ଭାଙ୍ଗିବ ବେଆଇନ ଆପାର୍ଟମେଣ୍ଟ ! ସାବଧାନ, ଏଠି ନାହିଁ ତ ଆପଣଙ୍କ ଫ୍ଳାଟ୍ ? Illegal apartment ! Dinanka Tv |

  Рет қаралды 260,612

Dinanka Tv

Dinanka Tv

Күн бұрын

Пікірлер: 158
@prafullanayak9729
@prafullanayak9729 2 ай бұрын
ଭାଷଣ ନୁହେଁ, କାମକରିଦେଖାଉ ବିଜେପି, ଜନସାଧାରଣ ବହୁତଖୁସି,
@managobindapatra4764
@managobindapatra4764 2 ай бұрын
ଓଡ଼ିଶାକୁ ବଞ୍ଚାଇବାକୁ ହେଲେ ଵେ ଆଇନ୍ କୁହଟାଯାଊ
@basudev999t
@basudev999t 2 ай бұрын
ଏମାନେ ଜମା ଭୋଟ ଦେଇନାହାନ୍ତି . ତାଙ୍କ କଥା ସୁଣନି ଭାଙ୍ଗିଚାଲ . ଏ ସବୁ ବିଜେଡି ବାଲା କିଛି ମାନନା
@Adinamaasound
@Adinamaasound 2 ай бұрын
ଭଙ୍ଗା ଯାଉ
@santoshineekarmi6805
@santoshineekarmi6805 2 ай бұрын
ପ୍ରଥମେ ପାଣ୍ଡିଆନ କୁ ଗିରଫ କର ଦମ ଅଛି ତ
@nirmalbehera523
@nirmalbehera523 2 ай бұрын
😂😂😂😂 good guy Mr. Pandian
@nilakanthasahoo8101
@nilakanthasahoo8101 2 ай бұрын
ପାଣ୍ଡିଆ ତତେ ଭଲ ଲାଗିଲା ବାରେ ବା ଓଡ଼ିଶା କୁ ଖାଇଦେଲା
@chandiprasadsamant66
@chandiprasadsamant66 2 ай бұрын
ବେଆଇନ ଆପାର୍ଟମେଣ୍ଟ ଗଢ଼ି ତୋଳିବାରେ ଯେଉଁ ସରକାରୀ କର୍ମଚାରୀ,ବିଭାଗୀୟ ମନ୍ତ୍ରୀ ଓ ବିଲଡର ଦାଇ ସେମାନଙ୍କର ସମ୍ପତ୍ତିକୁ ବ୍ୟାଯାପ୍ତି କରି ସେହି ଅର୍ଥକୁ ଆପାର୍ଟମେଣ୍ଟ କ୍ଷତିଗ୍ରସ୍ତଙ୍କୁ ଦିଆଯିବାକୁ ସରକାରଙ୍କୁ ଅନୁରୋଧ ।
@odishatourist523
@odishatourist523 2 ай бұрын
100%right
@aloksahoo3874
@aloksahoo3874 2 ай бұрын
Right
@shinquanone8714
@shinquanone8714 2 ай бұрын
ଠିକ୍ ଏମିତି କରିବା କଥା।😅😅😅😅😅
@rajeshkumardas168
@rajeshkumardas168 2 ай бұрын
ନିଜ ଘର ଭାଙ୍ଗିଲେ ଜାଣିପାରିବ କାହାର ଘର ଭାଙ୍ଗିଲେ କେତେ କଷ୍ଟ ହୁଏ ​@@shinquanone8714
@karamjitsatpathy5404
@karamjitsatpathy5404 2 ай бұрын
Bhubaneswar Niladri vihar sec 2 ku asantu. Side ghara sabu kemiti dakhal kari bhada dei loka nka bata band karichanti dekhibe. Rasta re chaliba kasta. Gadi kemiti sabu jiba. Bhanga sabu.
@HemantBehera-ve7mu
@HemantBehera-ve7mu 2 ай бұрын
ନିୟମ ସମସ୍ତଙ୍କ ପାଇଁ ସମାନ ହେଉ।
@RajeshNath-s8m
@RajeshNath-s8m 2 ай бұрын
ତୁରନ୍ତ କାର୍ଜ ଅନୁଷ୍ଠାନ କରନ୍ତୁ
@bijayasahoo6259
@bijayasahoo6259 2 ай бұрын
ଜଉ ବିଲଡର ଘର ବିକିଲା ଯିଏ କିଣିଲା, ଯିଏ ତାକୁ ପ୍ରଶୟ ଦେଲା ତାକୁ ଯିଏ ସରକାର ପ୍ରସୟ ଦେଲା ତାଠୁ ଆଦାୟ କରାଯାଉ, ଲୋକ ମାନଙ୍କ ଟେକ୍ସ ଟଙ୍କା ଶେମାନ ଙ୍କୁ ଦିଆ ନ ଯାଉ,
@srikantaharichandan1464
@srikantaharichandan1464 2 ай бұрын
କିଛି ବି relaxation ଦରକାର ନାହିଁ। ଏମିତି ସର୍ବକ୍ଷମା କରି କରି bhubaneswar ପାଣିରେ ବୁଡୁଚି।
@sauravraul2012
@sauravraul2012 2 ай бұрын
ଯେତେ ବେଳେ ତିଆରି ହେଲା ସେତେ ବେଳେ BMC ଶୋଇଥିଲା କି?
@SarojJena-m5c
@SarojJena-m5c 2 ай бұрын
Bjd sasan thila
@Dhonimusic-l1g
@Dhonimusic-l1g 2 ай бұрын
Bjd kan karuthiba setebele
@Dhonimusic-l1g
@Dhonimusic-l1g 2 ай бұрын
News kan kahuchi Suna
@dnandadinesh
@dnandadinesh 2 ай бұрын
BMC enforcement Team କଣ କରୁଥିଲେ ଓ କଣ କରୁଛନ୍ତି ଏବେ ଖାଲି ବୁଲି ବୁଲି ରାସ୍ତା ରୁ ହୋଡିଙ୍ଗ ବାହାର କରିବ ଓ ନିଜ ପକେଟ୍ ଗରମ କରିବ | ପ୍ରଥମେ ସେ ଅଞ୍ଚଳର କର୍ପୋରେଟର କୁ ପଚରାଯାଉ | ବାହାରୁ ଆସୁଥିବା ଲୋକେ କେମିତି ଆଧାର କାର୍ଡ ପାଇଲେ ଓ ବସ୍ତି ବନାଇଲେ ?
@HemantBehera-ve7mu
@HemantBehera-ve7mu 2 ай бұрын
ଜମି ଚୋରଙ୍କୁ ମାଫ କରନି
@SumitKumarPrusty-b1p
@SumitKumarPrusty-b1p 2 ай бұрын
ମେଫେୟାର hotel କେଭେ vangiba
@harekrishnatripathy7344
@harekrishnatripathy7344 2 ай бұрын
ଯାହା ହେଲେ ବି builder କୁ କଡା fine କରି regularise କରିଦେବା katha
@RajeshDas-ym4xp
@RajeshDas-ym4xp 2 ай бұрын
Right decision
@Debendradas-r8c
@Debendradas-r8c 2 ай бұрын
BMC ଆଜିପଯଂନଂକଣକରୁଥିଲା
@bhanumatirana7531
@bhanumatirana7531 2 ай бұрын
Good morning sir super pic video news respect 🇮🇳🌷👏
@nilakanthasahoo8101
@nilakanthasahoo8101 2 ай бұрын
କଳ୍ପନା ଛକ ଗ୍ୟାଲେରୀଆ ମଲ ଦେଖ ନ୍ତୁ ମୁ ଗୋଟେ 2ଚକିଆ ଗାଡି ର ଗ୍ୟାରେଜ କରିଥିଲି ପେଟ ପୋସୁଥିଲି ଏ ଶଳା ପାଣ୍ଡିଆ bmc କୁକୁର ଲଗେଇ ଦେଲା ପର୍କିଗ କଲା ସରକାରୀ ଜମି ଉପରେ ବଗିଚା କଲା ସନ୍ଧ୍ୟ ସମୟରେ ରୋଡ ଏପଖରୁ ସେ ପାଖ ଯିବା କଷ୍ଟ
@niharpalai3774
@niharpalai3774 2 ай бұрын
No relaxation only punishment, Kahaku ଛଡ଼ା ନଯାଇ ଉଚିତ୍ ନ୍ୟାୟ ହେଉ🙏
@gsmahapatra2709
@gsmahapatra2709 2 ай бұрын
Nyaa samastanka pain saman heba darkar.
@arjunkumarsahoo5768
@arjunkumarsahoo5768 2 ай бұрын
Right
@prakashchandrarana5095
@prakashchandrarana5095 2 ай бұрын
ବିଜେଡ଼ି ସରକାର ଙ୍କ ବବି ଦାସ କେମିତି ଘର ଭାଙ୍ଗି ଥିଲେ
@patitapabanpanda446
@patitapabanpanda446 2 ай бұрын
Jai bjp
@dillipsahoo7921
@dillipsahoo7921 2 ай бұрын
ସାଧାରଣ ଲୋକ ମାନଙ୍କୁ କୌଣସି ହଇରାଣ କରା ନ ଯାଉ। ବିଲଡର ମାନଙ୍କ ବିରୁଦ୍ଧ ରେ ଜୋରିମାନା ଆଦାୟ ହେଉ।
@moviee884
@moviee884 2 ай бұрын
Good work🎉🎉🎉
@debiprasadmishra2699
@debiprasadmishra2699 2 ай бұрын
ଆପ୍ରୁଭଡ୍ ବିଲ୍ଡିଂ ପ୍ଲାନ ଭାଏଲେସନ୍ ଅଛି। ଗଭୀର ବୋରୱେଲ୍ ଖୋଳିବାର ସେଣ୍ଟ୍ରଲ୍ ଗ୍ରାଉଁଡ୍ ୱାଟର ଜିପାର୍ଟମେଣ୍ଟ ରୁ ଅନୁମତି ନିଆଯାଇନାହିଁ। ଲାଗିଥିବା ଲିଫିଟ୍ ର ସେଫଟି ବ୍ଯବସ୍ଥା ଥିବାର ଇଲେକ୍ଟ୍ରି ଡିପାର୍ଟମେଣ୍ଟ ରୁ ଯାଞ୍ଚ ସାର୍ଟିଫିକେଟ୍ ନାହିଁ। ସ୍ୱେରେଜ୍ ଟ୍ରିଟମେଣ୍ଟ ଓ ଗାର୍ବେଜ୍ ଡିସ୍ପୋଜାଲ ସର୍ତାବଳୀ ଅନୁପାଳନ ହୋଇଥିବା ନେଇ ପଲ୍ୱୁସନ୍ କଣ୍ଟ୍ରୋଲ ବୋର୍ଡ ର ସାର୍ଟିଫିକେଟ୍ ନାହିଁ। ଆକସ୍ମିକ ନିଆଁ ଲାଗିବା ( ସଟ୍ ସର୍କିଟ୍/ ରନ୍ଧନ ଗ୍ଯାସ୍ ଲିକ୍ / ବଜ୍ରପାତ ଓ ଅନ୍ଯାନ୍ଯ କାରଣ ହେତୁ) ଦୁର୍ଘଟଣା ରୁ ଧନ ଜୀବନ ସୁରକ୍ଷା ପାଇଁ ବ୍ଯବସ୍ଥା( ଫାୟାର ସେଫ୍ଟି ମେଜରସ୍) ରଖାଯାଇଥିବାର ଫାୟାର ସେଫ୍ଟି ସାର୍ଟିଫିକେଟ୍ ଅଗ୍ନିଶ୍ରମ ବିଭାଗରୁ ନିଆଯାଇନାହିଁ। ଏହି ଅସୁବିଧା ଥିବା ଆପାର୍ଟମେଣ୍ଟ ,ଗୋଟିଏ ଗୋଟିଏ ମରଣ ଯନ୍ତା। ପ୍ରୋଜେକ୍ଟ ବିଲ୍ଡର ଏ ସବୁର କମ୍ପିଆନସ୍ କରିବା ଅତି ଆବଶ୍ଯକ ଯାହା ସେମାନେ ଜାଣି ଜାଣି କରୁନାହାନ୍ତି। ଏ ଆପାର୍ଟମୋଣ୍ଟ କୁ ଭାଙ୍ଗି ଦିଆଯିବା ଜନତାଙ୍କ ହିତରେ। ଏ ଯେଉଁ ୭୧୭ କି ୭୮୯‌ ବେଆଇନ୍ ଆପର୍ଟମେଣ୍ଟ ଚିହ୍ନ କରାଯାଇଛି,ସେମାନେ ରେରା ନୀୟମର ଅନୁପାଳନ କରନ୍ତୁ। ରେନ୍ ୱାଟର ହାର୍ଭେଷ୍ଟ ବ୍ଯବସ୍ଥା ନାହିଁ। ବଜ୍ରପାତ ପ୍ରତିହତ ପାଇଁ ବ୍ଯବସ୍ଥା
@new_updates23
@new_updates23 2 ай бұрын
Bahut badhia padakhepa
@thehealthfarm6614
@thehealthfarm6614 2 ай бұрын
Ati Sundar 🌹🌹
@pradeepmanhira8641
@pradeepmanhira8641 2 ай бұрын
Ek number
@ranjankumarmalla8406
@ranjankumarmalla8406 2 ай бұрын
ଯେଉଁ ମାନଂକ ଫଟୋ ଦେଖାଇଛ ସେମାନେ କଣ ଆପାର୍ଟମେଣ୍ଟ କିଣିଛନ୍ତି।
@somsahoo9846
@somsahoo9846 2 ай бұрын
😂
@pradeepkumarnanda7090
@pradeepkumarnanda7090 2 ай бұрын
No action done କରାଯାଉ
@himansubhusanatripathy1469
@himansubhusanatripathy1469 2 ай бұрын
ଆଗ ଓଡ଼ିଶା ରେ କିଛି ଉନ୍ନୟନ ମୂଳକ କାର୍ଯ କରାଯାଉ
@littlequeenrakhi
@littlequeenrakhi 2 ай бұрын
ଯେମିତୀ ରୋହିଙ୍ଗିଆ ଓଡ଼ିଶାରେ ଗୋଚର ଭୂମି କଲେ ସେପରି ଜଣେ ଅନୁମତି ଦେବେ ଜଣେ ଭାଙ୍ଗିବେ
@RajendraBehera-u5l
@RajendraBehera-u5l 2 ай бұрын
Illegal BJD govt, Jai BJP
@rajeshkumardas168
@rajeshkumardas168 2 ай бұрын
2029 ପରେ ହାୟ BJP ହୋଇଯିବ
@user-of4br7mo2h
@user-of4br7mo2h 2 ай бұрын
Bikas asiba
@sunilsahoo7434
@sunilsahoo7434 2 ай бұрын
When will you remove all illegal slums from Bhubaneswar
@ganapatimajhi3556
@ganapatimajhi3556 2 ай бұрын
Bahut jaruri
@dnandadinesh
@dnandadinesh 2 ай бұрын
ସରକାରୀ ଜାଗାରେ ଘର ତିଆରି କରି ସର୍ବକ୍ଷମା ପାଇଁ ଆବେଦନ ହା ହା ଭଲ କଥାଟିଏ, ଭୁବନେଶ୍ଵରରେ ଜାଗାଟିଏ ପାଇବା ସୁବିଧା ଉପାୟ | ପ୍ରଥମେ ସରକାରୀ ଜାଗାରେ ଘରକର ଓ ତାପରେ ନିଜ ନାମରେ କରାଇ ନିଅ | ଭଲ ଉପାୟ
@basantibalapanigrahi5289
@basantibalapanigrahi5289 2 ай бұрын
Take action against the concerned officers ,clerks, Sos,and builders and make rules for fine against the Builder s and make rules for society, so that the secretary and presidents will not do autocracy.
@patitakumarchoudhury9855
@patitakumarchoudhury9855 2 ай бұрын
ଯଦି ସରକାରୀ ଜମିରେ ଅଛି ତାହାହେଲେ ବେଆଇନ, ଘରୋଇ ଜମି ରେ ଥିଲେ କିପରି ବେ ଆଇନ ??
@tapankumar2468
@tapankumar2468 2 ай бұрын
Why not publish a list of such unauthorized apartment for public to know so that a new purchaser won't pay advanced to purchase alleged property
@gaganbehera5412
@gaganbehera5412 2 ай бұрын
ଆରେ ଆରେ, ଏଇଟା ପରା ମଣିଷ ମରା ସରକାର II
@gorachandmohanty9806
@gorachandmohanty9806 2 ай бұрын
Judicial enquiry of BDA's activities in sanctioning and allowing violations of rules
@DjpabitraMallick
@DjpabitraMallick 2 ай бұрын
ଆମ ଭଗବାନ ମୋହନ ବାବୁ
@jivanpanda2869
@jivanpanda2869 2 ай бұрын
Bjp promises to arrest v.k.pandian first arrest v.k.pandian & all coal mafia , instead of hitting pandian property, bjp is hitting inocent odisha people property.
@bimachronicle7347
@bimachronicle7347 2 ай бұрын
Builder must demand Indemnity bond and affidavit from BDA soon or might plan escape route as Taradutta Silently traumatised each smal Mig, land holder, with multiple land for social Security for family.
@amarnathpalxg135
@amarnathpalxg135 Ай бұрын
Bda ବାବୁ ମାନଙ୍କୁ ଧରାଯାଉ
@vickygroupers5266
@vickygroupers5266 2 ай бұрын
Very nice jaldi karo
@bishnuprasaddutta8395
@bishnuprasaddutta8395 Ай бұрын
Chandka jungle jami fencing valase haeni au patia khandagiri,, pitapalli thu kateni sabu jungle jami kisama change kari builder apartment tiari kari chalisanti
@tapaswiniacharya783
@tapaswiniacharya783 2 ай бұрын
🖐🖐🖐
@im_jeet
@im_jeet 2 ай бұрын
କୁଆଡେ଼ ଗଲେ ଗେଣ୍ଡାଦଳ 😂😂 "ଗାଈ ମାଳ ମାଳ ଷଣ୍ଢ ଦୁର୍ବଳ" ବିଜେଡ଼ିର ଏଇ ଅବସ୍ଥା (ଏଠାରେ ଷଣ୍ଢ ବିଜେଡ଼ି ମୁଖିଆ ଆଉ ଗାଈ ବିଜେଡ଼ି କର୍ମୀଙ୍କୁ ବୁଝାଉଛି)
@technogeek8006
@technogeek8006 2 ай бұрын
Ok right bildar sampatideajau
@bimachronicle7347
@bimachronicle7347 2 ай бұрын
BDA has dengerously dragged all 35 years of housing for family demanding multiple affidavit from buyer has traumatised people.
@MMedia-xg4qb
@MMedia-xg4qb 2 ай бұрын
ସେ ବେଆଇନ ଆପାର୍ଟମେଣ୍ଟରେ ସବୁ ଦଳ ନିତା ଙ୍କ ଘର ଅଛି ତାଙ୍କର ଖାଲି ପାଟି ଖଲ ଖଲ ହଉଚି ନୂଆ ନୂଆ ଶାସନ ଗାଦି ରେ ତ
@kanhubadra3116
@kanhubadra3116 2 ай бұрын
Court order neiki bhanga no hele hairana heba
@biswabhusannanda8664
@biswabhusannanda8664 2 ай бұрын
When will be the Metro City Phase Two Behera Sahi Nuapalli Bhubaneswar Odisha Pin code 751012 pulled down? The Hon' Court (s) have also observed that the said 50 flats have been constructed with out any sanction of Building plan, without any approved Public approach road, forcefully encroached the natural drain behind the block number seven there creating flood like situation every year. Fire department have not given any NOC, There is no sanction of Occupancy Certificate etc. by BDA, BMC,Rera etc.
@gurucharanbarik7817
@gurucharanbarik7817 2 ай бұрын
ଫ୍ଲାଟ୍ କିଣିବା ରେ ଲ୍ୟାଣ୍ଡ ଏଗ୍ରୀମେଣ୍ଟ, ବିଲଡର ଏଗ୍ରୀମେଣ୍ଟ, ପ୍ରମୋଟର ଏଗ୍ରୀମେଣ୍ଟର ଡିଡ ଦରକାର, ଅର୍ଥ କଳା ଟଙ୍କା 40% ଧଳା ଟଙ୍କା 60 %. ଲିଜ୍ 99 ବର୍ଷ. 🤔🤔🤔🤔🤔😂😂😂😂😂😂😂😂
@pramodkumarkar9039
@pramodkumarkar9039 2 ай бұрын
Stringent action must be taken against the irregular Apartments. Nothing will happen.
@gouraharidash5452
@gouraharidash5452 2 ай бұрын
Take immediate steps
@sudhansumishra6986
@sudhansumishra6986 2 ай бұрын
BMC n BDA official n Govt of Odisha will responsible. For some money the corrupted official and ministers give approval. What common people will do. How they give approval to build appartment. Sabu chora ethi
@blackhacker9998
@blackhacker9998 2 ай бұрын
Sabu bhangantu court kankariba
@trilochanpradhan1033
@trilochanpradhan1033 2 ай бұрын
Bas okil Bhai nku tanka milib na.😂
@Alexmunaparida897
@Alexmunaparida897 2 ай бұрын
Tanka dia jibani jaga kini ghara Kalani Tama pakhare besi tanka achhi seithipain pain ta abhali rajakia ghara kini thila jaha b hauchi sabuthik
@PrasannakumarDas-l1l
@PrasannakumarDas-l1l 2 ай бұрын
ପ୍ରଥମେ ସୁଦକ୍ଷ ସରକାର ସରକାରୀ ଜମି ,ଜଙ୍ଗଲ ଜମି, ଜଗନ୍ନାଥଙ୍କ ଅମୃତ ମଣୋହି ଗୁଡିକ ଜମି ମାଫିଆ ତଥା ଭ୍ରଷ୍ଟ ରାଜନେତାମାନଙ୍କର କବଳରୁ ଉଦ୍ଧାର କରନ୍ତୁ। ତା'ପରେ ସହର ଅଞ୍ଚଳର ଅନଧିକୃତ କଲୋନୀର ସମିତି ସଦସ୍ୟ ମାନଙ୍କୁ ଡକାଇ, କଲୋନୀ ଗୁଡିକ ନିୟମିତ କରାଇବା ସାର୍ଥକ ପ୍ରୟାସ କରନ୍ତୁ। ଘର ଗୁଡିକ ଭାଙ୍ଗି ଦେଲେ ସର୍ବସାଧାରଣଙ୍କର କ୍ଷତି ଦୁଃଖ ଦାୟୀ ହେବ।
@prasantpradhan3925
@prasantpradhan3925 2 ай бұрын
🤣🤣🤣 ସବୁ ଗପ... କିଛି ହବନି... କିଛି କରିପାରିବେନି...
@subratmohanty4932
@subratmohanty4932 2 ай бұрын
Bhangiki labha kana....loka asubidhare padibe..Barag fine nei ki regular karidia... Loke loan nei ghara kinithibe.
@GouriPrasadSatapathy-yv9my
@GouriPrasadSatapathy-yv9my 2 ай бұрын
Aapatment re jia achhanti semane gariba nunhanti
@krutibassahu6943
@krutibassahu6943 2 ай бұрын
Ame madhya iligal armbha karibuki,
@sunilpadhan9025
@sunilpadhan9025 2 ай бұрын
Bango Sabu bhango bhango
@vickygroupers5266
@vickygroupers5266 2 ай бұрын
Jadi gariba ghara bhani pariba bhala hela jaldi kara
@shinquanone8714
@shinquanone8714 2 ай бұрын
BMC ଅଫିସର୍ ମାନେ ଟଙ୍କା ନେଇ ଏସବୁ କରିଛନ୍ତି। ଭାଙ୍ଗ ସବୁ କୁ।😅😅😅😅
@bimachronicle7347
@bimachronicle7347 2 ай бұрын
BDA 35 barsha hela, Housing house kreta nku dei nahanti free hold kari. Mala pare maguchanti, Affidavit, Indemnity bond. Bhayankar. Bikri artha nei, soi padithile. Nija paribar surakhya dei nahanti. Taradutta na re, ankusha re akramana karuchanti.
@zgged
@zgged 2 ай бұрын
Paisa kiye fhereibo?
@PrafullaBehera-qh3wx
@PrafullaBehera-qh3wx 2 ай бұрын
Nomo srkar baaene ❤😂puri Varun Raja Mandira kumadeboch9
@prasantasatapathy
@prasantasatapathy 2 ай бұрын
Odia re gote katha achhi ରାଣ୍ଡ ଧମକାଣ। ପଇସା collection ର ଏଟା ଗୋଟିଏ ଫନ୍ଦି।
@amarsharma7354
@amarsharma7354 2 ай бұрын
Don't harash home buyers. They are innocent
@bikramsingsing6792
@bikramsingsing6792 2 ай бұрын
ଜଉ ସରକାର ସାଇଥିଲ ସେଇ ଗଲା
@bimachronicle7347
@bimachronicle7347 2 ай бұрын
Those silently planned After 35 years cancellation clause for self interest, how to get huge money from 35 years back purchased single or two from different intitution for future family risk.
@mohammedhifzul8180
@mohammedhifzul8180 2 ай бұрын
Sabu bhanga jau...loke sabu road re soibe. Au Mohan majhi ku handia dia jau😅.
@srinibassamal604
@srinibassamal604 2 ай бұрын
The persons involved in the construction. Who pocketed the profit and the middlemen who are advocating for them should not be heard. The profit pocketed Iby the persons should be strictly dealt with and the revenue collected from them only to be given as compensation to the common people who have purchased the flats in the illegal construction.
@PkSingh-c4s
@PkSingh-c4s 2 ай бұрын
Bjp ku vote dei aame phasi galu.aai nuhen.
@suryanarayanrath1561
@suryanarayanrath1561 2 ай бұрын
Nabina jaha karichi sabu balajya
@Truth789
@Truth789 2 ай бұрын
Sabu thaka kelenkari BJD ra hata
@aryabhat_online
@aryabhat_online 2 ай бұрын
Buyers should not face loss due to destruction of these apartments.
@Ravan-nu2bu
@Ravan-nu2bu 2 ай бұрын
A jo ajatha re apartment ta ku kharab karucha naiki kou gariba mananku jaga dio seithi kichi dina rahibe... No hale sei apartment ku bikri kariki gareeb mananku paisa dio
@shantanyurout9445
@shantanyurout9445 2 ай бұрын
Immediate bhanga.Kebala bbsr kan all odisha sara bhanga.
@swatiprabhaswain516
@swatiprabhaswain516 2 ай бұрын
Builders nku arrest kari recovery kara jau
@binitaraika-bk8xw
@binitaraika-bk8xw 2 ай бұрын
Mohan maji ku only goro vagibaku jona .morigole jaga s as bu neiki jibo .
@manasranjansamal5171
@manasranjansamal5171 2 ай бұрын
Nabina ghara toli ki deuthila au Majhi babu sabu ghara bhangibe sabu....
@amarbag5933
@amarbag5933 2 ай бұрын
ବବି ଘର ଭାଙ୍ଗିବା ସିଖାଇଲା
@Kisha-d4m
@Kisha-d4m 2 ай бұрын
Jahara bhangiba taku paisa debata?
@SKumar-rb1tz
@SKumar-rb1tz 2 ай бұрын
Nabina ra zero tolerance, 100 percent tolerance hela kemiti????? 2 Masha bhitareyanek officers suspend, aneka illegal ghara bhanga galani . Ahuri anek officers arrest hebey, anek ghara bhanga heba.....
@odishatourist523
@odishatourist523 2 ай бұрын
Builder mane .Sabu paisa return kariba
@gurucharanbarik7817
@gurucharanbarik7817 2 ай бұрын
ବିଲଡର୍ସ କିଏ, ଲ୍ୟାଣ୍ଡ ଲର୍ଡ କିଏ, ପ୍ରମୋଟର କିଏ, ମେହର ଆଜ୍ଞା. ???? 🤔🤔🤔🤔🤔😂😂😂😂😂
@pradeepmanhira8641
@pradeepmanhira8641 2 ай бұрын
Sarkai jaga bhanga
@ManojMohanty-e8o
@ManojMohanty-e8o 2 ай бұрын
B j p ku vote dei thele lokamane. Ebe. Nam niantu lokamane.
@himanshumohapatra1714
@himanshumohapatra1714 2 ай бұрын
Nebe nebe ahuri nebe agaku sala bjp asile odisha ra bhala kariba kahuthile abika kete bhala hauchi dekha jauchi
@swatipriya_7560
@swatipriya_7560 2 ай бұрын
B M C bhangiba sikshichhi ,se apartment gudiku nija sarakari kotha Kari rakhile huanta .
@odishatourist523
@odishatourist523 2 ай бұрын
100% purbara bjd sarkar paisa khaiki....illigal apartment tiari heichi...sethipain.... Nabina sarkar dai Pandian dai BMC Bda..officer mane dai Govt jagare apartment Kariba...se builder dai
@lalitmohanmohapatra8761
@lalitmohanmohapatra8761 2 ай бұрын
Aga sarakari jagare karithiba ghara bhangajau.
@gopalbehara6044
@gopalbehara6044 2 ай бұрын
Govt can destroy poor people house but can not apartments of builders
@rajendramuduli336
@rajendramuduli336 2 ай бұрын
Grahaka nijajamire ghharakariba darakar
Миллионер | 2 - серия
16:04
Million Show
Рет қаралды 1,8 МЛН
Osman Kalyoncu Sonu Üzücü Saddest Videos Dream Engine 275 #shorts
00:29
ЗНАЛИ? ТОЛЬКО ОАЭ 🤫
00:13
Сам себе сушист
Рет қаралды 3,1 МЛН
Wait for it 😂
00:32
ILYA BORZOV
Рет қаралды 6 МЛН
Building sale in Bhubaneswar at low price
9:03
ASZONE PVT. LTD
Рет қаралды 1,2 МЛН
BJD, Congress Target BJP Govt Over Subhadra Scheme
7:39
Odisha Sambad
Рет қаралды 473 М.
Миллионер | 2 - серия
16:04
Million Show
Рет қаралды 1,8 МЛН