Aswini Guarantees, Odisha Not To Suffer A Single Rupee Loss Due To New Rail Division

  Рет қаралды 26,705

Nirbhay

Nirbhay

Күн бұрын

Пікірлер: 96
@homundaaarsi9489
@homundaaarsi9489 Күн бұрын
ଯୁଆଡ଼େ ବର୍ଷା ସିଆଡ଼େ ଛତା।।। Nirbhaya episode..
@chandipadapanda4707
@chandipadapanda4707 Күн бұрын
ଆପଣଙ୍କର ଆଲୋଚନା ଅତି ମହତ୍ତ୍ବପୂର୍ଣ୍ଣ ଅଟେ ।ଅନେକ ପ୍ରସ୍ତାବ ଯାହା ବ୍ଯକ୍ତ କରିଛନ୍ତି ତାହା ସ୍ବାଗତ ଯୋଗ୍ଯ ।
@manasdas5715
@manasdas5715 Күн бұрын
ଆପଣ ଆଜି ସୁନ୍ଦର ପ୍ରସ୍ତାବଟି ଉପସ୍ଥାପନା କରିଛନ୍ତି କେନ୍ଦ୍ର ସରକାର ତଥା ରେଳ ମନ୍ତ୍ରୀ ଙ୍କ ପାଖରେ ଉପଯୁକ୍ତ ଦାବୀ, ଆଗରୁ ମୁଁ ବୁଝି ପାରୁନଥିଲି ଜୋନ ଏବଂ ଡିଭିଜନ ବାବଦରେ ଆଜି ପ୍ରାଞ୍ଜଳ ଭାବରେ ବୁଝିଗଲି, ଧନ୍ୟବାଦ ଆଞ୍ଜା ଜହାବି ହେଉ ଓଡ଼ିଶା ବିକାଶ ପାଇଁ ସମସ୍ତ ଉଦ୍ୟମ ଜାରିରହିଥାଉ👌🙏
@BishnucharanRay-xy5ox
@BishnucharanRay-xy5ox Күн бұрын
ଯାଜପୁରରୋଡ ଠାରେ ଏକ ନୂଆ division ହେଉ ଏଥିରେ ବାଲେଶ୍ୱର ଇତ୍ୟାଦି କୁ SE ରୁ ଆଣି East cost rail ରେ ଆନ୍ତଭୁକ କରା ଯାଉ.
@sudhansugantayet2786
@sudhansugantayet2786 Күн бұрын
Nabin nanda Babu you are completely biased
@manojkumarsaint7803
@manojkumarsaint7803 Күн бұрын
Jay Maa Durgatinasini ❤
@shashadharjena1106
@shashadharjena1106 Күн бұрын
Thank you sir
@ranjitbhuyan5160
@ranjitbhuyan5160 Күн бұрын
ଓଡ଼ିଶାର ଅନେକ ଅଂଚଳ ରେଳସେବାରୁ ବଂଚିତ। ସେଠାରୁ ସେବା ଆରମ୍ଭ କରାଯାଉ 🙏🏻
@manjupravamishra8000
@manjupravamishra8000 Күн бұрын
ଆପଣଙ୍କର ପ୍ରାଞ୍ଜଳ ଆଲୋଚନା ବାସ୍ତବିକ୍ ଅତି ଚମତ୍କାର 👌🙏।ଜୟ ଶ୍ରୀ ଜଗନ୍ନାଥ 🙏🌹।।
@jnyanranjanhota4829
@jnyanranjanhota4829 Күн бұрын
We put forth our demand all railway stations should come under Odisha East Coast Railway Zone .
@lokanathdas5326
@lokanathdas5326 Күн бұрын
ପ୍ରଣାମ ଆଜ୍ଞା, "ନବୀନଙ୍କ ଚର୍ଚ୍ଚାରେ"ଆଗାମୀ ଅଧ୍ୟାୟ ମାନଙ୍କରେ ଅପରାଜିତା ମ୍ୟାଡ଼ାମ, ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଏବଂ ପ୍ରତାପ ଷଡ଼ଙ୍ଗୀଙ୍କ ଭଳି ବ୍ୟକ୍ତିତ୍ୱଙ୍କୁ ସାମିଲ କରାଗଲେ ଖୁଵ ଭଲ ହୁଅନ୍ତା ବୋଲି ମୁଁ ଭାବୁଛି l ଆଶା କରେ ଆପଣ ଏହାକୁ ସହୃଦୟତାର ସହିତ ବିଚାର କରିବେ l 🙏🏻ଧନ୍ୟବାଦ🙏🏻
@bulusethy9220
@bulusethy9220 Күн бұрын
❤❤❤ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ 1ଷ୍ଟ
@SabitaKhuntia-ih5yq
@SabitaKhuntia-ih5yq Күн бұрын
Jay Jagannath sir namaskar very good upathaspana 🙏🙏
@manaskumarmohanty5332
@manaskumarmohanty5332 11 сағат бұрын
Good idea sir❤
@maheswarprusty3043
@maheswarprusty3043 Күн бұрын
Very good tapik. Congratulations to you🌹🙏🙏🙏🙏🙏
@rajanikantachoudhury2343
@rajanikantachoudhury2343 Күн бұрын
ଓଡିଶା ର ଯାହା ରେଳ ଲାଇନ ସମସ୍ତ ଆମ ରାଜ୍ୟ ରେ ରହୁ. ଅନ୍ୟ ରାଜ୍ୟ ର ଆମ ସହ ସାମିଲ ନ କରି କେବଳ ରାଜ୍ୟ ଭିତିକ ଭାବେ କରାଗଲେ କୌଣସି ବିବାଦ ଉଠିବ ନାହିଁ.
@Jagannath-oc9ht
@Jagannath-oc9ht Күн бұрын
ଜୟ ଜୟ ଶ୍ରି ଜଗନ୍ନାଥ ।
@santoshbiswal6256
@santoshbiswal6256 Күн бұрын
Sar pranam. ରେଳ ବାଇ କ୍ଷେତ୍ର ରେ କେନ୍ଦ୍ର କୁସବାସୀ ଦେବାରେ ଭୁଲ ହେବନି. କିନ୍ତୁ ଓଡିଶା ର ରେଳ ରେ ସବୁ କାଢି ନ ନିଅନ୍ତୁ. ଅଶ୍ୱିନୀ ବାବୁ ଓଡିଶା ର କ୍ଷତି ନକରନ୍ତୁ. ଅନୁରୋଧ ରହିଲା.
@SubhransuPandaOfficial
@SubhransuPandaOfficial Күн бұрын
ଅଶ୍ୱିନୀ ବୈଷ୍ଣବ ଓଡ଼ିଶାର ଲୋକ ନୁହେଁ ତେଣୁ ସେ ଓଡିଶା କଥା କାହିଁକି ଭାବିବେ ।ଏଥର ବୈଷ୍ଣବ sir ଙ୍କୁ ଭେଟିଲେ ପଚାରିବେ କେବେ ଆମ ଜଳେଶ୍ବର ରୁ ଭଦ୍ରକ, ହିମାଗିରି କୋଇଲା ଏରିଆ ଓ ଅନ୍ୟ ସମସ୍ତ division ଗୁଡିକ east coast କୁ କେମିତି ଆସିବ, ଏବେ ଅସୁବିଧା କଥା, ଆମ ଓଡ଼ିଆ ପିଲା ଯୋଉମାନେ railway ଚାକିରୀ କରୁଛନ୍ତି ଏଥିପାଇଁ ତାଙ୍କର କେତେ ଅସୁବିଧା ହଉଚି ସେ କଥା ଭାବନ୍ତୁ ।
@durgaprasadsamantaray7084
@durgaprasadsamantaray7084 Күн бұрын
ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବତୁ ମେ
@rabindrakar-lb8ql
@rabindrakar-lb8ql Күн бұрын
JAYJAGANATH ❤❤❤❤❤❤🎉🎉🎉🎉
@santoshnarayanbhagat2437
@santoshnarayanbhagat2437 Күн бұрын
Jay jagannath best analices sir ji
@tanojpradhan8346
@tanojpradhan8346 Күн бұрын
ପ୍ରତି ଅଧେ କିଲୋମିଟର ରେ ଗୋଟିଏ ରେଲୱେ siding କଲେ ଲୋଙ୍କ କ ଅସୁବିଧା ହେବ କିନ୍ତୁ କେନ୍ଦ୍ର ଆଉ କମ୍ପାନୀ ପ୍ରବଳ ଲାଭ କମେଇବେ। ଏଇଟା ଗୋଟିଏ ନୂଆ ସ୍କ୍ୟାମ୍ ଓଡ଼ିଶା ରେ ଚାଲିଛି
@susantasahoo9544
@susantasahoo9544 Күн бұрын
ଏ ସମ୍ବନ୍ଧରେ ପ୍ରକୁତପକ୍ଷେ ଜନ ଜାଗରଣ ଆବଶ୍ୟକ ରହିଛି /
@prasantswain6171
@prasantswain6171 Күн бұрын
Welcome and right demand.
@AmiyaKumarSahoo-u3s
@AmiyaKumarSahoo-u3s Күн бұрын
ଟିକେ ଦରଦାମ, ଆଉ ଚାଷୀ ମୃତ୍ୟୁ, ଆଇନ ଶୃଙ୍ଖଳା ବିଷୟରେ କୁହନ୍ତୁ, ସରକାର ଙ୍କୁ ସମାଲୋଚନା କରନ୍ତୁ, ଦରଦାମ ରେ ମଲୁଣୀ. ଆଳୁ ଅମଳ ବେଳେ 40/- ଟଙ୍କା କିଲୋ, ଲୋକଙ୍କ କଥା ଟିକେ କୁହନ୍ତୁ ସରକାର ଙ୍କୁ.
@jyotshnajena7188
@jyotshnajena7188 Күн бұрын
One new Rly Division should come to Jajpur Keonjhar Road . It is most essential .
@basantapattnaik7812
@basantapattnaik7812 Күн бұрын
ସାର ପ୍ରଣାମ 🙏🌹
@laxminarayanbehera2467
@laxminarayanbehera2467 Күн бұрын
Uttama upastapana sradhapurn naman.
@prakashchandradash6110
@prakashchandradash6110 Күн бұрын
Very nice presentation
@dibakarnayak4530
@dibakarnayak4530 Күн бұрын
Ok
@chitaranjandash4763
@chitaranjandash4763 Күн бұрын
ପୂର୍ବରୁ ସୁର୍ଯୋଦୟର କାମରେ ଓଡିଶା ର ସବୁ ରେଳ ଧାରଣା East Cost ରେ ମିଶିବା ଦରକାର .
@dilliptripathy8813
@dilliptripathy8813 Күн бұрын
Jai Sri Modi
@kamalakantadas6050
@kamalakantadas6050 Күн бұрын
ଓଡ଼ିଶା ରୁ ବିଶାଖା ପାଟଣା ଡିଭିଜନ ଅଲଗା ହେବା ଫଳରେ ପୂର୍ବ ତଟ ରେଳ ପଥ ରୁ ପ୍ରାୟ 400 କିମି ବାଦ୍ ପଡ଼ିଗଲା ଦକ୍ଷିଣ - ପୂର୍ବ ରେଳ ପଥ(କଲିକତା) ଅଧିନରେ ଓଡିଶା ବହୁ ଅଞ୍ଚଳ ରହିଛି । ସେଗୁଡିକୁ ପୂର୍ବ ତଟ ରେଳପଥ ଅଧିନକୁ ଆଣି ପରିବେକି ? ଜଳେଶ୍ଵରରୁ ଦୀଘା କୁ ନୂତନ ଲାଇନ୍ ଦିଦି ଙ୍କ ଅସହଯୋଗ ଯୋଗୁଁ ହେଇ ପାରିଲାନି । ଏବେ କେନ୍ଦ୍ର ସରକାର ବେଙ୍ଗଲ୍ ନାଆଁ ଆସିଲେ ନିରବ ଦ୍ରଷ୍ଟା ରହୁଛନ୍ତି ।😂
@bbkartil
@bbkartil Күн бұрын
Odisha railway areas at Chakradharpur division & Bilaspur division should come east coast zone by a new division at Rourkela
@minatimahapatra9968
@minatimahapatra9968 Күн бұрын
You raise this demand at the centre .
@ganeshdas326
@ganeshdas326 Күн бұрын
Apananka upasthapan ati chamatkar.
@ashirbadpatra1731
@ashirbadpatra1731 Күн бұрын
Good 👍
@Vibek5678
@Vibek5678 11 сағат бұрын
ହଇରେ ବିଜେପି ଦଲାଲ ଦରଦାମ୍ ଆଉ 300 unit କଥା ତ କାଇଁ ତୋର ମନ ପଡୁନି
@tusarpradhan9444
@tusarpradhan9444 9 сағат бұрын
ଆପଣ ଜାଣି କି ଭି ଅବୁଝା ହେଉଛନ୍ତି, କିନ୍ତୁ ସମସ୍ତଙ୍କୁ ଜଣା ଚନ୍ଦ୍ର ବାବୁଙ୍କୁ ଖୁସି କରିବାକୁ ସବୁ କିଛି କରାଉଛି, ଓଡିଶା ସ୍ୱାର୍ଥ ଚୁଲିକୁ ଯାଉ କିନ୍ତୁ ଆମ ସରକାର କେନ୍ଦ୍ର ରେ ସୁଦୃଢ ରହୁ। ଏମିତି ଦୀନ ନ ଆସୁ ଚନ୍ଦ୍ର ବାବୁଙ୍କୁ ଖୁସି କରିବାକୁ କୋଟିଆ ଟା ଦେଇ ଦେବେ କେତେ ବେଳେ!
@subhalaxmipothal5314
@subhalaxmipothal5314 8 сағат бұрын
ଏ ନବୀନ ଦାସ ବିଜେପି ର ଚରଣ ଚାଟୁଛି କି ଆଳୁ ଚତୁଛି?
@abhimanyunayak4246
@abhimanyunayak4246 Күн бұрын
ମହାଶୟ ଆପଣ ରେଳ ମନ୍ତ୍ରୀ ଶ୍ରୀ ଯୁକ୍ତ..... ସାଙ୍ଗରେ କଥା ହୁଅନ୍ତୁ ଗୋପାଳପୁର ଠାରୁ ରେଢ଼ାଖୋଲ ଲାଇନ କେବେ ହେବ
@ravindrabhuyan5
@ravindrabhuyan5 Күн бұрын
Tender baharichi kahuchanti 😂😂😂
@swaroopgouda4059
@swaroopgouda4059 Күн бұрын
For South cost railway division P Haribabu made governer of odisha😊
@chittaranjanmohapatra2597
@chittaranjanmohapatra2597 Күн бұрын
ଆପଣଙ୍କ ଉଦେଶ ବୁଝି ହେଉ ନାହିଁ
@pramodkumarrout7641
@pramodkumarrout7641 Күн бұрын
ଓଡ଼ିଶାର କେନ୍ଦୁଝର,ମୟୁରଭଞ୍ଜ,ବାଲେଶ୍ବର ଓ ଭଦ୍ରକ ର କେତେକ ରେଳଷ୍ଟେସନ ଏବେବି ଖଡଗପୁର ଓ ଚକ୍ରଧରପୁର ରେଳ ଡିଭିଜନ ଅଧିନ ରେ ବହୁବର୍ଷ ହେଲା ଅଛି ।ଏହି ସବୁ ରେଳଷ୍ଟେସନ ଗୁଡିକ ପୂର୍ବ ତଟ ରେଲବାଇ ଅଧିନ କୁ ଆଣି ଏକ ରେଲବାଇର ଡିଭିଜନ ଓଡ଼ିଶାରେ ଗଠନ କରାଯାଉ ।ରେଲବାଇ କୁ ଅଧିକ ଲାଭ କେନ୍ଦୁଝର ଯୋଗାଉଛି।SAIL ର ଏକ raw material stockyard କେନ୍ଦୁଝର ର ବଲାଣି ରେ ଅଛି ।ତେଣୁ ନୂତନ ରେଳ ଡିଭିଜନ ଗଠନ ସମୟ ରେ କେନ୍ଦୁଝର,ମୟୁରଭଞ୍ଜ ଓ ବାଲେଶ୍ବର କୁ ବିଚାର କରାଯିବା ଆବଶ୍ୟକ।
@tarunkumarsahoo9788
@tarunkumarsahoo9788 4 сағат бұрын
ମନ୍ତ୍ରୀ କହିଲେ ଆଜ୍ଞା କ'ଣ ହେବ କେତେ ରୋଡ଼ ଆନ୍ଧ୍ର ଭାଗରେ ରହିଲା ଉତ୍ତର ଓଡ଼ିଶା ର ଖଣିଜ ପରିବହନ ଅଞ୍ଚଳ ଦକ୍ଷିଣ ପୂର୍ବ ରେଳ ତଥା ଅନ୍ୟାନ୍ୟ ଯୋନ ରେ ଅଛି ସେଗୁଡ଼ିକୁ ଆଣି ଏକ ନୂତନ ବାଲେଶ୍ୱର କିମ୍ବା ରାଉରକେଲା ଡିଭିଜନ କରି ପୂର୍ବ ତଟରେ ରଖାଯାଉ।
@debaduttadash1
@debaduttadash1 Күн бұрын
Mines and other natural resources are the real treasures of Odisha. The railway system serving these regions must be made a part of the Eastern Railway.
@ChoudhuridalaBehera
@ChoudhuridalaBehera 11 сағат бұрын
Jay shree Ram
@kiranbalakar8505
@kiranbalakar8505 Күн бұрын
I have 75 year jajama she watch your video every day
@niladripradhan1527
@niladripradhan1527 Күн бұрын
ବିସ୍ଲେସଣର ପରିପକ୍ଵତା ନିର୍ଭୟର ଆତ୍ମାସତ୍ତା. ଅର୍ଥନୈତିକ ସର୍ଭେକ୍ଷେଣ ଯେପରି ଏକ ଅବୁଝା ଗାଣିତିକ ପରିସଂଖ୍ୟନ, ଆଜିର ପ୍ରସଙ୍ଗ ଠିକ ସେହିପରି. ପ୍ରାନ୍ତୀୟ ଭାଷାରେ ଜଳ ର ଭିର୍ଣ୍ଣ ଭିର୍ଣ୍ଣ ନାମକରଣ ଥାଇପାରେ କିନ୍ତୁ ତାର ଧର୍ମ ଏକପ୍ରକାର. କାର୍ଯ୍ୟଧାରାକୁ ସୁଷମ ତଥା ସୁଗମ କରିବାପାଇଁ ଏକ କ୍ଷେତ୍ରୀୟ ଅଵଧାତା ମଧ୍ୟରେ ନାମକରଣ କରାଯାଇପାରିଥାଇପାରେ କିନ୍ତୁ ତାହାତ ସମସ୍ତ ଭାରତୀୟ ରେଳ ବିଭାଗର ନ ଆଉ କାହାର?
@abhiseksahoo9767
@abhiseksahoo9767 19 сағат бұрын
All lines in Odisha should be EoR odisha
@jyotiranjan203
@jyotiranjan203 Күн бұрын
🎉
@kastucharansahu6656
@kastucharansahu6656 Күн бұрын
ମୁଁ ଆପଣଙ୍କ ସହିତ ଏକମତ।
@ghhhghkjhggkffghj
@ghhhghkjhggkffghj Күн бұрын
Baleswar mayurbhanj rourkela keonjhar jharsuguda ku eco railway ku ani ba darkar
@uttamkumarbarik552
@uttamkumarbarik552 Күн бұрын
ପୁର୍ବରୁ କଂଗ୍ରେସ ସମୟରେ ଓଡିଶା କୁ ରେଳବାଇ ରେ ଯେତିକି ସୟତା ମିଳିଥିଲା ତା ଠୁ ଯଥେଷ୍ଟ ଅଧିକା bjp ସମୟରେ ମିଳୁଛି ଏହା କୁ କଂଗ୍ରେସ ଓ bjd କୁ ମାନିନେବାକୁ ହେବ.
@ShakuntalaNayak-i4s
@ShakuntalaNayak-i4s Күн бұрын
Odisha ra Mayurbhanj dist heuchhi bada dist & khani re bharpur.Ta sahit Shimilipahar heuchhi greatest place .Tenu Mayurbhanj dist re Railway division karantu government.Au Vande Bharat Train running pain bybastha karantu.75 yrs pare ae dist re train chalib.Neta, Mantri kahari akhi kholi nathila nija area re train chalu boli.
@ghhhghkjhggkffghj
@ghhhghkjhggkffghj 19 сағат бұрын
ବାଳ କଥା କହୁଚ ।ଅନ୍ଦ୍ର ର 3ଜିଲ୍ଲା ରେଳବାଇ ଦେଇଦେଲ ତାକୁ କୋଉଠୁ ଆଣିବ
@prasanprusty7160
@prasanprusty7160 Күн бұрын
I don’t have enough data but I m 100% sure we r a looser in terms of getting rail benefits against what we contribute to rail transportation. We r the largest contributor of goods freight. And it’s the fact that Indian railway earn more revenue from this category… u do a research on it …
@rajabehera3736
@rajabehera3736 Күн бұрын
ସାର୍ ଆମ ମନରେ ଟିକେ କଷ୍ଟ ନୁହେଁ ୧୯୩୬ ପୂର୍ବ ରୁ ଯେପରି ଓଡ଼ିଶାକୁ ଖଣ୍ଡ ଖଣ୍ଡ କରି ଆନ୍ଧ୍ର, ହିନ୍ଦୀ, ବଂଗଳା ରେ ବାଟି ଦିଆଯାଇଥିଲା ବର୍ତମାନ ସମୟରେ ଓଡ଼ିଶା ଙ୍କୁ ଆଉଥରେ ଖଣ୍ଢ ଖଣ୍ଢ କରି ବାର ପ୍ରୟାସ ଚାଲିଛି
@sudhirsahoo7942
@sudhirsahoo7942 Күн бұрын
Very good suggestion But Modi sarkar manile hela tenu Mohan majhi Modinku sighra janantu
@chinmaya021
@chinmaya021 10 сағат бұрын
Bala na !!! Rou and jsg should be in east coast
@prasanprusty7160
@prasanprusty7160 Күн бұрын
He tried to convince you and u without analysis giving favour to him.. this is nonsense
@dibakarnayak4530
@dibakarnayak4530 Күн бұрын
Ik
@pruthwirajsamal7738
@pruthwirajsamal7738 Күн бұрын
Railway minister kahani suneideichhanti
@minatimahapatra9968
@minatimahapatra9968 Күн бұрын
A single train does not run from Berhampur to puri
@manamohanbehera5095
@manamohanbehera5095 19 сағат бұрын
Why a Railway Division not established in Balasore to control over areas under Chakradharpur and Kolkota Divisions of Odisha. Request Honble MPs of Balasore, Bhadrak, Mayurbhanj, Keonjhar to demand at Centre. Double engine Govt. is totally ignoring north east Odisha. Only focussing KBK and keonjhar and western Mayurbhanj. It is a long standing demand of people of North East Odisha.
@sudhansugantayet2786
@sudhansugantayet2786 Күн бұрын
Rourkela division and balasore division to be created.
@bijoyketanacharya8921
@bijoyketanacharya8921 Күн бұрын
Prior to creation of Odisha ,It was a tini thentia kakudi bhadi. Now East Coast Railway is also Tini thentia Kakudi badi.😮😮😮
@Sahuod
@Sahuod Күн бұрын
Jadi khyati heba sir apana debe ta
@OdiaNewzBoy
@OdiaNewzBoy 2 сағат бұрын
ଏହି ଲୋକ ଟା ବିଜେପି ର ଗୁଣଗାନ କରିବାରେ ସିଦ୍ଧହସ୍ତ ଆମେ ଜାଣିଛୁ ଆମ ରେଳ ମନ୍ତ୍ରୀ କେତେ ସଚ୍ଚୋଟ ଲୋକ ତେଣୁ ଏହି କିଛି ବର୍ଷ ମଧ୍ୟରେ କୌଣସି ବି ରେଳ ଦୁର୍ଘଟଣା ହେଇ ନାହିଁ ଛି ଛି ଆପଣଙ୍କ ସାମ୍ବାଦିକତା କୁ ଲାଜ ଲାଗିବା କଥା 😂 ପ୍ରକୃତରେ ସେଇ ଡିଭିଜନ ଯଦି ଆନ୍ଧ୍ର ସହ ମିଶି ଯିବ 😂 ମୁ ଜାଣିଛି ତମ ସାମ୍ବାଦିକତାର ଇତିହାସ 😂😂
@ansumanpanigrahy1509
@ansumanpanigrahy1509 19 сағат бұрын
Seya sabu ade bikash sabu ade double rate
@scdas01
@scdas01 Күн бұрын
Shifting of Raw Material Division(RMD) of SAIL to Rourkela is not correct. In the organizational restructuring of the company, RMD has been restructured . Different mines, as per their geographical location & proximity, have been handed over/attached to different steel producing units (that in Bokaro, Bhilai, Durgapur, Rourkela etc). Today 'Mines is only a department' like any other departments in different steel plants of SAIL. There is no separate unit of RMD in Rourkela as you say.
@PurnachandraBehera-if5tu
@PurnachandraBehera-if5tu Күн бұрын
BJP ଜିନ୍ଦାବାଦ। ନିର୍ଭୟ ଗୁମର କଥା ର ଦାବି ସରକାର ମାନିନିଆ।
@bishnucharantripathy8938
@bishnucharantripathy8938 Күн бұрын
These people are misguiding Odissa. They are only interested in Adani . Pet dogs type journalists are assigned to blame Nabin Babu and praise Biswaguru. When it is clearly visible that Biswaguru is trying to please Mr. Naidu, the pet dogs, are diverting the attention of the public.
@minatipanda776
@minatipanda776 Күн бұрын
Kana abasyakata thila nihati division break karibaku ?? Jadi rajya bhittika chinta dhara na hei rastra bhittika chinta dhara tahele epari devide kariba kounasi abasyaka nathila. Esabu rajanaitika kama
@surendrasahoo4183
@surendrasahoo4183 Күн бұрын
Mausa tme kn kahucha Jani parun Banda kar Bala katha kahucha
@satyanarayanbehera4887
@satyanarayanbehera4887 Күн бұрын
Aapananka yehi upasthapan aswini Babunku sunei paribeki ?
@GolokSahoo
@GolokSahoo Күн бұрын
Naveen babu told the deaft of BJD is as they failed to counter the false propaganda of BJP.So from yesterday BJD has started false narrative in utube and they are very much active now. One thing for you,and you might've seen the narrative of Nurul Islam.I failed to understand why his attack is on personalization? Railway is flourishing in Odisha in many ways and this stream will continue.
@ashutoshsahu2361
@ashutoshsahu2361 Күн бұрын
Tum bjp chatukar no1
@tapankumarsahu8392
@tapankumarsahu8392 Күн бұрын
Indian bjp railway bekar always 5 hour late
@Cartoon_Gang11
@Cartoon_Gang11 Күн бұрын
Jaha laguchi odisha ra bodhe sesha samay asigalani.anya bhashabhasi loga rajya ra Shashana bhara sambhaliba,odisha ra anchala gudikare anya rajyara loka adhipatya bistara kariba---- ei gudika tara gotiye gotiye lakhyana.pratyeka odia basinku huye ta Katha ti bhala na lagi pare,kintu sata
@pratikmohapatra6323
@pratikmohapatra6323 Күн бұрын
It seems that You are a blind supporter of BJP You have been bought by that party.
@mrinalkantsamal9316
@mrinalkantsamal9316 Күн бұрын
As a reporter u don't know the actual reality.. only adv ting of BJP direct..it is called andha bhakta
@rabisahu2560
@rabisahu2560 18 сағат бұрын
Bjp...chanl
@TheKakarot_itachi
@TheKakarot_itachi Күн бұрын
BJP Odisha re seya kariba jaha British mane India re karithile..Naa ku development jemti british railways au universities karithie, hele sosana kariki besi neijibe! Mines au sabu anya rajya ku jiba. ame sesa re jaha thilu ahuri sosita hebu
@pintumahanty9631
@pintumahanty9631 Күн бұрын
Sir, revenue ku neiki kn pai gapa kahuchanti. Railway re commercial department revenue diye, au division ra revenue HQ re ganati huye. Brajarajanagar ra revenue East coast paunahi, tenu ye gapa kuhantu nahi. Loka apana nka katha ku biswas karanti, kintu bartaman society real ku hin grahan karibe. My POV- pratyek sarkara nku lokanka asubidha janantu ( jaha agaru karuthile). Kintu ebe BJP ra gandha bari hauchi apana nka videos re. Mu asa karibi ki mo bhasare truti thile khyama karibe.
@swadhinsangramsingh9268
@swadhinsangramsingh9268 Күн бұрын
Nabin das you are completely biased journalist
@radhamohanmohanty5479
@radhamohanmohanty5479 Күн бұрын
Railway minister is a spokesman of bjp Rather than a Railway minister, odisha is a beautiful haven for double engine sarkar now, every function is arranged at bhubaneswar at our taxpayers money. When you're expecting odisha to be no 1 as per double engine sarkar head.
@tariniprasadprusty2396
@tariniprasadprusty2396 Күн бұрын
Godhi media orissa lok ku bhuna bula na au...bhut kasta pai leni tuma katha re padi
@BipinPattanaik
@BipinPattanaik Күн бұрын
Jay Jagataranath🙏Jay BJP🙏Jay Modi ji🙏Jay ABVP🙏Jay RSS🙏Welcome NRI .Maha Upanishad tells us Indian culture is associated with Vasudeva Kutumbakam.The Prime Minister Modi ji Biswaguru is one who said poverty is one casteism throughout the world.SABKA SAATH SABKA VIKASH SABKA BISWAS SABKA PRAYAS MODI PARIVAAR.GPHKBG.DOUBLE ENGINE GOVERMENT.
번쩍번쩍 거리는 입
0:32
승비니 Seungbini
Рет қаралды 182 МЛН
Почему Катар богатый? #shorts
0:45
Послезавтра
Рет қаралды 2 МЛН
Хаги Ваги говорит разными голосами
0:22
Фани Хани
Рет қаралды 2,2 МЛН
Непосредственно Каха: сумка
0:53
К-Media
Рет қаралды 12 МЛН
번쩍번쩍 거리는 입
0:32
승비니 Seungbini
Рет қаралды 182 МЛН