ଭାଇରାଲ ହେଲା ଅଡିଓ ନାମ ନେଲେ ପୋଲିସ ବାବୁ | Police got lesson in Viral Audio Issue | Odisha Reporter

  Рет қаралды 1,097,674

Odisha Reporter

Odisha Reporter

Күн бұрын

ପୋଲିସ ଉପରେ ଭରସା କରନ୍ତି ଜନସାଧାରଣ। ଆଉ କୌଣସି ସମସ୍ୟାରେ ପଡ଼ିଲେ ଥାନାକୁ ଯାଇ ଅଭିଯୋଗ କରନ୍ତି । ଆଶା ଥାଏ ପୋଲିସ ତାଙ୍କୁ ନ୍ୟାୟ ଦେବ । ହେଲେ ଯଦି ଏମିତି ପୋଲିସ ଥାନାରେ ରହିବେ ତା ହେଲେ ନ୍ୟାୟ କଣ ଓଲଟା ପୋଲିସ ବିରୋଧରେ ନ୍ୟାୟ ପାଇଁ ଦ୍ୱାରସ୍ଥ ହେବାକୁ ପଡିବ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#Odisha #OdishaReporter #policeofficer #viralaudioclip #Salepur #cuttack

Пікірлер: 940
@biswaranjanparida297
@biswaranjanparida297 Жыл бұрын
ଶଳା ସବ୍ ଇନିସପେକ୍ଟର କୁ ଲଣ୍ଡା କରି ଯୋତାମାଳ ପିନ୍ଧାଇ ବଜାରରେ ବୁଲାଇବା ଦରକାର।
@amrutajibana
@amrutajibana Жыл бұрын
ପ୍ରାୟ ପୋଲିସ ଏମିତିକା ।।। ଥାନା ଭୂତଖାନା
@papakaharamibeta01
@papakaharamibeta01 Жыл бұрын
ମୋ ହାବୁଡ଼ରେ ପଡ଼ିଥିଲେ ତା si ଛଡେଇ ଦେଇଥାନ୍ତି 😡🤬
@diptisahoo4421
@diptisahoo4421 Жыл бұрын
Tu banda chodibu
@JyoshnamayeeMishra
@JyoshnamayeeMishra 2 ай бұрын
Tumaghea. Kon. Tohatara. Amit. Powerachi. Tu. Bandha. Chudibu. Police. Ghea. Chua.
@JyoshnamayeeMishra
@JyoshnamayeeMishra 2 ай бұрын
Bhai. Tamaku. Sodithibaru. Sa. Maghea. Badhachuaku. Mu. Kada. Jabab. Daichi.
@chandanx9107
@chandanx9107 Жыл бұрын
ଏମିତି ପୋଲିସ ମାନଙ୍କ ପାଇଁ ସରକାର ବଦନାମ ହଉ ଛନ୍ତି
@gcbmotivation5179
@gcbmotivation5179 Жыл бұрын
ନବୀନ ପଟ୍ଟନାୟକ ଚଉକି ଛାଡ... ଓଡିଶାବାସୀ କଲେଣି ଦାନ୍ତ କଡମଡ
@amitakar948
@amitakar948 Ай бұрын
ପୁଲିସ ଙ୍କ ବ୍ୟବହାର ବୋହୁତ ଖରାପ
@littlequeenrakhi
@littlequeenrakhi 3 ай бұрын
Very nice disistion thanks 🙏🙏🙏🙏🙏 ପ୍ରଶାସନ
@Badalkumarjena96
@Badalkumarjena96 Жыл бұрын
Nama kan nela 2month pare phuni duty kariba
@RinkiMahakul-jp5zr
@RinkiMahakul-jp5zr Жыл бұрын
Vala heichi thanks 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@maheswardas1034
@maheswardas1034 4 ай бұрын
ଏହି ଭଳି ବ୍ୟବହାର ପ୍ରାୟ ପୁଲିସ ବାବୁ ଙ୍କର ହୋଇଯାଇଛି
@maheswarbiswal8232
@maheswarbiswal8232 2 ай бұрын
ମନୋଜ ବାବୁ ଆପଣ ଗୃହ ବିଭାଗ ଦାୟିତ୍ୱରେ ଅଛନ୍ତି। ପୋଲିସର ଏପରି ବ୍ୟବହାର କଣ ଭଦ୍ର ସମାଜରେ ବେଶୀଦିନ ଚାଲିବ? ତୁରନ୍ତ ଏ ପୋଲିସ ଇନ୍ସପେକ୍ଟର ସହିତ ଗ୍ରାମାଞ୍ଚଳ ଏସପି ଙ୍କୁ ଚାକିରିରୁ ବହିଷ୍କୃତ କରାଯାଉ ।ଏଭଳି ଘଟଣା ଜାରିରହିଲେ ଜନବିଷ୍ଫୋରଣ ହେବା ସହିତ ମହାନ କ୍ରାନ୍ତିକାରୀ ଆନ୍ଦୋଳନ ଆରମ୍ଭ ହେବ। ଏବେଠାରୁ ସରକାର ସଚେତନ ହୁଅନ୍ତୁ, ନଚେତ ପରିଣାମ ପାଇଁ ଦାୟୀ ରହିବେ।ବାହାରେ ମନ୍ତ୍ରୀମାନେ ବାହାଷ୍ପୋଟ ନମାରି ନିଜର ସାମ୍ବିଧାନିକ ଦାୟୀତ୍ବ ଠିକ୍ ଭାବରେ ନିର୍ବାହନ କରନ୍ତୁ। ନେଡ଼ିଗୁଡ଼ କହୁଣୀକୁ ବୋହିଯିବା ପୂର୍ବରୁ ଏଭଳି ଅଧିକାରୀଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଚାକିରିରୁ ବହିଷ୍କୃତ କରାଯାଉ।
@DipakPanda-c6b
@DipakPanda-c6b 7 күн бұрын
Well-done SP sir salute
@jchoudhury274
@jchoudhury274 Жыл бұрын
ଏ ବୁଦ୍ଧ ନାଥ ନୁହଁ ଭୂତ ନାଥ ମଦୁଆ ସଳl ଟା କି ରେ
@MNMP2024
@MNMP2024 Ай бұрын
ଏମିତି ଦରକାର !
@SwatiSatapathy-d4p
@SwatiSatapathy-d4p 3 ай бұрын
Thanks SP Sir
@rajatmallik6321
@rajatmallik6321 Жыл бұрын
ନେତା ମାନଙ୍କର ପାଦ ଚାଟୁଚ ନିରୀହ ଉପରେ ଏତେ ନାଲିଆଖି
@Vip___Ak407
@Vip___Ak407 Жыл бұрын
Bhai se kete lokanku hanichi!😂😂😂
@HarishChandra-of3vb
@HarishChandra-of3vb 4 ай бұрын
e
@arunprasaddash1399
@arunprasaddash1399 Жыл бұрын
ଏପରି ଅଫିସର୍ ଙ୍କୁ ନିଲମ୍ବିତ ନକରି ଚାକିରୀ ରୁ ବରଖାସ୍ତ କରିବା ଉଚିତ ଥିଲା।
@biswajitpadhi5958
@biswajitpadhi5958 7 ай бұрын
Right
@sankarsansahoo47
@sankarsansahoo47 4 ай бұрын
Right
@pratapchandradas6414
@pratapchandradas6414 Жыл бұрын
ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ। ମାତ୍ର ଏଭଳି ପଦକ୍ଷେପ କାହିଁ ଅନୁଗଳରେ ଆତ୍ମହତ୍ୟା କରିଥିବା ହୋମଗାର୍ଡ ମାଡାମଙକୁ ଅତ୍ୟାଚାର କରିଥିବା ପୋଲିସ ଅଧିକାରୀ ଓ ତାଙ୍କ ପତ୍ନୀଙ୍କ କ୍ଷେତ୍ରରେ ଦେଖା ଦେଲାଣି। କ'ଣ ମାର ମାର ଭେଣ୍ଡିଆ କୁ ମାର ନିତି ରେ ଓଡ଼ିଶା ପୋଲିସ୍ ଶାସନ ଚାଲିଛି। ଜଣେ ସବ ଇନ୍ସପେକ୍ଟର ଙ୍କ ଖରାପ ବ୍ୟବହାର ଟା ଗୁରୁତର ନା ଜଣେ ଭାରତୀୟ ପୋଲିସ ପ୍ରଶାସନ ଅଧିକାରୀ ଓ ତାଙ୍କ ଧର୍ମପତ୍ନୀ ଙ୍କ ଅପରାଧ ଗୁରୁତର। ଏହା ହେଉଛି ଓଡ଼ିଶାର ବର୍ତମାନ ର 5T ଶାସନ ର ସ୍ୱଛତା ର ଜ୍ୱଳନ୍ତ ନମୁନା।
@pratapsutarreal-life955
@pratapsutarreal-life955 Жыл бұрын
Se sala police ta patiee chaina bom logei dia
@bulunag613
@bulunag613 Жыл бұрын
Bhai army super hero
@kumarboiteiofficial169
@kumarboiteiofficial169 Жыл бұрын
ଏ ଭଳି ପୋଲିସକୁ ଜେଲ୍ ହେବା ଦରକାର
@RupNarayanMajhi
@RupNarayanMajhi Жыл бұрын
ଲାଭ କଣ, ଇଏ ବାହାରକୁ ଆସି ପୁଣି ଉତ୍ପାତ କରିବେ ।
@manojchaudhury7896
@manojchaudhury7896 Жыл бұрын
ନବୀନ ହଟାଅ ଓଡ଼ିଶା ବଞ୍ଚାଅ ଓଡ଼ିଶାରେ ତାମିଲ ଶାସନ ଚାଲିବ ନାହିଁ
@laxmansahoo4681
@laxmansahoo4681 Жыл бұрын
ବାପା ଶାସନ ପୁଅ ନ ନେଇ ଆଉ କିଏ ନବ 👌
@dipu850
@dipu850 Жыл бұрын
Mu au nabin ku vot debini
@subhransusekharpanda4389
@subhransusekharpanda4389 Жыл бұрын
Sabukathare Nabin .. Nanina Nka Jagare au kie asile Police bale bhala bhasa kahibe
@chikungamingvlog8063
@chikungamingvlog8063 Жыл бұрын
Puni thare g maariba nabina tama odisha ku screen shot mari ki rakha Mari saarila pare b taa atma tama odisha baasi nku g maariba
@SmartKalinga
@SmartKalinga 6 ай бұрын
Bhai Mane Nabin nka Dosa Nahi . Jouthi BJP achi Sethi v police ae bhalia...
@nepalbehera941
@nepalbehera941 Жыл бұрын
90% Police. ଏଭଳି ବ୍ୟବହାର କରୁଛନ୍ତି
@dk.djbrothers
@dk.djbrothers Жыл бұрын
99.9%
@RANJANKUMAR-mh8cy
@RANJANKUMAR-mh8cy Жыл бұрын
100% ପୋଲିସ୍ ଗୁଡ଼ିକ ଏହି ଭଳି ବ୍ୟବହାର କରୁଛନ୍ତି ଏମାନେ ସବୁ ରାଜନୈତିକ ଦଳର ନେତା ମାନଙ୍କର ପୋଷା କୁକୁର
@AMAkash-st3ro
@AMAkash-st3ro Жыл бұрын
Right
@bishnupriya-
@bishnupriya- Жыл бұрын
Right
@RupNarayanMajhi
@RupNarayanMajhi Жыл бұрын
Recall system ନାହିଁ, ନହେଲେ ଲୋକ ଦୁଇ ଗୋଇଠା ମାରି ଏମାନଙ୍କୁ ବାହାର କରି ସାରନ୍ତେଣି।।
@laxmansahoo4681
@laxmansahoo4681 Жыл бұрын
ଶଳା ତା ମା ଘଇତା ନବୀନା ମଦ ଦେଇଛି, ଶଳା ପେଟେ ପିଇଛି 👌
@bijaylaxmipanda6402
@bijaylaxmipanda6402 4 ай бұрын
Right bro👍
@deviprasannaacharya1883
@deviprasannaacharya1883 Жыл бұрын
ମା ଗିଆ ପୋଲିସ୍ କୁ ବାଡାଅ।
@kariamarandi9397
@kariamarandi9397 Жыл бұрын
Badeile vull Bhai taku sada jantra kari Mari dele vala ....Mo habuda re padile gharaku daki aniki hanibi salaku ....sie mo samna re chhodi hue ...
@RupNarayanMajhi
@RupNarayanMajhi Жыл бұрын
​@@kariamarandi9397ଯୋଉଦିନ emergency କି martial law declare ହେବ, ସେଇଦିନ ଏମାନଙ୍କ against ରେ open war ହେବ ।
@Ranjanjena-ei2yk
@Ranjanjena-ei2yk 4 ай бұрын
Right 👍
@dibyanshubehera9886
@dibyanshubehera9886 Жыл бұрын
ଏ ଭଳି ପୋଲିସ କୁ ଜିଅନ୍ତା ଜାଳି ଦେବା ଦର କାର
@manashnayak2794
@manashnayak2794 Жыл бұрын
ପେଳ କାଟି ଦିଅ 😂😂😂
@sushantakumarbarik
@sushantakumarbarik 4 ай бұрын
Right punishment
@Sibaprasad.......
@Sibaprasad....... Жыл бұрын
Police ନାର ଏହି ବାବୁ। କଳଙ୍କ
@sukantakumarjena9046
@sukantakumarjena9046 Жыл бұрын
ଏହିପରି ବହୁତ ପୋଲିସ ଅଯୋଗ୍ୟ ଅଛନ୍ତି,
@kamalakantapanda8822
@kamalakantapanda8822 Жыл бұрын
ମାହାଗିଆ ପୋଲିସ କୁ ଗୁଳି ମାରିଦିଅ.
@narendrasahoo9891
@narendrasahoo9891 Жыл бұрын
ଯେ ପଯ୍ର୍ୟନ୍ତ ଓଡିଶାରେ ବିଜେଡି ଶାସନ ଥିବ
@DipuKumar-tl7qc
@DipuKumar-tl7qc Жыл бұрын
ଆମ ଓଡ଼ିଶା ରେ ଏମିତି ହୁଏ କାରଣ ଆମ ଓଡ଼ିଶା ନମ୍ବର 1
@udaybhanuroutray6430
@udaybhanuroutray6430 Жыл бұрын
No 1 nuhe nikkama madua CM au Tamili padda chata odisha
@rabindrasahoo1394
@rabindrasahoo1394 Жыл бұрын
Plz take strong action aginst worst and drunk police 🚓🚨....jago odia jago 😊
@gokarnnashwardehuri2000
@gokarnnashwardehuri2000 Жыл бұрын
ଆରେ ବାବା ହାଣି ପକେଇବ ପୁଣି 😂 ମତେ ଡର ଲାଗିଲା ରେ ଭାଇ। ଆଗରୁ ଚିକେନ୍ ଦୋକାନ କରିଥିଲା ବଧେ , ହୋଣା କଟାରେ ପୁରା ମାହିର ଆଉ
@amrjitbiswal7243
@amrjitbiswal7243 5 ай бұрын
ମାଈଘିଆ ପୋଲିସ କୁ ବହିଷ୍କାର କରାଯାଉ
@myvillageverybeautiful1270
@myvillageverybeautiful1270 Жыл бұрын
କଣ କଣ କରୁଥିବ ଶେ ଶଳା ହାରାମି
@somanathsonusahoo2205
@somanathsonusahoo2205 Жыл бұрын
Sala chora police
@saudaminimohanty447
@saudaminimohanty447 Жыл бұрын
Sir Khali suspended Kale hebani.A mananku dismissed Kariba darkar.A Mane police jati pain kalanka.
@rupshinghrupshingh4877
@rupshinghrupshingh4877 7 ай бұрын
ପୋଲିସ୍ ଚୁତିୟା ପୁଲିସ୍ ଟା ବେ ଏମିତି ପୋଲିସ୍ ଓଡିଶାରେ ନବୀନ୍ ବାବୁ ଦେଖ
@bijayranjanrout3705
@bijayranjanrout3705 Жыл бұрын
ମଦ ପିଇଛନ୍ତି ସାର୍
@champamalik2033
@champamalik2033 3 ай бұрын
ଚାରିଆଡେ ଥିବା police ମାନେ ବହୁତ୍ ଖରାପ , ବହୁତ୍ ଗର୍ବି ଅହଙ୍କାରୀ , ସବୁ police ମାନଙ୍କୁ ଅପଟ ସେପଟ କରି ଚାକିରି ବଦଳି କରିଦିଅନ୍ତୁ Mohan Majhi Sir , ସମସ୍ତ ପ୍ରକାର police ମାନଙ୍କ ଉପରେ କଡା ନିୟମ ଲଗାନ୍ତୁ ।
@dhirenburma8143
@dhirenburma8143 Жыл бұрын
It need to alcohol test of odisha polices during the duty hour...
@parthasarathiajayabarik569
@parthasarathiajayabarik569 Жыл бұрын
This sub inspector should immediately be dismissed from service. DGP should take action.
@madhurambhatra9864
@madhurambhatra9864 6 ай бұрын
❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@crazyyyy-cp5ih
@crazyyyy-cp5ih Жыл бұрын
E bhali useless ku ,dismis Kariba akatha ,but 5T Govt
@BalaramNath-fe8ws
@BalaramNath-fe8ws 4 ай бұрын
ବିଜେଡି ସରକାରର ଥିବା ଜାଏ ଏମିତି ହିଁ ହବ ବିଜେଡି ଗଣ୍ଡା ପୋଲିସ ଧନ୍ୟ ଆମ ଓଡ଼ିଶାବାସୀ ଧନ୍ୟ ବିଜେଡି
@gangadharjena596
@gangadharjena596 Жыл бұрын
Eibhali police si pain sara police department ku loka mane kharap bhabuchhanti sp saheb right action neichhanti
@studywithnayak6590
@studywithnayak6590 Жыл бұрын
Emitia police loka nku dept. ru dismis kariba katha.....khali suspend karidele kichhi farak nahi.....4 months pare again join kari dept. re rahi funi crime badheiba.....so,He should be dismissed 😮
@rabindrasahoo1394
@rabindrasahoo1394 Жыл бұрын
Police dept have been worst 😊badri ra kamal 😊
@NityanandaSahoo-ny1ko
@NityanandaSahoo-ny1ko 4 ай бұрын
ସେ ରାଷ୍ଟ୍ରପତି ନୁହେଁ ଠିକ କିନ୍ତୁ ପୋଲିସ S I କଣ ପ୍ରଧାନମନ୍ତ୍ରୀ. କାର୍ଯ୍ୟାନୁଷ୍ଠାନ ଅଧିକ ଗ୍ରହଣ କରାଯାଉ. Suspenson is not a. Punishment.
@PabitraSandhyaVlog
@PabitraSandhyaVlog Жыл бұрын
Bahut police emiti hauchhanti khallikote ganjam re bi gote budhi ku bahut hairana karuchhanti police
@lakshmimaharana1962
@lakshmimaharana1962 Жыл бұрын
ଏମାନଙ୍କ ପାଇଁ ନିର୍ଦୋଷ ମାନେ ଦଣ୍ଡ ପାଉଛନ୍ତି
@jbstudypoint4494
@jbstudypoint4494 Жыл бұрын
Please take strong action against the mannerless si....
@GopalchandraParida-dw1ik
@GopalchandraParida-dw1ik 4 ай бұрын
ପୁଲିସ ଆମ ପାଇଁ ଜୀବନ କିନ୍ତୁ କଣ ଏଭଳି ଆଚରଣ? କଣ ପାଇଁ ଏହି ପୁଲିସ ବିଭାଗକୁ ପରିବର୍ତ୍ତନ ଦରକାର
@jagannathdash5991
@jagannathdash5991 Жыл бұрын
ଆଜ୍ଞା ଏଇଟା ପ୍ରଥମ ନୁହେଁ ଆଗରୁ ମଧ୍ୟ ବହୁତ ବାର ଏମିତି ହେଇଚି,,,,,,
@rupeshmohanty8
@rupeshmohanty8 Жыл бұрын
ଏମିତି ବାବୁ ମାନେ ସାରା ଓଡିଶା ଆଓ ଅମା ଦେଶ ସାରା ଅଛନ୍ତି.. Police Reforms needed.. Police ଅମା କୁ ସୁରକ୍ଷା ଦେବା ଲାଗି ଅଛନ୍ତି ନା କି ଡରେଇଵା ଧାମେକେଇବା ଲାଗି
@dipakjana2714
@dipakjana2714 Жыл бұрын
ଠିକ ହେଇଚି 👌🤜💪👊
@nrusinghaprasaddash9233
@nrusinghaprasaddash9233 Жыл бұрын
କୋଟା ରେ ଚାକିରୀ ପାଇଚି 😂😂 ଖରାପ୍ ଭାଷା ରେ ଗାଳି କରିବନି ତ କଣ କରିବ
@LonelyMahis143
@LonelyMahis143 Жыл бұрын
A sub-inspector only a type ra behaviour karanti nahi 90 percentage sub-inspector a valia misbehave karanti
@hareshchandranaik8065
@hareshchandranaik8065 Жыл бұрын
Please quickly take action strongly
@NarendraNarayanJena-tv2ic
@NarendraNarayanJena-tv2ic Жыл бұрын
ଓଡିଶା ର ସବୁ ପୋଲିସ ଏହିଭଳି,
@brajakishorepadhi4022
@brajakishorepadhi4022 Жыл бұрын
Yehi bhali police.. Police nama re kalanka...
@lituharichandan9218
@lituharichandan9218 Жыл бұрын
Police bivaga Nuhain Sarakari Gunda bivaga Tenu bivaga ku uthaidiajau ⚔️⚔️⚔️⚔️🚩🚩🚩🚩
@kalpatarudash2770
@kalpatarudash2770 Жыл бұрын
College hero Bhai laguchhi. Haramiku lazya laguni.
@rashmiranjannaik3125
@rashmiranjannaik3125 Жыл бұрын
Paagala heigala bodhe, sub Inspector.
@thirdeye9492
@thirdeye9492 Жыл бұрын
That's like a good police....😢😢😢😢Be friendly with police... Pulice Mantri should award 🤪🤪😂
@pramodbisoyi3332
@pramodbisoyi3332 Жыл бұрын
ଶଳାଟାକୁ ପେଲି ଦିଅ ରେ.... ତା ପୋଲିସ ପଣିଆ ଛାଡ଼ିଯିବ
@joginathpanda8836
@joginathpanda8836 Жыл бұрын
Govt gunda
@basantarout9538
@basantarout9538 6 ай бұрын
ନିଳମ୍ବନ ର କିଛି ମାନେ ନାହିଁ, ସେ ପୁଣି ଚାକିରି କରିବ ଆଉ ଏମିତି ହିଁ କରିବ, ସବୁ ଥାନା ରେ ଏମିତି ବହୁତ୍ ଅଛନ୍ତି..
@prasantakumaracharya7979
@prasantakumaracharya7979 Жыл бұрын
5T Police
@bijaykhuntia
@bijaykhuntia Жыл бұрын
ଯାହା କହିବି ସତ କହିବି ଏଠି ଦୋଷୀ ଖସି ଯାଉଛନ୍ତି ଭଲ ଲୋକ ନିରହ ଫସି ଯାଉଛନ୍ତି 🙏 ଆଇନ୍‌ ର ଯେଉଁଭଳି ନିଅମ ଅଛି ଚୋରି କ୍ରିମିନାଲ ହତ୍ୟାକାରୀ ଯିଏ ଯେଉଁ ପ୍ରକାର କେସ୍‌ କରୁଛନ୍ତି ଆଇନ୍‌ ତାଙ୍କୁ ସେଇ ମାଧ୍ୟମରେ ଦଣ୍ଡ ଦେଉଛନ୍ତି 😭ଏମିତିକି ନିରହ ଲୋକଙ୍କୁ ଭି ମାରାଥାନ୍ ଯେରା କରାଯାଉଛି ଥାନାକୁ ଆମେ ରିପୋର୍ଟ ନେଇଗଲେ ଅଭଦ୍ରାମି ଦ୍ଭାବେ ବ୍ୟବହାର କରାଯାଇଥାଏ 🤔 ଆମ ଜନସାଧାରଣ ଲୋକଙ୍କର ଭି କିଛି ନିୟମ କରାଗଲେ ହୁଏତ ନିରିହ ଲୋକ ବିନା କାରଣରେ ମାଡ ଖାଆନ୍ତେନି ଆଇନ୍‌ ଯେମିତି ଆମ୍ଭ ମାନଙ୍କୁ ସମ୍ମାନ ଦେବେ 🙏ଆମେ ସାଧାରଣ ଲୋକେ ଅସୁବିଧାରେ ପଡ଼େନ୍ତେନି 🙏ମୁ ଯଦି କିଛି ଭୁଲ କହିଲି କ୍ଷମା କରିବେ🌹🙏ପ୍ରଭୁ ଜଗନ୍ନାଥ ସମସ୍ତଙ୍କର ମଙ୍ଗଳ କରନ୍ତୁ🙏
@ranjitkumarnicesongsahoo1387
@ranjitkumarnicesongsahoo1387 Жыл бұрын
Jaldi arrest kara si ku cast Prema dekhuchi
@heartheacker4986
@heartheacker4986 Жыл бұрын
That's the power of Odisha police.. 😂
@lala1234418
@lala1234418 Жыл бұрын
Manahani case Kara of 50 lkh
@gouriprasadpatra6208
@gouriprasadpatra6208 Жыл бұрын
Such rogue police should be dismissed. It should be an example for others.
@debasisbag7099
@debasisbag7099 Жыл бұрын
its not his first time 😂
@rupeshmohanty8
@rupeshmohanty8 Жыл бұрын
Termination rule kn govt service re naheen ki? Suspension order kn ao kaheenki..?
@SupravaJena-fb9mc
@SupravaJena-fb9mc 7 ай бұрын
​@@rupeshmohanty8⁹⁰
@radhekrishna1916
@radhekrishna1916 7 күн бұрын
Kete garam bardi ra ye hela satyata odisha police ra.. police ku kebe Biswas karibeni
@akpanda833
@akpanda833 Жыл бұрын
This is real story of Odisha ?
@Runx314
@Runx314 Жыл бұрын
100%ପର୍ସେଣ୍ଟ ପୋଲିସ ଏହିପରି ଗୁଣ୍ଡା ଗର୍ଦି କରୁଛନ୍ତି
@animalloverak567
@animalloverak567 Жыл бұрын
Very good action
@purnapradhan9553
@purnapradhan9553 3 ай бұрын
❤ ଦାଦା ଗିରି ପୋଲିସର ବ୍ୟବହାର ବାସ୍ତବରେ ଦୁଃଖଦାୟକ ❤
@krutibaspolai7764
@krutibaspolai7764 Жыл бұрын
Should be dismissed to this type of officer
@narendrakumarsahoo8463
@narendrakumarsahoo8463 Жыл бұрын
A maghina police Rastrapati ra ghaita vali ba husband pari katha heuchi,a maghina police jor drink karichi
@bhaskarpuhan2248
@bhaskarpuhan2248 Жыл бұрын
Truth may not be soothing all the time. These incidents are not uncommon.
@subasjena1252
@subasjena1252 Жыл бұрын
Sp sir nku salute ❤
@babunudas3996
@babunudas3996 Жыл бұрын
ଭୁଲ କଥା କିଛି କହିନାହାନ୍ତି subinspector sir.
@peternaik9607
@peternaik9607 Жыл бұрын
Thank you sp sir
@ourteamoursuccess304
@ourteamoursuccess304 7 ай бұрын
ପୋଲିସ ଅଧିକାରୀଙ୍କୁ ଏ ପାୱାର କିଏ ଦେଲା , ଯେ ଜନତାଙ୍କ ସହିତ କେମିତି କଥା ବାର୍ତ୍ତା କରନ୍ତି ଜାଣି ନାହାନ୍ତି ସେ ପୁଣି ଜନତାଙ୍କର ସୁରକ୍ଷା କରିବେ.... କଣ ପାଟି ପାୱାର ଦେଖାଉଛ।।
@moto_odisha_vlogs6200
@moto_odisha_vlogs6200 Жыл бұрын
Good Job Young MAN
@pinkubh0i752
@pinkubh0i752 Жыл бұрын
Good 🎉
@IshwarChpatra
@IshwarChpatra Жыл бұрын
ନବୀନ ଶାସନ ରେ ଏଠି ଛେଳି ବି ଷଣ୍ଢ !😅😅😅😅😅😅😅😅😅😅
@nibedanamusic7718
@nibedanamusic7718 Жыл бұрын
Thanare police badalare dog posting kale bhala seba milanta rajkosa upare chapa kamijanta
@sarakantabarik2741
@sarakantabarik2741 Жыл бұрын
Mihir sir. Ae valia police department ree bahut achanti...semanku suba bahar karuntu...ae valia...lanchua.. police sagase.gariba lokaa.kasta pauchanti
@SwagatikaBehera-t4n
@SwagatikaBehera-t4n Жыл бұрын
Ethi smti Jane IIC- ANIRUDHA JALI smti dhamak dianti snibaku kichi b naraj
@Janaki___mukhi_97
@Janaki___mukhi_97 2 ай бұрын
ସେ ପୋଲିସ ଙ୍କର ତ ଭୁଲ୍ ଅଛି।ଏ ଯେଉଁ ଲୋକଟିଙ୍କର ମଧ୍ୟ ଭୁଲ୍ ଅଛି। କାରଣ ଯଦି ପୋଲିସ ଡାକୁଛନ୍ତି ସେ ପୋଲିସଙ୍କୁ ସାହାଯ୍ୟ କରିବାକଥା। କ'ଣ ଅଭିଯୋଗ ଅଛି ଥାନାରେ ଯାଇ ବୁଝିବା କଥା।ଏ ସେ କାମ ନ କରି ପୋଲିସ ସାଙ୍ଗରେ ଯୁକ୍ତି କରୁଛନ୍ତି। ପୋଲିସ ଥାନାକୁ ଡାକୁଛନ୍ତି ଏ ମହାଶୟ ସରପଞ୍ଚଙ୍କ ପାଖକୁ ଯାଉଛନ୍ତି।ଏଠି ଏ ଲୋକର କିଛି ତ କାରଣ ଅଛି। ସେଥିପାଇଁ ଥାନାକୁ ଯାଉନାହି।
@PrasantaPattanayak-d8s
@PrasantaPattanayak-d8s Жыл бұрын
Hana hani kata Kati mara mari karuthiba lokonku atankabadi kuhajaye
@RabiKumar-ru3cj
@RabiKumar-ru3cj 4 ай бұрын
ବିଜୁବାବୁ କହୁଥିଲେ ରାଜନୀତୀ ରେ ମୋର କେହି ଉତରଅଧିକାରୀ ନାହାନ୍ତି,କିନ୍ତୁ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ ଙ୍କ ପରେ ମୂଖ୍ଯମନ୍ତ୍ରୀ ହେଲେ,ଏବେ ନବୀନ ବାବୁ କହୁଛନ୍ତି ମୋର କେହି ଉତରଅଧିକାରୀ ନାହାନ୍ତି , ସୋସିଆଲ ମିଡିଆରେ ପାଣ୍ଡିଆନଙ୍କ ର ବିଷୟରେ ଅନେକ ଖବର ପ୍ରସାରଣ ହେଲା ଏବଂ ଶେଷ ପ୍ରର୍ଯ୍ୟାୟ ଭୋଟ ଥିବାରୁ ନବୀନ ବାବୁ ମିଡିଆ ଆଗରେ ଆସି ମୁ ସୁସ୍ଥ ଅଛି ,ମୋର କେହି ଉତରଅଧିକାରୀ ନାହାନ୍ତି କହିଲେ ,ନବୀନ ବାବୁ ଯଦି ସୁସ୍ଥ ଅଛନ୍ତି ,ତାଙ୍କର ଉତରଅଧିକାରୀ ନାହାନ୍ତି, ତାହେଲେ କାହିକି ପାଣ୍ଡିଆନ ଓଡିଶା ସାରା ବିଜେଡି ପାଇଁ ପ୍ରଚାର କରୁଛନ୍ତି 🙏
@pratapdas3193
@pratapdas3193 Жыл бұрын
ନେତାଙ୍କ----‐ଚାଟିବେ ଛୋଡିପୁଅ
@KiranBeura-l1k
@KiranBeura-l1k 7 ай бұрын
ପ୍ରଥମେ ମୋର ନିଲମ୍ବନ କରିଥିବା saarnku🇮🇳🫡 ଅଶେଷ ଅଶେଷ ରାଜ୍ୟ ସାମ୍ବାଦିକ ସଙ୍ଘ ତରଫରୁ ଏବଂ ରାଜ୍ୟ ବାସୀଙ୍କ ତରଫରୁ, ଆଉ ଆଗ ଭଳି ରହିବନି ବିଗତ ଦିନରେ ଢେଙ୍କାନାଳ ଏବଂ ପରେ ପରେ ଆଉ ଦୁଇ ଚାରି ଜଣଙ୍କ ଅବସ୍ଥା ବାଘ ଛାଲ ଉତାରି ଦିଆ ଗଲାଣି ଯାହା ନୂଆ ଆସୁଥିବା ପିଢ଼ିଙ୍କ ପାଇଁ ଉଦାହରଣ ପାଲଟିବ. ଏଣିକି ଯଦି ମୂଳ ଯଦି ଠିକ ରହିବ ସବୁ ଥାନରେ ଏଭଳି ଅଫିସର ତେବେ ବିଶ୍ୱାସ ଜନ ସାଧାରଙ୍କ ଅତୁଟ ରହିବ ପୋଲିସ ମାନଙ୍କ ପ୍ରତି. ଏଣୁ ଗୋଡେଇ ଗୋଡେଇ ରାଜ୍ୟରେ ସବୁ ଥାନରେ ଥିବା ସବୁ ଛୋଟରୁ ବଡ଼ ମୁଣ୍ଡି ମାନଙ୍କୁ ସର୍ବ ସାଧାରଣ କରାଯାଉ ପଖତା ସବୁତ ସହିତ. ଯେଉଁ ବାବୁ ମାନଙ୍କ ତୁଣ୍ଡରେ ଅସଲ୍ଲୀନ ଭାଷା ଭର ପୁର ନିଜକୁ ଯମରାଜ ଭାବୁଛନ୍ତି ଭୁଲିଯାନ୍ତୁ ତାଙ୍କ ଉପର ରୁ ଉପରେ କିଏ ଅଛି.ତାଙ୍କର ଥାନାରେ ରହିବାର ଯୋଗ୍ୟତା ନାହିଁ, ଅନେକ ଅଛନ୍ତିଭଲ, ସେ ନ ରହିଲେ ଥାନା ଭାସିଯିବନି. ଓଲଟି ପୁରା ମେହେନତ ଅଫିସରଙ୍କ ଡିପାଟମେଣ୍ଟ ପାଇଁ ମେହନତରେ ପାଣି ଫେରି ଯାଉଛି ପୁରା ଡିପାର୍ଟମେଣ୍ଟ ଏଭଳି ବାବୁ ମାନଙ୍କ ପାଇଁ ପୁରା ବଦନାମ. 🙏
@ashirbadjena_aj
@ashirbadjena_aj Жыл бұрын
SI - ବୁଦ୍ଧନାଥ ବେହେରା Call ଯାହାକୁ କରିଛି - ମନୋଜ କୁମାର ବେହେରା Complaint ଯିଏ କରିଛି - ନିଧି ବେହେରା ବେହେରା connection😂😂
@AntarjyamiSwain-y1f
@AntarjyamiSwain-y1f 3 ай бұрын
ଏଭଳି କେତୋଟି ପୋଲିସ୍ ପୋଷାକ ପିନ୍ଧି ପଶୁବଳି ଆଇନ୍ କାନୁନ୍ ସେମାନଙ୍କ ହାତରେ ଦେବା ଭୁଲ୍ ଏ ମାଘିଆ କୁ ଭୁବନେଶ୍ଵର ସହରରେ ଲଣ୍ଡା କରି ଚୂନ କାଳି ଲଗାଇ ବୁଲାଇ ବା ପରେ ତଙ୍କୁ ଆରେଷ୍ଠ କରି ହାଣିଛନ୍ତି କେତେ ଲୋକଙ୍କୁ ଏହାର ତଦନ୍ତ କରାଯିବା ଦରକାର
@swadhikarbetaj3768
@swadhikarbetaj3768 4 ай бұрын
ଏ ପୋଲିସ ବାବୁ କହୁଛନ୍ତି ମୁଁ ତୋର ହଳିଆ ନା ଚାକର?ସେ ପୋଲିସ ବାବୁଙ୍କୁ ମୋର ଗୋଟିଏ ପ୍ରଶ୍ନ, ହୁଇଓ ବାବୁ! ତୁମେ ପାଠ କେତେ ପଢିଛ?? ଏତିକି ଜାଣିନ,ତୁମେ ଜନତାଙ୍କ ଚାକର ବୋଲି?
@jajatidas530
@jajatidas530 Жыл бұрын
ପୋଲିସ dept କାହିଁ କି ଅଛି ବୁଝି ହୁଏନି, ନେମାଳ ଷ୍ଟେସନ ବି ଏମିତି criminal କୁ support କରନ୍ତି,asi Khan iic Sahoo ମୋଟା ଅଙ୍କର ଟଙ୍କା ନେଇ ଜୁଆ , ଗଞ୍ଜେଇ, ମଦ କଳା ବେପାର ଚାଲେଇଛନ୍ତି, ଖାଲି cm ଙ୍କ ଲେଖାଟି ମୁଁ ପଢି ଆସିଲି, ଆମେ ଲୋକ ମାନଙ୍କ ସେବାରେ, ଲୋକମାନଙ୍କ tax ରେ ଦରମା ନେଉ ,ଏହା ଏକ ପ୍ରଶ୍ନବାଚୀ ସୃଷ୍ଟି କରେ, କଣ ସତରେ ଲୋକ ମାନଙ୍କ ସେବା କରୁ
@bibhuprakashlimma6872
@bibhuprakashlimma6872 3 ай бұрын
ପୋଲିସ ଗାଳି କରିବା, ଅକାରଣରେ ମାରିବା, ଏହା ତ ସାଧାରଣ କଥା। ଏ କଥା କାହାକୁ ନୂଆ ଲାଗୁଛି? ଏହା ହିଁ ଆମ ଗଣତନ୍ତ୍ରର ସ୍ୱାଧୀନତା।
Conversation Of Constable Who Taken Bribe
7:29
Kanak News
Рет қаралды 2 МЛН
escape in roblox in real life
00:13
Kan Andrey
Рет қаралды 91 МЛН
Brawl Stars Edit😈📕
00:15
Kan Andrey
Рет қаралды 57 МЛН
How Strong is Tin Foil? 💪
00:26
Preston
Рет қаралды 128 МЛН
escape in roblox in real life
00:13
Kan Andrey
Рет қаралды 91 МЛН