ଦକ୍ଷିଣ ଓ ପଶ୍ଚିମ ଦିଗ କୁ ଘର ବୃଦ୍ଧି କରିହେବ କି??

  Рет қаралды 216,276

VASTU SACHETANATA

VASTU SACHETANATA

Күн бұрын

Пікірлер: 964
@agentrogamertz
@agentrogamertz 3 жыл бұрын
I am the 10k th Subscriber
@vastusachetanata9394
@vastusachetanata9394 3 жыл бұрын
Thanks 😊
@agentrogamertz
@agentrogamertz 3 жыл бұрын
Sir please give a heart 🙏🙏🙏 and pin this
@agentrogamertz
@agentrogamertz 3 жыл бұрын
@@vastusachetanata9394 Many Many thanks sir
@prasantanayak1145
@prasantanayak1145 3 жыл бұрын
Sir Namaskar contact number
@gitasindhe7469
@gitasindhe7469 3 жыл бұрын
@@vastusachetanata9394 ipppp
@dipakranjanpatra5439
@dipakranjanpatra5439 11 ай бұрын
ସାର୍ ନମସ୍କାର ଅମାରୋ ପୁରୁଣା ଘର ଅଛି ଆଉ ଦକ୍ଷିଣ ଦିଗେ ଆମର ଜାଗା ଅଛି ଆଉ ଆମେ ପୁରୁଣା ଘରକୁ ଟିକିଏ ଛାଡି କରି ନୂଆ ଘର ଗୋଟିଏ ବନେଇ ବା ପାଇଁ ପ୍ଲାଣିଂ କହୁଛୁ ଦକ୍ଷିଣ ଦିଗରେ
@vastusachetanata9394
@vastusachetanata9394 11 ай бұрын
ହଁ, କରିପାରିବେ କିନ୍ତୁ କୌଣସି ଉତ୍ତମ ବାସ୍ତୁବିତଙ୍କ ପରାମର୍ଶ ନେଇ ।
@bibhutimishra3379
@bibhutimishra3379 7 ай бұрын
ଗୋଟିଏ ଗୁହାଳ ବନାନ୍ତୁ ଏକ ମାସ ଗାଈ ସେଇ ଜାଗାରେ ବନ୍ଧନ୍ତୁ
@odishacreation6809
@odishacreation6809 6 ай бұрын
ସାର୍ ନମସ୍କାର ଆମର ପୂରୁଣା ଘର ଅଛି ଦକ୍ଷିଣ ଦିଗର ଯାଗାକୁ କଲମ କରି ସେ ଦିଗକୁ ଟିକେ ବୃଦ୍ଧି କରିବା ରେ କିଛି ଅସୁବିଧା ହଵକି
@vastusachetanata9394
@vastusachetanata9394 6 ай бұрын
ହଁ ହେଇପାରେ , ସେଥିପାଇଁ ନିକଟରେ ଥିବା କୌଣସି ଅଭିଜ୍ଞି ବାସୁବିତଙ୍କୁ ଡାକି ପ୍ରଥମେ ଘର ଦେଖାନ୍ତୁ । ସେ ସବୁଆଡ଼କୁ ଦେଖି ଓ ଗୃହକର୍ତ୍ତାଙ୍କ କୁଣ୍ଡଳି ଦେଖି କହିପାରିବେ ଯେ ଦକ୍ଷିଣ ଦିଗକୁ ଘର ବଢେଇ ହେବ କି ନାହିଁ । ଯଦି ବଢେଇବ କେତେ ବଢେଇବ । ଘରର ସେଣ୍ଟର ଓ ମୁଖ୍ୟ ଦ୍ଵାରକୁ ଦେଖି ସେ କହିପାରିବେ ।
@ajitkumarpradhan9927
@ajitkumarpradhan9927 3 жыл бұрын
Sir I want extended my house balcony towards north direction ( approx 8 feet extended) . Sir can I extended the balcony . Please give me suggestions
@vastusachetanata9394
@vastusachetanata9394 3 жыл бұрын
Apananka jatakare Uttar digara graha Budha subha thile khushire badheiparibe.
@ajitkumarpradhan9927
@ajitkumarpradhan9927 3 жыл бұрын
@@vastusachetanata9394 thanku sir for u valuable information 🙏
@jayantakumarpanda2146
@jayantakumarpanda2146 Жыл бұрын
ଓ୩ମ୍ ।। ନମସ୍ତେ ଆଜ୍ଞା । ବୈଜ୍ଞାନିକ କାରଣ କହିବାକୁ ଅନୁରୋଧ ।
@manojsenapati8122
@manojsenapati8122 3 жыл бұрын
Very very nice Sir.......very valuable knowledge sharing with us......Thank you
@vastusachetanata9394
@vastusachetanata9394 3 жыл бұрын
Dhanyabad.
@saraswatipradhan8258
@saraswatipradhan8258 2 жыл бұрын
@@vastusachetanata9394 vee
@ruralfishbazar6844
@ruralfishbazar6844 Жыл бұрын
Sir ଦକ୍ଷିଣ ଦିଗକୁ ବଢେଇଲେ କିଛି problem ହେବନି ତ?
@debasisnayak6228
@debasisnayak6228 2 ай бұрын
ଆଂଜ୍ଞା ପ୍ରଣାମ ମୁ ଭୁଲୁରେ ପଶ୍ଚିମ ଦିଗକୁ ମଡ଼େଇକି ଘରଟେ ଛାତ ପକେଇଚି କିନ୍ତୁ ମୋର ବହୁତ ଅସୁବିଧା ହେଉଛି କଣ କରିବି କୁହନ୍ତୁ
@vastusachetanata9394
@vastusachetanata9394 2 ай бұрын
ନିକଟରେ ଥିବା କୌଣସି ଅଭିଜ୍ଞ ବାସ୍ତୁବିତଙ୍କୁ ଡାକି ଘର ଦେଖାନ୍ତୁ ଓ ଆବଶ୍ୟକୀୟ ପ୍ରତିକାର କରନ୍ତୁ I
@dillipsethy8212
@dillipsethy8212 3 жыл бұрын
Sir ପ୍ରଣାମ ମୁଁ ପଚାରିଥିବା ପ୍ରଶ୍ନର ଉତ୍ତର ଆପଣ ଭଲଭାବରେ ବୁଝେଇ କହିଲେ ତେଣୁ ବହୁତ ବହୁତ ଧନ୍ୟବାଦ ଜଣାଉଛି
@kirtikiransahoo6629
@kirtikiransahoo6629 3 жыл бұрын
please Give me your phone number
@ranjanbaisakh6000
@ranjanbaisakh6000 3 жыл бұрын
ଗୁରୁଜୀ ପ୍ରଣାମ. ଗୁରୁଜୀ ମୁଁ ଦକ୍ଷିଣ ଦିଗକୁ ଘର ବଢେଇବାକୁ ଚାଁହୁଛି ତାହା ବିଷୟରେ ମୁଁ ଆପଣଙ୍କୁ ପଚାରିଥିଲି ଏବଂ ଆପଣଙ୍କ ଠାରୁ ଉପଦେଶ ମଧ୍ୟ ପାଇଛି.ଗୁରୁଜୀ ମୋର ପ୍ରଶ୍ନ କିଛି ଲୋକ ମୋତେ ମତ ଦେଉଛନ୍ତି ଯେ ଦକ୍ଷିଣ ଦିଗକୁ ଘର ବଢ଼େଇଲେ ତାହା ଦକ୍ଷିଣଶୁଳ ଘର ହୋଇଯିବ ଯାହା ବହୁତ ଖରାପ. ଗୁରୁଜୀ ଏହାର ସତ୍ୟତା ମୋତେ ଜଣେଇଲେ ମୁଁ ଆପଣଙ୍କ ଉପଦେଶ ଅନୁସାରେ କାମ କରିବି.
@vastusachetanata9394
@vastusachetanata9394 3 жыл бұрын
Jeunmane kahile semananku kuhantu 10 t gharara address debe O apana se 10 t ghara visit kari dekhantu, jadi 10 t ru 6/7 t ghara dakhinaku brudhi kalapare asubidha bhoga karuchhanti tebe tanka katha manibe.
@TDMAPEX
@TDMAPEX 7 ай бұрын
Sir plz give ur number ​@@vastusachetanata9394
@dilliprout4244
@dilliprout4244 3 жыл бұрын
ସାର୍ ପ୍ରଣାମ🙏 ଘର ସ୍ପଟିକ ବିଷୟରେ କିଛି ଆଲୋଚନା କରନ୍ତୁ
@saswatagaming8458
@saswatagaming8458 3 жыл бұрын
Sir spatik north side re hele problem heba ki
@vastusachetanata9394
@vastusachetanata9394 3 жыл бұрын
Na
@dhanalaxmifebrication5039
@dhanalaxmifebrication5039 Жыл бұрын
Sir dakhinaku ghara badhipariba ki .patika au ghara
@Soubhagyakumarsahoo-u3j
@Soubhagyakumarsahoo-u3j 3 ай бұрын
Sir.mor.puruna.ghara..ebe.pupar.ghara.karuchu.sir.amara.chataku.tike.dakhinaku.badhaiki.tike.bada.baranda.karibaku.chahuchu.sir.chatati.badhei.hebaki.pz.apana.kuhantu
@vastusachetanata9394
@vastusachetanata9394 3 ай бұрын
M-9337664861
@nareshchandranayak4698
@nareshchandranayak4698 2 жыл бұрын
ଆଜ୍ଞା ଦକ୍ଷିଣ ଦିଗରେ ମୁଖ୍ୟ ଦ୍ୱାରା କରିଵାକୁ ହେଲେ କେଉଁଠି କରିବା ଠିକ ହେବ l
@vastusachetanata9394
@vastusachetanata9394 2 жыл бұрын
Dakhina digara 3/4th bhaga/padare Mukhya dwara karibe.
@bibhutimishra3379
@bibhutimishra3379 7 ай бұрын
ଯଦି ଦକ୍ଷିଣ ଦିଗରେ ସର୍ବ ସାଧାରଣ ରାସ୍ତା jaithiba ତା ହେଲେ କରି ପାରିବେ ବେଶୀ ଶୁଭ ନୁହେଁ ସବୁ ବେଳେ ଭାଗ ବଣ୍ଟା କୁ ନେଇ ashanti ଲାଗିବ ଆଉ ଶତ୍ରୁ ବଢ଼ିବେ
@aknanantakumarnayak3064
@aknanantakumarnayak3064 Жыл бұрын
ନମସ୍କାର sir. ଅନେକ ଅନେକ ଧନ୍ୟବାଦ ବହୁତ କିଛି ଜାଣିବାକୁ ପାଇପାରିଲି
@vastusachetanata9394
@vastusachetanata9394 Жыл бұрын
ଧନ୍ୟବାଦ, ଜୟ ଜଗନ୍ନାଥ I ଅନ୍ୟ ଭିଡ଼ିଓ ଦେଖି ମୂଲ୍ୟବାନ ମତାମତ ଜଣାନ୍ତୁ |
@manjaricrafthouse
@manjaricrafthouse 10 ай бұрын
Sir pranam🙏🙏🙏🙏 Bahut sundar upastapana 🙏🙏🙏🙏
@vastusachetanata9394
@vastusachetanata9394 10 ай бұрын
ଧନ୍ୟବାଦ, ଜୟ ଶ୍ରୀ ଜଗନ୍ନାଥ ।
@sasmitasamantaray6550
@sasmitasamantaray6550 3 ай бұрын
Sir pranam 🙏sir ama r dakhina paschima diga re ame ghra brudhi karibaku chauchu sir kn ame agaku ghara kriparibu ki?
@vastusachetanata9394
@vastusachetanata9394 3 ай бұрын
ବାସୁରେ ଯେକୌଣସି ଦିଗକୁ ଗୃହବୃଦ୍ଧି ଅଶୁଭ ଓ ହାନୀକାରକ ଅଟେ, କିନ୍ତୁ ଆବଶ୍ୟକତାକୁ ଦେଖି ବୃଦ୍ଧି କରିବାକୁ ଚାହୁଁଥିଲେ କୌଣସି ଅଭିଜ୍ଞ ବାସୁବିତଙ୍କୁ ଡାକି ଘର ଓ ଗୃହକର୍ତ୍ତାଙ୍କ କୁଣ୍ଡଳୀ ଦେଖାଇ ପରାମର୍ଶ ନେବାକୁ ପଡ଼ିବ । ନଚେତ୍ ଅସୁବିଧା ଆସିପାରେ ।
@rajendramoharana7211
@rajendramoharana7211 Жыл бұрын
ସାର୍ ନମସ୍କାର ଆମ ଘର ର ଦକ୍ଷିଣ ପାଖରେ ଘରକୁ ଲାଗି କରି ଗୋଟିଏ ଓ ଦୁଇ ଫୁଟ ଛାଡି କରି ଗୋଟିଏ ପାଇଖାନା ଅଛି । ଏହାର ପ୍ରତିକାର କଣ କରାଯିବ । ଆପଣଙ୍କ ଯାହା ପ୍ରତିକାର କହିଲେ ତାହା ବା ଅନ୍ୟ କିଛି ଦୟାକରି କହିବେ କି ।
@vastusachetanata9394
@vastusachetanata9394 Жыл бұрын
Jadi samasya asuthai tebe toilet pan 4 pate red colour karideba, na hele nahi.
@rajendramoharana7211
@rajendramoharana7211 Жыл бұрын
@@vastusachetanata9394 ଆପଣଙ୍କୁ ମୋର ପ୍ରଣାମ । ବହୁତ ବହୁତ ଅସୁବିଧା ଯାହା ଏଠାରେ ଲେଖିବା ସମ୍ଭବ ନୂହେଁ । phone number ପାଇଲେ କଥା ହୁଅନ୍ତି । ଆପଣ ଯାହା ଉପଦେଶ ଦେଲେ ତାହା କରିବି । ଏହା କଣ ଉଭୟ ପାଇଖାନା ପାଇଁ ପ୍ରତିକାର।
@CHUNY999
@CHUNY999 9 күн бұрын
Sir.. Old house amara..(south.west .north ) direction ku extended karibaku chanhuchu..eka sahita Hoiparibaki..
@mrlenka8747
@mrlenka8747 2 ай бұрын
Sir ebe more house construction chalichi, South facing house, South side balcony Kari paribi ki sir
@vastusachetanata9394
@vastusachetanata9394 2 ай бұрын
ବାସ୍ତୁଶାସ୍ତ୍ର ମତରେ ଦକ୍ଷିଣରେ ଖୋଲା ସ୍ଥାନ ରଖିବା ଉଚ଼ିତ ନୁହେଁ ତାହା ଖୋଲା ଯାଗା ହେଉ କି ବାଲ୍ କୋନୀ ହେଉ, କିନ୍ତୁ ଆବଶ୍ୟକତା ପାଇଁଁ ବାଲକୋନୀ ରଖିଲେ ତାର ପ୍ରତିକାର କରି ରଖିବେ ଯଥା ହେଲିକ୍ସ, ହାର୍ମୋନାଇଜର, ପଟି, ଓଉରା ପାଉଡ଼ର ପ୍ରଭୃତି ଦେଇ ପ୍ରତିକାର କରିବେ । ଯେଉଁମାନଙ୍କର ଦକ୍ଷିଣରେ ବାଲ୍କୋନୀ ଥାଇ ସମସ୍ୟା ଭୋଗୁଛନ୍ତି ସେମାନେ ମଧ୍ୟ ଏହି ପ୍ରତିକାର କରିପାରିବେ । କୌଣସି ସମସ୍ୟା ରହିବ ନାହିଁ ।
@jharanasahoo-8278
@jharanasahoo-8278 Ай бұрын
Sir amara new gharaku asiba pare bahut problem hauchi skin rogo au helth esu au mony problem and ayisanya kono choto au agni kono bada hele agni kono pratikara karichu au ayisanya kono kana karibu
@vastusachetanata9394
@vastusachetanata9394 Ай бұрын
ନୂଆ ଘର ଯଦି ଏତେ ସମସ୍ୟା ଦେଉଛି ତେବେ ନିଜେ କିଛି ପ୍ରତିକାର କରନ୍ତୁ ନାହିଁ । ନିକଟରେ ଥିବା କୌଣସି ଅଭିଜ୍ଞ ବାସ୍ତୁବିତଙ୍କୁ ଡାକି ଘର ଦେଖାନ୍ତୁ ଓ ତାଙ୍କ ପରାମର୍ଶ ନେଇ ପ୍ରତିକାର କରନ୍ତୁ ।
@binaddas1990
@binaddas1990 10 ай бұрын
Sir pranam,sir Amara puruna gharaku lagi South ku jaga achi, puruna gharaku add Kari South ku nua ghara kari hebaki?, East, west and South ku alpa jaga achi but north ku jama nahin, puruna gharati south face.
@vastusachetanata9394
@vastusachetanata9394 10 ай бұрын
ପୁରୁଣା ଘରକୁ ସଂଯୋଗ କରି ଦକ୍ଷିଣ କୁ ବଢ଼େଇ ଘର କଲେ ଭବିଷ୍ୟତରେ ସମସ୍ୟା ସୃଷ୍ଟି ହୋଇପାରେ । ଅଲଗା ଘର କରିପାରନ୍ତି କିମ୍ବା କୌଣସି ଅଭିଜ୍ଞ ବାସ୍ତୁବିତଙ୍କ ପରାମର୍ଶ ନେଇପାରନ୍ତି |
@SoumyaRanjan187
@SoumyaRanjan187 15 күн бұрын
Sir amr uttar mukhi ghar ..22ft11inch patika 8ft North direction re a6i..south or west ku jaga a6i ..2nd floor pain keun direction ku brudhi karibi pls pls sir tk kuhantooo....🙏🙏
@Bini-n1l
@Bini-n1l 9 ай бұрын
Sir au kou digaku badheiba
@sok327
@sok327 10 ай бұрын
Sir mu dakhina paschima diga ku asbest pakei badhei paribi ki
@vastusachetanata9394
@vastusachetanata9394 10 ай бұрын
ଘର କାନ୍ଥକୁ ନ ଲଗାଇ କରିପାରିବେ ।
@reena5724
@reena5724 Жыл бұрын
Sir ghara ra dhakhina ku cantilevor badhichi kichi asubidha achi hele kuhantu
@vastusachetanata9394
@vastusachetanata9394 Жыл бұрын
Cantilever gharara subha mapa bhitare thile asubidha nahi.
@mrutyunjaysahoo2451
@mrutyunjaysahoo2451 3 жыл бұрын
Sir amara dakhina na ku ghara badeibara a6i kan Kariba lagi heba
@vastusachetanata9394
@vastusachetanata9394 2 жыл бұрын
Badheiba purbaru kounasi abhignya vastubitnka paramarsha niyantu, nachet khati hoipare
@rakeshpal6006
@rakeshpal6006 11 ай бұрын
Sir mu already ghara badhei deichi , tara pratikriya kichi kuhantu
@studysite9
@studysite9 Жыл бұрын
Sir ame uttar digare brudhi nirakar pain copper stud use karipariba?
@studysite9
@studysite9 Жыл бұрын
Sir uttar digare brudhi heichhi o paschima re chhata ra brudhi heichhi ghara heini. Tenu uttar digare brudhi heisarila pare copper stud dele upakara milibaki ? Kain ki na kounasi Suva bela ra samaya anusare heini Sir tike kahibe.
@vastusachetanata9394
@vastusachetanata9394 Жыл бұрын
ଉତ୍ତର ଦିଗର ବୃଦ୍ଧି କୁ balance କରିବା ପାଇଁ stainless steel metal strip ବା stud ବ୍ୟବହାର କରାଯାଇଥାଏ I
@studysite9
@studysite9 Жыл бұрын
But sir In your video explanation I got that we can use copper for any direction so I used instantly. Is there any bad effects of copper installing for North balancing? Or we can use steel stud over that again.
@vastusachetanata9394
@vastusachetanata9394 Жыл бұрын
ନା, କୌଣସି ଆବଶ୍ୟକତା ନାହିଁ, କିନ୍ତୁ ଦିଗର ତତ୍ତ୍ଵ ଓ ତତ୍ତ୍ଵର ଏଲିମେଣ୍ଟ କୁ ନେଇ ପ୍ରତିକାର କଲେ ଭଲ ରେଜଲ୍ଟ ମିଳିଥାଏ ।
@studysite9
@studysite9 Жыл бұрын
@@vastusachetanata9394 dhanyabad sir
@sarojdhal5163
@sarojdhal5163 11 ай бұрын
Sir namaskar.sir south west re safety tank achi tar pratikar tike kahibe
@vastusachetanata9394
@vastusachetanata9394 11 ай бұрын
SW ପିତପୁରୁଷଙ୍କ ସ୍ଥାନ ଅଟେ । ଏଠାରେ ମଳ ରହିବା କଥା ନୁହେଁ । ସୁବିଧା ଥିଲେ ଏହା SSW.କୁ ସିିଫ୍ଟ କରିଦିଅନ୍ତୁ । ସୁବିଧା ନଥିଲେ septic tank ଚାରିପଟେ Brass strip ରେ ବନ୍ଧନ କରିଦିଅନ୍ତୁ I କୌଣସି ଅଭିଜ୍ଞ ବାସ୍ତବିତଙ୍କ ପରାମର୍ଶ ନେଇ ଏହା କରନ୍ତୁ ।
@nageshsingh5623
@nageshsingh5623 10 ай бұрын
Hello sir amara uttar pashim digaku badhichi kichhi upaya batantu please
@vastusachetanata9394
@vastusachetanata9394 10 ай бұрын
ଉତ୍ତର-ପଶ୍ଚିମ ଦିଗ ଠିକ୍ ଥିଲେ ଆର୍ଥିକ ସାହାଯ୍ୟ ସହଯୋଗ ମିଳିଥାଏ। ଉତ୍ତମ ବନ୍ଧୁ ମିଳିଥାନ୍ତି ଯିଏକି ବିପଦବେଳେ ପାଖରେ ଠିଆହୋଇଥାନ୍ତି । ଶତ୍ରୁମାନେ କ୍ଷତି କରିପାରନ୍ତିନାହିଁ । ଏମିତି ଯଦି ଅନୁଭବ କରୁଥାନ୍ତି ତେବେ ବଢ଼ିଥିବା ଅଂଶକୁ ଲୁହା ପାତ ଦ୍ୱାରା ଅଲଗା କରିଦିଅନ୍ତୁ ।
@nageshsingh5623
@nageshsingh5623 10 ай бұрын
@@vastusachetanata9394 kan sir bhangibu na kan
@nageshsingh5623
@nageshsingh5623 10 ай бұрын
Apannk no diantu
@vastusachetanata9394
@vastusachetanata9394 10 ай бұрын
ଭୂମିରେ ଲୁହାପାତ ପୋତି ଯେତିକି ବଢ଼ିଚ଼ି ସେତିକି ଅଲଗା କରିଦିଅନ୍ତୁ I ଭାଙ୍ଗିବା ଆବଶ୍ୟକ ନାହିଁଁ ।
@vastusachetanata9394
@vastusachetanata9394 10 ай бұрын
M-9337664861
@ACHYUTASahu-hi6if
@ACHYUTASahu-hi6if Жыл бұрын
ପୁରୁଣା ଗୃହ କୁ ସମ୍ପୁର୍ଣ୍ଣ ଭାଙ୍ଗି ଦକ୍ଷିଣ ଓ ପଶ୍ଚିମକୁ ବଢ଼ାଇ ହେବ କି
@vastusachetanata9394
@vastusachetanata9394 Жыл бұрын
ପୂରୁଣା ଘରକୁ ସଂପୂର୍ଣ୍ଣ ଭାଙ୍ଗି ପୁନର୍ବାର ଶୁଭ ବନ୍ଧ(ମାପ)ରେ ଘର କରିବେ । ଏଥିରେ ବଢିବା/ କମିବା କିଛିି ନାହିଁ । ଆରାମରେ କରିପାରିବେ।
@Alokkumar-sj5ud
@Alokkumar-sj5ud Ай бұрын
Sir amor ghara ebe plinth beam jaye heichi South ku tike bodheibaku chahunchu kichi asubidha hebo ki
@vastusachetanata9394
@vastusachetanata9394 Ай бұрын
ଦକ୍ଷିଣକୁ କେତେ ବଢେଇବେ, ତାଦ୍ବାରା ଘରର ମୂଳ ଶୁଭବନ୍ଧ ପ୍ରଭାବିତ ହେବକି ଏସବୁ ପାଇଁ ନିକଟରେ ଥିବା କୌଣସି ଅଭିଜ୍ଞ ବାସ୍ତୁବିତକୁ ଡାକି ଦେଖାନ୍ତୁ ଓ ତାଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।
@sumitkhuntia8882
@sumitkhuntia8882 Жыл бұрын
Sir my utara paschima digara 3fut badhayi dayichi Kan Kariba Tara upachara
@vastusachetanata9394
@vastusachetanata9394 Жыл бұрын
Jetiki badhichi taku iron kimba alluminium strip dwara cut karibaku padiba. Kounasi abhignya vastubitnka paramarsha niyantu.
@sarbeswarpradhan9173
@sarbeswarpradhan9173 Жыл бұрын
ଆମ ଜାଗାର ସବୁ ଏରିଆକୁ ନେଇ ବାସ୍ତୁପୁରୁଷ ବିଚାର କରାଯିବ ନା ଯେତୀକି ଜାଗାରେ ଘର କରାଯିବ ତାକୁ ନେଇ ବାସ୍ତୁପୁରସ ବିଚାର କରାଯିବ
@vastusachetanata9394
@vastusachetanata9394 Жыл бұрын
Jaga O ghara saman ba area samanya bada thile ubhayankara gotia vastupurush bichara karajiba. Jaga ghara tharu bahut adhika thile alaga alaga vastupurush bichara karajiba.
@entertainmentchannel9344
@entertainmentchannel9344 Жыл бұрын
Plz sir answer
@Krish-df1yq
@Krish-df1yq Жыл бұрын
ଘର ର ଅଗ୍ନି କଣ ରେ ସିଡି କରିଲେ କଣ ଆସୁରିଧା ଅଛି
@vastusachetanata9394
@vastusachetanata9394 Жыл бұрын
Kounasi konaru sidi arambha heba uchit nuhe, kintu Kona dei jaipariba.
@bibhutimishra3379
@bibhutimishra3379 7 ай бұрын
ବହୁତ୍ ଖରାପ ସିଡି ପଶ୍ଚିମ ଦିଗରେ କରନ୍ତୁ
@laxmikantaswain4440
@laxmikantaswain4440 Жыл бұрын
ନମସ୍କାର ସାର, ମୁଁ laxmikanta swain sadansa,niali,cuttack ରୁ sir, mun already pruba ru dakhina ghara 12feet badeideichi bahut asubidha heuchi kehi sasnodhana kari paru nahanti ehara upaya kuhantu sri please 😢😢😢😢🙏🙏🙏🙏
@vastusachetanata9394
@vastusachetanata9394 Жыл бұрын
Dekhantu, a sabu practical katha. Gharaku na dekhile kounasi paramarsha deihebanahi. Tenu nikatare thiba abhignya vastubitnku daki ghara dekhantu O tanka paramarsha niyantu.
@laxmikantaswain4440
@laxmikantaswain4440 Жыл бұрын
Sir, ethi kehi semiti abhigyata kahara nahi mun bahut bastu puja patha kari sari lani kintu kichi pari bartana heuni
@laxmikantaswain4440
@laxmikantaswain4440 Жыл бұрын
Sir, apana nije asantu
@vastusachetanata9394
@vastusachetanata9394 Жыл бұрын
9337664861.
@satyaroul2373
@satyaroul2373 3 жыл бұрын
Sir pachiba ku mu potika extend karibaku chahuchhi kariparibi ki Nahi
@vastusachetanata9394
@vastusachetanata9394 3 жыл бұрын
Paschima diga O tahara adhipati graha Sani tuma pain subha thile extend kariparibe.
@satyaroul2373
@satyaroul2373 3 жыл бұрын
@@vastusachetanata9394 sir Namaskar mu already plinth au pilar pakai daichhi gote potika pai 4 ta pilar daiki main door ru 2'5" chhadiki kintu grha grha nakhetra kichhi dekhini kintu Abe mate kichhi loka bahut kharap mu Kama stop karidaichhi kariparibi ki Nahi kindly sir mate gote thik suggestions diantu jemiti kichhi loss nahaba mor mor main door paschima ku sethi pai potika karithili sir reply debe please mu bahut distrip achhi tike kindly janaibe
@vastusachetanata9394
@vastusachetanata9394 3 жыл бұрын
9337664861.
@yashthayal1436
@yashthayal1436 3 жыл бұрын
Kono ku chadi dakhino side re balkony kori hebo ki south side re sir reply korontu
@vastusachetanata9394
@vastusachetanata9394 3 жыл бұрын
Han, kariheba.
@PratikshaPriyaDarshinee
@PratikshaPriyaDarshinee 3 ай бұрын
Sir mu2ft house South kubhudhi karichi patiksra
@sradhanjalijena2341
@sradhanjalijena2341 11 ай бұрын
Ama ghara utara paschima kona ku badheichu.....puruna ghara thu kemiti alagakaribaku heba? Copper slot kemiti lagiba please kuhantu...
@pradiptasahoo2296
@pradiptasahoo2296 2 жыл бұрын
ମକର ରାଶି ଶ୍ରବଣ ନକ୍ଷତ୍ର ବ୍ୟକ୍ତିଙ୍କ ପାଇଁ ଘର କରିବା ପାଇଁ ବୈଶାଖ ମାସରେ କେଇଁ ଦିନ ଭୂମିପୂଜନ କଲେ ଶୁଭାଶୁଭ ହେବ
@vastusachetanata9394
@vastusachetanata9394 2 жыл бұрын
Tumara keun panji? Jagannath/Biraja?
@pradiptasahoo2296
@pradiptasahoo2296 2 жыл бұрын
@@vastusachetanata9394 Jagannath
@kahnunayak8728
@kahnunayak8728 Ай бұрын
ସାର୍ ଆମର ନୂଆ ଘର କାମ ଚାଲୁଅଛି କିନ୍ତୁ ପ୍ରତିଷ୍ଠା ହେଇନି ମୁଁ ଚାହୁଁଛି ପଶ୍ଚିମ ଦିଗ କୁ ବୃଦ୍ଧି କରିକି ପାଇଖାନା ଆଉ ଗାଧୁଆଘର କରିବାକୁ କରିହେବତ ସାର୍ ପ୍ଲିଜ୍ କହିବେ
@vastusachetanata9394
@vastusachetanata9394 Ай бұрын
ପ୍ରଥମେ ଘର କଲାବେଳେ ଏ ବିଷୟରେ ଚିନ୍ତା କରିବାର ଥିଲା । ଏବେ ଚାହିଁଲେ ଘରକୁ ଛାଡ଼ି (ପଶ୍ଚିମ ନୁହେଁ) WNW ରେ ଶୌଚାଳୟ କରିପାରିବେ । ଯଦି ଘରକୁ ଲଗେଇ କରନ୍ତି ତେବେ ଶୌଚାଳୟ କରିସାରିବା ପରେ Iron Strip ଦ୍ୱାରା ଏହାକୁ ମୁଳ ଘରଠାରୁ ଅଲଗା କରିଦେବେ, କୌଣସି ଅସୁବିଧା ହେବନାହିଁ । ନକଲେ ଭବିଷ୍ୟତରେ ଅସୁବିଧା ଆସିପାରେ ।
@kahnunayak8728
@kahnunayak8728 Ай бұрын
ସାର୍ ଘରକୁ ଲଗେଇକି କଲେ iron strip ଦ୍ଵାରା କିପରି ଘରର ମୂଳ କୁ ଅଲଗା କରିହେବ
@vastusachetanata9394
@vastusachetanata9394 Ай бұрын
ଘରର ବାହାରପାଖ ଓ ଶୌଚାଳୟର ଭିତର ପାଖ ଫ୍ଳୋର ରେ ଲୁହାପାତ ଦେଇ ଅଲଗା କରିବେ I
@kahnunayak8728
@kahnunayak8728 Ай бұрын
ସାର୍ ବାସ୍ତୁର୍ବିଦ ଅଲଗା କରିବେ ନା ମିସ୍ତ୍ରୀ କରିପାରିବେ ଟିକେ ଦୟାକରି କହିବେ
@vastusachetanata9394
@vastusachetanata9394 Ай бұрын
@kahnunayak8728 ଜାଣିଗଲେ ମିସ୍ତ୍ରୀ ମଧ୍ୟ ସହଜରେ କରିପାରିବେ । ଏହା କିପରି ହେବ ଜାଣିବା ପାଇଁ ନିକଟରେ ଥିବା କୌଣସି ଅଭିଜ୍ଞ ବାସ୍ତୁବିତଙ୍କୁ ସାକ୍ଷାତ କରନ୍ତୁ l
@diskomahanta931
@diskomahanta931 2 жыл бұрын
ନମସ୍କାର ସାର, ଗୋଟିଏ ଘର ଠାରୁ ଅନ୍ୟ ଜାଗା ରେ ଯାଇ ଦକ୍ଷିଣ ଓ ପଶ୍ଚିମ ଦିଗ ଘର ନୂଆ କରି ହେବନା ସାର୍।
@vastusachetanata9394
@vastusachetanata9394 2 жыл бұрын
Kundalire Rahu O Sani subha thile kariheba.
@prdeepkumarjena1664
@prdeepkumarjena1664 5 күн бұрын
Sir mora nua ghara heici mukha duara purba re achi and patika duara utaraku achi agni konara bahare gote alaga guhala and rosei ghara karibaku canhuci karile suva ki kana please janeibe sir 🙏
@vastusachetanata9394
@vastusachetanata9394 5 күн бұрын
ପଶ୍ଚିମ ଦିଗର ଗୁହାଳ ସବୁଠାରୁ ଭଲ । ନୂଆ ଘରେ କ'ଣ ରୋଷେଇ ଘର କରି ନାହାନ୍ତି ? ଅଗ୍ନି କୋଣର ବାହାରପଟେ ମୁଖ୍ୟ ଘରକୁ ନଲଗାଇ ରୋଷେଇଘର କରିପାରିବେ ।
@basantbarik7664
@basantbarik7664 Жыл бұрын
Sir jai jagannath .Aapkanka sahita phone re katha hai Pariba ki
@vastusachetanata9394
@vastusachetanata9394 Жыл бұрын
9337664861.
@PrafullaPatra-k6i
@PrafullaPatra-k6i Жыл бұрын
Sir amar dakhina o paschimaku badhi jaichhi tar pratikar kan
@vastusachetanata9394
@vastusachetanata9394 Жыл бұрын
ଦକ୍ଷିଣ ଓ ପଶ୍ଚିମ କୁ ବଢ଼ିବା ଦ୍ୱାରା ଯଦି ସମସ୍ୟା ଆସୁଥାଏ ତାହେଲେ ପ୍ରତିକାର କରନ୍ତୁୁ, ନ ହେଲେ ନାହିଁ।
@Minatisahoo-z1k
@Minatisahoo-z1k Жыл бұрын
Garden area brudhi hei pariba ki???
@vastusachetanata9394
@vastusachetanata9394 Жыл бұрын
ହଁ, କରିହେବ, କିନ୍ତୁୁ ଦକ୍ଷିଣ ଓ ପଶ୍ଚିମ ଦିଗର ବଗିଚା କୁ ବୃଦ୍ଧି କରିବା ଉଚିତ୍‌ ନୁହେଁ ।
@debabrataswain9341
@debabrataswain9341 7 ай бұрын
Sir upare ghara South West ku ghara badhei habaki
@vastusachetanata9394
@vastusachetanata9394 7 ай бұрын
SW ର ଅଧିପତି ଗ୍ରହ ରାହୁ ମହାଗ୍ରହ । ଗୃହକର୍ତାଙ୍କ ଜାତକରେ ରାହୁ ଅଶୁଭ, ମାରକ ଥିଲେ ଏହି ଦିଗରେ ଗୃହ ବୃଦ୍ଧି କଲେ ପଛରେ ଅଶୁଭଫଳ ଦେଇପାରେ । ତେଣୁ ଭୟନକରି ପ୍ରଥମେ ଜାତକ ବିଶ୍ଳେଷଣ କରନ୍ତୁ । ନିକଟରେ ଥିବା କୌଣସି ଅଭିଜ୍ଞ ବାସ୍ତୁବିତଙ୍କ ପରାମର୍ଶ ନିଅନ୍ତୁ ।
@saratchandramohapatra6148
@saratchandramohapatra6148 3 жыл бұрын
Gharara kona ku chadi dakshini digaku ghara badhaile bhala heba ki daya kari utara debe sir namastye
@vastusachetanata9394
@vastusachetanata9394 3 жыл бұрын
Dakhina digaku brudhi Kari kan karibe?
@SaritaNayak-c7s
@SaritaNayak-c7s Жыл бұрын
Angya 10fit chauda gharar mukhy dear keunthi au kete fit rahiba darka
@vastusachetanata9394
@vastusachetanata9394 Жыл бұрын
ଘର ର ମୁଖ୍ୟ ଦ୍ଵାର ଅନ୍ୟ ଦ୍ଵାର ଠାରୁୁ ବଡ ହେବା ଦରକାର l ଏଥିପାଇଁ ମୁଖ୍ୟ ଦ୍ଵାର ଭିଡ଼ିଓ ଗୁଡିକ ଦେଖନ୍ତୁ I
@sureshdas0507
@sureshdas0507 10 ай бұрын
Sir 🙏 am puruna gharaku lagei paschima pataku sidi au toilet kale kichhi asubidha achhi ki
@vastusachetanata9394
@vastusachetanata9394 10 ай бұрын
ହଁ, ଆସିପାରେ । ସେଥିପାଇଁ ନିକଟସ୍ଥ କୌଣସି ଅଭିଜ୍ଞ ବାସ୍ତୁ ବିତଙ୍କ ପରାମର୍ଶ ନିଅନ୍ତୁ ।
@umaprasadpattanaik3445
@umaprasadpattanaik3445 11 ай бұрын
Respected Sir,Namskar I want to meet you personally. Please inform me where and when I can.meet.
@Rinkulinky
@Rinkulinky Жыл бұрын
ସାର୍ ଘରର ଐଶାନ କୋଣ ବଢ଼ିଯାଇଛି ତାର ପ୍ରତିକାର କ'ଣ କରାଯାଇପାରେ
@vastusachetanata9394
@vastusachetanata9394 Жыл бұрын
Kete badhichi? Kounasi asubidha srusti heuchiki?
@RRDirector
@RRDirector Жыл бұрын
Sir paschima ku badheile . Kenu strode use kariba darkar.
@vastusachetanata9394
@vastusachetanata9394 Жыл бұрын
Iron stud.
@01_aiswaryadash84
@01_aiswaryadash84 Күн бұрын
Amara ghara achii ,paschima ku ghara badhei karibaku chahunchu hei pariba ki
@vastusachetanata9394
@vastusachetanata9394 20 сағат бұрын
ଭିଡିଓ ଦେଖିଲା ପରେ ଯେଉଁ ନିୟମ ଗୁଡ଼ିକ କହିଚ଼ି ତାକୁ ବୁଝି ବିଚାରି ସେହି ଅନୁସାରେ କଲେ କିଛି ଅସୁବିଧା ହବନାହିଁ ।
@subhrajitdash4140
@subhrajitdash4140 Жыл бұрын
Sir apanankara number tk mili pariba ki.. Kichi samasya achi
@vastusachetanata9394
@vastusachetanata9394 Жыл бұрын
9337664861
@kailashchandrapati743
@kailashchandrapati743 Жыл бұрын
Sir copper stard kouthi mile
@vastusachetanata9394
@vastusachetanata9394 Жыл бұрын
Online ru mageiparibe, kintu bhul byabahara kuphala deithai.
@rabisankarnayak6904
@rabisankarnayak6904 7 ай бұрын
Sir Namaskar, ama Ghara dakhina digaku cantilever achhi, cantilever line ru piller dei agaku tazza kadi hebaki
@vastusachetanata9394
@vastusachetanata9394 7 ай бұрын
ନା
@rameshpanda496
@rameshpanda496 Жыл бұрын
Sir, Ghara ra dakhina kantha ku lagiki ajbest 8ft chapara ra kitchen room kari heba ki.
@vastusachetanata9394
@vastusachetanata9394 Жыл бұрын
Kariheba ki nahi taha janiba pain nikatare thiba kounasi abhignya vastubitnka paramarsha niyantu.
@ajayaakumarkhadiratna9868
@ajayaakumarkhadiratna9868 11 ай бұрын
Sir pranam South West kona extended hochhi ta ra pratikar kichhi achhi
@vastusachetanata9394
@vastusachetanata9394 11 ай бұрын
ସମସ୍ୟା ଦେଖା ଦେଉଥିଲେ SW ର extended ଅଂଶକୁ Brass metal strip ଦ୍ୱାରା କଟ୍ କରିଦିଅନ୍ତୁ ।
@manojkumar-cp9tp
@manojkumar-cp9tp 3 жыл бұрын
Sir namaskar.ghare 3 ta door heipariba ki
@vastusachetanata9394
@vastusachetanata9394 3 жыл бұрын
Ati abasyaka thile kariparibe, kintu subha bhaga re kariba uchit.
@antaryamipatro1078
@antaryamipatro1078 Жыл бұрын
Sir dhokino pota plote kinila bholo ki khorap
@vastusachetanata9394
@vastusachetanata9394 Жыл бұрын
Gruhakartanka kundalire Mangal kharap thile dakhina pata plot kiniba nahi. Mangal subha thila kinipariba. Sethipain nikatare thiba kounasi abhignya vastubitnka paramarsha niyantu.
@satyapriyachhotaray6423
@satyapriyachhotaray6423 9 ай бұрын
Sir mora jaga agnikona achhi ghara kemiti karibi
@vastusachetanata9394
@vastusachetanata9394 9 ай бұрын
ଏହା ବିଦିଶା ପ୍ଲଟ ଅଟେ । ଏହି ପ୍ଲଟରେ ଘର କରିବାକୁ ହେଲେ କୌଣସି ଅଭିଜ୍ଞ ବାସ୍ତୁବିତଙ୍କୁ ଡ଼ାକି ପ୍ଲଟ ଦେଖାନ୍ତୁ ଓ ତାଙ୍କ ପରାମର୍ଶ ଅନୁଯାୟୀ ଘର କରନ୍ତୁ I ଏହା ଆପଣଙ୍କ ପାଇଁ ଶୁଭ ହେବ ।
@nirmalkumardas938
@nirmalkumardas938 2 жыл бұрын
Sir🙏🙏🙏 please, mu pachimaku ghara badhei au gote room karibaku chahunchi . Please🙏 mate kuhantu hei pariba ki nahi
@vastusachetanata9394
@vastusachetanata9394 2 жыл бұрын
Video dekhi bhalabhabare bujhi kounasi asubidha nathile Paschimare badhei paribe.
@manoranjanbehera7575
@manoranjanbehera7575 3 жыл бұрын
Sir namskar. Ghara ra baranda kale se kan ghara ra nabhi upare prabhaba pakae ki
@vastusachetanata9394
@vastusachetanata9394 3 жыл бұрын
Han.
@manoranjanbehera7575
@manoranjanbehera7575 3 жыл бұрын
Thank u sir , sir apananka no tike diontu tike sir
@vastusachetanata9394
@vastusachetanata9394 3 жыл бұрын
9337664861.
@satyabrata7142
@satyabrata7142 5 ай бұрын
Sir mu pachimapate Khali paipi khuta dei sit pakeichi gearj ghara karichi loka adushadu kahuchanti kichiasubidha achiki
@vastusachetanata9394
@vastusachetanata9394 5 ай бұрын
ଯେଉଁମାନେ କହୁଛନ୍ତି ସେମାନେ ଜଣେ ଜଣେ ବାସ୍ତୁ ବିତ କି? ଅଧା ଅଧୁରା ଜ୍ଞାନ ବହୁତ ଭୟଙ୍କର ଅଟେ । ବ୍ୟସ୍ତ ହୁଅନ୍ତୁନାହିଁ, ପଶ୍ଚିମ ପଟେ ଯଦି ମୂଳ ଘରକୁ ଲଗାଇ ଗ୍ୟାରେଜ କରିଥିବେ ତେବେ ଘର କାନ୍ଥର ବାହାରପଟେ ମୋଟା ଲୁହାପାତ ପୋଟି ଦିଅନ୍ତୁ କିମ୍ବା ଚାଖଣ୍ଡେ ଚଉତାର ଧଳାରଙ୍ଗ ଭୂମି ଉପରେ ଦେଇ ଦିଅନ୍ତୁ (ଉତ୍ତର ରୁ ଦକ୍ଷିଣ ଆଡ଼କୁ) କୋୖଣସି ଅସୁବିଧା ହେବ ନାହିଁ I
@entertainmentchannel9344
@entertainmentchannel9344 Жыл бұрын
Sir mo ghara ra sabu bahu saman kari karichhi kintu mor dakhina pachima kona fanka achhi sethire chhata pakeiparibi ki
@vastusachetanata9394
@vastusachetanata9394 Жыл бұрын
Han, pakeiparibe, kintu ghara kalabele chhata na pakei SW phanka kahinki rakhithile?
@dillipdash447
@dillipdash447 2 жыл бұрын
Sir mora agaru chala ghara thila, ta mun chahinle dakhina ku sidhi ghara kariparibi ki nahin ?,
@vastusachetanata9394
@vastusachetanata9394 2 жыл бұрын
9337664861
@hridyanandpradhan1995
@hridyanandpradhan1995 Жыл бұрын
Sir nua ghar baneba pai apno kar vastu vichar pai apano ku contact kemiti hei paribo
@vastusachetanata9394
@vastusachetanata9394 Жыл бұрын
9337664861
@lizajena7318
@lizajena7318 9 ай бұрын
Sir tk Latin naeruta konare achi. Ehara pratikara Kn???
@vastusachetanata9394
@vastusachetanata9394 9 ай бұрын
ତୁମେ କେମିତି ଜାଣିଲ ଯେ ନୈଋତରେ ଲାଟିନ୍ ଅଛି ବୋଲି? ଏଥିପାଇଁ ଦିଗନିର୍ଣ୍ଣୟ ଯନ୍ତ୍ରର ଆବଶ୍ୟକତା ଅଛି । ଲାଟିନ୍ SSW ରେ ଥିଲେ କୌଣସି ପ୍ରତିକାର ଆବଶ୍ୟକତ ନାହିଁ l ନୈଋତରେ ଲାଟିନ୍ ଥିଲେ ପ୍ୟାନ୍ ଚାରିପଟେ ୪ଇଞ୍ଚ ଚଉଡ଼ାର ହଳଦିଆ ରଙ୍ଗ ଦେଇ ଦେବେ ଓ ହଳଦିଆ ଜୀରୋ ପାଵାର ଲାଇଟ୍ ୨୪ ଘଣ୍ଟା ଜଳାଇ ରଖିବେ I
@lizajena7318
@lizajena7318 9 ай бұрын
@@vastusachetanata9394 thank you very much sir.
@vastusachetanata9394
@vastusachetanata9394 9 ай бұрын
ଧନ୍ୟବାଦ, ଜୟ ଶ୍ରୀ ଜଗନ୍ନାଥ ।
@purusottamsasa8513
@purusottamsasa8513 2 жыл бұрын
Sir ghar ra kau pate sidhi rahile subha North /South
@vastusachetanata9394
@vastusachetanata9394 2 жыл бұрын
Keun patare subidha heuchi sidi karantu, North re anticlockwise sidiheba. Sidi video gudika dekhantu.
@saurav8kstatus34
@saurav8kstatus34 10 ай бұрын
Sir aysanaya kona and uttara diga re extend kariki puja ghara karihabaki ki aau jau room ebe aysanya konare achi sethi bedroom karihaba ki nahi
@vastusachetanata9394
@vastusachetanata9394 10 ай бұрын
ବାସ୍ତୁଶାସ୍ତ୍ର ର ନିୟମ ଅନୁସାରେ ଐଶାନ୍ୟରେ ଠାକୁର ଘର ଉତ୍ତମ ଅଟେ, ବେଡ଼ରୁମ ନୁହେଁ । ସେହି ରୁମରେ ଯଦି ENE ଓ EAST ଦିଗ ଥାଏ ତେବେ ସେଠାରେ ବେଡ଼ ପକାଇ ଶୋଇପାରିବେ ।
@saurav8kstatus34
@saurav8kstatus34 10 ай бұрын
@@vastusachetanata9394 sir ENE bujhiparilini
@vastusachetanata9394
@vastusachetanata9394 10 ай бұрын
ENE=East of North -East (ଏହା ଐଶାନ୍ୟ ଓ ପୂର୍ବ ଦିଗର କିଛି ଅଂଶ କୁ ନେଇ ହୋଇଛିି ।
@sanjuktadash4503
@sanjuktadash4503 2 жыл бұрын
Paschimaku badhe pai khana kar ichhi kanheba pl.kahibe
@vastusachetanata9394
@vastusachetanata9394 2 жыл бұрын
Paschimare toilet karajai nahi, karana manovilash ra diga.
@harichandandas2191
@harichandandas2191 Жыл бұрын
ଗୁରୁଜୀ ପ୍ରାଣମ, ଆପଣଙ୍କ ସହିତ ନୂତନ ଗୃହ କରିବା ବିଷୟରେ କିଛି କଥା ହେବାକୁ ଚାହୁଁଚି, ଏଣୁ ଆପଣଙ୍କ ମୋବାଇଲ ନମ୍ବର ଦୟା କରି ପଠାଇବା ହେବେ l
@vastusachetanata9394
@vastusachetanata9394 Жыл бұрын
9337664861.
@pkjena7527
@pkjena7527 Жыл бұрын
ଗୁରୁଜୀ ପ୍ରଣାମ ପୁରୁଣା ଘର ଛାତ ଭାଂଗି ପଶ୍ଚିମ ଦିଗକୁ ବଢାଇ ଛାତ ପକାଇଲେ କିଛି ଖରାପ ହବ କି ଗୁରୁଜୀ । ସେଥିପାଇଁ ପ୍ରତିକାର କ'ଣ ଜଣାଇବେ ଗୁରୁଜୀ।
@vastusachetanata9394
@vastusachetanata9394 Жыл бұрын
ପଶ୍ଚିମ ଦଗକୁ ଛାତ କେତେ ଫୁଟ ବଢାଇବେ? ଶନି ମହାଗ୍ରହ କୁଣ୍ଡଳୀରେ ଯଦି ଅଶୁଭ ଥିବେ ତେବେ ଖରାପ ଫଳ ମିଳିପାରେ । ଏଥିପାଇଁ ନିକଟରେ ଥିବା କୌଣସି ଅଭିଜ୍ଞ ବାସ୍ତୁବିତଙ୍କ ପରାମର୍ଶ ନିଅନ୍ତୁ, ଭଲ ହେବ l
@prangyaparimitapradhan8895
@prangyaparimitapradhan8895 4 ай бұрын
Sir 🙏dakhinare ghara kari ani utarare thiba puruna ghare jodile kana heba
@vastusachetanata9394
@vastusachetanata9394 4 ай бұрын
ଅସୁବିଧା ଆସିପାରେ କାରଣ, ଏହାଦ୍ୱାରା ଘରର ନାଭି ବଦଳିଯାଏ । ତାଦ୍ଵାରା ମୁଖ୍ୟ ଦ୍ଵାରର ଭାଗ ବଦଳିଯାଇପାରେ ଓ ଆହୁରି ଅନେକ ସମସ୍ୟା ଆସିପାରେ । ନିକଟରେ ଥିବା କୌଣସି ଅଭିଜ୍ଞ ବାସ୍ତୁବିତଙ୍କୁ ଡାକି ଦେଖାନ୍ତୁ ଓ ତାଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।
@prangyaparimitapradhan8895
@prangyaparimitapradhan8895 4 ай бұрын
Thank you sir
@swapnalenka7653
@swapnalenka7653 Ай бұрын
Sir amara nua ghara karichhu 4 year hela , kintu dakhina ku 9 fit badheiki sidi ghara dakhina pashima kona re heichhi , sidi tale larten barthroom heichhi, au dakhina purba pataku gyas rakhi rosei heuchhi, sir kn asubidha heba ki sir, plz 🙏tike janaibe sir
@vastusachetanata9394
@vastusachetanata9394 Ай бұрын
ଘର ବୃଦ୍ଧି ପରେ ଘରର ମଧ୍ୟ ବିନ୍ଦୁ ବଦଳି ଯାଇଥାଏ l ଏହା ବେଳେ ବେଳେ ଅସୁବିଧାରେ ପକାଇପାରେ । ଦକ୍ଷିଣ ପଶ୍ଚିମରେ SSW ବୋଲି ଗୋଟେ ଯାଗା ଅଛି ଏଠାରେ ଯଦି ଶୌଚାଳୟ ହେଇଥିବା ତେବେ କୌଣସି ଅସୁବିଧା ନାହିଁ ନ ହେଲେ ସିଡିତଳ ଶୋଚାଳୟ ଭବିଷ୍ୟତରେ ଅସୁବିଧା ଦେଇପାରେ ।
@swapnalenka7653
@swapnalenka7653 Ай бұрын
@vastusachetanata9394 sir bhaga thhu dakhina ku jou amara 9 fit ghara badhiki sidi karideichhu tara kichhi pratikara achhi ki, latin barthroom ta sidi tale jou achhi taku seithhu utheidebu ki sir plz tike kuhantu, mo deha bhala rahuni, choto moto deha kharab lagi ki rahuchhi, dakhina ku ghara badhi thibaru mo deha kharab lagi rahuchhi ki, plz sir tike kuhantu,
@SubasSahooSubusumu
@SubasSahooSubusumu Жыл бұрын
Sir Namaskar - Sir Dhakina pata ku ghara kariba purbaru kan pratikara kariba
@vastusachetanata9394
@vastusachetanata9394 Жыл бұрын
Kounasi abhignya vastubitnku daki ghara dekhantu O paramarsha niyantu.
@narendramohanta8309
@narendramohanta8309 3 жыл бұрын
Sir mu ghara bandha ru dkshyana ku badeichi eka sangare ghara karichi Kan asubidha habaki
@vastusachetanata9394
@vastusachetanata9394 3 жыл бұрын
Kichhi asubidha anubhaba karuchanti ki?
@gunucomedyworld9282
@gunucomedyworld9282 3 жыл бұрын
Sir sidi dakhina diga re kale clock wise kariba na anticlock wise kariba
@vastusachetanata9394
@vastusachetanata9394 3 жыл бұрын
ସିଡି ଦକ୍ଷିଣ ଦିଗ ରୁ ଆରମ୍ଭ କଲେ anticlockwise କରିବେ।
@gunucomedyworld9282
@gunucomedyworld9282 3 жыл бұрын
Sir but east facing house kari ba chahnuchi amar jane padiya asi thile Kahu chanti clock wise kariba pai mu confuse kouta thik
@vastusachetanata9394
@vastusachetanata9394 3 жыл бұрын
ଦକ୍ଷିଣରେ ସିଡି anticlockwise ଠିକ୍ ଆମ ଓଡ଼ିଶାର ପ୍ର|ୟ ପଣ୍ଡିତ ମାନଙ୍କୁ ଏହା ଜଣା ନାହିଁ.
@odishacreation6809
@odishacreation6809 6 ай бұрын
ଘରର କାନ୍ଥ ସେମିତି ରହିବ ଖାଲି ଛାତ ବଢାଇ ଵାକୁ ଚାହୁଁ ଛୁ କଲମ ସିଧାରେ
@vastusachetanata9394
@vastusachetanata9394 6 ай бұрын
୪ ଦିଗକୁ ସମ ଭାବରେ ବଢାଇ ପାରିବ । ତଥାପି ନିକଟରେ ଥିବା କୌଣସି ଅଭିଜ୍ଞ ବାସ୍ତୁବିତଙ୍କୁ ଡାକି ଘର ଦେଖାନ୍ତୁ ଓ ତାଙ୍କ ପରାମର୍ଶ ନିଅନ୍ତୁ ।
@drranjankumardas7113
@drranjankumardas7113 Жыл бұрын
Sir, Can you convey colour selection in different rooms ?
@vastusachetanata9394
@vastusachetanata9394 Жыл бұрын
ହଁ ଆଜ୍ଞା, ଆଗକୁ ଏ ବିଷୟରେ ଭିଡ଼ିଓ ହେବ l
@drranjankumardas7113
@drranjankumardas7113 Жыл бұрын
ଧନ୍ୟବାଦ ସାର, ଅlପାତତଃ କେବେ ଜାଣିବା,
@swetashravaneesahoo4564
@swetashravaneesahoo4564 5 ай бұрын
Amara south direction re old house achhi ...jouta kii ama new ghara ku attach heiki achhi....ta ame se puruna ghara ku vangi setiki jagare new ghara kari kii miseibaku chahunchu,,,ama new ghara saha...kichhi problem haba kii?
@vastusachetanata9394
@vastusachetanata9394 5 ай бұрын
କରିପାରିବେ, କିନ୍ତୁ ନିକଟରେ ଥିବା କୌଣସି ବାସୁବିତଙ୍କ ପରାମର୍ଶ ନେଇ କରନ୍ତୁ, କାରଣ ଏହାର କିଛି ଟେକନିକ ଅଛି । ତାକୁ ମାନି ଘର କଲେ କୌଣସି ଅସୁବିଧା ହେବନାହିଁ ।
@PrasantaSahoo-hz3tj
@PrasantaSahoo-hz3tj 11 ай бұрын
🙏🙏🙏 purv dakshin 🙏🙏
@PrasantaSahoo-hz3tj
@PrasantaSahoo-hz3tj 11 ай бұрын
Purv dakshin ko sidhi kar le kaun hua🙏🙏🙏
@vastusachetanata9394
@vastusachetanata9394 11 ай бұрын
କୌଣସି. ଅସୁବିଧା ହେବ ନାହିିଁ I
@anubhavpatnaik8719
@anubhavpatnaik8719 3 жыл бұрын
Pranam 🙏 sir 2 July 2021 re Bhumi puja , silanyas Southwest , Northeast re karajiba ? Please reply. waiting your reply 🙏.
@vastusachetanata9394
@vastusachetanata9394 3 жыл бұрын
Gharara lamba O prastha nei Naga ra akara bahara kari, 8 bhaga kari hridaya O jathara majhire subha diyantu kimba anakranta diga (purbare) Subha diyantu..
@TA-TAB_9.
@TA-TAB_9. 3 жыл бұрын
Sir, Aiswanya ku badheiki, badhiba sthana re thakura ghara klae asuvidha achi ki.
@vastusachetanata9394
@vastusachetanata9394 2 жыл бұрын
Kete fut re kete fut badheibaku chaunchanti?
@biswajitdhal7408
@biswajitdhal7408 2 жыл бұрын
West ku expanded haba sir kichi prblm haba kii
@vastusachetanata9394
@vastusachetanata9394 2 жыл бұрын
Video dekhi kan bujhile?
@biswajitdhal7408
@biswajitdhal7408 2 жыл бұрын
Sir heepaeini but amara jaga sepate rahuchii kn karibu sir
@biswajitdhal7408
@biswajitdhal7408 2 жыл бұрын
Sir pratikara kn achii kuhantu
@vastusachetanata9394
@vastusachetanata9394 2 жыл бұрын
Kounasi abhignya vastubitnku daki dekhantu O tanka paramarsha niyantu.
@biswajitdhal7408
@biswajitdhal7408 2 жыл бұрын
Thank you sir
@sukantakumarsamal6111
@sukantakumarsamal6111 Жыл бұрын
Sir mu dakhina pataku Dhana chaula ghara karibaku chahuchi puruna chhata gharu Ajbest pakei badei paribi ki nahi
@vastusachetanata9394
@vastusachetanata9394 Жыл бұрын
ଅଲଗା କରନ୍ତୁୁ ।
@gouraharisahu1583
@gouraharisahu1583 3 жыл бұрын
ପ୍ରଣାମ ଗୁରୁଜୀ.. ଗୁରୁତ୍ୱ ପୂର୍ଣ୍ଣ ତଥ୍ୟ ପାଇଁ ଅଶେଷ ଆଭାରି.... ମୋର ଗୋଟିଏ ପ୍ରଶ୍ନ ଥିଲା..ଘର ଉପର ଛାତର ବାୟୁ କୋଣ ଠାରୁ ଉତ୍ତର ଦିଗକୁ ୩ଫୁଟ୍ ବାହାରକୁ ବଢାଇ ଛାତ ଉପରେ ପାଇଖାନା କଲେ କ'ଣ ଅସୁବିଧା ହୁଏ..??? ଗୋଟିଏ ଭିଡିଓ କରନ୍ତୁ..
@vastusachetanata9394
@vastusachetanata9394 Жыл бұрын
ପଶ୍ଚିମ ଓ ବାୟୁ କୋଣ ମଝିରେ ପାଇଖାନା କରିବା ଉଚିତ, ଉତ୍ତରରେ ନୁହେଁ।
@sukantibarla-en6rn
@sukantibarla-en6rn 11 ай бұрын
ସାର୍ ମୋତେ ଉପାୟ କୁହନ୍ତୁ । ଦକ୍ଷିଣ, ପଶ୍ଚିମ ଦିଗକୁ ବୃଦ୍ଧି କରିଛି ।
@kishoridas5840
@kishoridas5840 3 жыл бұрын
ସାର୍ ନମସ୍କାର । ଭିଡିଓ ଟି ରୋଚକ ହୋଇଛି । ଦୟାକରି ସିଡ଼ି ଘର ନିର୍ମାଣ ପାଇଁ ଏକ ଭିଡିଓ ଛାଡ଼ନ୍ତୁ
@vastusachetanata9394
@vastusachetanata9394 3 жыл бұрын
Sidighara pain 3t video diajaichi, dekhantu.
@ayuscience6239
@ayuscience6239 Жыл бұрын
Sir namaskar ...sir mo ghara ra prati kona gotia diga heuchi.... kharap ki.....dakhina agni konare brudhi hoichi tenu mu aishanya konku o purba kona ku brudhi kari Sabahu karibaku chahuchi kan karibi......plz plz reply sir🙏🙏
@vastusachetanata9394
@vastusachetanata9394 Жыл бұрын
Han, kariheba, kintu prathame kounasi abhignya vastubitnku ghara dekhantu O paramarsha nei karantu.
@ayuscience6239
@ayuscience6239 Жыл бұрын
@@vastusachetanata9394 🙏🙏
@SubhadraMohanty-o6c
@SubhadraMohanty-o6c 10 күн бұрын
Sir ghara dakhinaku padheiba chahuxhi badheipariba
@vastusachetanata9394
@vastusachetanata9394 10 күн бұрын
ଭିଡ଼ିଓଟିକୁ ଭଲ ଭାବରେ ଦେଖି ବୁଝିବାକୁ ଚେଷ୍ଟା କରନ୍ତୁ । ଗୃହ ସ୍ବାମୀଙ୍କ ଜନ୍ମକୁଣ୍ଡଳୀରେ ମଙ୍ଗଳ ମହାଗ୍ରହ ଶୁଭଥିରେ, ବର୍ତ୍ତମାନ ମହାଦଶା ଅନ୍ତର୍ଦ୍ଦଶାରେ ଶୁଭଗ୍ରହ ଚାଲୁଥିଲେ, ମୁଖ୍ୟ ଦ୍ଵାର ଶୁଭ ଭାଗରେ ଥିଲେ, ବ୍ରହ୍ମସ୍ଥାନରେ କାନ୍ଥ, ପିଲାର, ବିମ୍ ଆସୁନଥିଲେ, ମନରେ ଅଯଥା ଭୟ ଭ୍ରାନ୍ତି ନଥିଲେ, ପୁନଶ୍ଚ ଏକ ଶୁଭ ବନ୍ଧରେ ଦକ୍ଷିଣରୁ ଉତ୍ତର ଆଡ଼କୁ ଘର ବୃଦ୍ଧି କରିପାରିବେ ।
@jyotrimayee7881
@jyotrimayee7881 2 жыл бұрын
Amara 2nd floor heba ku jauchi lst floor ra west re balcony acchi .Balcony na Kari room badhai ki kale heba ki
@vastusachetanata9394
@vastusachetanata9394 2 жыл бұрын
Balcony jadi subha mapare thiba, tebe balcony re ghara badheiki kariparibe.
@sukantibarla-en6rn
@sukantibarla-en6rn Жыл бұрын
Sir mu dakhina paschhima diga ku badaechhi. Pratikar kana karibi.
@vastusachetanata9394
@vastusachetanata9394 Жыл бұрын
ଯଦି ଅସୁବିଧା ଆସୁଥାଏ ଲୁହାପାତ ଦ୍ଵାରା ବଢିଥିବା ଅଂଶକୁ କଟ କରି ଦିଅନ୍ତୁ, ନହେଲେ ନାହିଁ l
@sushildalai2185
@sushildalai2185 2 жыл бұрын
ସାରେ ଆମେ ବ୍ୟକ୍ତିଗତ ଭାବେ କିପରି ଯୋଗା ଯୋଗ କରି ପାରିବୁ, ଆପଣଙ୍କ ମୋବାଇଲ ନଂ
@vastusachetanata9394
@vastusachetanata9394 2 жыл бұрын
M-9337664861.
@satyabratamohapatra4014
@satyabratamohapatra4014 3 жыл бұрын
Sir ama ghara paschimaku kichhi badhaibaku chahunchhi, ethire kichhi asubidha nain ta
@vastusachetanata9394
@vastusachetanata9394 3 жыл бұрын
Mo dwara prastuta ghara Dakhina O Paschima ku brudhi karihebaki? Dekhantu.
@nibeditahansdah5327
@nibeditahansdah5327 3 жыл бұрын
Dakhina diga ku ghara badhei heba ki sir
@vastusachetanata9394
@vastusachetanata9394 3 жыл бұрын
Barambar video tiku dekhantu, bujhiparibe.
@parthanayak1299
@parthanayak1299 2 жыл бұрын
ପୁରୁଣା ଘରର ଛାତଠୁ ଉତ୍ତର ଦିଗକୁ ନୁଆ ଜଏଣ୍ଟ ଘରର ଛାତ ଉଚ୍ଚା ହେଲେ କିଛି ଅସୁବିଧା ହୁଏ କି
@vastusachetanata9394
@vastusachetanata9394 2 жыл бұрын
Han, asubidha hebara sambhabana bahut achhi.
@rupalipala7605
@rupalipala7605 2 ай бұрын
Namaskar sir amr dakhina digaku badha heijaichi kn karajiba please reply me sir
@vastusachetanata9394
@vastusachetanata9394 2 ай бұрын
ଡରିବାର କିଛି ନାହିଁ, ଯଦି କୌଣସି ସମସ୍ୟା ସୃଷ୍ଟି ହେଉଥିବ ତେବେ ବର୍ଦ୍ଧିତ ଅଂଶକୁ ତମ୍ବାପାତ ଦ୍ୱାରା ଅଲଗା କରିଦେବେ, ନହେଲେ ନାହିଁ ।
@rabibabu
@rabibabu Жыл бұрын
Dakhinaku nalakup hebaki...?
@vastusachetanata9394
@vastusachetanata9394 Жыл бұрын
Na, eha mansammana hani karithai, anidra roga srusti karithai, atmabiswas abhaba heithai O arthika abanati ghatithai ityadi...
@rabibabu
@rabibabu Жыл бұрын
Sir janantu. Dakhinare nalakupa basibaki ?
@vidyasahu9246
@vidyasahu9246 2 жыл бұрын
Mo plot 1200 sq. ft. South face achi. Setire gote choto dokan, garrage, puja room, kitchen, washroom, bedroom au tike space. Yara stair kouthi bahari pariba ?
@vastusachetanata9394
@vastusachetanata9394 2 жыл бұрын
Staircase south ru arambha kari north-west madhyare jeunthi subidha heichi seithi karantu.
@surendrakudas461
@surendrakudas461 2 жыл бұрын
Sir namaskar spanks phonnambor time diantu my dekha karibi
@vastusachetanata9394
@vastusachetanata9394 2 жыл бұрын
9337664861.
人是不能做到吗?#火影忍者 #家人  #佐助
00:20
火影忍者一家
Рет қаралды 20 МЛН
How Strong Is Tape?
00:24
Stokes Twins
Рет қаралды 96 МЛН
ବାସ୍ତୁ ଭୂମି ଚୟନ ଓ ପରୀକ୍ଷା
17:25
VASTU SACHETANATA
Рет қаралды 35 М.