Naveen Lacks Faith, Doesn't Consider Party Leaders Eligible ! | Nirbhay Gumara Katha

  Рет қаралды 30,764

Nirbhay

Nirbhay

Күн бұрын

Пікірлер: 258
@prasantakumarswain3419
@prasantakumarswain3419 Күн бұрын
ଆଜିର ଡିକୋଡ଼ିଂ ଖୁବ୍ ସଠିକ୍ ହୋଇଛି। ଖୁବ୍ ଭଲ ଲାଗିଲା, ଅଶେଷ ଧନ୍ୟବାଦ୍ ନବୀନ ବାବୁ ।
@santoshbiswal6256
@santoshbiswal6256 Күн бұрын
ସାର ନମସ୍କାର. ନବୀନ ବାବୁ ବିଜେଡି ରୁ ହାରିବା ପରେ ବିରାଟ ଡ୍ରାମା କରୁ ଛନ୍ତି. ଚାଷୀ ମାନଙ୍କ ପାଇଁ ଏତେ ଦରଦ ଯଦି ତେବେ କିଛି ଆର୍ଥିକ ସହାୟତା କରନ୍ତୁ କାରଣ ତାଙ୍କ ପାଖରେ ପ୍ରଚୁର ମାଲ ଅଛି. ଦ୍ୱିତୀୟ ରେ ବିକ୍ଷୋଭ କଣ ପାଇଁ. ପ୍ରକୁତ ବିରୋଧୀ ଦଳ ଭାବରେ କାର୍ଯ୍ୟ କଲେ ଦେଶର ଉପକାର ହେବ. ଜୟ ଶ୍ରୀରାମ.
@sarojghosh1199
@sarojghosh1199 Күн бұрын
ବହୁତ ବଢିଆ ବିଷୟ ଓ ବହୁତ ବଢିଆ ଉପସ୍ଥାପନା 🚩👍🙏
@pramodapradhan9257
@pramodapradhan9257 Күн бұрын
ଏବେବି ଏମାନେ ଦଳୀୟ କର୍ମୀ ନୁହଁନ୍ତି ଚାକର ନହେଲେ ସମସ୍ତେ ଠିଆ ହୋଇଥିବା ବେଳେ ନବୀନ ବସିବାର ଅର୍ଥ କଣ ନିଁଲ୍ଲଜ ଏମାନେ
@archananayak5258
@archananayak5258 14 сағат бұрын
Health issue
@susantasahoo9544
@susantasahoo9544 Күн бұрын
ମୋ ଠାରୁ ଆରମ୍ଭ, ମୋ ପରେ ଶେଷ ଏହା ନବୀନ ପଟ୍ଟନାୟକଙ୍କ ଭଳି ଜଣେ କ୍ରୁର, ବିକୃତ ମାନସିକତା ଧାରୀ ବ୍ୟକ୍ତିତ୍ୱ ଓ ନେତୃତ୍ୱ /
@littoncool
@littoncool Күн бұрын
@@kumarmitanofficial9631ta cm post kan ta family right.. ta pare aau kahaku karuni leader? Sei eka haba eta kan 1000 AD ethi kingdom chalichi ?
@ishwarchandra3980
@ishwarchandra3980 Күн бұрын
@@kumarmitanofficial9631 ଅନ୍ୟ କୋଉ ଦଳ 24 ବର୍ଷ ଶାସନ କରିଥିଲେ ଆଜି ଓଡିଶା ଏମିତି ନ ଥାନ୍ତା କି 4.50 କୋଟି ଲୋକଙ୍କ ଭିତରୁ 80 ଲକ୍ଷ ରୁ ଉର୍ଦ୍ଧ ବାହାର ରାଜ୍ୟରେ ଦାଦନ ଖଟିବାକୁ ଯାଇ ନ ଥାଆନ୍ତେ ! ମୋତେ ଏମିତି ଗୋଟେ ଉଦାହରଣ ଦିଅ ନବୀନ କରିଥିବା କାମ ପାଇଁ ଆଜି ଲୋକେ ବହୁତ ଉପକୃତ ହେଉଛନ୍ତି ?
@Dakshita2017
@Dakshita2017 Күн бұрын
@@kumarmitanofficial9631semane bujhibeni….
@bishnucharnrana3282
@bishnucharnrana3282 Күн бұрын
ଓଡ଼ିଶାର ବିରୋଧୀ ଦଳ ନେତା ହୋଇ ମଧ୍ୟ ନବୀନ ପଟ୍ଟନାୟକ ନିଜର ହୀନ ମାନସିକତା ଓ ସାମନ୍ତବାଦୀ ଚିନ୍ତାଧାରା ଯୋଗୁଁ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ହରେଇ ସାରିଛନ୍ତି ଯାହା ଗତକାଲିର ଶକ୍ତି ପ୍ରଦର୍ଶନରେ ଜଣାପଡ଼ିଲା ।
@subrataran
@subrataran Күн бұрын
ନବିନ ଜନ୍ମ ଦିବସ। କୁ ଦଲାଲ ଓ ଅଣ ଓଡ଼ିଆ ଦିବସ ପାଳନ କରିବୁ
@santoshpradhan2509
@santoshpradhan2509 Күн бұрын
ସାର୍ ବିଜେଡି ଦଳ ଗୋଟିଏ ଅଭଦ୍ର/ଅସାମାଜିକ ଦଳ ସେମାନେ କିପରି ଜାଣିବେ ଭଲ ମନ୍ଦ ବିଚାର,
@saratmishra7100
@saratmishra7100 Күн бұрын
Perfect Decoding. ସେ କେବେ ଭି କାହାରିକୁ ସମ୍ମାନ ଦେଇ ନାହାନ୍ତି ଓ ଶିଖି ଭି ନାହାଁନ୍ତି। ଆଉ RD women college ର ଛାତ୍ରୀ ମାନଙ୍କୁ ସାମିଲ କରିବା, ଲଜ୍ଜ୍ୟା, ଘୋର ଲଜ୍ଜ୍ୟା। ନବୀନ ବାବୁ ଏଥି ପାଇଁ ଓଡ଼ିଶା ବାସୀଙ୍କୁ କ୍ଷମା ପ୍ରାର୍ଥନା କରିବା ଉଚିତ୍।
@SantoshKumarBhoi-w7h
@SantoshKumarBhoi-w7h Күн бұрын
ଏହା ମୋହନ ମାଝିଙ୍କ ଉଦାରତା ଆଉ ନବିନ ପଟ୍ଟନାୟକଙ୍କ ହୀନ ମାନସିକତା ସ୍ପଷ୍ଟ ପ୍ରତିପାଦନ କରୁଛି।
@khirodhota1440
@khirodhota1440 Күн бұрын
ନବୀନ ଆଦିବାସୀ ମୁଖ୍ୟ ମନ୍ତ୍ରୀ ଠାରୁ ଗଣତନ୍ତ୍ର ବିଷୟରେ ଶିକ୍ଷା ଲାଭ କରିବାର ଅଛି l
@ManmathnathSamantaray
@ManmathnathSamantaray Күн бұрын
ଅହଂକାରର ବିଲୟ ଏବେ ସୁଦ୍ଧା ହୋଇନି l ନବୀନବାବୁ କାହାକୁ ବିଶ୍ୱାସରେ ନେଉ ନାହାନ୍ତି l ସୁନ୍ଦର ଉପସ୍ଥାପନା l
@KamalakantaNayak-z3o
@KamalakantaNayak-z3o Күн бұрын
ମୋର ଗୋଟିଏ ଦୁଃଖ ରହିଛି ଓ ରହିବ। ମୁକ୍ତିକାନ୍ତ ନାମକ ଗୋଟିଏ ଯୁବକ ରାଉରକେଲା ରୁ ଚାଲି ଚାଲି ଆସିଥିଲେ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତକରି ତାଙ୍କର ଅଭିଯୋଗ ଜଣାଇବାକୁ। ଜଣେ ଯୁବକକୁ ସାକ୍ଷାତ ଦେଇଥିଲେ କ'ଣ ପ୍ରଳୟ ହୋଇଥାନ୍ତା କି ?
@rajanikantabiswal2669
@rajanikantabiswal2669 Күн бұрын
ସାଗ୍ ନମସ୍କାର ଚେୟାର ଥିଲେ କିଏ ପାଖରେ ବସି ଛାମୁ ଙ୍କ କାନରେ କଣ କହିଦେବେ ସେଥି ପାଇଁ ସନ୍ୱ୍ୟାସୀ ଅଧିକ ଚେୟାର ପଠାଇ ନାହଁନ୍ତି ଜୟ ଜଗନ୍ନାଥ
@rajkishorepatnaik2912
@rajkishorepatnaik2912 Күн бұрын
Your political prediction is 100 persent ,
@SurendraMishara-h1p
@SurendraMishara-h1p Күн бұрын
ବିଜେଡି ଦଳରେ କଣ ଚଉକି ଅଭାବ ଅଛି ବୋଧେ, ସଭାକୁ ଲୋକ ପିଛା 500 ଟଙ୍କା ଦେଇକି ଆଣୁଛନ୍ତି, 20 ଟଙ୍କା ଦେଇ ଚଉକି ଭଡାରେ ଆଣୁନାହାନ୍ତି..??? ଜୟ ଶ୍ରୀରାମ 🙏🙏🙏
@ishwarchandra3980
@ishwarchandra3980 Күн бұрын
ବେଲଜ୍ୟା କ୍ରୀତଦାସ ମାନଙ୍କୁ ଅଭଦ୍ର ନବୀନ ପାଖରେ ବସାଇବ ନାହିଁ !
@chandipadapanda4707
@chandipadapanda4707 Күн бұрын
ନିଜ ଘରେ ନିଆଁ ଲଗାଇ ଦେଇ ରାସ୍ତାରେ ଆସି କାନ୍ଦିବା ଯାହା ,ବିଜଦର ବିକ୍ଷୋଭ ପ୍ରଦର୍ଶନ ଠିକ ସେଇଆ , ନା କଣ ଭାବୁଛନ୍ତି ।
@AnkitKumarBehera-t5g
@AnkitKumarBehera-t5g Күн бұрын
ବିନାଶ କାଳେ ବିପରୀତ ବୁଦ୍ଧି, 24ବର୍ଷ କଥା ଛାଡ 2019ରୁ 2024ବିଗତ 5ବର୍ଷରନିୟୁଜ୍ ନବିନ୍ ବାବୁ ଦେଖନ୍ତୁ ତାଙ୍କ ସମୟ ରେ ପନିପରିବା ଆଳୁ ପିଆଜ ଟମାଟ୍ ଅଦା ରସୁଣ କଞ୍ଚlଲଙ୍କା ଦରଆକାଶଛୁଆଁ କେମିତି ହେଇଥିଲା,ଜାଣି ପାରିବେ
@subhabratamishra4465
@subhabratamishra4465 Күн бұрын
ଆଜ୍ଞା 🙏। ମୋହନ୍‌ ମାଝୀ ଏକ ସଭାରେ ଉଦ୍‌ବୋଧନ‌ ଦେଉଥିବା ବେଳେ ଅରବିନ୍ଦ ପାଢ଼ୀଙ୍କୁ ପଚାରି ଦେଲେ କି "ଲୋକ ମାନେ ଖାଇସାରିଲେଣି କି ନାହିଁ ?" ଏଇ କଥାକୁ ନେଇ କିଛି ଅସହିଷ୍ଣୁ ବ୍ୟକ୍ତି ତାଙ୍କୁ କହୁଛନ୍ତି କି "ଏ ସର୍‌କାର୍‌ର ଖାଲି ଖାଇବା ଚିନ୍ତା , ପୁରା ଓଡ଼ିଶା କୁ ଖାଇ ଯିବେ ।" ପ୍ରକୃତରେ ମୋହନ୍‌ ମାଝୀଙ୍କ ମୁଖ୍ୟମନ୍ତ୍ରୀ ହେବା ଟା ଏମାନଙ୍କୁ ଭୀଷଣ୍‌ କଷ୍ଟ ଦେଉଛି ।
@BPATRA-by9yz
@BPATRA-by9yz Күн бұрын
ଯିଏ ମୁଖ୍ୟମନ୍ତ୍ରୀ ଥିବାବେଳେ ସଚିବାଳୟ ଯାଆନ୍ତି ନାହିଁ ସେ କେମିତି ଧାରଣା ଦେବାକୁ ଆସିଲେ ବଡ କଥା କିନ୍ତୁ ସେ ଚୌକି ମୋହ ଛାଡି ଦିଅନ୍ତୁ ଆଉ ସେ ଚୌକି ଭାଗ୍ୟରେ ନାହିଁ ଜୟ ଜଗନ୍ନାଥ
@chakradharsahoo3684
@chakradharsahoo3684 Күн бұрын
Thanks Sir for your psychological analysis which is appears to be very correct. good.
@abhirampanda5462
@abhirampanda5462 Күн бұрын
ଦରଦାମ ବୃଦ୍ଧି ଓ ଚାଷ ନଷ୍ଟ ସମସ୍ୟା ଉପରେ ଆଲୋଚନା କରନ୍ତୁ ଓ episod ଆଣନ୍ତୁ
@santoshswain7624
@santoshswain7624 Күн бұрын
Private limited company BJD
@biswajeetnayak5019
@biswajeetnayak5019 20 сағат бұрын
ବିଜେଡି ଦଳ ଗଠନର ଯେଉଁମାନେ ମୁଖ୍ୟ ପୁରୋଧା ଥିଲେ ଯଥା: ବିଜୟ ମହାପାତ୍ର,ନଳିନୀ ମହାନ୍ତି, ଅଶୋକ ଦାସ ଏମାନଙ୍କ ଭଳି ନେତାଙ୍କୁ ନବୀନ ବାବୁ ବିଦା କରିଦେଇଥିଲେ ଆଉ ସେ କଣ ଏବେକା ନେତାମାନଙ୍କୁ ସମ୍ମାନ ଦେବେ ସମୟ ଆସୁଛି ନବୀନ ବାବୁଙ୍କ ଏଇ ଗର୍ବ ଆଉ ବେଶି ଦିନ ନୁହେଁ😡।
@SridharaSahoo-vl6ql
@SridharaSahoo-vl6ql Күн бұрын
ସାର୍, ନବୀନ ଙ୍କ ପରେ ବିଜେଡି ର ସେ ଚେୟାର ରେ ସୁଜାତା ପାଣ୍ଡିଆନ ବସି ପାରନ୍ତି ବୋଲି ମନେ ହୁଏ ।
@khirodhota1440
@khirodhota1440 Күн бұрын
ଅତି ଗର୍ବେ ହତ ଲଙ୍କା ସଦୃଶ l
@rabimohanty112
@rabimohanty112 Күн бұрын
ରାଜ୍ୟ ଦ୍ରୋହି, ଚାଷୀ ଦ୍ରୋହି, ଶିକ୍ଷାର୍ଥୀ ଦ୍ରୋହି, ଓଡିଶା ଦ୍ରୋହି, ଓଡ଼ିଆ ଦ୍ରୋହି ନବୀନକୁ ଧିକ.
@bulusethy9220
@bulusethy9220 Күн бұрын
ସାର୍ ଦରଦାମ ବୃଦ୍ଧି ପାଇଁ ନବୀନ ପଟ୍ଟନାୟକ ନିଜେ ହିଁ ଦାୟୀ ନା ଆଉ କିଏ ?🙏🙏🙏
@Dakshita2017
@Dakshita2017 Күн бұрын
Center….
@abhirampanda5462
@abhirampanda5462 Күн бұрын
ବର୍ତ୍ତମାନ ସରକାର ଓ ସାଧାରଣ ଲୋକ ଉଭୟ ଦାୟୀ
@bulusethy9220
@bulusethy9220 16 сағат бұрын
@@abhirampanda5462 ଶୀତଳ ଭଣ୍ଡାର କୁଆଡେ ଭୂତ ନେଇଗଲା କି ? ନବୀନ ପଟ୍ଟନାୟକ ଙ୍କ ସମୟ ରେ କଣ ମାହାଙ୍ଗା ହୋଇନାହିଁ କି ? ଯଦି ଗଣିବ ୧୦୦ ପର୍ ହେଇଯିବ କଣ ପାଇଁ ବେଲଜ୍ୟାଙ୍କ ପରି ବ୍ୟବହାର କରୁଛନ୍ତି ।
@sibakalyanmohanty3552
@sibakalyanmohanty3552 Күн бұрын
ଦରଦାମ କଥା କହିଲେ ଯେ ଯେଉଁ ସ୍କ୍ରିପ୍ଟ ଥିଲା ତାହା ବି ଭୁଲ କାହିଁକି ନା ଜଣେ କହିଲେ ପୋଟୋଳ ରେଟ ବଢ଼ିଛି ଯାହା ଏବେ ତାହା ମାର୍କେଟ ରେ ନାହିଁ,ମୂଲ୍ୟ ହିନ ପ୍ରତିବାଦ
@Jagannath-oc9ht
@Jagannath-oc9ht Күн бұрын
ସଫଳ ଶକ୍ତି ପ୍ରଦର୍ଶନ ନାହିଁ ଝାଡା ମାଡିଲେ କଛା ଭିଡିବା। 2. ଦରଦାମ ବୃଦ୍ଧି ନାହିଁ । ମୁଁ ଛତଟ ବେଳୋ ଦେଖୁଛି ଦରଦାମ ବୃଦ୍ଧି ସବୁବେଳେ । ସମସ୍ତଙ୍କୁ ଫ୍ରି ଦରକାର, ସୁଭଦ୍ରା ଭଳି ଯୋଜନା ଦରକାର, ସରକାରୀ କର୍ମଚାରୀଙ୍କୁ ଭତା ଦରକାର, ବୟସ୍କ ମାନଙ୍କୁ ଭତା ବଢିବା ,ରୁଣ ଛାଡ ଦରାର ଏସବୁ କୁଆଡୁ ଆସିବ? ଦରଦାମ ହେଉଥିଲା, ହୋଇଛି, ହେଉଥିବ। ନିର୍ମମ ନିର୍ଦୟ କେଳେଙ୍କାରିର ଖଣି ଭଣ୍ଡ ସରକ
@kishorechoudhury7844
@kishorechoudhury7844 Күн бұрын
ଆଜ୍ଞା ନବୀନ ବାବୁଙ୍କ ଭଳି ବିକୃତ ମାନସିକତା ଥିବା ବ୍ୟକ୍ତି ଯେତେ ଶକ୍ତି ଦେଖେଇଲେ କଣ ହବ। ୨୦୨୭ ପଞ୍ଚାୟତ ଇଲେକ୍ସନ ରେ ଜଣାପଡିବ।
@geetaranisamal6638
@geetaranisamal6638 Күн бұрын
ଏମାନ ଙ୍କୁ ଯେତେ କହିଲେ ବି ଲଜ୍ୟା ନାହିଁ ବିଜେଡି ଦଳ ମୁଁହରେ।
@manojdikshit1308
@manojdikshit1308 Күн бұрын
ବିଜେଡି ଦଳର ମୂଳଦୁଆ ଭୁଶୁଡ଼ି ଗଲାଣି ଜାଣି ପାରୁ ନାହାଁନ୍ତି 😢
@BijayMishra-o8p
@BijayMishra-o8p Күн бұрын
ପ୍ରଣାମ ଆଜ୍ଞା ଚମତ୍କାର ବ୍ୟାଖ୍ୟା ମୋର ହୃଦ୍ୟଙ୍ଗମ୍ ହେଲା ସମସ୍ତଙ୍କ ଭାବନା ର ଶେଷ ରୁ ଆପଣଙ୍କ ଭାବନା ଆରମ୍ଭ
@samirnayak3768
@samirnayak3768 Күн бұрын
ଶକ୍ତି ପ୍ରଦର୍ଶନ କହିବାଟା ଠିକ୍ ନୁହେଁ, ଏହା କେବଳ ଦେଖିବାପାଇଁ ଥିଲା କି ଦଳରେ ଏକତା ଅଛି, ଗହନକଥା ଟି ଏହା ବିଜେଡିରେ ଫାଟ ଓ ହତାଶ ଏବେ ବି ଅଛି.
@KarushnaJena-c6m
@KarushnaJena-c6m Күн бұрын
Jay,jagannath,ok,all,subject,is,corect,thanks,
@manaswinisahoo6357
@manaswinisahoo6357 Күн бұрын
ସେ ଚୈ।କି ବହୁତ ମୂଲ୍ୟବାନ। ଅନ୍ୟ କେହି ନେତା ଭବିଷ୍ୟତରେ ମଧ୍ୟ ବସି ପାରିବେ କି ନାହିଁ, ସନ୍ଦେହ । ତାଙ୍କ ପରେ ଦଳ ସମାପ୍ତ।
@bipracharanjena2736
@bipracharanjena2736 Күн бұрын
ସ୍ବପ୍ନ ଦେଖିବାକୁ ଆଉ ରାତି ନାହିଁ ସ୍ୱପ୍ନରେ ସ୍ୱପ୍ନରେ ଶେଷ ବିଜେଡିରେ ଆଉ ନେତା ନାହାଁନ୍ତି ଦଳର ଭବିଷ୍ୟତ ଅନ୍ଧକାର
@AmiyaKumarSahoo-u3s
@AmiyaKumarSahoo-u3s Күн бұрын
ଦରଦାମ ବିଷୟରେ, ଆଇନ ଶୃଙ୍ଖଳା, ବିଷୟରେ ସରକାର ଙ୍କୁ ସମାଲୋଚନା ନକରି ଖାଲି ବିଜେଡି, ନବୀନ, ସେ ଭୁଲ କଲେ ବୋଲି ଲୋକେ ଜବାବ ଦେଲେ, ଟିକେ ପ୍ରସଙ୍ଗ ଚେଞ୍ଜ କରନ୍ତୁ, ଆପଣ ଜଣେ ଭଲ ସାମ୍ବାଦିକ ଆପଣ ଙ୍କ କଥା ର ଦମ ଥିଲା, କିନ୍ତୁ ଏହି ଛ ମାସ ହେଲା ଆପଣ ଙ୍କ ଆଲୋଚନା ଶୁଣିଲା ବେଳେ ଲାଗୁଛି....
@sibaprasadswain5060
@sibaprasadswain5060 Күн бұрын
Sir Namaskar, Your prediction is praiseworthy.
@rakeshpradhan2079
@rakeshpradhan2079 9 сағат бұрын
Excellent Analysis and accurate analysis By Sh Nabin sir
@santoshnana394
@santoshnana394 Күн бұрын
ବୟସର ଅପରାହ୍ନରେ, ସମୟ କହିବ,,
@bijoykumarpanda3188
@bijoykumarpanda3188 Күн бұрын
ମୋଗଲ ସମ୍ରାଟ ଆଉରଙ୍ଗଜେବ ସିଂହାସନରେ ବସୁଥିଲେ ଆଉ ସମସ୍ତ ସଭାସଦ ମୁଣ୍ଡ ନୁଆଇଁ ଠିଆ ହେଉଥିଲେ ll
@RanjanBehera-ge1kf
@RanjanBehera-ge1kf Күн бұрын
☀️ ଚୀନ୍ ର ଦୁଃଖ ହୁଏନସାଂ ନଦୀ ଯେମିତି... ଓଡ଼ିଆଙ୍କ ଦୁଃଖ ରାଜନୈତିକ ଶକ୍ତି,,,,,
@dambarudharnaik4428
@dambarudharnaik4428 Күн бұрын
The Huyang Ho river is sorrow of China.Hiuen Tsang is a traveller.
@MalayaRanjanPradhan-co9pk
@MalayaRanjanPradhan-co9pk Күн бұрын
​@@dambarudharnaik4428you are right sir.
@nrushinghnathsahu1630
@nrushinghnathsahu1630 Күн бұрын
ମୁଁ ଜଣେ ମାତ୍ର ମାଲିକ, ବାକି ସମସ୍ତେ ଚାକର, କ୍ରୀତଦାସ, ଗୁଲାମ ଓ ପାଦ ଚଟା.
@khirodhota1440
@khirodhota1440 Күн бұрын
ନବୀନ ହେଉଛି ମାଲିକ ଆଉ ସବୁ ଚାକର ବାକର l
@Iloveyou-p7g
@Iloveyou-p7g Күн бұрын
ଜୟ ଜଗନ୍ନାଥ
@chandipadapanda4707
@chandipadapanda4707 Күн бұрын
ପରାଜୟ ପରେ ସମସ୍ତ ପ୍ରକାର ସଂକଟ ର ସମ୍ମୁଖୀନ ହେବାକୁ ବାଧ୍ଯ ହେଉଛନ୍ତି ବିଜଦ ମୁଖିଆ ଏବଂ ତାଙ୍କର ଦଳ ।
@PrasantKumarSwain-f5t
@PrasantKumarSwain-f5t Күн бұрын
ଲୋକଙ୍କୁ ରୋଜଗାର ମିଳୁଛି । ଲୋକେ ଖୁସିରେ ଅଛନ୍ତି ।
@IswarChandraMahanta-d2y
@IswarChandraMahanta-d2y Күн бұрын
🙏🙏🙏 Jai jagannath 🎉🎉🎉
@pradeepbannerjee7500
@pradeepbannerjee7500 Күн бұрын
My dear Sir, You are right.
@lokeswarpadhan4307
@lokeswarpadhan4307 Күн бұрын
Right analysis sir 🙏
@khirodhota1440
@khirodhota1440 Күн бұрын
ନବୀନ dun ରେ କେବଳ ସୁରା ପାନ ଆଉ ଧୁମ୍ର ପାନ ଶିକ୍ଷା ଗ୍ରହଣ କରି ଥିଲା ବୋଧେ l
@SumitraSethi-l6r
@SumitraSethi-l6r Күн бұрын
Right analish and brilliant diaglag delivery to dibet
@SantoshBeura-yx5ei
@SantoshBeura-yx5ei Күн бұрын
Right sir ❤❤❤❤
@sasthakumarpurohit2580
@sasthakumarpurohit2580 Күн бұрын
ଗୀତ,, ରାଜ ତନ୍ତ୍ର ଗଲା,ଗଣତନ୍ତ୍ର ହତ୍ୟା, ବି ଜେ ଡି ର ଧନତନ୍ତ୍ର ଯେ ବଢିଲା, ଏ ବେ ହେବ କୁଟତନ୍ତ୍ର,,୨୪ ବର୍ଷ ଚାଷୀ ଙ୍କ କଥା ବୁଝି ନା ହନ୍ତି,ଚାଷୀଙ୍କୁ ଧନ ଦେଇ ବସି ଭୂତ କରିପାରିବେ କି,,,,ଶ ଙ୍କ ଟ ରେ ନିଜେ ଫ ସି ଗଲେଣି,ତାଙ୍କର କୌଣସି ଚାର। ନାହିଁ,,ଓଡ଼ିଶାକୁ ବିକ୍ରି କରି ଦେଇ ଛନ୍ତି,ନେତା ମାନଙ୍କୁ ପଚାରି ନାହାନ୍ତି, ଏ ବେ ପସ୍ତା ଇ ବା ବ୍ୟତୀତ ଆଉ।ଅନ୍ୟ ଉପାୟ ନାହିଁ,,,,,,,,,
@rkbehera1241
@rkbehera1241 Күн бұрын
Good news sir
@chandrakantsutar2922
@chandrakantsutar2922 Күн бұрын
Naveen era gone
@nabakishoresubudhi2647
@nabakishoresubudhi2647 Күн бұрын
ମୁଖ୍ୟମନ୍ତ୍ରୀଙ୍କ ସରକାରୀ ଆବାସିକ ଘର ଆଗରେ ଏଭଳି ସମାବେଶ ପାଇଁ ଅନୁମତି ଦେବା ଆଦୌ ଠିକ ନୁହେଁ , କିଛି ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଥିଲେ କିଏ ଦାୟୀ ହୋଇଥାନ୍ତା.....ଯେପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ଆବାସିକ ଘର ଲୋୟର ପି ଏମ ଜି ଅଂଚଳରୁ ସ୍ଥାନାନ୍ତରିତ ନ ହୋଇଛି, ସେ ପର୍ଯ୍ୟନ୍ତ କୌଣସି ସଭା, ସମିତି ବା ଧାରଣା ସେଠାରେ ହେବାପାଇଁ ପ୍ରଶାସନ ଅନୁମତି ଦେବା ଉଚିତ ନୁହେଁ...... ଏହାକୁ ଗମ୍ଭୀରତାର ସହ ନେଉ ସ୍ଵରାଷ୍ଟ୍ର ବିଭାଗ......
@narendrapradhan3511
@narendrapradhan3511 Күн бұрын
Very good though
@saratkumarmishra1126
@saratkumarmishra1126 Күн бұрын
Majburi
@srinibasatripathy
@srinibasatripathy 16 сағат бұрын
Dear sir,namaskar antarika subhechha janibe, Apanankara boudhika rajanaitika,bislesana mote.amodita o abibhuta,karichhi,Apanannku hrudaya bhara abhinandan janauchhi
@prabhasray675
@prabhasray675 Күн бұрын
Jay Shriram Jay Jagannath
@Manojmishra154
@Manojmishra154 22 сағат бұрын
ନବୀନ ବାବୁ ଙ୍କ ଗୋଟିଏ sit ଥିଲା ଆଉ ସବୁ ଦିନ ରହିବ ସେୟା ହେଉଛି CM sit
@bhagirathipradhan4590
@bhagirathipradhan4590 Күн бұрын
Right🎉
@bikashkumar-u5x9j
@bikashkumar-u5x9j Күн бұрын
ଜୟ ଶ୍ରୀ ଜଗନ୍ନାଥ
@surendrakumarnanda7887
@surendrakumarnanda7887 Күн бұрын
Beautiful Analysis
@Mataparbato
@Mataparbato Күн бұрын
Namaskra Jai shree jagannath 🙏
@odishamoodisha_india
@odishamoodisha_india 8 сағат бұрын
Best Chief Minister Ever
@ladukishorepadhy144
@ladukishorepadhy144 Күн бұрын
ବାପସ୍ଥବିର ପୁଅ ମୁରୁଖ ଡାକ ବୋଲଇ ଏଭାରି ଦୁଃଖ | ଏକ କୃଷ୍ଣ ପୁରୁଷ, ବୃନ୍ଦାବନରେ ଆଉ ସବୁ ନାରୀଗଣ ।
@odishamoodisha_india
@odishamoodisha_india 8 сағат бұрын
Jay Naveen Patnaik 🎉🎉🎉
@binayakpaikaray8221
@binayakpaikaray8221 Күн бұрын
ବିକ୍ଷୋଭ ପ୍ରଦର୍ଶନବେଳେ ବିଜେଡିର ହର୍ତ୍ତା କର୍ତ୍ତା ସାଜିଥିବା ପାଣ୍ଡିଆନ ବାବୁ କୁଆଡ଼େ ଗଲେ?ତାଙ୍କୁ ବିଜେଡିର ନେତାମାନେ ସଂପୂର୍ଣ୍ଣ ଭାବେ ଛାଡ଼ି ପାରିବେ କି?ଯଦି ଛାଡ଼ି ପାରିବେ ତେବେ ୨୦୨୯ ରେ ବିଜେଡି ଶାସନ ଗାଦି ଅକ୍ତିଆର କରିପାରନ୍ତି।
@SabitaKhuntia-ih5yq
@SabitaKhuntia-ih5yq Күн бұрын
Jay Jagannath sir namaskar excellent topic sir 🙏🙏
@niranjandas1543
@niranjandas1543 Күн бұрын
Greatness had been thrusted upon him only.
@ganeshpanigrahi5866
@ganeshpanigrahi5866 Күн бұрын
Thanks for the better critique of the rally for political mileage/message of BJD on dtd. 06/01/2025 at BBSR against the government of BJP in Odisha ...
@pradeepswain29
@pradeepswain29 20 сағат бұрын
ମହାଶୟ ଆପଣଙ୍କୁ ଧନ୍ୟବାଦ୍,ସୋଇଥିବା ଓଡ଼ିଆ ମାନଙ୍କୁ ଚେଏଁ ଦେଉଛନ୍ତି। ହେଲେ ଆମର ଓଡ଼ିଆମାନେ ଉଠି ପାରିବେ ତ ?
@umeshsahoo6884
@umeshsahoo6884 Күн бұрын
Namaskar, Jay Shree Jagannath. Thanks for providing good information. Farmers received cheque for selling Rice (Dhana) is not encashed yet. Everyday they are returning from bank. Please check with some beneficiaries and pressure on "Mohan Sarkar" to release the funds to respective accounts. so the farmers account will be credited.
@sanjayapanda8176
@sanjayapanda8176 Күн бұрын
ଆପଣ ବିଜେଡି ବିରୁଦ୍ଧରେ କହିବାକୁ ପଇସା ନଉଛନ୍ତି ନା କଣ ଯଦି ନାହିଁ topick ଚେଞ୍ଜ କରୁନାହାନ୍ତି.. ଆପଣଙ୍କ ବୁଦ୍ଧି ଆଗ ପରଖିଛନ୍ତି କି..
@dsharma6328
@dsharma6328 Күн бұрын
Tu kete Paisa neichu bjd for re kahibaku
@NirmalSahu-p3r
@NirmalSahu-p3r Күн бұрын
ଯେ ଟଙ୍କା ନେଇ କଥା ପଟ ସେ ପ୍ରଟ କରେ, ତାଙ୍କୁ ଦୁନିଆଁ ଟା ସେହିପରି ଦେଖାଯାଏ । ବିଲୁଆ ଭୋକିଥାଏ !!
@pabitranath5075
@pabitranath5075 Күн бұрын
Manji katha taa kahuchanti se badhuchi ki 😂😂
@maheswarprusty3043
@maheswarprusty3043 Күн бұрын
Very good. Tapik.congratulations to you🙏🙏🙏
@ChoudhuridalaBehera
@ChoudhuridalaBehera Күн бұрын
Jay shree Ram
@JitendraDwibedy-wk4xn
@JitendraDwibedy-wk4xn Күн бұрын
Mohan sir a good CM 🎉
@bhubanmohanty3853
@bhubanmohanty3853 Күн бұрын
ଆପଣ ମୋହନ ସରକାରଙ୍କୁ ୬ ମାସର କାର୍ଯ୍ୟପଦ୍ଧତିକୁ successful କହିଲେ । ପ୍ରକୃତରେ ସେମାନେ କଣ କାମ କରୀଛନ୍ତି ନା BJD ଭଳିଆ ପ୍ରଚାରରେ ମାତିଛନ୍ତି । ଯେଉଁ କୌଣସି ସରକାର ଯାହା କାମ କରନ୍ତୁ ଯଦି ସେଇଟା ସାଧାରଣ ଲୋକର ଦୈନନ୍ଦିନ ସମସ୍ୟା କୁ ଲାଘବ କରେ ନାହିଁ ତା ହେଲେ ସରକାର କାମ କରିଛନ୍ତି ବୋଲି କୁହା ଯିବନି । BJD ସରକାର କିଛି କରି ନାହାନ୍ତି ସେହିପରି ନୂତନ ସରକାର ବି କିଛି କରି ନାହାନ୍ତି । ଆପଣ ଯଦି ଭାବୁଛନ୍ତି ଚାରିଦ୍ୱାର ଖୋଲିବା ବା ରତ୍ନ ଭଣ୍ଡାର ଖୋଲିବା ବା ସୁଭଦ୍ରା ଯୋଜାନରେ ପଇସା ଦେବା ବା ଚାଷି କୁ input susidy ଲୋକମାନେଙ୍କ ଦୈନନ୍ଦିନ କଷ୍ଟରୁ ମୁକ୍ତ ପାଇ ନାହାନ୍ତି । ଏ ଗୁଡ଼ାକ ଖାଲି ଭୋଟ ପାଇଁ କାର୍ଯ୍ୟ । ଯଦି କରିବାର ଅଛି ରୋଜଗାର ଦିଅନ୍ତୁ ସବସିଡି ନୁହେଁ, ଲୋକ ମାନଙ୍କର purchase power ବଢ଼ାନ୍ତୁ ସାମୟିକ ଦାନ ଦିଅନ୍ତୁ ନାହିଁ । ପ୍ରତି ମାସରେ essential ସାମଗ୍ରୀ ଓ live saving medicine ର ଦର ବଢ଼ୁଛି ସେହି ତୁଳନାରେ ରୋଜଗାର ବଢ଼ୁନି । ଖାଲି କାଦୁଅ ଫୋଫାଡ଼୍ ଛାଡ଼ି କାର୍ଯ୍ୟ କଲେ ଲୋକମାନଙ୍କର ହିତ ହେବ । ଦରଦାମ ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିଫଳ । BJD ସରକାର କଲାନି ବୋଲି ଲୋକେ BJP କୁ ଭୋଟ ଦେଲେ ମାତ୍ର ସରକାରଙ୍କ କାର୍ଯ୍ୟକ୍ରମରୁ କିଛି ଜଣା ପଡ଼ୁନି । କେନ୍ଦ୍ର ଅର୍ଥ ମନ୍ତ୍ତୀ ଏକ ନିକୃଷ୍ଟ ଅର୍ଥ ମନ୍ତ୍ରୀ ... ଖାଲି ସାଧାରଣ ଲୋକଙ୍କ ପକେଟରୁ କିପରି ପଇସା ନିଆ ଯାଇପାରେ ସେ ସବୁ କରୁଛନ୍ତି । 2047 ରେ ବିକଶିତ ଭାରତ କଣ ସାଧାରଣ ଲୋକଙ୍କ ଦଳିକି କରିବେ?
@mohansahu831
@mohansahu831 Күн бұрын
ଆପଣ ନିରାଟ ସତ୍ୟ କଥା ଲେଖିଛନ୍ତି ଆମକୁ ଦରକାର ସତ୍ୟ କଥା କାହିଁ ? ଯାହା କହିଥିଲେ ତାହା କଲେ କି ? ଚୋର କୁ ଧରିଲେ କି ? ନେତା ଙ୍କୁ ଧରିଲେ କି ? କିଛି ଚାକିରିଆ ଙ୍କୁ ଧରି ଦେଲେ ହୋଇଗଲା କି ? ପାଣ୍ଡିଆନ ଙ୍କ ଯୋଗୁଁ ଏମାନେ ଜିତିଲେ ଯଦି ପାଣ୍ଡିଆନ ଏମିତି ଓଡ଼ିଶା ସାରା ନ ବୁଲି ଥାନ୍ତା ଓଡ଼ିଆ ଲୋକ ଅସନ୍ତୁଷ୍ଟ ହୋଇ ନ ଥାନ୍ତେ କି ବିଜେପି ଆସି ନ ଥାନ୍ତା ? ନେତା ଙ୍କୁ ଲୋକେ ଅସନ୍ତୁଷ୍ଟ ହେଲେ ଲୋକେ ନିଶ୍ଚିତ ନେତା ବଦଳାଇବେ । କିନ୍ତୁ ଓଡ଼ିଆ ନେତା ଙ୍କୁ ଲଜ୍ଜ୍ୟା ଲାଗିବା କଥା ଯେ ଚୌକି ଗୋଟିଏ । ନେତା ହେବ ତ ପ୍ରଦୀପ ପାଣିଗ୍ରାହୀ ଦଳରେ ରହି ନେତା ଙ୍କୁ କହିବା ।
@mohansahu831
@mohansahu831 Күн бұрын
ବିଶ୍ଵନାଥ ସିଂ କଂଗ୍ରେସ ଦଳରେ ଥାଇ ତାଙ୍କୁ ଦଳର କଥା ଭଲ ନ ଲାଗିବାରୁ ବିଦ୍ରୋହ କରି ଅଲଗା ହୋଇ ପ୍ରଧାନମନ୍ତ୍ରୀ ହୋଇପାରିଥିଲେ। ଓଡ଼ିଆଙ୍କ ଏକତା ନ ଥିବାରୁ ଆଜି ଏ ଅବସ୍ଥା ଖାଲି ଚୌକି ପାଇଁ ଭିଡା ଭିଡି ନ ହେଲେ ସମ୍ମାନ ନ ଥାଇ ପଡ଼ି ରହିଛନ୍ତି ଦଳରେ ବାହାରୁ ଲୋକ ଆସି ଓଡ଼ିଶାରେ ରାଜନୀତି କରନ୍ତେ କି ? ଚାକିରିଆ ମାନେ ଏକ ନମ୍ବର ସିଟ ମାଡ଼ି ବସିଥାନ୍ତି?
@santanupuhan1259
@santanupuhan1259 Күн бұрын
Sir apana bilbilouchanti seita sakti pradarshan ra effect
@basantapattnaik7812
@basantapattnaik7812 Күн бұрын
ସାର ପ୍ରଣାମ 🙏🌹
@PrafullaSahoo-o1f
@PrafullaSahoo-o1f 9 сағат бұрын
ମୋହନ ମାଝି ବିଜେଡି ର ଚାଲ ଚରିତ୍ର ପ୍ରକୃତି,ସବୁ ଦେଖାଇଦେଲେ
@NarendraSwain-i5m
@NarendraSwain-i5m Күн бұрын
Sir apana kebe bi bjp birodhre kebe kahu nahanti
@ranjitbhuyan5160
@ranjitbhuyan5160 Күн бұрын
ଯୁକ୍ତିସଂଗତ ତର୍ଜମା 🙏🏻
@reemamaohapatra9821
@reemamaohapatra9821 Күн бұрын
Jay Nabin sir
@BhaktaHari-xy3lf
@BhaktaHari-xy3lf Күн бұрын
Very good afternoon
@jyotiranjan203
@jyotiranjan203 Күн бұрын
Sir 🎉namaste 🙏
@CREATORHAPI
@CREATORHAPI Күн бұрын
Jay Naveen 💚💚💚🙏
@UpendraDash-g3d
@UpendraDash-g3d Күн бұрын
ମୁଁ ତ୍ୱ ର ଅହଂକାର ମଧ୍ୟରେ ଶେଷ ହେଇଯିବ ବିଜେଡି
@rajanikantachoudhury2343
@rajanikantachoudhury2343 Күн бұрын
ସାର 🙏 2029 ରେ ଯଦି ନବୀନ ବାବୁ ଏତେ ବଡ ଶକ୍ତି ପ୍ରଦଶନ ଦେଖାଇ ପରିବେକି? ଏ ଦଳ କାହାକୁ ସମାନ ଦେବା ଜାଣି ନାହାନ୍ତି.
@ashutoshdas8998
@ashutoshdas8998 23 сағат бұрын
Bala Katha
@prasannakumarsethi9156
@prasannakumarsethi9156 Күн бұрын
Sir Namaskar
@nabaghanajena5138
@nabaghanajena5138 Күн бұрын
Jya Naveen pattanayak sir
@ashokkumarpanda5127
@ashokkumarpanda5127 Күн бұрын
Jay Shree Jagannath 🙏🏼🙏🏼
@manaswinisahoo6357
@manaswinisahoo6357 Күн бұрын
ଅନ୍ୟ କେହି ନେତା ନୁହନ୍ତି ନବୀନଙ୍କ କ୍ରୀତଦାସ
@smilesatyajit4335
@smilesatyajit4335 Күн бұрын
Jay jagannath Swami 🙏🙏🙏 Nabin babu apananku pranam 🙏🙏🙏
@bulusethy9220
@bulusethy9220 Күн бұрын
❤❤❤❤❤ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ
When you have a very capricious child 😂😘👍
00:16
Like Asiya
Рет қаралды 18 МЛН
Tuna 🍣 ​⁠@patrickzeinali ​⁠@ChefRush
00:48
albert_cancook
Рет қаралды 148 МЛН
“Don’t stop the chances.”
00:44
ISSEI / いっせい
Рет қаралды 62 МЛН
News Fuse 08 JAN 2025
22:19
OTV
Рет қаралды 3,6 М.
When you have a very capricious child 😂😘👍
00:16
Like Asiya
Рет қаралды 18 МЛН