News Point: Absurd Dubious Criteria To Obtain Beneficiaries For Availing Awas Yojana

  Рет қаралды 1,265,205

Kanak News

Kanak News

Күн бұрын

Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.co...
Twitter :- / kanak_news
Telegram :- t.me/kanaknews...
#KanakNews #Odisha #pmawasyojanagramin

Пікірлер: 913
@localmastitime5262
@localmastitime5262 Жыл бұрын
କେହି ଯଦି ଦାଦନ ଖଟିବାକୁ ଯାଇ ତା ଘର ପାଇଁ freeze କିଣିଲା କି bike କିଣିଲା ତେବେ ତାକୁ କଣ ପାଇଁ ଘର ମିଳିବନି l
@r.n.dblogsr.n.d
@r.n.dblogsr.n.d Жыл бұрын
Dadan kariki freezer baa
@anjananayak747
@anjananayak747 Жыл бұрын
ନା ମିଳିବା କଥା ନୁହେଁ
@Parthasutar
@Parthasutar Жыл бұрын
ଗରିବ ର ଆଶା ନାହିଁ ଥଣ୍ଡା ପାଣି ଟିକେ ପିଉ, ମୋଦି ମିଛୁଟାରେ କହୁଛି କେହି ଗରିବ ରହିବେ ନାହିଁ।ହେଲେ ଗରିବ ଲୋକଟି ଯଦି ଗାଡ଼ି ଟେ କିଣିଲା ତାକୁ ଘର ଦିୟା ନଯାଉ, ଏବେ ଏ ବିଜେଡି ,ବିଜେପି କୁ ଭୋଟ୍ ଦିଆ ନଯାଉ, ଏଥର ପପୁ କୁ ଭୋଟ ଦିଅ ନହେଲେ ଆପ କୁ ।
@namansingipradhan3735
@namansingipradhan3735 Жыл бұрын
👍
@chittaranjan1167
@chittaranjan1167 Жыл бұрын
100% right bro
@abpriyamallick2813
@abpriyamallick2813 Жыл бұрын
ଫ୍ରିଜ,ଷ୍କୁଟ କଣ ମ୍ମୋଦି ଦେଇଥିଲେକି ନା ନବିନ ଦେଇଥିଲେ
@puspalatamahapatra5069
@puspalatamahapatra5069 Жыл бұрын
Sana re a jojanata janithile lok scooty kininathNte
@anjananayak747
@anjananayak747 Жыл бұрын
ଯାହାର ଖାଦ୍ୟ ଅଧିକ ଅଛି, ସେ ଫ୍ରିଜ ରଖେ ଆଉ ଯିଏ ବସ ରେ ନ ଯାଇ ବାଇକ ରେ ଯିବା ଆସିବା କରୁଛ, ହେଲେ ତମକୁ ଘର କରିବାକୁ ପଇସା ନାଇଁ? ମାଗଣା ଦେବା ବନ୍ଦ ହେଉ
@adityaparida4601
@adityaparida4601 Жыл бұрын
Bhai
@Jagan2020
@Jagan2020 Жыл бұрын
Right... Faltu politics
@latashreerout9506
@latashreerout9506 Жыл бұрын
Ryt
@bhaktabandhubudek4170
@bhaktabandhubudek4170 Жыл бұрын
ଗ୍ରାମସଭା ରେ କଣ ଘର ଲିଷ୍ଟ ହେବ ସାର, ମୁଁ ଜଣେ ୱାର୍ଡମେମ୍ବର ସରପଞ୍ଚ ଙ୍କ ମନମାନି ପାଇଁ ଗ୍ରାମସଭା ବୈଠକ ଠିକ ଭାବରେ ହେଇ ପାରୁନି ଖାଲି କାଗଜ ପତ୍ର ରେ ହେଉଛି 🙏
@binayaksahu4622
@binayaksahu4622 Жыл бұрын
Thik kahicha bhai
@miraculoushaisabsekhass
@miraculoushaisabsekhass Жыл бұрын
Annasannare basibi
@SashikantSashikant-st7vi
@SashikantSashikant-st7vi 3 ай бұрын
Jhjjuu uh uu​@@binayaksahu4622
@ashokkumardas6003
@ashokkumardas6003 Жыл бұрын
କେନ୍ଦ୍ର ସରକାର କହୁଛି ଫ୍ରିଜ୍ ଥିଲେ ଘର ମିଳିବ ନାହିଁ, ଆଉ କେତେ ଦିନ ଗଲେ କେନ୍ଦ୍ର ସରକାର କହିବ ଯାହାର ମାଇକିନା ଅଛି ତାକୁ ଘର ମିଳିବ ନାହିଁ, ଧନ୍ୟ ରେ ସରକାର ଛି ଛି ଥୁ
@ranjanbehera8759
@ranjanbehera8759 Жыл бұрын
Kendra.kahunai
@JayamalSahu-f4l
@JayamalSahu-f4l Жыл бұрын
Bahut badhia thanks
@ଅଭୟ
@ଅଭୟ Жыл бұрын
ମନ୍ତ୍ରୀ ମାନେ ଘର ଘର ବୁଲି ଦେଖନ୍ତୁ କିଏ ଗରିବ ଆଉ କିଏ ଧନୀ ତାପରେ ୱର୍କର୍ odar ଦେବେ
@RupNarayanMajhi
@RupNarayanMajhi Жыл бұрын
ମନ୍ତ୍ରୀ ମାନଙ୍କ ପେନସନ ବନ୍ଦ ହେବା ଦରକାର ।
@Suriyaexplorevlogs
@Suriyaexplorevlogs Жыл бұрын
Right
@jageswarmahanta1433
@jageswarmahanta1433 Жыл бұрын
Right
@purusottamnayak37
@purusottamnayak37 Жыл бұрын
Vote time re vote paiba pain'hin time mile Anya time re tanku time nahi
@ambikakanhar8698
@ambikakanhar8698 Жыл бұрын
Right
@RD123.........
@RD123......... Жыл бұрын
ଦୁଇ ତାଲା କୋଠା ଥାଇ ପାଇଛନ୍ତି ଆବାସ, survey ରେ କଟିଲାନି କେମିତି? ଆଉ ଜଣେ ଦୁଇଟି ଟ୍ରାକଟର ଅଛି survey କଲାପରେ ତାହାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା କଟିଲାନି କାହିଁକି?
@Suriyaexplorevlogs
@Suriyaexplorevlogs Жыл бұрын
Bahut hauchi
@prajnashines7180
@prajnashines7180 Жыл бұрын
Online or offline grievance can be given within 24th january.
@pabitrasatapathy755
@pabitrasatapathy755 Жыл бұрын
ଦୁଇ ମହଲା କରିବାକୁ ନାଁ ଆସୁଛି
@kalyanismile9985
@kalyanismile9985 Жыл бұрын
Telia munda re hin tela miliba.... 😌
@MrJeet94
@MrJeet94 Жыл бұрын
ବିଏ ପାସ୍ କରିଥିଲେ ଘର ମିଳିବ ନାହିଁ ଆଏ ପ୍ରଥମ ଡିଭିଜନ ପାସ୍ କରିଥିଲେ ଘର ମିଳିବ ନାହିଁ ମାଟ୍ରିକ ପାସ କରିଥିଲେ ବିଚାରକୁ ନିଆଯିବ ମାଟ୍ରିକ ଫେଲ ହୋଇଥିଲେ ଘର ମିଳିବ
@karanmohanta7701
@karanmohanta7701 Жыл бұрын
😝😝😝
@chitrasenasamal1116
@chitrasenasamal1116 Жыл бұрын
semiti kichhi naahi
@puspalatamahapatra5069
@puspalatamahapatra5069 Жыл бұрын
Ghra miliba janithile mu patha padhiki 1st division heinathanti
@MrJeet94
@MrJeet94 Жыл бұрын
ଭଲ କରିଛ ପାଠ ପଢି ଚାକିରି କର ସରକାରୀ ଘର କୁ ଭରସା କର ନାହିଁ
@dhaniramsahu3739
@dhaniramsahu3739 Жыл бұрын
haha
@birendrabhuyan8546
@birendrabhuyan8546 Жыл бұрын
ସରକାର କହିବାକୁ ଚାହୁଛନ୍ତି କି ଗରିବ ଲୋକମାନେ ଫ୍ରିଜ ର ପାଣି ପି ପାରିବେ ନାହିଁ n, ଖାଲି ସରକାର ପିବେ ଆଉ ଧନୀ ଲୋକମାନେ ପୀବେ,,,,,,କି ରୁଲ ଚାଲିଛି
@jaktabagh886
@jaktabagh886 Жыл бұрын
Right bro
@LOVEMK912
@LOVEMK912 Жыл бұрын
ମୋର ଗୋଟିଏ ଅଭିଯୋଗ ଗତ ପାଞ୍ଚ ବର୍ଷ ତଳର ତାଲିକା କୁ ଦେଖି ତାଲିକା ପ୍ରସ୍ତୁତ କଲେ ଭଲ ହୁଅନ୍ତା କାରଣ ଜଣେ ବ୍ୟକ୍ତି ଦୁଇ ଦୁଇ ଥର ଘର ପାଇଥିଲେ ମଧ୍ୟ ସେମାନଙ୍କର ତାଲିକାରେ ନାମ ଅଛି।କିନ୍ତୁ ଯେଉଁ ପାଇବା ପାଇଁ ଯୋଗ୍ୟ ତାର ତାଲିକା ରେ ନାମ ହିଁ ନାହିଁ। ତେଣୁ ଏହା ଏକ ନିର୍ଦ୍ଧିଷ୍ଟ ରାଜନୀତି କହିଲେ ଅତୃକ୍ତି ହେବା ନାହିଁ।
@bramhanandakishan9677
@bramhanandakishan9677 Жыл бұрын
@Kanha Jena Bhai pura sata kahile jau mananku dui dui ta ghara milichhi sei lokonku ghara miluchhi abang list Madhya asichhi
@BijayKumar-qq4co
@BijayKumar-qq4co Жыл бұрын
Right kahuchha
@LOVEMK912
@LOVEMK912 Жыл бұрын
@@bramhanandakishan9677 kan kariba sabu para rajaniti ra khela
@sasmitakanhar9148
@sasmitakanhar9148 Жыл бұрын
100% Right sir
@lipabehera-f6d
@lipabehera-f6d 3 ай бұрын
Hn re bhai thick
@RupNarayanMajhi
@RupNarayanMajhi Жыл бұрын
ଇଏ କଣ ? ମାନେ ଯିଏ କିସ୍ତିରେ TV,Fridge,Bike କିଣିବ ତାକୁ ଆବାସ ଗୃହ ମନା। ଆଉ ଯିଏ ଦଶ ଲକ୍ଷ୍ୟ ଟଙ୍କାର suit,boot 8ହଜାର କୋଟିର ବିମାନ ଚଢ଼ୁଛି,80 ହଜାର ଟଙ୍କାର ଛତୁ ଖାଉଛି ତାକୁ କେନ୍ଦ୍ରର 2 term ର ପେନସନ ଗୁଜରାଟ ରାଜ୍ୟର 4 term ର ପେନସନ ର ଆନନ୍ଦ ମିଳିବ । ତା ଛଡା ଘର ଲୋକଙ୍କ ଅଧିକାର, କୋଉ ନବୀନ କୋଉ ମୋଦୀ ତାଙ୍କ ବାପା ସମ୍ପତ୍ତି ରୁ କିଛି ତାଡିକି ଦେଉନାହାନ୍ତି, ଲୋକଙ୍କ Tax ପଇସା ବୁଲିକି ଲୋକଙ୍କୁ ମିଳୁଛି । ଏହାର ବିରୋଧ ହେବା ଉଚିତ୍, ଲୋକଙ୍କ ହକ୍ ଲୋକାଙ୍କୁ ମିଳିବା ଦରକାର ।
@melisha4236
@melisha4236 Жыл бұрын
Loan kariki ghara banao...
@chitrasenasamal1116
@chitrasenasamal1116 Жыл бұрын
modi ra nijara ghara naahi... CM time re jaha paaithile sabu donate karisarichhanti.... modi ra bank balance total 8 lakhs bimaan modi ra nuhe deshara....jie pm heba se chadiba.. gandhi family ra asserts 49000crores..se thare bi PM heinahanti....tenu majhi babu satya ku swikar karantu....mu bhul thile comments karantu
@mscreation695
@mscreation695 Жыл бұрын
Thik katha
@anjananayak747
@anjananayak747 Жыл бұрын
ମାଗଣା ଖିଆଙ୍କୁ ସପୋର୍ଟ କଲେ ଦେଶ ବୁଡ଼ିଯିବ!ଗରିବ ଗରିବ କହି ସୁସ୍ଥ ସବଳ ଟୋକା ବସିକି ଖାଇ ମୋବାଇଲ ଧରି ଖାଲି ଝିଅ ପଟାଉଛନ୍ତି ନା ହେଲେ ରାଜନୈତିକ ମାଡପିଟ କରୁଛନ୍ତି, ତେଣୁ ସେମାନଙ୍କୁ ଘର ନ ମିଳିଲେ, ହୁଏତ ଘର ପାଇଁ ସେମାନେ ଟିକେ କାମ କରିବେ!କାମ କଲେ ଦେଶ ଆଗେଇବ, ନହେଲେ ଆମ ପରିକା ମିଡିଲ କ୍ଲାସ ଲୋକ ଖଟି ଖଟି ଗରିବ ହେଇ ଯାଉଛନ୍ତି!ସେମାନେ ମାଗଣା ଘର ପାଇବେ, ଆମେ ଲୋନ କରି ଘର କରି ଜୀବନ ସାରା ସୁଝୁଥିବୁ!
@pradeepkumarrout3039
@pradeepkumarrout3039 Жыл бұрын
ଏମିତି ଅସହାୟ ମାନଙ୍କ ଦୁଃଖ କୁ ସାମ୍ନା କୁ ଆଣନ୍ତୁ ଏବଂ ରାଜନୀତିକ ଲୋକ ମାନଙ୍କ. ଦୋଷ କୁ ପଦାରେ ପକାନ୍ତୁ,, ନିଶ୍ଚୟ ପରିବର୍ତନ ଆସିବ l ଆପଣଙ୍କ ମହତ କାର୍ଯ୍ୟ ପାଇଁ ଧନ୍ୟବାଦ l
@krushnachandrapradhan3312
@krushnachandrapradhan3312 Жыл бұрын
⁷b.
@daitaribhoi
@daitaribhoi Жыл бұрын
Lv
@desiapilamkg
@desiapilamkg Жыл бұрын
ସରକାର ର ଯୋଜନା ସରକାର ପାଖରେ ତାଉ ଆମକୁ କିଛି ସରକାର ସୁବିଧା ଲୋଡ଼ା ନାହିଁ, ଆମେମାନେ ଏମିତି ରେ ବି ବହୁତ କୁସି, ଆନନ୍ଦ ରେ ଅଛୁ 😊 ଏମିତି ଲାଳସା ଦେଖେଇ ଆମ ମାନଙ୍କୁ ଟୋକ ନାହିଁ l ଏହିସବୁ ଯୋଜନା ପଇସା ତୋମ ପାଖରେ ରଖିରୁହ 🫰💴💵2024ରେ election ଆସୁଛି l ସେ ସବୁ ପଇସା election ରେ ଖର୍ଚ୍ଚ ହେବ ମଦ ଓ ମାଂସ ଏବଂ ପଇସା ଦେଇ ଭୋଟ କିଣିଲେ ତମମାନଙ୍କ କାର୍ଯ୍ୟ ରେ ଆସିବ 🙏🙏🙏 l
@hariharalohara9839
@hariharalohara9839 Жыл бұрын
Super baina
@krishnasinku5772
@krishnasinku5772 Жыл бұрын
100% Right point :"
@mgsproduction5907
@mgsproduction5907 Жыл бұрын
Right କୋହିଲ ଭାଇ
@abinashjena2181
@abinashjena2181 Жыл бұрын
Thik katha...
@mutapan7
@mutapan7 Жыл бұрын
ଆଉ ପାଇଖାନା, electric କୁ ବାଦ ଦେଲ କାହିଁକି ଏମିତି ଆହୁରି ଅନେକ ଜିନିଷ ଅଛି ଯାହା add କର ଆଉ ଘର ଯେମିତି କେହି ନପାଇବେ ସେ କାମରେ ଲାଗିଯାଅ
@RD123.........
@RD123......... Жыл бұрын
Ground report ହେଲା ଯେଉଁ ମାନେ survey କରିବା ପାଇଁ ଗଲେ ତାହା ନାମକୁ ମାତ୍ର ଲୋକଙ୍କୁ ଦେଖେଇବା ପାଇଁ, କୁଜିନେତା ମାନେ ଯାହାକୁ select କରିଥିବେ ସେଇଟା list ରେ ଆସିଲା
@musicloverodia3302
@musicloverodia3302 Жыл бұрын
ଅପ୍ରିୟ ସତ କଥା...
@NROFFICIAL0.1
@NROFFICIAL0.1 Жыл бұрын
Right broo
@tikachanbag7218
@tikachanbag7218 Жыл бұрын
100 per sata
@dipakkumardipakkumar9230
@dipakkumardipakkumar9230 Жыл бұрын
Chora
@ranjankumarbarik591
@ranjankumarbarik591 Жыл бұрын
ଏଇଟା ଶତପ୍ରତିଶତ ଠିକ୍ କଥା।
@Parthasutar
@Parthasutar Жыл бұрын
ସତରେ ବିଜେପି ଏବଂ ବିଜେଡି ଦୁହେଁ ଦାଇ,
@bhartibadhei8775
@bhartibadhei8775 Жыл бұрын
Right
@Hocomedystar
@Hocomedystar Жыл бұрын
ଆଜି କାଲିକା ସରପଞ୍ଚ ମାନେ ଘର ଜାର ନାହିଁ ତାକୁ ଦେଉ ନାହାନ୍ତି ଓ ଜାର ଘର ଅଛି ତାକୁ ଦେଉଛନ୍ତି...ଏଥି ପ୍ରତି କେନ୍ଦ୍ର ଓ ରାଜ୍ୟ ସରକାର ଦାୟୀ....ସରକାରୀ କାଯ୍ୟ କରୁଥିବା ରାଜନୌତୀକ ଅଫିସର ମାନେ ମଧ୍ୟ ଦ୍ଵୟୀ.....ଏହିପରି କରୁଛନ୍ତି
@babulapatiarbabulapatiar8338
@babulapatiarbabulapatiar8338 Жыл бұрын
ଫ୍ରିଜ ଥିଲେ ମିଳିବନି କଣ ପାଇଁ ଗରିବ ପୁଅ ଧନୀ ଘରେ ବାହାହେଇଛି ଝିଅ ହର ଦେଇଥିବେ ଫ୍ରିଜି କଣ ସେ ଧନି ଝିଅ ବଢୀ ହେଇ ରହିଯାଉଛନ୍ତି ସେଥି ପାଇଁ ଟିଭି ,ଫ୍ରିଜ, କୁଲର ,ୱାସିଙ୍ଘ୍ ମେସିନ ଦେଉଛନ୍ତି ମୋଟା ଅଙ୍କ ରେ ପଇସା ଜ୍ଜଇଁ ନାଁ ରେ ରଖୁଛନ୍ତି ତାର କଣ ( ଆବାସ ଘର) ପାଇବା ଅଧିକାର ନାହଁ ସେ ପୁଅ ଜଣେ ଗରିବ
@bhupalchandrapujhari7377
@bhupalchandrapujhari7377 Жыл бұрын
ଓଡ଼ିଶା ରେ ଧନୀ ଧନୀ ଆଉ ଗରିବ ଗରିବ ହିଁ ରହୁଛି ଧନ୍ୟ ରେ ସରକାର ପ୍ରଥମରେ ଘରକୁ ତଦନ୍ତ କର
@rabindrapatel1016
@rabindrapatel1016 Жыл бұрын
ଆଶା କର୍ମୀ ଅଙ୍ଗୱାଡ଼ି କାମ କରୁଛନ୍ତି ସେମାନେ କେମିତି ପାଇଲେ PMAY ଘର
@purusottamnayak25
@purusottamnayak25 Жыл бұрын
ତମେ ଶଳା ଯେତେ ଯାହା ନିୟମ କଲେବି ସେ ଶଳା ଅଯୋଗ୍ୟ ହିତଧୀକାରୀ ମାନଙ୍କୁ ହିଁ ଘର ମିଳିବ ଏଇଟା 100% ସତ କଥା ।।
@karismadehury4547
@karismadehury4547 Жыл бұрын
Right👍👍👍
@jayodisha4507
@jayodisha4507 Жыл бұрын
ଗାଡ଼ି ଥିଲେ ଦେବ ନାହିଁ ଫ୍ରିଜ ଥିଲେ ଦେବନାହିଁ ତାମାନେ ସବୁ ଗରିବ ହେଇ ଥ ଏମିତି ଚାଉଁଛି କି ସରକାର l
@abbuafjal6769
@abbuafjal6769 Жыл бұрын
Garib kie
@debendrabagh6371
@debendrabagh6371 Жыл бұрын
ଦେଖନ୍ତୁ ଆମେ ଯଦି କୁଲି କାମ କରି କି ବି 10000 ରୋଜୋଗlର କରି ପାରିବୁ ସେଇ ଟା ତ ସରକାର ଦେଇନି କି ଆମକୁ ଗମ୍ମେଟ୍ ଜବ ମିଳିନି ଆମେ ନିଜ ପରିଶ୍ରମ ବଳରେ ରୋଜଗାର କରିଛୁ ସେଥି ରେ ତାର କଣ ଫlଟୁଚି କିମ୍ବା ଜଣେ ଲୋକ ତା ପରିଶ୍ରମ ବଳରେ ବି ତ ଫ୍ରିଜେ ଗଟେ କିଣି ପାରିବ ସେଇ ଟା ତ ସରକାର ଦେଇନି l ଆଉ କଣ ପାଇଁ ରାଜ ନୀତି ଦେଖାଉଛି ଏଇଟା ହେଉଛି ଗଟେ ବାହlନl କହୁ ସଲା ସରକାର କହୁଛି ସେ ସଲl କୁ କିଏ ବି ଭୋଟ୍ ଦେବେନି l ସବୁ ଭୋଟ ହେଉଛି ଏଇ
@shrimapradhan8372
@shrimapradhan8372 Жыл бұрын
Sir Amara kendrapada district ra ବଗଡା ପଞ୍ଚାୟତ ରେ sir 2 ତାଲା ଘର ପୁଣି 2ta pickup thile ବି ତାଙ୍କୁ ଘର ମିଳୁଚି
@jhasketanpradhan602
@jhasketanpradhan602 Жыл бұрын
ଜମି ବାଡ଼ି କାଗଜପତ୍ର ଦେଖି 🏠 ଦିଆ ଜାଉ
@deepakkumarsatapathy6994
@deepakkumarsatapathy6994 Жыл бұрын
ମୋରଫନୀ ରେଘରେ ସଂପୂର୍ଣ୍ଣ ଭାଙ୍ଗୀ ଥିଲା କିନ୍ତୁ ମେତେ ଦେଲେ ନାହିଁସବୁ ଖାଇଗଲେ
@kamalbehera2358
@kamalbehera2358 Жыл бұрын
So Sorry bhai, ରାଜନୀତି ରେ ସାଧାରଣ ଜନତା ହିଁ ବଳି ପଡ଼ୁଚି 😒
@rakeshmallik2999
@rakeshmallik2999 Жыл бұрын
ଫ୍ରିଜ୍ ଥିଲେ ଘର ଦିଆ ଯିବନି ଠିକ୍ ଅଛି ପକ୍କା ଘର ଥିବା ବ୍ୟକ୍ତି କୁ ଭୋଟ ନାହିଁ
@ashishhembram21
@ashishhembram21 Жыл бұрын
ଆଉ ଯୋଉ ମାନେ ଘର ଥିବା ସତ୍ତ୍ବେ ପାଇଛନ୍ତି ତାଙ୍କୁ ବି ଦୋଣ୍ଡିତ୍ କରାଯାଉ 🙏
@anantdas3147
@anantdas3147 Жыл бұрын
ଭୁମୀହିଁନକୁ ମିଳିବ କୀ ନାହିଁ ପୁରୀ ଜିଲ୍ଲାର ସୋରଭା Panchayat ଵାଷିଧ୍ୟା
@MDSahu-yd5bh
@MDSahu-yd5bh Жыл бұрын
ଗରିବ ଲୋକଙ୍କ ଙ୍କୁ ଦିଆଯାଉ
@ramchandrabindhani9451
@ramchandrabindhani9451 Жыл бұрын
ମୁଁ ଅଭାବରେ ପାଠ ପଢିବା ଛାଡି ଗୁଜରାଟ ଦାଦନ ଖଟି ଏବେ ଗାଡିଟି କରିଛି, ମୋତେ ଇନ୍ଦ୍ରାଆବାସ ମିଳିବନି, ଧନ୍ୟ ସରକାର,
@chakradharasahoo5948
@chakradharasahoo5948 Жыл бұрын
Heartily thanks kanak news staff
@stylishgirlsunitasahoo59
@stylishgirlsunitasahoo59 Жыл бұрын
ସରପଞ୍ଚ ନାଆଁ କୁ ମାତ୍ର କିଛି କାମକୁ ନୁହଁନ୍ତି ସେମାନଙ୍କୁ ଦେଖାଯାଏ ନାହି କିଏ ଗରୀବ କିଏ ଧନୀ ,ଅନ୍ଧ ହୋଇଯାଇଛନ୍ତି ଆମକୁ କିଛି ବି ଦେଉନାହାନ୍ତି ସରପଞ୍ଚ ଏମିତି ତାଙ୍କ ହାତରୁ ଦେଇଦେଲା ପରିକା 63 ବର୍ଷ ହେଲା ଭର୍ତା ଦେଉନାହାନ୍ତି କି 20,25 ବର୍ଷ ହେଲା ଆବାସ ବି ଦେଉନାହାଁନ୍ତି କେତେ କହିବୁ ?କହି କହି ଥକି ଗଲୁଣି ଆପଣ କାହିଁକି ମିଡିଆରେ ଭାବନାର କରୁଛନ୍ତି ମିଳିବ ମିଳିବ ବୋଲି କଣ news ବାଲା ଦେବେ କି ?
@pravashpanda6608
@pravashpanda6608 Жыл бұрын
Sir right points
@samirkumarpatra7077
@samirkumarpatra7077 Жыл бұрын
Jone vikari ghare bi bike ochhi
@sukantadalai1373
@sukantadalai1373 Жыл бұрын
India must required AP Govt.Best political Leader Arabinda kegerual ❤️👍🏾
@bhagabanpradhan7500
@bhagabanpradhan7500 Жыл бұрын
ଧନ୍ୟବାଦ ସାର୍ ଆପଣ ଆଲୋଚନା ବହୁତ ସୁନ୍ଦର
@ranjannayak8916
@ranjannayak8916 Жыл бұрын
Ok
@dhananjaymohapatra5162
@dhananjaymohapatra5162 Жыл бұрын
Faltu rules
@prajaranjannaik4445
@prajaranjannaik4445 Жыл бұрын
BB
@Freefirelogospnk
@Freefirelogospnk Жыл бұрын
O
@Mr.UT_____009
@Mr.UT_____009 Жыл бұрын
ସରକାର ହେଇଛି ବୋଲି ଯାହା ନିୟମ ତାହା କରିବ ନା କଣ ଆମ ଗାଁ ରେ ସମସ୍ତେ ଘର ପାଇ ଲେଣି କିନ୍ତୁ ଆମକୁ ମିଳିନି 🥺ବାପା ସବୁଦିନ କହନ୍ତି ଆମ ଘର ଆସିବନି କି ବୋଲି ଚିନ୍ତାରେ ରହନ୍ତି🥺
@chakradharpradhan7085
@chakradharpradhan7085 Жыл бұрын
ଭାଇ ଟିକି କଇଲ
@Mr.UT_____009
@Mr.UT_____009 Жыл бұрын
@@chakradharpradhan7085 kie sunuchhi bhai
@padlamkhorra
@padlamkhorra Жыл бұрын
ଗରିବ ଲୋକଙ୍କୁ ଟେକିଲା ସରକାର ତାପରେ ମୋ ଘର jayana ରୁଣ କରି ଗରିବ ଜୀବନ ରେ ଚିନ୍ତା
@jyotiranjanmishra101
@jyotiranjanmishra101 Жыл бұрын
ଧନ୍ୟବାଦ୍ କନକ ନିଉଜ୍ ଏଇଭଳି ନିଉଜ୍ ପାଇଁ
@alokalokg1637
@alokalokg1637 Жыл бұрын
ଏମିତି ହେଲେ କାହାକୁ ବି ଘର ମିଳିବନି ଲୋକେ ଆଗରୁ ସଚେତନତ ହେଇଯିବ ସମସ୍ତଙ୍କର କିଛି ନା କିଛି ଅଛି କାହାକୁ ବି ମିଳିବନି
@upendramohapatra4698
@upendramohapatra4698 Жыл бұрын
ଜେଉଁ ମାନେ ଘର ପାଇ ଯାଇଛନ୍ତି. ରିକବରି କେମିତି?
@kamallochanpatra9315
@kamallochanpatra9315 Жыл бұрын
ଘର ଘର ବୁଲି ଆଗ ତଦାରଖ କରି ସରକାର ତାପରେ ଘର ଦିଅନ୍ତୁ
@Gobinda375
@Gobinda375 Жыл бұрын
ସବୁ ପାଗଳ ବୋକା ଅନ୍ଧ ସରକାର ଆଗକୁ କହିବେ ବାସନ କୁସନ , ଜୋତା ଓ ପୋଷାକ ପିନ୍ଧି ଥିଲେ ଘର ମିଳିବ ନାହିଁ।
@santoshipatra7841
@santoshipatra7841 Жыл бұрын
Hmm sarakari Babu nku miliba ghara
@rajendrakumarsahu1605
@rajendrakumarsahu1605 Жыл бұрын
ଆଗକୁ କହିବେ ମଣିଷ ମାନକଂୁ ଘର ମିଲିବନି
@porsurambhatara8056
@porsurambhatara8056 Жыл бұрын
ଯିଏ ଏକ ଟଙ୍କା ରେ ଚାଉଳ ପାଉଛନ୍ତି ସେମାନେ ହିଁ ଧନୀ ତାକୁ ଘର ଦିଅ ନାହିଁ । ।
@jayramsanta
@jayramsanta Жыл бұрын
ଆମ ଘରେ ପ୍ରିଜ଼ ନାହିଁ ହେଲେବି କୋଟି ଯାଇଛି ଘର..
@GiridhariPattanayak-qd9cb
@GiridhariPattanayak-qd9cb 3 ай бұрын
ବହୁତ ଭଲ ନିୟମ। ଘର ଦିଅ ନାହିଁ ସବୁଠାରୁ ଭଲ🙏
@shankarshanasahoo9331
@shankarshanasahoo9331 Жыл бұрын
ଯଦି ସରକାରଙ୍କ ଏ ସବୁ ନିୟମ ଅନୁସାରେ ଘରପାଇବେ ନାହିଁ ତାମାନେ ଯାହାର ମୋଟା ବାଣ୍ଡ୍ ଥିବ ଅର୍ଚ୍ଚନା ନାଗ ଵିଆରେ ପୁରେଇବା ପାଇଁ ସେଇ ମାନକୁ ଘର ମିଳିବ ବା ସରକାର
@stgamingstatus3694
@stgamingstatus3694 Жыл бұрын
ସାଇକେଲ ବି ଥିଲେ ଘର ମିଳିବ ନାହିଁ
@chandanodia6815
@chandanodia6815 Жыл бұрын
bjp, bjd ଲାଗିବେ କଳି ସୁର ବସି ମରିବ ତାଳି
@linadehuri5107
@linadehuri5107 Жыл бұрын
କହିଲ ନାହିଁ ଯାହାର ପକା ଘର ଓ଼ ଲୋକ 10ଥିବେ Thay are not get house
@mamalienterment3483
@mamalienterment3483 Жыл бұрын
ମନ୍ତ୍ରୀ ମାନେ ଏବଂ ବ୍ଲକ ର B D O ଜାଗା ମାଲିକ ତାସିଲଧାର ଘରେ ଘରେ ବୁଳୀ ୱାର୍କର ଦିଅନ୍ତୁ
@rakeshmallik2999
@rakeshmallik2999 Жыл бұрын
ସିଧା ସିଧା କହିଦିଅନ୍ତୁ ଘର ଦିଆଯିବନି
@ranjanbehera8759
@ranjanbehera8759 Жыл бұрын
Indira.abasha.jojana .Congress. Sarkar.samayare.amiti.hoinahi
@brahmanandabiswal6413
@brahmanandabiswal6413 Жыл бұрын
ଦାଈ ହେଉଛନ୍ତି ସରପଞ୍ଚ ଆଉ ବିଡ଼ିଓ
@rabindrapatel1016
@rabindrapatel1016 Жыл бұрын
ଯାହାର 5ଏକର ରୁ ବେଶି ଜମି ଅଛି ସେମାନେ କେମିତି ପାଇଲେ PMAY ଘର
@jayramsanta
@jayramsanta Жыл бұрын
Ok ଭୋଟ ମିଳିବ ନାହିଁ.. ଆପଣ ମାନେ ଖୁସି ତ???
@kanakalatamohanta162
@kanakalatamohanta162 Жыл бұрын
ଜଣେ ଜନପ୍ରତିନିଧି ଯଦି ଦଶମ ଫେଲ ହେବ ତାଙ୍କ ଅଧିନରେ ଜଣେ ଓଡିଶା ପ୍ରଶାସନିକ ସେବା ଅଧିକାରୀ କାର୍ଯକରିବେ ସେଇଠି ରାଜ୍ୟର ଅବସ୍ଥା କ'ଣ ହେବ
@niranjansahoo7581
@niranjansahoo7581 Жыл бұрын
Auu gota add kar jahar mobile phone achi se bi ghar paiba nahi
@mdjohn6076
@mdjohn6076 Жыл бұрын
Amaku bi deinahanti bhai
@CK.VLOGS70
@CK.VLOGS70 Жыл бұрын
ସିଧା କଥା ଜିଏ ଲାଞ୍ଚ ଦେବ ତାକୁ ଘର ମିଳିବ
@madhabnaik6530
@madhabnaik6530 Жыл бұрын
Gramshava metting and property,land,plot cheak than worker state govt and india govt . ସବୁ ବର୍ଷ ର ଘର ତାଲିକା ଜନତା ଦେଖିବା ଦରକାର ।
@pradeepkishan535
@pradeepkishan535 Жыл бұрын
Sarkar online re dekhiki diantu mor adhikansa lon achi Ghar milibaki nahi
@ramakantabarik4944
@ramakantabarik4944 Жыл бұрын
ଅନ୍ଧ ନିଷ୍ପତ୍ତି ।
@p.s.2592
@p.s.2592 Жыл бұрын
କିନ୍ତୁ ଯିଏ ଥରେ ଘର ପାଇଛି ସିଏ 3,4,5 ଟି ଘର ପାଇବ
@debamohanty8348
@debamohanty8348 Жыл бұрын
ଯେଉଁ ମାନଙ୍କର ପାକଘର ସେମାନଙ୍କୁ ମିଳୁଛି ସେତବେଳକୁ ଭେରୀପିକେସନ କରାଯାଉ
@rabindrapatel1016
@rabindrapatel1016 Жыл бұрын
ଯାହାର ପୁଅ ଝିଅ ମାନେ ସରକାରୀ ଚାକିରୀ କରୁଛନ୍ତି ତାଙ୍କର ବାପା ମା କେମିତି ପାଉଛନ୍ତି PMAY ଘର୍
@pradyumnasarangi9667
@pradyumnasarangi9667 Жыл бұрын
ଠିକ୍ କଥା କହିଲଭାଇନା
@birendrabhuyan8546
@birendrabhuyan8546 Жыл бұрын
ଏଥିରୁ ଜଣା ପଡୁଛି ଜେ କେହି ବି ଲୋକେ ଘର ପାଇବେ ନାହିଁ,ସରକାର ଖାଲି ଘର ଦେଉଛି ବୋଲି କହିବେ କିନ୍ତୁ କେହିପାଇବେନି,ଆଉ ଯିଏ ଗରିବ ସେ କେବେ ପାଇବାନି କାରଣ ସବୁ ରାଜନୀତି ଚାଲିଛି ଭାଇ ,ଯିଏ ଧନୀ ସେହି ଲୋକମାନେ ହି ଏହି ଘର ସବୁ ପାଇବେ
@satyajena8496
@satyajena8496 Жыл бұрын
ସାର୍ ଏଠି ସବୁ କୁଜି ନେତା ଖେଳ କରୁଛନ୍ତି , ଆମେ ଗରିବ ହେଲେ ଘର ଖଣ୍ଡେ ପାଇଁ , ଆକୁ ତାକୁ କହିବାକୁ ପଡ଼ୁଚି, ସବୁ ବଡ଼ ବଡିଆ ଘର ପାଉଛନ୍ତି ଆମେ ନୁହେଁ,
@Suriyaexplorevlogs
@Suriyaexplorevlogs Жыл бұрын
A Sabu Paisa ra khela ...bhala re sarvy Kara au ghara dea ....Jay jagannath
@sasmitakanhar9148
@sasmitakanhar9148 Жыл бұрын
Sathik tadanta hele Bahut loka ahi sambhabya list ru bad padibe...kintu heba nanhi ,rajanita chalichi.
@basantimalgo2651
@basantimalgo2651 Жыл бұрын
💯 right spach sir
@prajnashines7180
@prajnashines7180 Жыл бұрын
@kanak news if AADHAR is mandatory to ACCOUNT why calculation cant be done from that and automatically eligibility criteria will come. Why aren't you focusing on that? That may be for Ration card or any poverty alleviation programme. Adhar and account shall play a vital role in online mode to choose criteria. Even all are asking for job card labour card. Please focus on AADHAR linkage to ACCOUNT.
@niranjanmaity8227
@niranjanmaity8227 Жыл бұрын
ସରକାର କହୁଛନ୍ତି ତୁମେ ସବୁବେଳେ ଗରିବ ହୋଇ ରୁହ... ମୁଁ ତୁମ ମାନଙ୍କ ର ଉନ୍ନତି ଦେଖି ପାରିବି ନାହିଁ... ଆପଣ ମାନେ ଖୁସିତ....???
@kanshralientertain3749
@kanshralientertain3749 Жыл бұрын
Annapurna kansarali (Langbahal ) distik- sambalpur ,,,bamra 🏠 ଘର ପାଇବା ପାଇଁ କେତେ ଚେଷ୍ଟା କରିଥିଲି କିନ୍ତୁ କେବେ ବି ମିଳି ଲା ନାହିଁ କାହିଁକି?;;;;;;!
@dishomkumblu2453
@dishomkumblu2453 Жыл бұрын
ବାଳ ନୀତି ତମ ପାଖରେ ରଖ, open କଥା ହେଲା Modi ଦେଇଥିବା ପଇସା Nabin ଖାଇ ଦେଇଛି ସେଇଥି ପାଇଁ ଆଜି ଯାଏ ଲିଷ୍ଟ published ହୋଇପାରିଲା ନାହିଁ, Jharkhand Bihar West Bengal। ସବୁଆଡ଼େ 22-23 ପାଇଁ ସବୁ ଘର section heiki ghara complete but Odisha ସରକାର, ପିଟିମି ସଲାକୁ , ବାଳ ନୀତି ତମ ପାଖରେ ରଖ ହେଲା
@ajaykumarbaral5946
@ajaykumarbaral5946 Жыл бұрын
ଆମବିକଟାଦିଆଜାଇଛିଆମରଛାଳଘର
@prasannadas9316
@prasannadas9316 Жыл бұрын
ଏ ତ ଥ୍ୟ ଉପରେ ଭଲକରୀ ତଦାର କ ହେବା ଆବଶ୍ୟକ
@papumami
@papumami Жыл бұрын
Aji kintu Khordha pakha Taratua adibasi ସାହିରେ ଏମିତି କିଛି ଘର ନାଇ କି ଫ୍ରିଜ୍ ନାହିଁ କି ଗାଡି ନାହିଁ ଏମାନଙ୍କୁ କଇଁ ଘର ମିଳୁନି କି ଜାଗା ଖଣ୍ଡେ ମିଳୁନି କି
@prabhashbal3453
@prabhashbal3453 Жыл бұрын
Bike and freeze kisti re jane gariba loka aanithiba Narendra Modi ki Naveen Pattnaik magana re deichhiki
@sushree5077
@sushree5077 Жыл бұрын
ଯେମିତି ଧର୍ମଶାଳା ରେ ୨ତଳ କୋଠା ବହୁତ୍ ଟଙ୍କା ଦରମା ପାଉଥିବା ଲୋକ ବିପିଏଲ ଏଲେଟ୍ରି ଜାଲୁଛନ୍ତି। ୟିମିତି enquary ହେଉଛି । ୟେଥିପାଇଁ special ସ୍କ୍ୱାର୍ଡ କରି enquary କରାଯାଉ।
@abhaybehera5647
@abhaybehera5647 Жыл бұрын
ଭାଇ ଯେତିକି ନିୟମ ରଖିଲେ ସେସବୁଥିବା ଲୋକମାନଙ୍କୁ ଘରପାଉଛନତୀ.ଆଉ ନଥିବା ଲୋକ ତ ନାହିଁତ ନାହିଁ😂
@tractorsupportod8556
@tractorsupportod8556 Жыл бұрын
ଫ୍ରୀଜ୍,ମଟର ସାଇକେଲ କନ ସରକାର deithile ki??? Naa tanka bopa deithila Sale amari paisa re ଅ ଏସ କରୁଛନ୍ତି /😤
@pabitrasatapathy755
@pabitrasatapathy755 Жыл бұрын
ଘର ପାଇବ ଯଦି ସବୁ ଗରିବ ହୁଅ
@rameshbarik29
@rameshbarik29 Жыл бұрын
ଧନ୍ୟରେ,ଆମ, ଓଡ଼ିଶା, ସରକାର ତାଙ୍କୁ, ଦେଖାଯାଉ, ନାହିଁ, ଆମେ ଲାଞ୍ଚ ନଦେବାରୁ,ଆମ,ପଞ୍ଜାୟତର,ସରପଞ୍ଚ, ସମିତି ସଭ୍ୟ, ମାନଙ୍କୁ ଧର୍ମ ସହିଲେ,ବଡ଼, କଥା କାରଣ ଆମ, ସରକାର ସବୁବେଳେ ଅବହେଳା କରିଆସିଥିବା ରୁ, ପଞ୍ଚାୟତ ରାହାସୋଇ ମୁଁ ଜଣେ ଜୋଗ୍ୟ ହିତାଧି କାରି ହୋଇ ଥିଲେବି ମୋର ଙ୍ଗାଲୋକ ଭିତିରିଆ, କାଟି ଦେଇଛନ୍ତି ସେଥିପାଇଁ ବହୁତ ବଡ଼ କଥା, ଲାଞ୍ଚୁଆକୁ,ଆମ, ସରକାର,ରୁକି, ପାରୁନାହିଁ, ତେଣୁ ଆମେ, ଗ୍ରାମରେ, ଗରିବ ପରିବାରରେ, ଲୋକ ମାନେ, ଘର, ପାଇପାରୁ ନାହାନ୍ତି ମୁଁ ଜଣେ ଜୋଗ୍ୟ ହିତାଧି କାରି ହୋଇ ମଧ୍ୟ ମୋର ନାମଟିକୁ ଙ୍ଗାଲୋକ କାଟି ଦେଇଛନ୍ତି
@romeosada1432
@romeosada1432 Жыл бұрын
2024 ରେ ଭୋଟ ମାଗିବାକୁ ଆସିବେ ସମସ୍ତେ ଆଖି ବୁଜି କରି ଭୋଟ ଦେବେ ନାନା k ମାର ତାଲି ମାଡି ଚାଲ ଆପନ ଖୁସି ତ ସବକେ ସାତ ସବକେ ପ୍ରୟାସ ସବକେ ବିଶ୍ୱାସ 😊😊😊😊😊😊😊😢😢😢😢😢😢👍👍👍👍👌👌👌👌💐💐💐💐
@benudharchhatria9768
@benudharchhatria9768 Жыл бұрын
ତାର ଆଗରୁ ତୋ ଶବକୁ ଘର୍ ଦିଆ ହେଇଛେ ବାଇକ୍ freezer ଥିଲା beneficiary କେ 10 ହଜାର income ଥିଲା ଲୋକ କେ
@ramchandrabindhani9451
@ramchandrabindhani9451 Жыл бұрын
ଆଗ ଧାଡି ବଡ଼ ବଡ଼ିଆ ପାଇଗଲା ପରେ, ଏବେ ପଛୁଆ ବର୍ଗର ପାଳି, ଯୋଉମାନେ ପୂର୍ବରୁ ଗାଡି, ଫିଜ଼, ଥାଇ ଘର କରିଛନ୍ତି ସେମାନଙ୍କୁ କଣ ଛାଡ଼ିଦବେ,
@banamalipatra514
@banamalipatra514 Жыл бұрын
Kebalo neta badabadia nka Raj chalichi vatbele sabunijara vat sahile Kia kahara
@lovingbirdSumiSaroj
@lovingbirdSumiSaroj Жыл бұрын
୧୦ ହଜାର ସବୁ ଘରେ ରୋଜଗାର କରୁଛନ୍ତି,ସମସ୍ତେ ଅଯୋଗ୍ୟ ,ପ୍ରିୟ ନବୀନ ଆଉ ମୋଦି ବାବୁ ଯୋଉ ମାନେ ପଟି ମାରିକି ଘର କରିବା କଥା କରିଦେଇଛନ୍ତି ବିଚରା ଏବେ ଗରିବ ମାନେ ହ୍ନି ବଞ୍ଚିତ ହେବେ
@tankadharsabar1656
@tankadharsabar1656 Жыл бұрын
ତୁମର ସରପଞ୍ଚ ନେଇନ ke ମେମ୍ବର କେହିଗଲା ତାକେ ଲଙ୍ଗଳା କରି list କରିକରି ଦିଅ ମେମ୍ବର ଶଳା କେହିଗଲା ତାରମାନେ ସବୁ ମୂର୍ଖ ସରପଞ୍ଚ ଓ ମେମ୍ବର
@tankadharsabar1656
@tankadharsabar1656 Жыл бұрын
ସବୁ forud news କେତେ ଦୂର ସତ list ରଖିଛନ୍ତି କି ତମେ ପ୍ରମାଣ ଦେଇପାରିବେ ନାହି ପ୍ରମାଣ ଦେବ village ମେମ୍ବର & ସରପଞ୍ଚ ଆଗରୁ thila ସବୁ ସରପଞ୍ଚ କେଁ ସାର୍ମଳାଗୁ ଲାଞ୍ଚ ନେଇକରି ଘର worker ଦେଉଛେ
@minaketan5562
@minaketan5562 Жыл бұрын
ସେଟା କାର ଭିଡିଓ officer and ଗ୍ରାମ ପଞ୍ଚାୟତ ମୁଖ୍ୟା ସରପଞ୍ଚ କୁ ବହିସ୍କାର କରାଯାଉ । ଏଣ୍ଡ ଗ୍ରାମ ସେବକ , jrs କୁ ମଧ୍ୟ ବହିସ୍କାର କରାଯାଉ । ଆମ ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ରେ ଧନ ସଂପତ୍ତି ରହିଛି ଏଣ୍ଡ 3/4 ଏକର ଜମି ଯାହାକୁ ରହିଛି ସେଇ ମାନଙ୍କୁ ଇନ୍ଦ୍ରା ଆବାସ ଗୃହ ବହୁତ୍ ଲୋକ ଙ୍କୁ ମିଳିଛି । ଏଇ ମାଗିଆ ସରକାର ଙ୍କୁ କେବେବି ଭୋଟ ନ ଦିଆ ଯାଉ । ଗ୍ରାଉଣ୍ଡ ରେଲେଟେଟ ରେ ସରପଞ୍ଚ ଏଣ୍ଡ ନିଜ ଗ୍ରାମ ର ୱର୍ଡ ମେମ୍ବର ମାନଙ୍କୁ ପାଇଁ ଏଇ ସବୁ ହେଉଛି ।
@dhaneswarbehera7633
@dhaneswarbehera7633 Жыл бұрын
ସାର ଆପଣଙ୍କୁ କଉ ଅଫିସର ଡାଟା ଦେଇଛନ୍ତି ନା ପ୍ରଧାମନ୍ତ୍ରୀ କି ମୁଖ୍ୟ ମନ୍ତ୍ରୀ କି ଆପଣ ନିଜ ନମୁନାରେ କହୁଛନ୍ତି। ଖଣ୍ଡେ ଦୁଇ ଚକିଆ ଯାନ ଗୋଟିଏ ଘରର କଣ ଏତେ ବଡ ସମ୍ପତି, ଗୋଟିଏ ଫ୍ରିଜ୍ କଣ ଏତେ ବଡ ସମ୍ପତି, କେଉଁଟା ଯୋଗ୍ୟ ଆଉ କେଉଁଟା ଅ ଯୋଗ୍ୟା ସେଇଟା VLW ଏବଂ ସରପଞ୍ଚ ବାବୁ ଠିକ୍ ଜାଣନ୍ତି, ହେଲେ ଅଯୋଗ୍ୟ ପାଇଁ ଘର କିନ୍ତୁ ଅଯୋଗ୍ୟ ପାଖରୁ କିଛି ଲାଭ ମିଲେନି ଯେଉଁଟା ଯୋଗ୍ୟ ପାଖରୁ ମିଳିଥାଏ ସେଥିପାଇଁ ଯୋଗ୍ୟତା କୁ ହିଁ ପ୍ରଥମେ ସରକାରୀ ଯୋଜନା ମିଳିଥାଏ ଏଇଟା ତ ସାର ଲାଭ କ୍ଷତିର ଦୁନିଆ। ସରକାର ଏଇଟା ସଠିକ୍ ତଥ୍ୟ ଦେଉ ନାହିଁ ଯେ କାହା ପାଖରେ କେତେ ସମ୍ପତି ଥିଲେ ସେ ଯୋଗ୍ୟ ଆଉ ଅଯୋଗ୍ୟ, ଯଦି ସରକାର ଜାଣି ପାରୁ ନ ତା ହେଲେ ତସିଲ, ଆରାଇ, ଭିହ୍ଲାନ୍ସ କଣ ପାଇଁ ରଖିଛି , ଏହାର ଉତ୍ତର ଦେଇ ପାରିବେ କୀ?।
@ramchandrabindhani9451
@ramchandrabindhani9451 Жыл бұрын
ଯୋଉ ମାନଙ୍କ ଲିଷ୍ଟ ଅଛି, ସେମାନେ କଣ ଘରେ ଥାଇ ପାଇଛନ୍ତି, ଏଇ ମହିଳା କୁ ଦେଖେଇଲ, ତାକୁ ତଦନ୍ତ କର କୋଉଠି ସିଏ ଇନ୍ଦ୍ରାଆବାସ ଯୋଜନାରେ ଦରଖାସ୍ତ ପକେଇଥିଲା,
@ranjankope6622
@ranjankope6622 Жыл бұрын
ସାର ମୁଁ ଜଣେ homegard no work no pea ଯାହା କି ଲେବର ଆକାର ରେ ଡିଉଟି କରୁଛୁ ଦିନକୁ 400 ଟଙ୍କା ରେ,କହିବାକୁ ଗଲେ ଠାକୁର ରାଣ ମୋର ଗୋଟିଏ ଝାଟିମାଟି ର କୁଡ଼ିଆ ଅଛି ତାହା ପୁଣି ବୁଦ୍ୟୁତ ସଂଯୋଗ ନାହିଁ bike ବି ନାହିଁ ସାଇକେଲ ଟିଏ ଅଛି, ପୂର୍ବରୁ କେବେ ଘର ଟିଏ ବି ପାଇନାହିଁ, ଯଦି ପାଇବିନି କାହିଁକି?, ଜଣେ ମିସ୍ତ୍ରୀ ଦିନକୁ 500 ରୁ ଅଧିକା ପାଉଛି ତାଙ୍କୁ ପୁଣି ନିର୍ମାଣ ଶ୍ରମିକ ପକ୍କାଘର ଦିଆଗଲା ,ଆମକୁ ମିଳିବନାହିଁ କାହିଁକି? Please sir reply me
@johngonda4417
@johngonda4417 Жыл бұрын
କେଉଁମାନେ ଘର ପାଇବେ ? ଯେଉଁମାନେ ଗଛମୂଳେ ଛାମୁଣ୍ଡା କରିଥିବେ, ଭିକ ମାଗି ଖାଉଥିବେ, ଘରେ ମାଟି ହାଣ୍ଡି ଛଡା ଷ୍ଟିଲ୍ ହାଣ୍ଡି, ବାସନ୍ କୁସନ୍ କିଛି ନଥିବ, ଲୁଗାପଟା ନ ପିନ୍ଧି ଅଖା ପିନ୍ଦୁଥିବ, ବିଲ୍ କୁଲ୍ ପାଠ ସାଠ ପଢିଥିବ, ବ୍ୟାଙ୍କ୍ ଆକାଉଣ୍ଟରେ ନଥିବ, .....। ତେବେ ସରକାରଙ୍କ ଘର ଖଣ୍ଡେ ପାଇବେ ।
@papumami
@papumami Жыл бұрын
Jete Sabu ସରକାରୀ ଯାଗା ଥିଲା ସବୁ ସରକାର ନେଇଗଲେ ଖୋଲରେ ବଞ୍ଚିଥିଲେ କିନ୍ତୁ ଘର ପଛ ପଟେ ପୋଲିସ କ୍ୟାମ୍ପ
@rakeshmallik2999
@rakeshmallik2999 Жыл бұрын
ଯେଉଁ ବ୍ୟକ୍ତି ପୂର୍ବରୁ ନେତା ଥିଲେ ସେମାନଙ୍କୁ ଭୋଟ ନାହିଁ
@ramchandrabindhani9451
@ramchandrabindhani9451 Жыл бұрын
ଗୋଟେ ସରକାର ବେଶିଦିନ ରହିଲେ, ଏମିତି ହୁଏ, ବିଜେପି ଓ ବିଜେଡି କୁ ଯାଞ୍ଚ କରିବାର ସମୟ 2024ରେ ଆସୁଛି,
@nilamadhabapatra1968
@nilamadhabapatra1968 Жыл бұрын
ଏହି ନିତିରେ କେହିବି ଘର ପାଇବେ ନାହିଁ। ଭଲ ହେବ ସରକାର ଏହି ଯୋଜନା ଗୁଡ଼ିକୁ ଉଠାଈ ଦେଲେ। ସରକାରଙ୍କ ରାଜସ୍ବ ମଧ୍ୟ ବଢ଼ିବ।
@hansdakola7441
@hansdakola7441 Жыл бұрын
ଧନି ମାନଙ୍କୁ ତୋ ଘର ମିଣିସାରିଛି ଏବେ ସବୁ ରୂଲ କାଢୀବ ଜଦି ଏମୀତି ରୁଲ ଥିଲା ଆଗରୁ କରି ଥାନ୍ତ ସବୁ ଗରିବ ଲୋକ କୁ ଦେଇ ଥାନ୍ତ ଶଳା ରୁଲ କାଢୁଛ
@gobardhannaik899
@gobardhannaik899 Жыл бұрын
Kendra Sarkar କେତେ କହିଲେ ତା ଭିଡିଓ ଦେଖନ୍ତୁ ତା ପରେ କଥା କୁହ
А ВЫ ЛЮБИТЕ ШКОЛУ?? #shorts
00:20
Паша Осадчий
Рет қаралды 9 МЛН
Как подписать? 😂 #shorts
00:10
Денис Кукояка
Рет қаралды 8 МЛН
Please Help This Poor Boy 🙏
00:40
Alan Chikin Chow
Рет қаралды 22 МЛН
Running With Bigger And Bigger Lunchlys
00:18
MrBeast
Рет қаралды 117 МЛН
А ВЫ ЛЮБИТЕ ШКОЛУ?? #shorts
00:20
Паша Осадчий
Рет қаралды 9 МЛН