ବବି କେତେ ମାରାତ୍ମକ ଜାଣିସାରିଲେଣି ନବୀନ,ଏବେ ଖୁଲୁମ ଖୁଲା ଆକ୍ସନ ନେଉଛନ୍ତି ନବୀନ..

  Рет қаралды 100,396

lev live Odia

lev live Odia

15 күн бұрын

LEV LIVE ODIA | ODISHA NEWS | POLITICS NEWS
ନବୀନଙ୍କ ଆକ୍ସନ ମୁଡ଼ ଦେଖି ଛାନିଆ ବବି...#Naveen #Vkpandian #Levliveodianews #Odisha #Levliveodia #Bjd #Bjp #Bjpnews #Politics #Political #Politicsnews #Politicalnews #Politica #Politicnews #Election #Dharmendra #Aparajita #Narendramodi #Modi #Pmmodi #Amitshah #Amit #Pm #Mp #Ml #Cm #Govt #Surah #Congress #Congressnews #Rahulgandhi #Latest #breakingnews #India #Indian #Indianews #Ias #Iasofficer #Ganjam #yogiadityanath #nda
Hiii…This Is a Levlive Odia KZbin Channel…Levlive Odia a Complete ENTERTAINMENT House.
-------------------------------------
ଦର୍ଶକ ବନ୍ଧୁ ଆପଣଙ୍କୁ ନମସ୍କାର, Levlive Odia Channel କୁ ସ୍ବାଗତ, ଆପଣ ଭକ୍ତି ଭାବପୂର୍ଣ୍ଣ ଭଜନ, ଏବଂ ଆପଣଙ୍କ ମନୋରଞ୍ଜନ ପାଇଁ ଓଡ଼ିଆ ରୋମାଣ୍ଟିକ Album Song, Golden song, News ଦେଖୀ ପାରିବେ I
►►►►► ► Copyright Disclaimer ◄◄◄◄◄◄
The Copyright of The Above Mentioned Content is Owned By ©LEVLIVE Odia. Any Type of Illegal, Unauthorized, & Re Use of The Audio or Visual of The Content is Strictly Prohibited and May Subject to Copyright Claims & Legal Action Against those Violating The Copyright of This Content.
--------------------------------------
Thanks For Watching...
Don't forget to Like, Comment, Share & Subscribe…
--------------------------------------
#LevLiveOdia

Пікірлер: 95
@bishnucharnrana3282
@bishnucharnrana3282 13 күн бұрын
ଧର୍ମେନ୍ଦ୍ର ପ୍ରଧାନ ଦୟାକରି ନବୀନ ପଟ୍ଟନାୟକଙ୍କ ଇଜ୍ଜତ ବଞ୍ଚାଇଦେଲେ ନଚେତ କାଳେ ଅପମାନିତ ବୋଧକରି ମଞ୍ଚତଳୁ ଫେରି ଯାଇଥାନ୍ତେ !!
@user-fq5gb9ep9e
@user-fq5gb9ep9e 11 күн бұрын
ଏକଦମ ଠିକି ହ
@PratimaDas-nm5cm
@PratimaDas-nm5cm 11 күн бұрын
Mn chal​@@user-fq5gb9ep9e
@KaluCharanbholo
@KaluCharanbholo 8 күн бұрын
​@@user-fq5gb9ep9e😮ttee😂😂😂
@chaitanyabariki810
@chaitanyabariki810 13 күн бұрын
😢😢😢😢😢 ଆପଣ ଓଡ଼ିଆ ରେ କହିଲେ ନବୀନ ଆଳୁ ଵୁଝିଵ
@prasantamajhimajhi9782
@prasantamajhimajhi9782 10 күн бұрын
ନବୀନ ବାବୁ କେବେ ଏମିତି ସମ୍ମାନ୍ ସମାରୋହ ରଥଜାତ୍ରା ରେ କରିଥିଲେ କି ଜବାବ୍ ମାଗନ୍ତୁ
@pratapjena1193
@pratapjena1193 14 күн бұрын
ଏହି ବିଜେଡି ମାଫିଆ ମାନଙ୍କୁ କୋଠର ଦଣ୍ଡ ମିଳୁ
@purnachandradakua8265
@purnachandradakua8265 12 күн бұрын
Sir ସବୁ ଦୋଷୀଙ୍କ ମୂଳ ନବୀନ
@user-fq5gb9ep9e
@user-fq5gb9ep9e 11 күн бұрын
ଆଉ ନବୀନ ତାଙ୍କ ଜୀବନ ଦସାରେ ଭୋଟ୍ ପାଇବେ ନାହଁ
@user-fq5gb9ep9e
@user-fq5gb9ep9e 11 күн бұрын
ନବୀନବାବୁ ଓ ତାଙ୍କ ଦଳର ଅତି ଅହଂକାର ର ଫଳ ପ୍ରଭୁ ଜଗନ୍ନାଥ ମହାପ୍ରଭୁ ଠିକ୍ ବିଚାର କରିଛନ୍ତି ।
@ashiskumardash2538
@ashiskumardash2538 11 күн бұрын
ସାର୍ ଆପଣ ସମସ୍ତଙ୍କ ବିଷୟ ରେ କହିଲେ କିନ୍ତୁ ସେ ଲୁଙ୍ଗି ପିନ୍ଧା ଏବଂ କୁହାଳିଆ ସସ୍ମିତ୍ ପାତ୍ର ବିଷୟରେ କିଛି କହିଲେନି
@salilkumar9703
@salilkumar9703 14 күн бұрын
ଇଚ୍ଛନ୍ତି ଦାମ୍ଭିକେ ହସ୍ତେ ରଖିବାକୁ ସମସ୍ତଙ୍କ ଭାଗ୍ୟ ଡୋରି ନିଜ ଭାଗ୍ୟ ଡୋରି କାଳ ହସ୍ତେ ଏହା ପକାନ୍ତି ହେଲେ ପାଶୋରି
@aswinipradhan2237
@aswinipradhan2237 13 күн бұрын
ନବିନ ତ ଆଗରୁ ଭାରି ଘମଣ୍ଡ ଦେଖଉଥିଲେ
@jitsingh5768
@jitsingh5768 14 күн бұрын
List bahut lamba
@pkpanda1371
@pkpanda1371 14 күн бұрын
ମାନସ ମଙ୍ଗରାଜ ଙ୍କ ର ରାଜ୍ୟ ସଭା ଯିବା ଯୋଗ୍ୟତା ନାହିଁ। କିନ୍ତୁ ଗଲେ। ଏହା କେମିତି ସମ୍ଭବ ହେଲା???? ମାନସ ମଙ୍ଗରାଜ ଚିଲିକା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳ ପକ୍ଷରୁ ଛିଡ଼ା ହୋଇ ମାତ୍ର ୧୮୦୦ଭୋଟ ପାଇ ଥିଲେ। ବିଜେଡ଼ି ଦଳ କୁ ଆସି କମ୍ ଦିନ ରେ ଏତେ Power ful ହେଲେ କେମିତି???
@panditnilamanipanda6638
@panditnilamanipanda6638 13 күн бұрын
ଆପଣ ଵୋଧେ ଜାଣିନାହାନ୍ତି ଆଜିର ଆଇନ ମନ୍ତ୍ରୀ କର୍ପୋରେଟର ଜିତି ପାରିନଥିଲେ। ମାନ୍ୟବର ରାଜ୍ୟପାଳ ମହୋଦୟ ଵିଧାୟକ ଭାବରେ ଜିତି ପାରି ନଥିଲେ।
@elizabehera6454
@elizabehera6454 13 күн бұрын
Kutti lagi mangaraj strong
@sukantabaliarsingh9769
@sukantabaliarsingh9769 13 күн бұрын
ସବୁ ଠାରୁ ବଡ ବେଇମାନ ନବୀନ ପଟ୍ଟନାୟକ
@purnachandradakua8265
@purnachandradakua8265 12 күн бұрын
ସବୁଯାକ ନବୀନ ପଟନାୟକ ର ଡ୍ରାମା ସିଏ ଫିଟିବାକୁ କୁ ଯୋଜନା ଚଲେଇଛି
@bharimalbrother994
@bharimalbrother994 14 күн бұрын
ରସାତଳଗାମୀ ଦଳ ହେବାକୁ ଯାଉଛି
@subhalaxmipothal5314
@subhalaxmipothal5314 12 күн бұрын
ଆପଣଙ୍କ ଭଳି ଜଣେ ରାଜନୀତି ସମୀକ୍ଷକ ଙ୍କୁ ସେହି team ରେ ରଖିବାର ଥିଲା।
@jayjagatgroups9775
@jayjagatgroups9775 8 күн бұрын
ନବୀନ ଏବେ ଜାଣିଲା କି? ପାଣ୍ଡିଆନ୍ ଆଉ ଲୁଟି ନାହିଁ କି? ମନ ଇଛା ଲୁଟିବା ବାଲା ଏଇ ଚରିତ୍ର ହୀ_ ହାରାମୀ ମାନଙ୍କୁ ସବୁ କ୍ଷମତା ଦେଇ ନିଜେ ମଦ ପିଇ କରି ଶୋଇ ପଡୁଥିଲା !
@user-uu4ii9rq2l
@user-uu4ii9rq2l 7 күн бұрын
Nirvul katha, bahut sundar upastapana 🙏🙏
@ramakrishnapadhi234
@ramakrishnapadhi234 13 күн бұрын
Dhenkanal katha kahileni.
@biswanathpadhy8371
@biswanathpadhy8371 12 күн бұрын
ED ମାନସ ମଂଗରାଜ ର property ସବୁ ର enquiry ଶୀଘ୍ର କରୁ।
@bikashbehera7613
@bikashbehera7613 7 күн бұрын
Pura thick katha kahinchanti apana thank u agaku kichhi Satya dekhantu ame khusi hebu .Indian army.
@debasispattnaik4118
@debasispattnaik4118 12 күн бұрын
Former CM unable to know B Das in 24 years, what capability arises
@gajendranathjena356
@gajendranathjena356 14 күн бұрын
ଯିଏ ବିଶ୍ୱାସଘାତକ ସିଏ ଅନ୍ୟଦ୍ୱାରା ପରାଘାତ ପାଇବା ଶୋନିଶ୍ଚିତ ତେଣୁ ନବିନ ବାବୁଙ୍କ ଖରାପ ସମୟ ଚାଲିଲା ଦେବକୀ ଙ୍କଶ ଉବାର ଦେଖିଚାଲ😂🤪😜😋
@anjankumarrouth2185
@anjankumarrouth2185 14 күн бұрын
Good analysis sir
@GaneshJena-mr1hf
@GaneshJena-mr1hf 6 күн бұрын
ଧନ୍ୟବାଦ ସାର
@jitendrakumarbehera5385
@jitendrakumarbehera5385 11 күн бұрын
ଆଜ୍ଞା ପ୍ରଥମ କଥା ହେଲା ମଞ୍ଚ ତଳୁ ନବୀନ ବାବୁ ଙ୍କୁ ଯେଉଁ ଢଙ୍ଗରେ ମାନ୍ୟବର ଧର୍ମେନ୍ଦ୍ର ପ୍ରଧାନ ପାଛୋଟି ନେଲେ ଏହା ତାଙ୍କର ମହାନତା ପ୍ରକୃତ ଓଡ଼ିଆ ଅସ୍ମିତା ର ପରିଚୟ ଦେଇଛନ୍ତି ତେଣୁ ଓଡ଼ିଶା ବାସି ଶ୍ରୀଯୁକ୍ତ ପ୍ରଧାନଙ୍କୁ ସାବାସି ଦେଉଛନ୍ତି ମୁଁ ମଧ୍ୟ ଦୃଦୟାରୁ ସମ୍ମାନ ଦେଉଛି ।କିନ୍ତୁ ବବି ଦାସ ହୁଅନ୍ତୁ କି ସଂତୃକ୍ତ ବାବୁ ହୁଅନ୍ତୁ ସଙ୍ଗଠନ କୁ ସୃଦୁଢ଼ କରିବାରେ ନବୀନ ବାବୁ ସଂପୂର୍ଣ୍ଣ ଫେଲ୍ !! ପ୍ରଚ୍ଛଦପଟ ନାୟକ କୁହାଯାଉଥିବା ଶ୍ରୀଯୁକ୍ତ ପାଣ୍ଡିୟନ୍ ମଧ୍ୟ ସମାନ ଭାବେ ଦାୟୀ । ତେଣୁ ବର୍ତ୍ତମାନ ବିଜେଡି "ଖସି ଗଲା ଗୋଡ଼ ତଳକୁ ତଳକୁ " କହିବା ଯଥାର୍ଥ ।
@bijayanayak1713
@bijayanayak1713 12 күн бұрын
ସବୁଦିନ ପାଇଁ ନବୀନ ବାବୁ ଓଡ଼ିଶାରୁ ବିଦାୟ ନେବେ। ବିଜେଡି ସମ୍ପୁର୍ଣ୍ଣ ବୁଡିଯିବ। ନୂଆ ଟିମକୁ ତୁରନ୍ତ ଭାଙ୍ଗି ପୁରୁଣା ଲିଡରମାନଙ୍କୁ ଦଳରେସ୍ଥାନ ଦିଆଯାଉ।
@Guruprasadbehera733
@Guruprasadbehera733 14 күн бұрын
Neeben sir odia janinanti boli se choronku janiparinahanti ,jodi odia bujhi thante tonko doloru bahut choro bahareba
@user-um7gb1ol1z
@user-um7gb1ol1z 14 күн бұрын
Sir,thank you for focussing the real matter before the audiance that will highly impact upon the people who will perform their responsibility as civil citizens to bring positive changes in society With regards . Ganeswar Rout.
@matrukrupa2024
@matrukrupa2024 11 күн бұрын
ଗାଁ ଠାରୁ ସହର ବଜାର ନେଇ ଧନୀ ପ୍ରତିପତ୍ତି ମାନେ ସ୍ବାର୍ଥ ଖୋର ନେତା ନେତ୍ରୀ ଙ୍କ ଭ୍ରଷ୍ଟାଚାର ଶାସନ ପାଇଁ ପ୍ରଶାସନ ମାଧ୍ୟମରେ ଯେପରି ଜମି ଅଧିଗ୍ରହଣ କରାଯାଇ ଗରିବ ମଧ୍ୟ ବିତ୍ତ ଙ୍କୁ ଭୂମି ଶୂନ୍ୟ କରିଛନ୍ତି ଏହାର ବିହିତ ପଦକ୍ଷେପ ନେଇ କାର୍ଯ୍ୟାନୁଷ୍ଠାନ କରିବା ଉଚିତ
@pradipkumarnayak6013
@pradipkumarnayak6013 14 күн бұрын
🌹Right👍 😊
@niharranjannayak7534
@niharranjannayak7534 14 күн бұрын
Right Analis sir
@pramodbaral8864
@pramodbaral8864 14 күн бұрын
Right sir
@maaannapurnaproduction1567
@maaannapurnaproduction1567 12 күн бұрын
Sir,Thank u for your political review.
@RabinarayanaSwain-jh9pf
@RabinarayanaSwain-jh9pf 13 күн бұрын
Most Advaijar the parsan with chanel
@bimalchandrasarangi1128
@bimalchandrasarangi1128 7 күн бұрын
ଭଲଲାଗିଲା।
@bibekkumarMk
@bibekkumarMk 8 күн бұрын
Reporter sir you clearly supported to babi das.
@pabitraswain1273
@pabitraswain1273 12 күн бұрын
Jay Jagannath Jay Odisha
@dilipbiswas5592
@dilipbiswas5592 12 күн бұрын
Nice presentation sharing sir🙏🙏
@dharanidharpradhan8709
@dharanidharpradhan8709 8 күн бұрын
ସେଇଠି ସେଇଟାହିଁ ପ୍ରାସଙ୍ଗିକ ଥିଲା,ଅନ୍ୟ କାମ ନୁହେଁ।
@sonukhansonukhan8387
@sonukhansonukhan8387 10 күн бұрын
Welcome. Newus. Very. Good. Information. Swagat. Gandu. Tadi dea. Salut
@pravashmishra1178
@pravashmishra1178 7 күн бұрын
ବିଜେପି ଆ ଓଡ଼ିଶା କ୍ଷମତାକୁ ଆସିବା ପୂର୍ବରୁ ଅନେକ କିଛି ଦୃଷ୍ଟାନ୍ତ ମୂଳକ ହାଉ ହାଉ ଏବେ ଆଉ ନହିଁ ସେ ସବୁ କ୍ଲିନ୍ ଚିଟ୍ ପାଇଲାଣି @ ଲକ୍ଷ୍ମୀ ବସ୍ ଓ ମଦ ଦୋକାନ @ ଗଣମାଧ୍ୟମ ମାନେ କଳଙ୍କିତ ବୋଲି ପ୍ରମାଣିତ ହେଉଛି ଏଠୁ 😢
@manojsahoo6184
@manojsahoo6184 14 күн бұрын
Baby das real kriadas hoigale
@adwaitsahu8470
@adwaitsahu8470 2 күн бұрын
Bad things get together just to quarrel & get lost.
@elizabehera6454
@elizabehera6454 13 күн бұрын
Neta mane public representatives.nija ku bhagwan bhabi ba Bobby das nka hariba ra main cause
@user-hj1yl6ch2h
@user-hj1yl6ch2h 13 күн бұрын
Ati darpe hata lanka, ati mane cha kourava..... Sehi pari BJD ra patan nischinta.
@arabindamishra4045
@arabindamishra4045 6 күн бұрын
ନବୀନ ଙ୍କ ଯୁଗ ଯାହାକି ଓଡିଶା ଉପରେ କିଛି ପୁରୁଣା ମତଲବି ତତ୍କାଳୀନ ବିଜେଡି ର ନେତା ମାନଙ୍କ ଦ୍ୱାରା ନିଜ ସ୍ୱାର୍ଥ ସାଧନ ସକାଶେ ବାହାରୁ ଡାକି ଆଣି ବିଜୁ ବାବୁଙ୍କ ପୁଅ ର ଭେଳିକି ଦେଖାଇ ସ୍ଥାପିତ କରାଯାଇଥିଲା ତାହା ଓଡ଼ିଶାବାସୀ ଦୀର୍ଘ ୨୪ ବର୍ଷ ର କୁଶାସନ, ଦୁର୍ନୀତି, ଭ୍ରଷ୍ଟାଚାର ଓ ସର୍ବୋପରି ଜଣେ ଅଣ ଓଡ଼ିଆକୁ ଓଡିଶା ଶାସନର ମଙ୍ଗ ଧରାଇବା ଆଦି ଦେଖିବା ପରେ ଉଖାଡ଼ି ଫୋପାଡ଼ି ଦେଲେ। ନବୀନ ଙ୍କ ଏହାପରେ ଆଉ କୌଣସି ରାଜନୈତିକ ଭବିଷ୍ୟତ ଆଗକୁ ନାହିଁ। କିନ୍ତୁ, ଆଗକୁ ତାଙ୍କ ପରିବାରରୁ ପୁତୁରା ହୁଅନ୍ତୁ ବା ଆଉ କିଏ ହୁଅନ୍ତୁ ଡାକି ଆଣି ପୁଣି ଓଡିଶାବାସୀ ଙ୍କ ମୁଣ୍ଡ ଉପରେ ଲଦି ଦେବାର ଅପଚେଷ୍ଟା କରାଯାଇ ପାରେ। ଏଥି ପ୍ରତି ଓଡ଼ିଶାବାସୀ ସାବଧାନ ରହିବ ଆବଶ୍ୟକ।
@subrataran
@subrataran 8 күн бұрын
Beman nabina corrupted nabin
@ArunkumarJena-ih2sz
@ArunkumarJena-ih2sz 11 күн бұрын
Patrakar manakar domunha katha.
@anandapanda4268
@anandapanda4268 13 күн бұрын
Nabeen kamasarijaichi agaru southilaki jetebelefree odissare baby dash palankasebikarichi Pandian kotikotitanka marikhaigala
@nareshpattnaik2454
@nareshpattnaik2454 14 күн бұрын
ଓଡ଼ିଶାରେ କେତେଟା ସାମ୍ବାଦିକ?୯୫ ଭାଗ ଚୋର ଓ ଖୋଷା ମନ୍ତିଆ ସହ ମଦୁଆ ବି
@radhashyammuduli4857
@radhashyammuduli4857 11 күн бұрын
Ashoka Panda is also Beiman sir, he targets older people to grab his landed property.
@TarunPati-fy2ky
@TarunPati-fy2ky 14 күн бұрын
Baby babu tuma pakhare pura suna Munda
@MuraliBiswal-ql4tt
@MuraliBiswal-ql4tt 14 күн бұрын
Aapana dhire dhire kahuchhanti direct kahi diantu samaste januchhanti
@bidhubhusanmishra6358
@bidhubhusanmishra6358 10 күн бұрын
ମାୟା ବିଜେଡି MLA
@alekhprasadnayak9408
@alekhprasadnayak9408 14 күн бұрын
Real beiman pandian. Ei katha nabinababu bujhu nahanti?
@user-ri9yn1vm4q
@user-ri9yn1vm4q 14 күн бұрын
ବୁଝିଲା ବେଳକୁ ପାଣ୍ଡିଆନ୍ ତାଙ୍କ ସୂର୍ଯ୍ୟାସ୍ତ କରି ସାରି ଥିବ l Ok.Thank's.
@samirkumarseth1431
@samirkumarseth1431 14 күн бұрын
Superb Reporting.
@routco1892
@routco1892 14 күн бұрын
Mausa anaodia Odisha ra sabutanka luti Duiti ardha pardua odiaku Gulugulla Dela
@niharranjannayak7534
@niharranjannayak7534 14 күн бұрын
ବିପଦ ବେଳେ ବିପରିତ ବୁଦ୍ଧି ଦେଖାଯାଏ
@user-ri9yn1vm4q
@user-ri9yn1vm4q 14 күн бұрын
ବିପଦ କାଳେ ନୂହେଁ, ବିନାଶ କାଳେ ଲେଖା ଠିକ୍ l Ok
@bidhubhusanmishra6358
@bidhubhusanmishra6358 10 күн бұрын
ତେମେ କୁଆଡେ ଥେଲ ଚବିଶବରଷ ଧରି.
@KRISHNAFF9149
@KRISHNAFF9149 9 күн бұрын
Pandhian,chore,kugirop,kare,bjp,sarkare
@byomakeshmishra4287
@byomakeshmishra4287 13 күн бұрын
Babi now ferar.
@nigamparibar7573
@nigamparibar7573 14 күн бұрын
Neet durnitre bjd chup .sethipain d pradhan nabinku saman deuchhanti
@maheswarbehera3411
@maheswarbehera3411 13 күн бұрын
Durnitir.mula.nabin.babi.chera
@bmohanty649
@bmohanty649 12 күн бұрын
Bobby das ebe BJP join karibe
@bijaypatra9105
@bijaypatra9105 12 күн бұрын
ତୁ ପୁରା ବିଜେପି ଲୋକ
@user-ne3tg1cx2b
@user-ne3tg1cx2b 8 күн бұрын
Sir Pramila Malik Dali Charo
@sibaprasadmishra7263
@sibaprasadmishra7263 14 күн бұрын
Santrupta hele another kritadas...
@sibaprasadmishra7263
@sibaprasadmishra7263 14 күн бұрын
Are bhai Nabina gote murkha maduaa loka. Se kana janiba ... What is politics??? Nahele Buju babu politics ku anithante...
@SasankaSekharMisra
@SasankaSekharMisra 12 күн бұрын
Power corrupts,absolute Power corrupt absolutely.
@bibekkumarMk
@bibekkumarMk 8 күн бұрын
Reporter sir you clearly supported to babi das.
@manojsahoo6184
@manojsahoo6184 14 күн бұрын
Good analysis sir
Clown takes blame for missing candy 🍬🤣 #shorts
00:49
Yoeslan
Рет қаралды 38 МЛН
НРАВИТСЯ ЭТОТ ФОРМАТ??
00:37
МЯТНАЯ ФАНТА
Рет қаралды 1,5 МЛН
Slow motion boy #shorts by Tsuriki Show
00:14
Tsuriki Show
Рет қаралды 7 МЛН
Nabin Nka Charcha With Berhampur MP Pradeep Panigrahi
45:16
Nirbhay
Рет қаралды 131 М.
Clown takes blame for missing candy 🍬🤣 #shorts
00:49
Yoeslan
Рет қаралды 38 МЛН