ପଇସା ପାଇଁ ଡହଳବିକଳ ଲାଞ୍ଚୁଆ ପୁଲିସ | Vigilance Nabs Two Police Officers In Balsore | Odisha Reporter

  Рет қаралды 716,830

Odisha Reporter

Odisha Reporter

Күн бұрын

ବାଲେଶ୍ବର ପୁଲିସ ବିରୋଧରେ ମାଳ ମାଳ ଅଭିଯୋଗ। ଭିଜିଲାନ୍ସ ପଞ୍ଝାରେ ଦୁଇଜଣ ପୁଲିସ ବାବୁ ପଡ଼ିବା ପରେ ବି ରହିଛି ଆଉ କିଛି ଲାଞ୍ଚୁଆ ଅଧିକାରୀ। କେଉଁ ଥାନା ଅଧିକାରୀଙ୍କଠୁ ଆରମ୍ଭ କରିବେ ଆଉ କେତେ ଥାନା ଅଧିକାରୀଙ୍କ ନିକଟରେ ଶେଷ କରିବେ, ତାହା କେବଳ ମଦ ବ୍ୟବସାୟୀ ଜଣଙ୍କ କହିପାରିବେ। ମାସିକ ବଟି ପାଇଁ ଝୁଣି ପକାଇଲେ ପୁଲିସ ବାବୁମାନେ। ଡ୍ରାଇଭରଙ୍କଠାରୁ ଆରମ୍ଭ କରି ଥାନା ଅଧିକାରୀ, ସମସ୍ତଙ୍କୁ ଦରକାର ମାସିକିଆ ବଟି। ପରିସ୍ଥିତି ଏମିତି ହେଲା ଯେ,ଶେଷରେ ସାମ୍ବାଦିକ ସମ୍ମିଳନୀ କରି ଲାଞ୍ଚୁଆ ପୁଲିସଙ୍କ କଳା ଚିଠା ଖୋଲିଦେଲେ ମଦ ବ୍ୟବସାୟୀ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#odisha #OdishaReporter #balasore #police

Пікірлер: 793
Conversation Of Constable Who Taken Bribe
7:29
Kanak News
Рет қаралды 2 МЛН
An Unknown Ending💪
00:49
ISSEI / いっせい
Рет қаралды 56 МЛН
哈莉奎因怎么变骷髅了#小丑 #shorts
00:19
好人小丑
Рет қаралды 53 МЛН
ПРИКОЛЫ НАД БРАТОМ #shorts
00:23
Паша Осадчий
Рет қаралды 6 МЛН
An Unknown Ending💪
00:49
ISSEI / いっせい
Рет қаралды 56 МЛН