Bhubaneswar Ex-Professor, Burdened by Debt and Stress, Fatally Stabbed His Sleeping Father

  Рет қаралды 17,768

OTV

OTV

24 күн бұрын

ମାନସିକ ଚାପରୁ ହତ୍ୟାକାଣ୍ଡ
ଏକାଧିକ କାରଣରୁ ମାନସିକ ଚାପ ପାଇଁ ହତ୍ୟାକାଣ୍ଡ । ଭୁବନେଶ୍ୱର ରଙ୍ଗମାଟିଆର ଆପାର୍ଟମେଣ୍ଟରେ ବାପାକୁ ପୁଅ ହତ୍ୟା କରିବା ଘଟଣା । ନୂଆ ଆଇନ ଅନୁସାରେ ତଦନ୍ତ ଚାଲିଛି କହିଲେ ଭୁବନେଶ୍ୱର ଡିସିପି ।
#Crime #Bhubaneswar #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
KZbin: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 11
@bijayalaxmisahoo7609
@bijayalaxmisahoo7609 23 күн бұрын
ସେ ପୁଅ ରାଗ ରେ ତ ଏତେ ବଡ଼ କାଣ୍ଡ କରିପକେଇଲା , ହେଲେ ଏବେ ପସ୍ତାଉଥିବ , ଖୁସି ନଥିବ ସେ , 😢 ତା mentality ku dekhibaku gale , jadii se ସେଦିନ ରାତିରେ ନ ଶୋଇଲା ରାଗ ଆସିଲା ତେବେ ବାହାରକୁ ପଲେଇଥନ୍ତା, କି , ଭଗଵାନ ଙ୍କ ପାଖରେ ବସିଥନ୍ତା, ତାହେଲେ ସେ ସମୟ ଟା ହିଁ କଟି ଯାଇଥାନ୍ତା, , କାରଣ ଦେଖିବେ ବେଳେ ବେଳେ ଆମକୁ ଅଧିକ ରାଗ ଲାଗେ , ସେତେ ବେଳେ କିଛି ନକରାତ୍ମକ ଶକ୍ତି ଆମ ଆଖ ପାଖ ରେ ବୁଲୁ ଥାନ୍ତି , ହୂର୍ଦୟ ଦୁବଳ ଥିଲେ ପଶି ଯାଆନ୍ତି, ଆଉ ଯାହା ଟା ମନ ହଉ ଥିବ କରିବାକୁ କରି ପକାନ୍ତି , ସେଥି ପାଇଁ ହୁର୍ଦୟ କୁ strong କରନ୍ତି । ଜପ, ଧ୍ୟାନ, ଆଉ ପ୍ରାଣାୟମ ରେ❤🙏❤
@MOUTHBOXPLAYER
@MOUTHBOXPLAYER 22 күн бұрын
Nyce you said Om sai Ram ...
@bijayalaxmisahoo7609
@bijayalaxmisahoo7609 23 күн бұрын
ପୁଅ ଡାଉଟ୍ , ଆଉ ପ୍ରେସର୍ ରେ ଏମିତି କରିଛି , କାଳେ ବାପା କିଛି କାହାକୁ ଦେଇଦେବେ , ସେଇ ସବୁ ରାଗ ବି ଥିଲା , ଏବେ କନ୍ ଆଉ ହବ 😢 ସମ୍ପତି ସବୁ ଅନାଥ ଆଶ୍ରମ , ବୁର୍ଦ୍ଧା ଆଶ୍ରମ କୁ ଦେଇଦିଅ , , ନା ସେ ପୁଅ ଏବେ ଆସିବ ଥାନା ରୁ, ନା ତାର ପିଲା ଛୁଆ ଆଉ ହବ , ନା ସେ ମା କେବେ ଏ ପୁଅ କୁ ଆଖି ଆଗରେ ଦେଖି ପାରିବ ଆଉ , ସବୁ ନଷ୍ଟ କରିଦେଲା , କୁଳାଙ୍ଗାର , ଅଶିକ୍ଷିତ , ଆସଂସ୍କର୍ ପୁଅ , କଥା ରେ ଅଛି (ପୁଅ ଯଦି ଯୋଗ୍ୟ ର ହବ ଧନ କାହିଁ ପାଇଁ ରଖିବ , ପୁଅ ଯଦି ଅଯୋଗ୍ୟ ହବ ଧନ କାହିଁ ପାଇଁ ରଖିବ ) ଏବେ ସେଇଆ ହେଲା😢😢😢😢
@bijayalaxmisahoo7609
@bijayalaxmisahoo7609 23 күн бұрын
ରାଗ କ୍ରୋଧ ହିଂସା ଅହଙ୍କାର , ଏ ସବୁ ମଣିଷ କୁ ଅବାଟ କୁ ଟାଣି ନେଇଛି , ଯେତେ income kara, ki jete ଶିକ୍ଷିତ ହୁଅ , ଆଉ ଯେତେ ବେସ୍ତତା ଭିତରେ ଥାଓ , ଦିନ ଯାକରେ ,15 ମିନିଟ୍ ଧ୍ୟାନ ଆଉ ଜପରେ , ସମୟ ଟିକେ ଦିଓ , ଆଜି କାଲି mind ta hin semiti hauchi , Jadi ame tike japa କରିଥିବା ନା ତେବେ ରାଗ ବେଳେ ସହି ହେଇଯିବ । ଆଉ ରାଗ। ବେଶୀ ଆସିଲେ କି ଝଗଡ଼ା ଅଧିକ ହେଲେ , ଟିକେ ଦୁରେଇଯାଓ କୌଣସି ମନ୍ଦିରକୁ ପଲାଓ । ଦେଖିବ ଶାନ୍ତ ଲାଗିବ ,
@DevD597
@DevD597 23 күн бұрын
Yes yes our mind is our best friend also our best enemy. So we have to control our brain through meditation and god's name chanting.otherwise mind can play such drastic game with us
@BISMAYA1993
@BISMAYA1993 22 күн бұрын
This case of negative impact of modern luxurious life style. Low wages, poverty, and the precariousness of the labor market continue to have negative consequences on mental health. People are live in illusion that materialistic world is everything. Furnished house,car, gadgets, foreign trip, enjoying meals at luxurious restaurants are becoming basic necessities. People want to impress their friends and partners by showing off. Now people are doing all these things cause they want to hear appreciation from others. Then only they can feel happy, well settled, respectful man. People forget real happiness is just do what actually needed, make yourself satisfied with your needs, don't need to make others expectations as your necessities. Respect yourself your truth, you don't need to explain others or make happy others or you don't need appreciation from others. Everyone is responsible for their happiness.
@mamitaranimohanta8560
@mamitaranimohanta8560 23 күн бұрын
Mental pressure boli bapa ku marideba ba ba re puo
@prashantachandrapanda
@prashantachandrapanda 22 күн бұрын
Job pressure, easier foreign degree..
@bikash.choudhury
@bikash.choudhury 22 күн бұрын
Kali juga full jor sor re start hei golani… Shaitan has made the house in each of our heart… Time to pray for moksha 🙏🏻🙏🏻🙏🏻🙏🏻
@smrutirbiswal3816
@smrutirbiswal3816 22 күн бұрын
Bopalo .. ete loan kariki kaha ku status show karuchu .. ebe samaste status dekhile !!!
A teacher captured the cutest moment at the nursery #shorts
00:33
Fabiosa Stories
Рет қаралды 17 МЛН
Опасность фирменной зарядки Apple
00:57
SuperCrastan
Рет қаралды 6 МЛН
50 YouTubers Fight For $1,000,000
41:27
MrBeast
Рет қаралды 197 МЛН
New model rc bird unboxing and testing
00:10
Ruhul Shorts
Рет қаралды 25 МЛН
Woman Breaks Down While Narrating Incident of Unable to Get Job
6:36
'ଟଚ୍ କଣ କରୁଛୁ ବେ'
14:34
OTV
Рет қаралды 2 МЛН
A teacher captured the cutest moment at the nursery #shorts
00:33
Fabiosa Stories
Рет қаралды 17 МЛН