ଭାଙ୍ଗିଲା ଛତିଶଗଡ଼ର ଫୁଟାଣି, ବୁଡ଼ିଲା ପରେ ବୁଦ୍ଧି ପଶିଲା..ଏବେ ଘର ପାଣି ବୁଡ଼ି ଆଣ୍ଠୁଏ

  Рет қаралды 1,296,758

Prameya News7

Prameya News7

Күн бұрын

#PrameyaNews7 #News7 #OdishaNews
Prameya News7, is a leading Odia News Channel of Odisha,India. Prameya News7 provides Fair, Unbiased news from Odisha and beyond.
For latest Odisha News Follow us:
Website: www.prameyanews...
KZbin: / prameyanews7odia
Twitter: / news7odia
Facebook: / news7odia
Instagram: / prameyanews7
Playlists-
Nua Jibana Nua Asha: • Nua Jibana Nua Asha | ...
ଶୁଣ...ଶୁଣ...ଶୁଣ: • Video
Explore Odisha: • Explore Odisha
Breakfast Odisha: • Breakfast Odisha News7
Maganna Oligi • Video
Biswas Abiswas Andhabiswas: • Biswas Abiswas Andhabi...
Digital Special Stories: • Digital Special Stories
Daffa | Crime Stories: • Daffa | ଅନ୍ଧବିଶ୍ୱାସ ଅନ...
Jollywood Jalwa: • ଧଉଳି ହିରୋ ଗୌର ଦାସଙ୍କ ମ...
Face To Face: • Face To Face

Пікірлер: 760
@bikashbarik230
@bikashbarik230 2 жыл бұрын
ଅନ୍ୟ ପାଇଁ ଯେ ଗାତ ଖୋଲିଲା ସେଇ ଗାତ ରେ ସିଏ ନି ଯେ ପଡ଼ିଲା, ଜୟ ଜଗନ୍ନାଥ 🙏🙏🙏
@pinkupradhan5632
@pinkupradhan5632 2 жыл бұрын
💯☑️
@anupkumarmohanty3880
@anupkumarmohanty3880 2 жыл бұрын
Correct
@PRAVATIBEHERA08
@PRAVATIBEHERA08 2 жыл бұрын
Thik hoechi
@abinashdas6760
@abinashdas6760 2 жыл бұрын
ଭଲ ହେଇଛି ଛତିଶଗଡ଼ କୁ ଦରକାର ଏମିତି
@manoranjansahoo1955
@manoranjansahoo1955 2 жыл бұрын
ନଇଁ ପଡିଥିବ ଯେତିବିବେଳେ , ବିଧାଏ ଦେବ ସେତିକିବେଳେ...
@anupkumarmohanty3880
@anupkumarmohanty3880 2 жыл бұрын
😆😆👍
@rakeshmeher9969
@rakeshmeher9969 2 жыл бұрын
Nain padithiba jetikibele bidhaa deba setikibele
@bholanathmallick5168
@bholanathmallick5168 2 жыл бұрын
ଛତିଶଗଡ଼କୁ କଢା ଜବାବ ଦେଇଛି ଓଡିଶା
@dillipnayak9963
@dillipnayak9963 2 жыл бұрын
ଭଲ ଉତର ଦେଇଛ ଛତିଶଗଡ କୁ ଧନ୍ୟବାଦ ଆପଣଙ୍କୁ u are a good engineer of engineering
@rajeshkumardas168
@rajeshkumardas168 2 жыл бұрын
ଯେଷା କୁ ତେଷା 👍
@kumar_rocky
@kumar_rocky 2 жыл бұрын
Right 👍
@surachandandhal8747
@surachandandhal8747 2 жыл бұрын
ଠିକ୍ ହୋଇଛି
@panchanansingh52
@panchanansingh52 2 жыл бұрын
flemwm
@kunatalkingparrot3516
@kunatalkingparrot3516 2 жыл бұрын
kzbin.info/www/bejne/mIq7hnRjraxofKs HIRAKUDDAM PANi OVERFLOW Video
@sontoshsahoo277
@sontoshsahoo277 2 жыл бұрын
ଆଜ୍ଞା ଏଇଟା ଉପଯୁକ୍ତ ସମୟ କୋଡିଏ ବର୍ଷର ପ୍ରତିଶୋଧ ନେବାପାଇଁ ।ଓଡିଆ ହିସାବରେ ଛତିଶଗଡ଼ କୁ ଭଲ ଶିକ୍ଷା ଟିଏ ଦିଅନ୍ତୁ ।ଆପଣଙ୍କୁ ବିନମ୍ର ଅନୁରୋଧ ।ଏ ମାଟି ଜଗନ୍ନାଥ ଙ୍କ ମାଟି।ୟାକୁ ଯିଏ ଅପମାନ କରିଛି ତାର ଫଳ ସିଏ ପାଇଛି।
@ankurgiri3684
@ankurgiri3684 2 жыл бұрын
ଧନ୍ୟବାଦ ଓଡ଼ିଶା ସରକାର ନାମନେରେ ଛତିଶଗଡ଼ର ସରକାର
@nirupama1964
@nirupama1964 2 жыл бұрын
Aau jadi hira kud asambhala hue? Nama kie neba aagaku?
@sujatabishoyi9192
@sujatabishoyi9192 2 жыл бұрын
😁😁😁👍👍👍
@chandrasekharnaik1357
@chandrasekharnaik1357 2 жыл бұрын
@@nirupama1964 na bhai Hirakud dam agaru bht kichi flood ku control karichi ,kau quantity re pani chadiba kete pani agriculture re au kete electricity re use heba se hisab thik se janichi so tenton niani sabu control re achi ama dam .
@Guru_bhaai
@Guru_bhaai 2 жыл бұрын
@@nirupama1964 mahanadi 🔥
@kalkicreations9459
@kalkicreations9459 2 жыл бұрын
ଛତିଶଗଡ଼ କଣ ଆଗରୁ ଭାବି ନଥିଲା କି, ପାଣି ବଢିଲେ ତାରି ଘରେ ପଶିବ. ଆଜି କାଇଁ ହୀରାକୁଦ କଥା ମନେ ପଡି ଯାଉଛି. ତୋ ଗଡ଼ ଭାସିଯାଉ. ଓଡିଶା ସରକାର ଟଙ୍କିକିଆ ଚାଉଳ ପଠେଇଲେ ଖାଇକି ବଞ୍ଚିବୁ.
@sujatabishoyi9192
@sujatabishoyi9192 2 жыл бұрын
What a comment bro...news thu adhika aapanka comments ra maza aasuchhi👍👍
@soumyaranjan6496
@soumyaranjan6496 2 жыл бұрын
😁right
@Bikash.mohanta
@Bikash.mohanta 2 жыл бұрын
ଯେମିତି କର୍ମ କରିବ ସେମିତି ଫଳ । ଠିକ୍ ଜବାବ ଦେଇଛି ଓଡ଼ିଶା
@debasispanigrahi4712
@debasispanigrahi4712 2 жыл бұрын
ଆରେ ଭାଇ ମୁଁ ଜଣେ ଖାଣ୍ଟି ଓଡ଼ିଆ ହିସାବରେ କହିବି ଟେକା ଟିଏ ଅନ୍ୟକୁ ଫୋପାଡ଼ିଲେ ନିଜ ପାଇଁ ବଡ଼ ପଥର ଥୁଆ ହୋଇଥିବ।ସେଥିପାଇଁ ତ କୁହାଯାଏ ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ ।ଜୟ ଜଗନ୍ନାଥ
@dillipjena2740
@dillipjena2740 2 жыл бұрын
Right bhai
@dasarathmeher8935
@dasarathmeher8935 2 жыл бұрын
ଶଳା ହାରାମି ଛତିଶଗଡ, ଶଳା କୁ ପ୍ରତି ବର୍ଷ ଏମିତି ହେବା କଥା, ଶଳା ରାଣ୍ଡୁଆ ଛତିଶଗଡ "ଆପଣା କଲା କର୍ମ ମାନ, ପରେ ହୋଇବ ସାବଧାନ "ଭଗବାନ ଯାହା କରନ୍ତି ପ୍ରାଣୀ ର ମଙ୍ଗଳ ପାଇଁ. ଜୟ ଜଗନ୍ନାଥ.....
@rashmiranjansahoo5417
@rashmiranjansahoo5417 2 жыл бұрын
Respect sir... ହୀରାକୁଦ ଗେଟ ଜମା ଖୋଲ ନାହିଁ. ବୁଡିକି ରୁହନ୍ତୁ 15 ଦିନ.ଜାଣିବା ଦରକାର ପାଣି ବହୁଳେ ସର୍ବନାଶ. ପାଣି ବିହୁନେ ସର୍ବନାଶ.ଆମ ରାଜ୍ୟ କୁ ପାଣି ନ ଦେଇ ଜେମିତି ମଜା ନଉ ଥିଲେ... ଆମେ ପାଣି ନ ନେଇକି ମଜ଼ା ଚଖେଇ ବା ଦରକାର...
@ganeshbehera2102
@ganeshbehera2102 2 жыл бұрын
100% right sir👌🏻👌🏻
@sujatabishoyi9192
@sujatabishoyi9192 2 жыл бұрын
Right 👍👍
@crpatel08
@crpatel08 2 жыл бұрын
ଗେଟ୍ ନ ଖୋଲିଲେ... ଡେମ୍ ଭାଙ୍ଗି ଯିବ.... ବାଧ୍ୟ, ବାଧ୍ୟ.... ଗେଟ୍ ଖୋଲିବାକୁ ବାଧ୍ୟ
@rashmiranjansahoo5417
@rashmiranjansahoo5417 2 жыл бұрын
ଖୋଲା ହେବ ତ କିନ୍ତୁ କିଛି ଦିନ ବୁଡିକି ରୁହନ୍ତୁ...
@shydollpriti8691
@shydollpriti8691 2 жыл бұрын
ହିରାକୁଦ ଖୋଲିଲେ ଆମେ ଓଡିଶା ଲୋକ ମରିବୁ ,ଛତିଶଗଡ ଅସୁବିଧା ବେଳେ ସାହାଯ୍ଯ କଲାନି ଏବେ କଣ ପାଇଁ ଗେଟ୍ ଖୋଲିବାକୁ ଅନୁରୋଧ କରୁଛି
@drdentertainment7685
@drdentertainment7685 2 жыл бұрын
ଜେସା କୁ ତେସା, ଛତିଶଗଡକୁ ଚାପୁଡ଼ା ବର୍ଷା 🤣😂🤣
@babisurya4198
@babisurya4198 2 жыл бұрын
ନମସ୍କାର ସାର୍, ଆପଣ ଯାହା କହିଛନ୍ତି ପୁରା ଠିକ୍। ହେଲେ ଆଉ କଣ କରିବା, କିଛି ପଶୁବତ ମଣିଷଙ୍କ ପାଇଁ ଅନେକ ଧନ ଜୀବନ ନଷ୍ଟ ହେବ । ତାଙ୍କୁ ଦୟା କରି ଉଚିତ୍ ପଦକ୍ଷେପ ତୁରନ୍ତ ଗ୍ରହଣ କରନ୍ତୁ। ଧନ୍ୟବାଦ୍
@rubina.9850
@rubina.9850 2 жыл бұрын
Right
@sashikantamahalik4198
@sashikantamahalik4198 2 жыл бұрын
ଠିକ୍ କହିଲ ଭାଇ । ସିଏ ତ ଅମଣିଷ ସିଏ ତାଙ୍କ କାମ କଲେ, ହେଲେ ଆମେ ପରା ମଣିଷ ଆମେ ଆମ ମଣିଷ ପଣିଆ ଦେଖେଇଦେବା ।
@babisurya4198
@babisurya4198 2 жыл бұрын
@@sashikantamahalik4198 ହଁ ସାର୍
@kingtz1669
@kingtz1669 2 жыл бұрын
Right but no open get
@Pabitra_kumar_Jena
@Pabitra_kumar_Jena 2 жыл бұрын
13 ଟି gate ଖୋଲା ଗଲାଣି
@narayandalai9799
@narayandalai9799 6 ай бұрын
ଜୟ 🚩🌿ଶ୍ରୀ🚩🌴 ଜଗନ୍ନାଥ 🌿🚩🌻☘️🌱🌴🚩🌿☘️🌱🌴🚩🌿🌻🌻☘️
@mamatabehera5902
@mamatabehera5902 2 жыл бұрын
ନିଜକୁ କଷ୍ଟ ହେଲେ ଜାଣିବ ଆଗରୁ ଜାଣିନଥିଲ ଭଲ ଉତର ଦେଇଛ ଛତିଶଗଡ଼ କୁ
@aadugaducreation6413
@aadugaducreation6413 2 жыл бұрын
ସାର ଖୋର୍ଦ୍ଧାରୁ ପ୍ରଣାମ ଜଣାଉଛି ଧନ୍ୟବାଦ ଆପଣଙ୍କୁ କଣ୍ଟାକୁ କଣ୍ଟାର ଜବାବ ଦେଇଛନ୍ତି ଯେତେବେଳେ ଆମ ଓଡ଼ିଶାବାସୀ ଖରାଦିନିଆ ଛାଷବାଷ ପାଇଁ ପାଣିର ଅଭାବ ପଡୁଥିଲା ସେତେବେଳେ ସେଇ ଛତିଶଗଡ଼ ର ମନ୍ତ୍ରୀ ମୁହେଁ ମୁହେଁ ମନାକରିଦେଇଥିଲେ ଆଜି ଯେତେବେଳେ ଘରବୁଡି ପାଣି ଆଣ୍ଠିଏ ହେଲା କହୁଛ କଣ ତମ ବ୍ରିଜ଼ କବାଟ ଟିକେ ଖୋଲ କଣ ଏବେ ପୋଡ଼ିଲା ଗୋଟେ କଥା ମନେରଖ ଛତିଶଗଡ ର ମନ୍ତ୍ରୀ ଓଡିଶା କଭି ଝୁକେଗା ନେହିଁ ମାଳି ଜପ ମାଳି ..... ବନ୍ୟା ଯଉ ବାଟରେ ଆସିଛି ସେଇବାଟରେ ପଳେଇବ 🙏🙏🙏 😁😁😁😁😁😁😁
@kalia4402
@kalia4402 2 жыл бұрын
ଖରା ଦିନେ ଓଡିଶାକୁ ପାଣି ଛାଡୁ ନ ଥିଲ... ଏବେବି ପାଣି ପାଣି ନ ଛାଡ଼...
@sanjitvlog9812
@sanjitvlog9812 2 жыл бұрын
Right 👍
@Odia-u
@Odia-u 2 жыл бұрын
ଦୟାକରି ଓଡିଶା ସରକାର ଙ୍କୁ ଅନୁରୋଧ ଛତିଶଗଡ଼ କୁ ସାହାଯ୍ୟ କରୁନ୍ତୁ ନାହିଁ । ଧନ୍ୟବାଦ ଇଂଜିନିୟର ସାର
@dharmendra4868
@dharmendra4868 2 жыл бұрын
Right
@brahmanand7584
@brahmanand7584 2 жыл бұрын
Thank you Engineer sir. Chattisgarh should be published.good decision don't take any decision for Chattisgarh.
@sanjeebRsseven7272
@sanjeebRsseven7272 2 жыл бұрын
ଖରା ଦିନେ ପାଣି ତମର, ଆଉ ବର୍ଷା ପାଣି ଆମର, ଆମକୁ ପାଠ ପଢ଼ଉଛ, 🤭🤭🤭🤭🤭
@sujatabishoyi9192
@sujatabishoyi9192 2 жыл бұрын
😁😁
@Kritty121
@Kritty121 2 жыл бұрын
😂😂😂
@creativskpictureshub
@creativskpictureshub 2 жыл бұрын
ଜେସା କୁ ତେସା 👍 ବଢିଆ ହେଇଛି ଏବେ ନାମ ନିୟ
@patitakumarchoudhury9855
@patitakumarchoudhury9855 2 жыл бұрын
ଯେମିତି କର୍ମ ସେମିତି ଫଳ 🙏ଜୟ ଜଗନ୍ନାଥ 🙏 ନେତା କରିବେ ଦୋଷ, ଲୋକଙ୍କ ବେକରେ ପଡିବ ଫାସ . ନେତାଙ୍କ ଅହଂକାର ଯୋଗୁଁ ଲୋକଙ୍କ ଅବସ୍ଥା ଦୟନୀୟ 🙏
@sujatabishoyi9192
@sujatabishoyi9192 2 жыл бұрын
Right
@prasantpradhan3925
@prasantpradhan3925 2 жыл бұрын
100% Right ...
@sudarshanodiavlogs
@sudarshanodiavlogs 2 жыл бұрын
ସୁନ୍ଦର୍ ନିଷ୍ପତି , ମୁଖ୍ୟ ଯନ୍ତ୍ରୀ ହୀରାକୁଦ , ଧନ୍ୟବାଦ୍
@nimainswain7034
@nimainswain7034 2 жыл бұрын
🕉️ଜୟ ଜଗନ୍ନାଥ 🚩🚩🚩🚩🚩
@dhananjayabastia8057
@dhananjayabastia8057 2 жыл бұрын
Odisha govt should never support Chattisgarh. Let them suffer.
@rojaliniroutray8673
@rojaliniroutray8673 2 жыл бұрын
Yes, but due to government officials of chhatisgarh not only we but also chhatisgarh people are serving a lot.
@akshaykumarmaharana3838
@akshaykumarmaharana3838 2 жыл бұрын
ସାର୍ 🙏 କେଭେ ହେଲେ ହିରାକୁଦ ଗେଟ ଖୋଲତୁଂ ନାହିଁ।ଛତିଷ୍ ଗଡକୁ ଭଲ ଉପଦେଶ ଦେଇଛନ୍ତି।। ଧନ୍ଯବାଦ।।।।।।।।
@niranjannayak4640
@niranjannayak4640 2 жыл бұрын
ଆମେ କାହିଁକି ବନ୍ୟାରେ ବୁଡିବୁ ? ଭଲ କରିଛନ୍ତି ।
@guludada1976
@guludada1976 2 жыл бұрын
ସାର୍ ଆପଣ ଉପଯୁକ୍ତ ପଦକ୍ଷେପ ନେଇଛନ୍ତି ଛତିଶଗଡ଼ ର ଗାଲୁଆମି ସୁଣିବାକଥା ନୁହେଁ
@sanjeevdash1287
@sanjeevdash1287 2 жыл бұрын
ଥରେ ଭୋଗନ୍ତୁ ପାଣିବିନା କେତେ କଷ୍ଟ, ଏବେ ବୁଝିବ ପାଣିବେଶୀହେଲେ କେତେ କଷ୍ଟ , ଏବେ କଣ ହେବ।
@srimatimahapatra1994
@srimatimahapatra1994 2 жыл бұрын
best news of the year🖒🖒
@mvkuudsjvlydts1115
@mvkuudsjvlydts1115 2 жыл бұрын
ହବ କହିଲେ ଆହୁରି ହୀରାକୁଦ ପାଣି ଛତିଶଗଡ଼ ଆଡ଼କୁ ପଠେଇ ଦିଅ
@sujatabishoyi9192
@sujatabishoyi9192 2 жыл бұрын
🙄🙄 ki comments bro mu pura hasi ki pagal 😂😂😂
@RockstarPankajofficial
@RockstarPankajofficial 2 жыл бұрын
ଛତିଶ ଗଡ଼ ଏବେ ଅସହଯୋଗ ବଲି ଜାଣିଛ ଶଳା ଛତିଶଗଡ଼ ଆଗରୁ ହିଁ ମାନିବା ଅବସ୍ଥା ରେ ନଥିଲା।
@bishnujati3264
@bishnujati3264 2 жыл бұрын
ଯେସାକୁ ତେସା ସାର୍ ମୁଁ ଆପଣଙ୍କୁ ଧନ୍ୟବାଦ ଦେଉଛି
@psdprasad1409
@psdprasad1409 2 жыл бұрын
କିଛି ଲୋକଙ୍କ ପାଇଁ ସାଧାରଣ ଜନତାଙ୍କ ସ୍ଥିତି ଖରାପ ହେଇଗଲାଣି। ଓଡ଼ିଶା ସରକାର ଙ୍କୁ ଏଠି ବୁଝି ବିଚାରି ପଦକ୍ଷେପ ନବା ଉଚିତ୍। ଆମେ ତୋ ଆଉ ଅନ୍ୟମାନଙ୍କ ପରି ସ୍ୱାର୍ଥ ପର ନହୁଁ। ବନ୍ଦେ ଉତ୍କଳଜନନୀ।
@ganeshbehera2102
@ganeshbehera2102 2 жыл бұрын
Good job sir🙏🙏👌🏻👌🏻
@jagannathmuduli7785
@jagannathmuduli7785 2 жыл бұрын
ଯାହା ହେଇଛି ଭଲ ହୋଇଛି।
@chitraentertain6806
@chitraentertain6806 2 жыл бұрын
Right sir, Do your duty is on your Style. Jay 💐 Jagannath 💐🙏🏻🙏🏻 ଏ ଅହଂକାର, ଘମଣ୍ଡ୍ କାହାର ରହିନି ଏ ଛତିଶଗଡ଼ କଣ ?
@ajitkumarbarik7319
@ajitkumarbarik7319 2 жыл бұрын
ଛତିଶଗଡ ବୁଡି ଯାଉ... କଣ ହେଲା
@Babu9181.
@Babu9181. 2 жыл бұрын
ଯଦି ଛତିଶଗଡ କଥା ମାନୁଛ ତାହେଲେ ଭଲ ହେବନି
@ayswariyamishra1905
@ayswariyamishra1905 2 жыл бұрын
Right decision 👍👍
@bibhutibhusanabehera846
@bibhutibhusanabehera846 2 жыл бұрын
You are real hero....
@debrajsambalpurivolges770
@debrajsambalpurivolges770 2 жыл бұрын
I love odisha
@akshayakumarbhol4132
@akshayakumarbhol4132 2 жыл бұрын
ଗୋଟିଏ ଥର ମାତ୍ର ନାମ ନେଉ । ନାମ ନ ନେଲେ କିଛି ବୁଝି ପାରିବନି ।
@rabindrabiswal1996
@rabindrabiswal1996 2 жыл бұрын
Thank you for bravery statement..Sir
@SAHU-dz4kl
@SAHU-dz4kl 2 жыл бұрын
You are right sir 💯 👍
@sumantasahoo5079
@sumantasahoo5079 2 жыл бұрын
ସାହୁ ବାବୁ ଆପଣଙ୍କ ଉତ୍ତର କୁ ଧନ୍ୟବାଦ
@crbehera5881
@crbehera5881 2 жыл бұрын
Ba ba odia pua salute sir #love u
@kirtanprativa
@kirtanprativa 2 жыл бұрын
ଆଜ୍ଞା ସରକାର ଙ୍କ ଭୁଲ ପାଇଁ ସାଧାରଣ ଜନତା ଙ୍କୁ ବଳି ପକେଇବା ଠିକ ନୁହଁ ଆଉ ଓଡିଶା ସରକାର କେତେ ଚାଷୀ କୁ ପାଣି ଦେଉଛି ସେଇଟା ବି ସମସ୍ତଙ୍କୁ ଜଣା କାହା ଦୁଃଖ ସମୟରେ ଛିଡା ହେବା ଆମ ସଂସ୍କୃତି କୁହେ ଆମ ଉତ୍କଳ ଓଡିଶା 🙏🙏🙏
@subalanaik6936
@subalanaik6936 2 жыл бұрын
ଯେସାକୁ ତେସା 😀
@Umavlogs4210
@Umavlogs4210 2 жыл бұрын
ଜଳ ବିହୁନେ ସୃଷ୍ଟି ନାଶ ଜଳ ବହୁଳେ ସୃଷ୍ଟି ନାଶ ଏବେ ସମ୍ଭାଳ ଛତିଶଗଡ଼
@guruchaanmeher5076
@guruchaanmeher5076 2 жыл бұрын
ଛତିଶ ଗଡିଆ ଅଫିସର ନାମ ନେବୁ ବାବୁ
@basantajena6876
@basantajena6876 2 жыл бұрын
Good answer to chhatisgarh
@debarajnanda7130
@debarajnanda7130 2 жыл бұрын
ଶଳା ଖରାଦିନେ ପାଣି ପାଇଁ ଛାଡୁନଥିଲା ଏବେ ରଖୁନ ଫୁଟାଣି ମାରୁଥିଲା
@chintuyadav8920
@chintuyadav8920 2 жыл бұрын
Super sir right decision sir 💕
@litusethi2355
@litusethi2355 2 жыл бұрын
So super you are right saying sir👌👌👌 I like
@soumyaranjanbehera7788
@soumyaranjanbehera7788 2 жыл бұрын
ସାର ଆପଣ ଜାହା କହିଛନ୍ତି ଏକଦମ୍ ଠିକ୍
@goutamsenapati6891
@goutamsenapati6891 2 жыл бұрын
Odisha Engeneer Good Decision for chattisgarh
@susantanath8775
@susantanath8775 2 жыл бұрын
ତମ ଟଣା ଓଟରାରେ ଆମେ ଭାସିଜିବୁ ଠିକ୍ ନିସ୍ପତି ନିଅନ୍ତୁ 🙏🙏🙏🙏🙏
@nrbvlogs2382
@nrbvlogs2382 2 жыл бұрын
ଆଗରୁ କୋଉଠି ଥିଲ ଭାସି ଜୟ ଭଲ ହବ
@rinkurinku3160
@rinkurinku3160 2 жыл бұрын
Right bro
@mamalimohanty7993
@mamalimohanty7993 2 жыл бұрын
So many thanks to our enginers for their Foresight
@laxmipriyasahoo310
@laxmipriyasahoo310 2 жыл бұрын
vr gd 🙏🙏🙏🙏🙏 Spr bahut badhia katha 🙏🙏🙏🙏🙏🙏😍😍😍😍
@noonesd5
@noonesd5 2 жыл бұрын
Parliament ରେ ଗୋଟେ ଶକ୍ତ ନିୟମ ପରିତ ହେବା କଥା। ନଦୀ ପାଣି ବନ୍ଧ ପାଣି ଏ ସବୁ ର ସଠିକ୍ ଆଉ updated ତଥ୍ଯ ଗୋଟେ କେନ୍ଦ୍ରୀୟ website portal ରେ ସବୁବେଳେ upload ହବ। ନିଜ ନିଜ କ୍ଷେତ୍ରୀୟ ସରକାର୍ ସେଥିପାଇଁ ଦାୟୀ ରହିବେ। ଆଉ ମୁଖ୍ୟ ଯନ୍ତ୍ରୀ Chief Engineer ସେଥିପାଇଁ ସିଧା ପାର୍ଲିଆମେଣ୍ଟ ଆଉ ସୁପ୍ରିକୋର୍ଟଙ୍କ ପାଖରେ ଦାୟୀ ରହିବେ। ଚୀନ ଭଳିଆ ଆଚରଣ ରଖି ଯଦି ଚୀନ କୁ ବ୍ରହ୍ମପୁତ୍ର ନଦୀ ର ତଥ୍ଯ ଠିକ୍ ସେ ନ ଦବା ପାଇଁ ଦୋଷ ଦଉଚ, ତେବେ ତାମଠୁ ବଡ ବହୁରୂପୀ ଆଉ କିଏ ହବ ? ଅଧିକାଂଶ ରାଜ୍ୟ ଗୁଡାକ ର ସମାନ ଅସୁବିଧା। ଝିଅ ପିଲାଙ୍କ ଭଳିଆ ପରସ୍ପର ସହ ଈର୍ଷା ଆଉ ଅହଙ୍କାର।🤦
@suryakantasamal7751
@suryakantasamal7751 2 жыл бұрын
ଏଇ time ରେ ଛତିଶଗଡ କୁ ପାନେ ଦେବା କଥା।
@priyabrata2615
@priyabrata2615 2 жыл бұрын
ଠିକ୍ ଶାଶୁ ର ପାଳି କୁ ବହୁ ର ପାଳି. ଯାହା ହେଇଛି ଠିକ୍ ହେଇଛି
@kailashswain4735
@kailashswain4735 2 жыл бұрын
Good decision...
@ସଚେତନନାଗରିକ
@ସଚେତନନାଗରିକ 2 жыл бұрын
NEWS 7 ହେଉଛି ଦଲାଲ ମିଡ଼ିଆ, ଓଡ଼ିଶା ର ଭୁବନେଶ୍ବର ସହର ଭିତରେ ପାଣି ଜମି ରହିଛି, କିନ୍ତୁ ଛତିଶଗଡ ଖବର ପ୍ରସାରଣ କରି ଓଡ଼ିଶା ର ବନ୍ୟା ପରିସ୍ଥିତି ଉପରେ ଚୁପ ରହିବା ଠିକ୍ ନୁହେଁ.
@arnapurnajethi6787
@arnapurnajethi6787 2 жыл бұрын
ଆମର ଆଉ ଗୋଟେ ଡ୍ୟାମ କରିବାର ଅଛି ଖରା ଦିନ ପାଇଁ ପାଣି ସଂଚୟ ନିମନ୍ତ
@soniasweet5596
@soniasweet5596 2 жыл бұрын
Well said 🙏🙏
@sushantmalla5311
@sushantmalla5311 2 жыл бұрын
Bahut sundar jay jagannth🙏🙏🙏
@trilochankhuntia979
@trilochankhuntia979 2 жыл бұрын
ନାକବାଟେ ପୁରାଇ,ପାଟି ବାଟେ ପାଣି ଛାଡ଼ୁ ଛତିଶଗଡ଼।
@satyasundarjena160
@satyasundarjena160 2 жыл бұрын
Sir ଆପଣ ମାନେ କରିଛନ୍ତି ଯେମିତି ଖରା ବେଳେ ଆମ ଓଡ଼ିଶା ଚାଷୀ ଭାଇଙ୍କର ଯେତେ କ୍ଷ୍ୟତି ହୋଇଛି ତାର 5% ଅଧିକା କ୍ଷ୍ୟତି କରିବେ ତାପରେ ତାଙ୍କ ପାଖରୁ. ଷ୍ଟେର୍ଟମେଣ୍ଟ ରାଜିନାମା ରେକଡ଼ ନେବେ ଆଇନ ଅନୁଯାଇ ଯେମିତି ଆମ ପରିସ୍ତିକୁ ଆମକୁ helf କରିବେ ଏବଂ ବି ପାଇବେ. ନହଲେ ଛତିଶଗଡ଼ ପାକିସ୍ତାନ ଭଳି ଦୁଗୁଲା ଅଛି ଛୋଟ ସାପର ବେଶୀ ବିଷ
@chhabilapadhan758
@chhabilapadhan758 2 жыл бұрын
ଯେମିତି କର୍ମ ସେମିତି ଫଳ 👌🏼👌🏼👌🏼
@ATENTERTAINMENT8
@ATENTERTAINMENT8 2 жыл бұрын
ନାମ ନେ ଛତିଶଡ଼ ଓଡ଼ିଶା ସହିତ ଆଉ ଲଗିବୁ
@manasranjanmohanty3270
@manasranjanmohanty3270 2 жыл бұрын
ଗଟେ ବନ୍ଦ କର ଭାସୁ ଛତିଶ ଗଡ଼ ବୁଡୁ ମୋଦି କଣ ଛୋଡ଼ିବ ଦେଖଇଆ 😄
@namedesigner_pintu_rout
@namedesigner_pintu_rout 2 жыл бұрын
Good, very good,
@minaketanbarik8025
@minaketanbarik8025 2 жыл бұрын
Right sir 👌🙏
@ratanmohan2131
@ratanmohan2131 2 жыл бұрын
Jai Jagannath
@rajeshroutraju3607
@rajeshroutraju3607 2 жыл бұрын
Jai odisa
@sethyprasanta4491
@sethyprasanta4491 2 жыл бұрын
Thank you sir
@koltepotelmirabilis8776
@koltepotelmirabilis8776 2 жыл бұрын
ଛତିଶଗଡ ଯଦି େକୗଣସି ସାହାୟ୍ଯ ନକଲେ ତୁମେ କାହିଁକି କରିବ ସାହାୟ୍ଯ ଭଲହେଲା
@bulupadhan8283
@bulupadhan8283 2 жыл бұрын
Jabardast bhala lagila
@cutybabyangel7092
@cutybabyangel7092 2 жыл бұрын
ଛାଡି ଦେଲେ ବାଧ୍ୟ ହେବ ଛାଡିବାକୁ 😊😊😊😊
@cutybabyangel7092
@cutybabyangel7092 2 жыл бұрын
ଅଧିକାରୀ ଏବେ ରାଜନୀତି କରିବା ଆରମ୍ଭ କରି ଦେଲେଣି 😊😊😊😊🙏
@anupkumarmohanty3880
@anupkumarmohanty3880 2 жыл бұрын
All are doing politics bro 😄😄
@travelgurufood.fun.friends6129
@travelgurufood.fun.friends6129 2 жыл бұрын
ଛତିଶଗଡ଼ ସହିତ ଠିକ ହେଇଛି। ଆମକୁ ଚାଷ କରିବାକୁ ପାଣି ଦେଇନଥିଲେ। ଏବେ ପାଣି ପିଅ। ଯେତେ ପାରୁଛ ପିଅ। ଯେତେ ଜମା କରି ପାରୁଛ କର। ଡେଲି ଆଙ୍ଗୁଠି ମାରୁଥିଲ ଏବେ ଆମ ଚାପୁଡ଼ା ସମ୍ଭାଳ। ତମେ ହାତରେ ମାରିଲେ ଆମେ ଭାତରେ ମାରିବୁ।
@gudusonu0210
@gudusonu0210 2 жыл бұрын
Se gate kholile Hirakud dam vhangijiba pagala tu
@Babylovesbabu
@Babylovesbabu 2 жыл бұрын
ଜୟ ଓଡିଶା 🙏🙏🙏🙏
@JpBiswal172
@JpBiswal172 2 жыл бұрын
Good Job Odisha Govt
@tungurubhola7220
@tungurubhola7220 2 жыл бұрын
Jay Jagannath
@spnayak9739
@spnayak9739 2 жыл бұрын
Bohuta bhala lagila
@renubalamohapatra5702
@renubalamohapatra5702 2 жыл бұрын
Jai shree Jagannath 🙏
@pabitrabarik3249
@pabitrabarik3249 2 жыл бұрын
Sabu sei Jaga Ra Ichha.....jay Jagannath❤❤❤❤❤❤❤
@jprakashbehera7401
@jprakashbehera7401 2 жыл бұрын
Very good lessons for chhatisgarh,,
@chaoscuriosity95
@chaoscuriosity95 2 жыл бұрын
We are with you 👑, let them suffer for their deeds 💯
@malayadalai5213
@malayadalai5213 2 жыл бұрын
Very good dissesion
@kukmudisomproduction
@kukmudisomproduction 2 жыл бұрын
ଭଲ ହୋଇଛି II
@sonababyvlogs7934
@sonababyvlogs7934 2 жыл бұрын
Je pache para manda. Ta pai pachanti gobinda Jay jagannath🙏🙏🙏🙏🙏
@Gigglegigles
@Gigglegigles 2 жыл бұрын
Good...Jai jagannath 🙏🏻
@shydollpriti8691
@shydollpriti8691 2 жыл бұрын
ବନ୍ଧ ଆଗରେ ବନ୍ଧ କଣ ପାଇଁ ଛତିଶଗଡ କରୁଥିଲା ବେଶି ଫୁଟାଣି ଛତିଶଗଡର
@atarush7536
@atarush7536 2 жыл бұрын
Very good gate khu la nai
Enceinte et en Bazard: Les Chroniques du Nettoyage ! 🚽✨
00:21
Two More French
Рет қаралды 42 МЛН
1% vs 100% #beatbox #tiktok
01:10
BeatboxJCOP
Рет қаралды 67 МЛН
Kapilash Temple Story Dhenkanal Odisha !! kapilash Chandra Sekhar
10:01
DIBYABRAMHA PRODUCTION
Рет қаралды 805 М.
Journey to the edge of the Observable Universe
10:03
Spacetime
Рет қаралды 8 МЛН
Enceinte et en Bazard: Les Chroniques du Nettoyage ! 🚽✨
00:21
Two More French
Рет қаралды 42 МЛН