ବର୍ତ୍ତମାନ ମଧ୍ୟ ଲୋକମାନେ ନଦୀ ଜଳ ପିଉଛନ୍ତି || Africa, local village life

  Рет қаралды 558,573

ମୁଁ TRAVELLER

ମୁଁ TRAVELLER

Күн бұрын

ବର୍ତ୍ତମାନ ମଧ୍ୟ ଲୋକମାନେ ନଦୀ ଜଳ ପିଉଛନ୍ତି || Africa, local village life
My email address-labahansda97@gmail.com
#labahansda #odiavlog #trvelvlog #odianews #odiacomedy #

Пікірлер: 2 200
@MuTraveller
@MuTraveller Жыл бұрын
ତୁମେ ନଦୀ ଜଳ ପିଇ ପାରିବ କି? ❤❤
@mrraghunath198
@mrraghunath198 Жыл бұрын
Yes brother ❤
@Odiajhiakandhei20
@Odiajhiakandhei20 Жыл бұрын
Kebe peini mu
@akupload2129
@akupload2129 Жыл бұрын
Mu pie chi
@Fitbybabu
@Fitbybabu Жыл бұрын
Na bro 😂
@sipunpradhan9002
@sipunpradhan9002 Жыл бұрын
Yes
@Veryfied_z7
@Veryfied_z7 Жыл бұрын
ଲବ ଭାଇ ଆଉ ସେ ଭଉଣୀଙ୍କ ପାଇଁ Dil ସେ like ଗୋଟେ କର 👍❤
@trilochananayak2590
@trilochananayak2590 Жыл бұрын
ଜୟ ଜଗନ୍ନାଥ 🚩
@Veryfied_z7
@Veryfied_z7 Жыл бұрын
@@trilochananayak2590 Jay jagannath Bhai❤️
@papunayakfarmingodia
@papunayakfarmingodia Жыл бұрын
Yes bro ❤❤❤❤
@golakchandranayak2818
@golakchandranayak2818 Жыл бұрын
Very nice I'm watching your video hyderabad.
@basantaransingh678
@basantaransingh678 6 ай бұрын
​@@papunayakfarmingodia,
@panditnilamanipanda6638
@panditnilamanipanda6638 Жыл бұрын
ପୁଅ ତୁମକୁ ଆଉ ସେ ଝିଅ କୂ ଜଗନ୍ନାଥ ସୁସ୍ଥ ରଖନ୍ତୁ। ସେ ଝିଅ ତାର ସେବା ପାଇଁ ଆଫ୍ରିକା ରେ ସୁନାମ ଅର୍ଜନ କରି ନିଜକୁ ଜଣେ ଭଲ ସେଵିକା ରେ ପ୍ରତିଷ୍ଠିତକରରୂ। ଜୟ ଜଗନ୍ନାଥ।
@trilochananayak2590
@trilochananayak2590 Жыл бұрын
ଜୟ ଜଗନ୍ନାଥ 🙏
@setingsgamer4855
@setingsgamer4855 Жыл бұрын
Jay jagannath
@LAXMAN865
@LAXMAN865 Жыл бұрын
Right🎉
@rohitmundary4359
@rohitmundary4359 Жыл бұрын
Yes you are right bro
@SisirTripathy-c3k
@SisirTripathy-c3k Жыл бұрын
Thik katha sir God bless this sister Jai jaganath❤❤❤❤🎉🎉🎉
@Villagegirldipali
@Villagegirldipali Жыл бұрын
ବହୁତ ଭଲ ଲାଗିଲା video।ଆପଣ ଝିଅ ମାନଙ୍କୁ ସମ୍ମାନ କରନ୍ତି । ସବୁ ଭଉଣୀ ମାନଙ୍କୁ ଏମିତି ଭାଇ ମିଳୁ ❤ ଜୟ ଜଗନ୍ନାଥ 🙏
@trilochananayak2590
@trilochananayak2590 Жыл бұрын
ଜୟ ଜଗନ୍ନାଥ 🙏
@goutamjena8598
@goutamjena8598 Жыл бұрын
ଯାହା ହେଉ ଲବ ଭାଇ ତୁମକୁ ଭଗବାନ ଭଲରେ ରଖନ୍ତୁ ନିଜ ଜୀବନକୁ କଷ୍ଟରେ ରଖି ସମସ୍ତ ଓଡିଶା ବାସୀଙ୍କୁ ବହୁତ କିଛି ଦୁନିଆ ବିଷୟରେ ଜଣେଇଥିବାରୁ ବହୁତ ବହୁତ ଧନ୍ୟବାଦ ତାଙ୍କ ସବୁ ଭିଡିଓକୁ So Like plz ❤️❤️❤️
@sigmamale324
@sigmamale324 Жыл бұрын
This man hardworking -100% Attitude -0% Ego -0% Angry -0% 💕Love from balasore 💕
@chinmayabeherasonu329
@chinmayabeherasonu329 Жыл бұрын
ଲବ ଭାଇଙ୍କ ପାଇଁ ଖୋଲା ହୃଦୟରୁ ଗୋଟେ Like👍 ହେଇଯାଉ।
@trilochananayak2590
@trilochananayak2590 Жыл бұрын
ଜୟ ଜଗନ୍ନାଥ 🙏
@gourigamanga7027
@gourigamanga7027 Жыл бұрын
Jay jagannath laba bhai god bless you from gajapati love you
@bidyadharsingh362
@bidyadharsingh362 Жыл бұрын
ଅନୁପମା ଦିଦି ଙ୍କ ବେଙ୍ଗଲି ଭାଷା ବହୁତ ଭଲ ଲାଗିଲା,,, ଆପଣ ବି ମଝିରେ ମଝିରେ ସାନ୍ତାଳୀ ଭାଷା ଟିକେ କୁହୋନ୍ତୁ,, ଅନୁପମା ଦିଦି ଙ୍କୁ ବହୁତ ବହୁତ ଧନ୍ୟବାଦ କେନିୟା ରେ ଆପୋନୋଙ୍କୁ ସାହାଯ୍ୟ କରି ଥିବାରୁ ❤❤❤❤❤❤
@trilochananayak2590
@trilochananayak2590 Жыл бұрын
🙏ଜୟ ଜଗନ୍ନାଥ 🙏 🚩🚩🚩🚩🚩🚩
@bidyadharsingh362
@bidyadharsingh362 Жыл бұрын
@@trilochananayak2590 ଜୟ ଜଗନ୍ନାଥ 🙏🙏🙏
@Adityafoodandvlogs
@Adityafoodandvlogs Жыл бұрын
ଭାରି ଖୁସିଲହିଲ ପୁଅ ଏତେ ସୁନ୍ଦର କଥା ଶୁଣି ସବୁଠି ସମସ୍ତେ ତମକୁ ଆଦର କରିବେ କାରଣ ତମେ ହୃଦୟରୁ ବହୁତ ଭଲ ❤
@trilochananayak2590
@trilochananayak2590 Жыл бұрын
ଜୟ ଜଗନ୍ନାଥ 🙏
@MKM545
@MKM545 Жыл бұрын
ଭଉଣୀ ଙ୍କୁ ବି ହୃଦୟରୁ ଧନ୍ୟବାଦ୍ ଭାଇଙ୍କୁ support କରୁଛନ୍ତି ❤
@bijaykhuntia
@bijaykhuntia Жыл бұрын
ମହା ପ୍ରଳୟ ଆଗକୁ ଆସୁଛି 🙏ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆମ ଓଡ଼ିଶାରେ କିଛି ଅଧିକ କ୍ଷୟ କ୍ଷତି ନହଉ କେଉଁ ମାନେ ଚାହାଁନ୍ତି like କରନ୍ତୁ
@sipu5756
@sipu5756 Жыл бұрын
🗿🐧
@KeonjhariaJhiavlog
@KeonjhariaJhiavlog Жыл бұрын
ଜୟ ଜଗନ୍ନାଥ ଭାଇ 🙏 ବହୁତ୍ ବଢଆ ଲାଗିଲା video, ଆଉ ଦିଦି ଙ୍କ ଭଳି ସବୁ ଝିଅ ହେବା କଥା, ସମସ୍ତେ ରହିବାକୁ ସୁବିଧା ଖୋଜନ୍ତି କିନ୍ତୁ ଦିଦି ଏତେ କଷ୍ଟରେ ବି ସେଠି ବହୁତ୍ ଖୁସିରେ ରହୁଛନ୍ତି, ଦେଖିକି ବହୁତ୍ ଖୁସି ଲାଗୁଛି Lot's of love Didi ❤❤❤
@trilochananayak2590
@trilochananayak2590 Жыл бұрын
ଜୟ ଜଗନ୍ନାଥ 🙏
@loveislifecreation1491
@loveislifecreation1491 Жыл бұрын
Didi juhar gee 🙏 aayma aayma sarhao ❤
@trilochanbeheratrilochanbe0507
@trilochanbeheratrilochanbe0507 Жыл бұрын
ଭାଇ ଙ୍କୁ ଯିଏ ସପୋର୍ଟ କରୁଛ ଲାକ୍ dill ସେ like ଗୋଟେ ❤❤❤❤❤❤
@trilochananayak2590
@trilochananayak2590 Жыл бұрын
ଜୟ ଜଗନ୍ନାଥ 🚩
@nirmalnjnirmal
@nirmalnjnirmal Жыл бұрын
ଜୟ ମା ତାରିଣୀ ସବୁବେଳେ ଏମିତି ଆପଣ ଆଗକୁ ବଢ଼ି ଚାଲନ୍ତୁ ଯାହା ହଉ କେହି ତ ଜଣେ ଓଡିଶା ରୁ ଯାଇକି କିଛି ଦେଖେଇ ପାରୁଚି ❤🙏
@trilochananayak2590
@trilochananayak2590 Жыл бұрын
ଜୟ ଜଗନ୍ନାଥ 🚩🙏
@dipakkumarbal8318
@dipakkumarbal8318 Жыл бұрын
ଦୁହିଁଙ୍କୁ ଢେର ସାରା ଶୁଭେଚ୍ଛା ଓ ଅଭିନନ୍ଦନ l ବହୁତ ବଢିଆ ହେଇଛି ଭିଡିଓଟି l ଭଉଣୀଙ୍କୁ ଶୁଭେଚ୍ଛା ଶୁଭକାମନା l ଜୟ ଜଗନ୍ନାଥ 🙏
@MKM545
@MKM545 Жыл бұрын
ଆଫ୍ରିକା ଦେଶ ଗୁଡ଼ିକର culture ଭିଡିଓ ରେ ଦେଖି ଏମିତି feel ହଉଛି ଯେ ଆମେ ନିଜେ ସେ ଦେଶକୁ ଯାଇକି ପ୍ରତ୍ୟକ୍ଷ ଭାବରେ ଦେଖୁଛୁ ସତରେ ବହୁତ୍ ବହୁତ୍ ଧନ୍ୟବଦ୍ ଲବ ଭାଇଙ୍କୁ GOD bless you ❤love from Kalahandi ❤
@justentertainment3576
@justentertainment3576 Жыл бұрын
ଲବ ଭାଇ ଙ୍କ ଏତେ ପରିଶ୍ରମ ସହାଶ ମାନିବା ପାଇଁ ପଡିବ ତାଙ୍କ ପାଇଁ ଗୋଟେ like ହୋଉ
@trilochananayak2590
@trilochananayak2590 Жыл бұрын
ଜୟ ଜଗନ୍ନାଥ 🚩
@platformplusentertainment5046
@platformplusentertainment5046 Жыл бұрын
Both of u speak santali, odia, hindi, bengali, english 😂😂❤❤❤ such a nice 👍 talent you have😊😊god bless u keep going
@Adarsh_933-b1f
@Adarsh_933-b1f Жыл бұрын
ଲବ ଭାଇ ଆମ ଓଡ଼ିଆ ଓ ଓଡ଼ିଆ ଭାଷା କୁ ବହୁତ ଖୁସି ରେ Afrika ରେ କହିଲା ବେଳେ ହସ ତ ଲାଗେ କିନ୍ତୁ ଖୁସି ରେ ମାନ ପୁରୀ ଯାଏଁ ❤ ଲବ ଭାଇ ପାଇଁ ଗୋଟିଏ 👍♥️👍
@trilochananayak2590
@trilochananayak2590 Жыл бұрын
ଜୟ ଜଗନ୍ନାଥ 🙏
@amitkumarmahuria7068
@amitkumarmahuria7068 Жыл бұрын
ଲବ ଭାଇ ତମ ହୃଦୟ ଟା ବହୁତ ବଡ଼ ଓ ଭଲ ❤ ଭଗବାନ ସବୁବେଳେ ଓ ସଦା ସର୍ବଦା ମଙ୍ଗଳ କରାନ୍ତୁ,
@krishnachandralenka5948
@krishnachandralenka5948 Жыл бұрын
ଧନ୍ୟବାଦ ଭାଇ ବହୁତ ଭଲ ଲାଗିଲା video ମୁ ସବୁବେଳେ ଦେଖେ ତମ video 🎉🎉🎉
@trilochananayak2590
@trilochananayak2590 Жыл бұрын
ଜୟ ଜଗନ୍ନାଥ 🚩🙏
@krishnachandralenka5948
@krishnachandralenka5948 Жыл бұрын
@@trilochananayak2590 ଜୟ ଜଗନ୍ନାଥ 🙏
@anjusexpress9073
@anjusexpress9073 Жыл бұрын
ଭାଇ ଆଜି ମନ ଭରି ଦୁଃଖ ଥିଲା କାହିଁକି ନା 6am ରୁ ଆପଣଙ୍କ ଭିଡିଓ ଦେଖିବାର ଅପେକ୍ଷା ରେ ଥିଲୁ thnx ଏବେ uploade କରିଥିବାରୁ 👍🏻
@trilochananayak2590
@trilochananayak2590 Жыл бұрын
🙏ଜୟ ଜଗନ୍ନାଥ 🙏 ଭାଇ ମୁଁ ବି ଅପେକ୍ଷାରେ ଥିଲି 👌
@sumansahu5297
@sumansahu5297 Жыл бұрын
ଲବ ଭାଇ ଙ୍କୁ ହ୍ରୁଦୟ ରୁ କିଏ କିଏ ଭାଲ ପାଉଛ like 👍🏻 କର
@subratapadhi4020
@subratapadhi4020 Жыл бұрын
bhai❤
@my-attitude-my-style143DR
@my-attitude-my-style143DR Жыл бұрын
ଭାଇ ତମ ଭିଡିଓ ଦେଖିଲେ ମତେ ଭାରି କଷ୍ଟ ଅନୁଭବ ହୁଏ 😢😭ଭାଇ ତମକୁ ଜଗତର ନାଥ ଜଗନ୍ନାଥ 🚩ଘଟ ଘୋଡାଇ ରଖନ୍ତ ଜୟ ଜଗନ୍ନାଥ 🙏🙏🚩
@g3official
@g3official Жыл бұрын
ଭାଇ ମାନେ ଓଡ଼ିଶା ପାଇଁ ଗୋଟେ like 👍 ଜୟ ଜଗନ୍ନାଥ 🙏🙏🙏🙏🙏🙏
@gopaldharua4087
@gopaldharua4087 Жыл бұрын
@gopaldharua4087
@gopaldharua4087 Жыл бұрын
@gopaldharua4087
@gopaldharua4087 Жыл бұрын
@gopaldharua4087
@gopaldharua4087 Жыл бұрын
@gopaldharua4087
@gopaldharua4087 Жыл бұрын
@LaxmidharDehuri-qy7fh
@LaxmidharDehuri-qy7fh Жыл бұрын
ଭାଇ ପଖାଳ ବିଲରେ ଖାଇବାକୁ ବହୁତ ମଜା ଲାଗିବ ସତରେ ବିଲରେ ମଜା ଅଲଗା ମଜା😊😊😊😊😊😊
@trilochananayak2590
@trilochananayak2590 Жыл бұрын
ଜୟ ଜଗନ୍ନାଥ 🙏
@chinmayabeherasonu329
@chinmayabeherasonu329 Жыл бұрын
ଜଗତର ନାଥ ଜଗନ୍ନାଥଙ୍କ ଆଶୀର୍ବାଦ ସଦାସର୍ବଦା ଲବ ଭାଇଙ୍କ ଉପରେ ରହିଥାଉ।❤
@trilochananayak2590
@trilochananayak2590 Жыл бұрын
ଜୟ ଜଗନ୍ନାଥ 🚩🙏
@jayhindvlogs5512
@jayhindvlogs5512 Жыл бұрын
No..1 You tuber LABA ଭାଇ ତମକୁ ମାନିବାକୁ ପଡିବ...ଖୁବ୍ ଶିଘ୍ର 1 milion subcriber ହେଇଜାଉ..Thank uu ଜୟ ଜଗନ୍ନାଥ.
@ajitdigal5489
@ajitdigal5489 Жыл бұрын
ଭାଇ ଆପଣଙ୍କୁ ସବୁ ବେଳେ ପ୍ରଭୁ ଏମିତି ଖୁସି ରେ ରଖି ଥାନ୍ତୁ amen haleluya
@Bijaykumar.99
@Bijaykumar.99 Жыл бұрын
ଓଡ଼ିଶାର ନମ୍ବର 1 vloger ଲବ ଭାଇ ❤
@pinku7077
@pinku7077 Жыл бұрын
ଧନ୍ୟବାଦ ଭାଇ 4ଟା ପୂର୍ବ ରୁ ଭିଡିଓ ଆସିଗଲା ଭାଉତୁ ଖୁସି ଲାଗିଲା।🎉🎉❤❤
@trilochananayak2590
@trilochananayak2590 Жыл бұрын
ଜୟ ଜଗନ୍ନାଥ 🙏
@mrnaik11
@mrnaik11 Жыл бұрын
ଆମ ମୟୁରଭଞ୍ଜ ଟୋକାର ପାୱାର କେତେ ଦେଖିଲ ସବୁ ଲାଇକ ଶେୟାର ଆଉ କମେଣ୍ଟ କର ରେ
@Rabibaskey617
@Rabibaskey617 Жыл бұрын
Mayurbhaj re popo bhai actor + Drapodi murmu rastropati + Labo hansdah no-1 vloger...kette na rakhile jai jagnnath asirbadh re....
@Jagan567
@Jagan567 Жыл бұрын
Maghia chodi hauchu adibase pila sala
@sanjayapradhan7635
@sanjayapradhan7635 Жыл бұрын
ବହୁତ୍ ସୁନ୍ଦର୍ ଲାଗିଲା ଜଗନ୍ନାଥଙ୍କ କୃପାରୁ ବହୁତ୍ ଭଲ ରେ ରୁହ
@akashsanta3999
@akashsanta3999 Жыл бұрын
ବହୁତ୍ ଭଲ ଲାଗିଲା video ଦେଖିକି ଭାଇ 👍👍👍👍👍❤️❤️❤️❤️
@mamalimurjia1637
@mamalimurjia1637 Жыл бұрын
ଭାଈ ଆଜି କାହିଁକି ଲେଟ୍ ହେଲା ବହୁତ ମିସ୍ କରୁଥିଲେ 🎉🎉🎉🎉
@ommprakash7023
@ommprakash7023 Жыл бұрын
Bhai vout bestare rahuchanti tike let habata
@digitaldiaryinodia606
@digitaldiaryinodia606 Жыл бұрын
Vai nka ra aji net slow thila So
@trilochananayak2590
@trilochananayak2590 Жыл бұрын
ଜୟ ଜଗନ୍ନାଥ 🙏
@hharbakkisku6882
@hharbakkisku6882 Жыл бұрын
ଜୋହାର ଗେ ଦାଦା 🎉🎉
@kashiraytudu4566
@kashiraytudu4566 Жыл бұрын
❤ ବହୁତ ସୁନ୍ଦର କଥା କହିଲେ ❤ ଆଶା କରୁଛି ସମସ୍ତେ ବୁଝିପାରି ଥିବେ ତୁମ ମେସେଜ ହୃଦୟସ୍ପର୍ଶ
@krishnavlog2.0405
@krishnavlog2.0405 Жыл бұрын
❤❤❤ଭାଇ ତମ ବ୍ଲୋଗ ଦେଖିକି ମୁଁ ବହୁତ ଖୁସି ଲାଗୁଛି ବିଦେଶ ରେ ବ୍ଲୋଗ ବନେଇବା ବହୁତ କଷ୍ଟ ( ଭାଇ ତମେ 3 ଟି ଚାଲେନ ବ୍ଲୋଗ ବନାଉଛ କେତେ କଷ୍ଟ କରୁଛ ମୁଁ ଜାଣି ପାରୁଛି❤️ love ୟୁ ଭାଇ ❤️❤️❤️
@trilochananayak2590
@trilochananayak2590 Жыл бұрын
ଜୟ ଜଗନ୍ନାଥ 🚩🙏
@jayrambaghel2129
@jayrambaghel2129 Жыл бұрын
Jay jagannath 🚩☺️🙏🏻🙏🏻
@abhilashkuladipia3424
@abhilashkuladipia3424 Жыл бұрын
ସେ ଭଉଣୀ ଙ୍କ ଉପସ୍ଥାପନା ଶୈଳୀ ବହୁତ ସୁନ୍ଦର ଏବଂ very cleanes
@leetucooksdreams1409
@leetucooksdreams1409 Жыл бұрын
ହଁ ଭାଇ।ଆପଣ ବୋହୁତ୍ ଭଲ।ମୋତେ ଆପଣଙ୍କ କଥା ଆଉ simple nature ବୋହୁତ୍ ହିଁ ବଢିଆ ଲାଗେ।ଆଉ ଦିଦି ବି ବୋହୁତ୍ ଭଲ।ସେ ଯେମିତି sweet ତାଙ୍କ କଥା ବି ସେମିତି sweet, ଦିଦି ଙ୍କୁ ମୋ ତରଫରୁ ଜୟ ଜଗନ୍ନାଥ 🙏 ଜଣେଇଦେବେ। ରହୁଛି ।ଜୟ ଜଗନ୍ନାଥ 🙏
@buddhadevgarada8311
@buddhadevgarada8311 Жыл бұрын
ଜୟ ଓଡିଶା ❤
@mr_Bikram
@mr_Bikram Жыл бұрын
ଭାଇ ରେ ଭିଡିଓ ଟା ବହୁତ ଭଲ ଲାଗିଲା ଏମିତି ଭିଡିଓ ଆଗକୁ ଆଣ ସତରେ କେନିଆ ଲୋକମାନେ ଏମିତି କା ନଦୀ ପାଣି ପିଅନ୍ତି so sad bro ଭଗବାନ ତୁମକୁ ତୁମ ପରିବାର କୁ ସବୁ ବେଳେ ଖୁସିରେ ରଖନ୍ତୁ ଧନ୍ଯବାଦ ଭାଇ ତୁମକୁ ଜୟ ଜଗନ୍ନାଥ
@ashokbhuyan8602
@ashokbhuyan8602 Жыл бұрын
ଭାଇ ତୁମେ ଜଣେ ହୃଦୟବାନ୍ ମଣିଷ ଟେ ଭଲ Motivetar and Good Speaker ଲବ ଭାଇ.. ତୁମର Video ଦେଖିଲେ କାଲି ତୁମକୁ କୁଣ୍ଡେଇ ମଟ ହେଉଛି ଭାଇ.. Love You Bro..ଯେଉଁଠି ବି Travel କର ଭଲରେ ରୁହ ଆଉ ଖୁସିରେ ରୁହ ମୁଁ ଭଗବାନ୍ ପାଖରେ 🙏 Love U ଲବ ଭାଇ ❤❤❤
@hansdahram1271
@hansdahram1271 Жыл бұрын
Over seas job challenging but interesting.... Really both of you doing great job.Marang buru may bless you.Thanks a lot bro and sis.
@sivyansparida7895
@sivyansparida7895 Жыл бұрын
Nice video tamku jagannath sabu bele valare ରଖନ୍ତୁ
@umakantsahoo313
@umakantsahoo313 Жыл бұрын
You are someone who does not look backward throughout a journey.Due to your hard word people easily understand culture& living standard of the various community across the globe.your contribution is precious 🙏🙏
@prasantaworld9422
@prasantaworld9422 Жыл бұрын
ନବ ଭାଇ ବହୁତ୍ ଖୁସି ଲାଗୁଚି and ବହୁତ୍ proud feel ହଉଛି ତମ video dekhiki
@sudhir954
@sudhir954 Жыл бұрын
ବହୁତ ସୁନ୍ଦର ଲାଗିଲା ❤❤❤❤❤
@BaburamMurmu548
@BaburamMurmu548 Жыл бұрын
Laba bhai -The No.1 Blogger of ODISHA❤❤. JAY JAGANNATH.
@abhisheknaik7679
@abhisheknaik7679 Ай бұрын
ଭାଈ ଅତି ସୁନ୍ଦର୍ ଭିଡିଓ ବନାଇଛ, ଆଉ କିଛି ଶିଖିବାକୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଖବର, ଆଗକୁ ମାଡ଼ି ଚାଲ ❤ ଜୟ ଜଗନ୍ନାଥ
@tribevloggerrani9457
@tribevloggerrani9457 Жыл бұрын
Pratham coment
@mrsameshlifestyle
@mrsameshlifestyle Жыл бұрын
ହଁ ଆମେ ନଦୀ ନୁହେଁ ଯେ ଝରଣା ପାଣି ପିଉଛୁ। ଆମ ଆଡ଼େ ଯଦି କେହି ସହରରୁ ଆସନ୍ତି ବୋତଲ ରେ ପୁରାଇ କି ନିଅନ୍ତି ❤
@Kanhar297
@Kanhar297 Жыл бұрын
ତମକୁ ବହୁତ ବହୁତ ଧନ୍ୟବାଦ ଭାଇ ଓଡିଶା ରାଜ୍ୟ ଆଫ୍ରିକା ରେ ପ୍ରଚାର କରୁଛନ୍ତି ଆଉ ଜଗନ୍ନାଥ ନାମ l ତମକୁ ଜଗନ୍ନାଥ ମଙ୍ଗଳ କରନ୍ତୁ
@DrxB.N
@DrxB.N Жыл бұрын
ଜୟ ଜଗନ୍ନାଥ ଭାଇ 🙏 ❤️ from ଓଡ଼ିଶା ପଞ୍ଜିକୃତ ଫାର୍ମାସୀଷ୍ଟ ମହାସଂଘ ( ଓରଫା ) Go Ahead
@AnamoKumarMaharna
@AnamoKumarMaharna 7 ай бұрын
Omm shanti lobo ଭାଇ ତମ ଭିଡ଼ିଓ ଭଲ ଲାଗିଲା ଏମିତି ଆହୁରି ଭିଡ଼ିଓ କର ରହୁଛି omm shànti ଭାଇ
@sureshsabar3444
@sureshsabar3444 Жыл бұрын
I am proud of to b odisha... Jay jagannath ❤ jay odisha..
@trilochananayak2590
@trilochananayak2590 Жыл бұрын
🚩ଜୟ ଜଗନ୍ନାଥ 🚩
@JibanBehera-ls4ew
@JibanBehera-ls4ew Жыл бұрын
I am proud for Anupama sister and Laba brother.
@SOUMEN4202
@SOUMEN4202 Жыл бұрын
দিদি অনেক সুন্দর বাংলা ভাষায় কথা বলে,so nice 👍👍👍👍
@Soren.murmu17
@Soren.murmu17 Жыл бұрын
ଲବ ଭାଇ,ତୁମ ଏବଂ ଅନୁପମା ଦିଦି ଙ୍କ ପାଖରେ ଜଗତର ନାଥ ଜଗନ୍ନାଥଙ୍କ ଆଶର୍ବାଦ ସର୍ବଦା ରହିଥାଉ I ଲବ ଭାଈ ତୁମ video କୁ ବହୁତ ଭଲ ଲାଗୁଛି, କାରଣ out of country ର ପରିବେଶ ଏବଂ ସଂସ୍କତିକ ଜାଣି ପାରୁଛୁ,Our family ike to your video,,,,we are from BARIPADA TOWN AND VILLAGE RANGIBHOLL GP KENDU,,THANK YOU SO MUCH laba da,,,,,,
@rashmirekhatudu7425
@rashmirekhatudu7425 Жыл бұрын
କା ସ୍ ମ ଭିତାରେ ଯୋଦି ଏମିତି ସାହାସ ଥାନ୍ତେ.you are great mam
@pbtalk1093
@pbtalk1093 Жыл бұрын
Odia+santali+Hindi+English language vlogs ❤❤❤❤
@baikunthanathbadamundi2020
@baikunthanathbadamundi2020 Жыл бұрын
Bengali
@Debasmitamohantyvlogs
@Debasmitamohantyvlogs Жыл бұрын
ଯାହଉ ଭାଇ ଆପଣଙ୍କ ପାଇଁ ଆଜି ଆଫ୍ରିକାରେ ଜଗନ୍ନାଥ ଙ୍କ ନାମ ପ୍ରଚାର ହେଲା।ଜୟ ଜଗନ୍ନାଥ ଭାଇ
@KUMARDIL1434
@KUMARDIL1434 Жыл бұрын
You are a great vloger....your content & talking style is best..... ସବୁ ଭାଈ ଭଉଣୀ ମାନଙ୍କୁ ମୋର ଅନୁରୋଧ ଏଇ ଭଳି ବ୍ଲଗର ମାନଙ୍କୁ ସପୋର୍ଟ କରନ୍ତୁ,,,,
@ICANPUBLICATION
@ICANPUBLICATION Жыл бұрын
Make a History for This Guy .... କେଉଁମାନେ ଚାହାନ୍ତି 2024 ପୂର୍ବରୁ ଏହି ଭାଇର 1 Million Subscriber ହେଇଯାଉ ବୋଲି .............
@vidyut007
@vidyut007 Жыл бұрын
ବହୁତ ବଢିଆ ଲାଗିଲା ଭିଡ଼ିଓ ଭାଈ ଏମିତି ଭିଡ଼ିଓ କର ଜୟ ଜଗନ୍ନାଥ 👍👍👍
@manisharani60
@manisharani60 Жыл бұрын
Bahut vala heichi video ti. Bro Puni kebe Dubai asile janeiba. Mu dubai re ruhe. Athi teacher achi. Actually it's all about one's mind set that how u r going to see yourself in your coming days. N I know u r going to rock in ur future. Emiti samastanku vala video dekhauthao au vala suggestion dauthao. Jouthi v jao ruha khusi re ruha. Odisha ra loko ebe sabu thi. Sabu country re achanti. Bas emiti samaste odisha ku proud feel karantu. Waiting for ur next vlog. Jay Jagannath🙏
@kanhaacademy233
@kanhaacademy233 Жыл бұрын
ବହୁତ ସୁନ୍ଦର ଭିଡିଓ ❤
@trilochananayak2590
@trilochananayak2590 Жыл бұрын
🙏ଜୟ ଜଗନ୍ନାଥ 🙏 ଲାବା ଭାଇ ବହୁତ ଭଲ ଲାଗିଲା ଏହି ଭିଡ଼ିଓ ଟି ସେ ଭଉଣୀକୁ ମାନିବାକୁ ପଡିବ ଭାରତ ରେ ବହୁ ସୁବିଧାକୁ ଛାଡି ମାନବ ସେବାରେ ନିଜକୁ ନିୟଜିତ କରିଛନ୍ତି 👌 ଭଉଣୀ ବହୁତ ବହୁତ ଧନ୍ୟବାଦ 🙏
@cutyaanshi6927
@cutyaanshi6927 Жыл бұрын
Bhai video bahut bhala laguchi aemiti video baneichala god bless you bhaoli
@shyamsinghsingh4655
@shyamsinghsingh4655 Жыл бұрын
Laba bhai mu tumara sabu vdo dekhe. Se vauni janankr sahasa dharjya sebakariba manabruti. Realy dilse salute.
@DeepakKumar-nx4fq
@DeepakKumar-nx4fq Жыл бұрын
Seriously u are a different bloger , u proved that..your...all videos are heart touching... entertainment and knowledgeable 👍
@rinamaawithfamilyvlog
@rinamaawithfamilyvlog Жыл бұрын
ଧନରେ ଏମିତି ଭଲ ପାଇବା ଦିଅ ମାଆ ତୁମର ସହିତ ଅଛି ❣️ତୋର ଭିଡିଓ ଦେଖି ବହୁତ ଖୁସି ଲାଗିଲା 👌 ଠାକୁର ତୋର ପରିବାର କୁ ଭଲ ରେ ରଖନ୍ତୁ 🙏 ଆଗକୁ ଯାଅ ମୁଁ ତୋର ସହିତ ଅଛି ଧନ ❣️❤❤
@silusanwiyan4173
@silusanwiyan4173 Жыл бұрын
ଭାଇ ଆଜି video late ହେଇଗଲା but କିଛି କଥା ନାହିଁ l Love you bro ❤❤❤ ଭଗବାନ ଆପଣ ଙ୍କ ସବୁ ବେଳେ ଖୁସି ରେ ରଖନ୍ତୁ l ଜୟ ଜଗନ୍ନାଥ 🔱⭕‼️⭕
@trilochananayak2590
@trilochananayak2590 Жыл бұрын
🙏ଜୟ ଜଗନ୍ନାଥ 🚩🙏
@abhijeetmallick2121
@abhijeetmallick2121 Жыл бұрын
ଭାଇ ସେଇଠି କଣ ପାଣି ର ବହୁତ ଅଭାବ ବୋଧେ... କିନ୍ତୁ ଏହା କୁହ ଭାଇ ଭିଡିଓ ବହୁତ ଭଲ ଇଡିଟ କରୁଛ ଓ ଭଲ ଲାଗୁଛି ଧନ୍ୟବାଦ୍ ଏମିତି ଆପଣ ଭିଡିଓ ବନାନ୍ତୁ.....
@sipu5756
@sipu5756 Жыл бұрын
Vlog ta bahut sundar heichhi🔥🗿
@Chikisfamilylifestyle
@Chikisfamilylifestyle Жыл бұрын
Jhiaa manku neiki ete bhala chinta dhara so proud of you 🥰 bohut bhala lagila video 👍🥰
@odiavlogmalaysia9001
@odiavlogmalaysia9001 Жыл бұрын
ଆପଣ ଯଦି ଓଡ଼ିଶା ରୁ ଦେଖୁଛନ୍ତି plz 1 like ଆମେ ଯେତେେବେଳେ ଦମନ movie ଦେଖିକି ଭାବୁଥିଲେ କି ଆମ ଓଡ଼ିଶା ରେ ଏମିତି ଖାଲି ଅଛି ବୋଲି but ଆଜି ଦେଖିଲି ଇଣ୍ଡିଆ ବାହାର ଦେଶ ରେ ବି ଲୋକେ ଏମିତି ବଞ୍ଚୁଛନ୍ତି ଏ ସବୁ ଭଗବାନ ଙ୍କ ସୃଷ୍ଟି ସିଏ ଚାହିଁଲେ ସବୁ ଠିକ୍ କରିଦେବେ ଦିନେ ନା ଦିନେ ଭଗବାନ ତାଙ୍କ ମାନ ଙ୍କ କଥା ବୁଝିପାରିବେ ସବୁ ଠିକ୍ ହେଇଯିବ @ମୁଁtraveller ଙ୍କୁ ମୋ ତରଫ ରୁ sult କାରଣ ବାହର ଦେଶ ର ଲୋକେ ବି ଏମିତି ଅଛନ୍ତି ❤❤❤ thank you bro
@debendrakudadah2976
@debendrakudadah2976 Жыл бұрын
ମାନବ ସେବା ମାଧବ ସେବା ରୋକି ହେବ କି ଲବ ଦା ଦା ❤❤❤❤❤
@rkplife
@rkplife Жыл бұрын
Brother, ur vlogs are awesome. Keep Shinning and God bless u.
@Pritikumari-mr5pp
@Pritikumari-mr5pp Жыл бұрын
Labo bhai satare mu ete Khushi achi je barnana karihabani se khubsurat kathaku .kahinki na e bhauni janaka odia re kichita katha kahile jaha ki mana ku chui gala .au bahuta khusi bi lagila god bless you Tama duijananku.
@akshaykumar786-y4f
@akshaykumar786-y4f Жыл бұрын
Anupama u r doing noble works hats off to her🙏🙏🙏😍😍😍💐💐💐
@Sradha_creatives
@Sradha_creatives Жыл бұрын
Love from odisha all are very good personality
@surekhamajhi-ht4ei
@surekhamajhi-ht4ei Жыл бұрын
I am verry excited your video dekhi ki bhai Anu ponaa sister & laba hansa bhai vl vl video karuch
@gobindakumarnaik
@gobindakumarnaik Жыл бұрын
So beautiful all videos Jay jagannath
@odiavloggerrita
@odiavloggerrita Жыл бұрын
Mora bahut ichha apanaka vdo last jae dekhibaku😒hele mate setiki time hueni bt jetiki dekhe bahutbbhala lage❤
@puspanjalisahoo1581
@puspanjalisahoo1581 Жыл бұрын
ଓଡିଶାରେ ଏବେ ବି କେତେ ଗାଁ ରେ ନଦୀ ପାଣି ପିଉଛନ୍ତି ମୁଁ ବି ପିଇଛି ❤️❤️❤️
@trilochananayak2590
@trilochananayak2590 Жыл бұрын
ଜୟ ଜଗନ୍ନାଥ 🙏
@UllasParida-eu2km
@UllasParida-eu2km Жыл бұрын
ତମ ଗାଁ କୁ ନବୀନ ବାବୁ ବସୁଧା ପାଣି ଯୋଜନା ଦେଇ ନାହାନ୍ତି କି ମାଡ଼ମ
@puspanjalisahoo1581
@puspanjalisahoo1581 Жыл бұрын
@@UllasParida-eu2km ଆମ ଗାଁ ନୁହଁ ମୁଁ ଗୋଟେ ଗାଁ କୁ ଯାଇଥିଲି ରତ୍ନଗିରି ଆଡେ ସେଠି ପାଣି ର ସୁବିଧା ନାହିଁ ଲୋକ ନଈ ପାଣି ପିଅନ୍ତି
@priyankanayak772
@priyankanayak772 Жыл бұрын
Aji ra video ta bahut badhia lagila .. Seriously Africa re survive kariba is very difficult..😢😢
@sasmitapatnaik9108
@sasmitapatnaik9108 Жыл бұрын
Pura thik kahila bhai last msg re, mun b mo time re kichi kariparini kintu mora gote 8 year ra jhia achi taku kichi baneibi
@mujiburrehman3849
@mujiburrehman3849 3 ай бұрын
Bahuta bhala lagila 🇮🇳, Odisha ku represent karucha,dik se ❤pyar,sana bhai ku,
@smsofficial2539
@smsofficial2539 Жыл бұрын
Wow odia bi katha heuchi didi very nice 👍👌👌👌❤️🥰
@bibhucharan5797
@bibhucharan5797 Жыл бұрын
Ae ta Jibana, Dakhini pabana, Alapa dhana ku Chhotia Mana. Sei mana bhitare bhai Tama pain bahut respect Achhi ... Emiti amaku nua nua country Dekha a....Ame tumaku support karuchhu...love u Laba bhai (Love from Jagatsinghpur)
@biswanathgiri3957
@biswanathgiri3957 Жыл бұрын
ଜୟ ଜଗନ୍ନାଥ 🙏🙏🙏
@GokuliOdisha
@GokuliOdisha Жыл бұрын
Good information our society ❤❤❤
@Deepasanta-yo1ir
@Deepasanta-yo1ir Жыл бұрын
Thank you so much Laba bhai bahara desare jaiki ate sara jinisa dekheithibaru
@ssr_creations96
@ssr_creations96 Жыл бұрын
ଭାଇ, ବିଦେଶରେ ରହୁଥିବା ଆମର ଭାରତୀୟ ମାନଙ୍କୁ ଏହି ମାଧ୍ୟମ ରେ ପରିଚୟ କରୁଥିବାରୁ ଧନ୍ୟବାଦ୍, ଜୟ ଜଗନ୍ନାଥ 🙏🙏🙏
@rjkartick8858
@rjkartick8858 Жыл бұрын
Laba ଭାଇଙ୍କ ପାଇଁ ଗୋଟେ like ହେଇଯାଉ 👍
@MunaMuna-mu1mk
@MunaMuna-mu1mk Жыл бұрын
ଭାଇ ମୁଁ ତୁମର ସବୁ vidio ଦେଖେ ଗୋଟିଏ ବି miss କରେନି ସବୁ ଦେଖେ my bro🌹🌹
@sorthight3tutu556
@sorthight3tutu556 Жыл бұрын
ନିହାତି ନା କାଲି ପାଖରୁ ଭାଉଜ ଡକା ସରିଯାଇଛି ❤
@trilochananayak2590
@trilochananayak2590 Жыл бұрын
ଜୟ ଜଗନ୍ନାଥ 🚩🙏
@MistysaiMallick
@MistysaiMallick Жыл бұрын
Woaoooo Bhai ete Sundar odia sikheila Didi ku bahut khusi laguchhi
@nandalalsingh5398
@nandalalsingh5398 Жыл бұрын
ଖୁବ୍ ସୁନ୍ଦର ବହୁତ ଭଲ ଲାଗିଲା ଏ ଭିଡିଓ ଟି ଜୟ ଜଗନ୍ନାଥ ‌🙏🙏🙏
@Mrsambhuvlogs
@Mrsambhuvlogs Жыл бұрын
Jay Jagannath 🙏 Jay odisha 🎉
@chandan581
@chandan581 Жыл бұрын
ଭାଇ ତୁମ ଦୁଇ ଜଣଙ୍କୁ ନେଇ ଯଦି ଫିଲ୍ମ କରା ଯାଏ ସୁପର ହିଟ୍ ହବ ମୋ ପାଖରେ ପଇସା ଥିଲେ ମୁଁ ସିନେମା କରିଥାନ୍ତି ସତ ଷ୍ଟୋରୀ ଉପରେ ଫିଲ୍ମ । ଜଉ ମାନେ ମୋ comment ଦେଖିଛ ମତା ମତ ଦିଅନ୍ତୁ ।🙏🙏🙏🙏
pumpkins #shorts
00:39
Mr DegrEE
Рет қаралды 111 МЛН
Зу-зу Күлпаш 2. Бригадир.
43:03
ASTANATV Movie
Рет қаралды 752 М.
Ozoda - Lada ( Official Music Video 2024 )
06:07
Ozoda
Рет қаралды 30 МЛН
She's very CREATIVE💡💦 #camping #survival #bushcraft #outdoors #lifehack
00:26
Vishnu Vishal Gatti Kushti Full Length Hindi Movie | #Southdubbedmovies
2:04:24
Life inside India's biggest desert | Thar, Rajasthan
25:59
KK Create
Рет қаралды 1,3 МЛН
pumpkins #shorts
00:39
Mr DegrEE
Рет қаралды 111 МЛН