KZ
bin
Негізгі бет
Қазірдің өзінде танымал
Тікелей эфир
Ұнаған бейнелер
Қайтадан қараңыз
Жазылымдар
Кіру
Тіркелу
Ең жақсы KZbin
Фильм және анимация
Автокөліктер мен көлік құралдары
Музыка
Үй жануарлары мен аңдар
Спорт
Ойындар
Комедия
Ойын-сауық
Тәжірибелік нұсқаулар және стиль
Ғылым және технология
Age No Bar: Kendrapara couple ties the knot in their 60s
3:11
FULL JATRA- HASUCHHI SABARI UTHUCHI SABA-ହସୁଛି ସବାରୀ ଉଠୁଛି ଶବ | Superhit New Jatra |SIBANI GANANATYA
3:14:46
To Brawl AND BEYOND!
00:51
When you lose control of your Waboba Moon Ball. @TheWabobaTeam #wabobapartner
00:42
Сестра обхитрила!
00:17
СИНИЙ ИНЕЙ УЖЕ ВЫШЕЛ!❄️
01:01
Beneficiaries in Odisha to get 9.5 lakh houses under PMAY
Рет қаралды 1,135,146
Facebook
Twitter
Жүктеу
1
Жазылу 11 МЛН
OTV
Күн бұрын
Пікірлер: 505
@cricketheroprabhu5302
Жыл бұрын
ଯିଏ ଧନୀ ତାକୁ ତାର ବାପା ମା ଆଉ ପୁଅ ଙ୍କୁ ମିଳୁଛି ହେଲେ ଆମ ଭଳି ଗରିବ ଲୋକଙ୍କୁ ମିଳିପାରିନାହିଁ
@barsharaniraita6847
Жыл бұрын
ଆପଣ ଠିକ୍ କହୁଛନ୍ତି ଆଜ୍ଞା ଆମ ପଞ୍ଚାୟତ ରେ ପାର୍ଥୀ ଦ୍ବାରା ଘର ଦିଆଯାଉଛି। ତାଙ୍କ ଘରେ ବାପା ନାଁରେ ପୁଅ ନାଁରେ ସ୍ତ୍ରୀ ନାଁରେ ମା ନାଁରେ ଗୋଟିଏ ପରିବାରରେ ୩ଟା ଘର ମିଳୁଛି । ହେଲେ ଆମ ନାଁର ଘର କାଟିଦେଉଛନ୍ତି । ୮୨୬୦୫୮୮୮୫୪
@brundabanbhue770
Жыл бұрын
Eita ta sata
@jhiliranibarik2635
Жыл бұрын
Right
@janekodisha
Жыл бұрын
R8 broooooooo
@jashobantamohanty8655
Жыл бұрын
Strike kariba bhai
@deepakrupali6383
Жыл бұрын
ଅଭିଯୋଗ ବାକ୍ସ ନୁହେଁ ଟୋଲ ଫ୍ରି ନମ୍ବର ଦିଅନ୍ତୁ ଅଭିଯୋଗ ଜଣାଇବୁ ତାହାଲେ ଯୋଗ୍ୟ ହିତାଧିକାରୀ ଘର ପାଇବେ ନହେଲେ ପଂଚାୟତ ଅଭିଯୋଗ ଜଣାଇବେ ନାହିଁ
@sumantanath9434
Жыл бұрын
Right answers
@prasanta342
Жыл бұрын
Right answer
@tukanamalik631
Жыл бұрын
ଯିଏ ଦବ 10 ହଜାର ସେଇ ଲୋକକୁ ଘର ମିଳିବ ଏଇଟା ଆମ ଓଡ଼ିଶା ସରକାର ର ପୁରୁଣା ରେକଡ୍ ମୋର ମାଟି ଘର ଅଛି ମୋତେ ଘର ମିଳୁନାହିଁ
@ullashkumar1544
Жыл бұрын
ଠିକ୍ କହିଛ ଭାଇ ଯିଏ ଦବ ୧୦% ସିଏ ପାଇବ ଘର
@ullashkumar1544
Жыл бұрын
ଆଉ ଆମ ପାଇଁ ବାଳ ଆଗକୁ ନିବାଚନ ଅଛି ସେଥିପାଇଁ ପହସନ
@Sklifestyle6190
Жыл бұрын
Right 👍
@RojiRoji-z4v
3 ай бұрын
Bada loka manaku dia tankara jete ghara sete lobha 😅😅
@maheswarbehera8362
Жыл бұрын
କେନ୍ଦ୍ରସରକାରଙ୍କ ଯୋଜନାକୁ ପ୍ରତି ଗାଁ ମାନଙ୍କରେ LCD tv ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଯାଉ ,ନବୀନ ସରକାରଙ୍କ ଗୋପନ ଲୀଳାକୁ ଲୋକ ମାନେ ଜାଣିବା ଦରକାର
@santagahir272
Жыл бұрын
Right
@tarangakhadia8695
Жыл бұрын
👍👍👍💯
@StudyStudio486
Жыл бұрын
Right
@bikram7220
Жыл бұрын
Tot gadimarithiba na ghara dihahauchi hele tama bjp deha re jauni
@bikram7220
Жыл бұрын
Niban kn ghara ghara buliba dekhiba ghaa kie paila kie napaila
@kalidas8262
Жыл бұрын
ଅଭିଯୋଗ ବାକ୍ସ ଦେଲେ ସେଇ ବାକ୍ସ ଭିତରେ ରହିଯିବ.. ଟୋଲ ଫ୍ରି ନମ୍ବର ଦେବା ଦରକାର
@babusahu6632
Жыл бұрын
Nice
@jhilisenapati5812
Жыл бұрын
Yes u are right jaha dwara ame sidha salakha ama asubidha janai paribu
@AlokPradhan-fy3ox
3 ай бұрын
Right bhai
@SipraBiswal-n1v
20 күн бұрын
Manas• ksipa 3:07 biswal
@SipraBiswal-n1v
20 күн бұрын
@@babusahu6632Manask•biswal
@santaliviralshorts123
Жыл бұрын
ଆମେ ଗରିବ ଲୁକୋ ହେଲେ ବି ଆମୋକୁ ଇନ୍ଦ୍ରାଆବସ ଘର ମିଳିନି.. ରେସନ card ବି ବୋହୁତ କଷ୍ଟ ରେ ବୋହୁତ ଦିନ ପରେ ମିଳିଲା
@Bpatel152
Жыл бұрын
ଭାଇ ତମକୁ ତ ଜାହାହେଲେ ବି ରାସନ୍ କାର୍ଡ ମିଳିଛି ମୋତେ ତ ତାହାବି ମିଳିନି ଜୟ ଜଗନ୍ନାଥ
@PrasantaMalick-tl7xb
Жыл бұрын
ଆମେ ହେଉଛୁ ଜଗ୍ୟ ହିତାଧିକାରୀ ଆମକୁ ପ୍ରଧାନମନ୍ତ୍ରୀ ଘର 🏠 ଦିଆଜାଉ ମୋର ଅନୁରୋଧ ଜୟ ଜଗନ୍ନାଥ 🙏
@bibhutiparida7565
Жыл бұрын
କେନ୍ଦ୍ର ଯୋଗେଇବ , ରାଜ୍ୟ ବାଣ୍ଟିବ । ଯେତେ ଘର ବାଣ୍ଟିଲେ ବି ସେତେ ନିଅଣ୍ଟ । ଅଯୋଗ୍ୟ କୁ ଯୋଗ୍ୟ କରିଦେଲେ ସବୁ ସ୍ଵଚ୍ଛ ହେଇଥାଏ !
@rajanipandatechvlogs3879
Жыл бұрын
ଆମ ଚୋର ମାନେ ବହୁତ ଚାଲାକି ବର୍ତ୍ତମାନ ଭି ସେୟା ହେବ। କାରଣ ବିଜେଡ଼ି ଗାଁ ରୁ ଲୋକ ଡାକି ଘର ବିକ୍ରି କରିବାକୁ ପଛେଇବ ନାହିଁ ଭୁବନେଶ୍ୱର ରେ ରହୁଥିବା ବସ୍ତି ଵାଲା ଯେଉଁ ମାନେ ଟଙ୍କା ଲାଞ୍ଚ ନଦେଈ ପାରିବେ ଆଊ ଯେଉଁମାନେ ବିଜେଡ଼ି ର ହୋଇନଥିବେ ଆଊ ଯେଉଁମାନେ ଅନ୍ୟାନ୍ୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବେ ତାଙ୍କର ନାମ ରେ ମିଛ କେସ ଦେବେ ପୋଷା କୁକୁର ପୋଲିସ ମଧ୍ୟ ସେୟା ବାରବୁଲା କିଛି କୁକୁର ନେତାମାନେ ଅଛନ୍ତି ସେମାନେ ଇନ୍ଦ୍ର ଚନ୍ଦ୍ର ମାନୁ ନାହାନ୍ତି।ଆଉ ଯଦି 25 ବର୍ଷ ରହିବେ ତାହାହେଲେ କେତେବେଳେ ଆମ ରାଜ୍ୟକୁ ବିକ୍ରିକରିବେ ତା ସାଙ୍ଗରେ ଆମ କୁ ଭି ବିକ୍ରି କରିବେ ଉଚିତ ଲୋକମାନେ ଘର ପାଇବେ ନାହିଁ ଯିଏ କୁକୁର ଦଳ ଙ୍କ ଚମଚା ହେଇଥିବ ସେ ପାଇ ବ
@safipatra369
Жыл бұрын
ଯେତେ ଅଭିଯୋଗ କଲେ କଣ ହେବ ଅଭିଯୋଗ ବକ୍ସ ଖାଲି ନାମକୁ ସରକାର ଙ୍କୁ ଅଭିଯୋଗ କି toll-free ନମ୍ବର ଦିଆଯାଉ
@suujatanayak13
Жыл бұрын
Toll-free number diaa jaichhi
@Bijay.3456
Жыл бұрын
ଯେତେଦିନ ପାଇଁ BJD ଓଡ଼ିଶା ରେ ଥିବ ସେତେଦିନ ପର୍ଯ୍ୟନ୍ତ ଯୋଗ୍ୟ ହିତାଧିକାରୀ ପ୍ରଧାମନ୍ତ୍ରୀ ଆବାସ ଯୋଜନା ପାଇ ପାରିବେ ନାହିଁ
@DillipBehera-op6xh
4 күн бұрын
ସବୁ ଜିଲ୍ଲା ରେ ସବୁ ଗାଁ ରେ ବୁଲି ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ ସାହାଯ୍ୟ କରନ୍ତୁ ସରକାର ତୁରନ୍ତ ଘୋର ଦିଅ ଓଡ଼ିଶା ପାଇଁ ଗରିବ ପରିବାରରେ ଘର ଦିଅ ସରକାର ଘୋର ନାହିଁ ସରକାର ତୁରନ୍ତ ଆବଶ୍ୟକ ଗରିବ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ ସାହାଯ୍ୟ କରନ୍ତୁ ମୋ ଓଡିଶା ଗରିବ ପରିବାରରେ ଘୋର ଦିଅ ସରକାର
@babulapatiarbabulapatiar8338
Жыл бұрын
ଆବାସ ଘର ପାଇଁ ଶିଷକ ଏବଂ ଅଙ୍ଗନାବାଡି ବାଡି ମାନକୁ ଦିଆଯାଉ ଫର୍ମ ଭରି ବ୍ଳକରେ ଦେବେ କଉ ପଞ୍ଚାୟତର ଅଧିକାରୀ କୁ ଦିଆ ନଯାଉ ସିଧା କାମ ଶେଷ ଲାଞ୍ଚ ଦୁର୍ନୀତି ନ ହେଉ
@deepakkumarbhoideepakkumarbhoi
Жыл бұрын
Right
@hurshikeshmathan9565
Жыл бұрын
Ajayagya lokanku jadi p.m. awas mile tahele center pakhare kana buldozer nahi, sidha janch karithiba adhikari dai, ahara pratikar kebel buldozer, age janch karithiba adhikari ghare buldozer chalu, biri mada dekhi kolatha chaye chopa heijiba.
@G.ASPORTS
Жыл бұрын
ଆମର ତ ଏତେ ବର୍ଷ ହେଲାଣି କାହିଁ ଆସିଲୁନି ଏହି କେନ୍ଦ୍ର ସରକାରଙ୍କର ଆବାସ ଯୋଜନା 🏠🏠 ଘର ନା କ'ଣ? ଆମର ବାପା,ମା ମାନେ ଆଉ ବୁଢ଼ା ବୁଢୀ ହୋଇ ଗଲାଣି ଆଉ ପାଇ ପାରିବୁନି। ଥାଉ ଆପଣଙ୍କର ଏହି ଆବାସ ଯୋଜନା ଘର । କାହିଁ ଲୋକଙ୍କୁ ଖାଲିଟାରେ ଆଶା କରାଯାଉଛନ୍ତି ?/ଏହି ଦେବୁ ସେଇଦବୁ କହୁଛନ୍ତି। କିଛି ଦରକାର ନାହିଁ ଆପଣଙ୍କର ଆବାସ ଯୋଜନା ଘର ? । ଆମେ ଆମୋ ମାଟି ଘରେ🏠🏠🏠 ରହି ବହୁତ ଖୁସିରେ ରହିଛୁ ଏବଂ ରହିବୁ ମଧ୍ୟ । ଆମେ ଆଦିବାସୀ ଲୋକ ଏମିତି ରେ ବି ଚଳିଯିବୁ। ଜୟ ଜଗନ୍ନାଥ🙏🙏🙏
@girishchandrabiswal9510
Жыл бұрын
ବିଜେଡି ଲୋକେ ହିଁ ପାଇବେ। ଏଥିରେ କିଛି କରି ହେବନି।
@satyajit.18
Жыл бұрын
2024 re jitebara plan 😠😠😠😠😠😠
@jharananayak9330
Жыл бұрын
Athare samaste paibar adhikar achi bjd bjp athi palitice pai bahut problem hauchi
@pratapsutarreal-life955
Жыл бұрын
ଆମ ଗାଁ ରେ ଯାହାର କୋଠା ତାକୁ ପ୍ରଧାମନ୍ତ୍ରୀଆବାସ ମିଳିଛି ଆମର ଅଜବେଷ୍ଟ କିନ୍ତୁ ଆମ କୁ ମିଳୁନି ଯାହାର ଚାକିରି ତାକୁ ମିଳୁଚି ଜିଆ ଖଟୁଚି ତାକୁ ମିଳିନି ଦଳ ସମ୍ପର୍କ ସୂଜ୍ୟ ମନ୍ତିର ଭାବ ଆଉ ଜିଆ ଟ୍ଟଙ୍କା ଦେଇପରୁଚି ସିଆ a ଆବାସ ଯୋଜନର ଲଭ ଓଠେଇପରୁଚି ଧନ୍ୟ ସରକାର
@agreeculturelifestyle7298
Жыл бұрын
ପୂର୍ବରୁ ଜଉ ମାନେ ଆବାସ ଯୋଜନା ରେ ଘର ପାଇଛନ୍ତି ତାଙ୍କ ନାଁ ମଧ୍ୟ ସାର୍ବଜନୀନ କରାଯାଉ
@ganapatisabar8976
Жыл бұрын
ଘର ମିଳିବା ଲୋକଙ୍କୁ ଆଉରି ଦିଅନ୍ତୁ , ଧନୀ ଲୋକଙ୍କୁ ଆଉରି ଆଉରି ଦିଅନ୍ତୁ । କିନ୍ତୁ ଆମ ପରି ଗରିବ ପରିବାର ବର୍ଷ ବର୍ଷ ଧରି ଆବାସ ଯୋଜନା ପାଇଁ ଅପେକ୍ଷାରେ ଅଛି କିନ୍ତୁ ମିଳୁନି କାହିଁକି ଜାଗା ପଟ୍ଟା ଦରକାର ସେଇଟା ଏଇଟା ଦରକାର ବୋଲି କହିବେ। ବହୁତ ଭଲ ସରକାର ଧନ୍ୟବାଦ୍ ।
@satyabratajena9247
Жыл бұрын
Good decisions of B. J. P
@pradyumnapanda1270
Жыл бұрын
ଯେଉଁ ଅଯୋଗ୍ୟ ହିତାଧିକରିବା ମାନେ ଆଗରୁ ଘର ପାଇଛନ୍ତି ସେମାନଙ୍କଠାରୁ ଟଙ୍କା ଫେରସ୍ତ କରିବା ପାଇଁ ବ୍ୟବସ୍ଥା କାହିଁକି ନାହିଁ। ଯେଉଁମାନେ ତାଙ୍କୁ ଘର ଦେଇଛନ୍ତି ତାଙ୍କଠାରୁ ସେହି ଟଙ୍କା ଆଦାୟ କରାଯାଉ।।
@Sahu_Santanu_24
Жыл бұрын
ଆମର ବି ଅୱାସ ଘର ଆସିଥିଲା କିନ୍ତୁ ସରପଞ୍ଚ ମାନେ ମିଶି ଘର ଅନ୍ୟ ଜଣଙ୍କୁ ଦେଇ ଦେଲେ ଆଉ ଏବେ bdo, collector ପାଖକୁ ଗଲେ ତୁମ ଘର କାମ ତ ସରିଲା କଣ ପାଇଁ ପୁଣି ଘର ଘର ହେଉଛ କହୁଛନି ଲାଞ୍ଚ ନେଇ ଅନ୍ୟ ଜନକୁ ଦେଇ ଦେଇଛନ୍ତି କଣ କହିବେ ଆଊ
@dhurbanandarout6625
Жыл бұрын
କେନ୍ଦ୍ର ସରକାର ଟୋଲ ଫ୍ରି ନମ୍ବର ଦେଲେ ଗୋଟିଏ ଘରବି ଅଯୋଗ୍ଯ ପାଇପାରିବେ ନାହିଁ। ଆବାସ ଗୃହ ଚୟନ ଶିକ୍ଷକ ଓ ଅଙ୍ଗନ ୱାଡି,ସ୍ୱୟ୍ଂ ସହାୟକ ହେଲେ ଯୋଗ୍ଯ ପାଇ ପାରିବେ
@ullashkumar1544
Жыл бұрын
ଯାହା କୁହ ଭାଇ ଏ ଯୋଯନାରେ କେବଳ ଧନୀ ଓ ବଡ ବଡିଆଙକ ପାଇଁ ଆମ ପରି ଗରିବ ମାନଙ୍କ ପାଇଁ ଖାଲି ଚାଳ ଛପର ଘର ଛଡ଼ା ଆଉ କିଛି ନାହିଁ
@rajkishor6349
Жыл бұрын
ଏଥର ମଧ୍ୟ ବିଜେଡି କର୍ମୀ ଙ୍କୁ ଆଭାସ ଯୋଜନା list ଅଛି l ବିଜେପି କର୍ମୀ ଙ୍କ list କଟା ଯାଇଛି l Baleswar ବ୍ଲକ ବାହାନଗା
@bhagbatpradhan2365
Жыл бұрын
ଶଳା ଯାହାର ଘର ଅଛି ତାକୁ ହିଁ ମିଳୁଚି ଆଉ ଯାହାର ଘର ନାଇ ତା ପାଇଁ ନାଇ ଆମର ଫଟୋ ଉଠେଇ କି ନେଲେ କିନ୍ତୁ ମିଳିଲାନି ଟୋଲ ଫ୍ରି ନମ୍ବର ଦିଅନ୍ତୁ ସବୁ ସତ ଜଣା ପଡ଼ିବ
@andresh799
Жыл бұрын
ଗରିବ ଲୋକଙ୍କୁ PMAY ର ସୁବିଧା ମିଳୁନି ଏଇଟା ବେକାର ଯୋଜନା
@SantoshDas-lq3qi
Жыл бұрын
ଇଏ ଘର ଗରିବ ଲୋଙ୍କ କର ନୁହେଁ ସବୁ ବଡ ବଡିଆ ଲୋଙ୍କ ମାନଙ୍କର ଗରିବା ଜମିତେ ଥିଲା ସେମିତେ ରହିବ
@rabindrarathor1013
Жыл бұрын
ଟଙ୍କା ଯାହାର ଘର ତାହାର ଏସବୁ ଧନି ଲୋକଙ୍କ ପାଇଁ ସରକାରୀ ଯୋଜନା ,,,,
@surendrabudiuli3829
Жыл бұрын
ଆମ ଗାଁ ରେ ଗୋଟେ ପରିବାର ରେ ତିନୋଟି ଆବାସ ଘର .. ସେମାନେ ଚାକିରିଆ ଲୋକ କିପରି ହିତାଧିକାରୀ ହେଲେ. ଆମେ ଗରିବ ଲୋକ ଘର ମିଳିବା କଷ୍ଟ..
@newwebsiresmovecreater1189
Жыл бұрын
Sir jou paisa asuchi adha sarapncha khaidauchanti au jahaku ghra darkar ta na list ru katidauchanti sir
@pradyumndas6510
Жыл бұрын
ଯାହାର ପକ୍କା ଘର ତାର ହିଁ ଘର ଆସୁଛି ......
@Cinex000
Жыл бұрын
ପ୍ରଧନମନ୍ତ୍ରୀ ଆୱାସ ୟୋଜନା ଅନ୍ୟ ମାନେ ଦୁଇ ଥର ଲେଖାଏଁ ପାଇଲେଣି ଆଉ ଆମେ ଏବେବି ଛପର ଘର ରେ ରହୁଛୁ 😡😡 ଏଇଟା କଣ ଭଲ ହେଉଛି କି 😭😭 ସରକାର ପାଖରେ ଲିଷ୍ଟ୍ ନାହିଁ ଜେ ଯିଏ ପାଇକି ବି ତା ନରେ ଆଉ ଥରେ ଗାଣ୍ଡୀ ସରକାର ଘର ଦେଉଛନ୍ତି 😡😡 ମୋ ବାଳ ନା ଆଉ ଜାଣିକି ସବୁ କରୁଛନ୍ତି
@SangitaPatnayak-q5s
24 күн бұрын
ରାସ୍ତା କଡରେ ରହୁଥିବା ଲୋକମାନଙ୍କୁ ଘର ଖଣ୍ଡେ ମିଳୁ
@Odisha_memer16
Жыл бұрын
ବାଳ ମିଳିବ ଆଗରୁ ମିଳିବ ମିଳିବ କହିକି ଏବେ ଜଣେ ଲୋକେ ରାସ୍ତା କଡରେ ଶୋଉଛନ୍ତି |
@sujarout393
Жыл бұрын
ଆମେହେଉଛୁଜଗଗ୍ୟା ହତ୍ୟାକାରୀ ଆମକୁମୋରଅନୁରୋଧଜୟଜଜ୍ରୃ ପ୍ରଧାନମନ୍ତ୍ରୀଘରଦିଆଜାଉଜୟଜଜ୍ଜଗନ୍ନଥମୋରଅନୁରୋଧସାରେ
@Sahoo5009
Жыл бұрын
ଅମର ପଟ୍ଟନାୟକ - ତୁ ଶଳା ଟି କହୁଚୁ ଏଇ ଚାଉଳ ଘର ଏଗୁଡ଼ିକ ଛୋଟ କଥା । ହାରାମି ଏଇ ଛୋଟ କଥା କରି କି ପରା ଲୋକଙ୍କୁ ଗାଣ୍ଡୀ ମାରି ତମେ ଗେଣ୍ଡା ଦଳିଆ ଭୋଟ ନଉଛ ଆଉ ଅଧିକ ଛୋଡ଼ି ହଉଚୁ କଣ କିରେ ଚନ୍ଦା। ବିଜେଡି ଗାଣ୍ଡିରେ ଯଦି ଦମ୍ ଅଛି, ସେ ବିଜୁ ପକ୍କା ଘର ଯୋଜନା ରେ ଘର ନ ଦେଇ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା କୁ ଅପେକ୍ଷା କରି ଅନେଇ କି ବସିଚି କଣ ପାଇଁ ? ପର ବାଣ୍ଡ ରେ ଛୁଆ କରିବା ନୀତି କେବେ ଯିବ ତୁମର ? ସେଥିପାଇଁ ତ ସମସ୍ତେ ନବୀନ ପଟନାୟକ କୁ ନିବାଣ୍ଡିଆ ଲୋକ କହୁଛନ୍ତି । ସେ ଗାଲୁଆ କଥା କହନା ଚନ୍ଦା । ମଲା ବେଳେ ପାଣି ପାଇବୁନି । ଚକା ଆଖି ସବୁ ଦେଖୁଛି । 👍
@santoshsahu3322
Жыл бұрын
Good job 👍
@samirsethi3803
Жыл бұрын
ଓଡ଼ିଶା ରେ ୨୦୨୪ BJP ସରକାର
@debendrajena1031
Жыл бұрын
ସାର ମୁଁ ଓଟିଭି ର ସବୁ ନିୟୁଯୁ ସେୟା ର କରିଆସୁଛି ହେଲେ କୈାଣସି ଗୋଟାଏ ବି ସମସ୍ୟା ଉପରେ ମୋର ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ଘର କେବେ ମିଳି ବ ନା ନାହିଁ କିଛି ଆଣଙ୍କମାଧ୍ୟ ମରେ ମତେ କିଛି ବି ସାହାଯ୍ୟ ମିଳିଲେ ମୋପରିବାର ଚିର ରୁଣି଼ ହେବୁ
@bhagatrampujari675
Жыл бұрын
👍👍 good job 🙏🙏
@naturevideolukuofficial3494
Жыл бұрын
ଗରିବ ଲୋକଙ୍କୁ ଇନ୍ଦିରା ଆବାସ ମିଳେ ନାହିଁ
@mkpradhan2750
Жыл бұрын
Odisha ରେ ନବିନ ବାବୁ fan ହେଲେ ଯାଇ ପାଇବ। 😂😂 ନ ହେଲେ ଚାଉଳ ଦେଉନାହାନ୍ତି ଗରିବ ଙ୍କ ଚାଉଳ କାଟି ଦେଉଛନ୍ତି ଘର୍ କଥା କିଏ ପଚାରେ 😭😭 କେବଳ ବିଜେଡି ଲୋକ ଙ୍କୁ ମିଳିବ
@ajitthanapati5698
Жыл бұрын
Jai BJP government we are waiting for pmay and we are with you
@mirajitmirajit4472
Жыл бұрын
ଖାଲି ଘର ଦେବ କହୁଛ.100. ପସେଣ୍ଟ ଲୋକ ନୂଆ ରାସନ କାର୍ଡ ପାଇଁ ନାହାନ୍ତି ସାଇଡ ଖୋଲୁନି
@dhurbanandarout6625
Жыл бұрын
ଗରିବ ବଢଛି କଣ ପାଇଁ
@pratapnayak6021
6 ай бұрын
ଅଭି ଯୋଗ ବକ୍ସ ଦେଲ ଲାଭ ନାହିଁ ୱାରୋକୋଡ ଫୋଫଡି ଦେଉଛନ୍ତି ସରପଞ୍ଚ ତାର ଦଳିଅ ଲୋକ ଙ୍କୁ ଦେଉଛି toli ଫ୍ରି no ଦିଆ ଯୋଉ
@manaswedsmama4841
Жыл бұрын
Thanks sir
@siddhantsahoo6385
Жыл бұрын
ଆମର ଲିଷ୍ଟ୍ ରେ ନା ଥିଲା ଫଟୋ ବି ଉଠେଇ ଥି ଲେ କିନ୍ତୁ ଫାଇନାଲ ଲିଷ୍ଟ ନାଁ କାଟିଦେଇଛନ୍ତି
@Reelskola123
Жыл бұрын
BJP ku vote Diyo
@JiousPradhan
2 ай бұрын
ମୁଁ ଘର ପାହିବାକୁ ଜଘିହ ମୁଁ ଏକ ଜିଟା ମାଟି ଘରେ ରହୁଛି ଆପଣ ମାନେ ପ୍ରକୃତ ଘାରି ବଂଖୁ ଘର ଦେହୁ ନାହାତି କାହିଁକି ଓଉଥର୍ ଦିହାନ୍ତୁ
@DesouzasSurin
Жыл бұрын
ମୋ କୁଆରମୁଣାୂ bolokରୋ sarpanch vote ନୋ ଦେଵା ରୁ ମୋ ନାମ କାଟି ଦେଲେ dhaniybad bjd
@asishthanapati7614
Жыл бұрын
Good job
@rajanipandatechvlogs3879
Жыл бұрын
ବ୍ଲକ ଓ ସହର ମୁନିସିପାଲଟି ରେ ମଧ୍ୟ ସେୟା ହେବ
@deepakdks993
Жыл бұрын
କିଛି ଟଙ୍କା ଦେଲେ ଅଯୋଗ୍ୟ ବି ଯୋଗ୍ୟ ହୋଇଯିବେ
@UDAYSINGH-ll7hp
Жыл бұрын
ଆମେ ମଧ୍ୟ ଘର ଟିଏ ଏ ପର୍ଯନ୍ତ୍ ପାଇ ନାହିଁ, କାହାକୁ କହିବୁ କୁହ
@safipatra369
Жыл бұрын
Great sir
@shaunsundardash8344
Жыл бұрын
ଖାଲି ହାଲା କର ଘର ମିଳିବ ମୋ ଦେଖିଆରେ ଜେତେକ ପଇସା ବାଲା କେବଳ ସେଇମାନଙ୍କୁ ପ୍ରଧାନ ମନ୍ତ୍ରି ଆବାସ୍ ଜୋଜନା ମିଳିଚି ଜଦି ଗୋଟେ ଗରିବକୁ ମିଳିଥିବ ସେଥିରୁ ଅଧେ ପଇସା ବ୍ଳକରେ ଖାଇଯିବେ ଗରିବଙ୍କୁ ଖାଲି ଭୋକୁଆ ବନେଇଆ କଥା
@sahululu9413
Жыл бұрын
ଜମି ବାଡ଼ି ଘର ଦେଖିବା ପରେ ଘର ଦେବେ EO GRS ଆଉ ସରପଞ୍ଚ PC ନେଇକି ଘର ଦେଉଛନ୍ତି
@drmanojpatra
Жыл бұрын
ବିଜେଡି ଗୋଟେ ହରାମି ଦଳ, ନିଜର ଫାଇଦା ପାଇଁ 3 ବର୍ଷ ଅଟକେଇ ରଖି ଦେଲେ.
@digambarrout5778
Жыл бұрын
Nice work
@sambumaity8376
Жыл бұрын
Right answers
@jharananayak9330
Жыл бұрын
Nama asile katidauchanti bahut problem hauchi
@tofansahoo7416
Жыл бұрын
Kn pain kati dauchhanti reply & contact me. Mu tamsku help karibi.
@ChhabilaMunda
Жыл бұрын
ଦିଅ ଦିଅ ଘର ସମସ୍ତଙ୍କୁ ଘର ଦିଅ କିନ୍ତୁ ଜିଏ ପ୍ରକୃତରେ ଘର ପାଇବା କଥା ତାକୁ ତ ଏ ଜାଏ ଘର ମିଳୁ ନାହିଁ । ଗରୀବ ଲୋକମାନେ ସେଇଥି ପାଇଁ ତ ଗରୀବ ହୋଇ ରହୁଛନ୍ତି । ଘର ଖଣ୍ଡିଏ ପାଇବା ପାଇଁ ଏତେ କୁଦା କୁଦି କରିବା ପରେ ବି ଘର ଖଣ୍ଡେ ମିଳୁ ନାହିଁ । କି System ମାନିବାକୁ ପଡିବ କଣ ଠିକ୍ କଥା କହିଲି ନା.........। ନା ଭୁଲ କହିଲି Please Comment କର ।
@jyoshnabehera8249
Жыл бұрын
Ek dum right katha bro
@ChhabilaMunda
Жыл бұрын
@@jyoshnabehera8249 thanks
@Manoj-588
Жыл бұрын
Good 💪👍👍👍
@RameshBarik-z6b
Жыл бұрын
ମୋର ନାମ ଥିଲା ସସ୍ମିତା ବାରିକ୍ ନାଁରେ 51ସିରିଏଲ, ନମ୍ବର ରେ ଥିଲା ସସ୍ମିତା ବାରିକ୍ ନାଁରେ, ତାଙ୍କୁ ଧର୍ମ ସହିଲେ ବଡ଼ କଥା ଲାଞ୍ଚୁଆକୁ କୁହନ୍ତି ଏହି ଗରିବ ଲୋକମାନେ ହତାଶ ହୋଇ ଜାଉଛୁ ଘର ଖଣ୍ଡେ ପାଇବାକୁ ଜୋଗ୍ୟ ହିତାଧି କାରି ହୋଇ ଥିଲେବି ମୋର ନାମ କାଟି ଦେଇଛନ୍ତି ଏହି ଭିଡିଓ ସୁଣିକି ମୋର ଆଜବେଷ୍ଟସ ଘର ଥିବା ହେତୁ, ତଥାପି ସେମାନେ ସମସ୍ତେ ମିଶି, ମୋର ନାମ କାଟି ଦେଇଛନ୍ତି ବୁନ୍ଦାବନପୁର ଗ୍ରାମରେ ମୁଁ ଜଣେ ଜୋଗ୍ୟ ହିତାଧି କାରି 51ସିରିଏଲ, ରେ ଥିଲା ତେଣୁକରି ମୋର ଆଜବେଷ୍ଟସ ଘର
@Likun_good_life
Жыл бұрын
ଗରିବ ଲୋକ ମାନେ ଉପକୃତ ହେବେ!
@soumyaranjanrout237
Жыл бұрын
Pc kemeti roka jaipareba kichhi karantu
@GaganJena-s6k
3 ай бұрын
Thakiyu sare
@gudubaral2278
Жыл бұрын
ଯାହା ହେଉ ପୁଣି ସରପଞ୍ଚ ଠାରୁ ନେତା ପର୍ଯ୍ୟନ୍ତ ଜନତା ଙ୍କୁ ଗାଣ୍ଡି ମlରିବାର ବାଟ ପାଇଲେ, ବିଜେଡି କୁ ଯେତେ ମାଠିବୁ ମାଠ ସେ ମାଘିଆ ଗେଣ୍ଡା ମୁହାଁ ସବୁ ବେଳେ ସବୁବେଳେ ସବୁଜାଣି ରାଣ୍ଡୁଆ ବାଣ୍ଡ ରେ ତେଲ ଦେଇ ବସେ 😁😃😃😃
@subratmalik3655
Жыл бұрын
BJD jindabad Jai jagannath
@ballavitajen5733
Жыл бұрын
Modi jay ho
@pramodkumaryoutubechannel7576
Жыл бұрын
Bahut badhiya nispati nei chhanti tysm
@narayannayak4798
Жыл бұрын
Jay jagannath 🙏🙏🙏
@sureshsahoo2208
3 ай бұрын
Sathick Survey Kari gharadi aajau aa ta mi chha complain re gote gariba loka ghara pauni chora tautar maane double ghara pauchanti
@swapanamohanta5241
7 ай бұрын
Amoku b milini sir 🙏
@basic.knowledge_
Жыл бұрын
ଆମର ନା ଥାଇ ବିଜେ ବି ଦଳ କାଟି ଦେଇଛନ୍ତି ପ୍ରକାଶ ମିଶ୍ର ଦଲାଲ
@MrbantiNanda
Жыл бұрын
Good job 🙏🙏🙏👍👍
@Dhanpatinaik
Жыл бұрын
Bjp bhal kahuchi
@swastiranjansahoo4886
Жыл бұрын
Otv abe pura politics kheluchi bjp nka chatu tv 😁
@satyanarayanpanda312
Жыл бұрын
A vigilant committee to be made to check the same
@hbrpresent5782
Жыл бұрын
Toll free no,,, ଦିଆ ଯାଉ,, ତାପରେ କିଛି ସୁଧିରିବ,,,
@bidyadharsa6913
Жыл бұрын
ମୁଁ ଭି ଗରିବ ମତେ କେବେଦେବ ରାସନ୍ କାର୍ଡ ଅଛି ଆଉ ଖପର ଘରେ ଅଛି ମତେ ମିଲୁ କହ
@brajakishorepadhi4022
Жыл бұрын
Bjd hin khalanayak... maagiha bjd nije chora kendra ta ghara ,chaula deuchi..tume sale bjd Buddha Navin kan deuchu...
@AkashKumar-rl3wt
Жыл бұрын
Sir gariba loka ghara paunahanti list re name asichi but ghara milu nahi Govement kichi Sethilagi work karu nahanti
@satyabratamahanta5025
Жыл бұрын
Very very good job
@umakantdurga1744
Жыл бұрын
Modi Sarkar Odisha prati sahanu bhuti heuthiba bele nabin nka lokanka prati ateta ichha nathiba bhali mane heuchhi bahut majbut karya ate
@devrajkumbhar4008
Жыл бұрын
Right 👍👍👍 sir
@rcreation5747
Жыл бұрын
Draupati mam ka kamal.👌
@ROSHIYAMANDAL
3 ай бұрын
ସାର୍ ମୋର kashinagar block ମୁଁ ଗୋଟେ ଗରିବ ଲୋକ ସାର୍ ମୋ ଘର ଦେଖିଲେ ଆଉ jio taking ମଧ୍ୟ କରିଥିଲେ ଏବଂ ସବୁ document ନେହି ତିଲେ କିନ୍ତୁ ଘର ମିଳିଲା ନାହିଁ ସାର୍ ମୁଁ ଦୁଃଖିତ
@Girikisan-bx9bs
9 ай бұрын
Bjd sarkar launch nebar sarkar
@malik8582
Жыл бұрын
Thanks
@bimalbhatra1902
Жыл бұрын
ସୁପର ସାର
@ollywoodhitesh8025
Жыл бұрын
Jay jagarnnath 🙏🙏🙏🙏🙏🙏
@mktechnicalworkshop
Жыл бұрын
Bjd sarpanch ₹-25000 pc maguchanti Grs bi samil
@ranjayarout4523
Жыл бұрын
Jay Shree Ram Jay hind jay Jagannath
@purthiraj
Жыл бұрын
Ghara khande nahi boli bahut hairana hauchhu please sir amaku help kara..
@Tophan.pk123
Жыл бұрын
Right
@nallaeswararao6458
Жыл бұрын
Please focus on sanction amount now a days material prices
@mahanakashiktmdukelovers1963
Жыл бұрын
d. Rayagada . B. muniguda P. kumudabali V. Singari Ama gaa re bi gharo miluni miliba loka ku 2ta loki gharo miluchi Au namiliba lokanku kichi nahi 🙏
@pallabibiswal454
Жыл бұрын
Very good job
@bhaidilip7806
Жыл бұрын
Right BJp
@Gopihalba8249
Жыл бұрын
Ame bi bahut garibo hele Indra avas ghara sata sapana hei jaichi
3:11
Age No Bar: Kendrapara couple ties the knot in their 60s
OTV
Рет қаралды 1,1 МЛН
3:14:46
FULL JATRA- HASUCHHI SABARI UTHUCHI SABA-ହସୁଛି ସବାରୀ ଉଠୁଛି ଶବ | Superhit New Jatra |SIBANI GANANATYA
Sidharth Jatra Agana
Рет қаралды 2,6 МЛН
00:51
To Brawl AND BEYOND!
Brawl Stars
Рет қаралды 17 МЛН
00:42
When you lose control of your Waboba Moon Ball. @TheWabobaTeam #wabobapartner
Daniel LaBelle
Рет қаралды 150 МЛН
00:17
Сестра обхитрила!
Victoria Portfolio
Рет қаралды 958 М.
01:01
СИНИЙ ИНЕЙ УЖЕ ВЫШЕЛ!❄️
DO$HIK
Рет қаралды 3,3 МЛН
5:20
ମାଗଣା ଘରକୁ ନେଇ ଆସିଲା ବଡ଼ ଖବର | PMAY | PM Awas Yojana Update | PM Modi | CM Mohan Majhi | Odia News
News18 Odia
Рет қаралды 182 М.
19:18
୨୦୨୫ ରୁ ୨୦୨୮ ପର୍ଯ୍ୟନ୍ତ ମଙ୍ଗଳ ଗ୍ରହ ଚଳନ ଟଙ୍କା ଗାଦିରେ ବସିବେ ୭ ରାଶି ପ୍ରଭୁ ହନୁମାନଙ୍କ କୃପାରୁ #2025
Sonu munu odia vlog
Рет қаралды 4,2 М.
6:04
ଆବାସରୁ ଅଯୋଗ୍ୟଙ୍କୁ ଦିଆଯିବ ବାଦ | Awas yojana | Odisha Govt
Argus News
Рет қаралды 122 М.
3:52
Politics heats up over Odisha govt’s new housing scheme ‘Mo Ghara’
OTV
Рет қаралды 722 М.
5:17
Beneficiaries To Receive 1st Installment Of PM Awas Scheme In Odisha
Kanak News
Рет қаралды 216 М.
7:04
Young Woman Abducted in Bhubaneswar; Police Have Not Yet Reached Abductor's Location
OTV
Рет қаралды 797
14:32
श्री हनुमान चालीसा I Shree Hanuman Chalisha I ଶ୍ରୀ ହନୁମାନ ଚାଳିଶା | Dilip Sarangi I Odia Bhaktidhara
Odia Bhaktidhara
Рет қаралды 33 МЛН
5:25
PM Awas Yojana Assistance Boosted To ₹1.8 Lakh: Rabi Narayan Naik's Key Announcement
Kanak News
Рет қаралды 143 М.
14:18
News Point: Absurd Dubious Criteria To Obtain Beneficiaries For Availing Awas Yojana
Kanak News
Рет қаралды 1,3 МЛН
4:21
Odisha Govt Transferred Rs 639 CR To 34 Lakh Farmers Accounts Under 'KALIA' Scheme || KalingaTV
Kalinga TV
Рет қаралды 1,5 МЛН
00:51
To Brawl AND BEYOND!
Brawl Stars
Рет қаралды 17 МЛН