Рет қаралды 45 МЛН
小丑和白天使的比试。#天使 #小丑 #超人不会飞
00:51
超人不会飞
Рет қаралды 35 МЛН
王子原来是假正经#艾莎
00:39
在逃的公主
Рет қаралды 26 МЛН
So Cute 🥰
00:17
dednahype
Рет қаралды 45 МЛН