ନିଜ ହାତରେ ଅବଢା ଖୁଆଇଦେଲେ କଳାଠାକୁର ||Lord Jagannath|| Short Story||

  Рет қаралды 730,816

Bhaktara Jagannatha

Bhaktara Jagannatha

Күн бұрын

Пікірлер: 1 300
@Game__Over_111
@Game__Over_111 Жыл бұрын
ମିଛ ଦୁନିଆଁ ରେ ଗୋଟିଏ ସତ ସେ ମୋ ଜଗନ୍ନାଥ ❤️
@susantkumarsamal7885
@susantkumarsamal7885 Жыл бұрын
ବହୁତ ସୁନ୍ଦର l ଆହୁରି ଶୁଣିବାକୁ ଇଛା ହେଉଚି ଲୀଳାମୟ ଜଗନ୍ନାଥଙ୍କ କଥାମୃତ l 🙏🙏ଜୟ ଜଗନ୍ନାଥ 🙏🙏
@swadhinkishorepati2889
@swadhinkishorepati2889 Жыл бұрын
ମୋ କାଳିଆ ଧନ ର ଲୀଳା କୁ ଅବା କିଏ ବୁଝି ପାରିବ ସିଏ ପରଂବ୍ରହ୍ମ । ଜୟ ଜଗନ୍ନାଥ
@tarunbehera7972
@tarunbehera7972 Жыл бұрын
ହେ କାଲିଆ ସାନ୍ତେ ତମର କୋଟି କୋଟି ନୀଳା ପ୍ରଭୁ 🙏🙏🙏
@subhacreation.7552
@subhacreation.7552 Жыл бұрын
ଛୋଟ ଘଟଣା ଟିଏ ହେଲେ ବି କାଳିଆ ର କଥା ଶୁଣି ଆଖିରେ ଲୁହ ଭରିଗଲା 😭😭ପ୍ରଭୁ ବହୁତ ଦୟାବନ୍ତ 🙏🏻🙏🏻ହେ ପ୍ରଭୁ ସମସ୍ତ ଙ୍କୁ ଘଣ୍ଟ ଘୋଡେଇ ରଖିଥାଅ 🙏🏻🙏🏻ଭାଇ ଆପଣ ଙ୍କୁ ପ୍ରଣାମ ଜଣାଉଛି 🙏🏻🙏🏻ଠାକୁର ଙ୍କ ଏତେ ସୁନ୍ଦର କଥାମୃତ ଶୁଣାଇ ଥିବାରୁ 🙏🏻🙏🏻🙏🏻
@RABINDRA.RADIO90
@RABINDRA.RADIO90 Жыл бұрын
Riley hart touching story, Jay Jagannath,
@chandrakantasahoo8591
@chandrakantasahoo8591 Жыл бұрын
Thanks
@binapanipanda5819
@binapanipanda5819 Жыл бұрын
Mo pakhare anek guide anuvuti achhi,hele bodhe ta Krupa heini.
@sovakantiverma6815
@sovakantiverma6815 Жыл бұрын
Bhhagyare thila spare anubhuti mila🙏🏻🙏🏻
@pravatrout3607
@pravatrout3607 Жыл бұрын
ସତରେ ଭାଇ ଲୁହ ଆସିଗଲା
@biswajitmoharana1465
@biswajitmoharana1465 Жыл бұрын
ଜୟ ଶ୍ରୀ ଜଗନ୍ନାଥ 🙏🙏🙏
@rabindrapatro3569
@rabindrapatro3569 Жыл бұрын
ଏମିତି ଭକ୍ତଙ୍କ ପାଇଁ ତୋ ଆଶିର୍ବାଦ ସଦା ସର୍ବଦା ରହିଥାଉ ପ୍ରଭୁ,ଜୟ ଜଗନ୍ନାଥ
@sibaprasadmishra6309
@sibaprasadmishra6309 Жыл бұрын
ହେ ମଣିମା ଅନନ୍ତ କୋଟି ପ୍ରଣାମ ନିବେଦନ ମହାପ୍ରଭୁ । ଏ ଅଧମ କୁ ଟିକେ ଦୟା କରିଥିବେ। 🌺🌺🙇‍♂️🙇‍♂️🌺🌺 😭😭😭😭😭😭
@skbulbulrout4440
@skbulbulrout4440 Жыл бұрын
ମୋ କାଳିଆ ସାଆନ୍ତେ ସବୁବେଳେ ଭକ୍ତ ଭାବରେ ବନ୍ଧା ଟିକେ ଲୁହ ଢାଳି ଦେଲେ ହାତ ଟେକିଦେଲି ସେ କୋଳେଇ ନେବେ ମୋ କାଳିଆ ସାଆନ୍ତେ ଧନ୍ୟ ତୋ ଲୀଳା ଆଖିରେ ଲୁହ ଆସିଗଲା😭😭😭
@sanjitapatra5925
@sanjitapatra5925 Жыл бұрын
ମୁଁ ସେଇଦିନ କୁ ଅପେକ୍ଷା କରିଛି କୋଉଦିନ ଡୋରି ଲାଗିବ କାଳିଆ ଠାକୁର ଙ୍କ 🙏🙏🙏🙏
@sukantidash7269
@sukantidash7269 Жыл бұрын
ହୃଦୟ କୁ ଛୁଇଁ ଗଲା,ଆଖିରୁ ଲୁହ ଝରୀଗଲା ପ୍ରଭୁ ମୋ ଦୁଃଖ ତ କାହିଁ କିଛି ଶୁଣୁ ନାହାନ୍ତି,ତଥାପି ଅପେକ୍ଷା କରିଛି ସେଇ ଅଦୃଶ୍ୟ ହାତର କୃପା ବାରିକୁ🙏ଜୟ ଜଗନ୍ନାଥ ସ୍ଵାମୀ 🙏
@pravatkumarsahoo1439
@pravatkumarsahoo1439 Жыл бұрын
ଜୟ ଶ୍ରୀଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ...........💐💐💐💐
@SaswatEntertainmentandmotivati
@SaswatEntertainmentandmotivati Жыл бұрын
ହଟିଆ ଠାକୁର ସେ କେତେ ବେଳେ କାହା ସହ କେମିତି ଦର୍ଶନ ଦିଅନ୍ତି କେବଳ ସେ ଏକା ଜାଣନ୍ତି। ଜୟ ଜଗନ୍ନାଥ ସିଦ୍ଧ ବଳଦେବ ଜୀଉ ମାତା ସୁଭଦ୍ରା ସୁଦର୍ଶନ ମହାପ୍ରଭୁ କି ଜୟ 🙏🙏🙏
@priyadarshanbaliyarsingh9459
@priyadarshanbaliyarsingh9459 Жыл бұрын
ଭାଇ ସବୁ ଦିନ ଗୋଟିଏ ଗୋଟିଏ ଅନୁଭୂତି ସେୟାର କରନ୍ତନି ସତରେ ହୃଦୟ କୁ ଆନନ୍ଦ ଦେଉଛି ଜୟ ଜଗନ୍ନାଥ
@RABINDRA.RADIO90
@RABINDRA.RADIO90 Жыл бұрын
Jay Jagannath, Jay shree Krishna radhe radhe 🌹🌹🌹🌹
@kidsmusiczone375
@kidsmusiczone375 Жыл бұрын
Jay Jagannath🙏🙏🙏
@Dash_Rudra.11111
@Dash_Rudra.11111 Жыл бұрын
Thik kahicha
@Princeprasad144
@Princeprasad144 Жыл бұрын
Satare Bhai bahut bhala lagila Jay Jagannath
@saubhagyaranjanmohanty2666
@saubhagyaranjanmohanty2666 Жыл бұрын
Jagannattha tume parambrahma tume satya tume sanatana... Jay jagannattha...
@Debasis_Behera87
@Debasis_Behera87 Жыл бұрын
ଭାବର ଠାକୁର ସେ…ଭକ୍ତ ଉପାସରେ ଥିଲେ…ଷାଠିଏ ପୋଉଟି ତା ପେଟକୁ କେମିତି ଯିବ❤😢🙏🏽🙏🏽🙏🏽
@binayaksahoo4744
@binayaksahoo4744 Жыл бұрын
ଭାବ କୁ ନିକଟ ସେ ଅଭାବକୁ ଦୂର ମୋ ମାନୁଆ ଠାକୁର । ହେ ମହାପ୍ରଭୁ ହେ ମଣିମା ଏମିତି ଭକ୍ତଙ୍କ ପାଇଁ ଆପଣଙ୍କର ଆଶ୍ରିବାଦ ସର୍ବଦା ରହିଥାଉ ପ୍ରଭୁ , ଜୟ ଜଗନ୍ନାଥ ସ୍ଵାମୀ, ଜୟ ଜଗନ୍ନାଥ ସ୍ଵାମୀ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏 ଭାଇ ଆପଣଙ୍କୁ ବି ଅଶେଷ ଅଶେଷ ଧନ୍ୟବାଦ ଏହି ସୁନ୍ଦର ଉପସ୍ଥାପନା କରିଥିବାରୁ। ଜୟ ଜଗନ୍ନାଥ
@peasantkumarparida9065
@peasantkumarparida9065 Жыл бұрын
ଜୟ ମହାପ୍ରଭୁ ଧନ୍ୟ ତୁମ ଲୀଳା ଜୟ ଶ୍ରୀ ଜଗନ୍ନାଥ 🙏🙏🙏
@alekhanilu5996
@alekhanilu5996 10 ай бұрын
🙏🙏🙏କାଳିଆ ରେ ମୋ କେବେ ମୋ ଦୁଃଖ ବୁଝିବୁ 🙏🙏
@mupuriraja
@mupuriraja Жыл бұрын
ସତରେ ସମ୍ପୂର୍ଣ ଶୁଣିଲା ପରେ ଲୋମ ଟାଙ୍କୁରୀ ଉଠିଲା ସତରେ କେତେ ଭାଗ୍ୟବାନ ବିଜୟ ବାବୁ... ଆଖିରେ ଲୁହ ଆସିଗଲା..., 🙏🙏ହେ ଜଗନ୍ନାଥ ସମସ୍ତଙ୍କୁ କୃପା କରୁଥା.... ଜୟ ଜଗନ୍ନାଥ..
@kunm581
@kunm581 Жыл бұрын
ପ୍ରବୀଣ ଆଜ୍ଞା ମହାବାହୁ ଆପଣଙ୍କ ଗଳାରେ ଏମିତି କହିବାର ଶକ୍ତି ଦେଉ ଥାଆନ୍ତୁ। ଯିଏ ପ୍ରକୃତ ରେ ସ୍ନେହ ଓ ଭକ୍ତି ରେ ଡାକେ ତା ଦୁଃଖ କଳା ଠାକୁର ନିଶ୍ଚିତ ଶୁଣିବେ। ମୁଁ ଯେତେ ଅନୁଭୂତି ଆପଣଙ୍କର ଶୁଣେ ଭକ୍ତି ର ଅଶ୍ରୁ ଆପେ ଆପେ ବାହାରି ଆସେ ଜୟ ଜୟ ଜଗନ୍ନାଥ ହରିବୋଲ 🙏🙏🙏🙏🙏❤️🧡💛💚🩵💙💜🤎
@Rabindra_Maharana
@Rabindra_Maharana Жыл бұрын
କଥା ସରିଲା ବେଳକୁ ଆଖିରୁ ଲୁହ ଆଉ ସଦାବେଳେ ଭଳି ସେଇ ଅନୁଭୂତି ହୃଦୟରେ ରେ ଉଛୁଳି ହେଇ ଉଠୁଚି, ମହାପ୍ରଭୁ ଙ୍କୁ ଏତିକି ମାଗୁଣି ଗାଆଁ କୁ ଗଲେ ମୋର ବି ବହୁତ୍ ଇଛା ଆଉ ମା ବି ଜିଦ୍ କରିଛି ବାବାଙ୍କ ଅସ୍ଥି ମହୋଦଧି ରେ ବିସର୍ଜନ କରିବେ 🙏💙 ଡୋରି ଲଗେଇ ଦେରେ କାଳିଆ ସାଆନ୍ତ 😘
@smcccomputer7835
@smcccomputer7835 Жыл бұрын
Jay jagannath swami 🙏
@Rabindra_Maharana
@Rabindra_Maharana Жыл бұрын
@@smcccomputer7835 ଜୟ ଜଗନ୍ନାଥ ଭାଈ 🚩💙
@priyankapihu9461
@priyankapihu9461 Жыл бұрын
Lagiba bhai 🙏 se hin tamaku puri neijibe 😊
@Rabindra_Maharana
@Rabindra_Maharana Жыл бұрын
@@priyankapihu9461 ଧନ୍ୟବାଦ୍ 💙🙏 ଜୟ ଜଗନ୍ନାଥ ସ୍ଵାମୀ
@snehansumohapatra8930
@snehansumohapatra8930 2 ай бұрын
Mo mahaprabhu kahar dukha sahiparantini....mana prana auu indriya saha jiye dake...sey ta karuna sagar 😢😢😢😢anand sindhu mo prana ra thakur jagannath 🙏🙏🙏🙏🙏😊
@bpcreations2653
@bpcreations2653 Жыл бұрын
ଜୟ ଜଗନ୍ନାଥ🙏 ଭାଇ ଆପଣକୁ ମୋର ପ୍ରଣାମ🙏 ପ୍ରେତ୍ୟକ ଦିନ ଏହି ଭିଡିଓ କୁ ଦେଖି ବହୁତ ସୁନ୍ଦର ଲାଗୁଛି।।।।
@brundabanmandika5298
@brundabanmandika5298 Жыл бұрын
ଜଗା ଏମିତି ସମସ୍ତ ଅସହାୟ ଲୋକଙ୍କ ସହାୟତା କରୁଥାନ୍ତୁ। ଜୟ ଜଗନ୍ନାଥ।
@dkstatus3619
@dkstatus3619 Жыл бұрын
ସତରେ ଏ ଘଟଣା ଶୁଣି ଆଖିରୁ 😭ଆପେ ଆପେ ଲୁହ ଆସିଗଲା 😭😭jay Jagannath prabhu 🙏🙏kabe mo bhyaga haba puri jibaku mahabahu🙏🙏..... ❤
@rutuparna-priyadarshini446
@rutuparna-priyadarshini446 Жыл бұрын
ଏହି ଛୋଟ ଘଟଣା ଟି ରେ ଏତେ ଭାବ ଅଛି ଯେ ଶୁଣିବା ମାତ୍ରେ ଆଖି ଲୁହ ରେ ଭରି ଯାଉଚି.. ଜୟ ଜଗନ୍ନାଥ Mo jaga bhai.. 🙏
@mamtajana3613
@mamtajana3613 Жыл бұрын
ହେ ମହାବାହୁ ଧନ୍ୟ ତୁମ ଲୀଳା 🙏🙏🙏🙏🙏🙏🙏🙏
@rabindrasing8083
@rabindrasing8083 Жыл бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ (ସତରେ ଲାଗୁଛି ସତ୍ୟ ଯୁଗ ଆରମ୍ଭ ହୋଇଗଲା)
@satyanayak4271
@satyanayak4271 Жыл бұрын
ବହୁତ୍ ଧନ୍ୟବାଦ୍ ପ୍ରବୀଣ ବାବୁ ! କଳା ସାଆନ୍ତେ ଆପଣ ଙ୍କୁ ଶଙ୍ଖ ରେ ପୁରେଇ ଘଣ୍ଟ ରେ ଘୋଡେ଼ଇ ଚକ୍ର ଆଢୁଆଳରେ ରଖିଥାନ୍ତୁ 😭😭😭😭😭🙏🙏🙏🙏
@bhaktarajagannatha
@bhaktarajagannatha Жыл бұрын
ମୁଁ କିଛି ନୁହେଁ ଆଜ୍ଞା, ସବୁ ତାଙ୍କ ମହିମା
@satyanayak4271
@satyanayak4271 Жыл бұрын
@@bhaktarajagannatha ତଥାପି ଆପଣ ତାଙ୍କର ଗୁଣ ଗାନ କରିବା ପାଇଁ ଏ ସମସ୍ତ ତଥ୍ୟ କୁ କଷ୍ଟ କରି ସଂଗୃହୀତ କରି ଅତି ସୁନ୍ଦର ଭାବ ମୟ ବାଣୀ ରେ କହି ଆମ ମାନଙ୍କୁ ତାଙ୍କ ଭକ୍ତି ର ଅଧିକାରୀ କରୁଛନ୍ତି ଏହା ଆପଣଙ୍କ ମହାନତା ନୁହେଁ ତ ଆଉ କଣ ଆଜ୍ଞା🙏
@bhaktarajagannatha
@bhaktarajagannatha Жыл бұрын
@@satyanayak4271ହଁ ଆଜ୍ଞା ସେ ସବୁର ନିର୍ଦ୍ଦେଶକ, କିନ୍ତୁ ପ୍ରଚ୍ଛଦ ପଟରେ ରୁହେ। ଆପଣଙ୍କୁ ମିଛ ଲାଗୁଥାଇ ପାରେ ପ୍ରତିଟି ଶବ୍ଦ ସଂଯୋଜନା ଯେମିତି ମୋ ହାତରେ ନୁହେଁ ସେ ହିଁ କରୁଛି। ମୁଁ ଅନୁଭବ କରିଛି ଆଉ ଏହି ଅନୁଭବ ଆପଣଙ୍କୁ ଦିନେ କହିବି।
@satyanayak4271
@satyanayak4271 Жыл бұрын
@@bhaktarajagannatha ଆଜ୍ଞା 🙏
@gangadharrath8657
@gangadharrath8657 Жыл бұрын
Mo Jagannath🙏🙏🙏 🌹🌹
@Saroj12332
@Saroj12332 Жыл бұрын
ମୋ ସାଥେ ଏମିତି ହେଇଥିଲା ପୁରୀ ରେ ଜୟ ଜଗନ୍ନାଥ ତୁମେ
@sudhakarsahu2002
@sudhakarsahu2002 Жыл бұрын
ମାେ ସହ ବି ଥରେ ହେଉଛି । 🙏🙏🙏🙏
@susantakumarmallik1755
@susantakumarmallik1755 Жыл бұрын
Jay jagannath
@jayjagannathbhajan5819
@jayjagannathbhajan5819 Жыл бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ ହରିବୋଲ ଜୟ ମା ମଙ୍ଗଳା...
@rakeshkumarnaik3346
@rakeshkumarnaik3346 Жыл бұрын
ଧନ୍ୟ ତୁମର ଳୀଳା ପ୍ରଭୁ ଜୟ ଜଗନ୍ନାଥ 🙏🙏🙏🙏🙏🙏
@debabratadeyofficial
@debabratadeyofficial Жыл бұрын
ଆଖିରୁ ଲୁହ ଆସିଗଲା 🙏🏽🙏🏽🙏🏽
@priyadarshanbaliyarsingh9459
@priyadarshanbaliyarsingh9459 Жыл бұрын
ଜୟ ଜଗନ୍ନାଥ 🌹🌹🌹🌹🙏🙏 ସତରେ କଳାଠାକୁର ଅତି ଆପଣାର ହୃଦୟ ରୁ ଡାକିଲେ ପାଖକୁ ଚାଲି ଆସନ୍ତି. ଜୟ ଜଗନ୍ନାଥ 🙏🙏🙏🌹🌹❤️
@santoshnayak2126
@santoshnayak2126 Жыл бұрын
ତୁମ ଲୀଳା ତୁମକୁ ହିଁ ଜଣା ଜୟ ଜଗନ୍ନାଥ 🙏🙏🙏
@sanjeebRsseven7272
@sanjeebRsseven7272 Жыл бұрын
ଜଣଙ୍କ ପାଇଁ ମୁଁ ଜଗନ୍ନାଥ ଙ୍କ ପାଖରେ, ସବୁବେଳେ ଗୁହାରି କରୁଛି, ସତରେ କଣ ପ୍ରଭୁ ମୋ ଡାକ ଶୁଣିବେ 🙏🙏🙏🙏
@manojsai791
@manojsai791 Жыл бұрын
ସେ ପରା ମନୁଆ ଠାକୁର କନ ପାଇଁ ତୁମ କଥା ଶୁଣିବେନି ଖାଲି ଭକ୍ତି ରହିବା ଦରକାର
@dilliprath6075
@dilliprath6075 Жыл бұрын
Bhabare dakiki dekha kaliaku dekhiba kebe mana karibani.
@sanjeebRsseven7272
@sanjeebRsseven7272 Жыл бұрын
@@dilliprath6075 ଧନ୍ୟବାଦ
@Basantmusicodisha
@Basantmusicodisha Жыл бұрын
ବହୁତ ସୁନ୍ଦର କଥା ଟିଏ ହୃଦୟକୁ ଛୁଇଁ ଗଲା
@sushantadas94
@sushantadas94 Жыл бұрын
😔😔😔😔😔 He mahabahu aapanka mahima aame ତୁଚ୍ଛ କଳିଯୁଗର ମଣିଷ କେବେ ବୁଝି ପାରିବୁନି....ଆପଣ ଙ୍କ ପାଦ ତଳେ ମୋର କୋଟି ପ୍ରଣାମ 🙏🙏🙏🙏🙏🙏🙏
@aratikanhar7726
@aratikanhar7726 Жыл бұрын
Jay Jagannath 🙏🙏🙏🙏🙏❤️❤️❤️❤️❤️🌼🌼🌼🌼🌼🌿🌿🌿🌿🌿
@subashsethy6281
@subashsethy6281 Жыл бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ,,,, ହେ,, ଅନାଥ ର ନାଥ କାଳିଆ ସାଆନ୍ତ ଅନନ୍ତ କୋଟି ପ୍ରଣାମ ପ୍ରଭୁ।।
@ajitsethi9609
@ajitsethi9609 Жыл бұрын
Jai jagannath
@rameswarsahoo5282
@rameswarsahoo5282 3 ай бұрын
Jay Jagannath ⭕ ‼️ ⭕
@syamaprasadmahapatra
@syamaprasadmahapatra Жыл бұрын
ମଣିମାଙ୍କର ଜୟ ହେଉ 🙏 ମହାପ୍ରଭୁଙ୍କର ଜୟ ହେଉ 🙏🤗😪
@hamigotuber8418
@hamigotuber8418 Жыл бұрын
ହେ ଭଗବାନ ହେ ପରେମଶ୍ବର ହେ ଜଗତର ନାଥ ଜଗନ୍ନାଥ🙏🙏ହେ ପ୍ରଭୁ ମୋ ଜୀବନ କୁ ଆଉ ନଷ୍ଟ କରନି ଲୋ 😭😭ମୋ ରାଣ ପକଉଚି ଏଥର ଶାନ୍ତି ଦେ ଲୋ ପ୍ରଭୁ😭😭
@mitapradhanmitapradhan6242
@mitapradhanmitapradhan6242 Жыл бұрын
ଏମିତି ଭକ୍ତଙ୍କ ପାଇଁ ତୋ ଆଶିର୍ବାଦ ସଦା ସର୍ବଦା ରହିଥାଉ ମହାବାହୁ 😭😭
@ArchanaDas-wr3zf
@ArchanaDas-wr3zf Жыл бұрын
Tu satare Hatia Thakur kalia mora
@bishnupriyapatra2817
@bishnupriyapatra2817 Жыл бұрын
ଭାବର ଠାକୁର ମୋ ପ୍ରଭୁ। ମୋ ଜୀବନରେ ବି ଏମିତି କିଛି ଘଟିଛି।
@agriworld906
@agriworld906 Жыл бұрын
ହଟିଆ ଠାକୁର ସିଏ ଜୟ ଜଗନ୍ନାଥ ମୋ ପ୍ରଭୁ ଆଖିରେ ଲୁହ ଆସିଗଲା ପ୍ରଭୁ ତୁମ ବିଷୟରେ କିଛି ଶୁଣିଲେ 🚩🚩🚩🚩🙏🏻ହେ ମହାବାହୁ 🙏🏻🙏🏻🙏🏻🙏🏻
@sambhunayak3250
@sambhunayak3250 Жыл бұрын
Mora bi Kalia pakhkare bahudare mobile chori haigala . Hale Kalia mo mob mote daipatilani. Pare mu mana dukkhare ghara ku ashili. Mo sathire mo bappa jaithile. Bappa bahut galidele Kalia ku. Hale mu Kalia ku bahut bharasha kare. Kintu mo mobile mu pailini taa pare bi Kalia ku biswas bharasha achhi mo mobile kou batare mu ferasta paibi boli vhanichi Jai jagannath
@rammurmu6108-j4z
@rammurmu6108-j4z 11 ай бұрын
Love you Jagnnath Prabhu Love you
@jyotsnamahapatra6349
@jyotsnamahapatra6349 Жыл бұрын
ପ୍ରବୀଣ ଭାଇ ବୋଲି ମୁଁ ଆପଣଙ୍କୁ କହୁଛି କିଛି ଖରାପ ଭାବିବେନି ଆପଣଙ୍କ ଉପସ୍ଥାପନା ହୃଦୟକୁ ଛୁଇଁଛି । ଏହି କଥା ଶୁଣି ମୋ ଆଖିରି ଧାର ଧାର ଲୁହ ବୋହିଲା ଭାବିଲି କଳା ସାଆନ୍ତେ ସବୁ ଉକ୍ତର ମନର କଥା ଜାଣେ ତାଙ୍କୁ କଣ ବା ଅଛପା । କଳାସାଆନ୍ତେ ସବୁବେଳେ ସେମିତି ଉକ୍ତକଥା ମନେ ରଖିଥା ।
@anantakhuntia9897
@anantakhuntia9897 Жыл бұрын
ମହାପ୍ରଭୁଙ୍କ ଲୀଳା ଅପାର। ଜୟ ଜଗନ୍ନାଥ 🙏🙏🙏
@prabinakumarnayak2026
@prabinakumarnayak2026 Жыл бұрын
ବହୁତ ସୁନ୍ଦର ଜଗନ୍ନାଥଙ୍କ ଅନୁଭୂତି ଶୁଣି ମୋ ଆଖିରୁ ଲୁହ ଆସିଗଲା ☘️🍀🙏🙏🙏🙏🌹🌹🌹🌹🌹
@jagatjitdalei1723
@jagatjitdalei1723 Жыл бұрын
ନିସ୍ତରିଲି ପ୍ରଭୁ ... ନିସ୍ତରିଲି ..ଶୁଣି ଏହି ଅପୂର୍ବ ତୁମର ଲୀଳା 🙏 ଧନ୍ୟ ଧନ୍ୟ ପ୍ରଭୁ ...ତୁମର ଅପାର କରୁଣା 🙏 ଜୟ ଜଗନ୍ନାଥ 🙏
@gitanjalimajhi5342
@gitanjalimajhi5342 Жыл бұрын
Jay jagannath swami nayan patha gami bhava tu me
@duryodhanmallick7587
@duryodhanmallick7587 Жыл бұрын
Jay Jagannath 🙏🙏🙏🙏🙏🙏🙏🙏🙏
@rasmitatech1740
@rasmitatech1740 Жыл бұрын
🙏🙏🙏
@smelizabeth713
@smelizabeth713 Жыл бұрын
Jay Jagannath 🙏🙏🙏🙏
@rajendraprasaddebata6877
@rajendraprasaddebata6877 Жыл бұрын
କଥା ଶୁଣି ଆଖି ରୁ ରୁହ ଆସିଗରା 😭😭ହେଁ ପ୍ରଭୁ ଜଗନ୍ନାଥ 🙏🙏
@bjcoolorissa48
@bjcoolorissa48 Жыл бұрын
ଜଗତର ନାଥ ବା ସେ ତାଙ୍କୁ ସବୁ ଜଣା। କେତେବଳେ ଆସି କାହାକୁ କୋଉ ପ୍ରକାର ସାହାଯ୍ୟ କରିବେ କେହି କହି ପାରିବି ନାହିଁ । ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ। ଜୟ ଶ୍ରୀ ଜଗନ୍ନାଥ 🙏🙏🙏
@muralibehera3409
@muralibehera3409 Жыл бұрын
ଜୟ ଜଗନ୍ନାଥ ମୋ କାଳିଆ ଠାକୁର 🙏🙏🙏🙏🙏🙏🚩🚩🚩🚩🥺🥺🥺🥺❣️
@manmathparidaf2989
@manmathparidaf2989 Жыл бұрын
Jay Jagannath Swami Nayana patha gymi bhaba tume 🙏🙏🙏
@gourisankarpadhi7426
@gourisankarpadhi7426 Жыл бұрын
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମି ଭବ ତୁମେ ମହାପ୍ରଭୁ ଙ୍କର କଥା ଟିଏ ଶୁଣିଦେଲେ ଆଖିରେ ଲୁହ ଆସିଯାଉଛି. ବହୁତ ଭାବ ଥିଲା. ଭାଗ୍ୟରେ ଥିଲେ ଏମିତି ହୁଏ
@kunianayak4849
@kunianayak4849 Жыл бұрын
ଜଗନ୍ନାଥଙ୍କର କଥା ଶୁଣି ଲା ମାନେ ଆଖି ରେ ଲୁହ ଆପେ ଆପେ ଝରୀ ପଡେ ଜୟ ଜଗନ୍ନାଥ 🙏🏻🙏🏻🙏🏻🙏🏻
@nirupamajena4446
@nirupamajena4446 Жыл бұрын
କାଳିଆର କଥା ହୃଦୟକୁ ଛୁଇଁ ଯାଉଥିଲା। ସିଏ ଦୁଃଖୀର ଦୁଃଖ ଶୁଣନ୍ତି। ଜୟ ଜଗନ୍ନାଥ 🙏🙏
@rosalinmahapatra9549
@rosalinmahapatra9549 Жыл бұрын
ଭାଇ ଆଖିରେ ଲୁହ ଆସିଗଲା 😭 ଭଗବାନ ଙ୍କ ସହ ସେତିକି ସମ୍ପର୍କ 😭😭😭😭😭😢😢😢😢🙏🙏🙏🙏🙌🙌🙌🙌 ଯେଉଁ ଦିନ ମନ୍ଦିର ଯାଏ ଥରେ ଠାକୁର ଆଖିଯୋଡ଼ିକ ଦର୍ଶନ ପାଇଁ ଶାନ୍ତି ଲାଗେ କିନ୍ତୁ ସେଇ ଆଖିଯୋଡିକ ଦର୍ଶନ ନ ମିଳିଲେ ମୁଁ ସେଇଠୁ ପଳେଇଆସେ ବହୁତ୍ କାନ୍ଦେ ମନ ବୁଝେନା ସେଦିନ ପୁଣି ଅପେକ୍ଷା କରେ କେବେ ସେଇ ସମୟ ଆସିବ ମୁଁ ପୁଣି ମୋ କାଳିଆ ଠାକୁର କୁ ଦେଖିବି🙏🙌😭😰😰😰😰😰😰😰
@pradipkumarsahoo2112
@pradipkumarsahoo2112 Жыл бұрын
ଜୟ ଶ୍ରୀ ଜଗନ୍ନାଥ🙏😍
@sudhansusamal777
@sudhansusamal777 Жыл бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ⭕❗⭕🙏🙏🙏🙏🙏🙏🙏🙏
@bhumijsahoo4737
@bhumijsahoo4737 Жыл бұрын
ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ 🙏
@narayanaparikshya7638
@narayanaparikshya7638 Жыл бұрын
Prabhu mate rakhya kara prabhu 🙏🙏
@jharananaik1627
@jharananaik1627 Жыл бұрын
Bahut sundar...jay jagannath swami 🙏🙏
@Satyanandanayak1748
@Satyanandanayak1748 Жыл бұрын
ଆଖିରେ ଲୁହ ଆସିଗଲା, ସେ ପରା ଜଗତର ନାଥ ଲିଳାମୟ ଜଗନ୍ନାଥ ମହାପ୍ରଭୁ, ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଜୟ ☸️🕉️🙏🌷
@ajayakumarpatra405
@ajayakumarpatra405 Жыл бұрын
ପ୍ରବୀଣ ବାବୁ ମୋ ସହ ଠିକ୍ ଏମିତି ଘଟଣା ଘଟିଛି ଜୟ ଜଗନ୍ନାଥ 🙏🏼🙏🏼
@GitanjaliSahoo-wx3ud
@GitanjaliSahoo-wx3ud Жыл бұрын
Prannam prabin sir Apanaka voice re jagara anubhuti suni akhiru Luha bahari asuchi Saante Mo hrudayaru koti Prannam
@Nabchetananabdigantନବଚେତନାନବଦି
@Nabchetananabdigantନବଚେତନାନବଦି Жыл бұрын
🌹🙏🌹ଶ୍ରୀ ଜଗନ୍ନାଥ ଙ୍କ ମହିମା ଅପାର 🌹🙏🌹 ଅବିର୍ଣ୍ଣନୀୟ ଅନେକ ଅନୁଭୁତି ଠାକୁର ନୁହେଁ ଜଗନ୍ନାଥ ଆମ ଆନ୍ତରିକ ପିତା ଭାଇ ବନ୍ଧୁ ସଖା
@suvendupradhan6488
@suvendupradhan6488 Жыл бұрын
Jay Jagannath
@letscreate7716
@letscreate7716 Жыл бұрын
କାହିଁକି କେଜାଣି କାଳିଆ ର କଥା ଶୁଣିଲେ ଆପେ ଆପେ ଆଖିରୁ ଲୁହର ଧାର ବୋହି ଆସେ ଆଉ ସେହି ଲୁହ ରେ ସବୁ ଦୁଃଖ ଭାସିଯାଏ😭😭😭ଏବଂ ମୋନ କାଳିଆ ପ୍ରେମରେ ହଜି ଯାଏ ।ହେ ପ୍ରଭୁ ସମସ୍ତଙ୍କ ଉପରେ ତୁମ କୃପା ଦୃଷ୍ଟି ଥାଉ🙏🙏🙏
@jagannathamazingworldodia
@jagannathamazingworldodia Жыл бұрын
Jay jagannath.... Apananku mahaprabhu bhalare rakhantu Prabhu nka krupa ra Tulana nanhi🙏🙏
@bharatchandarashoo4871
@bharatchandarashoo4871 Жыл бұрын
ଜୟ ଜଗନ୍ନାଥ ତୁମ୍ଭର ମହିମା ଅତି ଵିଚିତ୍ର
@virtualgaming2269
@virtualgaming2269 Жыл бұрын
ଅତ୍ୟନ୍ତ ହୃଦୟ ସ୍ପର୍ଶ
@sunakarsethy6921
@sunakarsethy6921 Жыл бұрын
ସବୁ ସେଇ ଜଗନ୍ନାଥଙ୍କ ଲୀଳା ଜୟ ଜଗନ୍ନାଥ ମହାପରଭୁଙ୍କ ଆଶୀର୍ବାଦ ରୁ ସମସ୍ତେ ଭଲରେ ଥାଆନ୍ତୁ ଜୟ ଜଗନ୍ନାଥ 🙏🙏🙏🚩🚩🚩
@manaspradhan4168
@manaspradhan4168 Жыл бұрын
ବହୁତ ସୁଂଦର। ଜୟ ଜଗନ୍ନାଥ 🙏🌷🌹
@chinmayabhoi9928
@chinmayabhoi9928 Жыл бұрын
ପ୍ରଭୁ ତୁମ ଲୀଳା ଅପାର 🙏🙏🙏
@maheswarparida8745
@maheswarparida8745 Жыл бұрын
Jay jagannath swami nayana patha grami bhaba tume🙌 🙏🙏🙏🙏🙏
@tapankumarbehera6847
@tapankumarbehera6847 Жыл бұрын
ଜୟ ଶ୍ରୀ ଜଗନ୍ନାଥ 🙌🚩
@silusradhalifestyle7475
@silusradhalifestyle7475 Жыл бұрын
ମୁ ଜାଣିଛି ମୋ କଳା ଠାକୁର ଭାରି ଦୟଳୁସେ କା ଦୁଃଖ ସହି ପାରେ ନା thanku so much sir ବହୁତ ସୁନ୍ଦର ଲାଗିଲା କାହାଣୀ Jay Jagannath 🙏🙏🙏
@devilskk1955
@devilskk1955 Жыл бұрын
ହେ ପ୍ରଭୁ ଜୟ ଜଗନ୍ନାଥ 😭😭
@barsharanijena8035
@barsharanijena8035 Жыл бұрын
Jay jagannath swami nayana patha gami bhaba tume prabhu 😢😭😭😭😭😭
@manojsai791
@manojsai791 Жыл бұрын
ଧନ୍ୟ ତୁମେ ମଉସା ଧନ୍ୟ ତୁମର ଭକ୍ତି 🙏 ଏମିତି ସମୟରେ ତୁମ ପାଖରେ ଠାକୁର ଆସିଗଲେ ଜୟ ଜଗନ୍ନାଥ
@sanjaybaliyarsingh6790
@sanjaybaliyarsingh6790 Жыл бұрын
ଭାଇ ସେ ପା ହଟିଆ ଠାକୁର । ଭାବ ର ଠାକୁର । କିଏ କହେ ତାକୁ କାଳିଆ ଠାକୁର କିନ୍ତୁ ମୋ ପାଇଁ ସେ ମୋ ବଡ଼ ଭାଇ । Jay Jagannath
@litunabehera4240
@litunabehera4240 Жыл бұрын
ଜୟ ଜଗନ୍ନାଥ ମହାପ୍ରଭୁ 🙌🥺🚩
@pushpanjaliexpressvlog
@pushpanjaliexpressvlog Жыл бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ
@Runukunu
@Runukunu Жыл бұрын
‌ହୃଦୟକୁ ଛୁଇଁ ଗଲା। ଜୟ ଜଗନ୍ନାଥ 🙏🙏
@priyacharandas653
@priyacharandas653 Жыл бұрын
ଜୟ ଶ୍ରୀ ଜଗନ୍ନାଥ ଜୟ ଗୋମାତା ଜୟ ସନାତନ ଧର୍ମ
@chandanlifestyle1998
@chandanlifestyle1998 Жыл бұрын
ହେ ପ୍ରଭୁ ଜଗନ୍ନାଥ କି ଲୀଳା ତୁମର 🙏🙏🙏😭😭😭😭😭
@sudhansusamal777
@sudhansusamal777 Жыл бұрын
ସତ ରେ ଆଖି ରୁ ଲୁହ ଆସିଗଲା ସବୁ ସେଇ କାଳିଆ ଠାକୁର ଇଚ୍ଛା ଜୟ ଜଗନ୍ନାଥ ⭕❗⭕🙏🙏🙏🙏🙏🙏
@pravakarjena
@pravakarjena Жыл бұрын
ଧନ୍ୟ ତୁମେ ପ୍ରଭୁ ଧନ୍ୟ ତୁମ ଲୀଳା ଜୟ ଜଗନ୍ନାଥ
@SusantaKumar-tp2gh
@SusantaKumar-tp2gh Жыл бұрын
JAY JAGANNATH SWAMI ❤🙏
@sibanisethi9125
@sibanisethi9125 Жыл бұрын
ହେ କଳା ଠାକୁର ଅପାର ତୁମ ଲୀଳା ଜୟ ଜଗନ୍ନାଥ 🙏🙏🙏🙏
@rinagochhayat1161
@rinagochhayat1161 Жыл бұрын
Jay jagannath maha prabhu 🙏🙏🙏🙏🙏🙏🙏
@princebabulu3114
@princebabulu3114 Жыл бұрын
ଜୟ ଶ୍ରୀ ମହାପ୍ରଭୁ, ଜୟ ତୁମ ଲୀଳା 🙏
@amasanskrutiamaparampara3556
@amasanskrutiamaparampara3556 Жыл бұрын
ଜୟ ହେଉ ଭକ୍ତ ବତ୍ସଳ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର 🙏
@Universaltruth3m29
@Universaltruth3m29 Жыл бұрын
Bahut badhia lagila, Sri Jagannath nkara krupa aparampar, Jay Jagannath 🙏
@dillipsahoo9815
@dillipsahoo9815 Жыл бұрын
ଜୟ ଜୟ ଜୟ ଜଗନ୍ନାଥ 🙏🙏🙏🌼🌼🌼
@Veryfied_z7
@Veryfied_z7 Жыл бұрын
ହେ ପ୍ରଭୁ ଜଗନ୍ନାଥ ଏହି କାହାଣୀ ଶୁନିଲାରୁ ଆଖିରୁ ଲୁହ ଆସିଗଲା ପ୍ରଭୁ ଜଗନ୍ନାଥ 🙏🏿😥
@shantilatadas4419
@shantilatadas4419 Жыл бұрын
Jay jagannath Mahaprabhu 🙏🙏🙏
@sarojkumarbehera1761
@sarojkumarbehera1761 Жыл бұрын
ହୃଦୟକୁ ଛୁଇଁ ଗଲା ଆଉ ମୋ ଆଖିରୁ ଲୁହ ବି ଆସିଗଲା ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ପ୍ରଭୁ ମୋତେ କେବେ ଦେଖା ଦିଅନ୍ତୁ କାଳିଆ ସାଆନ୍ତେ
@kiskustarofficial8912
@kiskustarofficial8912 Жыл бұрын
ଭାଇ ମୁଁ ଆଜି ପ୍ରଥଥର ପାଇଁ ଆପଣଙ୍କ ଭିଡ଼ିଓ ଦେଖୁଛି ଦେଖୁ ଦେଖୁ ଆଖିରୁ ଲୁହ ଝରିଗୋଲା ସତରେ ଭାଇ ମନକୁ ଛୁଇଲା ଭଳି ଭିଡିଓ 🙏🌼🌸 ⭕❗⭕ଜୟ ଜଗନ୍ନାଥ🙏🌸🌼🙏
@dalibandhugouri6001
@dalibandhugouri6001 Жыл бұрын
ଜୟ ଜଗନ୍ନାଥ🙏ଜୟ ଜଗନ୍ନାଥ🙏ଜୟ ଜଗନ୍ନାଥ🙏
Players push long pins through a cardboard box attempting to pop the balloon!
00:31
This Game Is Wild...
00:19
MrBeast
Рет қаралды 114 МЛН
Sebayata Speaking Puri Jagannath Temple Rosaghara's  Supernatural Story-YouTube
8:59