Rok Thok Live | ରୋକ୍ ଠୋକ୍ : ସିବିଆଇ ଯିବ ଲକ୍ଷ୍ମୀ ଫାଇଲ୍ ! | 03 Jan 2025 | Argus News

  Рет қаралды 44,423

Argus News

Argus News

Күн бұрын

Пікірлер: 108
@Nityananda122
@Nityananda122 18 күн бұрын
ଦୁର୍ଗାଶିସ ବାବୁ ବିଜେପି ର ମୁଖ୍ୟମନ୍ତ୍ରୀ ମୋହନ ବାବୁଙ୍କୁ ସୂଚାଇ ଦିଅନ୍ତୁ, ସମସ୍ତ ରେଫ୍ ଆଣ୍ଡ ମୋଡର କେସ ର ଯଦି ତଦନ୍ତ ଏବଂ ନ୍ୟାୟ ନ ମିଳେ,ତେବେ ସରପଞ୍ଚ ଏଲେକ୍ସନକୁ ବିଜେପିର ପତ୍ତା ରହିବ ନାହିଁ। ଏଇଟା ସରକାରଙ୍କୁ ଜନ ସାଧାରଣଙ୍କ ଖୋଲା ଚେତାବନୀ।
@sankarsansahoo47
@sankarsansahoo47 18 күн бұрын
Right Bhai
@haadgarbabu5300
@haadgarbabu5300 13 күн бұрын
Mote laguchi aee sabu ..thire bjd karma chari manankara hato thiba..jahaki pholore semananku nyay mili pari nahi....
@KrushnaMohanprusty-z3q
@KrushnaMohanprusty-z3q 5 күн бұрын
ଯଦି ହତ୍ୟାକାଣ୍ଡରେ ଜଡିତ ବିଜେଡି ଦଳର ବିଧାୟକ ଓ ନବୀନ ବାବୁଙ୍କ ମନ୍ତ୍ରୀମଣ୍ଡଳରେ କ୍ଷମତାରେ ରହି ପୋଲିସ ବିଭାଗ ଦ୍ଵାରା ସୁରକ୍ଷା ଦିଆଯାଉଥିବା କେଶ୍ ଗୁଡିକୁ ତଦନ୍ତ କରାଯିବା ଆବଶ୍ୟକ । ଯଦି ରାଜନୈତିକ "ଭାଇଚାରା" ପ୍ରତିବନ୍ଧକ ହୁଏ ,ତେବେ ବିଜେପି ଦଳକୁ ଉଚିତ ଶିକ୍ଷା ଦିଆଯିବ ।🎉 ମାନବାଧିକାର କର୍ମୀ ବିଶ୍ଵାଳ ମହାଶୟଙ୍କ ଉ ଅଶେଷ ଧନ୍ୟବାଦ ।
@SatrughanNayak-qf1rt
@SatrughanNayak-qf1rt 18 күн бұрын
ବିଜେଡ଼ି ଶାସନ କାଳରେ ଓଡ଼ିଶା ପୋଲିସ୍ ନିକମ୍ମା ହୋଇଯାଇଥିଲେ, ଏବେ ସେହି ପୋଲିସ ମାନେ ସ୍ମାର୍ଟ ହୋଇ କାମ କରିବା ଆରମ୍ଭ କରୁଛନ୍ତି, କାରଣ ପୁର୍ବତନ ମନ୍ତ୍ରୀ ମାନେ ମଦ ପିଇ ଆୟସ କରୁଥଲେ, ସେଇଥି ପାଇଁ ଓଡ଼ିଶାର ଜନତା ଜନାର୍ଦ୍ଦନ ଗୋଇଠା ମାରି ବିଦା କଲେ
@GameBar-g6l
@GameBar-g6l 18 күн бұрын
i am not supporting but loko knu parak padena
@budhanathmohapatra150
@budhanathmohapatra150 18 күн бұрын
ଯେଉଁ ନବୀନ ପଟ୍ଟନାୟକ ନିଜ ବାପା ମା ଙ୍କୁ ସନ୍ନମାନ ଦେଇ ଜାଣି ନଥିଲେ ସେ କଣ ଜନ ସାଧାରାନଙ୍କୁ ସନ୍ନମାନ ଦେବେ।
@cuty_mama9801
@cuty_mama9801 18 күн бұрын
ଜୟଶ୍ରୀ ରାମ ପାପିକୁ ବିନାଶ କର ନୂଜ ଜାରି ରହୁ ଜୟ ଜଗନ୍ନାଥ କୃପା କରନ୍ତୁ
@satishchandrabehera7291
@satishchandrabehera7291 18 күн бұрын
ଚବିଶ ବର୍ଷିଆ ଶାସକ, ସେ ନବୀନ ପଟ୍ଟନାୟକ, 'ଆଇନ ତା ବାଟରେ ଯିବ ' କହି କହି କୁଆଡେ ଯିବ?! ' ସତ କେବେ ଲୁଚି ରହେନା '। ସବୁ ତାଙ୍କ ବୃଥା ବାହାନା।। ସମୟ ବଡ ବଳବାନ। ବେଳହୁଁ ହୁଅ ସାବଧାନ।। କେହି ବି ବର୍ତି ପାରିବେନି। ମୋହନ ବଂଶୀ ବାଜିଲାଣି।। ଜୟ ଜଗନ୍ନାଥ!!!
@SurendraPatra-mh5gd
@SurendraPatra-mh5gd 18 күн бұрын
ନବୀନ ସରକାର ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ odisa ବାସୀ ଅପେକ୍ଷା କରି ରହିଛନ୍ତି। କେବେ ବାଧା ହେବେ bjd ର ଗାଲୁଆ ନେତାମାନେ l ଚାଷ ଜମି ନଷ୍ଟ ହୋଇଛି ଗଞ୍ଜାମ ଜିଲ୍ଲା ଗସ୍ତରେ କରିଛି ନାଟକ କରୁଛୁ ନବୀନ ପଟ୍ଟନାୟକ l
@ASISH_JENA
@ASISH_JENA 18 күн бұрын
ବିଜେଡି ସରକାରରେ ପୋଲିସ ଗୁଣ୍ଡା ଗିରି କରୁଥିଲେ ଏବେ ଟିକେ ପରିବର୍ତ୍ତନ ଦେଖିବାକୁ ମିଳୁଛି ଆଗକୁ ସରକାର କଡା କାର୍ଯ୍ୟ ଅନୁଷ୍ଠାନ ନିଅନ୍ତୁ ଲୋକେ ସାନ୍ତିପାଇବେ ଜୟ ଜଗନ୍ନାଥ
@deepakbishoi4062
@deepakbishoi4062 17 күн бұрын
Bjd ta nije Gunda puni karmachari manaku bi Gunda shikhei dele bjd prakruta re bhala nai
@mantupanda1770
@mantupanda1770 18 күн бұрын
Right 👍👍
@niranjanpanda8574
@niranjanpanda8574 18 күн бұрын
ପୂର୍ବ ସରକାରର ସବୁ ଦୁର୍ନୀତି ଓ ନାରୀ ନିର୍ଯାତନାର ତଦନ୍ତ ପ୍ରତିଶ୍ରୁତି ଦେଇଥିବା ବିଜେପି ଏବେ ପାଣ୍ଡିଆନ ଚକ୍ରାନ୍ତରେ ଫସି ସାରିଛି। ଅର୍ଗସ, ଓଟିଭି, ଫୋକସ ସବୁବେଳେ ଦୁର୍ନୀତିର ନାରା ଦେଇ ଏ ସରକାରକୁ ଆଣିଥିଲେ, କିନ୍ତୁ ଫଳ କଣ ହେଲା?
@arucharanpradhan5502
@arucharanpradhan5502 18 күн бұрын
ଜଗନ୍ନାଥ ଯାହା ବିଚାର କରିବେ ତାହାହିଁ କରିବେ କିନ୍ତୁ ନିଜେ ଆସି ତ କରିବେନି। କୌଣସି ବ୍ଯକ୍ତି ଦ୍ଵାରା ହିଁ ସମସ୍ୟା ସମାଧାନ କରିବେ।
@satrughnamallicj8703
@satrughnamallicj8703 18 күн бұрын
BJD ଖାଇବ ପଣସ ଆଉ bjp କୁ ଲଗେଇବେ ଅଟା,😂😂😂😂😂😂
@AnilSahu-m8y
@AnilSahu-m8y 18 күн бұрын
ଖାଲି ଅଭିଯୋଗ ପ୍ରକୋଷ୍ଠ ଖୋଲୁଛି ମୁଖ୍ୟମନ୍ତ୍ରୀ ଙ୍କ ହେଲେ କାମ କିଛି ହେଉନି
@rabiataka2395
@rabiataka2395 18 күн бұрын
Tate geuchi
@BhajaharidasDas-h6u
@BhajaharidasDas-h6u 18 күн бұрын
Nabin babu bele sabu houthila 😂😂😂😂
@satrughnamallicj8703
@satrughnamallicj8703 18 күн бұрын
ଅନିଲ ଭାଇ ଜାଣିବା ଦରକାର -ବିଜେଡି କରିବା କିଲା, ଆଉ ବିଜେପି ନେବ ---------
@BiduutaravaSahoo
@BiduutaravaSahoo 18 күн бұрын
Thos was grate thank you sir
@MoheswarRetta
@MoheswarRetta 18 күн бұрын
ଲକ୍ଷ୍ମୀ ଙ୍କୁ ନ୍ୟାୟ ମିଳୁ,ବିଜେଡି ମାସନ, ଗୋଟିଏ ଦୁର୍ନିତି ଶାସନ
@dillipkumarkumar1959
@dillipkumarkumar1959 18 күн бұрын
Thank you argus midiya. I❤ love argus midiya ❤❤❤❤
@rabiataka2395
@rabiataka2395 18 күн бұрын
Jay shri ram jay BJP
@biswaranjanmohapatra2518
@biswaranjanmohapatra2518 18 күн бұрын
IAS ବିଷ୍ଣୁ ସେଠୀ🛑 cbi ରେ ହାଜର ନ ହେବାରୁ 🛑, cbi କୁ ଦିଲ୍ଲୀ କିଏ ପଠାଇଦେଲ। । ଆଉ cbi କଣ କରିବ ଏଠି 🛑। ନେତା ଙ୍କ ଚାପରେ cbi 🛑। ତେଣୁ ଓଡ଼ିଶା କୁ କେବଳ ଜଗନ୍ନାଥ ହିଁ ଭରସା।🙏🙏🙏
@prasannakumar3065
@prasannakumar3065 17 күн бұрын
ବିଜେପି ସରକାର ର ଆକ୍ସନ ଘର ଶୁଣ. କଣ ପାଇଁ ବିଜେପି ସରକାର ଡ଼ରୁଛି ଜଣାପଡ଼ୁନାହିଁ. ଯଦି ଭୟ କରୁନାହିଁ ତେବେ ଆଶିଷ ସିଂ ଓ କୁଟେକୁ clean chit ଦେଲେ କେମିତି. ପାଣ୍ଡିଆନ ବିରୁଧ୍ୟରେ action ନିଆଯାଉନାହିଁ କାହିଁକି? ବିଜେପି ସରକାର ଉଠ, jaga ଓଡ଼ିଶବାସୀଙ୍କୁ ନ୍ୟାୟ ଦିଅ.
@himansupadhy9389
@himansupadhy9389 18 күн бұрын
ଏହିପରି ଅନେକ ଦୁର୍ନୀତି, ଅନୀତି କାର୍ଯ୍ୟ ନବୀନ ନିବାସ ରେ ବସି କିଛି IPS ଓ IAS ଏବଂ ପାଣ୍ଡିଆନ ଙ୍କ ଇଶାରା ଓ ମାନ୍ୟବର ନବୀନ ବାବୁ ଙ୍କର ଆଶୀର୍ବାଦ ରେ କେଳେଙ୍କାରୀ ଚାଲିଥିଲା। ଏହି ପରି ଘଟଣା ଆଜକୁ ଦୀର୍ଘ 35 ବର୍ଷ ଭିତରେ ଭାରତ ର କୌଣସି ପ୍ରଦେଶ ରେକୌଣସି ଦଳ ଦ୍ୱାରା ଭି ହେଲା ପରି ଇତିହାସ ନାହିଁ।
@onlyentertainment-j2t
@onlyentertainment-j2t 18 күн бұрын
BJD 2029 ରେ ଜିତିଲେ ନ୍ୟାୟ ଦେବେ 🤦🤦🤦🤦🤦
@sanjaybehera363
@sanjaybehera363 18 күн бұрын
ବିଜେଡି ନେତା କଣ କହିବ, topic ta କହ, ତା ଘରକୁ ଯାଇନ, faltu ଲୋକ ଙ୍କୁ କାହିଁ ଡାକୁଛ
@ashokbadajena8568
@ashokbadajena8568 18 күн бұрын
ମଦୁଆ ଶାସନ କଲେ ଏମିତି ହୁଏ ବୋଲି ଲୋକେ କହନ୍ତି
@RabindraSahoo-gq6zj
@RabindraSahoo-gq6zj 18 күн бұрын
ଟ୍ରାଫିକ ପୋଲିସ ଆଦୌ କାମ କରୁନାହାନ୍ତି ବାଇକରେ ବସି ମୋବାଇଲ ଦେଖନ୍ତି
@DibakarNayak-r9z
@DibakarNayak-r9z 16 күн бұрын
Jay shree Ram
@SameshMinyaka-wj1vp
@SameshMinyaka-wj1vp 18 күн бұрын
Sir ଜାନି ଭାବୁ ବିଷୟରେ ତାକୁ କାଇଁକି ପଚାରିଛ ସେ ବିଷୟରେ ଆମକୁ ପଚାର
@BimbadharMangaraj
@BimbadharMangaraj 16 күн бұрын
ତଦନ୍ତ ନିର୍ଦେଶ ଦେବାକୁ କେତେ ସମୟ ଲାଗିବ-୬ମାସ ହେଲା ସରକାରକୁ
@ramakantabej3883
@ramakantabej3883 9 күн бұрын
ସିବିଆଇ ତଦନ୍ତ ହେଉ
@susantasahoo2289
@susantasahoo2289 4 күн бұрын
ଓଡ଼ିଶା ଲୋକ ତ ଫାର୍ଷ୍ଟ ଖରାପ ନହେଲେ ଏତେ କ୍ରାଇମ ହେଲା ପରେ ବି ନବୀନ ନବୀନ ହଉସନ୍ତି , କେମିତ୍ତି ଲୋକ କେଜାନି ସବୁ।
@phakirmohandash5751
@phakirmohandash5751 18 күн бұрын
CBI bjd govt upere immediately action nau
@himansupadhy9389
@himansupadhy9389 18 күн бұрын
କେତେ ସିଗ୍ରହ ଆପଣ ଅର୍ଗସ tv ର କଥା ସତ୍ୟ ହେବ, CBI ତଦନ୍ତ ହେବ ତ?
@BijayketanPattnaik
@BijayketanPattnaik 18 күн бұрын
ଭାଷଣ ରେ ପେଟ ପୁରେନ ଆକ୍ସନ କାହିଁ?? ଯଦି ଏଇମିତି ଚାଲିବ ପଞ୍ଚାୟତ ଇଲେକ୍ସନ ରେ ଭାଷଣ ବାଲାଙ୍କ ସତ୍ତା ହଜିଯିବ,,,,,,
@sujatasahoo3717
@sujatasahoo3717 16 күн бұрын
Human rights case sune mate laguni mu bahut safar hoichhi but Human rights re adhika safar hoichhi
@raghumaninayak9593
@raghumaninayak9593 18 күн бұрын
ବଂଶ ବୁଡ଼ିଲା ବେଳକୁ ଘୋଡା ମୁହାଁ ପୁଅ ଜନ୍ମ ହୁଅନ୍ତି, ସେଥିମଧ୍ୟରୁ ନବୀନ ପଟ୍ଟନାୟକ ଜଣେ, ଯିଏ କି ଜଣେ ମୁଖ୍ୟମନ୍ତ୍ରୀ ଭାରତରେ ବିରୋଳ, ନବୀନ ବାବୁ ନର ନାରୀ ହତ୍ୟାକାରୀ ମୁଖ୍ୟମନ୍ତ୍ରୀ 😄😄😄
@satishchandrabehera7291
@satishchandrabehera7291 18 күн бұрын
ବିଶ୍ଵାଳ ବାବୂ ଠିକ୍ କହୁଛନ୍ତି। ଆଉ ଜାନୀ ବାବୁ ଠକୁଛନ୍ତି।।
@tpattanayak5303
@tpattanayak5303 18 күн бұрын
BJP kichi karu n hela,,???
@AnnoyedBeetle-vq3zb
@AnnoyedBeetle-vq3zb 17 күн бұрын
Cbi ko dijiye
@sudhirsahoo7942
@sudhirsahoo7942 18 күн бұрын
Sabu case ra file moan sarkar kholantu justice milu
@haadgarbabu5300
@haadgarbabu5300 13 күн бұрын
income tax officer mananku mora request ...purbatana bjd netanko upare action niyajau.. crore crore..black money..sahita jami kotha badi sabu miliba....
@gargidas1795
@gargidas1795 18 күн бұрын
Jatra News
@bimalcharanmishra3002
@bimalcharanmishra3002 15 күн бұрын
There was no justice during BJD rule
@surendranathgiri6971
@surendranathgiri6971 18 күн бұрын
Justice delayed is justice denied.....it's the right time for BJP Govt. to prove it through quick action .....
@surpubari4740
@surpubari4740 18 күн бұрын
Sir aponko chanelle ku news kipory potheiba.
@srikantsahoo6563
@srikantsahoo6563 17 күн бұрын
ସବୁ ଚୋର bjd ରେ ଥିଲେ। ଏ ବାବୁ ବି ଠିକ୍ ଲୋକ ନୁହେଁ।
@DusmantakumarBehera-hh7jb
@DusmantakumarBehera-hh7jb 18 күн бұрын
୨୦୨୩ ରୁ ନବୀନ ବାବୁ ବିଳିବିଳେଇ ହେଉଥିଲେ,ମନେମନେ ଭାବୁଥିଲେ.... ପାପ କରିଛି ଯେତେ ମୁଁ ମାନିବି ନି ଏବେ ହୋହାଲ୍ଲା କରିକରି ମୁଖ୍ୟମନ୍ତ୍ରୀ ପଦରୁ ବିରୋଧୀ ହଟେଇ ଦେବେ।
@JyotiNayak-nd4dt
@JyotiNayak-nd4dt 18 күн бұрын
Ankur Narula Milo
@ashirbadmahanta1042
@ashirbadmahanta1042 18 күн бұрын
Gute case loka lochanaku asile E gendalia mane kau panka bhitare pasibeje au bahari paribeni
@jibanketanpradhan2978
@jibanketanpradhan2978 16 күн бұрын
Nabina babu jibe jail And mohan babu jibe Bale Bale dhaba
@BhimasenJoshibhimasen
@BhimasenJoshibhimasen 18 күн бұрын
Durgashis sir a ratore jagoranath sarakanku dakantu
@RajaMahantyRaja
@RajaMahantyRaja 18 күн бұрын
Bjp 🥾🥾❌❌❌🥾🥾❌❌❌❌❌❌❌
@PrasantaPattanayak-d8s
@PrasantaPattanayak-d8s 18 күн бұрын
Purba sarkar ra papaku prayaschita kariba nua sarkar
@surendranathgiri6971
@surendranathgiri6971 18 күн бұрын
Bjp govt should take necessary steps to punish the culprits.....or people will make the govt to so like bjd govt..No excuse to the anti social and hard core culprits....
@ranjitpradhan8587
@ranjitpradhan8587 18 күн бұрын
Aau kete Dina neba bjp
@4u4u143
@4u4u143 8 күн бұрын
Mani..pur..katha..tika..lahaba
@banditabarik2872
@banditabarik2872 18 күн бұрын
BJD samay re jeun rape murder case like Smitarani, Mamita Meher,Pihu, Itishree,Bebina,Pari , Laxmi nka upare hoichhi taku Mohan sarkar puni tadanta start karantu.Se samay re Police government ra hat barisi saji kaunasi step neu na thila.Ebe BJP govt seman nka family ku nyay debe boli drudh bishwas rahichhi.Ta sahit ACF SAUMYA RANJAN murder case ku bi puni tadanta parisar ku anantu Mohan sarkar.Police ae digare special drusti debaku anurodh.
@akashbehera1822
@akashbehera1822 18 күн бұрын
Present Sarkar heuchi BJP RA, present police department bi BJP RA, JADI CBI INVESTIGATION KARI BA, ODISHA RE, TEBE MOHAN MAJHI KAN CHODIDELA, POLICE TA BJP RA NA,😂
@ame_odia501.
@ame_odia501. 16 күн бұрын
Nabin ku girap kara
@BirendraSingh-m2d
@BirendraSingh-m2d 18 күн бұрын
Jata shigrha tadanta hau
@ideaexecute1047
@ideaexecute1047 18 күн бұрын
😅kichi hebani 😂
@srikantbehera6106
@srikantbehera6106 18 күн бұрын
B j d r nara thila jor jar mulk tar
@UttamDakshinray
@UttamDakshinray 18 күн бұрын
Abadra. Bjd
@sdebata2143
@sdebata2143 14 күн бұрын
Subu micha
@rajamishra2312
@rajamishra2312 18 күн бұрын
E sabu bi drama ,chhi chhi
@akashbehera1822
@akashbehera1822 18 күн бұрын
Bhajaman Biswal nka pain CBI INVESTIGATION HEBA, tame magia Mane nijaku FALTU RE NA NAUCHHA😂
@factTern69
@factTern69 16 күн бұрын
24 barsa bjd sashan kala samajyare pidita ku nyajya dela nahi adibasi neta jani babu bjd ra chatu kari karuthile janapaduchhi ki prakara adibasi jani neta
@sudhakarnayak2958
@sudhakarnayak2958 18 күн бұрын
Jani babo Kaya Bolagha Padeyan Naveen ko Natha mara Jani Kaya Bolagha Bjd Natha Sabo Choro Dakyath Madrase Ka under mai Thats Bjd Godha Dal hay no dout jani Kaya Bolagha Bjd Dush Hora hay Jay BJP sarkar Odisha base Jay CM saab Mohan saab Jay sri ram
@SuruBari
@SuruBari 18 күн бұрын
Apana bjp mukhapatra hele bhala
@pabitrabarik6957
@pabitrabarik6957 18 күн бұрын
Pari bebina babata ghatana ku chapi dela bjd odisha mukta odisha
@bidyaprasiddhisahoo1410
@bidyaprasiddhisahoo1410 18 күн бұрын
ଆରେ ଦୁର୍ଗାବାବୁ ତୁମେ Reporter ହେବା ପାଇଁ ଅଯୋଗ୍ୟ
@swetapadmaroutray1363
@swetapadmaroutray1363 18 күн бұрын
Heire maghia drugashishi..to Bhali maghia kia achhi kaha ta..to bapa ku pachare..to maa ku kn refe hoi thila ki
@MURTUNJAYDAS
@MURTUNJAYDAS 18 күн бұрын
ଭାଇତମକୁଟିବିଲାଜନାହି
@rabiataka2395
@rabiataka2395 18 күн бұрын
Ta tv ku ଲାଜ ଅଛି ଭାଇ
@tapasdharua2754
@tapasdharua2754 18 күн бұрын
Godi media
@LokanathSahoo-es7yp
@LokanathSahoo-es7yp 18 күн бұрын
Tame bjpra.talachata sambadik tamar nijatwa nahin
@TareswarRana-gc9xk
@TareswarRana-gc9xk 18 күн бұрын
Jaya bjd
@surendrasahoo2343
@surendrasahoo2343 16 күн бұрын
Tubahut gapuchhu khaibu
@tusharranjanswain4855
@tusharranjanswain4855 18 күн бұрын
Pagal par gapuchu
@babuli844
@babuli844 18 күн бұрын
Tame chhodipakouchha
@silunayak3379
@silunayak3379 12 күн бұрын
OTV.kete.dam.achhi.dekhiba.tameta.tameta.gotegite.cbi
@abanikumarparida130
@abanikumarparida130 18 күн бұрын
Kichhi labha nahin
@sureshdas6083
@sureshdas6083 18 күн бұрын
E mg Navin mg odisha ra mg manka munda kharap kari deichi 150 chicken 🍗 khuai chi chi genda Dalia mg mane
@Viralvideos55238
@Viralvideos55238 18 күн бұрын
Tu gota chora ta
@Viralvideos55238
@Viralvideos55238 18 күн бұрын
CBI nuhe tu au to Chanel jebe magia
@SameshMinyaka-wj1vp
@SameshMinyaka-wj1vp 18 күн бұрын
Sir ଜାନି ଭାବୁ ବିଷୟରେ ତାକୁ କାଇଁକି ପଚାରିଛ ସେ ବିଷୟରେ ଆମକୁ ପଚାର
Quando A Diferença De Altura É Muito Grande 😲😂
00:12
Mari Maria
Рет қаралды 45 МЛН
REAL or FAKE? #beatbox #tiktok
01:03
BeatboxJCOP
Рет қаралды 18 МЛН
Chain Game Strong ⛓️
00:21
Anwar Jibawi
Рет қаралды 41 МЛН
BAYGUYSTAN | 1 СЕРИЯ | bayGUYS
36:55
bayGUYS
Рет қаралды 1,9 МЛН
Quando A Diferença De Altura É Muito Grande 😲😂
00:12
Mari Maria
Рет қаралды 45 МЛН