ଭୂଲ ରେ ବି କରନ୍ତୁ ନାହିଁ ୫ଟି କାମ ଧାନ ର ଆୟ କମିଯିବ //ଧାନ ର ୫ଟି କାମ // five important for paddy

  Рет қаралды 288,587

Kureful tv

Kureful tv

Күн бұрын

ଭୂଲ ରେ ବି କରନ୍ତୁ ନାହିଁ ୫ଟି କାମ ଧାନ ର ଆୟ କମିଯିବ //ଧାନ ର ୫ଟି କାମ // five important for paddy
Most important five secret what farmers should not do in time of paddy flowering.As it's important to follow and implement in cultivation very essential what in this video has been displayed and explained details.
#kurefultv #fivesecretofpaddy #peddyfarming
follow us-
your queries
five secret of paddy cultivation
five important of paddy cultivation
five rules of cultivation
dhana chasa kipari karajae
dhana chasa kemiti karanti
dhana chasa odia
dhana chasa pranali details
chasa re kana karibe nahi
chasa ra mukshya katha
chasa kemiti bhala hua
dhana chasa ra safala sutra
dhana chasa ra jatna
dhana chasa ra sara details
dhana kipari pola upachar

Пікірлер: 141
@pinkypatel4543
@pinkypatel4543 2 жыл бұрын
Sir namaskar dhanyabad sir
@Kurefultv
@Kurefultv 2 жыл бұрын
ନମସ୍କାର ଆଜ୍ଞା
@manoranjannag1552
@manoranjannag1552 3 жыл бұрын
ଧାନ ଚାଷ ବିଷୟରେ ଆମକୁ ଅବଗତ କରଉଥିବା ରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆଜ୍ଞା ନମସ୍କାର ।
@Kurefultv
@Kurefultv 3 жыл бұрын
ନମସ୍କାର ଆଜ୍ଞା, ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ, ଏହା ଆମପାଇଁ ବିଶ୍ବାସ ଓ ପ୍ରେରଣା, ଧନ୍ୟବାଦ
@Budhibanta_Vlog
@Budhibanta_Vlog 27 күн бұрын
ହଁ ଠିକ୍ କହୁଛନ୍
@Budhibanta_Vlog
@Budhibanta_Vlog 27 күн бұрын
ଧନ୍ୟବାଦ୍ ଆଜ୍ଞା
@BiplabeePradhan
@BiplabeePradhan 14 күн бұрын
Thanks for your
@Kurefultv
@Kurefultv 12 күн бұрын
Most welcome
@Ganesh.........1518
@Ganesh.........1518 2 жыл бұрын
THANK YOU SIR 🙏😊😊
@Kurefultv
@Kurefultv 2 жыл бұрын
ନମସ୍କାର ଆଜ୍ଞା
@pratikshyapatel5723
@pratikshyapatel5723 2 жыл бұрын
@@Kurefultv p0
@narayanapalita2455
@narayanapalita2455 2 жыл бұрын
Verynic
@Kurefultv
@Kurefultv 2 жыл бұрын
ଧନ୍ୟବାଦ ଆଜ୍ଞା
@anjanadansana433
@anjanadansana433 2 жыл бұрын
Thanks sir
@Kurefultv
@Kurefultv 2 жыл бұрын
ଧନ୍ୟବାଦ ଆଜ୍ଞା ନମସ୍କାର
@ghanashyamsahu9866
@ghanashyamsahu9866 3 жыл бұрын
ବହୁତ ବଢ଼ିଆ ଲାଗଲା ଆଜ୍ଞା
@Kurefultv
@Kurefultv 3 жыл бұрын
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ
@-ranjit262
@-ranjit262 6 ай бұрын
🙏🙏🙏🙏🙏 sar 👍👍👍👍
@debadhibarik6460
@debadhibarik6460 2 жыл бұрын
Nice information thank you sir
@Kurefultv
@Kurefultv 2 жыл бұрын
ନମସ୍କାର ଆଜ୍ଞା
@ghasinayak4616
@ghasinayak4616 3 жыл бұрын
ଧନ୍ୟବାଦ
@ranjanmallik7542
@ranjanmallik7542 3 жыл бұрын
Dhanyvad
@ranjanmallik7542
@ranjanmallik7542 3 жыл бұрын
🌽🥕🍆🍅🍋🍊🍐🍏🍏🍈🍒🍓🍓🍍🌾☘️🌴🍆🍈
@girendrahati8775
@girendrahati8775 3 жыл бұрын
Ok sir
@Kurefultv
@Kurefultv 3 жыл бұрын
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ
@odiakirtan3119
@odiakirtan3119 3 жыл бұрын
Bph bisayre gote video banan angya
@nakulsabar7561
@nakulsabar7561 Жыл бұрын
Like u sir 🙏 you are the
@Kurefultv
@Kurefultv Жыл бұрын
ଜୁହାର ଆଜ୍ଞା ଜୁହାର
@aswinimirdha3427
@aswinimirdha3427 3 жыл бұрын
Dhanyabad ☺☺☺ JAI MAA SAMLESWARI
@Kurefultv
@Kurefultv 3 жыл бұрын
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ
@sunandamohanty2358
@sunandamohanty2358 3 жыл бұрын
Very very good
@Kurefultv
@Kurefultv 3 жыл бұрын
ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛୁ, ଆପଣମାନଙ୍କ ଅଭିମତ ଆମପାଇଁ ବିଶ୍ବାସ ଓ ପ୍ରେରଣା, ଧନ୍ୟବାଦ
@BasantaBisoyi-mt5oo
@BasantaBisoyi-mt5oo Жыл бұрын
Yes
@Kurefultv
@Kurefultv Жыл бұрын
ଧନ୍ୟବାଦ ଆଜ୍ଞା
@tbnaruto1126
@tbnaruto1126 10 күн бұрын
Sir,namaskar,sabu dhan eka sange to khed nai bahare ,adha ful jhadauthiba au adha khed ni baharithiba au rog lagi jauchhe,je medicine dena ki nai deu,adha ful ni jhadithiba bele to dana pol heijiba je enta condition re medicine dena ki nai advice dion sit
@manasranjanpatel3125
@manasranjanpatel3125 3 жыл бұрын
ଆପଣଙ୍କର ଭିଡ଼ିଓକେ ଦେଖିକରି ଆମେ ବହୁତ ଉପକୃତ ହଉଛୁ , ଧନ୍ୟବାଦ ସାର୍ । ପ୍ରଶ୍ନ ହେଲା-ଧାନ ଫୁଟିଲା ପରେ ପଟାସ ଆଉ ବୋରନ ଦେବାର ବେଲେ ଆମେ ପୋକ ମରା ଉସୋ ମିସେଇ ପାରମୁ୍ଁ କାଏଁ ?
@Kurefultv
@Kurefultv 3 жыл бұрын
ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ, ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ, ଦେଖନ୍ତୁ, ଦୁଇଟି ଔଷଧ,ଏକା ସାଙ୍ଗରେ ମିଶାଇ ଦେଇପାରିବେ କିନ୍ତୁ ଠିକ୍ ହେଵ ନାହିଁ, କାରଣ ଦୁହିଁଙ୍କର କମ୍ପୋଜିସନ୍ ଅଲଗା ଅଲଗା। ତେଣୁ ଗୋଟିଏ ଗୋଟିଏ କରି ଦିଅନ୍ତୁ, ସବୁଠୁ ଭଲ ହେବ।
@anildungdung1321
@anildungdung1321 3 жыл бұрын
Patas+boron k phool phutalar kete din bad deiparma
@Kurefultv
@Kurefultv 3 жыл бұрын
ଅନିଲ ଆଜ୍ଞା, ନମସ୍କାର, ଦେଖନ୍ତୁ, ଫୁଲ ଉଡାଇଵା ସମୟରେ ଦେବେ ନାହିଁ,୪-୫ ଦିନ ପରେ ଦାନା ଵାନ୍ଧି ଆସିଲେ, ଔଷଧ ଦେଇ ପାରିବେ, ଅଧିକ ତଥ୍ୟ ପାଇଁ ଫୋନ୍ ନମ୍ୱର୍ ଦେଵେ ଆମେ ଆପଣଙ୍କୁ ଯୋଗାଯୋଗ କରିବୁ। ଧନ୍ୟବାଦ ଆଜ୍ଞା
@Kishanodisha93
@Kishanodisha93 3 жыл бұрын
ବହୁତ ଭଲ ଲାଗଲା ଦାଦା l
@Kurefultv
@Kurefultv 3 жыл бұрын
ନମସ୍କାର ଭାଇ, ଧନ୍ୟବାଦ, ଭଲ୍ ଅଛନ୍ ଭାଇ
@surendrasahu6029
@surendrasahu6029 3 жыл бұрын
ଧନ୍ୟବାଦ ଆଜ୍ଞା
@Kurefultv
@Kurefultv 3 жыл бұрын
ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛୁ
@prasantakumarbarad3517
@prasantakumarbarad3517 3 жыл бұрын
Sir Namaskar mu dhana bahariba bele garbha abastare Dap mop use kariparibi nahi plz janatu .
@Kurefultv
@Kurefultv 3 жыл бұрын
ନମସ୍କାର ଆଜ୍ଞା,ଆପଣ ଡିଏପି ପଟାସ ଦେଇପାରିବେ କିଛି ଅସୁବିଧା ନାହିଁ, କିନ୍ତୁ ଧାନ ଗର୍ଭଧାରଣ ସମୟରେ ୟୁରିଆ ଓ ପଟାସ ର ଦରକାରୀ ଅଧିକ । ତେଣୁ ଆପଣ ପଟାସ ୨୦-୨୫ କେଜି ଏକର ପ୍ରତି ଦେଇ ପାରିବେ।ଡିଏପି ଦେଉଥିଲେ ଜମି ପ୍ରକାର ଦେଖି ୧୫-୨୦ କେଜି ଏକର ପ୍ରତି ଦେଇ ପାରିବେ।
@amitkumarnaik689
@amitkumarnaik689 3 жыл бұрын
Patas mase pare kam karsi k sir
@Kurefultv
@Kurefultv 3 жыл бұрын
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ, ପଟାସ ମାସ ମଧ୍ୟରେ କାମ ଠିକ୍ କରେ , କ୍ରମେ କ୍ରମେ ଦୁର୍ବଳ ହୋଇ ଥାଏ।
@amitkumarnaik689
@amitkumarnaik689 3 жыл бұрын
Ravi piaj chas bisayare bistrut jankari dian sir
@shankarprasadbhoi764
@shankarprasadbhoi764 3 жыл бұрын
ଆଜ୍ଞା ନମସ୍କାର ବହୁତ ବହୁତ ଧନ୍ୟବାଦ । ଫୁଲ କୋବି ଚାଷ ବିଷୟରେ ଗୋଟିଏ ଭିଡିଓ ବନାଉନ ।
@Kurefultv
@Kurefultv 3 жыл бұрын
ନମସ୍କାର ଆଜ୍ଞା, ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ, ଆଗକୁ ନିଶ୍ଚୟ ଦେଖି ପାରିବେ
@SahadevNaik-c1q
@SahadevNaik-c1q 4 күн бұрын
Dhan nisiri sarla pare kana diajiba
@dinabandhu111
@dinabandhu111 2 жыл бұрын
sir, khalua jami pain 120 ru 135 dina dhana kan bhala haba.
@Kurefultv
@Kurefultv 2 жыл бұрын
ବି ଏଲ୍ ଵି , ଧାନ ସବୁଠୁ ଭଲ ହେବ
@HarekrushnaDharua
@HarekrushnaDharua 5 күн бұрын
Sir boran añd
@Kurefultv
@Kurefultv 4 күн бұрын
ପୁରା ଡିଟେଲ୍ ଲେଖନ୍ତୁ
@Bibek_musical
@Bibek_musical 3 жыл бұрын
🙏ok angya
@Kurefultv
@Kurefultv 3 жыл бұрын
ନମସ୍କାର ଆଜ୍ଞା ଜୁହାର
@madanputel2707
@madanputel2707 2 жыл бұрын
grace grow dei heba kini sir
@Kurefultv
@Kurefultv 2 жыл бұрын
ନମସ୍କାର ଆଜ୍ଞା ଆପଣଙ୍କ ପ୍ରଶ୍ନ ଆମେ ଗ୍ରହଣ କରିପାରୁ ନାହିଁ।
@dulamajhi2371
@dulamajhi2371 Жыл бұрын
sir aita kn sabujagare dhana kamigibaki
@Kurefultv
@Kurefultv Жыл бұрын
ନିଶ୍ଚୟ, ଧ୍ୟାନ ଦେଵାକୂ ହେଵ
@ranababu39
@ranababu39 3 жыл бұрын
Gandhi pok lagi ken time na dema se sir
@odiakirtan3119
@odiakirtan3119 3 жыл бұрын
Bph medicine sange propiconazel misei kari chinchile asubidha heba ki agyana dayakari janaibe
@Kurefultv
@Kurefultv 3 жыл бұрын
ନମସ୍କାର ଆଜ୍ଞା, ଆପଣ ଉଭୟ ଔଷଧ କୁ ଏକା ସାଙ୍ଗରେ ଦେଇ ପାରିବେ, କିନ୍ତୁ ଅଲଗା ଅଲଗା କରି ଦେଲେ ସବୁଠୁ ଭଲ।
@jadumaniugre1227
@jadumaniugre1227 3 жыл бұрын
Sir NPK oo oo 50 + bo 20 sange lemeda mariheba?
@Kurefultv
@Kurefultv 3 жыл бұрын
ନମସ୍କାର ଆଜ୍ଞା,ଏକା ସାଙ୍ଗରେ ମିଶାଇ ଦେଇପାରିବେ ନାହିଁ, ଠିକ୍ ହେଵ ନାହିଁ, ଦୁଇ ଔଷଧ ଅଲଗା ଅଲଗା ପ୍ରକାରର, ତେଣୁ ଗୋଟିଏ ଗୋଟିଏ କରି ଦିଅନ୍ତୁ।
@birajrout6831
@birajrout6831 3 жыл бұрын
Sir Dhan garbha hela bali kanta jan ma video te chadun tips tike bataun......
@Kurefultv
@Kurefultv 3 жыл бұрын
ନମସ୍କାର ଆଜ୍ଞା, ନିଶ୍ଚୟ ଆଗକୁ ଦେଖି ପାରିବେ
@dinabandhu111
@dinabandhu111 2 жыл бұрын
biozyme kou samayare prayog kara haba
@Kurefultv
@Kurefultv 2 жыл бұрын
୪୦-୫୦ ଦିନ ର ଧାନ ରେ
@dinabandhu111
@dinabandhu111 2 жыл бұрын
thanks🙏
@renukantasahu4174
@renukantasahu4174 2 жыл бұрын
Patas boran ken time re debar padaba sar
@Kurefultv
@Kurefultv 2 жыл бұрын
ଧାନ ର ଗର୍ଭ ଧାରଣ ସମୟରେ
@anangachaulia371
@anangachaulia371 2 жыл бұрын
ଆଜ୍ଞା ଧାନ୍ ଖେଡ୍ ଲଟକି ଜାଉଛେ ପ୍ରତିକାର କାଣା
@Kurefultv
@Kurefultv 2 жыл бұрын
ନମସ୍କାର ଆଜ୍ଞା, ଏହା ଚକଡା଼ ପରି ରୋଗ ହୁଏ, ଏଥିପାଇଁ ଆଗରୁ ଔଷଧ ଦେଵା ସବୁଠୁ ଭଲ, ଦୟାକରି ଆପଣଙ୍କ ମୋବାଇଲ ନମ୍ବର ଦେଲେ ଆମେ ଆପଣଙ୍କୁ ଯୋଗାଯୋଗ କରିବୁ।
@pitamputel4710
@pitamputel4710 3 жыл бұрын
Thank sir chinabadam chasa bisayare vidio gute banaun
@Kurefultv
@Kurefultv 3 жыл бұрын
ନମସ୍କାର ଆଜ୍ଞା, ନିଶ୍ଚୟ ଆଗକୁ ଦେଖି ପାରିବେ
@jayakrushnapatel8687
@jayakrushnapatel8687 3 жыл бұрын
Alga spray krma ki pesticides sange mix kari kari spray krle chalba
@Kurefultv
@Kurefultv 3 жыл бұрын
ନମସ୍କାର ଆଜ୍ଞା, ସବୁବେଳେ ଅଲଗା ଅଲଗା କରି ଦେଵା ସବୁଠୁ ଭଲ,ଏକା ଥରକେ ଦେଵା ଠିକ୍ ହେଵ ନାହିଁ।
@digambaramajhi9668
@digambaramajhi9668 2 жыл бұрын
Dukan keneache sia
@padmanavdansana8170
@padmanavdansana8170 3 жыл бұрын
କୀର୍ତ୍ତନ ଦାଦା ଜୁହାର ଦାଦା🙏🙏 ବହୁତ୍ ବଢିଆ ପାଞ୍ଚ ଟା କଥା ଆମେ ଆପଣଙ୍କର ଲାଗି ଜାଣି ପାରିଲୁ ବହୁତ୍ ବହୁତ୍ ଧନ୍ୟବାଦ୍ ଜଣାଉଛୁ ଆପଣଙ୍କୁ🙏🙏🙏🙏
@Kurefultv
@Kurefultv 3 жыл бұрын
ନମସ୍କାର ଭାଇ, ଜୁହାର, ବହୁତ ଧନ୍ୟବାଦ, ତୁମର ମାନକର ଆର୍ଶୀବାଦ ଥାଉ ଏତିକି ଆବେଦନ, ଧନ୍ୟବାଦ
@kailashpatra2031
@kailashpatra2031 Жыл бұрын
ଆଜ୍ଞା ନମସ୍କାର ଧାନ ଖେଡ ବାହାରି ଗଲାଣ ଇ ସମିୟା ରେ npk 0.52.34 ସଙ୍ଗେ ବୋରନ କେ ମିଶାଇ କରି ଦେଲେ ହେବା କି ଅସୁବିଧା ହେବା
@Kurefultv
@Kurefultv Жыл бұрын
ନମସ୍କାର ଆଜ୍ଞା ୦୦:୫୨:୩୪ ଏନ୍ ପି କେ ଆଉ ଦିଅନ୍ତୁ ନାହିଁ,କାରଣ ଏହା ଧାନ ବାହାରିବା ଆଗରୁ ଦିଆଯାଏ। ଏବେ ଆପଣ ୦୦:୦୦:୫୦ ଏନ୍ ପି କେ ଦେଇ ପାରିବେ।
@santunupatel261
@santunupatel261 3 жыл бұрын
Vitamin ta ktebele debar katha
@Kurefultv
@Kurefultv 3 жыл бұрын
ନମସ୍କାର ଆଜ୍ଞା, ଭିଟାମିନ ଔଷଧ ସବୁବେଳେ ଧାନ ପିଲ ହେବାର ପରେ , କିମ୍ବା ପିଲ ସାର ଦେଵାର ସମୟରେ ଦିଆଯାଏ।
@DebendraBag-xs2ir
@DebendraBag-xs2ir 27 күн бұрын
Potas boron dhan bahar la pare dema k
@Kurefultv
@Kurefultv 26 күн бұрын
ଦାନାଦାର୍ ଦେଲେ ଆଗରୁ ଦେବେ,ପାଣିଆ ଟା ଏନ୍ ପି କେ ଦେଲେ ସ୍ପ୍ରେ କରିବେ
@hrudayanag2053
@hrudayanag2053 2 жыл бұрын
Vedio dekhi kari khusi lagla angya bhal sikhauchhan chanel k subscribe karideichhe
@Kurefultv
@Kurefultv 2 жыл бұрын
ଧନ୍ୟବାଦ ଆଜ୍ଞା ନମସ୍କାର ଆଜ୍ଞା
@riteshsahu3286
@riteshsahu3286 3 жыл бұрын
, , ଚକଡା଼ ପୋକ ମାଛି ପାଇଁ କେଉଁ କିଟନାଶକ ମାରିବା ଆଉ କଣ କରିବାକୁ ହେବ ତାହା ବିଷୟରେ ଗୋଟିଏ ଭିଡିଓ ଼଼଼଼଼଼଼଼଼,,,,,,,,,,,,,,,,,,,,,
@Kurefultv
@Kurefultv 3 жыл бұрын
ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ, ଆଗକୁ ନିଶ୍ଚୟ ଦେଖି ପାରିବେ।
@rajkrushnamajhi6964
@rajkrushnamajhi6964 Жыл бұрын
Basmati snanto sanibar paduchhe
@Kurefultv
@Kurefultv Жыл бұрын
ଧନ୍ୟବାଦ ଆଜ୍ଞା
@sudhir954
@sudhir954 3 жыл бұрын
କପା ଫସଲ ରେ ପଟାସ ଆର୍ ବୋରନ ଦେଲେ କେନ୍ତା ହେବା‌
@Kurefultv
@Kurefultv 3 жыл бұрын
ନମସ୍କାର ଆଜ୍ଞା, ନିହାତି ଆବଶ୍ୟକ ଦେଖି, ଦେଇ ପାରିବେ, କିଛି ଅସୁବିଧା ନାହିଁ।
@PankajNaik-ic1xj
@PankajNaik-ic1xj 14 күн бұрын
ଇସମିଆ ନେ till dele heba kinee
@Kurefultv
@Kurefultv 12 күн бұрын
ଦେଵା ନିହାତି ଦରକାରି ଥିଲେ, ଦେଇ ପାରିବେ
@bhubabanayak5597
@bhubabanayak5597 3 жыл бұрын
bhal khata ta kohile sir
@Kurefultv
@Kurefultv 3 жыл бұрын
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ
@sarojkunaik1797
@sarojkunaik1797 2 жыл бұрын
Boran ta kana ay ?
@Kurefultv
@Kurefultv 2 жыл бұрын
ଅଣୁସାର, ଧାନ ର ଖେଁଣ୍ ଭଲ୍ କରିଥିସି
@armancapital8018
@armancapital8018 3 жыл бұрын
00 52 34 + ବୋରନ୍ ଦେଲେ ଭଲ ହେବା କେଁ
@Kurefultv
@Kurefultv 3 жыл бұрын
ନମସ୍କାର ଆଜ୍ଞା, ଦେଇ ପାରିବେ, କିଛି ଅସୁବିଧା ନାହିଁ, ଦିଅନ୍ତୁ
@ghanashyamkarna8611
@ghanashyamkarna8611 11 ай бұрын
ନେକ୍ ବ୍ଲାଷ୍ଟ୍ ର ମେଡିସିନ ଦେବାର କେ ନି କହିଲେ ଯେ,
@rajendrapatel545
@rajendrapatel545 3 жыл бұрын
5ଟି କାମ ରୁ ଦୁଇଟା ନାହିଁ କରିବ ଆଉ 3ଟି କରିବା କୁ କହୁଛନ୍ତି
@Kurefultv
@Kurefultv 3 жыл бұрын
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛୁ,ଆପଣ ଆମ ଭିଡିଓ କୁ ଅନୁଧ୍ୟାନ ପୂର୍ଵକ ଦେଖି ସୁନ୍ଦର ମତାମତ ଦେଇଛନ୍ତି,ଆମେ ଆପଣଙ୍କ ଠାରେ କୃତଜ୍ଞତା ଜ୍ଞାପନ କରୁଛୁ ।
@ranababu39
@ranababu39 3 жыл бұрын
ଛବୁନ୍ଧି ଆ ଲାଗି କେନ୍ ସମୟରେ ଦେମା ଆଜ୍ଞା
@guptadhangdamajhi-fd9xt
@guptadhangdamajhi-fd9xt 9 ай бұрын
Ki kitanasha maribu
@Kurefultv
@Kurefultv 8 ай бұрын
ଭିଡିଓ ଅଛି ଦୟାକରି ଦେଖିବାକୁ ଅନୁରୋଧ
@bighnapadiami4049
@bighnapadiami4049 3 жыл бұрын
ଆଜ୍ଞା ୫୦ ରୁ୬୦ଦିନ ଭିତରେ କେଉଁ ଘାସ ମରା ମାରିଲେ ଘାସ ମରିବ
@Kurefultv
@Kurefultv 3 жыл бұрын
ନମସ୍କାର ଆଜ୍ଞା, ଏଥିପାଇଁ ଆପଣ ଡୁପଣ୍ଡ ର ଆଲ୍ ମିସ୍କ ଔଷଧ ଦେଇ ପାରିବେ।
@simonxalxo4252
@simonxalxo4252 3 жыл бұрын
ଗୁଡ଼ କେତକି କେ ଜି ଏକ ଏକର ରେ ୱେଇକ ହେବା
@Kurefultv
@Kurefultv 3 жыл бұрын
ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛୁ
@baibanag1884
@baibanag1884 6 ай бұрын
sir phoe no tk dian
@Kurefultv
@Kurefultv 6 ай бұрын
9853256754
@kishorbhoi6523
@kishorbhoi6523 3 жыл бұрын
ସେଳଟିମା ର କଥା ମେନ୍ କହେଲେ 800ml ସେଟା 400ml
@Kurefultv
@Kurefultv 3 жыл бұрын
କିଶୋର ଆଜ୍ଞା, ନମସ୍କାର, ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ, ଆପଣମାନଙ୍କ ଆର୍ଶୀବାଦ କାମନା କରୁଛୁ ।
@jayantasahu1234
@jayantasahu1234 2 жыл бұрын
Bhul kahuchan Urea dele 15 kg khed hichi kari aisi
@Kurefultv
@Kurefultv 2 жыл бұрын
ଧନ୍ୟବାଦ ଆଜ୍ଞା ନମସ୍କାର
@bijeharipal9219
@bijeharipal9219 3 жыл бұрын
Bahut dhanyabad sir apan kar contact number tike debe
@Kurefultv
@Kurefultv 3 жыл бұрын
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ, ଆମର ଯୋଗାଯୋଗ ନମ୍ବର 9853256754
@tumeswarbudek1463
@tumeswarbudek1463 3 жыл бұрын
ବକୀ ଲାଗିଛନ୍ତି କଣ କରିବା
@Kurefultv
@Kurefultv 3 жыл бұрын
ନମସ୍କାର ଆଜ୍ଞା, ଆପଣଙ୍କ ଵକୀ ପାଇଁ ଚେନାଲ୍ ରେ ଭିଡିଓ ଅଛି, ଦୟାକରି ଦେଖିବାକୁ ଅନୁରୋଧ
@dekhosikhopiano5330
@dekhosikhopiano5330 24 күн бұрын
Fipronil 5%sc - 2 ml in 1 litre water
@nabakishore7772
@nabakishore7772 2 жыл бұрын
SIR apananka Mob no kindly diantu
@Kurefultv
@Kurefultv 2 жыл бұрын
9853256754
@satyanandapadhan709
@satyanandapadhan709 3 жыл бұрын
Bekar katha kahu6 ho
@Kurefultv
@Kurefultv 3 жыл бұрын
ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ, ଆପଣଙ୍କ ମତାମତ ଆମ ପାଇଁ ବହୁତ ମୂଲ୍ୟବାନ, ନିଶ୍ଚୟ ଏଥିପ୍ରତି ଧ୍ୟାନ ଦେବୁ
@RaghuRaghu-ep2qf
@RaghuRaghu-ep2qf 3 жыл бұрын
Tame Jin kahu6 seta fack khabar
@RaghuRaghu-ep2qf
@RaghuRaghu-ep2qf 3 жыл бұрын
Dhan baharlar pare Kida basu.6e
@Kurefultv
@Kurefultv 3 жыл бұрын
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ, ଦେଖନ୍ତୁ,ଆଫଣ ଯଦି କିଛି ସତ୍ୟତା ଥିବା ର ଲକ୍ଷ୍ୟ କରୁଛନ୍ତି, ତେବେ କାର୍ଯ୍ୟ ରେ ଲଗାଇଲେ,ଆମେ ଖୁସି ହେବୁ।ଅନ୍ଯଥା ଆପଣଙ୍କୁ ଆମେ ସମ୍ମାନ ଜଣାଉଛୁ।
@narayandehury3679
@narayandehury3679 3 жыл бұрын
Many manufacturers thanks
@Kurefultv
@Kurefultv 3 жыл бұрын
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛୁ
@ranababu39
@ranababu39 3 жыл бұрын
Koshala sag bisayare
@Kurefultv
@Kurefultv 3 жыл бұрын
ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛୁ,ପୋକ ଉପଚାର ପାଇଁ ଧାନ ଫୁଲ ଉଡାଇଵା ଠିକ୍ ପରେ ଔଷଧ ଦେଇ ପାରିବେ।
@simonxalxo4252
@simonxalxo4252 3 жыл бұрын
ଗୁଡ କେତେ ଦେବା .ଜଣାନ୍ତୁ
@Kurefultv
@Kurefultv 3 жыл бұрын
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ,ଗୁଡ ର ପ୍ରସ୍ତୁତି ଅଲଗା ହୋଇ ଥାଏ।
iPhone or Chocolate??
00:16
Hungry FAM
Рет қаралды 61 МЛН
Крутой фокус + секрет! #shorts
00:10
Роман Magic
Рет қаралды 35 МЛН
Un coup venu de l’espace 😂😂😂
00:19
Nicocapone
Рет қаралды 9 МЛН
规则,在门里生存,出来~死亡
00:33
落魄的王子
Рет қаралды 30 МЛН
iPhone or Chocolate??
00:16
Hungry FAM
Рет қаралды 61 МЛН