KZ
bin
Негізгі бет
Қазірдің өзінде танымал
Тікелей эфир
Ұнаған бейнелер
Қайтадан қараңыз
Жазылымдар
Кіру
Тіркелу
Ең жақсы KZbin
Фильм және анимация
Автокөліктер мен көлік құралдары
Музыка
Үй жануарлары мен аңдар
Спорт
Ойындар
Комедия
Ойын-сауық
Тәжірибелік нұсқаулар және стиль
Ғылым және технология
Rok Thok : ED-ଓଡିଶା-୨୪ ବର୍ଷର ଦୁର୍ନୀତି | 26 Aug 2024 | Argus News
28:55
କୁନି ବାବା NEWS18 ଷ୍ଟୁଡିଓରେ ମୁହାଁମୁହିଁ | Fraud Baba In Bhubaneswar | Bhubaneswar Fake Baba News
46:37
Кеттік бәрін таста - Қызық Times | Қайрат Әділгерей, Уәлибек Әбдраимов, Диана Ягофарова, Қанай
1:05:24
When u fight over the armrest
00:41
Миллионер | 3 - серия
36:09
Who's spending her birthday with Harley Quinn on halloween?#Harley Quinn #joker
01:00
Prasnakala Live | ପ୍ରଶ୍ନକାଳ : ପ୍ରଚାର ପାଇଁ ୨୫୦ କୋଟି ଝୋଟବ୍ୟାଗରେ ସ୍ବାହା | 04 Sept 2024 | Argus News
Рет қаралды 67,387
Facebook
Twitter
Жүктеу
1
Жазылу 1,4 МЛН
Argus News
Күн бұрын
Пікірлер: 335
@rajiblochanbehera9301
2 ай бұрын
ମାଗିଆ ନିଲ୍ଲଜ ବିଜେଡି ଝୋଟ ବ୍ୟାଗ ମୁଣା ରେ ରାସନ କାର୍ଡ,ଆଧାର କାର୍ଡ ନେଲେ ଓଦା ହବନି,ମାଗିଆ ଓଡିଆ ଜାତି ଦ୍ରୋହୀ ଗଣେଶ ସାହୁ, ।
@Sushantadas-ut9nx
2 ай бұрын
ପ୍ରଭୁ ଗଣେଶ ପ୍ରଥମ ପୂଜ୍ୟ ଏ ବେଧ ଛୁଆ ବିଜେଡି ଦଳ କୁକୁର ଗଣେଶ ସାହୁ ଗୋଟିଏ ପାଗଳ ବିଜେଡି ହାରିବା ପରେ ଗଣେଶ ସାହୁ ପରା ପାଗଳ ହେଇଯାଇଛି ଜୟ ଜଗନ୍ନାଥ ଜୟ ସୀତା ରାମ 🙏🙏🙏🚩 24:30 24:30 24:30
@DillipBhoi-mu1dk
2 ай бұрын
ଆଲୋଚନା ରେ ଅଂଶ ଗ୍ରହଣ କରିବାର ଯୋଗ୍ୟତା ଗଣେଶ ବାବୁ ଙ୍କଠାରେ ନାହିଁ ଅଜ୍ଞ୍ୟା, ତାଙ୍କୁ ଆଲୋଚନା ରେ ଯୋଗ ଦେବା ପାଇଁ ଡାକିବା ବନ୍ଦ କରି ଦିଅନ୍ତୁ 🙏🏻🙏🏻🙏🏻
@pramodakumardash6849
2 ай бұрын
ଶଳା ଏବେବି Pandian sir କହୁଛି.
@LaxmipriyaRaul-j9v
2 ай бұрын
Ganesh sala pandura pada chata kukura
@SantoshMeher-v4h
2 ай бұрын
ଏମାଗିହା ଉତ୍ତର ଦେଉନାହିଁ ଖନି ମାରୁଛି। ଚଷମା ପିନ୍ଦି ତା ଆଖି ସିନା କଲା ଦେଖାଯାଉଛି ଭାବୁଛି ଏଠି ସମସ୍ତ ଙ୍କ ଆଖିରେ କଳା ଦେଖାଯାଉଛି।ଗଣେଷ ନାମ ନହେଇ ଭସ୍ମାଷୁର ନାମ ହେବାର ଥିଲା।
@parshuramsahoo6912
2 ай бұрын
ଝୋଟ ବ୍ୟାଗ ଦିଆ ଯାଇଥିଲା ଓଡ଼ିଆ ଭିକ୍ଷା ମାଗିବା ପାଇଁ 😅
@bajunath3828
2 ай бұрын
ମାଘିଆ ଗଣେଷ ଠିକ୍ସସେ ପ୍ରଶ୍ନର ଉତ୍ତର ଦେଇପାରୁନି ହୁଣ୍ଡାମି କଥା କହୁଛି ବିଜେଡୀ ନେତା ପାଗଳ
@PramodDas-hn4ow
2 ай бұрын
ମାଗିହା ଗଣେଶକୁ କିଛି ଜଣାନାହଁ ଯାହାକୁ କିଛିଜଣା ଅଛି ସେମାନେ ଦିବେଟକୁ ଆସିବାକୁ ଡ଼ରୁଛନ୍ତି,
@pratapjena1193
2 ай бұрын
ଗଣେଶ ଗୋଟେ ପାଗଳ, ତାକୁ ରାଂଚି ପଠାନ୍ତୁ
@gurucharanbarik7817
2 ай бұрын
ଶଳା, ସ୍ଵର୍ଗରୁ ଇନ୍ଦ୍ର ବାଳ ଦାନ କରିଲା ଭଳି ଝୋଟ ବ୍ୟାଗ୍ ଦାନ କରିଦେଲେ, କଣ ବାପ ଅର୍ଜିତ ଧନ ରେ ଦାନ କରାଯାଇଛି.
@silpibrajendrarout5921
2 ай бұрын
ବହୁତ ଦୁର୍ନିତୀ ହୋଇଛି ମନ ଉଚ୍ଛାଲୁଟିଛନ୍ତି ଅଫିସର ମାନେ କାହାରି କାମ କଲେ ଅର୍ଥନ ଦେଲେ କାମ ହୁଏନାହିଁ
@chaturbhujabag5095
2 ай бұрын
ହୁଁ ଉୁଁ ଗଣେଶ ଉଁ କଣ
@chinmaymohanty7345
2 ай бұрын
ଶଳାକୁ ମାଡ଼ ଦରକାର l ସ୍ତ୍ରୀ କୁ କହିବେ ପାଣ୍ଡୁର ଫଟୋ ରଖି ପୂଜା କରିବ l ଗଣେଶ କାର୍ତ୍ତିକ ଦୁଇ ଭାଇ ତ? ସେଥିପାଇଁ ପ୍ରେମ ଉଛୁଳୁଛି l
@SunilMishra-rw1wi
2 ай бұрын
ଗଣେଶ ବାବୁ ଙ୍କ ପରିବାର ଟିକେ ଦେଖନ୍ତୁ ଲୋକ କଣ କହୁଛନ୍ତି tv mobile ତ ପରିବାର ଲୋକ ଦେଖୁଥିବେ କମେଣ୍ଟ ରେ କଣ କୁହାହେଉଛି ଗଣେଶ କୁ ପରିବାର ମନା କରିବା କଥା ନାମ ଗଣେଶ କିନ୍ତୁ କଥା ଡହରା ମିଛ
@nilanchalasahoo2895
2 ай бұрын
ଶାନ୍ତି ଭୂଷଣ ବାବୁ ମୁଁ କହୁଛି ତୁମକୁ ଏ ଶଳା ଗଣେଶ ମାଗିବାକୁ ବିବେକ କୁ ଡାକିବେ ନାହିଁ ଏଟା ମେ ମେ ଥ ଥ ହ ଉଛୀ ସିଧା ପ୍ରଶ୍ନ ର ଉତ୍ତର ଦେଉନାହିଁ ଏଶଳା ବଧ୍ୟପାଗଳ BJD ଟଙ୍କା ଖାଉଥିଲା ସେଥିପାଇଁ ଏମିତି ହ ଉଛି
@santoshkumarsahoo8671
2 ай бұрын
😅😅😅
@Oddipakyt
2 ай бұрын
Very good 👍
@rajeshpattanayak4872
2 ай бұрын
@@nilanchalasahoo2895 100 percentage bhai
@bibekanandarout7443
2 ай бұрын
ସବୁ ଥର ବିତର୍କ କୁ ଆସି ଏ ଗଣେଶ ବାବୁ ଅପମାନିତ ହେଉଛନ୍ତି, ତାଙ୍କ ପରିବାର ତାଙ୍କୁ ମନା କରିବା କଥା ଏଠାକୁ ଆସିବ ପାଇଁ, ଟିଭିରେ ଟିକିଏ ମୁହଁ ଦେଖାଇବା ପାଇଁ ଏତେ ଅପମାନ ପାଇବା କଣ ଆବଶ୍ୟକ
@niharnayak7725
2 ай бұрын
Ha ha yyy😅😅yes yes
@gurucharanbarik7817
2 ай бұрын
😂😂😂👍👍👌👌✅
@bipinimallickbipini6793
2 ай бұрын
ଆପଣଙ୍କୁ. ବିଜେଡିନେତା. କେହିମିଳୁନାହାଁନ୍ତି. ଏ ଗାଲୁଆ. ଗଣେଶ. ମିଳୁଛି.
@MonglalaSoren
2 ай бұрын
Yes.sir
@soubhagyarout7991
2 ай бұрын
ଧର୍ମଶାଳା ବ୍ଲକ ବିଜେଡି ସଭାପତି ଜଳଧର ମହାନ୍ତି ଙ୍କ ଘରେ ଭିଜିଲାନ୍ସ ରେଡ ହେଉ l
@ajaykumarrout5798
2 ай бұрын
ଭୋଟ ସମୟରେ ବେଗ ଏବଂ ଏକହଜାର ଦେବାର କାରଣ କଣ?
@biswanathsitha5142
2 ай бұрын
ନବିନ ଜଣେ ପାଗଳ ,ଅନ୍ୟ କେହି ମିଳିଲେ ନାହିଁ ଯେ ,ଶେଷରେ ଏ ତାମିଲିଆନ,ପେରମ କୁ ଆପଣେଇଲା ,,ଏଇଟା ମୁଖ୍ୟ ମନ୍ତ୍ରି ଥିଲା ନା ଦଲାଲ ଥିଲା ????
@tapancharanswain-sg8et
2 ай бұрын
ଗଣେଶ ବାବୁ ତମେ ରାଞ୍ଚି ଯିବେ
@chittaranjanbarik122
2 ай бұрын
ଏ ଅଲଜାଆ ବିଜେଡି ନେତାଙ୍କୁ କାହିଁକି ଡାକିଛନ
@SarojkumarSahu-h7l
2 ай бұрын
Daki thibaru ta chura badmas bjd neta sabu lajyare maruchanti brother
@rabindrarath9474
2 ай бұрын
ଏଭଳି ବେତଣ୍ଡା ଯୁକ୍ତି କରୁଥିବା ବ୍ୟକ୍ତିଙ୍କୁ ଡାକନ୍ତୁ ନାହିଁ ସମୟ ନଷ୍ଟ ହେଉଛି
@ShibaprasadDas-sv4yp
2 ай бұрын
ଗଣେଶ ବାବୁ ଘରେ ଜାଣିଛନ୍ତି ନା ଦିବେଟାକୁ ଆସିଛନ୍ତି? ଜଗନ୍ନାଥ ଙ୍କ ଠାରୁ ଅଭିଶାପ ନେବେ
@suryanarayansahu5375
2 ай бұрын
ଆରେ ପ୍ରଭୁ ବାବୁ ଖାଲୁଆ ଗଣେଶ ନାଁ ଟା ବଦଳରେ ଖାଲୁଆ ତମକୁ ଖାଇ ବାକୁ ସୁବିଧା ହେଲା ଏ ଟଙ୍କା କାହା ବାପାର ଜବାବ ଜନସାଧାରଣଙ୍କୁ ଦେଇପାରିବେ।
@biswabhusanbhanja1561
2 ай бұрын
ଶାନ୍ତି ଭୂଷଣ ବାବୁ ଆପଣ ଦୟାକରି ଏଭଳି ବାୟା ଗୋବର ଗଣେଶକୁ ବିତର୍କକୁ ଡାକନ୍ତୁ ନାହିଁ. ସେ ଏଭଳି ବିତର୍କର ଗାରିମାକୁ ନଷ୍ଟ କରୁଛନ୍ତି.
@krishnabadaik8150
2 ай бұрын
😂
@santoshkumarsahoo8671
2 ай бұрын
ଓଡ଼ିଆରେ ଗୋଟେ ରୁଢି ଅଛି -ଗୋବର ଗଣେଶ ମାନେ ଗଜ ମୂର୍ଖ,ଏ ଶଳା ବୋଧେ ସେଇଆ
@gurucharanbarik7817
2 ай бұрын
ଗଣେଶ ଭଳି ଅଲାଜୁକ ମୁଖପାତ୍ର କୁ ବିଜେଡି ନିଯୁକ୍ତି ଦେଇଛି, ପଛରେ ମାର କିବା ମୁହଁରେ ଭର୍ତି କର ତାକୁ ଲାଜ ଲାଗିବାର ନାହିଁ. 😂😂😂😂
@RakeshRout-v6q
2 ай бұрын
ଏ ମୁର୍ଖ ଗଣେଶକୁ କାହିଁକି ଡାକିଛନ୍ତି?
@rajeshpattanayak4872
2 ай бұрын
ମାହାଙ୍ଗା ଚୋର ପ୍ରତାପ ଜେନ କେବେ ଜେଲ୍ ଜୀବ
@dhrubarajpurohit7149
2 ай бұрын
ଖାଲି ଗଣେଶ, ମାନସ, କିଶୋର ଅଛନ୍ତି l ଲେନିନ ମହାନ୍ତି ଓ ଅନ୍ୟମାନେ ଗଲେ କୁଆଡେ?
@pramodajena1514
2 ай бұрын
ଗଣେଶ ସାହୁ ବାଳ ଜାଣିଛି
@thanadisari9173
2 ай бұрын
ଯେତେ ହାଡ଼ପ କରି ଖାଇଛନ୍ତି ଏ ହାରାମି bjd ନେତା ମନ୍ତ୍ରୀ ଓ ପାଣ୍ଡୁ ଏ ମାନଙ୍କୁ ଜମା ଛାଡ଼ନ୍ତୁ ନାହିଁ
@jeetendrakumarmohanty2963
2 ай бұрын
ଗଣେଶ ସାହୁଙ୍କୁ ବିତର୍କକୁ କାହିଁକି ଡାକୁଛନ୍ତି, ତାଂକୁ ପ୍ରଶ୍ନ ପଚାରିଲେ, ଉତ୍ତର ତାଂକ ପାଖରେ ନଥାଏ, ବରଂ ସମୟ ନଷ୍ଟ କରନ୍ତି, ନିଜକୁ ଓ ଦଳକୁ ସୁରକ୍ଷା ଦେବା ପାଇଁ ଓଲଟା ପ୍ରଶ୍ନ ପଚାରନ୍ତି।
@sushantmajhi563
2 ай бұрын
bjd. ନେତାଙ୍କ କଥା ବାରତା ଠିକି ନାହିଁ
@ShibaprasadDas-sv4yp
2 ай бұрын
ପାଣ୍ଡିଆ ପାଖରୁ କେତେ ଖାଇଛନ୍ତି ଗଣେଶ ବାବୁ?
@MonglalaSoren
2 ай бұрын
Gonesh.bobu.nati.pandian.thibu
@nimaimahapatra3744
2 ай бұрын
ଭାଡୁଆଙ୍କ ରାଜନୀତି। ଏ ଶଳା ଗୁଡାକ ଦେଶ ଦ୍ରୋହ।
@pragyanadigital
2 ай бұрын
Congratulations Shanti bhusan, reporter..
@brajasundarsahoo2428
28 күн бұрын
ଦୟା ଦେଖିଇ 24 ବର୍ଷ ହେଲା 5:57 ଓଡିଶା କୁ BJD ସରକାର ଖୋଳ କରିଛି
@jeetendrakumarmohanty2963
2 ай бұрын
ଗଣେଶ ସାହୁ ପାଗଳ ହୋଇ ଗଲାଣି। ତାଂକୁ ରାଞ୍ଚି ପାଖରେ ଥିବା କାଙ୍କେରେ ପାଗଳ ହସ୍ପିଟାଲକୁ ପଠେଇ ଦିଅନ୍ତୁ।
@MonglalaSoren
2 ай бұрын
Yes.sor
@MonglalaSoren
2 ай бұрын
Yes.sir
@prafullachandrasahoo9688
2 ай бұрын
Enquiry ହେବ ହେବ ବୋଲି କହୁଛନ୍ତି, କାହିଁ 3 ମାସ ଭିତରେ ତଦନ୍ତ କୁଆଡେ ଗଲା. ଏ ପ୍ରକାର ବା ବି ଖେଳ ଖେଳନ୍ତୁ ନାହିଁ...
@dayanidhl1067
2 ай бұрын
ସତ କଥା, ଏ ଗୋବର ଗଣେଶ ହାରାମି କୁ ଲାଜ ସରମ କିଛି ନାହିଁ |ମୁର୍ଖ ହାରାମି, କାହିଁକି ଆସୁଛୁ ଡିବେଟ କୁ?
@FAKIRJENA-du2zs
2 ай бұрын
ମଜା କରାଇବା ପାଇଁ ଗଣିଆ କୁ ଧରି ଆଣୁଛନ୍ତି।
@santoshkumarsahoo8671
2 ай бұрын
😅😅😅
@ANDHA-BHAKT-s3p
2 ай бұрын
🎪🚩🚩jai jagannath 🚩🚩🚩jai hindu rastra 🚩🚩🚩🚩
@chintamanidas3249
2 ай бұрын
Very good 👍 Mohan bi diyantu
@ManuPradhan-kj5kx
2 ай бұрын
ଗଣେଶ ସାହୁଙ୍କୁ ଷଣ୍ଢ ପେଳ ଖାଇବାକୁ ଦିଅନ୍ତୁ ତାପରେ ସେ ଠିକରେ ଡିବେଟଦେବେ
@prakashkumarjena.babusan.n3760
2 ай бұрын
ମାଗିହା ମୂର୍ଖ ଗଣେଶ ର ମୁଣ୍ଡ ଆଉ କାମ କରୁନି 😂😂😂
@Shibarampatra-r5i
2 ай бұрын
ଗଣେଷ ବାବୁବେକ୍ ରେ ଲଡୁନେଇକିଯାଅ
@ajitkumarpanda6388
2 ай бұрын
Bjd ପ୍ରବକ୍ତା ଙ୍କ ଉତ୍ତର ଗାଲୁଆ ଙ୍କ ର ବାରବାଟି ଚାଷ ଭଳି,,,,,,,,,ବିତଣ୍ଡା ଯୁକ୍ତି କରନ୍ତି,,,, ସେ କହିଛନ୍ତି ଗରିବ ଲୋକ ଙ୍କୁ ଦୟା କରି bag ଦେଲେ ,,,,,କଣ ଭିକ୍ଷା ମାଗିବା ପାଇଁ,,,, Bjp ସରକାର କେମିତି ଆଇନ ଅନୁଯାୟୀ ପଦକ୍ଷେପ ନେଉ ନାହାନ୍ତି,,,, କାହିଁ କି ନୀରବ ମୋହନ ସରକାର,,,,
@debendranathpal813
2 ай бұрын
ନବିନ ପଟ୍ଟନାୟକ ଶେଷ 5 ବର୍ଷ ଖୁବ୍ ନିମ୍ନ ମାନର ରାଜନୀତି। ଯେଉଁଥିରେ କି ଦୁର୍ନୀତି ସିମା ପାର୍। ସରକାରୀ ଚାକିରିଆ ଯେତେ ଯିଏ ଯେଉଁ ବିଭାଗ ରେ ସେ ତାର କିଞ୍ଚିତ ଭାଗ ଦେଇ ଉପୁରିଆ ଙ୍କୁ ତାର ସେତିକି ପାଞ୍ଚ ଗୁଣା ମାଲ୍ ନିଜ ପିଲା ମାଇପ ଙ୍କ ନାଁ ରେ ଫିକ୍ସ ମାରିଲେ, ନହେଲେ ସୁନା ରୂପା କିଣି ରଖିଲେ, କିମ୍ଵା ଏକର ଏକର ଜମି କିଣି ନେଲେ। ଏବେ CBI ଓ ED ର ଛାପା ହେଉଛି ଯେଉଁଠି ଯେଉଁ ଅଫିସର୍ ଘରେ କିଲୋ କିଲୋ ସୁନା ରୂପା ଅଳଙ୍କାର, ଫିକ୍ସ ଆମାଉଣ୍ଟ ଓ ଜମି, ଫ୍ଲାଟ୍ ମିଳୁଛି, ଯାହା କି ଚାକିରି ପୂର୍ବ ର ସମ୍ପତ୍ତି ର କୋଡିଏ ଗୁଣା।
@nabinraj7474
2 ай бұрын
250 କୋଟି ଖର୍ଚ୍ଚ ରେ କେତେ ଗରିବ ହଟେଇଲରେ bjd ବାପା ପଇସା ରେ ଖାଇଗଲ ସବୁ 😊
@PramodDas-hn4ow
2 ай бұрын
ମୂଁ ଜଣେ ଦେବେ ଟ ପ୍ରିୟ କିନ୍ତୁ ଡିବେ ଟ ରୁ ଯାହାବୁଝୁଛି ଗଣଗଣେଶ ଗଣ୍ଡ ମୂର୍ଖ କିନ୍ତୁ ପକେଟରେ ପୁଳାଏ କଲମ ମାରି ବୁଲୁଛି ,
@MonglalaSoren
Ай бұрын
Ganesh.babu.pandin.nka.kukura
@MonglalaSoren
Ай бұрын
😂😂😂😂😂😂😂🎉😂
@mahendrakumar-hc3zx
2 ай бұрын
ଗଣେଶ ସାର ଯଦି ଓଡିଶା ଲୋକ ଗରିବ ତୁମ ଦଳ ଶଙ୍ଖ ଭବନ ତିଆରି କରିଛି ଏବଂ ଚାରି ସହ ପଚାଶ କୋଟି ଓଡିଶା ଲୋକ ତୁମର ଗରିବ ଆସିଲା କେଁ ଉ ଠୁ l
@MonglalaSoren
2 ай бұрын
Gonesh.bobu.hataru.deuthila.ki.mageha.b.jd.neta.
@krushnasahoo155
2 ай бұрын
ଏ ଗାଲୁଆ ଗଣେଷ ସାହୁ କୁ ମିଡିଆ କୁ କଣ ପାଇଁ ଡାକ
@pramodakumardash6849
2 ай бұрын
ଝୋଟ ବ୍ୟାଗ କଣ water proof ଥିଲା କି ?.
@santoshkumarsahoo8671
2 ай бұрын
😅😅
@ArabindaSahoo-r5q
2 ай бұрын
Genda Proof
@samraytudu
2 ай бұрын
ଇୟେ BJD ପ୍ରବକ୍ତା ପାଠଶାଠପଢି ନାହାନ୍ତିକି
@MonglalaSoren
2 ай бұрын
Gonesh.harmanuni.b.j.d Neta.
@indianeducation3402
2 ай бұрын
ୟାଙ୍କୁ ବାରମ୍ବାର ଡାକୁଛ କାହିଁକି? ଅଯଥା ସମୟ ନଷ୍ଟ କରୁଛ କାହିଁକି?ରେ ବି ସେଇଥିରେ ଅଛି। ୟାଙ୍କୁ ଜେଲ ଦଣ୍ଡ ଦିଅ।
@pragyanadigital
2 ай бұрын
ପଚିଶ ବର୍ଷ BJD ସରକାରଙ୍କ ସମୟରେ ଶାସନରେ ମଧ୍ୟ ଲୋକ ଗରିବ ଖାଇବାକୁ ପାଉନାହାନ୍ତି,ଯାହା ପାଇଁ ଝୋଟ ବ୍ୟାଗ ଓ ହଜାରେ ଟଙ୍କା ଭୋଟ ପୂର୍ବରୁ ଭୋଟରଙ୍କୁ ବଣ୍ଟା ଯାଇଥିଲା,,
@maheswermaharana4042
2 ай бұрын
ଏ ଚୋର ଟାକୁ କାହିଁକି ଡାକୁଛନ୍ତି
@dibakarpanda1352
2 ай бұрын
ସେହି bag ଗୁଡ଼ିକ ୱାଟର ପ୍ରୁଫ ଥିଲାକି
@SatrughanNayak-qf1rt
2 ай бұрын
ଆବେ ବିଜେଡ଼ି ଦଲାଲ୍ ନେତା କେତେ କୋଟି ଖାଇଛ କହ, ବ୍ୟାଗ୍ ୨୦ଟଙ୍କାରେ ମିଳୁଛି ଭ୍ରଷ୍ଟା ଚାରି ମାନେ ସବୁଥିରେ ଗା,,, ମାରି ଗରିବଙ୍କ ଟଙ୍କା ଖାଇଛ ତମକୁ କିଏ ମାଗିଥିଲା ଝୋଟ ବ୍ୟାଗ୍?
@babanathasahu1029
2 ай бұрын
କଥାରେ ଅଛି ଅଲାଜୁକ----ରେ ଗଛ ଉଠିଲେ ବଂଶଯାକ ଛାଇ। ଏ ଅଲାଜୁକ ଗଣେଶ ବାଉଳାଟାଏ।
@laxmidhararout1495
2 ай бұрын
Super Tauter Ganesh Sahoo kichhi janini TAUTER
@DjpabitraMallick
2 ай бұрын
ଆମ ମନ ଦୁଖ ଆମେ ଆଉ ଖୋଳ କରି ପାରୁ ନାହୁଁ ହେ ଭଗବାନ BJP କିଛି କରି ଦେଉନାହାନ୍ତି
@suryakantaparida3775
2 ай бұрын
Corruption ra uper muha
@DharanidharBarik-f5o
2 ай бұрын
Perhaps Navin pattanaik thought the people of Odisha do not know what is BJD and symbol of his party for which he spends money for advisement after twenty five years admission, Nonsense.
@dasarathsahoo289
2 ай бұрын
Sir mere ko thoda bulaaye too achha hoga
@SundarmaniSingh-j9v
Ай бұрын
ଗଣେଶ ସଲା କୂକୂର ଠାରୁ ଅଧିକ ହୀନ
@biswanathnayak9069
12 күн бұрын
ପ୍ରଶ୍ନର ଉତ୍ତର ଜାଣି ନାହ ନୀରବ ରୁହ
@gopabandhumashra8949
2 ай бұрын
ଆମ ଘରେ ୭ଜଣ ଲୋକ ଅଛୁ ୧୦୦୦ ଟଙ୍କା ରେ କେତେ ଭାଗ ହେବ ଆମ ଘରେ ୧୫ ବର୍ଷ ହେବ ବି ପି ଏଲ କାଡ୍ କିଛି ହୋଇନାହିଁ
@gopabandhumashra8949
2 ай бұрын
ଗଣେଶ ବାବୁ ଙ୍କ ଘରେ ବନା ହୋଇ ଅଛି ଆପଣଙ୍କୁ ବିଜେପି ନେତା ଜାଣିନାହାନ୍ତି
@prasantahota344
Ай бұрын
Debate ରେ ଅଂଶଗ୍ରହଣ କରିବାକୁ ବିଜେଡ଼ି ନେତା ଗଣେଶ ବାବୁଙ୍କ ସତସାହସ ନାହିଁ ଖାଲି କାଗଜରେ ଲେଖିଛି ଆଣି ଇଆଡୁ ସିୟାଡୁ କଥା କହୁଛନ୍ତି,ଗାଲୁଆ କ'ଣ ଗଛରେ ଫଳେ କି ?
@indramanisahu4595
2 ай бұрын
ଏହିପରି ବିବେକ କରି ଓଡ଼ିଆ ଙ୍କୁ ଭକୁଆ ବନେଇ ଶେଷକୁ ଖେଳଖତମ।ଲୋକବୁଝିବେ ବିଜେପି ବିଜେଡ଼ି ମଧ୍ୟରେ ଶତ୍ରୁତା ଅଛି। କିନ୍ତୁ ଦିଲ୍ଲୀ ଡିଲସରିଛି କିଛି ହେବନି।
@subratbeura6735
2 ай бұрын
ମାନ୍ୟବର ତ ଜଣେ
@Birendranayak-i2i
2 ай бұрын
250 କୋଟି ସ୍ବାହା
@r.rodiayoutubechanel6192
2 ай бұрын
ଜଣେ ସାଧାରଣ ଲୋକ ଙ୍କ ଶହିତ ଏବଂ b. J.d ନେତା ଙ୍କ ଶହିତ ଡେବିଟି କରାଜାଉ ଦିନେ
@bijaykumarnayak9771
29 күн бұрын
ଝୋଟ ବ୍ୟାଗ୍ ଜଳ ନିରୋଧି କି ? ଯଦି ନୁହଁ ତେବେ ଡକ୍ୟୁମେଣ୍ଟ ଓଦା ହେବ କେମିତି।
@premanandanayak3024
2 ай бұрын
Ganesh sir
@ramachandrapradhan9561
2 ай бұрын
ନିଜେ ନିଜର ଏକାଉଣ୍ଟ୍ ରୁ କାହିଁକି ଦେଲ ନାହଁ କାହିଁକି
@NirmalChandra-qt4jg
2 ай бұрын
Kichi naganithiba lokaku basantuni
@maghubaral9678
11 күн бұрын
25. Eyes. Re.odisare.kete.pila.nijukti.pai chanti
@TrilochanMeher-y6r
Ай бұрын
1000 ଟଙ୍କା କିଏ ଦେଇଚି ଜାଣିଛି ତ ବିଜେଡି ନେତା
@umeshKumar-008
2 ай бұрын
ଭଲ କଥା enquiry ହଉ ଆମ ଓଡିଶା କୁ ଭିକ ମାଗିବା ପାଇଁ ଝୁଲା ଦେଇଥିଲା ତାମିଲ ଦଲାଲ
@chinmaymohanty7345
2 ай бұрын
ଏଇଟା ଶଳା କିଛି ଜାଣିନି, ପାଟି ଖନୀ ବାଜି ଯାଉଛି l ହାସ୍ୟାସ୍ପଦ କଥା କହୁଛି l ଲୋକେ ସବୁ ବୁଝି ନାମ ଦେଲେ l ଘରକୁ ଫେରଲେ ତାଙ୍କ ସ୍ତ୍ରୀ ବି ପଚାରିବ କି ତୁମକୁ ଲଜ୍ୟା ଲାଗୁନି ଏମିତିକା କଥାରେ ଉତ୍ତର ଦେଇ ପାରିଲନି l ବୋକା ଚୋଦାକୁ ଚପଲରେ ମାରିବା ଦରକାର l
@BenudharJena-c4u
Ай бұрын
ଗଣେଶ ବାବୁ ସବୁବେେ ଲେ ତପିକ ବାହାରେ
@dhirendranathsingha9299
3 күн бұрын
ଗଣେଶ ଟା ଗୋଟେ ପାଗଳ ଏ ମାଡ଼ ଖିଆ କାମ କରୁଛି ।
@LipunMahanta-uq6lv
13 күн бұрын
ଉତ୍ତର ଦେଇ ପାରୁନି ଶଳା
@rajeshpattanayak4872
2 ай бұрын
ମଗୀଆ ଗଣେଶ ସାହୁ କୁ ଚପଲ ରେ
@Singer_Arun_Kumar58
2 ай бұрын
ଏ ମାଦରଚୋଦ୍ ଗଣେଶ କୁmental Hospital Admission କରାଯାଉ
@Shibarampatra-r5i
2 ай бұрын
,କଣାବେକ୍ ରେପାଣିଗଳିବନାହୀ
@nareshpattnaik2454
2 ай бұрын
ଗଲୁ ଆ ଗଣେଶ କୁ କାହିଁକି ଡାକି ସମୟ ବର୍ବାଡ କରିବ ଶଳା ମା ଗୀହଓଡ଼ିଶା ଲୋକକୁ କେତେ ବଡ। କଥା କହିଲା ନବୀନ ଓ ପାଣ୍ଡିଆ କେବଳ ନୁହେଁ ପୁରା ବିଜୁ ଦଳର ସବୁ ବିଧାୟକ ମନ୍ତ୍ରୀ ସବୁ ଗୁଡ଼ା ଚୋର ଏ ଗୁଦଙ୍କୁ ତୁରନ୍ତ ତାଦନ୍ତ୍ପରିସର୍କୁ ଅନାନ୍ତୁ
@kshitishpanda5288
2 ай бұрын
ଏ ଗଣିଆଟା ବେହିଆଟା , ତା କଥା ଉପରେ ଏତେ ସୁନ୍ଦର କମେଣ୍ଟ ଦେଉଛନ୍ତି ତାହା ସେ ପଢ଼ୁଛୁ ନା।କେମିତି ବିତର୍କ କୁ ଆସୁଛି । ଗଣିଆଟା ମଧୁର ବେହିଆଟା।
@laxmidharsatapathy1167
2 ай бұрын
ଗଣେଶ ଗୋଟେ ମଣିଷ -ଅସରପା ଗୋଟେ ଚଢ଼େଇ ??
@RajeshDas-mz5ci
2 ай бұрын
ଗଣେଶ ର ମାଇକିନା କମିୟା ଯାନୀ
@PrasantKumar-r5j
2 ай бұрын
ଗାଲୁଆ ଗଣେଶ
@prafullakumarmahanta6024
2 ай бұрын
ଗଣେଶ ଟାକୁ ଡିବେଟ କୁ ଡାକନ୍ତୁ ନାହଁ ଆପଣଙ୍କ ଡିବେଟ ଦେଖୁ ନାହାଁନ୍ତି
@BulakiSwain-n4c
2 ай бұрын
ଏ ଗଣେଶ ସାହୁ ଟା ପାଠସାଠ ପଢିଥିଲା ପରି ଲାଗୁନି। ତାଙ୍କୁ ଡିବେଟ୍ କୁ ଡାକନ୍ତୁ ନାହିଁ।
@gurucharanbarik7817
2 ай бұрын
ପାଣ୍ଡିଆନ୍ ର ଆସିଷ୍ଟାଣ୍ଡ ଗଣେଶ, ସେଥିପାଇଁ ପାଣ୍ଡିଆନ୍ ସାରେ ନ କହିଲେ ଗଣେଷର ଚାକିରୀ ଚାଲି ଯିବାର ଭୟ ଅଛି. 😂😂😂
@harishbarik157
2 ай бұрын
Odisha re heuni,
2 ай бұрын
ଗଣଷକୁ କାହିଁକି ଡାକୁଛ ଏଟା କିଛି ଜାଣିନି ତାକୁ ମଜା କରିବାକୁ ଡାକୁଛ
@bidyadharmahanta1631
2 ай бұрын
Recover this amount from BJD
28:55
Rok Thok : ED-ଓଡିଶା-୨୪ ବର୍ଷର ଦୁର୍ନୀତି | 26 Aug 2024 | Argus News
Argus News
Рет қаралды 163 М.
46:37
କୁନି ବାବା NEWS18 ଷ୍ଟୁଡିଓରେ ମୁହାଁମୁହିଁ | Fraud Baba In Bhubaneswar | Bhubaneswar Fake Baba News
News18 Odia
Рет қаралды 66 М.
1:05:24
Кеттік бәрін таста - Қызық Times | Қайрат Әділгерей, Уәлибек Әбдраимов, Диана Ягофарова, Қанай
Marat Oralgazin
Рет қаралды 751 М.
00:41
When u fight over the armrest
Adam W
Рет қаралды 27 МЛН
36:09
Миллионер | 3 - серия
Million Show
Рет қаралды 1,4 МЛН
01:00
Who's spending her birthday with Harley Quinn on halloween?#Harley Quinn #joker
Harley Quinn with the Joker
Рет қаралды 26 МЛН
40:38
ମନ୍ମଥଙ୍କ ପରାଜୟ, ଶ୍ରୀମୟୀଙ୍କୁ ଦୋଷ ଦେଲେ ସୁର || Podcast With Sura Routray || Exclusive Interview || OR
Odisha Reporter
Рет қаралды 212 М.
28:21
Rok Thok Live || ରୋକ୍ ଠୋକ୍ : ନେତୃତ୍ବକୁ ଡର ନାହିଁ || 15 Oct 2024 || Argus News
Argus News
Рет қаралды 21 М.
26:11
Prasnakala Live | ପ୍ରଶ୍ନକାଳ : ବିଜେଡିର English ପ୍ରେମ | 14 Aug 2024 | Argus News
Argus News
Рет қаралды 262 М.
3:45:45
EP-198 | NEET Controversy, UPSC, Reservation & Indian Politics with Dr. Vikas Divyakirti
ANI News
Рет қаралды 7 МЛН
3:49:10
S. Jaishankar Big Statement On America LIVE : जयशंकर का सीधा जवाब ..अमेरिका को जमकर लपेटा!
Zee News
Рет қаралды 1 МЛН
28:11
MahaPanchayat : ଖୋଲିବ କଳା କାରନାମା ଫାଇଲ୍ | 18 Aug 2024 | Argus News
Argus News
Рет қаралды 214 М.
26:31
Rok Thok Live || ରୋକ୍ ଠୋକ୍ : ମହିଳା ନ୍ୟାୟ ୨୫ ବର୍ଷ ବନାମ ୩ ମାସ || 09 Sept 2024 || Argus News
Argus News
Рет қаралды 257 М.
37:16
Rok Thok Live || ରୋକ୍ ଠୋକ୍ : କାଳିଆ କେଳେଙ୍କାରୀ || 12 Sept 2024 || Argus News
Argus News
Рет қаралды 28 М.
9:39
News Fuse || ନୂଆ ମନ୍ତ୍ରୀଙ୍କ ନୂଆ ନିୟମ
OTV Digital
Рет қаралды 481 М.
22:02
News Point: Analysis | BJP Govt's Formulated Scheme Vs Former BJD Govt Schemes In Odisha
Kanak News
Рет қаралды 457 М.
1:05:24
Кеттік бәрін таста - Қызық Times | Қайрат Әділгерей, Уәлибек Әбдраимов, Диана Ягофарова, Қанай
Marat Oralgazin
Рет қаралды 751 М.