ରାତିରେ ଶୋଇବା ପାଇଁ ବିଲ 1 ଲକ୍ଷ 36 ହଜାର | Utkal Hospital Bhubaneswar's Sky Rocketing Charges

  Рет қаралды 577,454

Argus News

Argus News

Күн бұрын

ରାଜଧାନୀରେ ଉତ୍କଳ ହସ୍ପିଟାଲର ଦାଦାଗିରି । ଅପରେସନ ସକ୍ସେସ କିନ୍ତୁ ପେସେଣ୍ଟ ଡେଡ୍‌ । ଏଭଳି ଫଣ୍ଡା ପକାଇ ଗରିବଙ୍କ ରକ୍ତ ଶୋଷୁଥିବା ଅଭିଯୋଗ...
Watch latest news updates LIVE on Argus News. Your one-stop destination for news on politics, entertainment, sports, gadgets, business and more.
Argus News is Odisha’s most popular Odia Web News Channel. In a short time, it redefined the limits and has set new standards for journalism in Indian news television through its differentiated programming and philosophy of inclusive journalism the spirit of ‘Whatever It Takes'. As per its tagline "Satyara Sandhana", it continues to tell Odisha’s window to all over the world and world’s window into Odisha.
To stay updated on-the-go,
Visit Our Official Website: www.argusnews.in
iOS App: bit.ly/ArgusNew...
Android App: bit.ly/ArgusNew...
Live TV: argusnews.in/l...
Facebook: / argusnews.in
KZbin: / theargusnewsodia
Twitter: / argusnews_in
Instagram: / argusnewsin
You can WhatsApp your News at - 8480612900
ଅର୍ଗସ୍ ଓଡ଼ିଶାର ସର୍ବଶ୍ରେଷ୍ଠ ୱେବ୍ ନ୍ୟୁଜ୍ ଚ୍ୟାନେଲ୍ ।
ଅର୍ଗସ୍ ୱେବ୍ ନ୍ୟୁଜ୍ ଚ୍ୟାନେଲ୍ ରାଜନୀତି, ମନୋରଞ୍ଜନ, ଜୀବନଚର୍ଯ୍ୟା, ପ୍ରଯୁକ୍ତିବିଦ୍ୟା, ବ୍ୟବସାୟ ଓ ସ୍ୱତନ୍ତ୍ର ଖବର ଅତିଶୀଘ୍ର ଆପଣଙ୍କ ପାଖରେ ପହଞ୍ଚାଏ ।
ଅର୍ଗସ୍ ସହ ଯୋଡି ହୋଇ ରୁହନ୍ତୁ |
#ArgusNews #OdiaNews

Пікірлер: 1 400
@takecare9335
@takecare9335 3 жыл бұрын
ମୁଁ ଗୋଟେ ଗରିବ ପରିବାରର ପିଲା କହୁଛି ସତକଥା ଭାଇ ଯଦି ଆମକୁ ଏକ ଲକ୍ଷ ଛତିଶ ହଜାର ମିଳିଗଲେ କେତେବର୍ଷ ବଞ୍ଚିବୁ ତାର ଠିକଣା ନାହିଁ । ଆମ ଭଳିଆଙ୍କୁ ଯଦି ସେତିକି ବିଲ ହେଉଛି ତା ହେଲେ ଶବ ସହିତ ନିଜର ଶବ ମଧ୍ଯ ବାହାରିବ
@krishnaji7769
@krishnaji7769 3 жыл бұрын
Thik kahichha bhai
@namitabehera2497
@namitabehera2497 3 жыл бұрын
Right bro
@prashantram8697
@prashantram8697 3 жыл бұрын
Right bra
@Ajay-pt4ds
@Ajay-pt4ds 3 жыл бұрын
ସାବାସ ଭାଇ ସତ କହିଲେ...👍
@sumitkhosla1303
@sumitkhosla1303 3 жыл бұрын
Thik katha
@Marketing-boy-99
@Marketing-boy-99 Жыл бұрын
ମୋ ସହ ବି ଏମିତି ହୋଇଛି ଭୁବନେଶ୍ୱର କୀମସ ହସ୍ପିଟାଲ ରେ ସବୁ ଆଡେ ଦୁର୍ନୀତି ଚାଲିଛି ବିଜେଡି ନେତା ଓ ମେଡିକାଲ ଷ୍ଟାଫ ଏଥିରେ ସାମିଲ
@asimabhasswain3833
@asimabhasswain3833 3 жыл бұрын
ବହୁତ ବଡ ବଡ ମୁଣ୍ଡି ଅଛନ୍ତି Partner.. ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ।
@adityaprasadmohapatra6253
@adityaprasadmohapatra6253 3 жыл бұрын
Thik kahila bandhu...
@PSS-su1jw
@PSS-su1jw 3 жыл бұрын
ଠିକ୍ କହିଲେ
@ravijakaka7804
@ravijakaka7804 3 жыл бұрын
Magya mane lutuchanti
@manasdash2178
@manasdash2178 3 жыл бұрын
ଡାକ୍ତରଖାନାର ଲାଇସେନ୍ସ ରଦ୍‌ କରାଜାଉ
@NarayanDhal-ir6kg
@NarayanDhal-ir6kg Ай бұрын
You are right
@mohapatraliza3383
@mohapatraliza3383 3 жыл бұрын
ଏଡାଙ୍କୁ ଜିଅନ୍ତା ପେଟ୍ରୋଲ ଢ଼ାଳି ଜଳାଇଦିଆଯାଉ। ଯିଏ ଅନ୍ୟର ଜୀବନ ସହ ଖଳୁଛନ୍ତି ସେମାନେ ଆଉ କହାସହ ଖେଳିବା ପୂର୍ବରୁ।। ଗରିବ ବୋଲି ଠକିବା।।। ମରୁନ।।।।
@sonumasti67
@sonumasti67 3 жыл бұрын
ନ୍ୟାୟ ନ ମିଳିବାରୁ ଲୋକ ମାଓବାଦୀ ହୋଇଯାଆନ୍ତି ସକ୍ଷପରେ କହୁଛି
@odiablogingvideo1267
@odiablogingvideo1267 3 жыл бұрын
Mor ta bahut e6a a6i maobadi habare
@odiablogingvideo1267
@odiablogingvideo1267 3 жыл бұрын
Kahnikina sabu bada loko nka a sabu kama khali ama bhali gariba loko nku Hairan kariba pain paisa khaiba pain
@guddukakitchen6666
@guddukakitchen6666 3 жыл бұрын
Bhai kichi kara maobadi heiki Sala Sabu chora hospital aau mc police marile maza asiba
@piratesomu7433
@piratesomu7433 3 жыл бұрын
Bhai mate bi dakiba ee duniate au maanabikata nahi Sabu dekhiki chi chi laguchi 😔
@razztech3946
@razztech3946 3 жыл бұрын
Right bro
@mixturemaja.starbapunu7250
@mixturemaja.starbapunu7250 3 жыл бұрын
😠😠😠ହସପିଟାଲକୁ ତୁରନ୍ତ ସିଲ କରାଯାଉ😡😡 ।ସବୁ ଚୋର ମାନେ ଏଠି ଅଛନ୍ତି ।ପ୍ରବଳ ମାତ୍ରାରେ ଶେୟାର କରନ୍ତୁ ଯେମିତିକି ଆଉ କେହି ହ୍ଇରାଣ ନହୁଅନ୍ତୁ ।🙏🙏🙏
@manojmallik1146
@manojmallik1146 3 жыл бұрын
Right
@bijaylaxmipanda6402
@bijaylaxmipanda6402 7 ай бұрын
Right 👍 👍
@ଗ୍ରହାଚାର୍ଯ୍ୟ
@ଗ୍ରହାଚାର୍ଯ୍ୟ 6 ай бұрын
ଖାଲି ମୁହଁ କୁ ମୁହଁ କୁ ମାଡ ଦରକାର
@sureshpatnaik6537
@sureshpatnaik6537 3 жыл бұрын
ତୁରନ୍ତ ମେଡିକାଲକୁ ସିଜ୍‌ କର
@a2zelectronicproblemsolve893
@a2zelectronicproblemsolve893 3 жыл бұрын
Satakatha
@alokkumarjena1671
@alokkumarjena1671 3 жыл бұрын
Sala chor sabu
@ratikantapintu4198
@ratikantapintu4198 3 жыл бұрын
U r right
@tapanlifestyle9481
@tapanlifestyle9481 3 жыл бұрын
Sata katha kahila
@jasminpradhan922
@jasminpradhan922 3 жыл бұрын
Ys sure
@ramakantamallick3574
@ramakantamallick3574 3 жыл бұрын
ଦୟାକରି ଟଙ୍କା ଫେରସ୍ତ କରି ଦିଆଯାଉ। ମେଡିକାଲ ସିଜ୍ କରା ଯାଉ।
@sonumasti67
@sonumasti67 3 жыл бұрын
ଥରେ ଭାବିକି ଦେଖ ଗୋଟେ ପରିବାର େର ଗୋଟେ ଲୋକ ମରିଗଲେ କେତେ କଷ୍ଟ ହୁଏ ଆରେ ସେଥିପାଇଁ ଲୋକ ମାଓବାଦୀ ହୋଇଯାଆନ୍ତି
@manasamajhi8925
@manasamajhi8925 3 жыл бұрын
Right
@pppp418
@pppp418 3 жыл бұрын
Right kahilo bhaii a manank pain sabu vl pila aji maobadi re jauchanti,mu selut karuchhi maobadi bhai mananku, sabu garibo lok mananku sahajya karuchanti
@acharyauniversaltube7757
@acharyauniversaltube7757 5 ай бұрын
ଏଇ ହସ୍ପିଟାଲର ମାଲିକଂକୁ ଧରାଯାଉ। ଏମାନେ ଇନ୍ଦ୍ର ସୁର୍ଯ୍ୟ ମାନୁନାହାନ୍ତି।
@chandrapanda7222
@chandrapanda7222 3 жыл бұрын
ବାଗଚି sir ଯେଉଁ ମେଡିକାଲ ଭୁବନେଶ୍ୱର ରେ ତିଆରି କରିବେ ଏହି ପରି ହେବ ନାହିଁ ତ?
@spandancreationodisha4533
@spandancreationodisha4533 3 жыл бұрын
କିଏ କହି ପାରିବ 🤔😇
@spandancreationodisha4533
@spandancreationodisha4533 3 жыл бұрын
Only 25 % BED reserve for ECONOMICALLY BACKWARD PEOPLE,🤔😇Lets see Wat happening
@AbdulHalim-bl8ok
@AbdulHalim-bl8ok 4 ай бұрын
ସେ ହସପିଟାଲକୁ ସରକାର ଦୟାକରି ବଂଦକରିଦିଅନ୍ତୁ।
@biswajitsethi7008
@biswajitsethi7008 3 жыл бұрын
ଚିକିତ୍ସା ନାଁରେ କେବଳ ଲୁଟ ଚାଲିଛି... ସରକାର ଅନ୍ଧ
@AllinONE-gi1lm
@AllinONE-gi1lm 3 жыл бұрын
Hospital ku jali dea..
@nareshmaharana6786
@nareshmaharana6786 3 жыл бұрын
ଓଡ଼ିଶା ରେ ଯେତେ ପ୍ରାଇଭେଟ୍ ମେଡିକାଲ , ପ୍ରାଇଭେଟ୍ ସ୍କୁଲ କଲେଜ , ଯାତ୍ରା ପାଟି ଅଛି ସାବୁ ସରକାରଙ୍କ MLA, MP କର ,ଏଠି ସେମାନେ ଏ ସାବୁ କରି ଓଡିଶା ଲୋକଙ୍କୁ ଶୋଷଣ କରି ଚାଲିଛନ୍ତି
@babula2011
@babula2011 3 жыл бұрын
Vai Sarkar sabu jannichhanti,maal miluchhi naaa
@kartikbehera4226
@kartikbehera4226 3 жыл бұрын
Government miski a sabu karuchi
@jyotirmayeepatro6108
@jyotirmayeepatro6108 3 жыл бұрын
@@nareshmaharana6786 right bhi
@ashokbadajena8568
@ashokbadajena8568 11 ай бұрын
ଏମିତି ଲକ୍ଷ ଲକ୍ଷ କେଶ୍ ଦୀର୍ଘ ୨୦ ବର୍ଷ ହେଲା,,ମଦୁଆ ସରକାର୍ କୁ ଆହୁରି ଭୋଟ ଦେଇ ପୁଣି ପ୍ରେମ କର ,,,,,,,,, ହା ହା ହା,, ବା ବା ରେ ମୁର୍ଖ ଭୋଟର
@bhagirathibisoyi1322
@bhagirathibisoyi1322 3 жыл бұрын
ଓଡିଶା ର ଡାକ୍ତର ମାନେ ଆଉ କେତେଦିନ ଗଲେ ମାଟି ପଥର ବି ଖାଇଯିବେ? କାରଣ ଆମ ରାଜ୍ୟର ସ୍ୱାସ୍ଥ୍ୟ ବବ୍ୟଷ୍ଟା ଠିକ ନାହିଁ
@smartcitybhubaneswar4269
@smartcitybhubaneswar4269 3 жыл бұрын
Are bhai se maagia gudanku badouna kahniki
@sasimsuman5277
@sasimsuman5277 3 жыл бұрын
Tu asunu doctor habu mg
@mohankumarbehera3706
@mohankumarbehera3706 3 жыл бұрын
Vai doctor mane nuhe ....owner mane hi sabu
@sujatapraharaj3892
@sujatapraharaj3892 3 жыл бұрын
ଶିକ୍ଷା ଓ ସ୍ୱାସ୍ଥ୍ୟ ବର୍ତ୍ତମାନ ସମୟରେ ସବୁଠାରୁ ବଡ ଓ ଲାଭଦାୟକ ବ୍ୟବସାୟ । ଜନତା ସଂପୂର୍ଣ୍ଣ ଅସହାୟ, ଆଉ ଏମାନେ ପୋଖତ ବେପାରୀ । ଧର୍ମ ନ ସହୁ ଏମାନଙ୍କୁ ।
@sonumasti67
@sonumasti67 3 жыл бұрын
ପୋଲିସ୍କୁ କିଛି ଲାଞ୍ଚ ଦେଇଦେବେ ଖେଳ ଖତମ ପୋଲିସ ମାନଙ୍କୁ ନୁହେ ମୋର ସମସ୍ତ ସରକାରି ଉପରେ ନିର୍ଭର କରି ଚଳୁ ଥିବା ଗରିବମାନଙ୍କୁ ସାହାୟ୍ଯ କରନ୍ତୁ
@pppp418
@pppp418 3 жыл бұрын
Odissa police fist no1 lanchuaa,sarakar aji nahi election bele sabu asibe,
@jagannathgouda8585
@jagannathgouda8585 3 жыл бұрын
ଓଡ଼ିଶାରେ ନେତା ଟୂ Govt.. Pvt... ଲୋକଙ୍କୁ ଚଳୁ କରିବା ଜାଣନ୍ତି..... ଖାଇଯାଅ.... ଏବେ ଆପଣ ମାନେ ଖୁସିତ.... କହିବାକୁ ଲାଜ ଲାଗୁଛି... ହେଲେ ବାଧ୍ୟ ହେଈକହୁଛି.... କିଛି ଚୋର ମୁହାଁ ଙ୍କ ପାଇଁ... ଏସରକାର କୁ ଯିଏ ଟାଣୁଛି.... ଦେଖ.... ଅପେରସନ ପାଇଁ price ନାହିଁ.... ଯିଏ ଯେତେ ପାରିବ ଲୁଟିବ.... ଭୁଲ କାହାର... GUIDE LINE ମୋବାପl କରିବ... .....
@paramanandabehera8403
@paramanandabehera8403 3 жыл бұрын
ଏହି ହସ୍ପିଟାଲ କୁ ଗବର (Gabbar)ଦରକାର
@maharana9573
@maharana9573 3 жыл бұрын
Yes
@byasadevrana1902
@byasadevrana1902 Жыл бұрын
ଅତିଶୀଘ୍ର ଏହି ହସପିଟାଲ କୁ ସିଲ କରାଯାଉ
@pramodmanna9854
@pramodmanna9854 3 жыл бұрын
ସରକାର ଜବାବ୍ ଦିଅ
@prasantapattanaik862
@prasantapattanaik862 5 ай бұрын
କେମିତି ନର୍ସିଂ ହୋମ୍ ଓ ପ୍ରାଇଭେଟ୍ ହସ୍ପିଟାଲ ଲୋକଙ୍କୁ ମନଇଚ୍ଛା ଶୋଷଣ କରୁଛନ୍ତି ସରକାରଂକ ସ୍ବାସ୍ଥ୍ୟ ବିଭାଗ ଶିଘ୍ର ଦୃଷ୍ଟି ଦିଅନ୍ତୁ।ସବୁଠି ରାଜ୍ୟ ସାରା ଏହା ଚାଲିଛି।
@chinmayapradhan5907
@chinmayapradhan5907 3 жыл бұрын
ଆରେ ଭାଇ ବଡି ଚେକ୍ କର ।କିଛି ପାଟ୍ ଚୋରି ହେଇନି ତ
@God14366
@God14366 3 жыл бұрын
Sata kahila bhai
@Manoranjan1900
@Manoranjan1900 3 жыл бұрын
ସରକାର ଏମିତି hospital କୁ ପ୍ରୋତ୍ସାହନ ଦିଅନ୍ତୁ ନାହିଁ । Inquiry କରି step ନିଅନ୍ତୁ
@AjayKumar-rr2mv
@AjayKumar-rr2mv 3 жыл бұрын
ମାଳ ମାଳ ସ୍ୱାସ୍ଥ୍ୟ ଯୋଜନା କାହା ପାଇଁ?
@alwaysmotivatedhamesamotiv4012
@alwaysmotivatedhamesamotiv4012 3 жыл бұрын
Right bhai,,se yojana sabu prahasana,,,,,
@rajamahapatra7784
@rajamahapatra7784 3 жыл бұрын
Doctor nka pila Mane pain
@creatorbabu708
@creatorbabu708 3 жыл бұрын
ଡାକ୍ତର ଙ୍କୁ ଆଉ ଭଗବାନ କହିବାକୁ ଲାଜ ଲାଗୁଚି ଆଜି ର ବଡ଼ ବଡ଼ ହସ୍ପିଟାଲ୍ ରେ । ଏସବୁ ଉପରେ ନଜର ପଡୁନି ଆଇନ୍ , କାନୁନ୍ ର । ଖାଲି ତ ସାଧାରଣ , ଗରିବ ଉପରେ ଲୁଟିବାକୁ ନଜର
@odiaboydhirendra
@odiaboydhirendra 3 жыл бұрын
ହସ୍ପିଟାଲ ସିଲ ହଉ
@manojsahoo1105
@manojsahoo1105 3 жыл бұрын
ସ୍ବାସ୍ଥ୍ୟ ସେବା ପାଇଁଁ ଏକ ଜନ ଆନ୍ଦୋଳନ ଆବଶ୍ୟକ । ଏକ ଗଣତନ୍ତ୍ର ରାଷ୍ଟ୍ରରେ ପ୍ରତେକ ବ୍ୟକ୍ତିଙ୍କ ର ବଞ୍ଚିବା ର ଅଧିକାର ଆଛି । ଏଠି ଧନୀ ଗରିବ କିଛି ନାହିଁ ।ସ୍ବାସ୍ଥ୍ୟ ସେବା କୁ ଯଥେଷ୍ଟ ଗୁରୁତ୍ଵ ଦେବା ଉଚିତ୍ । କିନ୍ତୁ ବର୍ତ୍ତମାନ ସ୍ବାସ୍ଥ୍ୟ ସେବା ନ ରେ ହରିଲୁଟ୍ ଚାଲିଛି । ଗରିବ ଓ ମଧ୍ୟମ ବର୍ଗ ରେ ଲୋକ ସର୍ବସ୍ବାନ୍ତ ହେଲା ପରେ ଶବ ପାଇଁ ସଙ୍ଘର୍ଷ କରିବା କୁ ପଡୁଛି ।
@satyamshivam4203
@satyamshivam4203 3 жыл бұрын
ସ୍ବାସ୍ଥ୍ୟ ବିଭାଗ ତ କେବଳ ନାମକୁ ମାତ୍ର ଅଛି।
@santoshkumarmishra2620
@santoshkumarmishra2620 Жыл бұрын
ରୋଗୀକୁ ଲୁଟୁଥିବା ଲୋକକୁ କେବଳ ମାଡ ମରାଯାଉ.
@gayatrijena370
@gayatrijena370 3 жыл бұрын
Hospital ku band kara au sabu doctor nku suspend kara , gote pala chaleichanti , nija ra hele janibe
@smitasahoo29
@smitasahoo29 3 жыл бұрын
Han se hospital band Kariba katha
@jitusahu5505
@jitusahu5505 3 жыл бұрын
Hospital re niaa lagaeiba darkaar
@jitusahu5505
@jitusahu5505 3 жыл бұрын
@@smitasahoo29 hospital re niaa lagajaau
@jitusahu5505
@jitusahu5505 3 жыл бұрын
Medical ku podidia
@sachidanandaswain2556
@sachidanandaswain2556 3 жыл бұрын
Govt medical thau thau emane private medical januchanti kanhiki...
@lipunoffical268
@lipunoffical268 11 ай бұрын
ସତ କଥା ଆଜ୍ଞା ଉତ୍କଳ ହସ୍ପିଟାଲ ରେ ବହୁତ ଠକାମି ହୁଏ
@arunpadhan6091
@arunpadhan6091 3 жыл бұрын
ସରକାର ଙ୍କ ତରଫରୁ ତଦନ୍ତ ପାଇଁ ଅନୁରୋଧ, check the scandal 🙏
@janakidash6833
@janakidash6833 3 жыл бұрын
ଅଙ୍ଗ ବିକ୍ରି କେଉଁଠି ହେଉଛି କି
@sagarbaskey143
@sagarbaskey143 3 жыл бұрын
ଚିକିତ୍ସା ନାଁ ରେ ଚାଲିବ ଲୁଟ୍ । ସାଧାରଣ ଜନତା ଉପରେ ଏମିତି ଅତ୍ୟାଚାର ଚାଲିବ ।ଆଉ ପ୍ରଶାସନ ଶୋଇ ରହିବ । ଏ ହେଲା ନବୀନ ସରକାର ର ଶାସନ ।
@gourcharanmahapatra295
@gourcharanmahapatra295 5 ай бұрын
ଏଇଟା ଗୋଟେ ଭଲ ବେପାର ଚାଲିଛି। ସରକାର ଏ ବିଷୟରେ କାରଣ ଜାଣିବା ଦରକାର।
@manaskumar4059
@manaskumar4059 4 ай бұрын
Sabu sala misichhanti sara kar aau hospital
@TheSibaSwain
@TheSibaSwain 3 жыл бұрын
ଉତ୍କଳ ନା ଟା କଣ ଲାଗି ବଦନାମ କରୁଛ। ତମ ନା ଲୁଟେରା ହସ୍ପିଟାଲ ଟା ଭଲ ହବ।
@pinkunayak8387
@pinkunayak8387 3 жыл бұрын
,, ଏମାନେ ଗୁଟେ ଧନ୍ଦା ଲଗେଇଛନ୍ତି ତୁରନ୍ତ ସିଲ କରାଯାଉ
@jambhu5312
@jambhu5312 3 жыл бұрын
ଭୁବନେଶ୍ବରରେ samaste ଲୁଟୁଛନ୍ତି
@chandrakumar2377
@chandrakumar2377 3 жыл бұрын
ଡାକ୍ତରଖାନା ମାଲିକଙ୍କୁ ପୋଷାକରେ ନ ଛାଡି ସହରକୁ ଘୂର୍ଣ୍ଣନ କରନ୍ତୁ
@prabhudattapadhan9696
@prabhudattapadhan9696 3 жыл бұрын
Hospital ku blasting karidiajau
@trilochanabhola2493
@trilochanabhola2493 3 жыл бұрын
ମୁବି ମାଓବାଦୀହିବି ଆସ ଭାଇ ମାନେ ସମସ୍ତେ ଆମ ଓଡିଶା ଗାଣ୍ଡିମାର ମାନକୁ ମାରି ଦବା ok
@rajkumardharua3889
@rajkumardharua3889 3 жыл бұрын
Hospital Ku Pura luck Kara jau
@prananathpati9976
@prananathpati9976 3 жыл бұрын
ତୁମେ ସରକାରୀ ହସପିଟାଲକୁ ଗଲ ନାହିଁ କାହିକିଁ? ତୁମେ କଣ ଜାଣିନ ଏମାନେ ରକ୍ତ ଶୋଷକ ଯୋକ!
@sandhyatara1993
@sandhyatara1993 5 ай бұрын
ସରକାରୀ ହସ୍ପିଟାଲ ପରା ପଠେଇ ଦଉଛନ୍ତି ଏଇମାନଙ୍କ ପାଖକୁ.... ସରକାର ତ ଯୋଜନା କରିଦେଇଛନ୍ତି duty ଖତମ.... ସବୁ ମିଳି ଭଗତ...
@tapandeoll.m..4840
@tapandeoll.m..4840 3 жыл бұрын
Licence of this hospital must be cancelled and the hospital building be sealed immediately .
@naturesparadise8859
@naturesparadise8859 3 жыл бұрын
ମୁଖ୍ୟମନ୍ତ୍ରୀ ମହାଶୟ ଙ୍କ ଚକ୍ଷୁ କୁ ଏ ସବୁ କଣ ଦୃଷ୍ଟିଗୋଚର ହେଉନାହିଁ ନ କଣ ନ ସବୁ ଜାଣି ଅଜଣା ହେବା ର ଅଭିନୟ କରାଯାଉଛି
@KNOWLEDGELEARNING89
@KNOWLEDGELEARNING89 3 жыл бұрын
Ae gote hospital nuha,Bbsr ra prya sabu hospital re emati chalechi....😭😭
@santoshinigouda7870
@santoshinigouda7870 3 жыл бұрын
Ryt
@tapanlifestyle9481
@tapanlifestyle9481 3 жыл бұрын
Sosana karuchanti
@RabindranathPanigrahi-t5l
@RabindranathPanigrahi-t5l 5 ай бұрын
Private hospital କୁ ଯିଏ ଯିବ ଏପରି ଅବସ୍ଥା ହେବ । ଏ hospital ଆମ ପାଇଁ ନୁହେଁ ଯାହାର ବହୁତ୍ 2 ନମ୍ବର ଟଙ୍କା ଥିବ ସେ କେବଳ treatment ହୋଇ ପାରିବ ।
@tribhubandas7839
@tribhubandas7839 3 жыл бұрын
ଏ ଶଳା doctor କୁ କୁକୁର ଭଳି ପିଟିବା କଥା
@sasanksekharaswain9208
@sasanksekharaswain9208 7 ай бұрын
ଏଇ ଭଳି ଲୁଟୁଛନ୍ତି , ଭଗବାନ ସହିବେନି , ସୁଧୁରୀ ଯାଅ
@pradiptakubehera
@pradiptakubehera 3 жыл бұрын
Please inform the Health minister, 5T Secretary as well as to the Chief Minister of Odisha to check the reality of common people.
@wepeople2860
@wepeople2860 4 ай бұрын
ସ୍ବାସ୍ଥ୍ୟ ଓ ଶିକ୍ଷା, ର ବ୍ୟବସାଇୟୀ କରଣ ଗୋଟେ ବଡ଼ ସମସ୍ୟା। ଏଭଳି ସଂସ୍ଥା ଉପରେ ସରକାରଙ୍କ କଣ୍ଟ୍ରୋଲ ନାହିଁ ।
@bikrambabu2481
@bikrambabu2481 3 жыл бұрын
Nabina 1month vitare marigale mu gariba loka nku khiba ku debi ..
@dharmarajpatsani3395
@dharmarajpatsani3395 3 жыл бұрын
Bhai mun ama padisa gariba lokonka paein bhoji rakhibi😁
@mangalsingh3630
@mangalsingh3630 3 жыл бұрын
Hi Dr
@Abhijitdas-bf9ky
@Abhijitdas-bf9ky 3 жыл бұрын
@@dharmarajpatsani3395 mu chenapoda bantibi
@pppp418
@pppp418 3 жыл бұрын
Bhaii mu ta bhauchhi kebethu a buda kebe moribo,Amara a odissa ku gote odia santi milibo
@Bhabanishankarpati466
@Bhabanishankarpati466 10 ай бұрын
Immediately taken strictly action against that Utkal Hospital..
@biswaranjansahoo1713
@biswaranjansahoo1713 3 жыл бұрын
good work by team Argus
@ashokpati4792
@ashokpati4792 5 ай бұрын
ଏମ୍ସ ଗଲନି ସେଠାକୁ କାହିଁକି ଗଲ ? ସରକାରି ହାସ୍ପାତାଲ ରେ ମାଗଣାରେ ଭଲ ଟ୍ରିଟମେଣ୍ଟ ହେଉଚି । ଏତକ କ ଜଣା ନାହିଁ ?
@pintukumar-qx9fi
@pintukumar-qx9fi 3 жыл бұрын
Sabu heath minister naba Das ro kamal
@bhaktimarga853
@bhaktimarga853 8 ай бұрын
ଯେଉଁ ବ୍ୟକ୍ତି ଏହିପରି ହସ୍ପିଟାଲ କରିଛନ୍ତି ସେ ଦୀର୍ଘଦିନ ଜନସେବା କରି ଏହିପରି ହସ୍ପିଟାଲ କରିଛନ୍ତି. ତାଙ୍କର ଜନସେବାରେ ଅଭିଜ୍ଞାତା ଅଛି. ତେଣୁ ସେ ଜନସେବା କରି ଟଙ୍କା ନେବେ. ରୋଗୀ ମାରୁ ଅବା ବଞ୍ଚୁ.
@trilochanpal8429
@trilochanpal8429 3 жыл бұрын
Well done argus media 👏
@sangitasamal
@sangitasamal 10 ай бұрын
Odisha kebe shikhiba
@gopalchandrapuhan2194
@gopalchandrapuhan2194 3 жыл бұрын
THE STRONG ACTION SHOULD BE TAKEN FOR TO THIS MATTER & ALSO AGAINST THE HOSPITAL.
@chittaranjanadek264
@chittaranjanadek264 3 жыл бұрын
ଏଇ କିଛି କାରଣ ପାଇଁ ଆଜି ଭାରତ ରେ ଏତେ ମାତ୍ରା ରେ ମହାବାଦୀ .... ସରକାର କିଛି ବୁଝିବେନି ଖାଲି ଭୋଟ ନେବେ.....
@ashispradhan5357
@ashispradhan5357 3 жыл бұрын
ପଇସା ଲୁଟ୍ ହେବା ପାଇଁ ,ମେଡିକାଲ ଖୋଲା ହେଇଛି??docter kan God??
@sandhyatara1993
@sandhyatara1993 5 ай бұрын
1:39 ହଁ ପଇସା ଲୁଟୁଛନ୍ତି.. ବିଲ ଦେଲାବେଳେ ମନଇଛା ଟେଷ୍ଟ ର ପଇସା ପକାଉଛନ୍ତି.. ଭୁବନେଶ୍ୱର ର ଏକ ନାମୀ ହସ୍ପିଟାଲ ରେ ଆଜ୍ଞା ଯୋଉ ଟେଷ୍ଟ ହେଇନାହିଁ ତା mention କରାହେଇଛି...ସିଟି ସ୍କାନ ହେଇନାହିଁ କିନ୍ତୁ ବିଲ ରେ ଲେଖା ଥିଲା... ଯେତେବେଳେ ଇନ୍ସୁରାନ୍ସ କୁ ଆମେ ପଠେଇଲୁ ସେ କହିଲେ ବିଲ ରେ ଅଛି କିନ୍ତୁ ରିପୋର୍ଟ ନାହିଁ.... ସେତେବେଳେ ହସ୍ପିଟାଲ ଵାଲା ଡରି ଯାଇ ତୁରନ୍ତ କାଟିଲେ... ଓଲଟି ଆମକୁ 5000 ଫେରେଇବାକୁ ବସିଥିଲେ... ଭାବନ୍ତୁ କି ପ୍ରକାର ଚାଲିଛି.... ଯୋଉ gloves, wipes, sheet ବାହାରେ କମ ଦାମ ତାକୁ ଡବଲ ରେଟ ରେ ବିକାଉଛନ୍ତି...ଯୋଉମାନେ ପାଠ ପଢିନାହାନ୍ତି ସେମାନେ କଣ ବୁଝିବେ???ସ୍ୱାସ୍ଥ୍ୟ କାର୍ଡ ଅଛି ମାନେ ଲୁଟ...
@chandrakumar2377
@chandrakumar2377 3 жыл бұрын
AK47 का सीना में गोली चाहिए Hit with slippers and roam the city. ଡାକ୍ତରଖାନା ମାଲିକ ଡାକ୍ତରଖାନା ଡାକ୍ତର ଦୁହିଁଙ୍କୁ ଦୁ ief ଖ ଓ ନିର୍ଯାତନାରେ ପିଟିଥିଲେIf you want to get justice, then do just that This is my decision
@supydash
@supydash 3 жыл бұрын
Rajadhani ra sabu hospital condition seia bhai..
@krishanakrish4444
@krishanakrish4444 10 ай бұрын
0:27 😂ଅଖୟକୁମାରମୁଭି
@krishanakrish4444
@krishanakrish4444 10 ай бұрын
0:33
@satyamohanty590
@satyamohanty590 3 жыл бұрын
Sala Kanak channel au otv sikha khali bakwas jinisa dekhautha. Kebe ta gote amiti right news telecast kara.
@bhajaharimohanta1305
@bhajaharimohanta1305 3 жыл бұрын
ହେ ଭଗବାନ
@Chanelowner
@Chanelowner 3 жыл бұрын
Sobu hospital ro fees gudiko govt online re available milanta i think lutera kichhi komithanta Second kotha sobu hospital ro treatment fee same diesese pain same heba dorkar.Hle Jay lute komibo🙏🙏🙏🙏🙏
@kailashchandrajena8405
@kailashchandrajena8405 7 ай бұрын
Argus is pioneer in bringing such type of cheating to the public...thank you
@devanshdas5127
@devanshdas5127 3 жыл бұрын
Hospital ku band karajau...band kale Jai Anya hospital au doctor nka cheta pasiba
@kailashchandrapadhiary5512
@kailashchandrapadhiary5512 3 жыл бұрын
Why don't you choose the Government Hospitals ??
@soumyaranjan6709
@soumyaranjan6709 3 жыл бұрын
Gotia word re kuhajiba sosana
@kalicharanmahapatra885
@kalicharanmahapatra885 11 ай бұрын
ଜୟ ଶ୍ରୀ ରାମ ,ଜୟ ହନୁମାନ ହେ ପ୍ରଭୁ ଏ ସୈତାନ୍ ମାନଙ୍କୁ ଉଚିତ୍ ଶାସ୍ତି ଦିଅ ପ୍ରଭୁ ,ସରକାରଙ୍କୁ କହିହାଉନି କାରଣ ଏ ଇ ସରକାର ସୈତାନ୍ ଠୁ ଆହୁରି ଭୟଙ୍କର
@chakrapanipradhan2643
@chakrapanipradhan2643 3 жыл бұрын
Mg sia tama wife pakhare soithila je Tathu neicha mg sale🔥🔥
@chandanbindashcp1873
@chandanbindashcp1873 3 жыл бұрын
ଖାଲି ମାଡ଼ ଦରକାର୍ 🙏🙏
@mrtraveler3328
@mrtraveler3328 4 ай бұрын
ଟଙ୍କା ନିଅ ଭୋଟ ଦିଅର ପରିଣତି, ଆଗକୁ ଆଉ କାହାର ବି ଏମିତି ହେଇପାରେ ଯଉ ପର୍ଯ୍ୟନ୍ତ ଏଈ ଲୋକ ସୁଧରିବେନି ଏମିତି ହବ ସବୁ ମାଗଣା ରାସନ ଖାଇବା କୁ ସରକାର କୁ ଦାବି ନକରି ମାଗଣା ଶିକ୍ଷା ଆଉ ଚିକିତ୍ସା ପାଇଁ ଦାବି କରବା କଥା.. କିଛି ଗୋବର ଗାଡ଼ିଆ ମୁଣ୍ଡରେ ପଶିବନି ଏଈ କଥା...
@sribatshamallik6184
@sribatshamallik6184 19 күн бұрын
ରୋଗୀଙ୍କ ସମ୍ପର୍କୀୟ ଯିଏ ତାଙ୍କୁ ମିଛ କହି bsky ରୁ ମୋଟା ରକମ ର ଟଙ୍କା କାଟୁଛନ୍ତି,ମୋ ସହ ଏମିତି ତିନି ଚାରି ଥର ଏଠି ଏହି ଉତ୍କଳ hospital ରେ ହେଇଚି,ଟଙ୍କା ପାଇଁ ଯେଉଁ ଭଳି ଲୋକଙ୍କୁ ମିଛର operation କରି ତାଙ୍କୁ ଜୀବନ ରେ ମାରି ଦେଉଛନ୍ତି ଅଥବା ରୋଗୀ ଘରକୁ ଯାଇ ଦୁଇ ତିନିଦିନ ରେ ମୃତ୍ୟୁ କରୁଚି,
@santoshkumarmishra2620
@santoshkumarmishra2620 3 ай бұрын
ସାଧାରଣ ଜନତା ଆଇନ କୁ ହାତକୁ ନେବାପାଇଁ ବାଧ୍ଯ ହେବେ.
@dr.debaprasadpatra4098
@dr.debaprasadpatra4098 3 жыл бұрын
*😡😡😡😡ଅପେକ୍ଷା କର ମୋର ଓଡିଶା ବାସି ଏ ଚୋର ଗୁଡାକୁ କେମିତି ଶାସ୍ତି ଦେବି ଦେଖିବ....ଖାଲି ଆଖିରେ ଦେଖିବ TV ରେ ଆହୁ ଶୁଣିବ ମୁଁ କଣ କରୁଛି...2030 କୁ ଅପେକ୍ଷା ରେ ରୁହ...ଭାବି ଥିବ ଭାରତରେ ଏମିତି ସରକାର ଦେଶର ସ୍ୱାଧୀନତା ଠାରୁ ଦେଖି ନ ଥିବ..India ରେ କୌଣସି ରାଜ୍ୟ ରେ ଏମିତି ଆଇନ ନ ଥିବ..ଆମ ଓଡିଶା ବାସି ବହୁତ କୋଷ୍ଟ ପାଉଛି...ମୁଁ ଯଦି ଏହି ସମୟରେ ସରକାର ଥାନ୍ତି ନା ଏ ଚୋର hospital କୁ କେମିତି ହଟାଇ ଥାନ୍ତି ଦେଖିଥାନ୍ତ*
@sameerranjansahoo2506
@sameerranjansahoo2506 3 жыл бұрын
ରାଜ୍ୟ ସରକାର ସ୍ୱାନ ନିଦ୍ରାରେ ।
@amarendramohanty2743
@amarendramohanty2743 5 ай бұрын
You need change during election time, so everything has been changed from Kitchen to Hospital and it was expected. Recently I had a very bad experience about UTKAL hospital management, but Doctors are well qualified and well behaved .
@somanathpani7504
@somanathpani7504 3 жыл бұрын
ଓଡ଼ିଶାରେ ବହୁତ୍ ହସ୍ପିଟାଲ୍ ରେ ଏମିତି ହେଉଛି
@Simanchal-ek5de
@Simanchal-ek5de 7 ай бұрын
ଲୋକ ଠାରୁ ଏମିତି pvt ହସ୍ପିଟାଲ ଶୋଷଣ କରିବା ସ୍ବାଗତ ଯୋଗ୍ୟ । ଲୋକ ମାନେ ସରକାରୀ ହସ୍ପିଟାଲ କୁ ଭରସା କରୁନଥିବାରୁ ଏମିତି ହେଉଛି
@manasdash2178
@manasdash2178 3 жыл бұрын
ଡାକ୍ତରଖାନାର ଲାଇସେନ୍ସ ରଦ୍‌ କରାଜାଉ
@Soniatania7
@Soniatania7 3 жыл бұрын
ହଫିଟାଲ ବନ୍ଦ କରାଯାଉ
@kabudas8617
@kabudas8617 3 ай бұрын
ଆପୋଲ ହସ୍ପିଟାଲ୍ ପରେ ଉତ୍କଳ ହସ୍ପିଟାଲ୍ ପାଳି ପଡିଲା ବୋଧେ..? ତେଣେ ମୋହନ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି...! ଚିକିତ୍ସା ନାଁ କେବଳ ଶୋଷଣ କରୁଛନ୍ତି ସବୁ ପ୍ରାଇଭେଟ୍ ହସ୍ପିଟାଲ୍😢
@purnanayak5383
@purnanayak5383 Жыл бұрын
ଲୁଟ୍ ର ୧ ନମ୍ବର ରାଜ୍ୟ ଓଡ଼ିଶା
@dibyasinghparida4360
@dibyasinghparida4360 3 жыл бұрын
ହାରାମି ଗୁଡାକ,ମାଡ ଦରକାର,
@routcreation6266
@routcreation6266 3 жыл бұрын
ଚିକିତ୍ସା ନାରେ କେବଳ ଠକେଇ... ଏମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦରକାର
@hrudayaragita7961
@hrudayaragita7961 5 ай бұрын
ଗରିବ ଲୋକଙ୍କୁ ହଇରାଣ କରନ୍ତୁ ନାହିଁ
@BighneswarBehera-gf5kt
@BighneswarBehera-gf5kt 4 ай бұрын
ଭୁବନେଶ୍ୱର ର ଯେତେ haspital ଅଛି ସବୁ ଠକ total ଭଲ ଡକ୍ଟର ନାହାନ୍ତି ଟ୍ରିଟମେଣ୍ଟ ଭଲ ନୁହ ମଣିଷକୁ ମାରି ଦେଉଛନ୍ତି ପଇସା ସୋସୁଛନ୍ତି ସବୁଠୁ ଭଲ ଟ୍ରିଟମେଣ୍ଟ scb ମେଡିକାଲ କଟକ ଜିବାଟା ବେଟର
@balarammalik4185
@balarammalik4185 3 жыл бұрын
କୁଆଡେ ଗଲେ ଭଗବାନ ଏତେ କେମିତି ହେଉଛନ୍ତି ନିର୍ଦୟ Returned Gabar is back
@gaurapadhan8928
@gaurapadhan8928 3 жыл бұрын
ଏମିତି କିଛି ବଡ଼ ବଡ଼ ହସ୍ପିଟାଲ ପଇସା ଲୁଟିବା ପାଇଁ ସରକାର କୁ ଟିକସ ଦେଉଛନ୍ତି, ଆଉ ମଣିଷ ମାରି ପାରୁଛନ୍ତି, ତାଙ୍କୁ ସିବିଆଇ ଧରିବ ନହିଁ
@sanjayswain1625
@sanjayswain1625 5 ай бұрын
Thank you argus chanei
@techgopalcreative3760
@techgopalcreative3760 6 ай бұрын
ସରକାର ନିଷ୍ପତ୍ତି ଗ୍ରହଣ କରି ବନ୍ଦ କରନ୍ତୁ ଏ ହସ୍ପିଟାଲ କୁ
@jchoudhury274
@jchoudhury274 11 ай бұрын
ଓଡ଼ିଶା ସରକାର ଏଥି ପାଇଁ ଦାୟୀ ସ୍ବାସ୍ଥ୍ୟ ମନ୍ତ୍ରୀ ସାମିଲ ଅଛନ୍ତି ଲୁଟି ବା ରେ
@hrudayaragita7961
@hrudayaragita7961 5 ай бұрын
ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ
@explorewithmayadhar7055
@explorewithmayadhar7055 3 жыл бұрын
ତୁରନ୍ତ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଚିତ ପଦକ୍ଷେପ ନିଅନ୍ତୁ,ନଚେତ ନିରୀହ ଲୋକମାନେ ଏଇପରି କରୋନ ସମୟରେ ବଳି ପଡିଯିବେ, ଏ ବିପଦରୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର ଙ୍କୁ ସମାଜର ମଙ୍ଗଳ ପାଇଁ ନିବେଦନ ।
@ronidalai4985
@ronidalai4985 3 жыл бұрын
ଏମିତି ମେଡିକାଲ୍ ଗୁଡ଼ିକ ସିଲ୍ କରାଯାଉ। ଏ ସବୁ କେମିତି ଅଣଦେଖା କରୁଛନ୍ତି ନବୀନ ବାବୁ।
It's the natural ones that are the most beautiful#Harley Quinn #joker
01:00
Harley Quinn with the Joker
Рет қаралды 19 МЛН
SHE CAME BACK LIKE NOTHING HAPPENED! 🤣 #shorts
00:21
Joe Albanese
Рет қаралды 19 МЛН
Konark Sun Temple !! Odisha Konark Temple Story
20:59
DIBYABRAMHA PRODUCTION
Рет қаралды 6 МЛН