ବାଜିଲା କେନ୍ଦ୍ର ଛାଟ ଫସିବେ ଅଚ୍ୟୁତ ସାମନ୍ତ! || Achyuta Samanta || KISS Land Scam || Odisha Reporter

  Рет қаралды 174,398

Odisha Reporter

Odisha Reporter

Күн бұрын

Пікірлер: 235
@santoshbehera1687
@santoshbehera1687 5 ай бұрын
କଛି ତ କରିପାରିବା ନାହିିଁ ଯିଏ କଲା ତାକୁ କହିବା ।ଏ ତ ଓଡିଆଙ୍କ ଲକ୍ଷଣ । ଆରେ ଭାଇ ସେ କଣ ସେ ଜମି ଘରକୁ ନେଇ ଯାଇଛି । ଦେଶ ପିଲାମାନଙ୍କ ଉଦ୍ଦେଶ୍ଯ ରେ ଶିକ୍ଷାନୁଷ୍ଠାନ କରିଛି ଓ ଅନେକ ପିଲାମାନେ ଉପକୃତ ହେଉଛନ୍ତି । ଜଙ୍ଗଲ କରି କଣ ଆଉ ଗୋଟିଏ ନନ୍ଦନକାନନ କରିଥାନ୍ତ ନା କଣ ? ଆରେ ଭାଇ ବଡ ହେବାକୁ ହେଲେ ନିଜ ଚିନ୍ତା ଧାରାକୁ ପରିବର୍ତ୍ତନ କର । ଗୋଡ ଟାଣିବା ବନ୍ଦ କର । ଅଚୂତସାମନ୍ତ ର ମାଇପ କି ଛୁଆ ପିଲା ନାହିଁ ସେ ନେଇ ପଳେଇବ । ଆପଣମାନେ ତ କରିପାରୁ ନାହାଁନ୍ତି ଯେ କଲା ତାକୁ କହିବା ତୁମମାନଙ୍କ ମୁଖରେ ସାର ।
@jnyanadevbhoi5883
@jnyanadevbhoi5883 5 ай бұрын
Also you have involved in govt land enclosure .
@Kiddie_Kingdom_Station
@Kiddie_Kingdom_Station 5 ай бұрын
Misiki khhaihhanti au sethhipain badhhuchhi
@santoshbehera1687
@santoshbehera1687 5 ай бұрын
@@Kiddie_Kingdom_Station ଆମ ସାଙ୍ଗରେ ଆପଣ ଥିଲେ
@subhashreedixit3695
@subhashreedixit3695 5 ай бұрын
Kehi pila uparaku aau jau nahanti jadi bhala se survey Kariba ta hele janiba sabu magana dele kehi uparaku uthi paranti nahi sabu sport's nija adhina re rakhi pilanku bhhuan buleiba katha
@amitsamal4097
@amitsamal4097 5 ай бұрын
Thik achhi KIIT au KISS ku govt ku hand over karideba Darkar
@netranetra4111
@netranetra4111 5 ай бұрын
ସବୁ ଲୁଟ୍ ତରାଜ୍ କରି ଖାଇଥିଲେ ଏବେ ଫସିଲେ ଅସୁବିଧା କ'ଣ
@anantaprasad1195
@anantaprasad1195 5 ай бұрын
Ghara bhanga
@seemaranibudek5736
@seemaranibudek5736 5 ай бұрын
Tume jaha ku emiti kahuchha ta about re first search Kari ki dekha tapare bujhi pariba se thik naa bhul ok
@pradoshranjanmohanty2986
@pradoshranjanmohanty2986 5 ай бұрын
ଧର୍ମ ପରିବର୍ତନ କରୁଥିବା ଏକ ଦଲାଲ ଗିରଫ କରିବା ଦରକାର୍
@JISHAYAMALLICK-zk3xl
@JISHAYAMALLICK-zk3xl 5 ай бұрын
ଦେଖିଥିଲ କି ସେ ଧର୍ମ ପରିବର୍ତନ କରିବା ର
@sagarsahoo4394
@sagarsahoo4394 5 ай бұрын
​@@JISHAYAMALLICK-zk3xlତୁ କ'ଣ ଟା ଦେଖିଛୁ......??!!
@vlogger_shikha
@vlogger_shikha 5 ай бұрын
Nije Jay panda OTV maliko kete land hodop korichi kahin Taku to dekaouno Eithi Jone tribal chuanku patho podhounchi seita dekha jaouni tumoku ... OTV maliko Jay panda kon korichi - niji gote mohan choro ...
@JISHAYAMALLICK-zk3xl
@JISHAYAMALLICK-zk3xl 5 ай бұрын
@@sagarsahoo4394 ମୁଁ ବା କିସ ପିଲା ଶଳା ମୁଁ ଦେଖିନି ତ ଆଉ କଣ ତୁ ଦେଖିଛୁ କି ବେ
@JISHAYAMALLICK-zk3xl
@JISHAYAMALLICK-zk3xl 5 ай бұрын
@@sagarsahoo4394 ମୁଁ ବା କିସ ପିଲା ମୁଁ ଦେଖିନି ତ ଶଳା ଆଉ କଣ ତୁ ଦେଖିଛୁ କି ବେ l
@VladimirPutin-y2y
@VladimirPutin-y2y 5 ай бұрын
ନା ସମସ୍ତଙ୍କର କିଛି କିଛି ପଇସା ଦରକାର। ସେଥି ପାଇଁ ଅଚ୍ୟୁତ ଙ୍କ ପଛ ରେ ଲାଗିଛନ୍ତି । କିଛି କିଛି ପଇସା ପାଇଗଲେ । ସବୁ ଥଣ୍ଡା ବାକ୍ସ କୁ ପୁଣି ଫେରି ଯିବ । No Tension 😂😂😂
@sakti6493
@sakti6493 5 ай бұрын
ଅଚ୍ୟୁତ କୁ ହରାଇବା ଏତେ ସମ୍ଭବ ନୁହେଁ। ପିଲାବେଳୁ ସେ ଜିତିବା ପାଇଁ ଅଭ୍ୟସ୍ତ। ରାଜ୍ୟ ରୁ କେନ୍ଦ୍ର ଯାଏ କେହି ତାର ଉଖାଡ଼ି ପାରିବ ନାହିଁ। ଜୁଏଲ ନିଜକୁ ଦକ୍ଷ ପ୍ରମାଣିତ କରନ୍ତୁ।
@banamalibehera8781
@banamalibehera8781 5 ай бұрын
SEMITI SE KARICHHI TAMAKU TAHAALE BHALA LAAGUCHHJIKI BHAAI.
@JISHAYAMALLICK-zk3xl
@JISHAYAMALLICK-zk3xl 5 ай бұрын
​@@banamalibehera8781ଅଚ୍ୟୁତ କୁ କିଏ ବାଳ ଉକଡି ପାରିବ ନାହିଁ
@purnachandrasahoo5350
@purnachandrasahoo5350 5 ай бұрын
ଓଡ଼ିଶା ପ୍ରଦେଶ ସବୁ ଜ଼ିଲ୍ଲା ରୂ 30000 ଏକର ଜମି କେଳେଙ୍କୀରୀ ହେଇଛି.,
@debendrahembram3634
@debendrahembram3634 5 ай бұрын
ଅଚ୍ୟୁତ ସାମନ୍ତ ସାରଙ୍କ ଭଳି ଭଲ ଚିନ୍ତାଧାରା ରଖୁଥିବା ବ୍ୟକ୍ତି ଆଜିର ଦୁନିଆରେ ବିରଳ । ତାଙ୍କ ଭଲ ଗୁଣ କୁ ଆଦରି କିଛି ଭଲ କରିବାକୁ ଚେଷ୍ଟା କର ହେ ଓଡ଼ିଶାବାସୀ!
@sitamanimurmu788
@sitamanimurmu788 5 ай бұрын
ସତ୍ୟର ସବୁବେଳେ ଜୟ ହେବ
@asisdash4466
@asisdash4466 5 ай бұрын
ପ୍ରଭାକରନ ଯେଉଁ ଲିଙ୍ଗରାଜ ଜମି ମାଡ଼ିବସିଚି … ସାହସ ଅଛି ତା ବିଷୟରେ ବଜେଇବା ପାଇଁ ??? ଅଚ୍ୟୁତ ବାବୁ ଓଡ଼ିଆ ଆଦିବାସୀ ପିଲା ମାନଙ୍କ ପାଇଁ କାମ କରିଛନ୍ତି , କେତେ ଓଡ଼ିଆ ଲୋକ ଙ୍କୁ ଚାକିରୀ ଦେଇଛନ୍ତି … ତାଙ୍କ ପଛରେ ନ ଲାଗି… ପ୍ରଭାକରନ ତାମିଲ ଯୋଉ ଖଣି ଲୁଟୁଛି . ଲିଙ୍ଗରାଜ ଙ୍କ ଜମି ମାଡି ବସିଛି .. ଖୋର୍ଦ୍ଧା ଚାଷୀ ମାନଙ୍କ ଜମି ମାଡି ବସିଛି … ତାକୁ ଟିକେ. ଦେଖା ଅ … ଯଦି ସତରେ ତମେ ଓଡ଼ିଆ ଲୋକ ଙ୍କର ଚାଁନେଲ .. ଶଳା ଓଡ଼ିଆ କଙ୍କଡା … ବାହାର ତାମିଲ ତମର ଲୁଟିକି ନେଇ ଗଲେଣି … ଆଉ ତମେ କିସ ପଛରେ ପଡ଼ିଛ … ଛି କେବେ ଏ କଙ୍କଡା ଜାତି ଉପରକୁ ଉଠିପାରିବ ନାହିଁ ଏଇ କଙ୍କଡା ଗୁଣ ଯୋଗୁ
@_mr___rajput
@_mr___rajput 5 ай бұрын
😂😂😂 Kai pila nku job dele boli se govt land ku nijar karinebe ki ?? Tame bhabuchh se sabu free re karuthile Sethi pai se bahut bhala 😅 kintu adibasi nku free education dauthibaru tanka pakhaku kete tanka ase se business karuthile 😂
@କଳିଙ୍ଗପୁତ୍ର-ର8ଦ
@କଳିଙ୍ଗପୁତ୍ର-ର8ଦ 5 ай бұрын
ଅଚ୍ୟୁତ ସାମନ୍ତ କେବଳ ଜମି, ଜଙ୍ଗଲ ଲୋଟି କି ଖାଇ ନାହିଁ, ସେ ଶଳା ବିଦେଶରୁ ଟଙ୍କା ଖାଇ ଓଡ଼ିଶା ର ନିରିହ ଆଦିବାସୀ, ହରିଜନ ଲୋକ ମାନଙ୍କୁ ଖ୍ରୀଷ୍ଟିଆନ ରେ ପରିଣତ ମଧ୍ୟ କରୁଥିଲା,,ସେ ଶଳା କୁ ଭଲ କରି ଜେଲ୍ ରେ ଭର୍ତ୍ତି କରାଯାଉ
@SSBOYVLOG-iy8hp
@SSBOYVLOG-iy8hp 5 ай бұрын
Tu magya dekhithilu nai be😡😡😡
@dishomkumblu2453
@dishomkumblu2453 5 ай бұрын
​@@SSBOYVLOG-iy8hp tu ta maikina bodhe fatuchi Toro 😂😂😂
@ajitkumarsamal7202
@ajitkumarsamal7202 5 ай бұрын
​@@SSBOYVLOG-iy8hptate kn pain badhila ki re? Tadant haba darkar . Bhul thile action hau.
@SSBOYVLOG-iy8hp
@SSBOYVLOG-iy8hp 5 ай бұрын
@@dishomkumblu2453 speling mistake sola ଅଙ୍ଗୱାଡ଼ି jaiki asibu jaa😂😂😂
@dishomkumblu2453
@dishomkumblu2453 5 ай бұрын
@@SSBOYVLOG-iy8hp Jodi speling mistake. Tu bhadua. Bujhuchu kemiti...
@HEMANTAMURMU-u4r
@HEMANTAMURMU-u4r 5 ай бұрын
ଅଚ୍ୟୁତ ସାମନ୍ତଙ୍କ ବାଳ ବି ଉଖାଡି ପାରିବନି😂,ଦମ୍ ଅଛି ତ ଜେଲ୍ ରେ ପୁରେଇ କି ଦେଖ.....
@satyabehera9431
@satyabehera9431 5 ай бұрын
ସାହାଯ୍ୟ ନାମରେ ଓଡ଼ିଶା କୁ ଲୂଟିନେଇଛନ ପ୍ରଥମ ନବୀନ ପଟ୍ଟନାୟକଙ୍କୁ ଜେଲରେ ପୁରାଓ ।
@ODISHABHAI-eq8jq
@ODISHABHAI-eq8jq 5 ай бұрын
ଆଦିବାସୀ ଙ୍କ ନାମ ରେ ଖେଳ କରୁଥିଲେ, ସମସ୍ତେ ଜାଣି ଛନ୍ତି, ସେଇ ଆଦିବାସି ମାନେ ଏବେ ତାଙ୍କୁ ଭୋଟ ଦେଇ ନାହାନ୍ତି, ଆଦିବାସୀ ପ୍ରେମ, ଆଉ ନାହିଁ, ତାଙ୍କ ସବୁ ସଂସ୍ଥା କୁ ବନ୍ଦ କରା ଯାଉ
@Ambulrai
@Ambulrai 5 ай бұрын
Biggest Land Mafia of Odisha. Achuta ra real face sabu janinahanti. Ek dum baje loka te.
@satyabhamasahoo1023
@satyabhamasahoo1023 5 ай бұрын
Kiim kiit kiss hospital 30,000 loka job paichanti
@vlogger_shikha
@vlogger_shikha 5 ай бұрын
Nije Jay panda OTV maliko kete land hodop korichi kahin Taku to dekaouno Eithi Jone tribal chuanku patho podhounchi seita dekha jaouni tumoku ... OTV maliko Jay panda kon korichi - niji gote mohan choro ...
@subhadramajhi5581
@subhadramajhi5581 5 ай бұрын
Tame kahiba ku kiye nije to kariparun
@Ambulrai
@Ambulrai 5 ай бұрын
@@satyabhamasahoo1023 jete job karuchanti sabu low paid compared to other companies and hospitals. Achyuta Land jetiki maruchi Tara 100 guna mulya Land marideichi.
@bhabagrahidas2385
@bhabagrahidas2385 5 ай бұрын
ଆଦିବାସୀ ପିଲାଙ୍କ ଭବିଷ୍ୟତ ସହ ରାଜନୀତି ଖେଳ ଖେଳନି
@lifestyleindia649
@lifestyleindia649 5 ай бұрын
କିଛି ହେବନି ଆଜ୍ଞା ଅଚ୍ୟୁତ ବାବୁ ବହୁତ ଚାଲାକ.. ବହୁତ ଶୀଘ୍ର ଦେଖିବେ ବିଜେପି ରେ ମିଶି ଯିବେ. ଆଉ ତାଙ୍କ କଳା ସାମ୍ରାଜ୍ୟ ଲୁଚି ଯିବ 😂
@maniramsabar4263
@maniramsabar4263 5 ай бұрын
ଠିକ ଲୋକଙ୍କ ଠିକ ଜାଗାରେ ସ୍ଥାନ ନାହିଁ l ରାଜ ନୀତିଆ ଯାହା ଚାହିଁବେ ତାହା ହବ l ବିରୋଧୀଙ୍କ ଷଡଯନ୍ତ୍ର ନୁହେଁତ ?
@techgopalcreative3760
@techgopalcreative3760 5 ай бұрын
କିଛି ହେବନି ସମସ୍ତେ ଗୋଟିଏ ଲାଉ ର ମଞ୍ଜି
@PRAMODBEHERA-il2mr
@PRAMODBEHERA-il2mr 5 ай бұрын
You are 101 percent right.
@jeetendapanda2591
@jeetendapanda2591 5 ай бұрын
Correct 💯
@gurucharansahoo9577
@gurucharansahoo9577 5 ай бұрын
ଧର ଶଳେଙ୍କୁ 👍👍 ଗୋଡାଇ ଗୋଡାଇ ଧର 💪💪😂😂😀😀😀😀
@ranajitjena4668
@ranajitjena4668 5 ай бұрын
ଜୁଏଲ ଓରାମ ର ଯେତିକି ବୁଦ୍ଧି ସେ ସେତିକି ବାଟ ଯାକେ ଯାଇପାରିବ, ତାପରେ ଚୁପ ହୋଇ ବସିବ.
@ajitkumarsamal7202
@ajitkumarsamal7202 5 ай бұрын
Eita bhul dharana. Gote MP jadi lagiba aau center ra support miliba kou jaine jaipariba dekhiba aau
@birajmohapatra2377
@birajmohapatra2377 5 ай бұрын
Juel Oram ta nije adibasi kana tanka pain karichanti mantri heiki
@SunilKanhar-po2yg
@SunilKanhar-po2yg 5 ай бұрын
​@@birajmohapatra2377କେବଳ ରାଜନୀତି
@smitamallick3669
@smitamallick3669 5 ай бұрын
ଯିଏ ବି ଭଲ କାମ କରେ ତା ପଛରେ ସମସ୍ତେ ଲାଗିଜାନ୍ତି ସହିପାରାନ୍ତିନି
@Ambulrai
@Ambulrai 5 ай бұрын
Chopa na.... Biggest Land Mafia of Odisha. Education Bepari. Bhala na mo balo
@BijayaBehra-i6v
@BijayaBehra-i6v 5 ай бұрын
ତତେ ଗାଣ୍ଡିମରନ୍ତି
@JISHAYAMALLICK-zk3xl
@JISHAYAMALLICK-zk3xl 5 ай бұрын
​@@Ambulraiତୁ ମଘୀଆ କିଏ ବେ
@hariharasahoo428
@hariharasahoo428 5 ай бұрын
ଏ କଥାରୁ ଲାଗୁଚି.. ମନ୍ଦିର ରୁ ଚୋରି କର.. ଆଉ ମନ୍ଦିର ରେ ସେଇ ଚୋରି ପଇସା ରେ ଲୋକ ମାନଙ୍କୁ ପ୍ରସାଦ ଦିଅ.. ଏଥିରେ କିଛି ଭୁଲ ନାହିଁ 🤣🤣🤣.. ଆଉ କେତେ ଓଡିଶା ରୁ ଖାଇଥିଲେ ଆତ୍ମା କୁ ତମର ଶାନ୍ତି ମିଳିଥାନ୍ତା 🙏
@durbashasahani4154
@durbashasahani4154 5 ай бұрын
ବିଜେପି ସ୍ୱାଗତ ଘଣ୍ଟି ବଜେଇକି ଡାକୁଛି ଅଚ୍ୟୁତ ସାମନ୍ତ ମହୋଦୟ ଙ୍କୁ,,, ସେ ବିଜେପି ରେ ଆଗକୁ ଜୈନ କରିବାକୁ ଯାଉଛନ୍ତି,,,,,,,
@sagarsahoo4394
@sagarsahoo4394 5 ай бұрын
ଯେମିତି ତୁ ସୁବିଧାବାଦୀ ନିଜ ବୋପା ବଦଳାଉ ସେଇ ଅଭିଜ୍ଞତା ଅଛି ନା ତୋର.....!!
@shibarampadhy8210
@shibarampadhy8210 5 ай бұрын
ଅତିଶ୍ରିଘ ଏହି ଜମିର ଅପବ୍ୟବହାର କରିଥିବା ବ୍ୟକ୍ତିଙ୍କୁ ଦଣ୍ଡ ଦିଆଯାଉ
@jayakrishnamoharana7253
@jayakrishnamoharana7253 5 ай бұрын
Samanta Sir Odisha ra Garba O Gouraba...Jay Jagannath 🙏
@swamidhireshananda2847
@swamidhireshananda2847 5 ай бұрын
ଭଲ କଣ ଖରାପ୍ କଣ ପ୍ରଥମେ ଦେଖ ତାପରେ କହିବା
@Ttyilojg
@Ttyilojg 5 ай бұрын
ସାବଧାନ ସେ BJP କୁ join ନ କରୁ 😂😂😂
@SomeoneYt-xf3wn
@SomeoneYt-xf3wn 5 ай бұрын
Samanta Sir 🙏🙏
@kshyamasagarbehera9858
@kshyamasagarbehera9858 5 ай бұрын
ସନ୍ନ୍ୟାସ ନେଲା ଦଳରୁ ଜାଣିକି ଧରା ନ ହେବା ପାଇଁ କେନ୍ଦ୍ର କଣ ଛାଡ଼ିବ ସମସ୍ତଙ୍କୁ ଗୋଡେଇ ଗୋଡେଇ ଧରିବ...... ଜୟ ମୋହନ ମାଝୀ ଜୟ ନରେନ୍ଦ୍ର ମୋଦି
@sagarsahoo4394
@sagarsahoo4394 5 ай бұрын
ଠିକ୍ ଠିକ୍ 👍
@SunilKanhar-po2yg
@SunilKanhar-po2yg 5 ай бұрын
ରାଷ୍ଟ୍ରପତି ପରା କିସ୍ କୁ ବୁଲି କି ଯାଉଛନ୍ତି
@RMStudio16933
@RMStudio16933 5 ай бұрын
Kukura Tara kn patu6i
@chandrakantsutar2922
@chandrakantsutar2922 5 ай бұрын
Achyut Samat has looted land of Odisha.....made lots of money during COVID 19.....master in womenization 😂😂😂
@sarbeswardas4498
@sarbeswardas4498 5 ай бұрын
ଡାଳ କାଟିଦିଆଯାଉ। ପରେ ଗଛର ମୂଳ ଓ ଚେର ଉପାଡ଼ି ଫୋପାଡି ଦିଆଯିବ।
@RabiranjanNaik-vq6lg
@RabiranjanNaik-vq6lg 5 ай бұрын
ତୁରନ୍ତ ସରକାରୀ ଜାଗା ଯେତିକି ଫେରେଇ ଆଣିବାକୁ BJP ସରକାର ସମର୍ଥ ହେବେ ଏଥିପାଇଁ ସବୁଜ ଗଛ ଲତା କେତେଯେ ନଷ୍ଟ ହୋଇଛି ତାର ପୁନରୁଦ୍ଧାର କରା ଯାଉ ଏହା ଗ୍ଲୋବାଲ ଉଅମିରିଂ ପାଇଁ ଭଲ
@RMStudio16933
@RMStudio16933 5 ай бұрын
Kukura tara kn patu6i
@debanandabehera8833
@debanandabehera8833 5 ай бұрын
ଅଚ୍ୟୁତୀ ବାବୁ ଏବେ କଣ କରିବ...ଆଉ ନୂଆ ଆଇଟମ ରୋଷେଇ କର।
@chandaneswarmarndi2746
@chandaneswarmarndi2746 5 ай бұрын
ଅଚ୍ୟୁତ ସାମନ୍ତ BJP ରେ ଯୋଗ ଦେଲେ ସବୁ ସମାଧାନ ହେବ ,,ଖାଲି ଗୋଟେ drama
@sagarsahoo4394
@sagarsahoo4394 5 ай бұрын
ତମ ଭଳିଆ ବୁକୁଚାବୁହା ସୁବିଧାବାଦୀଙ୍କର ତ ସେହି ନୀତି ନାଁ.....!! ଏଣ୍ଡୁଅ ତ ରଙ୍ଗ ବଦଳାଏ କିନ୍ତୁ ତମେ ନିଜ କଳାକାର୍ଣ୍ଣାମା ଲୁଚେଇବା ପାଇଁ ବା ରାତାରାତି ବାପ ବଦଳେଇଦବ......!!
@birajmohapatra2377
@birajmohapatra2377 5 ай бұрын
Jemiti pradip panigrahi au prasant jagdev bjd re thila bele kharap au bjp ku asila pare suna pua
@birajmohapatra2377
@birajmohapatra2377 5 ай бұрын
​@@sagarsahoo4394Tame haucha andha bhakta
@RMStudio16933
@RMStudio16933 5 ай бұрын
Achyuta Samanta name dariba pai tame kia be Kukura Tara kn patu6i.
@sureskumar9199
@sureskumar9199 5 ай бұрын
Jadi bjd jiti thanta pura bbsr ra jami ku neijaithanta
@umakantaparida8086
@umakantaparida8086 5 ай бұрын
ଆରେ ପଣ୍ଡାଙ୍କ କୁତା ତମ ଚଉଦ ପୁରୁଷ ରେ କିଏ ଅଚ୍ୟୁତ ଏବଂ ନବିନ ପାଦକୁସରିହେବ। ଧନ୍ୟବାଦ।
@sankarsubudhi9562
@sankarsubudhi9562 5 ай бұрын
Quick investigation
@amiyakantapradhan8345
@amiyakantapradhan8345 5 ай бұрын
Kiss ku close kariba pain chesta karani jadi kiss close hua taha hele kahariku chadibuni
@nareshkumarswain769
@nareshkumarswain769 5 ай бұрын
Aga bandha Jau bjd pai panthi jogauthilea
@vlogger_shikha
@vlogger_shikha 5 ай бұрын
Nije Jay panda OTV maliko kete land hodop korichi kahin Taku to dekaouno Eithi Jone tribal chuanku patho podhounchi seita dekha jaouni tumoku ... OTV maliko Jay panda kon korichi - niji gote mohan choro ...
@basudevmutuka387
@basudevmutuka387 5 ай бұрын
ଅଚ୍ୟୁତ ସାମନ୍ତ ଯେ କେବଳ ଜଣେ ସାଧାରଣ ବ୍ୟକ୍ତି ନୁହନ୍ତି ସେ ଯାହା ବି କରିଛନ୍ତି ଆପଣମାନେ ସାରା ଓଡ଼ିଶା କିମ୍ବା ଭାରତ ରେ କେହିବି ଏକାକୀ ଏତେ ବଡ ଅନୁଷ୍ଠାନ ଗଡିକି ଆଦିବାସୀ ପିଲା ମାନଙ୍କୁ ବିନା ଖର୍ଚ୍ଚ ରେ ପାଠ ପଡ଼lଉ ଛନ୍ତି ଆଉ ସମାଜର ମୁଖ୍ୟ ସ୍ରତ ରେ ସାମିଲ କରୁଛନ୍ତି ସେ ଜାଣିଛନ୍ତି କିପରି ନିଷ୍ପେସିତ, ଅବହେଳିତ ପିଲା ମାନେ ଶିକ୍ଷା ଗ୍ରହଣ କରିବେ ଏହା ହେଉଛି ତାହାଙ୍କର ଲକ୍ଷ୍ୟ ଯଦି ବି ସେ ସରକାରୀ ଜମି ଅଧିକାର କରିଛନ୍ତି ତାହା କିଛି ଭୁଲ ଉଦ୍ଧେଶ୍ୟ ରେ ନୁହେଁ ଆପଣମାନେଏତିକି ଜାଣିଛନ୍ତି ସେ କେବଳ ଜଣେ ମଣିଷ କିନ୍ତୁ ସେ ଜଣେ ସମାଜ ସେବୀ, ଉଚ୍ଚ ଶିକ୍ଷିତ ବ୍ୟକ୍ତି,ଦେଶ ବିଦେଶର ଜଣା ଶୁଣା ବ୍ୟକ୍ତି କିଛି ଲୋକ ଅଛନ୍ତି ତାଙ୍କର ଏବଂ ଆଦିବାସୀ ପିଲାମାନଙ୍କର ଉନ୍ନତି କୁ ସହି ନପାରି ତାଙ୍କ ବିରୁଦ୍ଧରେ ଅଭିଯୋଗ କରିବା ସହ କିଛି ମିଡ଼ିଆ ଚାନେଲ ମଧ୍ୟ ବଦନାମ୍ କରିବାକୁ ଆଜି ଟୁ ନୁହେଁ ବହୁତ୍ କିଛି ବର୍ଷରୁ ଉନ୍ନତି ପଥରେ କଣ୍ଟା ସାଜିଛନ୍ତି। ମୁଁ ଏତିକି ଜଣେଇବା କୁ ଛାହୁଁଚି ଯେ ଜଣଙ୍କ ବିଷୟରେ କିଛି ବି ସଟିକ ତଥ୍ୟ ନଜାଣି ବେକାର ଟାରେ ବଦନାମ୍ କରିବାକୁ ଚେଷ୍ଟା କରନ୍ତୁ ନାଇଁ । ଯଦି ଆଜି ଦିନରେ ଅଚ୍ୟୁତ ସାମନ୍ତ ସାର ଭୁବନେଶ୍ୱର ରେ କିସ୍ ଓ କିଟ୍ ଭଳି ଅନୁଷ୍ଠାନରେ ଏତେ ମାତ୍ରା ରେ ଆଦିବାସୀ ପିଲାମାନଙ୍କୁ ପଡେଇ ନ ଥାନ୍ତେ ତାହେଲେ ଅନେକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ର ପିଲା ମାନେ ଶିକ୍ଷା ଗ୍ରହଣ କରିପାରି ନ ଥାନ୍ତେ ବହୁତ୍ ପିଲା ଶିକ୍ଷା ଲାଭ କରି ବିଭିନ୍ନ ସରକାରୀ ଓ ବେସରକାରୀ ପଦ ପଦବୀ ରେ ମଧ୍ୟ ନାମ କରିଛନ୍ତି।
@shrishyamasundardasmaharaj9242
@shrishyamasundardasmaharaj9242 5 ай бұрын
ବାଜ୍ୟ ଅର୍ଗସ ଚାନେଲ
@trend0017
@trend0017 5 ай бұрын
aga se navin ku arrrest kara jau...se hin hauchi sabu durniti ra mula...au egudaku dharile kan haba...only navin arrest haba darkar
@dibyanandasahu825
@dibyanandasahu825 5 ай бұрын
Very beautiful sir jai hind. Take action.
@prasad906Panda
@prasad906Panda 5 ай бұрын
Nice information most be published
@laxmidharsahoo2431
@laxmidharsahoo2431 5 ай бұрын
ଅର୍ଗସ ଅଚୁତର ଉଖାଡିବ
@ashokharijan9537
@ashokharijan9537 5 ай бұрын
Are BJP tume revanz neba mood re sabu bele kana achha Odisha ra development pai chinta kara BJP wale
@suvendukumardash1976
@suvendukumardash1976 5 ай бұрын
Jay Jay Sita Ram
@GhanasyamBariha-e8d
@GhanasyamBariha-e8d 5 ай бұрын
ଆଦିବାସୀ ନାରେଳୁଟକରୁଛନ
@RMStudio16933
@RMStudio16933 5 ай бұрын
Mg Tamara kn patu6i
@madanpatra2802
@madanpatra2802 5 ай бұрын
Yogi Adityanath Rule should be implemented in Odisha
@azharkkhan8822
@azharkkhan8822 5 ай бұрын
👏👏👏👏👏👏👏👏👏
@simanchalnayak7634
@simanchalnayak7634 5 ай бұрын
କିଛି ହେବନି।
@dillipkumardas1107
@dillipkumardas1107 5 ай бұрын
It should be investigated through Supreme Court of India.
@bipincharanmishra8149
@bipincharanmishra8149 5 ай бұрын
Request to Odisha Govt to enquiry
@jayadevswain8153
@jayadevswain8153 3 ай бұрын
ଏଇଟା ଦ୍ୱିତୀୟ ସାରଥୀ
@Pratapprusty-y7h
@Pratapprusty-y7h 5 ай бұрын
Bjd ra druniti dekhi odisha janata bjp ku vote dele kintu bjp sarakar mafia mananku chhadantu nahi jogi Sarakar nkar niyam lagu heu jay jaganath
@sunilpradhan6652
@sunilpradhan6652 5 ай бұрын
Do the proper investigation and take the serious action ASAP
@madhabamajhi5232
@madhabamajhi5232 5 ай бұрын
Odisha Barbad heijib ADOVASI Nka Hak Chhinile
@Diptimayeepandavloge
@Diptimayeepandavloge 5 ай бұрын
Very nice
@azharkkhan8822
@azharkkhan8822 5 ай бұрын
👍👍👍👍👍👍👍👍👍
@rajanisahu4577
@rajanisahu4577 5 ай бұрын
First plantation of big trees must be planted till finalisation of transfer of "kisam" by Govt of Odisha and take back the title of the land in the name of Govt.
@SushilKumarVlogs-bb6yx
@SushilKumarVlogs-bb6yx 5 ай бұрын
Very good steps by central government. .... He is totally currptted person of odisha. ...
@RMStudio16933
@RMStudio16933 5 ай бұрын
Kukura Tara kn patu6i
@niranjanpradhan4800
@niranjanpradhan4800 5 ай бұрын
ସିବିଆଇ ତଦନ୍ତ କାହିଁକି ହଉନି
@RMStudio16933
@RMStudio16933 5 ай бұрын
Kukura Tara kn patu6i
@kabitasahoo8385
@kabitasahoo8385 5 ай бұрын
🙏👍
@pradeepkumarsinha803
@pradeepkumarsinha803 5 ай бұрын
NO MAFIARAJ. NO GUNDARAJ. SEND TO KALAPANI FOREVER.
@minutesaboutShantikunjbyDSLenk
@minutesaboutShantikunjbyDSLenk 5 ай бұрын
ଆତ୍ମା କୁ ଶାନ୍ତି ମିଳିବ ଚୋର, ଡକାୟତ ଗୁଡା ଧରାପଡ଼ିଲେ
@RMStudio16933
@RMStudio16933 5 ай бұрын
Kukura Tara kn patu6i
@sameermeher4749
@sameermeher4749 5 ай бұрын
Tame tanka kichhi teki pariba nahi
@deepalipattanayak1668
@deepalipattanayak1668 5 ай бұрын
20000 lokonku tama mane chakiri deiparibaki
@ArsuHansdah-z2m
@ArsuHansdah-z2m 5 ай бұрын
Achuyto. Sir. Garibapela manku bado monisa kari. Canti
@satyanayakodiavlogs
@satyanayakodiavlogs 5 ай бұрын
ଆଗକୁ ଦେଖ କଣ କଣ ହଉଚି ଏ ଚୋରଙ୍କୁ କେମିତି ଧର ହଉଚି
@RMStudio16933
@RMStudio16933 5 ай бұрын
Achyuta Samanta name dhariba pai tame kia be Kukura Tara kn patu6i
@tarunkumarpatra9597
@tarunkumarpatra9597 5 ай бұрын
Ba ba re BJD sarkar
@prashantpalo5688
@prashantpalo5688 5 ай бұрын
He should be jail soon.
@jnyanadevbhoi5883
@jnyanadevbhoi5883 5 ай бұрын
BJD KU AU 5 YR VOTE DIA NA HELE MU DUKHITA.
@lawsimplified316
@lawsimplified316 5 ай бұрын
Achyut Samant nka Dental hospital re treatment re patient saha experiment karajaye Patient hazar harar kharcha pala pare b patient ra Tooth damage heba ta sure
@deepakacharya3892
@deepakacharya3892 5 ай бұрын
ଆଜି ଯାଏ କେନ୍ଦ୍ର ସରକାର କେଉଁ ସ୍ବାର୍ଥ ନିମନ୍ତେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲେ ? CBI/ED ମୋଦି ମାଇକିନା ପାଖରେ ଗାଣ୍ଡୀ ମରାଉଥିଲେ।
@banamalibehera8781
@banamalibehera8781 5 ай бұрын
TAMAKU KAHINKI KHARAP LAAGUCHHI BHAI. JIE NIYAN KHAIBAA SE ANGAARA 2 KARIBA.
@deepakacharya3892
@deepakacharya3892 5 ай бұрын
@@banamalibehera8781 ଠିକ୍ କହିଛନ୍ତି ଭାଇ, ମୋର କହିବାର କାରଣ ହେଲା, ମୋଦି ର ସମସ୍ତ କାର୍ଯ୍ୟକୁ ନବୀନ ସମର୍ଥନ କରୁଥିଲେ। SO BJP ନିଜ ସ୍ବାର୍ଥ ନିମନ୍ତେ ସମସ୍ତ CORRUPTION କୁ SUPPORT ଦେଉଥିଲା। ତେବେ କିଏ ସର୍ବାଧିକ CORRUPTED ?
@duhkhishyamnayak9496
@duhkhishyamnayak9496 5 ай бұрын
A.naveen.bada.don
@Debendradas-r8c
@Debendradas-r8c 5 ай бұрын
Durnitikhor nku jharapada jail pathantu CM SIR,
@RMStudio16933
@RMStudio16933 5 ай бұрын
Kukura Tara kn patu6i
@aloksatpathy1680
@aloksatpathy1680 5 ай бұрын
Otv Khordha re thiba Sarua thare jane SC nka jami madi basichhi , ta upare kebe action niajiba ??
@bb07199
@bb07199 5 ай бұрын
Achuta samanta is a bigest land mafia in odisha.
@sanjitmajhi5908
@sanjitmajhi5908 5 ай бұрын
ଆରେ ଶଳା ନିଉଜ ବଲା କଳାହାଣ୍ଡି, ଲାଞ୍ଜଗଡ଼ଠାରେ "ବେଦାନ୍ତ" କମ୍ପାନୀ ଆଦିବାସୀ ମାନଙ୍କ ଜଳ,ଜଙ୍ଗଲ,ଜମି କୁ ହଡପ କରି ନିରୀହ ଆଦିବାସୀ ଲୋକଙ୍କୁ ନିରାଶ୍ରୟ କରି ବିତାଡିତ କରୁଛି ଶଳା ତୋର କିଛି ହେଉ ନାହିଁ କି ? ତୋର ମା ବିୟା ଫଟୁ ନାହିଁ ? Dr. ଅଚ୍ୟୁତ ସାମନ୍ତ "କିସ୍" ଅନୁଷ୍ଠାନ ବନେଇ ଓଡ଼ିଶାର ଆଦବାସୀ ପିଲାଙ୍କୁ ପାଠ ପଢେଇ ମଣିଷ ପରି ମଣିଷ ଗଢ଼ି ସମାଜ ର ଉନ୍ନତୀ କରୁଛନ୍ତି। ତୋ ଶଳା ମିଡିଆ ବାଲା ତୋ ମା ଵିଆ ପଠୁଚି କି ? ଶଳା ମିଡିଆ ବାଲା "ଜୟ କିସ୍ ଜଏ ଆଦିବାସୀ"
@narendradj2251
@narendradj2251 5 ай бұрын
News କରୁଚ ଭଲ news କର ଯିଏ ଜମି ହଡ଼ପ କରୁଛନ୍ତି ବ୍ୟକ୍ତିଗତ କାମରେ, ସାମାଜିକ ହିତ ନିମନ୍ତେ ସାର ଜମିକୁ ବ୍ୟବହାର କରିଛନ୍ତି ତାଙ୍କ ବ୍ୟକ୍ତିଗତ ନିମନ୍ତେ ନୁହେଁ, ଯୋଉ ବଡ଼ ବଡିଆ ଲୋକ ଏବଂ ରାଜନୀତି ବାବୁ ମନେ ତାଙ୍କ ବ୍ୟକ୍ତିଗତ ଭାବେ ବ୍ୟବହାର କରୁଛନ୍ତି ତାଙ୍କ ଉପରେ news କର ଏବଂ ଯିଏ ଖଣି ଲୁତୁଛନ୍ତି ତାଙ୍କ ଉପରେ news କର ତମେ ରିପୋର୍ଟର୍ ନା ଆଉ କଣ
@KambupaniBariha
@KambupaniBariha 5 ай бұрын
Odisha ra 50 lakh adivasi kiss sathire., kichhi heba baib
@birajmohapatra2377
@birajmohapatra2377 5 ай бұрын
Achyuta Samanta sir odisha ra garba au gauraba se ta nija pain kichi karinahanti sabu adibasi gariba mananka pain sarkari jami re se hotel karichanti ki...
@TaranginiUSA
@TaranginiUSA 5 ай бұрын
Brahma abhisapa
@SusantaGouda-n9r
@SusantaGouda-n9r 5 ай бұрын
Sorkarnko dhhrmo hhobo gorebanko rakta sosethheba rakhhyasnku kothhr donda deantu
@duryodhanrath1461
@duryodhanrath1461 5 ай бұрын
Achuata. Is. A. Frood. Admisonra.. Bhatu. Tanka. Ra. Hisabs. Koyal. Campus. Rarecord. AchiSeel. KalaSaburecord. Seathi. .melabai. Sir
@niranjansahoo7581
@niranjansahoo7581 5 ай бұрын
Puni BJP re misigale auu kichi hebani
@PrasantaPattanayak-d8s
@PrasantaPattanayak-d8s 5 ай бұрын
Nabin babu 24 year bhitare bahu aparadhi atankawadi maffia Dalal shrusty Kari record Kari 1 no CM pratista labha karichati tanku Rastrapati award miliba katha
@PadmalabhaBaral
@PadmalabhaBaral 5 ай бұрын
Sampurna jaanch thikhaba darkar
@pranatidash9004
@pranatidash9004 5 ай бұрын
Tanka pakhare ata tanka sia labarku 250 tankara Kama karauthila
@minutesaboutShantikunjbyDSLenk
@minutesaboutShantikunjbyDSLenk 5 ай бұрын
ଏଗୁଡା ଙ୍କୁ କିଛି ଅଣ୍ଟୁନି
@tripatidora-d7o
@tripatidora-d7o 5 ай бұрын
Sabu district re jaganechi
@Ambulrai
@Ambulrai 5 ай бұрын
Biggest Land Mafia of Odisha. Education Bepari.
@kamdevbhoi4005
@kamdevbhoi4005 5 ай бұрын
Action taken against Sri Achyut Samant
@amiyakantapradhan8345
@amiyakantapradhan8345 5 ай бұрын
KISS au Kiit Odisha r garba au gaurab
@subhambhoi6002
@subhambhoi6002 5 ай бұрын
1st nijaku mirrir re dekha au pachara jiba na re tharr kebe kahaku bina karana re help kimba khaibaku deicha tapre samnata sir nka upare kahiba 2nd jami ta tanka ghara ku neiki jai nahanti adibashi chuanka kama re lagichi bhala rajaniti karucha au.....
@laxmidharpradhan9202
@laxmidharpradhan9202 5 ай бұрын
Se property ku Ani govt school karajau
@RMStudio16933
@RMStudio16933 5 ай бұрын
Achyuta Samanta name dhariba pai tame kia be Kukura Tara kn patu6i
@subhrapradhan2987
@subhrapradhan2987 5 ай бұрын
Bhakaran ra jami bisayare tkalokapata karantu
@AkashBariha-qm3bi
@AkashBariha-qm3bi 5 ай бұрын
Otv one sited repotr bahut rang report douchhu tor bhi dukan band heba
@suvendubhusanajena3861
@suvendubhusanajena3861 5 ай бұрын
Thick hoichhi,Bada jami chora.
@RMStudio16933
@RMStudio16933 5 ай бұрын
Achyuta Samanta name dhariba pai tame kia be Kukura Tara kn patu6i
@DAMADORDHARUA
@DAMADORDHARUA 5 ай бұрын
Samnta sir mangalkari atanti
@AkashBariha-qm3bi
@AkashBariha-qm3bi 5 ай бұрын
Otv Bala tor jadi dam acche Tue Kam kari ke dekha
Wall Rebound Challenge 🙈😱
00:34
Celine Dept
Рет қаралды 15 МЛН
Support each other🤝
00:31
ISSEI / いっせい
Рет қаралды 60 МЛН
When Rosé has a fake Fun Bot music box 😁
00:23
BigSchool
Рет қаралды 5 МЛН
Wall Rebound Challenge 🙈😱
00:34
Celine Dept
Рет қаралды 15 МЛН