ବାସ୍ତୁ ସଚେତନତା: -ଗୃହରେ ମୁଖ୍ୟ ପ୍ରବେଶ ଦ୍ଵାର ର ଅବସ୍ଥିତି

  Рет қаралды 348,711

VASTU SACHETANATA

VASTU SACHETANATA

Күн бұрын

Пікірлер: 531
@jitendrajena3299
@jitendrajena3299 Жыл бұрын
ସାର୍ 🙏 😭 ଆପଣଙ୍କୁ ମୋର ଅନୁରୋଧ ମୋ ପରିବାର କୁ ରକ୍ଷା କରନ୍ତୁ ମୋର ଘର ନୟାଗଡ ଅଳରେ ଆପଣଙ୍କର ଫୋନ ନମ୍ବର ଦିଅନ୍ତୁ ଆମ ଘରକୁ ଆସିବା ପାଇଁ ଅନୁରୋଧ ଯାହା ଅର୍ଥ ବା ପାରିଶ୍ରମିକ ଦେବାକୁ ମୁଁ ଆଗ୍ରହ କରୁଛି 🙏🙏🙏
@vastusachetanata9394
@vastusachetanata9394 Жыл бұрын
9337664861.
@prasantasena9669
@prasantasena9669 2 жыл бұрын
ସାରେ ମୁଁ ଘର କରି ପାରୁନି ବ୍ବହୁତ ଅସୁବିଧା ହେଉଛି ଆମର ପୂର୍ବରୁ ସେଇ ଜାଗାରେ ଗୋଟିଏ ଘର ଅଛି ତାକୁ ଲଗେଇ ଘର କରିବାକୁ ଚାହୁଁଛି ହେଲେ ବହୁତ ଅସୁବିଧା ହଉଚି ସାରେ ସେଥିପାଇଁ କଣ କରାଯାଇପାରିବ
@vastusachetanata9394
@vastusachetanata9394 2 жыл бұрын
Nikatare thiba kounasi abhignya vastubitnku jaga dekhantu O paramarsha niyantu.
@t.n.timepass9800
@t.n.timepass9800 3 жыл бұрын
ବହୁତ ବହୁତ ଧନ୍ୟବାଦ ସାର୍ lଆପଣଙ୍କ ଭିଡିଓ ମୋର ବହୁତ ପସନ୍ଦ l
@vastusachetanata9394
@vastusachetanata9394 2 жыл бұрын
Dhan.
@mamatajena1981
@mamatajena1981 2 жыл бұрын
ଗୁରୁଜୀ ଆପଣ ମୋ ର ମୁଖ୍ୟ ଦ୍ଵାର ଐ ଶ ନ୍ୟ କୋନ ରେ ଅଛି ତାହା ର ପ୍ରତିକାର
@vastusachetanata9394
@vastusachetanata9394 Ай бұрын
ପୂର୍ବ ଦିଗର ୩ୟ /୪ର୍ଥ ଭାଗରେ ଐଶାନ୍ୟ ଆଡ଼କୁ ଥିଲେ ଉତ୍ତମ, କିନ୍ତୁ ୧ମ/୨ୟ ଭାଗରେ ଐଶାନ୍ୟରେ ଥିଲେ ଅଶୁଭ । ପ୍ରତିକାର ସ୍ୱରୂପ ମୁଖ୍ୟ ଦ୍ଵାର ତଳେ ସବୁଜ ରଙ୍ଗ ଅଠାପଟି ଦେଇ ଦିଅନ୍ତୁ କିମ୍ବା ଷ୍ଟେନ୍‌ଲେସ ଷ୍ଟିଲ ପାତ ପୋତି ଦିଅନ୍ତୁ ।
@laxmidharsenapati3313
@laxmidharsenapati3313 2 жыл бұрын
ସାର୍ ଆପଣଙ୍କୁ କୋଟି ପ୍ରଣାମ। ମୁଖ୍ୟ ଦ୍ବାର କରିବା ପାଈଁ ଆମକୁ ଅସୁବିଧା ହେଉଛି। କାରଣ ଆମ ଘର କୋଣ ଅସୁବିଧା ହେଉଛି। ପୂର୍ବ ଦିଗ କୋଣରେ ପଡୁଛି। ପଶ୍ଚିମ ଓ ଦକ୍ଷିଣ ଉତ୍ତର ସବୁ କୋଣରେ ପଡୁଛି।ଏହା ଆମେ କିପରି କରିବୁ। ଏଣୁ ଆପଣଙ୍କ ସହ ସାକ୍ଷାତ କରି ଆପଣ ଆମ ଘରକୁ ଆସିବାପାଇଁ ଅନୁରୋଧ କରୁଛୁ। ଆପଣଙ୍କ ନମ୍ବର ନିହାତି ଦରକାର।ଆମ ନମ୍ବର ହେଉଛି।୯୮୬୧୪୧୨୪୧୬
@vastusachetanata9394
@vastusachetanata9394 2 жыл бұрын
9337664861.
@minakhirout6076
@minakhirout6076 3 жыл бұрын
। ସାର୍, ଅଗ୍ନି କୋଣ କାଟିବା ପାଇଁ ଅପର ପାତ କେଉଁ ଦୋକାନ ରେ ମିଳିବ କହିଲେ ଖୁସି ହେବି🙏🙏🙏🙏🙏
@vastusachetanata9394
@vastusachetanata9394 2 жыл бұрын
Vastu dokanre mile.
@sachalaparida8857
@sachalaparida8857 2 жыл бұрын
ଆପଣଙ୍କ ପରାମର୍ଶ ପାଇଁ ଧନ୍ୟବାଦ. କଣକଣ ଦେଖି ଘର ପ୍ରତିଷ୍ଠା କରିବୁ????.
@sukadevpangi409
@sukadevpangi409 Жыл бұрын
ସାର ପ୍ରଣାମ 🙏 ସାର ନଈରୁତ କୋଣ ରୁମ ଛୋଟ ଥିବାରୁ ମଝି କାନ୍ଥ ଲିଣ୍ଟାଲ ଲେବେଲ ରେ ବାଙ୍ଗିଲି ସାର ଉପରେ ଭୀମ ସହିତ ତାଜା ଅଛି, ଥିଲେ କଣ ଅସୁବିଧା ହେବ କି? ପ୍ଲିଜ଼ ସାର କୁହନ୍ତୁ 🙏🙏
@sukadevpangi409
@sukadevpangi409 Жыл бұрын
ସାର 🙏 reply କିଛି ଦେଲେନି 👆
@jinulatamohanty9482
@jinulatamohanty9482 Жыл бұрын
ସାର୍ ‌ଘର ର ମୁଖ୍ୟ ଦ୍ୱାରା ‌ସିଢି ତଳେ ଅବସ୍ଥିତ ଏହା ଉପରେ ଏକ ଭିଡ଼ିଓ କରନ୍ତୁ 🙏🏻🙏🏻🙏🏻🙏🏻
@vastusachetanata9394
@vastusachetanata9394 Жыл бұрын
Thik achhi. Dhanyabad.
@hrudanandapadhi9463
@hrudanandapadhi9463 2 ай бұрын
Sir gote ghare 3 ti mukhya dyara heiparibaki na. Jidi karaheichhi tar pratikar Kan achhi dayakari tike kuhantu
@vastusachetanata9394
@vastusachetanata9394 2 ай бұрын
ଅତି ଆବଶ୍ୟକ ଥିଲେ ନିର୍ଦ୍ଦିଷ୍ଟ ଦିଗର ୩ୟ/୪ର୍ଥ ଭାଗରେ କରିପାରିବେ, ନହେଲେ ନାହିଁ । ଯଦି ହେଇଯାଇଛି ପ୍ରଥମେ ଦେଖିବେ କେଉଁ ଦ୍ବାର ସମସ୍ୟା ଦେଉଛି ସେହି ଦ୍ୱାରର ପ୍ରତିକାର କରିବେ । ପ୍ରତିକାର ପାଇଁ ସେହି ନିର୍ଦ୍ଦିଷ୍ଟ ଦିଗର ରଙ୍ଗର ଟେପ ଦ୍ୱାରା ପ୍ରତିକାର କରିବେ । ସୁଫଳ ପାଇଲେ ଗରମାନେଣ୍ଟ ପ୍ରତିକାର ସେହି ଦିଗର ମେଟାଲ ଷ୍ଟ୍ରିପ ଲଗାଇବେ ।
@nirupamasingh2679
@nirupamasingh2679 3 жыл бұрын
Thank you sir necessary information and excellent presentation
@vastusachetanata9394
@vastusachetanata9394 3 жыл бұрын
Dhanyabad.
@harshitapradhan4211
@harshitapradhan4211 2 жыл бұрын
Sir namaskar🙏. Bidisa plot ra mukhya dyara kemiti bahar karajiba sethipai gote video banantu please.
@vastusachetanata9394
@vastusachetanata9394 2 жыл бұрын
Nischaya.
@sarojinichayani5315
@sarojinichayani5315 2 жыл бұрын
Bahut valalaguchi ama ghara north and east re situated
@ashokbarik3690
@ashokbarik3690 Жыл бұрын
ସାର ନମସ୍କାର 🙏🙏🙏
@vastusachetanata9394
@vastusachetanata9394 Жыл бұрын
Namaskar. Jay Jagannath.
@ashokbarik3690
@ashokbarik3690 Жыл бұрын
Vedio banantu 🙏🙏🙏
@vastusachetanata9394
@vastusachetanata9394 Жыл бұрын
Apanamananka bhalapaiba O ichhaku sammana janai khub sighra bahut gudia vastu video karajiba. Jay Jagannath.
@kamalkantasamanta2263
@kamalkantasamanta2263 3 жыл бұрын
Bahutu bhala
@vastusachetanata9394
@vastusachetanata9394 3 жыл бұрын
Dhanyabad.
@debaprasadmohapatra9235
@debaprasadmohapatra9235 3 жыл бұрын
Very good information. ଧନ୍ୟବାଦ🙏🙏🙏🙏🙏
@vastusachetanata9394
@vastusachetanata9394 3 жыл бұрын
Dhanyabad.
@tikinadorasigdanu6350
@tikinadorasigdanu6350 3 жыл бұрын
33333333eew222222222222
@minakhirout6076
@minakhirout6076 3 жыл бұрын
Sir kindly advise me if my Agnee corner of my house is 10,, bigger than Ishan corner please give me the remed
@vastusachetanata9394
@vastusachetanata9394 3 жыл бұрын
Kichhi samasya heuchi ki?
@neriyabhuyanneriyabhuyan2314
@neriyabhuyanneriyabhuyan2314 3 жыл бұрын
Nice poit sar
@vastusachetanata9394
@vastusachetanata9394 3 жыл бұрын
Dhanyabad.
@nibeditabiswal4206
@nibeditabiswal4206 2 жыл бұрын
Namaskar sir.Dhanyabad
@vastusachetanata9394
@vastusachetanata9394 2 жыл бұрын
Dhanyabad.
@rupalisingha8119
@rupalisingha8119 2 жыл бұрын
Sir flat re house ra mukhya dwara west facing hele kn haba
@vastusachetanata9394
@vastusachetanata9394 2 жыл бұрын
Paschimara 3/4th bhagare thile bhala, Anya bhagare thile colour, colour Patti kimba metal strip dwara sansodhana karibaku padiba. Taa purbaru kan asubidha heuchi taha janibaku padiba.
@rupalisingha8119
@rupalisingha8119 2 жыл бұрын
@@vastusachetanata9394 new house te kini ba ku jau chu ,ago ku asu bidha habo ki
@rupalisingha8119
@rupalisingha8119 2 жыл бұрын
3/4 kn bhujhi Pari li ni
@vastusachetanata9394
@vastusachetanata9394 2 жыл бұрын
Bastu sastrare biswas thile kiniba purbaru kounasi abhignya vastubitnku daki dekhantu.
@vastusachetanata9394
@vastusachetanata9394 2 жыл бұрын
Digaku 8 bhaga kari trutiya O chaturtha bhaga.
@pradiptasahoo2296
@pradiptasahoo2296 2 жыл бұрын
ସାର୍ ନମସ୍କାର,ମୋ ରଶି ମକର, ଶ୍ରବଣ ନକ୍ଷତ୍ର ଘର ପାଇଁ କେଉଁଦିନ ଭୂମିପୂଜନ କଲେ ଭଲ ହେବ
@RajendraBehera-u5l
@RajendraBehera-u5l 5 ай бұрын
Sir,is there any book written by you, please mention.
@vastusachetanata9394
@vastusachetanata9394 5 ай бұрын
ନା, ଏ ପର୍ଯ୍ୟନ୍ତ ବାସ୍ତୁ ଉପରେ କୌଣସି ବହି ଲେଖିନାହିଁ l କିଛି ଷ୍ଟୁଡେଣ୍ଟ ମୋ ଭିଡ଼ିଓକୁ ଅବିକଳ ପ୍ରିଣ୍ଟ କରି ରଖିଛନ୍ତି । ସେଗୁଡ଼ିକ ପଛରେ ବହି ରୂପେ ପ୍ରକାଶ ପାଇବ ।
@ganeshchandrarath942
@ganeshchandrarath942 2 жыл бұрын
Sir apanku dakile apana asibe sir
@vastusachetanata9394
@vastusachetanata9394 2 жыл бұрын
9337664861.
@asitbehera6388
@asitbehera6388 11 ай бұрын
ଗୁରୁ ଜି ,,, ନମସ୍କାର,,,, ମୋର ଘରର ମୁଖ୍ୟ ଦ୍ବାର ,,, ଅଗ୍ନି ରୁ କମ ଐଶ୍ଵାନ ରୁ ଅ ଅଧିକ ଅଛି ,,,, ମଝିରେ ଦ୍ବର ତେଣୁ ଠିକ୍ ଅଛିକି ଭୁଲ ଟିକେ କୁହନ୍ତୁ
@vastusachetanata9394
@vastusachetanata9394 11 ай бұрын
ଯେ କୌଣସି ଦିଗ ହେଉ ନା କାହିଁକି, ଦିଗର ୩/୪ର୍ଥ ଭାଗରେ ଥିବା ଦ୍ଵାର ସର୍ବୋତ୍କୃଷ୍ଟ । ଦେଖନ୍ତୁ ଆପଣଙ୍କ ଘରର ମୁଖ୍ୟ ଦ୍ଵାର କେଉଁ ଭାଗରେ ପଡୁଛି l
@gadadharbhue2510
@gadadharbhue2510 3 жыл бұрын
Nua Ghara shubha debara video Banantu guruji
@sanjaykhadia2023
@sanjaykhadia2023 8 ай бұрын
KZbin re dekhi ghara kale asubidha re padi gale Tara pratikar kemiti kariba
@vastusachetanata9394
@vastusachetanata9394 8 ай бұрын
ଅତି ଚାଲାଖ କାଉ ଅଇଁଠା ଖାଇଲା ଭଳି କଥା | ଯୁଟ୍ୟବ୍ ରେ ବାସ୍ତୁ ଉପରେ ବହୁତ ଭିଡ଼ିଓ ଦେଖିବାକୁ ମିଳିଥାଏ । ଜ୍ଞାନ ଆହରଣ କରିବା ପାଇଁ ଏ ସବୁ ଦେଖନ୍ତୁ, କିନ୍ତୁ ନିଜ ଘର କଲାବେଳେ ନିକଟସ୍ଥ କୌଣସି ଅଭିଜ୍ଞ ବାସ୍ତୁ ବିତଙ୍କ ପରାମର୍ଶ ନେବା ଉଚିତ , କାରଣ ଅଧା ଅଧୁରା ଜ୍ଞାନ ବେଳେ ବେଳେ ଭୟଙ୍କର ବିପଦକୁ ଟାଣିଆଣେ
@mrutyunjayadas5950
@mrutyunjayadas5950 2 жыл бұрын
Agni Kona (kitchen) side badhiki rahile kichhi kharap ki...???
@vastusachetanata9394
@vastusachetanata9394 2 жыл бұрын
Kichhi samasya/kharapa heuchiki?
@sachalaparida8857
@sachalaparida8857 2 жыл бұрын
Sir ପ୍ରଣାମ gharpratistha sarswatii puja re kale rabisudhi chandra ସୁଧୀର darkarnahi.???
@vastusachetanata9394
@vastusachetanata9394 2 жыл бұрын
Loka matare Akshaya tritiya, Srigundicha O Sreepanchami ati subha dina hoithibaru subhakarya Chandra/rabi sudhi nathile madhya karajaipariba. Kintu eha sabubele thick nuhe.
@swapnalenka7653
@swapnalenka7653 Ай бұрын
Sir ama ghara mukhya dwara utara digaku achhi, utara ku vaga thhu badheiki putika baranda karichhu, thik ki vul tike kuhantu sir,
@vastusachetanata9394
@vastusachetanata9394 Ай бұрын
ଏଥିପାଇଁ ନିକଟରେ ଥିବା କୌଣସି ଅଭିଜ୍ଞ ବାସ୍ତୁବିତକୁ ଡାକି ଘର ଦେଖାନ୍ତୁ ଓ ନିଜ ସମସ୍ୟା ମଧ୍ୟ କୁହନ୍ତୁ । ସେ ମହାଶୟ ଘର ଦେଖି ସମସ୍ୟାକୁ ବୁଝି ଯାହା ପ୍ରତିକାର ଆବଶ୍ୟକ କହିବେ ।
@jyosnamohanty8175
@jyosnamohanty8175 Жыл бұрын
If plot is south direction, can we buy if it is good or not
@vastusachetanata9394
@vastusachetanata9394 Жыл бұрын
ଯଦି ୩/୪ ଭାଗରେ ମୁଖ୍ୟ ଦ୍ଵାର ମିଳିଯାଉଥାଏ, ତେବେ ଦକ୍ଷିଣ ଦିଗ ପ୍ଳଟ କିଣିପାରିବେ ।
@shubhramohanty09
@shubhramohanty09 3 ай бұрын
Sir ghoro ro utara digo ku ghoro brudhi korihebo ki Ghoro ro main entrance
@vastusachetanata9394
@vastusachetanata9394 3 ай бұрын
ଘର ବୃଦ୍ଧି କରିବା ପୂର୍ବରୁ କୌଣସି ଅଭିଜ୍ଞ ବାସ୍ତୁବିତଙ୍କୁ ଡାକି ଘର ଓ ନିଜ କୁଣ୍ଡଳୀ ଦେଖାନ୍ତୁ । ଘର କେତେ ବୃଦ୍ଧି କରିବେ ତାର ଶୁଭ ମାପ, ବ୍ରହ୍ମବିନ୍ଦୁ ଠିକ୍ ଯାଗାରେ ଅଛି କି ନାହିଁ, ଉତ୍ତର ଦିଗର ଅଧିପତି ଗ୍ରହ ନିଜ ପାଇଁ ଶୁଭ ଅଛନ୍ତି କି ନାହିଁ, କେବେ କଲେ ଶୁଭ ହେବ ତାହା ତାଙ୍କଠାରୁ ଜାଣି ଗୃହ ବୃଦ୍ଧି କରିପାରିବେ ।
@somyapatel6969
@somyapatel6969 3 жыл бұрын
Thanking you sir...very informative advice....
@vastusachetanata9394
@vastusachetanata9394 Жыл бұрын
ଧନ୍ୟବାଦ୍, ଜୟ ଜଗନ୍ନାଥ | .ଏହିପରି ଅନ୍ୟ ଭିଡ଼ିଓ ଗୁଡିକ ଦେଖି ମୂଲ୍ୟବାନ ମତାମତ ଦିଅନ୍ତୁ I
@diptiranisa3782
@diptiranisa3782 8 ай бұрын
East facing home ...main door east re hin kintu boundary gate south re rahile thik na nahi . Sir pls reply karantu
@sureshchandrasethi7317
@sureshchandrasethi7317 3 жыл бұрын
32 debatankanama guruji gote video kartu e mora anurodha
@vastusachetanata9394
@vastusachetanata9394 3 жыл бұрын
Bartaman a video kale lokamananku biraktikara bodha heba. Vastu sikshya debabela a bisayare kahibi.
@vastusachetanata9394
@vastusachetanata9394 3 жыл бұрын
Mo channel re a bisayare video achhi, dekhantu.
@aswininagrajvlog490
@aswininagrajvlog490 3 жыл бұрын
ମୋବାଇଲ ନମ୍ବର ସାର
@vastusachetanata9394
@vastusachetanata9394 3 жыл бұрын
9337664861
@sunilkumarjena4105
@sunilkumarjena4105 2 жыл бұрын
Sir namaskar nauruta kono khandia hoichi abaun pare maila tanki hoichi pratikara
@vastusachetanata9394
@vastusachetanata9394 2 жыл бұрын
Khandia pain brass helix 3t nairuta kanthare lagantu O kanthaku yellow colour karantu. Septic tank ku brass strip dwara sansodhana karantu.
@sandhyaranibarik8718
@sandhyaranibarik8718 2 жыл бұрын
Sir ama ghara ra south pate gharaku chhadiki gote nua rosei ghara kariparibu ki ???
@vastusachetanata9394
@vastusachetanata9394 2 жыл бұрын
Han, kariparibe, kintu SE ru South madhya re.
@sandhyaranibarik8718
@sandhyaranibarik8718 2 жыл бұрын
@@vastusachetanata9394 Thank you so much sir
@SubhaShree-c4b
@SubhaShree-c4b Жыл бұрын
Sir 🙏.sir amara plot bahut chot, amara men dwar utar digaku achi,purba pate bi gote dwat achi seita bari pata and men pata 2 side jai haba,amara sidi ghara dakhila au paschima konare achi ama space bi bahut Kam so amara sidi tale latin bathroom hei pariba ki pariba ki,
@vastusachetanata9394
@vastusachetanata9394 Жыл бұрын
ଦକ୍ଷିଣ ଓ ପଶ୍ଚିମ ଦିଗ ମଧ୍ୟରେ SSW ବୋଲି ଏକ ଅଶୁଭ ସ୍ଥାନ ଅଛି I ପ୍ରଥମେ ସେହି ସ୍ଥାନକୁ କମ୍ପାସ୍ ଦ୍ଵାରା ଚିହ୍ନଟ କରି ସେଠାରେ ଲାଟିନ ବାଥରୁମ୍ କରନ୍ତୁ ତାହା ସିଡ଼ ତଳ ହେଉ ବା ସେହି ପାଖାପାଖି କେଉଁଠି ହେଉ ।
@SubhaShree-c4b
@SubhaShree-c4b Жыл бұрын
Sir apanka sahit katha hei paribi ki
@sunilrath9098
@sunilrath9098 2 ай бұрын
Sir vayu kona bada achi tar prati kara kan karibaku padiba
@vastusachetanata9394
@vastusachetanata9394 2 ай бұрын
ବାୟୁ କୋଣ ଆର୍ଥିକ ସାହାଯ୍ୟର ଦିଗ । ଏହି ସମସ୍ୟା ଆସୁଥିଲେ ବର୍ଦ୍ଧିତ ଅଂଶକୁ ଲୁହା ପାତ ଦ୍ୱାରା କଟ୍ କରିଦେବ ।
@minaketansahoo6642
@minaketansahoo6642 Ай бұрын
sir, 2ta plot ku misaiki ghar karihebaki
@vastusachetanata9394
@vastusachetanata9394 Ай бұрын
ହଁ, କରିହେବ । ଅନେକ ଯାଗାରେ ଏପରି ହେଉଚ଼ି ।
@Sahoo5009
@Sahoo5009 2 жыл бұрын
North face House ra entrance re stair thile kichhi problem achhi ki ?
@vastusachetanata9394
@vastusachetanata9394 2 жыл бұрын
Kebe tharu staircase achhi? Kichhi asubidha heuchiki? Heuthile pratikara karibe, nahele nahi.
@Sahoo5009
@Sahoo5009 2 жыл бұрын
@@vastusachetanata9394 ଏଯାବତ୍ କିଛି ଅସୁବିଧା ନାହିଁ ଆଜ୍ଞା । ସବୁ ଠିକ୍ ଚାଲିଛି । ଆମେ ସମସ୍ତେ ଭଲ ଅଛୁ । ସିଡି ଟି ଉତ୍ତର ଦିଗକୁ ମୁହଁ ହୋଇ ପୂର୍ବ କୁ ବାଟ ଅଛି । ସିଡି ତଳେ ଘରର ମୁଖ୍ୟ ପ୍ରବେଶ ଦ୍ବାର ରହିଛି ଏବଂ ଆମେ ସମସ୍ତେ ତାର ତଳେ ଯିବା ଆସିବା କରୁଛୁ । ସିଡିର ବାମ ପଟେ ଗୋଟେ master bedroom ଅଛି ଆଉ ଡାହାଣ ପଟେ ଐଶନ୍ୟ କୋଣରେ ଠାକୁର ଘର ରହିଛି । ସିଡି ଟି ସେଇ ମଝିରେ ବାଟ ଘରେ ଅଛି । କିଛି ଅସୁବିଧା ହେବ କି ? କଣ ପ୍ରତିକାର ରହିଛି କୁହନ୍ତୁ ଆଜ୍ଞା ।
@vastusachetanata9394
@vastusachetanata9394 2 жыл бұрын
Kichhi asubidha nahi ta pratikara abashyaka nahi. Deha bhala thile kete thara doctor pakhaku jaichhanti? Bhalare achhanti mane ghare hata marantu nahi. Bhala kharapa heijaipare.
@Sahoo5009
@Sahoo5009 2 жыл бұрын
@@vastusachetanata9394ମୁଁ ଆପଣଙ୍କ ଭିଡିଓ ଦେଖି ହିଁ ଘର ବନେଇଛି । କିନ୍ତୁ ସିଡି ବାବଦରେ ଟିକେ ସନ୍ଦେହ ଥିଲା, କାରଣ ସେତେବେଳକୁ ଆମେ ସିଡି ଘର ବନେଇ ସ।ରିଥିଲୁ । ଆପଣଙ୍କ ଉତ୍ତର ପାଇବା ପାରେ ଆଶ୍ୱସ୍ତି ବୋଧ ହେଉଚି । ଅଶେଷ ଅଶେଷ ଧନ୍ୟବାଦ ଆଜ୍ଞା । ପ୍ରଣାମ । 🙏
@vastusachetanata9394
@vastusachetanata9394 2 жыл бұрын
Dhanyabad.
@uncalbluu7757
@uncalbluu7757 2 жыл бұрын
Namskar sir otar digako door kety bhagr rakha jaie
@vastusachetanata9394
@vastusachetanata9394 2 жыл бұрын
3/4 bhagare .
@chakadolafashion5205
@chakadolafashion5205 10 ай бұрын
Sir, pranaam, east face house ra main door open inout side,but it is a shop of our house,what kind of prevention and solve that
@vastusachetanata9394
@vastusachetanata9394 10 ай бұрын
ପୂର୍ବର ୩ୟ /୪ର୍ଥ ଭାଗରେ ମୁଖ୍ୟ ଦ୍ଵାର ଥିଲେ କୌଣସି ଅସୁବିଧା ନାହିଁ |
@jagabandhubehera346
@jagabandhubehera346 2 жыл бұрын
Jay jagannaath🙏🙏🙏🙏🙏🙏
@vastusachetanata9394
@vastusachetanata9394 2 жыл бұрын
Jay Jay shree Jagannath.
@KonalaDigala
@KonalaDigala 10 ай бұрын
Sir mukhy dwara dakhina digare heipariba ki nanhi😊😊😊😊
@vastusachetanata9394
@vastusachetanata9394 10 ай бұрын
ହଁ ହେଇପାରିବ, କିନ୍ତୁ ଦକ୍ଷିଣର ଅନ୍ୟ ଭାଗ ଅପେକ୍ଷା ୩/୪ର୍ଥ ଭାଗରେ ମୁଖ୍ୟଦ୍ୱାର ଶୁଭଫଳ ଦେଇଥାଏ ।
@ranjanbaisakh6000
@ranjanbaisakh6000 3 жыл бұрын
ଗୁରୁଜୀ ମୁଁ ଘର ଦକ୍ଷିଣ ଦିଗକୁ ବଢାଇବାକୁ ଚାଁହୁଛି. କିପରି ସମ୍ଭବ ଆପଣଙ୍କର ପରାମର୍ଶ ଚାଁହୁଛି.
@vastusachetanata9394
@vastusachetanata9394 3 жыл бұрын
ଜାତକ ରେ ମଙ୍ଗଳ ଅଶୁଭ ଥିଲେ ଦକ୍ଷିଣ ଦିଗକୁ ଘର ବୃଦ୍ଧି କରାଯାଏ ନାହିଁ
@sandhyaranibehera2191
@sandhyaranibehera2191 Жыл бұрын
Sir namaskar mu gote plot kinibaku chahunchi but sei plot ra face west adaku rahuchi ....kichi asubidha heba ki
@vastusachetanata9394
@vastusachetanata9394 Жыл бұрын
Subha padare mukhya dwara miligale kounasi asubidha nahi.
@sukantinathsharma8483
@sukantinathsharma8483 7 ай бұрын
North facing door bisaya re kuhantu
@vastusachetanata9394
@vastusachetanata9394 7 ай бұрын
ଏ ବିଷୟରେ ଭିଡିଓ ଅଛି ଦେଖନ୍ତୁ I
@bapunakumarbehera3652
@bapunakumarbehera3652 3 жыл бұрын
Sir ama ghara west ku badhajaichi....kichhi pratikara diantu plz
@manojsenapati8122
@manojsenapati8122 3 жыл бұрын
pooja room upare 1st floor re kau room heipariba..plz suggest
@binayaksamantaray6014
@binayaksamantaray6014 3 жыл бұрын
Dakhinamukhi gruhare ditiya o tritiya bhagare mukhyadwar Kariba chalanla. Ki ? Dayakari vldio deba.pranam .
@vastusachetanata9394
@vastusachetanata9394 3 жыл бұрын
Dakhina digare Mukhyadwar O tahara phala dekhantu.
@SubhaShree-c4b
@SubhaShree-c4b Жыл бұрын
And ama ghara agaru hei sarichi,ama latin ghara tharu bahut dura, marriage pare mu bhabuchi sidi tale latin bathroom karibaku,and latin tanki amara uttar paschim konare karibaku chahuchi so please please sir mote kichi upaya kahile mu upakruta heiparibi,and jadi apanka sahit katha hei paribi mo asibidha mu kahi paranti
@vastusachetanata9394
@vastusachetanata9394 Жыл бұрын
ସେପଟିକ ଟ୍ଯାଙ୍କ ଉତ୍ତର-ପଶ୍ଚିମ ଓ ପଶ୍ଚିମ ମଧ୍ୟରେ WNW ବୋଲି ଏକ ଅଶୁଭ ସ୍ଥାନ ଅଛି, ସେଠାରେ କରନ୍ତୁ । କୌଣସି ବସ୍ତୁ ଦୋଷ ଉତ୍ପନ୍ନ ହେବନାହିଁ । ଜାଣି ନ ପାରିଲେ ନିକଟସ୍ଥ କୌଣସି ଅଭିଜ୍ଞ ବାସ୍ତୁ ବିତଙ୍କ ପରାମର୍ଶ ନଅନ୍ତୁ ।
@skrout2566
@skrout2566 10 ай бұрын
Sir plot ro agni kona re borwell khola heichi kn pratikar karibaku padibo ki ??
@vastusachetanata9394
@vastusachetanata9394 10 ай бұрын
କେବେଠାରୁ ବୋରୱେଲ ଖୋଳା ହୋଇଛି? ଏ ପର୍ଯ୍ୟନ୍ତ କୌଣସି ଅସୁବିଧା (ଆର୍ଥିକ ଅସୁବିଧା, ଦୁର୍ଘଟଣା) ଆସିଛି କି?
@skrout2566
@skrout2566 10 ай бұрын
@@vastusachetanata9394 ଗତ ବର୍ଷ.
@skrout2566
@skrout2566 10 ай бұрын
Amy sei jaga re permanently shipt heinu sir. Kintu maaa nko operation heichi taporo thu
@sanjeetsahoo7811
@sanjeetsahoo7811 3 жыл бұрын
ସାର୍ ସୂର୍ଯ୍ୟ ଡିଆଁ ଘର ବିଷୟ ରେ ବର୍ଣ୍ଣନା କରନ୍ତୁ
@tapankumar941
@tapankumar941 3 жыл бұрын
Ati sundar upastapana
@vastusachetanata9394
@vastusachetanata9394 3 жыл бұрын
Dhanyawad
@sukantkumarnayak9828
@sukantkumarnayak9828 3 жыл бұрын
Sir please your phone no send me
@sukantkumarnayak9828
@sukantkumarnayak9828 3 жыл бұрын
My phone no,6370686919
@sakuntalapanigrahi9475
@sakuntalapanigrahi9475 3 жыл бұрын
Sir osousto brukhya jodi ghoro kantho re bodhi jai kou dino katibu .....antho ru gocho ta katili saithi puni kantho teki paribu ki
@vastusachetanata9394
@vastusachetanata9394 3 жыл бұрын
Rabi kimba budhabarare subha bela dekhi puja kari katibe O puni.kantha teki paribe.
@sakuntalapanigrahi9475
@sakuntalapanigrahi9475 3 жыл бұрын
@@vastusachetanata9394 tq sir dhanabad sir 🙏🙏
@kananbaladevi8601
@kananbaladevi8601 2 жыл бұрын
NAMASKAR MAHASHAYA BASTU SACHETANATA BISAYA JANI
@vastusachetanata9394
@vastusachetanata9394 Жыл бұрын
ଧନ୍ୟବାଦ, ଜୟ ଜଗନ୍ନାଥ । ଏହିପରି ଅନ୍ୟ ଭିଡ଼ିଓ ଗୁଡ଼ିକ ଦେଖି ମୂଲ୍ୟବାନ ମତାମତ ଦେବାକୁ ଅନୁରୋଧ ।
@sachalaparida8857
@sachalaparida8857 2 жыл бұрын
Aisanya kona re thakurank ghara achi, ta pakha re bedroom, ta pakha re bathroom achi, purba ru paschima diga ku, utara diga pate, heba ki????
@vastusachetanata9394
@vastusachetanata9394 2 жыл бұрын
Uttara digare bathroom chaliba, kintu pariskar parichhanna rahiba uchit.
@hariharapadhypadhi5735
@hariharapadhypadhi5735 3 жыл бұрын
Sair plot ti utara dakhina heithantaa tahale kipari heba rasta utara pate achi kipari haba
@vastusachetanata9394
@vastusachetanata9394 3 жыл бұрын
Uttara digara Mukhyadwar O tahara phala video dekhantu.
@sachalaparida8857
@sachalaparida8857 2 жыл бұрын
ଧନ୍ୟବାଦ, sir, ଅପଣଂକର ପରାମର୍ଶ ପାଇଁ.
@vastusachetanata9394
@vastusachetanata9394 2 жыл бұрын
Dhanyabad.
@bhagirathimohanta2041
@bhagirathimohanta2041 10 ай бұрын
Sir paschima purba dwara sidha sidha rahile kana kichi asubidha achhi amaku tikia kuhantu
@vastusachetanata9394
@vastusachetanata9394 10 ай бұрын
ମୁଖ୍ୟ ଦ୍ଵାର ଓ ବାଡ଼ିଦ୍ଵାର ସାମନା ସାମନି ରହେ ନାହିଁ, କାରଣ ଦ୍ଵାର ଯଦି ଶୁଭ ଭାଗରେ ଥାଏ ତେବେ ଶୁଭ ଉର୍ଜା ଏପଟେ ପଶି ସେପଟେ ବାହାରିଯାଏ । ଘରକୁ କିଛି ଲାଭ ମିଳି ନ ଥାଏ ।
@pravakarbehera7518
@pravakarbehera7518 2 жыл бұрын
Sir Namaskar ketebele call kariparibu kahibe ki
@vastusachetanata9394
@vastusachetanata9394 2 жыл бұрын
8 to 9pm bhitare call kariparibe.
@sabitabalapatnaik
@sabitabalapatnaik Жыл бұрын
40×60 west facing plot. Please give vastu tips
@vastusachetanata9394
@vastusachetanata9394 Жыл бұрын
ତାହା ଯାଗାକୁ ଦେଖି ତାର ଡ଼ିଗ୍ରୀ ଜାଣି କେଉଁଠି ମୁଖ୍ୟ ଦ୍ୱାର, କେଉଁଠି ଠାକୁର ଘର, କେଉଁଠି ବେଡ୍ ରୁମ୍ , କେଉଁଠି ଶୌଚାଳୟ ଇତ୍ୟାଦି ତିଆରି ହେବ ତାହା ଠିକ୍ କରାଯାଇଥାଏ। ଏମିତି ନୁହେଁ l
@kartikakumardanasana8428
@kartikakumardanasana8428 3 жыл бұрын
Sir moghara Ra Dwara uttarare achhi kichhi asubidha heba ki
@vastusachetanata9394
@vastusachetanata9394 3 жыл бұрын
Uttara digara subha (3/4) bhagare
@vastusachetanata9394
@vastusachetanata9394 3 жыл бұрын
Mukhyadwar thile subha, anya bhagare thile asubha phala pradan karithai.
@chudamaninag4654
@chudamaninag4654 3 жыл бұрын
ସାର୍ ମୋର ଘର ଉତ୍ତର ମୁଖା କଲେ କ'ଣ ଅସୁବିଧା ଅଛିକି
@vastusachetanata9394
@vastusachetanata9394 2 жыл бұрын
Na.
@ashokbarik3690
@ashokbarik3690 Жыл бұрын
ସାର 🙏🙏🙏
@vastusachetanata9394
@vastusachetanata9394 Жыл бұрын
Namaskar. Jay Jagannath.
@sukadevpangi409
@sukadevpangi409 Жыл бұрын
ସାର 🙏 ପୂଜା ରୁମ ର କେଉଁ ଦିଗରେ ବେଣ୍ଟିଲେସନ ଦେଇହେବ? ସାର ଦୟାକରି କୁହନ୍ତୁ l 🙏
@vastusachetanata9394
@vastusachetanata9394 Жыл бұрын
ପୂଜାଘରେ ଉତ୍ତର କିମ୍ବା ପୂର୍ବ ଯେଉଁ ଦିଗରେ ସୁବିଧା ଥିବ ଛୋଟ ଝରକା କିମ୍ଵା ଭେଣ୍ଟିଲେସନ ରଖିପାରିବ I
@sukadevpangi409
@sukadevpangi409 Жыл бұрын
@@vastusachetanata9394 ସାର 🙏 ସାର tv stand ବା tv କେଉଁ ଦିଗରେ ରଖି ପାରିବୁ?
@vastusachetanata9394
@vastusachetanata9394 Жыл бұрын
@sukadevpangi409 ଟିଭି ପାଇଁ ଉତ୍ତମ ଦିଗ ହେଉଛି ENE , ତା ଛଡ଼ା ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଯାହା ଘରର ଯେଉଁଠି ସୁବିଧା ଟିଭି ରଖିପାରିବେ। କୌଣସି ଅସୁବିଧା ନାହିଁ l ଏ ବିଷୟରେ ଆଗକୁ ଏକ ଭିଡିଓ ହେବାର ଅଛି I ଧନ୍ୟବାଦ୍, ଜୟ ଜଗନ୍ନାଥ ।
@sukadevpangi409
@sukadevpangi409 Жыл бұрын
@@vastusachetanata9394 ଧନ୍ୟବାଦ ସାର 🙏🙏🙏
@sukadevpangi409
@sukadevpangi409 Жыл бұрын
@@vastusachetanata9394 ସାର ଘର ର ଦୁଆର ବନ୍ଦ କେଉଁ ବାର, ଜଗ, ନକ୍ଷତ୍ର, ତିଥି ରେ ପକାଇ ବାକୁ ହେବ? କୁହନ୍ତୁ 🙏
@aparnarout470
@aparnarout470 3 жыл бұрын
Sir apartment re kemiti janibu kouta nele vala haba boli ame janibu
@vastusachetanata9394
@vastusachetanata9394 3 жыл бұрын
Sethipain Scanner ra sahajya darkar. Scanner dwaraa janapada je keunta nele apananku subha O keunta nele asubha.
@gulubabu2237
@gulubabu2237 3 жыл бұрын
Latrine bathroom ,,kou side re vlo 🤔
@vastusachetanata9394
@vastusachetanata9394 3 жыл бұрын
ESE,SSW O WNW re L/B bhala.
@vastusachetanata9394
@vastusachetanata9394 3 жыл бұрын
ESE, SSW O WNW re L/B kariba bhala.
@dayasagardayasagar755
@dayasagardayasagar755 3 жыл бұрын
@@vastusachetanata9394 U need more studies on the Vastu.
@vastusachetanata9394
@vastusachetanata9394 3 жыл бұрын
Kindly give your contact number I want to ask you some questions to clear my doubt
@God14366
@God14366 3 жыл бұрын
@@vastusachetanata9394 nice reply sir
@karttikmarandi4087
@karttikmarandi4087 3 жыл бұрын
🙏 purubh digoh re rashtaa nahee rashtaa tee poshchemo digoh re poduche tahole kon koragebo sir tekey kuhontu na sir🙏
@vastusachetanata9394
@vastusachetanata9394 3 жыл бұрын
Mo channel re thiba Paschima digara Mukhyadwar O tahara phala dekhantu.
@LuxePihu
@LuxePihu 3 жыл бұрын
Sir namaskar,main gate duita rakhiba darkar ki?gote bada & gote chhota
@vastusachetanata9394
@vastusachetanata9394 3 жыл бұрын
Gote rakhiheba, abasyaka anujai 2ta madhya rakhiheba, gote bada O gote sana.
@LuxePihu
@LuxePihu 3 жыл бұрын
Thank you sir
@manjaricrafthouse
@manjaricrafthouse Жыл бұрын
Sir pranam 🙏 Pacheri nirmana pain video banantu
@vastusachetanata9394
@vastusachetanata9394 Жыл бұрын
Nischaya heba. Jay Jagannath.
@haraharidas4907
@haraharidas4907 Жыл бұрын
JAY JAGANNATH SIR 🙏🙏
@vastusachetanata9394
@vastusachetanata9394 Жыл бұрын
Jay Jagannath.
@taranisendash3573
@taranisendash3573 3 жыл бұрын
ଜୟ ଜଗନ୍ନାଥ ସର
@vastusachetanata9394
@vastusachetanata9394 3 жыл бұрын
Jay Jagannath.
@gayadharsagadia4940
@gayadharsagadia4940 3 жыл бұрын
Sir ghara ra mukhyadwar dakhina ku achhi pratikar kan heiparib karan ghare kaha deha valarahuni asanti lagirahuchi
@vastusachetanata9394
@vastusachetanata9394 3 жыл бұрын
Dakhina dwara 3/4 bhagare thile bhala, anya bhagare thile cupper strip re pratikara karibe. Sabubele dehapaa kharap lagi rahuthile kounasi uttam vastubitnku daki ghara dekhantu.
@Sukeshgammer143
@Sukeshgammer143 3 жыл бұрын
Mukya duar samna re cidi duar rohile osubha ki sir, jodi osubha partikar koan ochi ?
@vastusachetanata9394
@vastusachetanata9394 3 жыл бұрын
Sidi ku tk ghuncheiki karibe.
@Sukeshgammer143
@Sukeshgammer143 3 жыл бұрын
Sir, Tiyari hei sarici upay hi kuhantu.
@vastusachetanata9394
@vastusachetanata9394 3 жыл бұрын
Sabu bhulra pratikara nathae, tebe sehi digara ranga anujai parada tangantu kimba Kabat lagantu.
@Sukeshgammer143
@Sukeshgammer143 3 жыл бұрын
@@vastusachetanata9394 sir, Sidira Kabat ochi, mukya duara kabat kholile thik sidhare sidira kabat ochi.
@Sukeshgammer143
@Sukeshgammer143 3 жыл бұрын
Sir, Mukya duara kabat samna re sidi ghora ra kabat dele vastu dosh dura hoi jiba ki ?
@sachalaparida8857
@sachalaparida8857 Жыл бұрын
Sir ପ୍ରଣାମ, ଆପଣଙ୍କ ପରାମର୍ଶ ମୋପାଇଁ ମୂଲ୍ୟବାନ. ଏଣୁ ଆପଣ କିଛି ପରାମର୍ଶ ଦିଅନ୍ତୁ.
@vastusachetanata9394
@vastusachetanata9394 Жыл бұрын
A bisayare agaku video hebara achhi.
@bikramnayak1976
@bikramnayak1976 3 жыл бұрын
Sir main door chhadiki gharara another door ku ame ama subidha anusare kari paribu ki
@vastusachetanata9394
@vastusachetanata9394 3 жыл бұрын
Han kariparibe.
@gitadevi-tk1pt
@gitadevi-tk1pt Жыл бұрын
Namaste sir mu apan nku dekha karibaku chanhuchhi
@vastusachetanata9394
@vastusachetanata9394 Жыл бұрын
9337664861.
@deepakadhya
@deepakadhya 3 жыл бұрын
Sir moro toilet&bathroom NNW karichhi is it ok or bed if it wrong what's the remedies
@vastusachetanata9394
@vastusachetanata9394 3 жыл бұрын
Apananku kan asubidha heuchi?
@sushilparida9503
@sushilparida9503 3 жыл бұрын
pani tanki kou digare rahiba bhala plz ?
@vastusachetanata9394
@vastusachetanata9394 3 жыл бұрын
Mo channel re thiba underground water tank O overhead water tank video dekhantu.
@ratnakarpanigrahi3385
@ratnakarpanigrahi3385 3 жыл бұрын
sir mo ghra Ra purba dwara ao paschima dwara samna samni achi mukhya dwara purba pata badi dwara paschima dwara ta maji re ao gote dwara achi
@ratnakarpanigrahi3385
@ratnakarpanigrahi3385 3 жыл бұрын
eha dwara Kan kichi khyati habaki
@jaminikantadash1208
@jaminikantadash1208 2 жыл бұрын
Badhia bisaya
@vastusachetanata9394
@vastusachetanata9394 2 жыл бұрын
Dhanyabad.
@Pàrësh_kúmâr_Bãrík
@Pàrësh_kúmâr_Bãrík 3 жыл бұрын
ସାର୍, ବାସ୍ତୁଶାସ୍ତ୍ର ଅନୁଯାୟୀ ଗାଇ 🐄 ଘର 🏠 କେଉଁ ହେବା ଉଚିତ
@vastusachetanata9394
@vastusachetanata9394 3 жыл бұрын
Gaiguhala gharara paschima digare hebauchit.
@sushantpatalasingh2758
@sushantpatalasingh2758 2 жыл бұрын
Slramarcowshadekeuthihebakatha
@sushantpatalasingh2758
@sushantpatalasingh2758 2 жыл бұрын
Gaiguhalkeuthihebauchita
@vastusachetanata9394
@vastusachetanata9394 2 жыл бұрын
Paschimare.
@rajalaxmikhuntia5480
@rajalaxmikhuntia5480 2 жыл бұрын
Main door clockwise open ହେବା ଅର୍ଥ କଣ କବାଟ ଟି ଭିତର ପଟୁleft side wallରେ ରହିବ କି?
@vastusachetanata9394
@vastusachetanata9394 2 жыл бұрын
Han.
@puspabarikpuspa4247
@puspabarikpuspa4247 2 жыл бұрын
Ghare duare bandha 6 put 3 ench achi kichi acubidha habaki
@vastusachetanata9394
@vastusachetanata9394 2 жыл бұрын
Na.
@binayaksamantaray6014
@binayaksamantaray6014 Жыл бұрын
Mahasaya pranam. Dayakari apanankara contact number debe ki. Mora kichi paramarsha achhi
@vastusachetanata9394
@vastusachetanata9394 Жыл бұрын
9337664861.
@Crazyreaction6738
@Crazyreaction6738 8 ай бұрын
Sir ama ade purba diga ghara kharap kahuchnti please clear karantu tike
@vastusachetanata9394
@vastusachetanata9394 8 ай бұрын
ସବୁଦିଗ ଭଲ l କେଉଁ ଦିଗ ଅଶୁଭ କି ଖରାପ ନୁହେଁ, କିନ୍ତୁ କାହାକୁ ପୂର୍ବ ଶୁଭ ତ ପୁଣି କାହାକୁ ଦକ୍ଷିଣ ଶୁଭ । କାହାକୁ ଭତ୍ତର ଶୁଭ ତା କାହାକୁ ପଶ୍ଚିମ ଶୁଭ | ଏହା ବ୍ୟକ୍ତିର ଜନ୍ମକୁଣ୍ଡଳୀରୁ ଜଣାପଡ଼ିଥାଏ l ତୁମ ଆଡ଼େ ଯଦି ସମସ୍ତେ ଭାବୁଛନ୍ତି ପୂର୍ବ ଦିଗ ଘର ଖରାପ ତାକୁ କ'ଣ କରାଯାଇ ପାରିବ । ତିନି ତୁଣ୍ଡରେ ଛେଳି କୁକୁର ।
@Crazyreaction6738
@Crazyreaction6738 8 ай бұрын
@@vastusachetanata9394 thank u sir..🙏 ama swami nka ghara purba diga ta tanku sabu kahuchnti purba diga ghara change kara..sir kan purba ku gate kari uttara mukhi ghara kale chaliba??
@vastusachetanata9394
@vastusachetanata9394 8 ай бұрын
ହଁ ଚଳିବ ।
@Crazyreaction6738
@Crazyreaction6738 8 ай бұрын
@@vastusachetanata9394 thank you so much sir 🙏🙏
@monalisamohanty809
@monalisamohanty809 9 ай бұрын
Sir ghara ra front re latin bathroom door achi kichi problem habaki kuhantu sir please
@amazin263
@amazin263 9 ай бұрын
Not good
@manoranjanbehera7575
@manoranjanbehera7575 3 жыл бұрын
Bandha kasa kipari karajae
@sandeepparida5657
@sandeepparida5657 3 жыл бұрын
Sir guhala ra bastu bisayare vedio tie karantu
@sripatisahu7752
@sripatisahu7752 3 жыл бұрын
Excellent boss
@vastusachetanata9394
@vastusachetanata9394 3 жыл бұрын
Dhanyawad
@padmininaik2603
@padmininaik2603 2 жыл бұрын
Sir date 16 ku subha achi ki nhi plz tike kahibe..
@sanmukhsamal7309
@sanmukhsamal7309 3 жыл бұрын
sir amara ghara pratisa heba pai ready hoithia kintu murtikia hoichaithila haiparilani
@sanmukhsamal7309
@sanmukhsamal7309 3 жыл бұрын
kan kariba
@sanmukhsamal7309
@sanmukhsamal7309 3 жыл бұрын
sir tapara mo youngestson ra marriage haithia ama ghara pratisa kariparilunu ama ghara2001 ra rahuchu
@diptimayeenayak5383
@diptimayeenayak5383 Жыл бұрын
Sir🙏.. Mun ghara karichhi kan bhul achi jani paruni... Apanaka number diantu sir🙏
@vastusachetanata9394
@vastusachetanata9394 Жыл бұрын
9337664861.
@BhagyashreeDaslovedestiny
@BhagyashreeDaslovedestiny Жыл бұрын
Hi Sir, our house is under construction , can we extend the house beyond the layout area in the northwest direction for the purpose of garage?
@vastusachetanata9394
@vastusachetanata9394 Жыл бұрын
Nikatare thiba kounasi abhignya vastubitnka paramarsha nei kama karantu.
@raghunathjena9844
@raghunathjena9844 Жыл бұрын
​@@vastusachetanata9394❤m
@ashutosh4711
@ashutosh4711 3 жыл бұрын
Jahara jaga purba pate bata nathiba ta kou pate kariba
@vastusachetanata9394
@vastusachetanata9394 3 жыл бұрын
Jeun pate bata thiba.
@susantakumarmishra7205
@susantakumarmishra7205 3 жыл бұрын
Apartment ra main door Keon ta ku dharajiba
@sachalaparida8857
@sachalaparida8857 Жыл бұрын
ଗୁରୁଜୀ ପ୍ରଣାମ. ଇସାନ ଠାକୁରଙ୍କ ଘରେ ରହିବେତ?
@sibupatra3287
@sibupatra3287 Жыл бұрын
Sir ନମସ୍କାର 🙏🙏 ଆପଣ ଦୟାକରି କହିବେ କି କଉ କଣ ରେ ଶୁଭ ଦିୟା ଯିବ 🙏
@vastusachetanata9394
@vastusachetanata9394 Жыл бұрын
Jeun masare gruharambha karibe sehi masa O Dina ku dekhi nagasudhi Jani keunthi subha diajiba janapadithai.
@sibupatra3287
@sibupatra3287 Жыл бұрын
@@vastusachetanata9394 sir ai masa 14 tarikh subha padiba mane sukrabar,, ai ghara ti heuchi bichha rasi amo maa nka rasi re
@umakantamahanta9286
@umakantamahanta9286 3 жыл бұрын
Sir,gotia ghare kete prakar Katha lagai pariba
@sanmukhsamal7309
@sanmukhsamal7309 3 жыл бұрын
sir ama ghara sabu bala jagada laguchi .samast nka dheha bhala hauni
To Brawl AND BEYOND!
00:51
Brawl Stars
Рет қаралды 17 МЛН
人是不能做到吗?#火影忍者 #家人  #佐助
00:20
火影忍者一家
Рет қаралды 20 МЛН
Quando eu quero Sushi (sem desperdiçar) 🍣
00:26
Los Wagners
Рет қаралды 15 МЛН
IL'HAN - Qalqam | Official Music Video
03:17
Ilhan Ihsanov
Рет қаралды 700 М.
8 Main Vastu Dosha in Odia by Acharaya Kanhu Charan Mishra
14:50
Kanhu charan Mishra
Рет қаралды 123 М.
To Brawl AND BEYOND!
00:51
Brawl Stars
Рет қаралды 17 МЛН