ଭାଇ ଡାକିଲେ ଗ୍ରହଣ କରୁନଥିଲେ ମିହିର ଦାସ ! : ଅଶୁମୋଚନ | NandighoshaTV

  Рет қаралды 216,430

Nandighosha TV

Nandighosha TV

Күн бұрын

Пікірлер: 71
@bnmohanty2553
@bnmohanty2553 3 жыл бұрын
ଅଶୃମୋଚନ ସାର୍ ଆପଣ ଜଣେ ଭଲ ଅଭିନେତା ସୁନ୍ଦର ଅଭିନୟ ଆପଣଙ୍କର... ମିହିର ସାରଙ୍କ ଆଶାର ଆଲୋକ ଶୂନ୍ୟ --ରହିଗଲା ତାହାକୁ ଆପଣ ପୁରଣ କରନ୍ତୁ । ଜୟ ଜଗନ୍ନାଥ 🙏
@niranjanapatnaik
@niranjanapatnaik 3 жыл бұрын
ଗୋଟେ ମହାନ୍ କଳାକାର ଆଉ ଗୋଟେ ମହାନ୍ କଳାକାରଙ୍କୁ ପ୍ରସଂଶା କରୁଥିବା ଦେଖିକି ବହୁତ ଖୁସି ଲାଗୁଛି!
@sujitpanda1749
@sujitpanda1749 3 жыл бұрын
ଆପଣ କେମିତି ଅଛନ୍ତି ସାର୍ , ବହୁତ୍ ସମୟ ପରେ ଆପଣଙ୍କୁ ଦେଖି ଖୁସି ଲାଗିଲା ।ପ୍ରଭୁ ଜଗନ୍ନାଥ ଆପଣଙ୍କୁ ସର୍ବଦା ସୁସ୍ଥ ରଖିଥାନ୍ତୁ । ଜୟ ଜଗନ୍ନାଥ ।
@sukantakumarbehera5085
@sukantakumarbehera5085 3 жыл бұрын
ଆପଣଙ୍କ କଥା ଶୁଣି ହୃଦୟ ରେ ବହୁତ କଷ୍ଟ ଭରିଗଲା।
@bnmohanty2553
@bnmohanty2553 3 жыл бұрын
ମିହିର ସାର ଜଣେ ଭଲ ମଣିଷ ଥିଲେ ଯେଉଁ ଚରିତ୍ର ଦେଲେ ସେ ନିଖୁଣ ଓ ଜୀବନ୍ତ ଅଭିନୟ କରୁଥିଲେ ଓଡ଼ିଆ ସିନେ ଜଗତର ଅପୂରଣୀୟ ଶୂନ୍ୟ --ରହିଗଲା ଦୁଃଖ ଲାଗୁଛି 😭😭😭 ଧିରେ ଧିରେ ମହାନ ଅଭିନେତାଙ୍କ... ପ୍ରତି ଭକ୍ତିପୂତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି 🙏🙏🙏🌹
@speedobren3354
@speedobren3354 3 жыл бұрын
ଅଶ୍ରୁମୋଚନ ସାର୍ ଆପଣ ଜଣେ ମହାନ୍ ଅଭିନେତା ଆମେ ଜାଣିଛୁ , ହେମନ୍ତ ଦାସ୍ ଙ୍କ ଭଳି ନିଛକ ଅଭିନୟ ଯଦି କିଏ କରିପାରେ ସେ ହେଲେ ଆପଣ ,, ମିହିର ସାର୍ ତ ଭଲ କଳାକାର , ଆପଣଙ୍କ ସ୍ତର ଆଉ ଟିକେ ଉଚ୍ଚରେ , ଓଡିଶା ଆପଣଙ୍କୁ ସଠିକ ସେ ଚିହ୍ନି ପାରୁନି ,, ଆନ୍ତର୍ଜାତିକ ସ୍ତରର ଅଭିନୟ ଆପଣଙ୍କର ,,, ଓଡ଼ିଶାରେ କଳାତ୍ମକ ଅଭିନୟ ଆପଣଙ୍କ ଠାରୁ ବେଶି ଆଉ କିଏ ଜାଣେ ,,,, ଆପଣଙ୍କ ଅଭିନୟ ସତରେ ବହୁତ ହୃଦୟସ୍ପର୍ଶୀ ମୁଁ ଅନୁଭବ କରିଛି ,, ସୁନ୍ଦର ମନଛୁଆଁ ଅଭିନୟ ,, ଆପଣ ବାସ୍ତବରେ ହିନ୍ଦୀ ଚଳଚ୍ଚିତ୍ରରେ କାମ କରିବା କଥା ,, ନାନା ପାଟେକର ଙ୍କ ଭଳି ଆପଣଙ୍କ ଦକ୍ଷତା ,, ଭଗବାନ ଆପଣଙ୍କୁ ଭଲରେ ରଖନ୍ତୁ
@vinayadas1699
@vinayadas1699 3 жыл бұрын
Right
@hindibestsongvideo5689
@hindibestsongvideo5689 3 жыл бұрын
Asrumochan sir asara aloka ku asantu
@diptiranjandas7419
@diptiranjandas7419 3 жыл бұрын
ମିହିର ଦାସ,,ଓଡ଼ିଆ ସିନେମା ର ମହାପୁରୁଷ,, ହେମନ୍ତ ଦାସ ଙ୍କ ପରେ ଏଇ ଜଣେ ହି ଥିଲେ ଯାହାଙ୍କୁ ହି ଆର୍ଟିଷ୍ଟ କୁହାଯାଉଥିଲା,,ମିହିର ଦାସ ଙ୍କ ସିନେମା କୁ ଗଣି ଗଣି ଦେଖିଥିବା ଦର୍ଶକ ମୁଁ।ତାଙ୍କ ଆଵର୍ତମାନ ରେ ଓଡ଼ିଆ ସିନେମା ତାର ଅସ୍ତିତ୍ୱ ହରେଇବ!!!
@shrideeplabs5538
@shrideeplabs5538 3 жыл бұрын
Right
@ramakantabarik5313
@ramakantabarik5313 3 жыл бұрын
ରାଇଟ
@Asishi3379
@Asishi3379 3 жыл бұрын
Right 👍
@ShriKshetraPurusottama
@ShriKshetraPurusottama 3 жыл бұрын
Acting legend emane sabu... Mihir Das, Ashrumochan... se abhinaya aau kie karuchi aaji kaali
@cricket2379
@cricket2379 3 жыл бұрын
ମିହିର ଦାସଙ୍କ ଜୀବନୀ କୁ ନେଇ ଗୋଟେ ପ୍ରୋଗ୍ରାମ କରାଯାଉ
@ramakantabarik5313
@ramakantabarik5313 3 жыл бұрын
ରାଇଟ
@thereal8532
@thereal8532 2 жыл бұрын
Don't cry sir . You are a legend 🙌. & we odia people will always miss mihir sir🥺🥺🥺🥺
@jitendrakumarnahak9299
@jitendrakumarnahak9299 3 жыл бұрын
ଏମିତି କଳାକାର ମିଳିବା ଵହୁତ କଷ୍ଟ 😭😭😭
@rakeshmohanty8683
@rakeshmohanty8683 3 жыл бұрын
ANOTHER BEST ACTOR OF ODISHA.
@jaysrirambulurakhal
@jaysrirambulurakhal 3 жыл бұрын
So beautiful sir ❤️❤️❤️❤️❤️❤️
@prustynaresh3875
@prustynaresh3875 3 жыл бұрын
Jay Jagannath 🙏
@krishnatruthwins7097
@krishnatruthwins7097 3 жыл бұрын
RIP MIHIR DAS SIR 😭😭😭❤❤❤
@Jaymadhaba
@Jaymadhaba 3 жыл бұрын
Miss u mihir,achrumochan sir 😭😭😭😭😭😭😭😭🙏
@tutubishwas5652
@tutubishwas5652 3 жыл бұрын
ଭୁଲ୍ କହିଲେ ଆଜ୍ଞା। ମିହିର ଦାସଙ୍କ ଜାଗା କେହିବି ପୂରଣ କରି ପାରିବେ ନାହିଁ। ତାଙ୍କ ଜାଗା ଖାଲି ହିଁ ରହିବ। ସେ ଜଣେ ଅଦ୍ୱିତୀୟ କଳାକାର ଥିଲେ, ରହିବେ ମଧ୍ୟ। ଅଭିନୟ ପାଠ ପଢ଼ି ନଥିଲେ ବି ତାଙ୍କ ଅଭିନୟରେ ବାସ୍ତବତା ଥିଲା ଯାହା ଅନ୍ୟ କଳାକାର ମାନଙ୍କ ପାଖରେ ଦେଖିବାକୁ ମିଳେ ନାହିଁ।
@himanshuranjand_HR
@himanshuranjand_HR 3 жыл бұрын
ବୁଝି ପାରିଲନି ବୋଧହୁଏ .....
@tutubishwas5652
@tutubishwas5652 3 жыл бұрын
@@himanshuranjand_HR ତୁମେ କଣ ବୁଝିଲ, ଟିକେ ବୁଝେଇଦେଲ । ଅଶ୍ରୁ ଭାଈ କହୁଛନ୍ତି, ଜାଗା ଖାଲି ରହିବନି। ୟାର ଅର୍ଥ କଣ?
@himanshuranjand_HR
@himanshuranjand_HR 3 жыл бұрын
କାହାରି ଜାଗା କେହି କ'ଣ ନେଇ ପାରିବେ ? ତାଙ୍କ କହିବା ଅର୍ଥ ଇଣ୍ଡଷ୍ଟ୍ରି ତଥାପି ଆଗେଇବ.... ଅନ୍ୟ କଳାକାର ସେହି ସବୁ ଚରିତ୍ରରେ ଅଭିନୟ କରିବେ , ଯେଉଁଥିରେ ମିହିର ଦାସ ଥିଲେ କରିଥାନ୍ତେ । ପ୍ରତ୍ୟେକ କଳାକାରର ସ୍ଵାତନ୍ତ୍ର୍ୟ ଥାଏ.... ଯଦିଓ ଦ୍ଵିତୀୟ ମିହିର ଦାସ ଆସିବେନି (ନ ଆସିବା ଆବଶ୍ୟକ ମଧ୍ୟ)...ପ୍ରଥମ ଅନ୍ୟକେହି ଆସିବେ ଆଉ ନିଜ ଛାପ ଛାଡ଼ିବେ ।
@ramakantabarik5313
@ramakantabarik5313 3 жыл бұрын
ରିପ ମିହିର ଦାସ 🙏🙏
@jagamohanjena2314
@jagamohanjena2314 3 жыл бұрын
ମିହିର ଦାସ କେବେ ଆସିବ ତମେ
@tusharbagudai5945
@tusharbagudai5945 3 жыл бұрын
So Humble Person, 🙏🙏
@iswarchandradas6607
@iswarchandradas6607 3 жыл бұрын
😭😭😥😥😥😓😓😓😓I miss you mihir bhai
@jagamohanjena2314
@jagamohanjena2314 3 жыл бұрын
ଗୁରୁ ପ୍ରଥମ ରୁ ଜନ୍ମ ନିଅନ୍ତି ଯେମିତି ସେ ସେମିତି । ପ୍ରଥମ ଗୁରୁ ମହାପୁରାଣ ରାମାୟଣ ରୁ ଗୁରୁ ଜନ୍ମ ନେଇଥିଲେ ପ୍ରଥମେ ଚରିତ୍ର କୁ କାଳ୍ପନିକ କରି ରାମ ଙ୍କୁ ଦେଖି ରାମ ଙ୍କ ର ଅଭିନୟ କରିବା ସୀତା ମାତା ଙ୍କ ବିଷୟରେ ଅବଗତ ହେଇ ସେମିତି ଅଭନୟ କରିବା ପ୍ରକୁତ କଳାକାର ଯିଏ ନିଜ ଅଭିନୟରେ ହଜି ଯାଏ ସେ କେବଳ ଅଭିନୟରେ ଦର୍ଶକଙ୍କୁ ହାଯାଇପାରିବ.... କୌଣସି ଡିଗ୍ରୀ କରିବାଠୁ କମ ନୁହେଁ ବିଜୟ ସାର, ମିହିର ସାର, ହର ସାର କୁଆଡେ ଚାଲିଗଲେ...
@dibyaranjansahoo3581
@dibyaranjansahoo3581 3 жыл бұрын
Jai Jagarnath🙏🙏🙏🙏🙏🙏🙏🙏🙏🙏🙏🙏🙏
@shrideeplabs5538
@shrideeplabs5538 3 жыл бұрын
Missu you mahir sir
@usttffen6875
@usttffen6875 2 жыл бұрын
Miss toy ♥️❤️❤️😭😭😭🙏🙏
@soumyaranjanparichha6000
@soumyaranjanparichha6000 3 жыл бұрын
Sir apananka deha bhala achi ta
@soubhagyabagarti2417
@soubhagyabagarti2417 2 жыл бұрын
Om shanti
@prashantasethi9922
@prashantasethi9922 3 жыл бұрын
Miss mihir sir
@munadoramunadora3325
@munadoramunadora3325 3 жыл бұрын
Nice voice 👌 thankyou miss Kari thabru
@sunilbehera4758
@sunilbehera4758 3 жыл бұрын
jay sri jagannath 🙏🙏🙏🙏🙏🙏🙏
@Life2Describe
@Life2Describe 3 жыл бұрын
Ashru Bhai... Nasiruddin Saha bhali jane damdar actor
@sangramkesharibiswal9313
@sangramkesharibiswal9313 3 жыл бұрын
Govt should give him padmashri award
@padmalocanapandit9593
@padmalocanapandit9593 3 жыл бұрын
Very nice ashourmochan sir and meher sir
@rajivmishra3630
@rajivmishra3630 3 жыл бұрын
Aau se juga nahin ki se bhalia loka nahanti Ebe loka semiti kanitie bi hebeni South India ra film re se kala ra chabi miluchi
@hemantboitei9037
@hemantboitei9037 3 жыл бұрын
Thank you so much 🙏🙏 Sir
@sukantpradhan7132
@sukantpradhan7132 3 жыл бұрын
Sir please re start chhoto moro gaanti
@kedarnathknown-unknown3105
@kedarnathknown-unknown3105 3 жыл бұрын
You are also A good Persanility Asru mochan sir....
@biswanathsahoo2888
@biswanathsahoo2888 3 жыл бұрын
Jay Jagannath 🙏 MIHIR DAS
@youthpower1239
@youthpower1239 3 жыл бұрын
Choto moro gaon ti bahut sundar acting
@trilochanpradhan2212
@trilochanpradhan2212 3 жыл бұрын
I miss you Mihir sir
@footballdamotivation4108
@footballdamotivation4108 3 жыл бұрын
Mihir das only one peace
@manaskumarpattanayak6480
@manaskumarpattanayak6480 3 жыл бұрын
🙏🙏🙏
@munamohantyvlogs6459
@munamohantyvlogs6459 3 жыл бұрын
ପ୍ରଣାମ୍
@lalitmohanpradhan3427
@lalitmohanpradhan3427 3 жыл бұрын
😭😭😭
@shashwata3612
@shashwata3612 3 жыл бұрын
Jay Jagannath....
@thereal8532
@thereal8532 2 жыл бұрын
🥺🥺🥺🥺
@RAJEEVKUMAR-xk5pz
@RAJEEVKUMAR-xk5pz 2 жыл бұрын
Electricity is produced in odisha still it's rate is high
@kalia11gunduri
@kalia11gunduri 2 жыл бұрын
😭😢
@arunaacreation3032
@arunaacreation3032 3 жыл бұрын
🙏💐🙏💐🙏
@jaydevadha7816
@jaydevadha7816 3 жыл бұрын
Rip mihir sir🙏🙏🙏
@basantadas4730
@basantadas4730 3 жыл бұрын
😥😥😥😥😥🙏🙏🙏
@joginathsahoo9358
@joginathsahoo9358 3 жыл бұрын
Nice
@420sanjaya2
@420sanjaya2 3 жыл бұрын
Tankabhali manisa ti a janma Kan 7 janma re bi milibeni
@sonalinpandey1541
@sonalinpandey1541 3 жыл бұрын
Odia ra Nana Patekar Asrumochan sir
@Dhrubanaik97
@Dhrubanaik97 3 жыл бұрын
Sabubele Mane padibe...
@gyanaranjansahoo8539
@gyanaranjansahoo8539 3 жыл бұрын
R I P
@alekhabarik5093
@alekhabarik5093 3 жыл бұрын
.
@samardas2681
@samardas2681 2 жыл бұрын
Asrumochan is not a natural actor,mihir sir is very very natural.just see any asara alok episode.asrumochan is artificial.
@gatikrushnasarangi8062
@gatikrushnasarangi8062 3 жыл бұрын
🙏🙏🙏
@pulaksahoo8201
@pulaksahoo8201 2 жыл бұрын
Nice
ВЛОГ ДИАНА В ТУРЦИИ
1:31:22
Lady Diana VLOG
Рет қаралды 1,2 МЛН
Хаги Ваги говорит разными голосами
0:22
Фани Хани
Рет қаралды 2,2 МЛН
Жездуха 42-серия
29:26
Million Show
Рет қаралды 2,6 МЛН
Pranam Odisha With Singer Pitabash Kar | Nandighosha TV
22:26
Nandighosha TV
Рет қаралды 24 М.
GaapSaap Ep409_05Feb2017
22:57
OTV
Рет қаралды 514 М.