Рет қаралды 877,681
ପପୁ ଏବେ ବେଶ ପପୁଲାର । ପୌରାଣିକ ନାଟକରେ ନାରଦ ଭୂମିକାରେ ଅଭିନୟ କରି ତାଳିମାଡ଼ ଖାଉଥିବା ନୟାଗଡ଼ ଭାଟସାହିର ମଞ୍ଚ ଅଭିନେତା ପପୁନ ବିଶ୍ୱାଳ ଏବେ ସୋସିଆଲ ମିଡିଆରେ ସୃଷ୍ଟି କରିଛନ୍ତି କମ୍ପନ । ମଞ୍ଚ ଉପରେ ନାରଦ ଭୂମିକାରେ ତାଙ୍କର ଦମଦାର ଅଭିନୟ ଦେଖିଥିବା ଦର୍ଶକ ଏବେ ଫେସବୁକ ,ଇନଷ୍ଟାଗ୍ରାମ ଓ ୱେବ ମିଡିଆରେ ତାଙ୍କର ଅଭିନୟ ସହିତ ଗୀତ ଝୁଲରେ ନିତାଇ ଝୁଲକୁ ବାରମ୍ବାର ଦେଖିବା ସହିତ ଲାଇକ ଓ ସେୟାର କରିବାରେ ଲାଗିଛନ୍ତି । ଅଳ୍ପ ଦିନ ମଧ୍ୟରେ ୪୦ ଲକ୍ଷ ଦର୍ଶକଙ୍କ ହୃଦୟକୁ ଛୁଇଁଥିବା ଏହି ପୌରାଣିକ ନାଟକର ଅଭିନେତାଙ୍କ ଏହି ଗୀତାରେ ରହିଛି ସତରେ ଯାଦୁ
Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
To stay updated on-the-go,
Visit Our Official Website: www.argusnews.in/
iOS App: bit.ly/ArgusNewsiOSApp
Android App: bit.ly/ArgusNewsAndroidApp
Live TV: argusnews.in/live-tv/
Facebook: / argusnews.in
KZbin : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900
#GoodNews #Nayagarh #Narada #PapunBiswal #ViralSong #Acting #JhulreNitaiJhul #ArgusNews