ଭୁୟାଁ ରଜଦୋଳି ଗୀତ

  Рет қаралды 771

Khanti kendujharia tribe vlog

Khanti kendujharia tribe vlog

Ай бұрын

ରଜପର୍ବ ଏହା ଓଡ଼ିଶାର ନିଜସ୍ୱ ପର୍ବ। ଏହି ପର୍ବ ଓଡ଼ିଶା ବ୍ୟତୀତ ଅନ୍ୟତ୍ର କୌଣସି ଜାଗାରେ ପାଳନ ହେଉଥିବାର ଜଣାଯାଏ ନାହିଁ। ଏହି ପର୍ବକୁ ଓଡ଼ିଶାରେ ଆଷାଢ଼ ମାସରେ ପାଳନ କରିଥାନ୍ତି। ଏହି ପର୍ବ ସାଧାରଣତଃ ତିନିରୁ ଚାରି ଦିନ ଧରି ପାଳନ କରିଥାନ୍ତି।
କିନ୍ତୁ ରଜପର୍ବକୁ ଓଡ଼ିଶାରେ ବସବାସ କରୁଥିବା ଆଦିବାସୀ ସଂପ୍ରଦାୟର ଲୋକମାନେ ଏକମାସ ପର୍ଯ୍ୟନ୍ତ ପାଳନ କରିଥାନ୍ତି। ଖାସ୍ କରି ଭୁୟାଁ ମହାସମାଜର ଲୋକମାନେ ଏହି ରଜପର୍ବରେ ଅନେକ ପ୍ରକାରର ରଜଦୋଳି ଗୀତ ଗାଇ ଥାଆନ୍ତି। ଯଥା ସାତବାରି, ବାରମାସୀ , ଛଅରୁତୁ, ରାଜାରାଣୀ, କେଦାରଗୌରୀ , ସୀତା ଚୋରି ଇତ୍ୟାଦି ଇତ୍ୟାଦି ଅନେକ ପ୍ରକାରର ରଜରେ ବଡ଼ ଦୋଳିଗୀତ ଗାଇଥାନ୍ତି।
ନୂଆ ଓଡିଆ ୟୁଟ୍ୟୁବ ଭିଡିଓ #
ରଜଦୋଳି ଗୀତ #
ବାହା ଯୁଗଳ ଗୀତ ଭାଗ -୧୧#
new odia youtube video #rajadoli #gita#bahajugal Gita part -11#odia #rajadoli #odiasong #bhuyan #song #

Пікірлер
English or Spanish 🤣
00:16
GL Show
Рет қаралды 18 МЛН
So Cute 🥰
00:17
dednahype
Рет қаралды 46 МЛН
POV: Your kids ask to play the claw machine
00:20
Hungry FAM
Рет қаралды 12 МЛН
Throwing Swords From My Blue Cybertruck
00:32
Mini Katana
Рет қаралды 11 МЛН
ନୂଆଁ ଖାଇ ଜୁହାର #kkkunti#vlogs #video
5:16
Know Why Elderly Man Climbed Atop Nilachakra Of Puri Srimandir
13:06
ORAM BIHA BARAT DEKHA MA/LAKHAN RA BIHA/ALAR VLOGS/BARMAL
20:10
ALAR VLOGS
Рет қаралды 12 М.
English or Spanish 🤣
00:16
GL Show
Рет қаралды 18 МЛН