Visitors Stuck At Middle Of River Nagavali In Rayagada | Rescue Operation On

  Рет қаралды 2,473,687

Kanak News

Kanak News

Күн бұрын

Пікірлер: 649
@prasadmajhi6465
@prasadmajhi6465 2 жыл бұрын
🌅 ସରକାର ପ୍ରତ୍ୟେକ ଜିଲ୍ଲାରେ ହେଲିକପ୍ଟର ଦିଅନ୍ତୁ,ମାଁ ମଝିଘରିଆଣୀ ମାଁ ସାହା ହୁଅନ୍ତୁ🙏🙏🙏
@swapnilhembram
@swapnilhembram 2 жыл бұрын
ରାଫେଲ ବିମାନ ଦେବ......
@prasantnaik6473
@prasantnaik6473 2 жыл бұрын
ସରକାରଙ୍କୁ ଅନୁରୋଧ ସଙ୍ଗେ ସଙ୍ଗେ ହେଲିକ୍ୟାପଟେର ନେଇ ଉଦ୍ଧାର କରାଯାଉ ଦୁହି ଜଣଙ୍କୁ 🙏🙏🙏
@Sunilk9777
@Sunilk9777 2 жыл бұрын
Perfect line 💯
@selfstudy9278
@selfstudy9278 2 жыл бұрын
Daudire asi haba
@prasantnaik6473
@prasantnaik6473 2 жыл бұрын
Alreddy ଡ଼ଉଡ଼ିରେ ଉଦ୍ଧାର କରା ହେଲାଣି ଓ ଦୁହିଜଣ ଆଇସାରିଲେଣି ଲ. ଏବେ ସେମାନେ ଠିକ ଅଛନ୍ତି, କିଛି ଅସୁବିଧା ହୋଇନାହିଁ thanks NDRF teem god bless you
@suraprasadbehera8503
@suraprasadbehera8503 2 жыл бұрын
right bro
@sasmitasahoo2309
@sasmitasahoo2309 2 жыл бұрын
Helicapter sahajya kariparib
@sidharthamishra4318
@sidharthamishra4318 2 жыл бұрын
Arindam ଙ୍କ ଘଟଣାର ପୁନରାବୃତ୍ତି ନ ହେଉ।
@amareshamohanty69
@amareshamohanty69 2 жыл бұрын
ସେ ଦୃଶ୍ଯ ସବୁ news channel କହୁଛନ୍ତି । କିନ୍ତୁ helicopter କାହିଁକି ଆସୁନାହିଁ । ବାୟୁସେନାର ସହାୟତା କାହିଁକି ନିଆ ଯାଉନାହିଁ ?
@santosh34556
@santosh34556 2 жыл бұрын
Helicopter Khali Bodo neta nko payin
@azurbleh
@azurbleh 2 жыл бұрын
Because you need a helipad for it to land besides it requires hell lot of skills to climb into a flying helicopter, bit mistake may end up falling into the water it's way more dangerous than you are thinking duh
@bkbutu9801
@bkbutu9801 2 жыл бұрын
kzbin.info/www/bejne/eoDEgayrhaeWgJY.
@deeptinaik510
@deeptinaik510 2 жыл бұрын
Yes your right
@sukantpatnaik3187
@sukantpatnaik3187 2 жыл бұрын
ହେଲିକାପଟର ଆଣ ଓଡିଶା ସରକାର ର ଦାଇତ୍ୱ ହୀନ ଭଳି ଲାଗୁଚି....
@Ritwik2025
@Ritwik2025 2 жыл бұрын
Paisa nahi petrol pai. 😀😀
@jkmusicplus999
@jkmusicplus999 2 жыл бұрын
Helicopter personal bike ନୁହେଁ ଯେ ସାଙ୍ଗେ ସାଙ୍ଗେ ପଳେଇବ। ଏଥିରେ ଦାୟିତ୍ଵ ହିନ କିଏ ସରକାର ନା ସେମାନେ?
@meera9818
@meera9818 2 жыл бұрын
@@Ritwik2025 🧐😂😂
@asishnaik402
@asishnaik402 2 жыл бұрын
@@jkmusicplus999 ta mana tama chahucha samana mari gantu
@riteshkumar0121
@riteshkumar0121 2 жыл бұрын
ବହୁତ ବଢ଼ିଆ ଝାଡ଼ା ବାନ୍ତି ରୋଗୀଙ୍କୁ ଦେଖିବାକୁ ଯାଇ ନଈ ମଝିରେ କେମିତି କେମିତି ଲୋକ ଅଛନ୍ତି ।ରୋଗୀ ରୋଗରେ ନୁହେଁ ଆଙ୍କ ଟେନସନରେ ମରିଯିବେ ହେ ଭଗବାନ୍ କିଛି କର
@odianewstodays
@odianewstodays 2 жыл бұрын
ମୁଁ ବି ଅର୍ଥ କରି କହୁନାହିଁ କିନ୍ତୁ ମୋର କହିବା କଥା ହେଲା ପର୍ଯ୍ୟଟକ ହୁଏତ ଜଙ୍ଗଲରେ ବୁଲନ୍ତି କିନ୍ତୁ ନଦୀ ମଝିରେ କଣ କରୁଥିଲେ ଯେଉଁ ସମୟର ମୌସୁମୀ ବର୍ଷା ଜାରି ରହିଛି, ସେମାନେ କଣ ଲାଇଫ ସର୍ଭାଇଭର୍ ସୁଟିଂ କରୁଥିଲେ ନା ଅଭିଜ୍ଞତା ହାସଲ କରୁଥିଲେ ଏଗୁଡ଼ିକ ଚିନ୍ତା କରିବା କଥା , ଯାହା ବି ହେଉ ସେମାନଙ୍କୁ ଶୀଘ୍ର ଉଦ୍ଧାର କରାଯାଉ
@dkswainvlogs
@dkswainvlogs 2 жыл бұрын
Pagala gote gote thanti 🤪
@odianewstodays
@odianewstodays 2 жыл бұрын
@@OD30VLOGMKG ହଁ ପରା ବୁଲା ବୁଲି କରନ୍ତୁ କିଛି କଥା ନାହିଁ କିନ୍ତୁ ସ୍ଥାନ କାଳ ଦେଖିବେ ନା ନାହିଁ ଏବେ ଯେଉଁ ଅସୁବିଧା ହେଉଛି
@muktikantaswain5695
@muktikantaswain5695 2 жыл бұрын
Kichhi udhar kariba darkar nahin sevsale Nadi vitaraku kahin jaithile sale ebe nam nio
@sashibarik9076
@sashibarik9076 2 жыл бұрын
Right bro
@SauravKumar-ck6cr
@SauravKumar-ck6cr 2 жыл бұрын
ରୀଲ ବନେଇବା କୁ ଯାଇଥିଲେ ଏଗୁଡା
@bhalapila3443
@bhalapila3443 2 жыл бұрын
ଭାଷ କହିବାକୁ ଇଛା ହଉଛି ଶଳା ଦେଖୁଛ ମଝିରେ ଫସି ଯାଇଛନ୍ତି ତାକୁ ପୁଣି ଦୌଡ଼ି ପକେଇବା safegurd ଦେବା ବାଳ ହେଲିକେପ୍ଟର ରେ ନବୀନ ବୁଲିବ ଏଥି ରଶି ଲଗେଇ ନଦୀ ମଝିରୁ ଉଦ୍ଧାର ହେବ ବା ବା ତମ ବୁଦ୍ଧି କୁ ଶଳା ସଙ୍ଗେ ସଙ୍ଗେ ହେଲିକେପ୍ଟର ମଗାଅ ଆଉ ଶୀଘ୍ର ଉଦ୍ଧାର କର ମୋ କଥା ରେ କେତେ ଜଣ ଏକ ମତ like କରନ୍ତୁ
@priyasamal5310
@priyasamal5310 2 жыл бұрын
ଆଉ ଅଳ୍ପ କିଛି ଯେବେ ପାଣି ଆସିଯାଏ ଦୁଇ ଜଣ ଭାସିଯିବେ ଆଉ ଜୀବନ ଚାଲିଯିବ ଏ ଦୁଇଜଣଙ୍କୁ ଯେମିତି ବି ହେଉ ଉଧାର କରାଯାଉ
@dharitrimishra3442
@dharitrimishra3442 2 жыл бұрын
Arindam Sir nka katha mane padi jauchi😭😭😭😭😭Jaldi udhhar hei jaantu.... Jai maa mangala🙏
@jkmusicplus999
@jkmusicplus999 2 жыл бұрын
ଆରେ ଭାଇ କଥାରେ ଅଛି କାଦୁଅ କୁ ଯିବ କାହିଁକି ଗୋଡ ଧୋଇବ କାହିଁକି । ନଈ ଭିତରେ କଣ ପାର୍କ ଥିଲା ବୁଲିବାକୁ ଯାଇ ଥିଲ । ସବୁତ ତ ଖାଲି ସରକାର ର ଭୁଲ ନୁହେଁ ? ନିଜର କିଛି ଭୁଲ୍ ନାହିଁ। ଆଉ helicopter କାହା ବାପାର ନୁହଁ ଯେ ଯିଏ ଯୋଉଠି ଫସିବ। ସଙ୍ଗେ ସଙ୍ଗେ helicopter ଉଦ୍ଧାର ପାଇଁ ପଳେଇବ।
@billaxx6700
@billaxx6700 2 жыл бұрын
Please bhagaba amanku banchei dia🙏🙏🙏🙏🙏😭😭😭
@barunabehera
@barunabehera 2 жыл бұрын
ସେଇ ମୂର୍ଖ କାମ ପାଇଁ ହାତୀ ବଞ୍ଚେଇ ପାରିଲ ନାହିଁ ଅଥଚ ଅନ୍ୟ ମାନଙ୍କ ଜୀବନ ଚାଲିଗଲା
@sashibarik9076
@sashibarik9076 2 жыл бұрын
ଆରେ ସେଠି ଲୋକ ମାନେ ଏମିତି କଣ ପାଇଁ ହଉଛନ୍ତି ଯଦି ଗୋଡ ଖସିଯିବ ସେମାନେ ବି ଭାସିଯିବେ so ପ୍ଲଜ଼ ଏମିତି ସେଠି ହୁଅନ୍ତୁନାହିଁ
@pinklipodiavloger8699
@pinklipodiavloger8699 2 жыл бұрын
Helicaptor re anunahanty kn pain
@Subhashish354
@Subhashish354 2 жыл бұрын
Nahi 😂
@chandrasekharsethy7428
@chandrasekharsethy7428 2 жыл бұрын
permission debeni rajanitiya mane
@justwait3243
@justwait3243 2 жыл бұрын
😁😁😁
@RahulDas-ge8mv
@RahulDas-ge8mv 2 жыл бұрын
Helicopter khali sarkar pain
@sibakulesika8762
@sibakulesika8762 2 жыл бұрын
Rayagada re helicopters nahi bhai😂😂
@swathi3104
@swathi3104 2 жыл бұрын
Bapre ଶୀଘ୍ର ରକ୍ଷା କର late karani 🙏🏻🙏🏻🙏🏻
@damayantidas5308
@damayantidas5308 4 ай бұрын
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଏଇଭଳି ସବୁ ଜାଗାରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି ନିହାତି ହେଲିକପ୍ଟର ଯୋଗେ ସମସ୍ୟା ସମାଧାନ କରିହେବ ମୋର ସରକାରଙ୍କୁ ପ୍ରାର୍ଥନା ଗୁହାରି ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
@muchiramhembram6268
@muchiramhembram6268 4 ай бұрын
ବର୍ତମାନ ଉଭୟ ଦୁଇ ଜଣ ପ୍ୟାଣ୍ଟ୍ ସାର୍ଟ ଖୋଲି ଦିଅନ୍ତୁ ପାଣି ଭିଜିଗଲେ ବସ୍ତ୍ର ଉପରେ ଓଜନ ହେବ, ଦରକାର ପଡିଲେ ପହଁରିବା ପାଇଁ ସହଜ ହେବ ଏବଂ ଦେହ ହାଲୁକା ହେବ।
@BioEduLab2023
@BioEduLab2023 2 жыл бұрын
Use helicopter as soon as possible to rescue them.Because it's too hard to rescue by Fireman .So plz government plz rescue the two lives.
@sanjivstarpanda4948
@sanjivstarpanda4948 2 жыл бұрын
Magihan sarkaar bhai ethi kichi nahin helicopter anibe chutiya ga sola sobu
@reenasahoo1494
@reenasahoo1494 2 жыл бұрын
Right
@tdz5819
@tdz5819 2 жыл бұрын
ସରକାର ମଣିଷ ମରିଗଲେ ବି ସେ ଉଣ୍ଡିକି ବସିଥିବେ
@Nehasamezingworld
@Nehasamezingworld 2 жыл бұрын
Right
@bsaisirish6044
@bsaisirish6044 2 жыл бұрын
Flying Helicopters has some protocols. It's not easy as you say.
@laxmanmurmu4020
@laxmanmurmu4020 2 жыл бұрын
ମୂର୍ଖ ମାନଙ୍କୁ ନେଇ ଦୁଇ ମୂର୍ଖଙ୍କୁ ଉଦ୍ଧାର କରିବାର ପ୍ରୟାସ,,, ଦ୍ବିତୀୟ ଗଜରାଜ ଉଦ୍ଧାର,,,
@swapnaswapna7219
@swapnaswapna7219 2 жыл бұрын
Tame ete pathua achha sethi only comments daba kn darakar kn Kari pariba kariki dekhao
@bishnupriyapanda6672
@bishnupriyapanda6672 2 жыл бұрын
ସରକାର ହେଲିକ୍ୟାପ୍ଟର ଯୋଗେ ସେମାନଙ୍କୁ ଉଦ୍ଧାର କଣ ପାଇଁ କରୁନାହାନ୍ତି, ସେମାନେ ମରିଗଲା ପରେ କଣ ହେଲିକାପଟର ପଠେଇବେ
@jayjagannathtemple8945
@jayjagannathtemple8945 2 жыл бұрын
ଓଡିଶା ରେ ଉଦାଯାହାଜ ନାହିଁବା ଏଟା ଓରିଶା ଏଠି କୋଉ ସରକାର ର ଆଉକତ ନାହିଁ 😁
@bkbutu9801
@bkbutu9801 2 жыл бұрын
kzbin.info/www/bejne/eoDEgayrhaeWgJY.
@tapanbehera5924
@tapanbehera5924 2 жыл бұрын
Mg naveen ki baala karuchhi
@srabankumar8037
@srabankumar8037 2 жыл бұрын
Gandi fuleiki Soithiba Nabin magya
@tapanbehera5924
@tapanbehera5924 2 жыл бұрын
@@srabankumar8037 chhuchaare chief minister😂😁😂
@akashmeher9130
@akashmeher9130 2 жыл бұрын
Are bhai odisa re bahut Kichi nahi just one cricket acedmy au jete achi sabu bekar
@purbipraska3883
@purbipraska3883 2 жыл бұрын
He maa majhi gouri tame tanku saha huo maa🙏🙏🙏🙏 Bharata sarakara nku Anuradha ki j helkaputor madyamo re kada jau
@sachidanandanaik7271
@sachidanandanaik7271 2 жыл бұрын
ନବିନ ଯୁଆଡେ ଯିବେ ହେଲିକ୍ୟାପିଟର ନେଇଯିବେ ଏବେ ଜିବନ ଵଂଚାଇବା ପାଇଁ ଏୟାର ଲିପ୍ଟି କରାଯାଉ ।
@dibyaranjantripathy6859
@dibyaranjantripathy6859 2 жыл бұрын
Helicopter କିଛି ଦରକାର୍ ନାହିଁ ଗୋଟେ କ୍ରେନ୍ ଆଣି ଦେଲେ ଖେଳ ହେଇ ଯିବ, ଯଦି ସେତିକି ବି ଓଉକାତ୍ ନାହିଁ ତେବେ ଗୋଟେ ଇଲେକ୍ଟ୍ରି ଖୁଣ୍ଟ ପକେଇ ଦେଲେ ବି ସଂସ୍ଥା ଚାଲିବ
@anilsahoo9249
@anilsahoo9249 2 жыл бұрын
Helicaptor re ରୋଗୀ ବୁହାହେବେ କହୁଥିଲେ ନବୀନ ବାବୁ,,,ଏବେ ଏମାନେ kna rogi ନୁହନ୍ତି ।
@nirakarjena3699
@nirakarjena3699 2 жыл бұрын
ଏମାନେ ରୋଗୀ ନୁହେଁ ରେ ଭାଇ ଏମାନେ ନଈ ମଝିରେ upabhogi ❤️👍
@SauravKumar-ck6cr
@SauravKumar-ck6cr 2 жыл бұрын
ରୀଲସ ଉପଭୋଗୀ ଏମାନେ 😂
@ajitbehera9520
@ajitbehera9520 2 жыл бұрын
ତୁରନ୍ତ ଉଦ୍ଧାର କାର୍ଯ୍ୟ ପାଇଁ ହେଲିକପ୍ଟର ପଠାନ୍ତୁ
@hindustanmonisha1206
@hindustanmonisha1206 2 жыл бұрын
A ବହୁତ୍ normal Achi କିଛି ହେବ ନାହିଁ jai jagannath 🙏🙏👍
@binodtiger5649
@binodtiger5649 2 жыл бұрын
Bahut bhala heichi 👏💪
@mamasoren9356
@mamasoren9356 2 жыл бұрын
Jay Jagannath 🙏
@kishanbehera9993
@kishanbehera9993 2 жыл бұрын
Jay Jagannath swami bless you 🙏🏿❣️
@sangitasamantaray7342
@sangitasamantaray7342 2 жыл бұрын
God please help them🙏🙏😇
@KunalRout-w4z
@KunalRout-w4z 2 жыл бұрын
O mam God can't help him because God is not here
@Sunilk9777
@Sunilk9777 2 жыл бұрын
mam people only can help them....if God real they are not face this type of problem.
@KunalRout-w4z
@KunalRout-w4z 2 жыл бұрын
@@Sunilk9777 we made for face this type of problem it is the nature which created by the god😃
@shayarisibublag1229
@shayarisibublag1229 2 жыл бұрын
@@KunalRout-w4z O
@bipracharanparida5516
@bipracharanparida5516 Жыл бұрын
​@@Sunilk97770 9 🎉
@bindusagar9315
@bindusagar9315 2 жыл бұрын
ଲାଇଫ ଜାକେଟ ଯେଉଁ ଠି ପହଞ୍ଚି ପାରିଲା ମଣିଷ କିପରି ପହଞ୍ଚି ପାରିବ ନାହିଁ
@baijayantirout7874
@baijayantirout7874 2 жыл бұрын
ଜୟ ଜଗନ୍ନାଥ🙇🧡
@jiturockez8572
@jiturockez8572 2 жыл бұрын
Air left karaoo dui jiban banchijiba 🙏🏼🙏🏼🙏🏼
@biswajitmahakud1360
@biswajitmahakud1360 2 жыл бұрын
ଯେତେଶୀଘ୍ର ସମ୍ଭବଉଧାରକରାଯାଉ
@user-rashmi-c91
@user-rashmi-c91 4 ай бұрын
Waheguru Ji sab ke upar apni Kripa banae rakhna 🙏🙏♥️♥️
@Nstar111
@Nstar111 2 жыл бұрын
ଅଗ୍ନିସମ ବିଭାଗ କୁ ନ ପଠା ଯାଇ. ଯଥାଶୀଘ୍ର ବାୟୁସେନ ବିଭାଗ କୁ ପଠାଇଲେ ଉଚିତ ହେବ ନହଲେ ବହୁତ ବଡ଼ ଅଘଟଣ ଘଟିଯିବ. ତୁମ news ଟିମ ଠିଆ ହୋଈ news କଲେ କଣ ହେବ. କିଛି ହେବନି. ତୁମ news owner ଟିକେ ନିଜ ହାତରୁ ଟଙ୍କା ଖଚ୍ଚ କରି ହେଲିକପ୍ଟର ରେ ସେ ଲୋକ ଙ୍କୁ ଉଧାର କରନ୍ତୁ News ଚାନେଲ ର credit ବଢିବ.
@rinabhoi7092
@rinabhoi7092 2 жыл бұрын
He bhagaban tmku koti namaskar 😭😭😭😭😭 banchei dia
@sumankumarnayak1637
@sumankumarnayak1637 2 жыл бұрын
Rescue haegole..... Thanks for all your blessings......& Thank to our Rayagada Firefighters ❤️♥️❤️♥️
@Charuy2980
@Charuy2980 2 жыл бұрын
Hmn hmm madam ame dekhi paruchhu ki vali vabare dui jana parjyataka nadi majhire fasi rahichhanti... Madam bahut interesting dhanga re news paribesana karuchhanti 🙏
@Heartless_842
@Heartless_842 2 жыл бұрын
Good job Rayagada police staff and social media... Send all over travel because now rain season so carefully ... Don't take risk
@jonyjony9090
@jonyjony9090 2 жыл бұрын
,ବର୍ଷା ଦିନେ ଘରେ ରହିବାକୁ ହଉନି ବର୍ଷା ଦିନେ ବୁଲିବାକୁ ପଳାଉଛ
@baidyarajjaganathodisa6244
@baidyarajjaganathodisa6244 2 жыл бұрын
ପଯ୍ୟଟକ ଦୁଇଜଣ ଅନ୍ଧ ନୁହେ ତ ବନ୍ୟାଜଳ କେତେସ୍ପୀଡ୍ ରେ ଆସିଥିଲା କୀ ଏମାନଙ୍କୁ ଆସିବାକୁ ସମୟ ମିଳିଲାନି
@dipusahu2441
@dipusahu2441 2 жыл бұрын
Romance Kara
@sambhuluha8919
@sambhuluha8919 2 жыл бұрын
Thank you all staff
@madhuchhandadalai3921
@madhuchhandadalai3921 2 жыл бұрын
God help them 🙏🙏
@raajrajesh8859
@raajrajesh8859 2 жыл бұрын
God protection them god bless you both of you
@rashmitabastaria9199
@rashmitabastaria9199 2 жыл бұрын
Save them god 🙏🙏🥺🥺
@ytdambika1326
@ytdambika1326 2 жыл бұрын
Maa tarini bhai manku ସାହାଯ୍ୟ କର ମାଆ
@SambalpurivlogAk
@SambalpurivlogAk 2 жыл бұрын
Star hele kete belu uddhar huanta but sadharana loka ku kie pacharuchhi😭😭😭😭
@amayrasurviakhira8464
@amayrasurviakhira8464 2 жыл бұрын
You are right bro
@akashmeher9130
@akashmeher9130 2 жыл бұрын
Ama Odisha re amiti situation re bahut time lage
@amitff6370
@amitff6370 2 жыл бұрын
Very good sabas ....adhika khatiria
@Bikramharijan730
@Bikramharijan730 4 ай бұрын
Har Har mahadev 🙏🙏🙏🙏🙏🙏🙏🙏
@sasmitamallick9554
@sasmitamallick9554 2 жыл бұрын
🙏🙏 He Prabhu rakhya kara 2 Jana nku
@kamleshofficial3351
@kamleshofficial3351 2 жыл бұрын
ଜୟ ଜଗନ୍ନାଥ
@satyadurga1267
@satyadurga1267 2 жыл бұрын
❤️jayjagannath❤️🙏❤️🙏❤️🙏🙏🙏🙏
@purnimafamilyvlog2423
@purnimafamilyvlog2423 2 жыл бұрын
Jay jagarnath prvu bancheidia🙏🙏🙏🙏🙏
@ffodishagamer7487
@ffodishagamer7487 2 жыл бұрын
ମୁଁ ହେଇଥିଲେ ଦେଇଙ୍କି ପଳେଇ ଆସିଥାନ୍ତି 🤣🤣🤣 sorry joke କରିଦେଲି jay Jagannath Swami ରକ୍ଷା କର
@enakshisahu8985
@enakshisahu8985 2 жыл бұрын
Jai Jagannath Swami rakhya Kara Prabhu 🙏🙏🙏🙏🙏🙏🙏🙏
@cute_penisha7078
@cute_penisha7078 2 жыл бұрын
Sooo Cute Voice Madam 💙💙😍
@bitcoearn3288
@bitcoearn3288 2 жыл бұрын
Ye dekhne aaya hai yaha 😒
@kanhasahoo5959
@kanhasahoo5959 2 жыл бұрын
Bsdk idhar kya ho raha h or tuje lediki ki voice ki padi h MDCD...😡😡
@spinexom
@spinexom 2 жыл бұрын
Raha nehi jata Tadap hi asi hey naa
@manojkudada4486
@manojkudada4486 2 жыл бұрын
Ghuda muhin
@ranarout1861
@ranarout1861 2 жыл бұрын
Tor vaesa Dara kar
@gagansabat3366
@gagansabat3366 3 ай бұрын
ମୁଖ୍ୟମନ୍ତ୍ରୀ ନଵିନ ପଟ୍ଟନାୟକଙ୍କ ତୁରନ୍ତ ହେଲିକପ୍ଟର ପଠେଥାତେ
@bijukhadia64
@bijukhadia64 2 жыл бұрын
He prabhu rakhya kara🙏😢
@mukunsenel3794
@mukunsenel3794 Жыл бұрын
Thank you so much
@surashbehara7516
@surashbehara7516 2 жыл бұрын
Jay jaganatha 🙏🙏🙏
@sanjulatadehury1614
@sanjulatadehury1614 2 жыл бұрын
Hey Prabhu ,🙏🙏🙏🙏
@nirakarjena3699
@nirakarjena3699 2 жыл бұрын
ସେ ଆଗ କହୁ ନଈ ମଝିରେ କଣ ପାଇଁ ରହିଥିଲା 🙄 ପାଣିରେ ପଶି କଣ କରୁଥିଲା.... ଶଳା ତୋରି ପାଇଁ କେତେ staff ହଇରାଣ ହଉଛନ୍ତି...
@pratapnk3147
@pratapnk3147 2 жыл бұрын
That's their duty 😂😂
@dukhutirky3530
@dukhutirky3530 2 жыл бұрын
May God save them 🙏
@rameshkuamr6155
@rameshkuamr6155 2 жыл бұрын
God bless him Jagannath .
@madhujena-tn7xi
@madhujena-tn7xi 2 жыл бұрын
Jay jagannath..... Hey maha prabhu rakhta karantu
@prashantakumar7407
@prashantakumar7407 2 жыл бұрын
He maa majhigouri PLZZ se dunhe bholore pheri asontu🙏🙏🙏
@bhabani8748
@bhabani8748 2 жыл бұрын
Jay jagannath 🙏🙏🙏🙏🙏 rakhya koro prabhu
@manjusapatra2251
@manjusapatra2251 2 жыл бұрын
Plz govt help him emti dekhuthiba semane vasijibe daya kari helicapictar aaana midia re hajare thara prachara kale kn heba plz help kara
@dkmdipu736
@dkmdipu736 2 жыл бұрын
Plzz help good 🙏🙏🙏
@subhankarsamal6590
@subhankarsamal6590 2 жыл бұрын
Kana tame bahara lokanku help kariki ate prasansa gotaucha nija belaku kichi nahii btw alga kouthi hele ate belaku helicopter asisarantani eia pa odisha athi government paisa kharcha kariba purbaru 100 thara bhabiba...!!
@Kalihundi_sankrittana_mandali
@Kalihundi_sankrittana_mandali 4 ай бұрын
Hei par bhiu Jay Jagannath j
@tukunabehera6307
@tukunabehera6307 2 жыл бұрын
Jay maa mangala 🙏
@arjunmundary8186
@arjunmundary8186 2 жыл бұрын
Normal ପାଣି ଅଛି ସାହସ ବାନ୍ଧିଲେ ନିଜେ ବାହାର ପାରିବେ
@Mohini-p2y
@Mohini-p2y 4 ай бұрын
Maa majhigouri maa plz Saha huontu plz maa
@ysnnewskalahandi1045
@ysnnewskalahandi1045 2 жыл бұрын
Rescue team daki ki helicaptor re aanantu odisha state bali ki ete ଅବହେଳା other state hele se ଲୋକଙ୍କୁ ଉଦ୍ଧାର କରିବେ
@SSOFFICIALCHANNEL5227
@SSOFFICIALCHANNEL5227 2 жыл бұрын
ଗୋଟେ ପଟେ ବାହାରିବାର ରାସ୍ତା ଅଛି ଦେଖା ଯାଉନି ବଧେ 😃
@meera9818
@meera9818 2 жыл бұрын
🤔🤔🤔🧐🧐🧐🧐
@ranjanturuk1297
@ranjanturuk1297 2 жыл бұрын
Dear lord Jesus 🙏 please save them.
@d.jcreation4858
@d.jcreation4858 2 жыл бұрын
Jay Jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@girishbalapradhani8142
@girishbalapradhani8142 Жыл бұрын
God please help them 🙏
@anukulamohanty6586
@anukulamohanty6586 2 жыл бұрын
Jhula bridge upare jhuluchi..amane tala adu dekhibaku gale ki jhula bridge ku.. 😂😂
@rabindrakumarswain2487
@rabindrakumarswain2487 Жыл бұрын
ଏମିତି କାମରେ ହେଲିକପ୍ଟର ର କାମ କଣ କୋ ଉ ଲୋକ ଙ୍କ ପାଇଁ ହେଲିକପ୍ଟର କାମ
@padmalochansahu8105
@padmalochansahu8105 2 жыл бұрын
Jay jagannath swami
@SmitaSethi-e7i
@SmitaSethi-e7i 4 ай бұрын
God bless you 😢😢😢
@pupunidas7933
@pupunidas7933 2 жыл бұрын
Tanku rasi daudi dia se jore dharikiri asibe jaldi udhara kara duiti jibana banchi jiba ...Prabhu Jagannatha tankara kichhi asubidha na hau prabhu
@girlspower6037
@girlspower6037 2 жыл бұрын
ନବୀନ ପଟ୍ଟନାୟକଙ୍କ 🚁 ନିଅ ଜଲଦି ବାହାର୍ କର
@trinathpatra305
@trinathpatra305 2 жыл бұрын
Rescue heigalani without helicopter Rescue by FIRE & ODRAF team💪
@sasikantasahoo408
@sasikantasahoo408 2 жыл бұрын
May God team help
@minakhipanda6917
@minakhipanda6917 4 ай бұрын
Amanka laguchi punya ra bala acchi ja hau banchi janatu jay 🙏 jagannath
@sudhakarsuna7396
@sudhakarsuna7396 2 жыл бұрын
Please God help him 🙏🙏🙏
@gagansabat3366
@gagansabat3366 3 ай бұрын
ସୋତୋତର ହେଲିକପ୍ଟର ପଠାଅ
@ramasankarbaidya5929
@ramasankarbaidya5929 2 жыл бұрын
ସେ ଦୁଇ ଜଣ ଙ୍କୁ ଦୁଉଡି ଶାଜ ରେ ବାହାର କରି ହବ କେମିତି ବାହାର କରିବା ତାର ବାଟ ହେଉଛି ଏପଟ ରୁ ଶେ ପେଟ ଦୁଡି ଟାଣିକି ବୋଧା ଜିବ ସେଇ ଦୁଡି ଭିତରେ କଫିଆ ବୋଧା ଜିବ ସେଇ କଫିଆ ରେ ଆଉ ଗୁଟିଏ ଦୁଡି ବୋଧା ଜିବ ତାହାରି ମାଧ୍ଯମରେ ଜଣେ ଜଣେ ହୋଇ ଅଣା ଜିବ
@manjusapatra2251
@manjusapatra2251 2 жыл бұрын
Are plz helicaptar aana jaldi nahele emti dekhuthiba arindam bhainka pari semane b vasijibe plz 🙏🙏🙏
@princeparmancs1414
@princeparmancs1414 2 жыл бұрын
हेलीकाप्टर लाओ भाई 🙏🙏🙏
@dillippradhan996
@dillippradhan996 2 жыл бұрын
God save 🙏 the two.why did they enter there?They didn't think the present situation of rivers.They will enjoy but many people will suffer. I hope they will be saved.
@subhashree-shreyanshi
@subhashree-shreyanshi 2 жыл бұрын
Jhula Pola dekhibaku badhithiba nadi bhitare !!!! Lokamane eimti murkhami kanhiki karanti kejani...,, He prabhu tanku rakhyakarantu ...
@kumarbagh8966
@kumarbagh8966 4 ай бұрын
Khali news hele hela ta chhada kichhi nahi
Cheerleader Transformation That Left Everyone Speechless! #shorts
00:27
Fabiosa Best Lifehacks
Рет қаралды 15 МЛН
Smart Sigma Kid #funny #sigma
00:33
CRAZY GREAPA
Рет қаралды 39 МЛН
Enceinte et en Bazard: Les Chroniques du Nettoyage ! 🚽✨
00:21
Two More French
Рет қаралды 41 МЛН
IL'HAN - Qalqam | Official Music Video
03:17
Ilhan Ihsanov
Рет қаралды 454 М.
today morning News Odisha 17 December 2024 subhadra tanka news #odianews
14:44
APOCALYPTO 2006 FULL MOVIE SUB INDO..
2:18:22
Sheva.05
Рет қаралды 26 МЛН
В Москве убит начальник войск химзащиты РФ
1:01
Euronews по-русски
Рет қаралды 96 М.
Ong Bak | Fight Club Scene
15:05
Cinewatch
Рет қаралды 81 МЛН
Cheerleader Transformation That Left Everyone Speechless! #shorts
00:27
Fabiosa Best Lifehacks
Рет қаралды 15 МЛН