ମୋହନ ମନେ ପକାଇଦେଲେ ନବୀନଙ୍କ 5T ସଚିବଙ୍କ କଥା || CM Mohan Majhi || Grievance Cell || VK Pandian || OR

  Рет қаралды 848,056

Odisha Reporter

Odisha Reporter

Күн бұрын

Пікірлер: 493
@jayantkumarjena2507
@jayantkumarjena2507 4 ай бұрын
ଏ ହେଉଛି ଜନତା ଦ୍ୱାରା ନିର୍ମିତ ଜନତା ଜନାର୍ଦ୍ଦନ ଙ୍କ ସରକାର ଜୟ ଜଗନ୍ନାଥ
@akashlenka3213
@akashlenka3213 4 ай бұрын
ଏହା ହେଲା BJP ସରକାର ❤ ମହାପ୍ରଭୁ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ସ୍ୱୟମ ନିଜ ହାତରେ ଶାସନ ଧରିଛନ୍ତି
@santas4334
@santas4334 4 ай бұрын
​@akashlejay jagannath 🙏
@RajeswariSa-lq5dk
@RajeswariSa-lq5dk 4 ай бұрын
​Lillllp # ####🎉😅❤
@pritampolei7087
@pritampolei7087 4 ай бұрын
Jai jai shree ram Jai jagannath
@dineshlovemaster4853
@dineshlovemaster4853 4 ай бұрын
ମୋହନ ସାର ଙ୍କ ଏ ପଦେକ୍ଷପ ସ୍ବାଗତ ଯୋଗ୍ଯ ❤
@DurgaHansdah-wb7rr
@DurgaHansdah-wb7rr 4 ай бұрын
ମୋହନ ସରକାର ନୂଆ ଅଛି ବୋଲି ବୁଲୁଛି ପୁରୁଣା ହୋଇଗଲେ ମୂଷା, ସାପ ଭୋଳି ଗାତ ଭିତରେ ରହିବ
@KalpanaMangaraj
@KalpanaMangaraj 4 ай бұрын
sabu lokandekhania
@nirasahoo284
@nirasahoo284 3 ай бұрын
Time will say. We should watch for one year. If this govt. betrays with odisha people then people will decide their fate in next election.
@SnehalataPradhan-gw1lc
@SnehalataPradhan-gw1lc 4 ай бұрын
ଧନ୍ୟବାଦ ମହାଶୟ ଏହି ଦିନକୁ ଅପେକ୍ଷା ଥିଲା 👍👍🙏🙏🙏🙏
@LovemyyBharat
@LovemyyBharat 4 ай бұрын
ନବୀନ ବାବୁ ରହୁଥିଲେ ନବୀନ ନିବାସ ରେ , ମୋହନ ବାବୁ ରହୁଛିନ୍ତି ଜନତାଙ୍କ ଗହଳରେ 🙏
@akashlenka3213
@akashlenka3213 4 ай бұрын
ନବୀନ ବାବୁ ଜଣେ ବଡ଼ କୋକ ମୋହନ ବାବୁ ଜଣେ ଜନତା ର ଚାକର ❤
@KapileswSahu
@KapileswSahu 4 ай бұрын
. ​@@akashlenka3213
@ମୋହନ_ମାଝୀ
@ମୋହନ_ମାଝୀ 4 ай бұрын
​@@akashlenka3213😂😂😂 ବାଲା ନା କୁକୁର
@akashlenka3213
@akashlenka3213 4 ай бұрын
@@ମୋହନ_ମାଝୀ ନବୀନ ବାବୁ କୁକୁର🤔🤔🤔 ହେ ନବୀନ ବାବୁ ଆପଣ ହିଁ ଗାଣ୍ଡୁ
@kapurasoren6392
@kapurasoren6392 4 ай бұрын
​@@akashlenka3213Bhagwan amo dako sunanti mean Bhagwan amo chakara!?
@kailashrana5820
@kailashrana5820 4 ай бұрын
ଅତି କମରେ ଗୋଟିଏ ବର୍ଷ ଲଗାତାର ଅଭିଯୋଗ ଶୁଣିବା ଦରକାର ଏବଂ ଯଥା ଶୀଘ୍ର ସମାଧାନ ହେବା ଆବଶ୍ୟକ ।ଏପରି ହେଲେ ପ୍ରଶାସନ ସଜାଗ ହେବ ଏବଂ ଧୀରେ ଧୀରେ ଅଭିଯୋଗ ସଙ୍ଖ୍ଯା କମ୍ ହୋଇ ଶୂନ ହୋଇ ଯିବାର ସମ୍ଭାବନା ବି ଅଛି ।କିନ୍ତୁ ଧ୍ୟାନ ଏହି ଶୂନ ପର୍ଯ୍ୟନ୍ତ ହେବାର ଅଛି ।ଧନ୍ୟବାଦ।
@Gourav-np8je
@Gourav-np8je Ай бұрын
0 Pp😊😊😊om ok or 😊
@Gourav-np8je
@Gourav-np8je Ай бұрын
3
@raghumaninayak9593
@raghumaninayak9593 4 ай бұрын
ନୂଆ ସରକାରଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରୁଛି।
@chandanswain6556
@chandanswain6556 4 ай бұрын
ହେଲିକେପ୍ଟର ଉଡ଼ିକି ଲୋକ ଙ୍କ ସମସ୍ୟା ର ସମାଧାନ କରାଯାଏନି , ବେଲଜ୍ୟା ବିଜେଡ଼ି ଦଳ ଟିକେ ସିଖୁ
@akashlenka3213
@akashlenka3213 4 ай бұрын
BJD ର ବିସର୍ଜନ ହେବ ଏବେ
@santas4334
@santas4334 4 ай бұрын
Right 👍 ​@@akashlenka3213
@Natabar16
@Natabar16 4 ай бұрын
କେତେ ଲୋକଙ୍କ ସମାଧାନ ହେଲା କି ଆଜି
@_mr___rajput
@_mr___rajput 4 ай бұрын
​@@Natabar16 hnn bahut jananka ra hoichhi
@Saratofficial3423
@Saratofficial3423 4 ай бұрын
BJD samas heba darkar​@@akashlenka3213
@Binayakumaradhal
@Binayakumaradhal 4 ай бұрын
ଧର୍ମ ର ନିଶ୍ଚିତ ଜୟ ହେଇଛି,,, ବିଜେପି ନିଶ୍ଚିତ ଲୋକଙ୍କ ଦୁଃଖ ବୁଝିବେ ଜୟ ଜଗନ୍ନାଥ
@subhashreemajhi9658
@subhashreemajhi9658 4 ай бұрын
ଅଭିଯୋଗ ଶୁଣାଣି ପାଇଁ ସଜେସନ ଦେଇଥିବା ଆଜ୍ଞାଙ୍କୁ ଅନେକ ଅନେକ ଧନ୍ୟବାଦ l
@bijayapppradhan4563
@bijayapppradhan4563 4 ай бұрын
ଯିଏ ଗରିବ ଘରୁ ଆସିଛି ସେ ଗରିବ କଥା ବୁଝିପାରିବ। ରାଜା ପୁଅ କେବଳ ଇଂଲିଶ ଫାସୁ ଫାସୁ କହିଲେ କଣ ଲାଭ। ବଡ ପାଠୁଆ ମାନେ ପିତା ମାତାଙ୍କୁ ଵୃଦ୍ଧାଶ୍ରମ ରେ ପଇସା ଦେଇ ରଖିଲା ଭଳି।
@manojdas1374
@manojdas1374 4 ай бұрын
Are Bhai murkha nabin kn bujhiba
@jchoudhury274
@jchoudhury274 4 ай бұрын
ଅଣ ଓଡ଼ିଆ ତାମିଲ ମୁଖ୍ୟ ମନ୍ତ୍ରୀ ଙ୍କ ରାଜ ସରିଲା ଆମ ସାଧାରଣ ଲୋକଙ୍କ ମୁଖ୍ୟ ମନ୍ତ୍ରୀ ମୋହନ ସାର୍ ଜୟ ଜଗନ୍ନାଥ
@koilihota6354
@koilihota6354 4 ай бұрын
Mohan sabu chhodibe
@mitalipriya7813
@mitalipriya7813 4 ай бұрын
​@@koilihota6354 correct bro .khali dekhania katha . avijog sunibe but kintu solution milibani.
@pritampolei7087
@pritampolei7087 4 ай бұрын
Chhodibe ki nahi se ta samay kahiba babu.athara khali mp-0 hoichi,ara tharaku MLA -0 heba dekhiba baki rahila
@ମୋହନ_ମାଝୀ
@ମୋହନ_ମାଝୀ 4 ай бұрын
​@@pritampolei7087😁😁🫣🫣🤣👌👌
@bapisadangi3373
@bapisadangi3373 4 ай бұрын
ହାରାମି ନବୀନ ପଟ୍ଟନାୟକ ଧୁଆଁ ପାକିସ୍ତାନ ଶାସନ ପାଣ୍ଡୁପେଳଚଟା,ଅଳିଆଗଦା ବିଜେଡିଦଳ, ଓଡ଼ିଶାରେ ବିଜେପି ସରକାର କାର୍ଯ୍ୟ କେମିତି ଲାଗୁଛି ଏ ହେଉଛି ଗରିବ ଜାତି ଚାଷୀ ଜାତି ଆଦିବାସୀ ଜାତି ଶ୍ରମିକ ଜାତି ର ସରକାର ବିଜେପି 🎉 ଅତି ସୁନ୍ଦର
@nilambarmohanty9385
@nilambarmohanty9385 4 ай бұрын
🙏🙏
@AKASHKUMARFFYT07
@AKASHKUMARFFYT07 4 ай бұрын
Remote control kandhei Sarakar
@MalayaRanjanPradhan-co9pk
@MalayaRanjanPradhan-co9pk 4 ай бұрын
First impressions last long.jay Shree Ram​@@AKASHKUMARFFYT07
@satyabratadas3635
@satyabratadas3635 4 ай бұрын
Galu marijiba Raha kichi din
@nahdarpmaytas5839
@nahdarpmaytas5839 4 ай бұрын
Chamcha Spotted ​@@satyabratadas3635
@Diptimayeepandavloge
@Diptimayeepandavloge 4 ай бұрын
ମୋହନ ହେଲେ କୃଷ୍ଣ ହେଲେ ଏଭଳି ସବୁବେଳେ ରହିବା ଉଚିତ୍
@chandankumarnaik4456
@chandankumarnaik4456 4 ай бұрын
ଆଜି ମୋ ମନ ପବିତ୍ର ହେଇଗଲା ଧର୍ମର ଜୟ ହେଇଛି ଧନ୍ୟବାଦ ମୋହନ୍ ସାର୍ ଗରିବଙ୍କ ସାହାରା ବିଜେପି ସରକାର୍
@sukantaalatia738
@sukantaalatia738 4 ай бұрын
ମୋହନ ସାରଙ୍କୁ ଧନ୍ୟବାଦ ଅସଲ ନେତା ଓଡିଶା କୁ ରାମ ଭଗବାନ ଆସିଛନ୍ତି କି ଆନନ୍ଦ ଲାଗୁଛି ବିରୋଧୀ ଦଳ ଛାନିଆ ଜୟ ଶ୍ରୀ ରାମ
@sbvlogvedios9243
@sbvlogvedios9243 4 ай бұрын
JAY SHREE RAM 🪔🪔
@ମୋହନ_ମାଝୀ
@ମୋହନ_ମାଝୀ 4 ай бұрын
🙏🙏ଜେ ଶ୍ରୀ ରାମ 🙏🙏
@jayajuktanaik8440
@jayajuktanaik8440 4 ай бұрын
Jai shree ram
@amrjitbiswal7243
@amrjitbiswal7243 4 ай бұрын
ବିଜେଡିଠାରୁ ବିଜେପି ବହୁତ ଗୁଣରେ ଭଲ
@anupbanchhor7390
@anupbanchhor7390 4 ай бұрын
ମୋତେ ଯାହା ଲାଗୁଛି ସବୁ ବିଧାୟକ ମନ୍ତ୍ରୀ ମାନଙ୍କୁ ଶିକ୍ଷା ଦିଆଯାଇଛି ସମସ୍ତେ ଲୋକ ମାନେ ଯୋଉ କାମ ପାଇଁ ଗଲେ ବହୁତ୍ ସୁନ୍ଦର ଆଉ ଶୀଘ୍ର ଗୁରୁତ୍ଵ ଦେଉଛନ୍ତି
@somendusatapathy6538
@somendusatapathy6538 4 ай бұрын
ବୁଢା ମୁଖ୍ୟମନ୍ତ୍ରୀ ନଥିଲା ଯେ ଅୟସ କରୁଥିଲା। ଓଡ଼ିଆ ନଜାଣିବା ଅଭିନୟ ସାହାଯ୍ୟ କରୁଥିଲା।
@SatrughanNayak-qf1rt
@SatrughanNayak-qf1rt 4 ай бұрын
କେଉଁ ଗରୀବ ପାଇଁ କଣ କରିଛି ପାଣ୍ଡିଆନ୍, ଅଭିଯୋଗ ପତ୍ର ପାଇଁ ହେଲିକ୍ୟାପଟର ରେ କୋଟି କୋଟି ଟଙ୍କା ଫୁଙ୍କି ଦେଲେ କିନ୍ତୁ କାହାରି କୁ କିଛି ସାହାଯ୍ୟ କରି ନାହାଁନ୍ତି, ଆଜି ଯାହା ଦେଖିଲୁ ଜନସାଧାରଣ ଉପକୃତହେବେ, ଏମିତି ଜନ ଶୁଣାଣି ଚାଲିଥାଉ ଜୟ ଜଗନ୍ନାଥ
@Food__world7825
@Food__world7825 4 ай бұрын
ସେ ବିଜେଡି ହଉ କି ବିଜେପି ଓଡିଶା DEVELOPE ହବା ଦରକାର
@Kamalraut-c8o
@Kamalraut-c8o 4 ай бұрын
ଏବେ ସମସ୍ତଙ୍କୁ ନ୍ୟାୟ ମିଳିବ, ଜୟ ଜଗନ୍ନାଥ 🙏🏻🙏🏻ମୋହନ ସାରଙ୍କୁ ମୋର କୋଟି 🙏🏼🙏🏼
@UpendraKumar-gt6yp
@UpendraKumar-gt6yp 4 ай бұрын
କର୍ମ ହିଁ ଭଗବାନ । ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟକୁ ବହୁତ ବହୁତ ଧନ୍ୟବାଦ୍ ଜଣାଉଛୁ।
@PrakashchandraPanda-nn3tg
@PrakashchandraPanda-nn3tg 4 ай бұрын
ଓଡିଶା ର ମୁଖ୍ୟ ମନ୍ତ୍ରୀମୋହନ ବାବୁଙ୍କୁ ଧନ୍ଯବାଦ୍ ଦେଉଛି ।
@saleskumargiri6187
@saleskumargiri6187 4 ай бұрын
ଯାହା ହେଉ, ମୋହନ ସାର୍ ସମସ୍ତ ଙ୍କ ଦୁଃଖ ବୁଝିଲେଣି ।ପ୍ରଭୁ ଜଗନ୍ନାଥ ଙ୍କୁ ନ ଡାକିଲେ ବି ଚଳିବ ।ଶାନ୍ତି ରେ ପ୍ରଭୁ ଭାଇ ଭଉଣୀ ଙ୍କ ସହ ପୂଜା ପାଉଥାଅ ଶ୍ରୀ ମନ୍ଦିର ରେ ।
@rishikesh4340
@rishikesh4340 4 ай бұрын
ଶକ୍ତିଶାଳୀ ବିଜେପି ଶକ୍ତିଶାଳୀ ଭାରତ 🙏
@dcreative2544
@dcreative2544 4 ай бұрын
ସରକାର ଏମିତି ହେବା ଦରକାର
@krushnasahu7514
@krushnasahu7514 4 ай бұрын
ଏବେ କ୍ରୀତଦାସ ଆଖି ଖୋଲି ଦେଖ ପ୍ରଜାଙ୍କ ଦୁଃଖ କେମିତି ଶୁଣାଯାଏ. ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ.
@suryanarayan136
@suryanarayan136 4 ай бұрын
plZ ,,sarvagila କୁମ୍ଭକର୍ଣ୍ଣ ଏବେ ସୋଇଛି, ଉଠିବ aau sidha CBI PAKHAKU
@brajakishorepadhi4022
@brajakishorepadhi4022 4 ай бұрын
ନବୀନ ଭଳି ମୁରଦାର କୁ ଲୋକେ ଭୋଟ ଦେଇ ସାଆନ୍ତ ଗେହି କରେଇ ଥିଲେ। ୟେବେ ମୁରଦାର ନବୀନ ସଫା
@shibasing5084
@shibasing5084 4 ай бұрын
ପାନ୍ଡିଆନ୍ କୁ ଏବେବି ସାର୍ ଡାକୁଛ ସଳଟା ଆମ ଓଡିଶା କୁ ଲୁଟିଛି ଯିଏ ତାକୁ ପୁଣି ସାର୍ ତାକୁ ପାନ୍ଡିଆନ୍ ଚୋର କୁହ
@PradipkumarRoutray-yr9ic
@PradipkumarRoutray-yr9ic 4 ай бұрын
DHANYABAD TO ODISA REPORTER FOR GOOD REPOERTING
@ALLINONE-wm3dr
@ALLINONE-wm3dr 4 ай бұрын
ଗ୍ରହଣ ଯୋଗ୍ୟ ପଦକ୍ଷେପ... କିନ୍ତ ଦୀର୍ଘ ସମୟ କାର୍ଯ୍ୟ କାରିତା ରହିବା ଦରକାର 🙏🏻
@subhashreebarik6661
@subhashreebarik6661 4 ай бұрын
Thank you sir 🙏🙏🙏🙏🙏 God bless you sir 🙏🙏🙏 ସାର୍ ମୋ ମନର କଥା ଆପଣ କରିକି ଦେଖେଇ ଦେଲେ ଜୟ ଜଗନ୍ନାଥ ପ୍ରଣାମ ସାର୍
@SapnaraniPatra
@SapnaraniPatra 4 ай бұрын
ମୁଖ୍ୟମନ୍ତ୍ରୀ ମହାଶୟ କୁ ଅନୁରୋଧ ପରେ ଆପଣ କାମ ବ୍ୟସ୍ତ ରେ ତ ସବୁଦିନ ଅଭିଯୋଗ ସୁନିପରିବେ ନାହିଁ ହେଲେ ଚେଷ୍ଟା କରିବେ ସପ୍ତାହ କୁ ଗୋଟେ ଦିନ ହେଲେ ବି ଜନତା ଙ୍କ ଅଭିଯୋଗ ଶୁଣିବେ ଆଜ୍ଞା , ଓଡ଼ିଶା ବାସୀ ଓଡ଼ିଆ ମନ୍ତ୍ରୀ ପାଇଁ ବହୁତ୍ ଖୁସି। ଗୋଟେ ସମସ୍ୟା ଦୁର କଲେ ଓଡ଼ିଶା ବାସୀ ଖୁସି ରେ ରଖିବେ ସେଇଟା ହେଲା ମଦ ଦେଶୀ ଓ ବିଦେଶୀ ଏଟା ବନ୍ଦ ହେଲେ ଆପଣଙ୍କ ଥରେ ଓଡ଼ିଶା ବାସି ଚିରରୁନି ହୋଇ ରହିବେ
@ମୋହନ_ମାଝୀ
@ମୋହନ_ମାଝୀ 4 ай бұрын
ସବୁ ସମୋବାର ଶୁଣା ଯିବ
@MalayaRanjanPradhan-co9pk
@MalayaRanjanPradhan-co9pk 4 ай бұрын
@@SapnaraniPatra thanks
@rammurmu6108-j4z
@rammurmu6108-j4z 4 ай бұрын
Love you Odisha Mohan Majhi New CM Sir Or Ham Vi Keonjhar dist Se Hu........
@subhasishmallick6183
@subhasishmallick6183 4 ай бұрын
ମୋହନ ମାଝୀ best cm
@AnisatMunda
@AnisatMunda 17 күн бұрын
C,m, jindabad BJP zindabad
@gobinda5528
@gobinda5528 4 ай бұрын
No 1CM.
@saraswatidas7719
@saraswatidas7719 4 ай бұрын
ଜୟ ଜଗନ୍ନାଥ ଆମ ର ଏହି ଭଳି ରାଜ୍ୟ ମୂଖ୍ୟ ଦରକାର ଥିଲା ବିଜେପି ସରକାର ଦୀର୍ଘ ଜୀବି ହେଉ ସାରା ଦେଶରେ ଧର୍ମ ର ଜୟ ହେଉ ଏହା ହିଁ ଆମର ର କାମନା
@nareshpanda8586
@nareshpanda8586 4 ай бұрын
Appreciate such a CM. Too proud of our Odisha CM.
@RajendraRaju-qs7hf
@RajendraRaju-qs7hf 4 ай бұрын
Thank you Cm sir thank you sir
@ramanathsingh5815
@ramanathsingh5815 4 ай бұрын
Thanks CM sir continue serve people
@arjunmohanta233
@arjunmohanta233 4 ай бұрын
ମୋହନ ସରକାର ସବୁକଥାକହିବ....ବୁଝିବ....ମୋହନ /ମୋଦୀ ଦେବେ😢😢😮
@JogeswarMajhi-lt7hj
@JogeswarMajhi-lt7hj 4 ай бұрын
କ୍ରୀତଦାସ ଙ୍କ ଭକ୍ତ ମାନେ ଏ ସବୁ ଜଣ ଶୁଣାଣି ଦେଖି କି ହଜମ ହେବା ଅତି ସହଜ ହେବ ନାହିଁ
@tusarkantasahu1064
@tusarkantasahu1064 4 ай бұрын
ମୋହନ ସରକାର ଙ୍କୁ ଅଶେଷ ଅଶେଷ ଧନ୍ୟବାଦ, ମୋ ଗୋଟେ ଅନୁରୋଧ ରହିବ,.. Sir ସବୁଦିନ ଏହି କାର୍ଯ୍ୟକ୍ରମ ସମ୍ଭବ ନୁହେଁ କାରଣ ଆଗକୁ ପ୍ରବଳ ଭିଡ ଦେଖିବାକୁ ମିଳିବ, ଲୋକେ ସାକ୍ଷାତ କରିବାକୁ ସୁଯୋଗ ନପାଇ ଅଶାନ୍ତି ହେବେ ତେଣୁ ଏହାକୁ ଅନ୍ ଲାଇନ୍ ବୁକିଂ ବ୍ଯବସ୍ଥା ହୋଇ ସାକ୍ଷାତ ସମୟ ଓ ତାରିଖ ଧାର୍ଯ୍ଯ ଦିଆ ଯାଉ ଏବଂ ଗୋଟିଏ ଦିନରେ ସର୍ବାଧିକ 100 ଜଣ ଙ୍କ ଗୁହାରି ଶୁଣନ୍ତି ତେବେ ଏହା ଚିର ସ୍ଥାୟୀ ହେବ.. ❤🙏
@MalayaRanjanPradhan-co9pk
@MalayaRanjanPradhan-co9pk 4 ай бұрын
@@tusarkantasahu1064 correct, thanks
@kshirodkumarpanda8133
@kshirodkumarpanda8133 4 ай бұрын
You are 💯 correct Akshya Babu.
@laxmikantachoudhury8843
@laxmikantachoudhury8843 4 ай бұрын
ସରକାର କାମ କରିବା ଆରମ୍ଭ କରିଛନ୍ତି। ଏହା କାର୍ଯ୍ୟକାରୀ ହେଲେ ଜଗତର ଆଶୀର୍ବାଦ ନିଶ୍ଚୟ ମିଳିବ
@ashokkhatoi9861
@ashokkhatoi9861 4 ай бұрын
Mohan sir, we salute you
@rabindrabiswal2241
@rabindrabiswal2241 4 ай бұрын
Thanks to Mohan Majhi Sir.
@trinathsahu6938
@trinathsahu6938 4 ай бұрын
Mohan sir is a well disciplined and empathetic person. I feel proud to be a inhabitant of Odisha
@pratapratha8456
@pratapratha8456 4 ай бұрын
ଓଡ଼ିଶା ଲୋକଙ୍କ ସlହl ଭରସା ମୋହନ ସରକାର । ଜୟ ହିନ୍ଦ୍
@RajeshSethy-mp6cg
@RajeshSethy-mp6cg 4 ай бұрын
❤❤
@laxmidhardas6096
@laxmidhardas6096 Ай бұрын
ବହୁତ ଭଲ ମୋହନ ସରକାର 👍👍👍👍
@kbseducation4725
@kbseducation4725 4 ай бұрын
Excellent Mo mohan sarkar❤❤❤❤❤❤
@prafullachandramohanty7096
@prafullachandramohanty7096 4 ай бұрын
Sir apana sadharana ମଣିଷ ନୁହଁନ୍ତି ।🎉🎉🎉🎉🎉ଯୋଗଜନ୍ମା ପୁରୁଷ କହିଲେ ବି କମ୍ ହେବ ।
@dibakarsethi4802
@dibakarsethi4802 4 ай бұрын
Balona
@Rout23
@Rout23 4 ай бұрын
Pelana​@@dibakarsethi4802
@ମୋହନ_ମାଝୀ
@ମୋହନ_ମାଝୀ 4 ай бұрын
​@@dibakarsethi4802😆😆
@Prashanta-c2m
@Prashanta-c2m 4 ай бұрын
Tq shir
@santanurout877
@santanurout877 4 ай бұрын
Pura right
@somanayak3543
@somanayak3543 4 ай бұрын
Akhaya mahanti is one of the best analyst as a senior journalist
@birenjena3758
@birenjena3758 4 ай бұрын
ନବୀନ ମୁଖ୍ୟ। ଦାୟୀ ,
@PTBehera
@PTBehera 4 ай бұрын
Vala Katha Gohana sir odisha ku bahut agei neantu
@lilusenapati4392
@lilusenapati4392 4 ай бұрын
ବହୁତ୍ ଖୁସି ଲାଗିଲା
@jagnyeswar
@jagnyeswar 4 ай бұрын
Bahut Khushi Mohan Sarkar
@BabulalKisan-yh1ne
@BabulalKisan-yh1ne 4 ай бұрын
Thank you ❤❤
@manoranjanmullick3487
@manoranjanmullick3487 4 ай бұрын
❤ mohan Bhai cm ❤️ jay odisha 🙏
@lipsa5949
@lipsa5949 4 ай бұрын
ବିଜେଡ଼ି ଠାରୁ ବିଜେପି କୋଟି ଗୁଣରେ ଭଲ ଜୟ ମୁଖ୍ୟମନ୍ତ୍ରୀ 🙏🏻🙏🏻❤️❤️
@bharatvlogs9077
@bharatvlogs9077 4 ай бұрын
ଏଠି ତଥାପି ପାଗଳ ବିଜେଡି ଲକ ଅଛନ୍ତି ବିଜେପି ଦେଖ କଣ କରୁଛି ୨୦ ଦିନମାତ୍ର ତାପରେଦେଖ 😂😂😂
@sakuntalaprusty3830
@sakuntalaprusty3830 4 ай бұрын
Jay Jagannath bharasa 🙏
@amitkumarnag950
@amitkumarnag950 4 ай бұрын
Bahut vala aramva emiti haba ta hele odisha jitiba
@Majhi997
@Majhi997 4 ай бұрын
Thanks to cm sir, exlant job people service thanks thanks 👌👌👌👌👌🌹🌹🌹🌹🌹🌹❤️❤️❤️❤️❤️❤️
@GuraKisku-sd9vl
@GuraKisku-sd9vl 4 ай бұрын
Grand salute
@bishnurout8004
@bishnurout8004 4 ай бұрын
Right🎉🎉🎉🎉
@Defence-lover-Sanuja6261
@Defence-lover-Sanuja6261 4 ай бұрын
ମୋହନ Sir ଖାଲି ନୂଆ ନୂଆଁ ନୂଆଁ ଟିକେ ରେକର୍ଡ଼ରେ ଦେଖା କରିବାପାଇଁ ଆସିବେ ବୋଲି ମୋର ଆଶା କିଛି ଦିନ,ମାସ, ଗୋଟିଏ ବର୍ଷ ବିତି ଯାଉ ଫୁର୍ କିନା କୁଆଡେ଼ ଯିବେ ଖାଲି TV, ଆଉ ମୋବାଇଲରେ ଦେଖିବା,,ଆଗକୁ ଦେଖାଯାଉ କଣ ହେଉଛି,,,,,,,?
@bireswarbishi7980
@bireswarbishi7980 4 ай бұрын
କାହିଁ ଗଲ ରେ ପାଠୁଆ ଦଳ କାହିଁ ଗଲା ତୁମର 5T ମାଧ୍ୟମରେ ଅସୁବିଧା ପାଇଁ ଯେଉଁ ନେଉଥିଲ ବିଡ଼ା ବିଡ଼ା କାଗଜ କାହିଁ ଗଲା ପାଣ୍ଡୁ ନେଇଗଲା ନାଁ ପୋକୋଡି ବିକା ହେଉଛି ସେହି କାଗଜରେ। ସଲା ସବୁ ଲୁଟୁ ଥିଲ ଏବେ ମଜୁରୀ କରିବ ସବୁ ବିଧାୟକ ସାଂସଦ।
@srisaidesignvastu9209
@srisaidesignvastu9209 4 ай бұрын
ବିଜେଡ଼ି ବାଲା ରାଜ୍ୟ କେମିତି ଚଳାଯାଏ ବିଜେପି ଠାରୁ ଶିକ୍ଷା କରନ୍ତୁ ! କାମ ଅପେକ୍ଷା ପ୍ରଚାର ଅଧିକ ଥିଲା ,ଏବେ ଦେଖ ଅଫିସର ନଶୁଣି ଲେ ଚାକିରି ଗୋଲ ! ଅଫିସର ରାଜ ଶେଷ ଲୋକଙ୍କ ଶାସନ ଆରମ୍ଭ !
@basantabadatya926
@basantabadatya926 4 ай бұрын
Jay jaganatn
@DuryodhanNayak-y9m
@DuryodhanNayak-y9m 4 ай бұрын
Supar katha Odisha Odisha cm ku Jagannath Bhalara Rakhantu DuryodhanNayak ❤️
@satya2456
@satya2456 4 ай бұрын
ସ୍ୱାଗତ୍ ଯୋଗ୍ୟ...ଆଶା ଏହି ଗରିବ ମାନଙ୍କର ଅଭିଯୋଗ ନିଶ୍ଚୟ ପୂରଣ ହେବ...ଆଉ ସମସ୍ତ ଲୋକ direct CM ଙ୍କ ପାଖେ ପହଁଞ୍ଚିବା ସମୟ ସାପେକ୍ଷ କଷ୍ଟକର..ତେଣୁ ସବୁ mla ମାନେ bbsr ରେ ନରହି ଅଭିଯୋଗ ଶୁଣାଣି କରନ୍ତୁ..ଯାହା ଅଧିକ ଫଳପ୍ରଦ ହେବ.
@kaliasethy1639
@kaliasethy1639 4 ай бұрын
Good job and Good CM
@subashmajhi2341
@subashmajhi2341 4 ай бұрын
ମୋହନ ସାର ଗୋଟେ ମାଝୀ ପରିବାର ରୁ ଆସିଛି ନବୀନ ପାଣ୍ଡିଆନ ପରିବାରୁ ରୁ ଆସି ଥିଲେ ମାଝୀ ପରିବାର ନସ୍କାର ଓଡିଶା... 🙏🙏
@GhasiramMajhi-d8e
@GhasiramMajhi-d8e 4 ай бұрын
Magiya Basan ମାରି ଲେ kn ସୁବିଧା ହେଇଯିବ Mohan ସରକାର ରଙ୍ଗ ମାରିଦେଲେ ସାରା ଓଡିଶା ବିକାଶ ହେଇଯିବ ଶଳା ବଷଣ ମାରୁଛି କାମ କରଡେକାଅ
@GaneshNaik-zw2xf
@GaneshNaik-zw2xf 22 күн бұрын
Right sir
@fagulakra520
@fagulakra520 4 ай бұрын
Jay odisha jay jagannath
@DuryodhanNayak-y9m
@DuryodhanNayak-y9m 4 ай бұрын
Supar katha bhai DuryodhanNayak ❤
@kamalakantadas6050
@kamalakantadas6050 4 ай бұрын
ମନ୍ତ୍ରୀ ମାନେ ମଧ୍ୟ ଅଭିଯୋଗ ପ୍ରକୋଷ୍ଠ ନିଜ ନିଜ ଜିଲ୍ଲା ରେ ଖୋଲନ୍ତୁ । ଭୁବନେଶ୍ଵର ରେ କେବଳ ମୂଖ୍ୟମନ୍ତ୍ରୀ ଶୁଣାଣି କରନ୍ତୁ ।ଏହା ଏକ ଉତ୍ତମ ପଦକ୍ଷେପ ହେବ ।
@chandankumarnaik4456
@chandankumarnaik4456 4 ай бұрын
Right 👍
@DebendraMahakud-w7f
@DebendraMahakud-w7f Ай бұрын
Well done Mahan Bhai
@hrusikeshnath6347
@hrusikeshnath6347 4 ай бұрын
ଯାହା ଲୋକ ଚାହୁଥିଲେ ପାଇଲେ ମୁଖ୍ଯମନ୍ତ୍ରୀ ଙିକ ଛାଇ ଦେଖୁ ନଥିଲେ ଏବେ ସାମ୍ନାସାମ୍ନି କଥା ସହ ଅଧିକାରୀଙ୍କୁ ନିର୍ଦେଶ ଦେଲେ ସମୟ କହିବ କେତେ ଫଳବତୀ ହେଉଛି କି ନିର୍ଦେଶ ପାଇ ଦେଖାକରି ଖୁସିହବାସୀର ହେଉଛି। ନିର୍ଦେଶ ସେହିଭଳି ହେଉଛି ନିଜ ଅମଳର ଅଧିକାରୀଙ୍କୁ ସିଧା ପ୍ରଶ୍ନହେଉ ତମ ଅଂଚଳରୁ ମୋ ପର୍ଯନ୍ତ ଅଭିଯୋଗ ଆସିଲା କାହିକି କୈଫୟତ ତଲବ ମଗୀଯାଉ ତାପରେ କାମ ହେବ ବେଲି ଜଣାପଡିବ।
@ManojNahak-rs8ox
@ManojNahak-rs8ox 4 ай бұрын
Great mohan sir love you
@aswinisahu8052
@aswinisahu8052 4 ай бұрын
Jay Jagannath 🙏🙏
@SadhabaKheti
@SadhabaKheti Ай бұрын
ବିଜେପି ସରକାର 🌹🌹🙏
@dasdas4677
@dasdas4677 4 ай бұрын
Right
@sakhinaparida6259
@sakhinaparida6259 4 ай бұрын
Really hiro odisha thank you sar
@MamatakumariSahoo-d9s
@MamatakumariSahoo-d9s 4 ай бұрын
WelCome
@santoshkumaracharya7325
@santoshkumaracharya7325 4 ай бұрын
Jagannath ଯାହା କୁ ମୁଖ୍ୟ ମନ୍ତ୍ରୀ କରିଛନ୍ତି ସମସ୍ତ ଙ୍କ ମଙ୍ଗଳ ପାଇଁ
@jageswaroram6564
@jageswaroram6564 2 ай бұрын
ଜୟ ଜଗନ୍ନାଥ ମହାନ୍
@HarapriyaJena-zc1qt
@HarapriyaJena-zc1qt 4 ай бұрын
Jay odisha
@DebashishNayakofficial
@DebashishNayakofficial 4 ай бұрын
ନୂଆ ସରକାର ଏବେ ସବୁ ନୂଆ, ଏବେ ଭଲ ଲାଗିବ ଏ ସବୁ, but ସବୁଦିନ ଏମିତି ଶୁଣିବା ଦରକାର,
@KabitaBhoi-yk8sn
@KabitaBhoi-yk8sn 4 ай бұрын
mohan sir jindabad
@JanakiJena-my5cr
@JanakiJena-my5cr 4 ай бұрын
Jai jagannath 🙏🙏
@saurabhastravelvlog8088
@saurabhastravelvlog8088 4 ай бұрын
Bring the change Our dear CM sir. Enough is enough
@priyabrataswain9609
@priyabrataswain9609 4 ай бұрын
Good work by our new CM. Good job 👍
@JubarajPadhan-zi9dt
@JubarajPadhan-zi9dt 4 ай бұрын
ଏବେବି ସାର କହୁଛ ସେଥିପାଇଁ ସୁଣୁନଥିଲା ପାନଡୁ
The IMPOSSIBLE Puzzle..
00:55
Stokes Twins
Рет қаралды 179 МЛН
Don't underestimate anyone
00:47
奇軒Tricking
Рет қаралды 20 МЛН
How Many Balloons To Make A Store Fly?
00:22
MrBeast
Рет қаралды 142 МЛН
The IMPOSSIBLE Puzzle..
00:55
Stokes Twins
Рет қаралды 179 МЛН