ଆଜି କେବଳ ଓଡିଆ ରେ କଥାବାର୍ତ୍ତା no English  କେବଳ ଓଡିଆ ଚାଲିବ || AFRICA ODIA VLOG

  Рет қаралды 2,213,511

ମୁଁ TRAVELLER

ମୁଁ TRAVELLER

Күн бұрын

Пікірлер: 2 300
@ICANPUBLICATION
@ICANPUBLICATION Жыл бұрын
Making a History I କେଉଁମାନେ ଚାହାନ୍ତି 2024 ପୂର୍ବରୁ ଏହି ଭାଇର 1 Million Subscriber ହେଇଯାଉ ବୋଲି
@mamalinchand3589
@mamalinchand3589 Жыл бұрын
Heijiba❤ bohut jaldi
@manoramanayak9181
@manoramanayak9181 Жыл бұрын
𝑯𝒐𝒊𝒋𝒊𝒃𝒂
@BSirika-xj4kl
@BSirika-xj4kl Жыл бұрын
ହେଇଯିବ bro😍
@villagegirlRubby
@villagegirlRubby Жыл бұрын
ବହୁତ ଜଲଦି ହେଇଯିବ 👍
@Pravanjanbala
@Pravanjanbala Жыл бұрын
✋✋✋
@skingchhabinayak
@skingchhabinayak Жыл бұрын
ଭାଇ ଆଜିର ❣️ଭିଡ଼ିଓ ରେ ମୁଁ ବହୁତ 🤣ଖୁସି ଆଉ କାହାକୁ କାହାକୁ🥱 ଖୁସି ଲାଗିଲା ଗୋଟେ 👍 ହୋଇ ଯାଉ.. .
@SakarsanaDikshit
@SakarsanaDikshit Жыл бұрын
Hi
@kunaldasrathisethi2633
@kunaldasrathisethi2633 Жыл бұрын
Ha
@trilochananayak2590
@trilochananayak2590 Жыл бұрын
🙏ଜୟ ଜଗନ୍ନାଥ 🙏 ମୋତେ ଖୁସି ଲାଗିଲା ❤️
@skingchhabinayak
@skingchhabinayak Жыл бұрын
ଯାହ ହଉ ଭାଇଙ୍କୁ ଏମିତି Love ❣️ କରୁଥାଅ 🙏🕊️🙏.....
@Aadivasiodia
@Aadivasiodia Жыл бұрын
କାହାର ହଗିଲା ମୁତିଲା ଭିଡିଓ ନ ଦେଖି ଏ ଭାଇଙ୍କ ଭିଡିଓ full time ଦେଖିବା ଭଲ ❤
@manjupatel5516
@manjupatel5516 Жыл бұрын
Right
@Rashmicartoon0098
@Rashmicartoon0098 Жыл бұрын
😂😂😂😂 ri8
@Santosumi-prarthana
@Santosumi-prarthana Жыл бұрын
🤣🤣 ହଗିଲା ମୁତିଲା
@sonalisahu2912
@sonalisahu2912 Жыл бұрын
😂😂
@HemantaSabar-kz1sv
@HemantaSabar-kz1sv Жыл бұрын
100%right
@prajaktasvlog06
@prajaktasvlog06 Жыл бұрын
Sara duniya ku odia sikheiki asa❤️❤️ Jay Jagannath 🙏🏻🙏🏻🙏🏻
@subratsahu3841
@subratsahu3841 Жыл бұрын
ଭାଇ ସେଠି ଓଡ଼ିଆ ରେ କଥା ହେବା ର ଦେଖି ବହୁତ୍ intresting ଲାଗିଲା Love from Mayurbhanj ❤ Jay jagannath 🙏
@birbirsamundaproduction7673
@birbirsamundaproduction7673 Жыл бұрын
ବୋହୁତ ଖୁସି ଲାଗିଲା ଆଜି ତୁମ ସାନ୍ତାଳୀ ସାଙ୍ଗ ଗୋଟେ ପାଇଥିବାରୁ...
@trilochananayak2590
@trilochananayak2590 Жыл бұрын
🙏jay jagannath 🙏 🚩🚩🚩🚩🚩
@dipakkumarbal8318
@dipakkumarbal8318 Жыл бұрын
ବହୁତ ଖୁସି ଲାଗିଲା ସାନଭାଇ l ଅଜସ୍ର ଅଭିନନ୍ଦନ ଆପଣଙ୍କୁ l ଜୟ ଜଗନ୍ନାଥ 🙌
@trilochananayak2590
@trilochananayak2590 Жыл бұрын
ଜୟ ଜଗନ୍ନାଥ 🚩
@chiku4140
@chiku4140 Жыл бұрын
ଆମ ଓଡ଼ିଆ ଭାଷାରେ କଥା ହେଲ ବହୁତ ଭଲ ଲାଗିଲା ଯାହାବି ହେଲେ ଇଂରାଜୀ ଭାଷାରେ କହିବାକୁ ପଡିବ 🌹💐🌷🌸🌺💐🏵️❤️
@ajitsahu09
@ajitsahu09 Жыл бұрын
କହି ଜାଣିଲେ କଥା ସୁନ୍ଦର ନାଇ ଜାଣିଲେ ମଥା ସୁନ୍ଦର ❤️ବହୁତ ଭଲ ଲାଗିଲା 🇮🇳
@bhagabanpradhan7500
@bhagabanpradhan7500 Жыл бұрын
ବଢ଼ିଆ ବର୍ଣନା ଭାଷା କହିବାଶୈଳୀ ଶଙ୍କର ଭାଇଙ୍କ ଭଳି ଭାବିଲି ତାଙ୍କ ସାନଭାଇ ବୋଲି ଶୁଦ୍ଧ ଓଡ଼ିଆ ଉଚ୍ଚାରଣ। ମାନିବାକୁ ପଡ଼ିବ ଆଗେଇ ଚାଲ ଧନ୍ୟବାଦ ମା ତାରିଣୀ
@rinkusahu9316
@rinkusahu9316 Жыл бұрын
ବନ୍ଦେ ଉତ୍କଳ ଜନନୀ ❤❤❤❤ love from deogarh ❤❤
@shreechandan143
@shreechandan143 Жыл бұрын
ଆଜି ବହୁତ ଖୁସି ଲାଗୁଥିବ କାରଣ ଓଡ଼ିଆ ଖାଦ୍ୟ ଏବଂ ସାଙ୍ଗ ଏକାଠି ପାଇଥିବାରୁ ଜୟ ଜଗନ୍ନାଥ
@trilochananayak2590
@trilochananayak2590 Жыл бұрын
🙏ଜୟ ଜଗନ୍ନାଥ 🙏
@Ashokkumar-uw7hb
@Ashokkumar-uw7hb Жыл бұрын
.....
@debasisdishaexpress
@debasisdishaexpress Жыл бұрын
❤ ବହୁତ୍ ମଜା ଆସୁଛି ଭିଡିଓ ଦେଖି
@priyadarsini5892
@priyadarsini5892 Жыл бұрын
ଭାଇ ସେ ଲୋକ ମାନେ ଯେମିତି ତମକୁ ଦେଖୁଛନ୍ତି ଦେଖିକି ହିଁ ଡର ଲାଗୁଚି,ସେଇ ଜାଗାରେ ତମେ ଏକୁଟିଆ ବୁଲୁଚ salute bhai😂
@Kap1011
@Kap1011 Жыл бұрын
ଭାଇ ବହୁତ୍ ମଜା ଲାଗୁଛି,, ଭଗବାନ ତୁମର ମଙ୍ଗଳ କରୁ,, ଜୟ ଜଗନ୍ନାଥ
@KaberiBiswal-d6v
@KaberiBiswal-d6v Жыл бұрын
Madhya bahut Bhala laguchi tomato sab video Jay Jagannath like 👍👍🙏🕉️🤝🆗👍💯
@rajureetasibanichannel5305
@rajureetasibanichannel5305 Жыл бұрын
ଭାଇ ମୁ ତମ video କୁ କେବେ miss କରିନି ମୋତେ ବହୁତ ଭଲ ଲାଗେ
@Healthin2791
@Healthin2791 Жыл бұрын
ଭାଇ ତମେ ସେଠି ବାହା ହେଇଯାଅ ଆମ ଓଡିଶା କୁ ନେଇ ଆସ ତମ ସ୍ତ୍ରୀ ଙ୍କୁ god blesss u
@mkofstatus
@mkofstatus Жыл бұрын
ଭାଇ ଏୟାକୁ ଗୋଟେ ଆଣିଦିଅ ବାହା ହେବ ଏ ଭାଇ 😂😂😂
@rjsoy4432
@rjsoy4432 Жыл бұрын
First Experiance ନେଲା ପରେ ବାହା ହୁଅନ୍ତି 😅
@Hansdah407
@Hansdah407 Жыл бұрын
😂😝😂🤣🥵🥵🥵🥵🥵
@mdqueen329
@mdqueen329 Жыл бұрын
😂🤣😂🤣
@bhumiakel9460
@bhumiakel9460 Жыл бұрын
😂😂😂
@mkofstatus
@mkofstatus Жыл бұрын
କାଲିର ଭିଡ଼ିଓ ରେ ଲବ ଭାଇର ପ୍ରେମ କାହାଣୀ କେମିତି ଲାଗିଲା ଗୋଟେ 👍👍👍
@trilochananayak2590
@trilochananayak2590 Жыл бұрын
🙏ଜୟ ଜଗନ୍ନାଥ 🙏 ଦୁଃଖ ଲାଗିଲା 😢
@sanjeetbehera5620
@sanjeetbehera5620 Жыл бұрын
Your presentation and confidence is top class...
@bisheswarpoleibisheswarpolei
@bisheswarpoleibisheswarpolei Жыл бұрын
Video ta bohut bholo lagila bhai
@Freshodia
@Freshodia Жыл бұрын
2024 ରେ ଭାଇଙ୍କର 1 million complete ଅତି ଶୀଘ୍ର ହୋଇଯିବ।
@B.NBOYOFFICEL
@B.NBOYOFFICEL Жыл бұрын
ଯାଇଛନ୍ତି ଓଡ଼ିଶାରୁ,,, Blogging କରୁଛନ୍ତି ଆଫ୍ରିକାରୁ, ନାଁ ଟି ତାର ଲବ,,,,,,, ଓଡ଼ିଶାର ନାଁ ରଖିବ,,, ❤ଜୟ ଓଡ଼ିଶା ❤
@rollymurmuofficial272
@rollymurmuofficial272 Жыл бұрын
Mast shyri👍👍👍👍👍
@KUMARmurmu777
@KUMARmurmu777 Жыл бұрын
Nice quotation.....🎉
@sukantkanhar8959
@sukantkanhar8959 Жыл бұрын
Nice
@Harharmahadev20748
@Harharmahadev20748 Жыл бұрын
👏👏
@sonasabar4456
@sonasabar4456 Жыл бұрын
Wonderful quotation 🔥🔥
@jagadishpattanaik707
@jagadishpattanaik707 Жыл бұрын
ଲବ ଭାଇ ସବୁ ଜାଗାରେ ତମର ସାଙ୍ଗ ଅଛନ୍ତି, ଦେଖି ବହୁତ ଖୁସି ଲାଗିଲା । ସେମାନେ ତମକୁ ସାହାଯ୍ୟ ବି କରୁଛନ୍ତି ବହୁତ ବଢିଆ.... ❤❤ ମୁଁ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ରୁ ତମ ସବୁ ଭିଡ଼ିଓ ଦେଖୁଛି, ଭଲ ଲାଗୁଛି । ଧନ୍ୟବାଦ ❤❤
@trilochananayak2590
@trilochananayak2590 Жыл бұрын
🙏ଜୟ ଜଗନ୍ନାଥ 🙏 🚩🚩🚩❤️🚩🚩🚩
@sumanishere5161
@sumanishere5161 Жыл бұрын
ମୁ ଗୋଟେ ଜିନିଷ ନୋଟିସ କରିଲି ସବୁଠୁ intresting କଥା ହେଉଛି ଆପଣ vlog ବନେଇଲା ବେଳେ ଆପଣ ଙ୍କୁ ସବୁ Africa ର ଲୋକ ମାନେ ବୁଲି ବୁଲି ଦେଖୁଚନ୍ତି ଆଶ୍ଚର୍ଯ୍ୟ ହୋଇକି😉❤️
@Ramaharijan-i8i
@Ramaharijan-i8i 7 ай бұрын
Bhai so beautiful video 👍
@GuluSakti-qh2pt
@GuluSakti-qh2pt Жыл бұрын
ଭାଇ ସତରେ ଅଲଗା ଦେଶରେ ଯଦି ଆମ ଦେଶର ଲୋକ ମିଳିଜାନ୍ତି ଭାରି ଖୁସି ଲାଗେ ଭଲ ଲାଗିଲା ଏତେ ଦିନ ପରେ ମୋ ଭାଇ ଖୁସିରେ ଖାଇବା ଖାଉଛି ପୁଣି ଭାରତ ଖାଇବା। ଜୟ ଜଗନ୍ନାଥ ଭାଇ ଭଲ ରେ ରୁହନ୍ତୁ
@trilochananayak2590
@trilochananayak2590 Жыл бұрын
🙏ଜୟ ଜଗନ୍ନାଥ 🙏
@RMalik110
@RMalik110 Жыл бұрын
ବହୁତ ବଢିଆ ଲାଗିଲା ଧନ୍ୟବାଦ୍ ଭାଇ 🙏
@krishnamotivation-4u
@krishnamotivation-4u Жыл бұрын
Finally ଆମ ଭାଇଙ୍କୁ ନିଜ ପସନ୍ଦର ଖାଦ୍ୟ ମିଳିଗଲା ❤️
@trilochananayak2590
@trilochananayak2590 Жыл бұрын
🙏ଜୟ ଜଗନ୍ନାଥ 🙏 ହଁ ଭାଇ 👌
@dasharathanaik5030
@dasharathanaik5030 Жыл бұрын
english odia misamisi Helebi VDO T sundar lagila, tanks BHAI.agaku madi chala amebi odisare thai enjoy karuthau.
@sipusethi3450
@sipusethi3450 Жыл бұрын
ଆପଣଙ୍କ ଭିଡିଓ ରୁ ବହୁତ କିଛି ଶିଖିବାକୁ ମିଳୁଚି l ଧନ୍ୟବାଦ୍ 🙏🙏
@artasir1391
@artasir1391 Жыл бұрын
ଭାଇ ନମସ୍କାର। ଆପଣ ବହୁତ ଭାଗ୍ୟବାନ କାରଣ ଆପଣ ଯେଉଁ ସବୁ ସ୍ଥାନରେ ବିଦ୍ୟମାନ ଅଛ ଏହା ଆମ୍ଭ ମାନଙ୍କ ପାଇଁ ସ୍ଵପ୍ନ । ଆପଣଙ୍କ ଏହି ମହାନୁଭବ ପାଇଁ ହୃଦୟରୁ ସମ୍ମାନ କରୁଛି।
@trilochananayak2590
@trilochananayak2590 Жыл бұрын
🚩ଜୟ ଜଗନ୍ନାଥ 🚩
@gugulsugulvlog123
@gugulsugulvlog123 Жыл бұрын
ଭାଇ ବହୁତ୍ ସୁନ୍ଦର vlog God bless you
@trilochananayak2590
@trilochananayak2590 Жыл бұрын
🙏ଜୟ ଜଗନ୍ନାଥ 🙏 🚩🚩🚩🚩🚩
@chintu-cartoon-world
@chintu-cartoon-world Жыл бұрын
Laba Bhai no 1 international vloger. Jaldi Bhainkara 1M subscriber heijau❤❤👌👍
@mamasenapati545
@mamasenapati545 Жыл бұрын
Seriously bahut maja laguchhi mote video dekhiki lagila mu africa re buluchi 👍🏼
@ashokkumarbhuyan3937
@ashokkumarbhuyan3937 3 ай бұрын
ବହୁତ ସୁନ୍ଦର ହେଇଛି। ଖଣ୍ଟି ଓଡ଼ିଆ ଭାଷା ଶୁଣି ବହୁତ ଭଲ ଲାଗିଲା।
@Sudarshan9029
@Sudarshan9029 Жыл бұрын
ଭାଇ ତମ ଭିଡିଓ ଦେଖି ବହୁତ ଭଲ ଲାଗୁଛି। ମୋତେ ବି ଏମିତି ବାହାରକୁ ଯିବା କୁ ଇଛା ହେଉଛି। ଜୟ ଜଗନ୍ନାଥ 🙏🙏🙏
@Dhemssaherobabula
@Dhemssaherobabula Жыл бұрын
ଆମେ ଓଡ଼ିଆ ସବୁଠୁ ବଡିଆ , ଜୟ ଜଗନ୍ନାଥ , ବନ୍ଧେ ଉତ୍କଲ ଜନନୀ
@trilochananayak2590
@trilochananayak2590 Жыл бұрын
🙏ଜୟ ଜଗନ୍ନାଥ 🙏 🙏ଜୟ ଓଡିଶା 🙏
@ChhabilalGond1244
@ChhabilalGond1244 Жыл бұрын
ଶୁଭ ସକାଳ ଜୟ ଜଗନ୍ନାଥ ଜୟ ଓଡ଼ିଶା ବହୁତ ମଜା କରୁଛ ଭାଇ ଆଜି ଦିନଟା ସାରା ଖୁସି ରେ କଟୁ
@trilochananayak2590
@trilochananayak2590 Жыл бұрын
🙏ଜୟ ଜଗନ୍ନାଥ 🙏 ଆଜି ଦିନଟି ବହୁତ ଖୁସିରେ ଯାଉ ଲବ ଭାଇର 👌
@sudhir740
@sudhir740 Жыл бұрын
Laba bhai tamaku mani baku padiba jahahau odia pila heiki bahar desha re buli parucha ama odisha pain garba thank you laba bhai🙏🙏🙏🙏
@deepakgamer2083
@deepakgamer2083 8 ай бұрын
ଭାଇ ଆପଣଙ୍କ ଜୀବନଟା ଧନ୍ୟ ହଇଗଳା
@sksidharthofficial3263
@sksidharthofficial3263 Жыл бұрын
ମୁଁ ମଧ୍ୟ ଆପଣଙ୍କ ପରି ପାଠ ପଢ଼ିବା ସହିତ bloging କରିବା ଆରମ୍ଭ କରିଛି, ଆପଣ ମାନଙ୍କ ସମସ୍ତ ଙ୍କ ଆଶୀର୍ବାଦ ଦରକାର -🙏😚
@trilochananayak2590
@trilochananayak2590 Жыл бұрын
🙏ଜୟ ଜଗନ୍ନାଥ 🙏 ଏ ଭାଇ ଭଳି vloging କର suport ନିଶ୍ଚିନ୍ତ ମିଳିବ❤️❤️❤️
@bablybhoi
@bablybhoi Жыл бұрын
good❤❤❤
@sisiranaik9741
@sisiranaik9741 Жыл бұрын
ଏଇ ଭାଇଙ୍କୁ ବହୁତ Support କର ଯେତେ ପାରୁଛ Like,Share & Subscribe କର .... ଭାଇ ଆମକୁ ବହୁତ କଷ୍ଟ କରିକି ଅନ୍ୟ ଦେଶର ଭାଷା,ପରମ୍ପରା,ସେଠାକାର ପରିସ୍ଥିତି ସବୁକିଛି ଦେଖାଉଛନ୍ତି .... ❤❤❤❤❤❤❤
@anjusexpress9073
@anjusexpress9073 Жыл бұрын
ଆଜି ର ଏହି ଭିଡ଼ିଓ କୁ ଦେଖିବାକୁ କିଏ କିଏ ଅପେକ୍ଷା କରିଥିଲେ ମୁଁ ତ ବହୁତ୍ excited ଥିଲି ଗୋଟେ👍🏻👍🏻👍🏻
@trilochananayak2590
@trilochananayak2590 Жыл бұрын
🙏ଜୟ ଜଗନ୍ନାଥ 🙏 ମୁଁ ପୁରା ଅନେଇ ବସିଥିଲି 👌
@daspestcontrol7552
@daspestcontrol7552 Жыл бұрын
Laba bhai! Gote katha kahibi...Discovery re emiti lagunathila jemiti ethi laguchi tuma channel re - pura nijara nijara bhali laguchi e wild Africa view, khas kari jehetu mo Odia bhai kari pathouchi boli sidha aama Odia deshaku! Sidha Africa ru telecast aama Odisha pain sepcially na, sethi pain! Salute!!
@niranjanmaity8227
@niranjanmaity8227 Жыл бұрын
ଜୟ ଜଗନ୍ନାଥ 🙏🙏 ଭାଇ ଆମର ଟିକେ ଦୁଷ୍ଟ.. ଟିକେ ଚଗଲା ଖୁବ ସୁନ୍ଦର ଲାଗିଲା...👍👍👍
@DrBibhutiPBarik-xe3bb
@DrBibhutiPBarik-xe3bb Жыл бұрын
ଭାଇ ତୁମେ ବହୁତ ଦୂର କୁ ଯାଇ ବୁଲି ପାରୁଛ, ଜୀବନ କୁ ଉପଭୋଗ କରୁଛ , ତୁମେ ପ୍ରକୁତରେ ଭାଗ୍ୟବାନ, ଜଗନ୍ନାଥ ତୁମ କୁ ଆଶୀର୍ବାଦ କରନ୍ତୁ
@trilochananayak2590
@trilochananayak2590 Жыл бұрын
🙏ଜୟ ଜଗନ୍ନାଥ 🙏
@MULTIOBSERVER
@MULTIOBSERVER Жыл бұрын
ନାହିଁରେ ଭାଇ କୁହ ଆମେ ପୃଥିବୀର ସ୍ଵର୍ଗରେ ଅଛେ ଦୂରରେ ଥାଇ ଦେଖ ଯିବା କଥା BHABANI VARI DANGER JAGA
@bijayalaxmimishra6241
@bijayalaxmimishra6241 Жыл бұрын
​Bahut sundar laghuc hai vai. Africa. Am. Bhubaneswar rahi ki. Dekhuchhi jay. Jaganatha
@BhojrajMallik
@BhojrajMallik 11 ай бұрын
B. C. C. C. C. C. C. C. V. C c c. C. C. C. Ccc c. C. C. C. C. V. C c. V x c. C. V. C c. Cc. C. C cx. C. C. C. C c cc cc cccvc. C. Cc. C. Cc xccc cc cc ccc c cx cc. C c cx. Xc. C. C. C. C. C. C. C. C. C cccc. Ccvcc cx. Cbc cvc xc xc. C. Bcx c xbxbc. Bv c c. C c. C. X. C c vv x. C. Xv cc cc c c. B v. Cc. .v x. Nvc. C vc. V c. V. C. V v vc BC cc. V. C c c cc c c c . C vmavvavdmscmmvmmdm mcmmmscdddmmmmsdmmdCc c
@msubhramanyumrao7062
@msubhramanyumrao7062 10 ай бұрын
​@@trilochananayak2590😊~}}8878🎈]]l🤣😊😊😊😊😊
@SnjSports-ep4xi
@SnjSports-ep4xi Жыл бұрын
ଆଫ୍ରିକା ରେ ମାଣ୍ଡୁ ଗୋଟିଏ ଖୋଜ ଭାଇ 😍😍😍😍
@pabitranayak3445
@pabitranayak3445 Жыл бұрын
ଭାଈ ତମ ଭିଡିଓ ମୋ ମନକୁ ଛୁଇଁ ଚି ❤ ଅତି ସୁନ୍ଦର
@BITANLUGUNbitanlugun-qk9nt
@BITANLUGUNbitanlugun-qk9nt 7 ай бұрын
Bahuto bholo lagila video
@soumyaranjansethi6037
@soumyaranjansethi6037 Жыл бұрын
Odia suniki motae bahut proud feel hauchi bhai
@mituodiavlogs6995
@mituodiavlogs6995 Жыл бұрын
Ur behev& attitude actually odisha ra odia pua❤
@biruamamalaxmi541
@biruamamalaxmi541 Жыл бұрын
@nigomnaik9834
@nigomnaik9834 Жыл бұрын
ଭଲ ଲାଗୁଛି ତମର ସବୁ ଭିଡ଼ିଓ ଭାଇ ମୁଁ ଘଟଗାଁ ତାରିଣୀ ମନ୍ଦିର ପାଖ ରୁ 👌👍👍
@ffodishagamer7487
@ffodishagamer7487 Жыл бұрын
ମୋତେ ବହୁତ ମଜା ଲାଗୁଛି😊😊 ଭାଇ love you from Bhadrak
@ChandanNaik-mj4se
@ChandanNaik-mj4se 8 ай бұрын
Mate bahut maja laguchi Bhai apananka video dekhiki
@coolboy2202
@coolboy2202 Жыл бұрын
😆😆😆 hasi hasi Peta khrp heigala,,,Toka ra sence of humer 👌👌👌 Munda khrp Toka amr
@surendrabarad5260
@surendrabarad5260 Жыл бұрын
ଜୟ ଜଗନ୍ନାଥ, ଜୟ ଓଡ଼ିଆ ଭାଷାର ମହତ୍ ଉଦ୍ଦେଶ୍ୟ regards to others 🙏🙏
@trilochananayak2590
@trilochananayak2590 Жыл бұрын
🙏ଜୟ ଜଗନ୍ନାଥ 🙏 ଆମେ ଓଡ଼ିଆ 👌 ଭାରି ବଢିଆ 👌
@foryoucreation8591
@foryoucreation8591 Жыл бұрын
ଭାଇ ଜୟ ଜଗନ୍ନାଥ ❤❤❤ ଆପଣକୁ ହୃଦୟରୁ ପ୍ରଣାମ 🙏🙏 ଖୁବ୍ ସୁନ୍ଦର ଲାଗୁଛି ତୁମ କଥା କହିବାର ଶୈଳୀ 😊 ଭାଇ ଏମିତି ଆଗକୁ ମାଡିଚାଲ ❤❤
@rakeshksamal5354
@rakeshksamal5354 Жыл бұрын
𝓘 𝓵𝓸𝓿𝓮 𝔂𝓸𝓾 𝓫𝓻𝓸 ❤❤❤
@trilochananayak2590
@trilochananayak2590 Жыл бұрын
🙏ଜୟ ଜଗନ୍ନାଥ 🙏 ଲବ ଭାଇନା ତମ କଥା ଗୁଡାକ ଭାରି ମଜାଳିଆ ଲାଗୁଛି 👌
@Adityafoodandvlogs
@Adityafoodandvlogs Жыл бұрын
ବହୁତ ଭଲ ଲାଗିଲା ❤ମନ ଖୁସି ହେଇଗଲା
@santoshofficial7037
@santoshofficial7037 Жыл бұрын
ବହୁତ ଖୁସି ଲାଗ୍ ଲା ଦାଦା ତୁମର୍ video ଦେଖିକରି ଭଲ୍ ସେ ରୁହ ଦାଦା ଇଟା ହି ମାଁ ସମଲେଶ୍ଵରୀ କେ ଦୁଆ ମାଗୁଚେ ଜୟ କୋଶଳ love from Boudh ❤️❣️🥰😘🤟🏻❤️❤️❤️
@ranjitamishra4538
@ranjitamishra4538 Жыл бұрын
🎉nuajaga dehucha Val laguche
@damusingbhatara3894
@damusingbhatara3894 Жыл бұрын
ବହୁତ ଭଲ ଲାଗିଲା ❤❤❤ କେମିତି ଅଛନ୍ତି ଭାଇ
@khusichattips3443
@khusichattips3443 Жыл бұрын
ଜୟ ଜଗନ୍ନାଥ ଭାଇ ❤🙏 ବହୁତ ବଢିଆ Vlog Keep it up 🥳
@trilochananayak2590
@trilochananayak2590 Жыл бұрын
🙏ଜୟ ଜଗନ୍ନାଥ 🙏 ବହୁତ ବଢିଆ vlog 👌
@minifoodsodishastyle
@minifoodsodishastyle Жыл бұрын
Odisha basi chanhile auu Indian mane chanhile 1 moths bi bhai 1 million heipariba bhainka jatra bahut sahaj auu sundar bhabare safhala hei prabhunka pakhare prathana Jay jagannath ❤🎉🎉🎉🎉🎉🎉🎉❤❤❤
@babulanayaknayak5275
@babulanayaknayak5275 Жыл бұрын
Jay jagannath bhai
@MamatanjaliSwain
@MamatanjaliSwain Жыл бұрын
Bhai mu jajpur ru mu aapnanka vedio dekhiki mora b emity explore karibaku bahut ichha hoichhi
@sidharthkumar126
@sidharthkumar126 Жыл бұрын
ଲବ ଭାଇ. ଏବେ ଖାଲି ଅପେକ୍ଷା ରେ ରହିଲୁ,ତମର👉 ❤ଦମନ❤ ଦେଖିବାକୁ 👍ଆଉ ବହୁତ exited ବି ଅଛୁ.❤❤❤❤
@Srusti880
@Srusti880 Жыл бұрын
ଶୁଭ ସକାଳ ଭାଇ ା ବହୁତ ମଜା ଲଗିଲା
@babajidayanandadas
@babajidayanandadas Жыл бұрын
ଲବ ତୁମ ପ୍ରତିଭା ସବୁ ଦେଖୁଛି, କୁହ କେବେ ପ୍ରଧାନମନ୍ତ୍ରୀ ହେବ,ଆହୁରି ଖୁସିହେବୁ ନମୋ ନାରାୟଣ ସ୍ବାମୀ
@trilochananayak2590
@trilochananayak2590 Жыл бұрын
🙏ଜୟ ଜଗନ୍ନାଥ 🙏 ଇଣ୍ଡିଆ ଆସିଲେ 😄
@jitendrabehera4903
@jitendrabehera4903 Жыл бұрын
Jay.jagannath.madilal vhae❤
@learnwithayushmanbaitha
@learnwithayushmanbaitha Жыл бұрын
Hats off to your efforts and your confidence brother...
@thelifereals9149
@thelifereals9149 Жыл бұрын
Proud of you man...odia heiki bahare vlog kariba not easy....Best of luck
@trilochananayak2590
@trilochananayak2590 Жыл бұрын
🙏ଜୟ ଜଗନ୍ନାଥ 🙏 🚩ଜୟ ଓଡିଶା 🚩
@sidharthasankarbiswal7675
@sidharthasankarbiswal7675 Жыл бұрын
Wow bro, U r carrying odisha always in ur heart❤❤
@trilochananayak2590
@trilochananayak2590 Жыл бұрын
🙏jay jagannath 🙏
@jagabandhumandal1646
@jagabandhumandal1646 Жыл бұрын
I am from balasore but live in Dubai most vlogs iam ... proud of you
@aswinisamal7618
@aswinisamal7618 Жыл бұрын
ବହୁତ ଭଲ. ଅଗୁକୁ ଆଗକୁ ଆହୁରି ଉନ୍ନତି କର ଜୟ ଜଗନ୍ନାଥ
@karanrout8635
@karanrout8635 9 ай бұрын
ଅତି ସୁନ୍ଦର ଭିଡ଼ିଓ brother 👌🏻👌🏻👌🏻🙋🏻‍♂️❤️
@s.khesatecth5157
@s.khesatecth5157 Жыл бұрын
ବହୁତ ଭଲ ଲାଗିଲା ଲବ ଭାଇ ଏହି video❤
@truptimayeesahu6991
@truptimayeesahu6991 Жыл бұрын
Gd morning bhai❤ from angul....I hope Tamara Africa trip jaldi valare valare end hau...aau tame next alaga country ku travel kara.. Jai jagannath
@Its_murmu_official
@Its_murmu_official Жыл бұрын
Good morning laba bhai Keep it up odisha blessing to you😊😊😊
@milanmilan7830
@milanmilan7830 Жыл бұрын
ଭାଇ ଆପଣଙ୍କ ଭିଡ଼ିଓ ଦେଖିବାକୁ ବହୁତ୍ ମଜା ଲାଗୁଛି 🤪🤩👍
@RKSTARINSTALOVER
@RKSTARINSTALOVER 7 ай бұрын
ଭାଇ ବହୁତ ସୁନ୍ଦର ହେଇଛି
@rashmi6884
@rashmi6884 Жыл бұрын
ଓଃ ଭାଇ। ଜୟ ଜଗନ୍ନାଥ। ଏତେ talent କଉଠୁ ଆଣିଲ।
@trilochananayak2590
@trilochananayak2590 Жыл бұрын
ଜୟ ଜଗନ୍ନାଥ 🙏
@PADANSORENRCKola
@PADANSORENRCKola Жыл бұрын
ଲବ ଭାଇ କୁ କିଏ କିଏ ଦିଲ୍ ସେ ❤️ ଭଲ ପାଅ Like କର ....
@barihababuofficial7356
@barihababuofficial7356 Жыл бұрын
ବହୁତ୍ ବଢିଆ ଲାଗିଲା ଭାଇ ଭିଡ଼ିଓ ତୁମେ ଓଡ଼ିଆ ଭାଷାରେ African mankar ସଙ୍ଗେ କଥା ହେଲ ଯେ ।😀😀🥰🥰
@WilliamBhuyan143
@WilliamBhuyan143 9 ай бұрын
Thank you ଭାଇ ଆପଣଙ୍କ 100% Salut odisha ରୁ ବାହାରେ ଦେଶରେ ଯାଇ video ବନେଇ ବହୁତ muskil but ତୁମେ ମହାନ
@darklove718
@darklove718 Жыл бұрын
Kn vedio banauchha Bhai superb 😊
@rakeshcreationhd5358
@rakeshcreationhd5358 Жыл бұрын
ଭାଇ ପାଇଁ ଗୋଟେ like 👍 ହେଉ ❤
@munnakumarbabita423
@munnakumarbabita423 Жыл бұрын
So nice guru 👍
@suryacreations3611
@suryacreations3611 Жыл бұрын
ରୁପା ପିଣ୍ଟୁ କୁ ଛାଡି ଭାଇ କୁ ସପୋର୍ଟ କର ଆମ ପାଇଁ ଭାରତ ବାହାରେ ଭିଡିଓ କରୁଛନ୍ତି ❤❤
@Odiaparampara-uu6jk
@Odiaparampara-uu6jk Жыл бұрын
Right 👍🏻
@Nijanand143
@Nijanand143 Жыл бұрын
ଆପଣ ଠିକ୍ କହିଛନ୍ତି।
@rabi945
@rabi945 Жыл бұрын
Right
@lipu9198
@lipu9198 Жыл бұрын
Are Bhai se Rupa pintu kie mu ta janini...aji KZbin re search maribi sie kie dekhibi
@prabhasinijena9651
@prabhasinijena9651 Жыл бұрын
ସତ କଥା
@debasishcreative9853
@debasishcreative9853 Жыл бұрын
ଭାଇ ଓଡିଆ ଭାଷାକୁ ବିଶ୍ୱସ୍ତରରେ ପହଁଞ୍ଚାଇଥିବାରୁ ବହୁତ ଧନ୍ୟବାଦ❤ Love from Mayurbhanj Bangriposi❤
@justaware5514
@justaware5514 Жыл бұрын
So natural behave and innocent brother u r.....I like your confidence and good spirit ❤
@silusanwiyan4173
@silusanwiyan4173 Жыл бұрын
ଭାଇ ବହୁତ ବଢିଆ କାମ କରୁଛ ଆଗକୁ ବି ବହୁତ ବଢିଆ କରିବ ଆମେ ଅଶା କରୁଛୁ l ଜୟ ଜଗନ୍ନାଥ ⭕‼️⭕ ସବୁ ବେଳେ ଆମେ ଆପଣ ଙ୍କ ପାଖରେ ଅଛୁ l love you bro 🥰🥰🥰😘
@chintu-cartoon-world
@chintu-cartoon-world Жыл бұрын
Love from Odisha Jay Jagannath 🙏
@jasenmarndi4723
@jasenmarndi4723 Жыл бұрын
Mostly from odisha 😊
@haripadadeo6589
@haripadadeo6589 Жыл бұрын
ଆଜିର video 📸 ଟା ଭଲ ଲାଗିଲା ❤
@manasdas5715
@manasdas5715 4 ай бұрын
ବହୁତ ସୁନ୍ଦର ପ୍ରୟାସ,ଜହାହେଉ ଭାରତର ଜଣେ ଝିଅ କେନିୟା ବେଶଭୁଷା ରେ ବହୁ କଷ୍ଟରେ ଏକ remote area ରହୁଛନ୍ତି, ବହୁତ ଭଲ ଲାଗିଲା 👌👍
@KULU-ub2tt
@KULU-ub2tt Жыл бұрын
Jai Jagannath
@umakantsahoo313
@umakantsahoo313 Жыл бұрын
It feels very amazing seeing your daily vlogs.Carry forward your success journey 🙏🙏
@MahendraHansdah-m6j
@MahendraHansdah-m6j Жыл бұрын
Today i am very happy because santali lives in Africa🙏 JOHAR GE LABA DA DA🥰🥰🥰
@trilochananayak2590
@trilochananayak2590 Жыл бұрын
🙏jay jagannath 🙏
@royalbikascreation5846
@royalbikascreation5846 Жыл бұрын
ଯାହା ହଉ ଭାଇ ବିଦେଶ ରେ ଯଦି ଜଣେ କେହି ଆମ ଭାରତୀୟ ଲୋକ ସହ ଭେଟ ହେଇ ଯାଏ ତ ବହୁତ୍ ନିଜର ନିଜର ଲାଗନ୍ତି ଆଉ ଖୁସି ବି ଲାଗୁଥିବ ଭାଇ . ଯାହା ହଉ ଭଲ ରେ ରୁହ ଭାଇ ଜୟ ଜଗନ୍ନାଥ
@trilochananayak2590
@trilochananayak2590 Жыл бұрын
🙏ଜୟ ଜଗନ୍ନାଥ 🙏 ବହୁତ ଖୁସି ଲାଗିଲା ଭାରତୀୟ ଲୋକ ମିଳିଗଲେ 🙏
@simanjagaranga-or9yv
@simanjagaranga-or9yv Жыл бұрын
Supper Bhai tame ଆପ୍ରିକା ଯାଇକି most ଆମ ଇଣ୍ଡିଆ language Use କରୁଛ Good 👍👍Happy journy Bro 👍👍👍
@odia_vlogger_swagatika
@odia_vlogger_swagatika Жыл бұрын
Mind fresh heijiba ae vdo sabu 😊😊❤❤
World’s strongest WOMAN vs regular GIRLS
00:56
A4
Рет қаралды 45 МЛН
Twin Telepathy Challenge!
00:23
Stokes Twins
Рет қаралды 67 МЛН
Haunted House 😰😨 LeoNata family #shorts
00:37
LeoNata Family
Рет қаралды 16 МЛН
Who's spending her birthday with Harley Quinn on halloween?#Harley Quinn #joker
01:00
Harley Quinn with the Joker
Рет қаралды 27 МЛН
I Love you Rassian Kuri Saw Ropor Anay//Santhali Vlog Video
1:54
jug bidal production
Рет қаралды 13 М.
World’s strongest WOMAN vs regular GIRLS
00:56
A4
Рет қаралды 45 МЛН