ବେଶ୍ୟା ଘର ମାଟି ଜରୁରୀ କାହିଁକି //ଗାୟକ ଯୁବ ସମ୍ରାଟ ନୃସିଂହ ଚରଣ ହୋତା //ବାଦୀ ପାଲା //ମଞ୍ଚ ମାଟିଆ ଗଡ଼

  Рет қаралды 52,078

Pala Duniya

Pala Duniya

Күн бұрын

Пікірлер: 30
@biswaranjanbaral2809
@biswaranjanbaral2809 Жыл бұрын
ପ୍ରଶ୍ନର ଉତ୍ତର ଠିକ୍ ମନେ ହେଲା ନାହିଁ 🙏🙏 ସମାଲୋଚନା ଶୃଙ୍ଖଳିତ ନ୍ୟାୟରେ ପାଲା ମଞ୍ଚରେ କରିବା ଉଚିତ୍ 🙏🙏 ଅଯଥା କଥା କହି ଆଜିକା ଦିନରେ ଗାୟକ ମାନେ ନିଜର ମାନ ନିଜେ ହିଁ ତଳକୁ ପକାଉଛନ୍ତି। ପାଲା ଆଜିକା ଦିନରେ ଦେଖିବ ତ ବର୍ତ୍ତମାନ ସମୟର ଗାୟକ ବିଶ୍ଵନାଥ ସ୍ୱାଇଁ ମହୋଦୟ ଙ୍କ ଦେଖ ଯିଏ ନିଜର ପାଲା ଗାୟନ ଶୃଙ୍ଖଳିତ ଭାବେ ପୂର୍ବ ବତ ବଜାୟ ରଖିଛନ୍ତି ଆଉ ନିଜର ପାଲା ରେ ଶ୍ଳୋକ, ପଦ ତଥା ସମାଜ ପାଇଁ ଶିକ୍ଷା ଦେଇଥାନ୍ତି। ବହୁତ୍ ଗୁଡାଏ ଜ୍ଞାନ ଅର୍ଜନ କରିଦେଲେ ପାଲା ହୋଇଯାଏ ନାହିଁ ମାତ୍ର ଯେତିକି ଶିଖିଛ ସେତିକି କୁ କିପରି ନିଜର ସମୟ ସୀମା ଭିତରେ ଅଯଥା କଥା ନ କହି ପରିବ୍ୟକ୍ତ କରାଯାଇପାରିଲେ ତାକୁ ହିଁ ପାଲା କୁହାଯାଏ
@chhabindramansingh73
@chhabindramansingh73 Жыл бұрын
ବଢ଼ିଆ ପରିବେଷଣ 🙏ଲେଖକଙ୍କୁ କୋଟିପ୍ରଣାମ,, ବଡ଼ମ୍ବା ର ଗର୍ବ ଗୌରବ ହୋତାବାବୁ ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ, ସହ କର୍ମୀ ଙ୍କର ବି 🙏🙏🌹🌹🙏♥️🙏
@binapaninanda3514
@binapaninanda3514 Жыл бұрын
Sir mu apananku mo nati janama dinars dakibaku Chauhan chimini Kemiti janibi
@somnathcreation3167
@somnathcreation3167 Жыл бұрын
🪔ଦୁର୍ଗାପୂଜାରେ ବେଶ୍ୟାଗୃହ ମୃତ୍ତିକା....🪔🚩👇👇👇* *ଶାକ୍ତଶାସ୍ତ୍ରରେ ବେଶ୍ୟା କିଏ,* *ତେବେ ଗତବର୍ଷ ଆଲୋଚନା ପରେ ଅନେକ ବ୍ୟକ୍ତି ଆମକୁ ପ୍ରଶ୍ନ କରିଥିଲେ ଯେ ବର୍ତ୍ତମାନ ସମୟରେ ସେହିଭଳି ତନ୍ତ୍ରଶାସ୍ତ୍ରରେ ନିପୁଣ, ସିଦ୍ଧସାଧିକା ମହିଳା ତ କେଉଁଠି ନାହାନ୍ତି, ତେବେ ମା ଙ୍କ ପୂଜାରେ "ବେଶ୍ୟାଗୃହ ମୃତ୍ତିକା" ର ବ୍ୟବହାର କେମିତି ହେବ?* *ତେବେ ଏହି ବିଷୟରେ ଭଗବାନ* *ଶିବ ନିରୁତ୍ତର ତନ୍ତ୍ର ରେ* *ବହୁତ ଆଗରୁ ଆଲୋଚନା କରିଛନ୍ତି:-* *ମୂଳତଃ ଶାକ୍ତଶାସ୍ତ୍ର ଅନୁସାରେ ବେଶ୍ୟା ସାତ ପ୍ରକାରର* ଯଥା:- *#ଗୁପ୍ତବେଶ୍ଯା**, **#ମହାବେଶ୍ଯା**, **#କୁଳବେଶ୍ଯା**, **#ମହୋଦୟା**, **#ରାଜବେଶ୍ୟା**, **#ଦେବବେଶ୍ୟା** ଓ ବ୍ରହ୍ମବେଶ୍ୟା।‌* *ଏହି ସାତବେଶ୍ୟା ହେଲେ ସନାତନ ଧର୍ମର ସପ୍ତପୁରୀ ଯଥା:-* *ଗୁପ୍ତବେଶ୍ଯା ମହାବେଶ୍ଯା ଅଯୋଧ୍ୟା ମଥୁରା ପ୍ରିୟେ* *ମାୟା ଚ କୁଳବେଶ୍ଯା ସ୍ୟାତ୍ ମହୋଦୟା ଚ କାଳିକା* *ରାଜବେଶ୍ୟା ଦେବବେଶ୍ୟା ଦ୍ବାରିକା ପରିକୀର୍ତିତା* *କାଞ୍ଚୀ ଚ ରାଜବେଶ୍ୟା ସ୍ୟାଦ୍ ଦେବବେଶ୍ୟା ଅବନ୍ତୀକା* *ଦ୍ବାରାବତୀ ବ୍ରହ୍ମବେଶ୍ୟା ସପ୍ତୈତ ମୋକ୍ଷଦାୟିକା* ଅର୍ଥାତ୍:- *ଅଯୋଧ୍ୟା ଧାମ ହେଉଛି ଗୁପ୍ତବେଶ୍ଯା, ମଥୁରା ଧାମ ହେଉଛି ମହାବେଶ୍ଯା, ମାୟା(ହରିଦ୍ଵାର) ହେଉଛି କୁଳବେଶ୍ଯା, ମହୋଦୟା ବେଶ୍ୟା ହେଲେ କାଶୀ, ରାଜବେଶ୍ୟା ଦେବବେଶ୍ୟା ଓ ବ୍ରହ୍ମବେଶ୍ୟା ହେଲେ ଦ୍ବାରିକା। କାଞ୍ଚିପୁରମ୍ ହେଲେ ରାଜବେଶ୍ୟା ଓ ଅବନ୍ତୀକା ହେଲେ ଦେବବେଶ୍ୟା। ଏହି ସପ୍ତପୁରୀ ହିଁ ସାତପ୍ରକାରର ବେଶ୍ଯା ଅଟନ୍ତି ଯେଉଁମାନେ ମୋକ୍ଷ ପ୍ରଦାନ କରନ୍ତି।* *ଅର୍ଥାତ୍ ମା ଦୁର୍ଗା ଙ୍କ ପୂଜାରେ ବ୍ୟବହୃତ ହେଉଥିବା "ବେଶ୍ୟାଗୃହ ମୃତ୍ତିକା" ହେଉଛି ସପ୍ତପୁରୀ ର ମୃତ୍ତିକା ଅଟେ। ମା ଦୁର୍ଗା ଙ୍କ ପୂଜା ରେ ଏହି ସାତଟି ସ୍ଥାନର ମାଟିକୁ ବ୍ୟବହାର କରିବାପାଇଁ କୁହାଯାଇଛି। କିନ୍ତୁ ଆଜିକାଲି ମୂର୍ଖମାନେ "କୁଳଟା ନାରୀ" ଙ୍କ ଗୃହର ମାଟି ଆଣି ପୂଜାରେ ବ୍ୟବହାର କରୁଛନ୍ତି। ଏହା ସମ୍ପୂର୍ଣ୍ଣ ଭୁଲ ଅଶାସ୍ତ୍ରୀୟ ଅଟେ।* *ପୂର୍ବରୁ କୁହାଯାଇଛି ତଥାପି ପୁନରାୟ କହିରଖୁଛୁ:-* *ଏବଂ ବିଧା ଭବେତ୍ ବେଶ୍ଯା ନ ବେଶ୍ୟା କୁଳଟା ପ୍ରିୟେ* *କୁଳଟା ସଙ୍ଗମାତ୍ ଦେବୀ ରୌରବଂ ନରକଂ ବ୍ରଜେତ୍* *ଅର୍ଥାତ୍:-* *ହେ ଦେବୀ ପାର୍ବତୀ, ଶାକ୍ତଧର୍ମରେ ଦୀକ୍ଷିତ ତନ୍ତ୍ରସାଧିକା ହିଁ ବେଶ୍ୟା ଅଟେ। ସମାଜରେ ପ୍ରଚଳିତ ବହୁପୁରୁଷ ଙ୍କ ସହିତ ଶାରିରୀକ ସମ୍ପର୍କ ରଖିଥିବା କୁଳଟା ବାରଙ୍ଗନା ନାରୀ ସହିତ ଏହି ବେଶ୍ଯା ଙ୍କ ର କୌଣସି ସମ୍ପର୍କ ନାହିଁ। ଏହି କୁଳଟା ନାରୀ ଙ୍କ ସହିତ ସମ୍ଭୋଗ କଲେ ନର୍କପ୍ରାପ୍ତି ହୁଏ।* *କ୍ରମଶଃ.....* *ଶ୍ରୀ ମାତ୍ରେ ନମଃ...🚩*
@manojkumardas2658
@manojkumardas2658 Жыл бұрын
Garba adhika heijauchi
@rinkusahoo857
@rinkusahoo857 Жыл бұрын
❤❤❤ super
@jeebanjyotimishra7395
@jeebanjyotimishra7395 Жыл бұрын
ଭଲ ଦଖଲ ଅଛି ପାଲା ସଂସ୍କୃତି ଉପରେ
@chittaranjannanda9660
@chittaranjannanda9660 Жыл бұрын
Jayaghanath🙏🙏🙏
@bijayakumarsahoo4469
@bijayakumarsahoo4469 Жыл бұрын
ବେ ସି ଗ ପୁଛ ପା ଲା କ ମ
@diptikantmohapatra9580
@diptikantmohapatra9580 Жыл бұрын
Ahankari
@SushantaKuNayak
@SushantaKuNayak Жыл бұрын
ଆତ୍ମଗର୍ବୀ ଗାୟକ
@sureshchdas3346
@sureshchdas3346 Жыл бұрын
Ahankari gayka mahadaya
@biswaranjanbaral2809
@biswaranjanbaral2809 Жыл бұрын
ଭାଗବତ କୁହେ କୁବୁଜା ଙ୍କ ର ସ୍ବାମୀ ତଥା ସନ୍ତାନ କେହି ନଥିଲେ। ହରିବଂଶ ପୁରାଣ କୁହେ କୃଷ୍ଣ ଙ୍କ ସ୍ପର୍ଶ ପାଇବା ମାତ୍ରେ କୁବୁଜା ନିଜର ପୂର୍ବ ରୂପ ସୂରେଖା ଅପ୍ସରୀ ରୂପରେ ସେହି ସମୟରେ ସ୍ବର୍ଗ ଗମନ କରିଥିଲେ। ଭାଗବତ ତଥା ହରିବଂଶ କୁହେ ସେ କଂସ ରାଜା ର ନୀଯୋଗୀ ଥିଲେ। ତ କେମିତି ସେ ବେଶ୍ୟା ହେଲେ ଆଉ ପୁତ୍ର ସନ୍ତାନ ତାଙ୍କର ହେଲେ!!!!!🙏🙏🙏🙏🙏 ଦୟାକରି ଉତ୍ତର ରଖିବେ। ଅଷ୍ଟ ଅପ୍ସରୀ ସତ୍ୟରେ ଇନ୍ଦ୍ର ଙ୍କ ପାଖରେ ଥିଲେ ତା ସହ ଦ୍ଵାପର ରେ ଆଉ ତ୍ରେତୟା ରେ ବି ଥିଲେ। ତ କେବଳ ଯେ ସତ୍ୟରେ ସେମାନେ ବେଶ୍ୟା ତାହା ପ୍ରମାଣ କେତେଦୂର ଠିକ୍ 🙏🙏🙏
@Rkm14
@Rkm14 Жыл бұрын
Very nice
@kahna2016
@kahna2016 11 ай бұрын
ଆତ୍ମ ଗର୍ବୀ ଗାୟକ l ବେକାରୀଆ କଥା କହି ନିଜକୁ ନିଜେ ଖାଲି ଟେକି ହେଉଥିବ ।
@panditmoharaj2687
@panditmoharaj2687 10 ай бұрын
ଏଇଠି ଗୋଟେ ଅନୁରୋଧ କରିବି ହୋତା ମହାଶୟଙ୍କୁ, ଏଭଳି ସନା ଗୋସେଇଁ ଙ୍କୁ ମଞ୍ଚ ଉପରେ ଅସମ୍ମାନ କରିବା ଅନୁଚିତ ସେ ଶଶୁରଙ୍କ 🏠 ପଇସା ଆଣିବା କି ସ୍ତ୍ରୀ ର ଲୁଗା ସଫା କରିବା କଥା ମଞ୍ଚ ରେ ଆଲୋଚନା କରିବା କ'ଣ ଠିକ୍
@jyotiprakashmishra7853
@jyotiprakashmishra7853 Жыл бұрын
ଉତ୍ତର ଠିକ୍ ହେଲା ନି କୁବଜା ପ୍ରସଙ୍ଗ ଟି ପୁରା ମନଗଢା ଏ ଗାୟକ ଏ ସଂସ୍କୃତି କୁ ନଷ୍ଟ କରିଦେବ
@madhabchandradas5987
@madhabchandradas5987 2 күн бұрын
Satya jugare swarga ra besya .martyare Satya jugara besya katha kuha .eadu siadu gapani besi
@krushnasahu7514
@krushnasahu7514 Жыл бұрын
କୁବୁଜା ବେଶ୍ୟା ନୁହେଁ. ପାଲା ଏକ ସାହିତ୍ୟ ଏବଂ ସଂସ୍କାର ମଞ୍ଚ ଅଟେ ତେଣୁକରି ଏଠାରେ ବେଶ୍ୟା ପରବର୍ତ୍ତେ ବାରଙ୍ଗନା କହିଲେ ଠିକ ହୁଅନ୍ତା.
@prakashpaikaray9051
@prakashpaikaray9051 Жыл бұрын
ଅଯଥା ଗପିଲେ ଭଲ ଲାଗେନା
@soumyadandapat3270
@soumyadandapat3270 Жыл бұрын
Full pala upload kara
@PalaDuniya
@PalaDuniya Жыл бұрын
ଆପଣ ଦେଖନ୍ତୁ ସେରିଏଲ ଉପଲୋଡ. ହେଉଛି ଗୋଟାଏ ପରେ ଗୋଟାଏ ଧନ୍ୟବାଦ
@SudarsanBehera-j1k
@SudarsanBehera-j1k Жыл бұрын
ଉତ୍ତର ସନ୍ତୋଷ ଜନକ ହେଲା ନାହିଁ
@kalubhai639
@kalubhai639 Жыл бұрын
Nrusingha Bhaina ph no dia
@nimainswain4340
@nimainswain4340 Жыл бұрын
Ansar bhul
@debendranayak5009
@debendranayak5009 Жыл бұрын
MADUA SATYA NARAYAN KAN KAHILE PALA MEINING KYA NAHELE TO HIKIDI NIKALA DEGA PRAFULL KIA KAAM KAAN PARADEEP. EXAMS I AM READY SABU BESYA TU KAHA PILA BESYA STAN KAUTHI TU JANICHU .MAA SE EK BAR PUCHHU TAKAR KELIYE KOUN AYA DITAILS READY KAAR BCU TU KAAM SE GEYA
@bibhudatta8382
@bibhudatta8382 Жыл бұрын
E nach style ta kan kahibe
@pramodkumarmallick8186
@pramodkumarmallick8186 Жыл бұрын
Uttaran.pala..comiteeapanku.sadhubada.janaunchhi.membeer.pramoda.mallick
@nimainswain4340
@nimainswain4340 Жыл бұрын
Answer bhul
20 October 2024(2)
14:34
SKK CREATION DPS
Рет қаралды 726
Triple kill😹
00:18
GG Animation
Рет қаралды 18 МЛН
Motorbike Smashes Into Porsche! 😱
00:15
Caters Clips
Рет қаралды 23 МЛН
PRANK😂 rate Mark’s kick 1-10 🤕
00:14
Diana Belitskay
Рет қаралды 10 МЛН