#BIG_BREAKING

  Рет қаралды 162,506

Argus News

Argus News

Күн бұрын

Пікірлер: 442
@SAGAR-VLOGS-01
@SAGAR-VLOGS-01 3 жыл бұрын
ଅର୍ଗସ ଟିଭି ସବୁଠୁ best news chanel ସବୁ ବେଳେ ସତ୍ୟ news ଦେଖାଏ 🙏🙏🙏thanks ଅର୍ଗସ news
@manasroutray3963
@manasroutray3963 3 жыл бұрын
ଓଡ଼ିଶାରେ ନ୍ୟାୟ ନାହିଁ। ଅଗର୍ସ ଟିଭି କୁ ଧନ୍ୟବାଦ ଯେ ସେ ସତ୍ୟ କୁ ଦେଖେଇଵା ପାଇଁ ଉଦ୍ୟମ କରୁଛି। ଆଜି ନ ହେଲେ କାଲି ତ ନ୍ୟାୟ ପ୍ରତିଷ୍ଠା ନିଶ୍ଚିତ ହେବ। ସାଧାରଣ ନୀରିହ ଲୋକ ଆଜି ନ୍ୟାୟ ପାଇ ପାରୁନାହିଁ।ଏହା ଅରାଜକତା ର ଚରମସୀମା ଅଟେ। ଏହାପରେ ତ ପରିଵର୍ତ୍ତନ ନିଶ୍ଚିତ। ଅପରାଧୀ ଯେତେ ଶକ୍ତିଶାଳୀ ଓ ଵଳଶାଳୀ ହେଲେ ମଧ୍ୟ ଦିନେ ନା ଦିନେ ଦଣ୍ଡିତ ହେବ ।
@SAGAR-VLOGS-01
@SAGAR-VLOGS-01 3 жыл бұрын
Right
@sridharpradhan8241
@sridharpradhan8241 3 жыл бұрын
Police action o heba
@bhagnarjunanayak8685
@bhagnarjunanayak8685 3 жыл бұрын
Police protect higher officers shot and politician like ministers andla
@paramanandameher4509
@paramanandameher4509 7 ай бұрын
Jane.loka.kukua.nahoithile..is.oficer.helebi.kukura.palana.kariba.nahai
@fakirmohanpradhan6081
@fakirmohanpradhan6081 3 жыл бұрын
ଏ ନବୀନ ଶାସନ ସମୟରେ ଏଇଟା ସାଧାରଣ ଘଟଣା। କିଛି କାର୍ଯ୍ୟାନୁଷ୍ଠାନ ହେବ ନାହିଁ।ଜଣେ ସାଧାରଣ ଲୋକ ହୋଇଥିଲେ ଗିରଫ କରି କୋର୍ଟକୁ ଚାଲାଣ କରି ସାରନ୍ତାଣି। ଏଥିପାଇଁ ମାଓବାଦୀ ଏବଂ ସନ୍ତ୍ରାସବାଦୀ ସୃଷ୍ଟି ହେଉଛନ୍ତି।
@bijayakumardehury6408
@bijayakumardehury6408 3 жыл бұрын
REALLY ARUGUS NEWS HERO IN ODISHA, MANY MANY THANKS AND CONGRATULATIONS, GO AHEAD, JUSTICE FOR ALL PEOPLE, ARUGUS NEWS NO1 CHANNEL.
@mfarmingodisha_official4574
@mfarmingodisha_official4574 3 жыл бұрын
ଜେଲ ପଠା ଯାଉ
@Badaljena112
@Badaljena112 3 жыл бұрын
Salut argus news. Prati ଗରିବ loka news channel heuchi argus news 👍👍👍👍👍👍👍
@mixturemaja.starbapunu7250
@mixturemaja.starbapunu7250 3 жыл бұрын
🙏🙏🙏ନିୟମ କାନୁନ ସମସ୍ତଙ୍କ ପାଇଁ ସମାନ ।ଯଦି ଏହାର କିଛି ତଦନ୍ତ କରାଆଯିବନି ତାହେଲେ ଆଗକୁ ଏମିତି ବହୁତ ହବ ।😠😡😠😡 ମିଡିଆ ଭାଇମାନେ ଚାହିଁଲେ ନ୍ୟାୟ ମିଳିପାରିବ🙏🙏🙏🙏
@ajitnayak6877
@ajitnayak6877 3 жыл бұрын
ମୋ ସରକାର କୁଆଡ଼େ ଗଲେ sir
@bidyadharpradhan9778
@bidyadharpradhan9778 3 жыл бұрын
Kebolo yojona re 5t kamo kore
@manoranjan12
@manoranjan12 3 жыл бұрын
ଏଇ ସରକାର କୁ ଶୀଘ୍ର ବାହାର କର, ନହେଲେ ଭବିଷ୍ଯତ ରେ ଓଡିଶା ଆତଙ୍କବଦୀ ମାନକଂ ରାଜ୍ୟ ହେଇଯିବ ଆଉ ଏଥିପାଇଁ ସରକାର ଦାୟି ରହିବେ ।
@Ranjankumar-fz8xj
@Ranjankumar-fz8xj 3 ай бұрын
ଏଥିରେ ସରକାରର ଦୋଷ ରହିଲା କେମିତି । ଭାଇ ସେ ମାଗିହା ପଫିସରକୁ ବହୁତ ଜଲଦି ଧରାଯିବ ନହେଲେ ମୁଁ ନିଜେ ଯାଇ ସେ ଅଫିର ନଳିରେ ବଡ କିଳା ପୁରେଇ ବିଚ୍ ରାସ୍ତା ଉପରେ ଗୋଇଠା ମାରି ମାରି ସେ ଗରିବ ଭାଇଙ୍କ ପାଦତଳେ ପକେଇବୀ
@UrmilabeheraUrmila
@UrmilabeheraUrmila 3 ай бұрын
Ni un 7:09 ​@@Ranjankumar-fz8xj
@sambhunathmahapatra1528
@sambhunathmahapatra1528 3 жыл бұрын
ଓଡିଶା ରେ ଏଥର ନିଆଁ ଜଳିବ ଆଗକୁ
@nareshpattnaik2454
@nareshpattnaik2454 6 ай бұрын
ଆରେ ବାବା ତୁମ ବାପାଙ୍କୁ ମାରିଚି ତୁମେ ଥାନାକୁ ଗଲ ପୋଲିସ ଶୁଣିଲେନି ତୁମେ ସେଇ ଅନୁରୂପ ବ୍ୟବସ୍ଥା କରି ସବୁଦିନ ମନ ରହିଲା ଭଳି ଶିକ୍ଷା ଦିଅ ଏହା ଉଚିତ୍ ପୁଅର କାମ ଏ ହିଡ଼ିମ୍ବ ସରକାରଙ୍କୁ ଉଚିତ୍ ଶିକ୍ଷାଦେବା ଦରକାର
@AshokNayak-f5t
@AshokNayak-f5t 3 ай бұрын
Taku mari de bhai Ta bapa ro badala nebu Tu hou 6u gote bapor puo IAS bala ku maride 😎
@ramakantapradhan3085
@ramakantapradhan3085 3 жыл бұрын
ସରକାର ଯେତେବେଳେ ପାଗଳାମି ଆରମ୍ଭ କରନ୍ତି ସେତେବେଳେ ପୋଲିସ୍ କେମିତି ଭଲ ହେବେ ସିଏ ବି ପାଗଳ ହେବା ସୋଭାବିକ୍
@bhaktimarga853
@bhaktimarga853 3 жыл бұрын
ଯଦି ସତ୍ୟ, ଏହା ଏକ ଲଜ୍ଜା। ଜଣେ ବରିଷ୍ଠ ଅଧିକାରୀ ସମାଜ ପାଇଁ ଉଦାହରଣ ହେବା କଥା।
@manajbagh6783
@manajbagh6783 3 жыл бұрын
IAS Chor magia
@laxminarayanmohanta9289
@laxminarayanmohanta9289 3 жыл бұрын
ହାତ କଡ଼ି ଲଗାଯାଉ
@ShaktiNewsliveodia
@ShaktiNewsliveodia 3 жыл бұрын
ଆରେ ଭାଇ ପୋଲିସ କିଛି ବୁଝିବନାହିଁ କାରଣ ଯଦି ଆକ୍ସନ ନେବାର କଥା ସଙ୍ଗେ ସଙ୍ଗେ ନେଇଥାନ୍ତା।
@pradeepbhoi8292
@pradeepbhoi8292 3 жыл бұрын
ଜେଲ୍ ପଠାଜାଉ ଶାର୍
@Badaljena112
@Badaljena112 3 жыл бұрын
ଭାଇ ମାନେ ଏ ହେଉଛି ଓଡିଶା ସାଶନ ଏମିତି ହେବ କହିଲେ ଦୋଷ ହେବ.
@r.keducare4947
@r.keducare4947 3 ай бұрын
Many many thanks to Argus TV for ur news. Strong action should be taken against IAS & other culprit who are involved in this matter.
@sadashivjena849
@sadashivjena849 3 жыл бұрын
IAS BJD
@srinivashbehera
@srinivashbehera 3 жыл бұрын
ସେ ତ ସାଧାରଣ ଲୋକ ଜଣେ ଆଉ ତୁମ ପାଖରେ ପାୱାର ଥାଇକି ବ୍ ତୁମେ ଫାଟକ ଭିତରକୁ ଯାଇ ପରୁନ ସେ ବୁଢ଼ୀ ନାଲି ଆଖି ଦେଖାଉଛି ତୁମ ପ୍ରତିନିଧିଙ୍କୁ
@PS-sb6rh
@PS-sb6rh 3 жыл бұрын
Argus News 👍
@ମୋପ୍ରଭୁଜଗନ୍ନାଥମୋରପରିଚୟଜୟଜଗନ୍ନା
@ମୋପ୍ରଭୁଜଗନ୍ନାଥମୋରପରିଚୟଜୟଜଗନ୍ନା 3 жыл бұрын
ସେ କଣ ଭଗବାନ ଭାବୁଛନ୍ତିକି ମନେମନେ।ସଂସ୍କାର ନାହିଁ ମାନବିକତାନାହିଁ କି ମୂଲ୍ୟ ସେ ଜୀବନର
@Miss-Sneha03
@Miss-Sneha03 3 жыл бұрын
IAS uncle athara apana khushi ta.
@royalayush3005
@royalayush3005 3 жыл бұрын
Good
@radhakantapradhan850
@radhakantapradhan850 3 жыл бұрын
Share this video to Mr Naveen pattanaik and demand for justice. And suspended that Bihari yadav
@vanubatimajhi1010
@vanubatimajhi1010 3 жыл бұрын
Dhanyavaad argus
@satahi9122
@satahi9122 3 жыл бұрын
ସବୁ ବିଜେଡି ର ଖେଳ
@bhusanakanisabhusanakanisa2204
@bhusanakanisabhusanakanisa2204 3 жыл бұрын
Very very good morning
@ranjankumarmahanta6938
@ranjankumarmahanta6938 3 жыл бұрын
ବଡ ଅଫିସର୍ ନା ବା#ର ବାଳ
@krushnagkb9521
@krushnagkb9521 3 жыл бұрын
BJD Hatao
@chittaranjankar7615
@chittaranjankar7615 3 жыл бұрын
Mo Sarkar is going on. Police department should not kept in Odisha
@vanubatimajhi1010
@vanubatimajhi1010 3 жыл бұрын
Se mg ku suspend kara
@rashmikantapanda1143
@rashmikantapanda1143 3 жыл бұрын
Sadharan ଲୋକ ଆଇନକୁ ହାତକୁ ନେବା ପାଇଁ ସରକାର ବାଧ୍ୟ କରୁଛନ୍ତି,non odiya IAS ମାନଙ୍କୁ ଓଡ଼ିଶାରୁ ତଦାଯାଉ
@rajkishornina4246
@rajkishornina4246 Жыл бұрын
Right
@User5-z6m
@User5-z6m 7 ай бұрын
Thanks argus news
@rjscreationcom
@rjscreationcom 3 жыл бұрын
Thanks argus channel
@pmparbati5965
@pmparbati5965 3 жыл бұрын
ଓଡ଼ିଶା ସରକାରଙ୍କ ରାଜନୀତି ଲାଜ୍ଯଜନକ।
@putnamchpradhan6123
@putnamchpradhan6123 3 жыл бұрын
ଆପଣ ମାନେ ଖୁସି ତ
@pradeepbhoi8292
@pradeepbhoi8292 3 жыл бұрын
Agus good
@satahi9122
@satahi9122 3 жыл бұрын
IAS OFFICER NUHA, BJD NABINA RA SENIOR GUNDA
@amitpradhan5052
@amitpradhan5052 3 жыл бұрын
Good job Argus
@paramanandajena9280
@paramanandajena9280 3 ай бұрын
ଏଭଳି ଅହଙ୍କାରୀ ଗର୍ବି ଲୋକଙ୍କୁ ତାଙ୍କ ଭାଷାରେ ଜବାବ ଦିଆଯାଉ
@harichandankunucreation2293
@harichandankunucreation2293 3 жыл бұрын
Dcp sir କୁ sabu bele news re pratikrya rakhile habani durdha କାର୍ଯ୍ୟନୁଷ୍ଠାନ naba darakar
@ॐनमःनारायणायनमः
@ॐनमःनारायणायनमः 3 жыл бұрын
Argus news.u r doing great job.salute sir.
@nishikantabirabar1385
@nishikantabirabar1385 3 жыл бұрын
ଭାଇ ରେ ତୁମେ ଜାଣି ନ କି ପୋଲିସ ବାଲା IAS ଅଫିସର ଙ୍କ କୁକୁର ବୋଲି ସେମାନେ ପରା ତାଙ୍କ ଗୁହ ଖାଆନ୍ତି ,ତୁମେ କେବେ ମଉକା ଦେଖି ସେ ଶଳା ଅଫିସର କୁ ଟ୍ଟନ୍ତ୍ତିଆ ଟେ ପକା ।
@arthabandhuparida1691
@arthabandhuparida1691 3 жыл бұрын
Good Argus news
@ShaktiNewsliveodia
@ShaktiNewsliveodia 3 жыл бұрын
ସେ ଆଇଏଏସ୍ ଅଫିସର ହେଲେ କଣ ହେବ । ସେ ଆଇଏଏସ୍ ଅଫିସର ଚିନ୍ତା କରିବା ଦରକାର ଜନତାଙ୍କ ଟଙ୍କାରୁ ପାରିଶ୍ରମିକ ପାଉଛନ୍ତି ଆଇଏଏସ୍।
@madhusmita6134
@madhusmita6134 3 жыл бұрын
I AS / OAS/ POLICE / MINISTER Samaste public ra seva kariba pain monthly salary neuchhanti - Semane seva nakari public ku misbehave karuchhanti.
@narayandas7041
@narayandas7041 3 ай бұрын
ପୋଲିସ୍ ମନଙ୍କର କେବେ ସମ୍ପତ୍ତି ଯାଞ୍ଚ କରାଯିବ
@ranjankumarprusti7950
@ranjankumarprusti7950 6 ай бұрын
ରାଜଧାନୀ ବାସୀ ସଚେତନ ହୁଅ, ସବୁ ସମସ୍ୟାର ଗୋଟିଏ ସମାଧାନ ସରକାର ପରିବର୍ତ୍ତନ ନିହାତି ଦରକାର।
@psahu9670
@psahu9670 3 жыл бұрын
Argus is only voice for poor people.
@sirisacharya266
@sirisacharya266 3 жыл бұрын
ତା‌ଙ୍କ ଘର ଆଗରେ ଶହେ କୁକୁର ନେଇ ସାତ ଦିନ ଶହେ ଲୋକ ଯାଆନ୍ତୁ
@sonukhansonukhan8387
@sonukhansonukhan8387 6 ай бұрын
Welcome. Argus. Newus. All. Right. Salut. MDA. Paine. Ganasadharana. Sachetana. Dharma. Thila. Bughiba. Thakura. Sha varasa
@drpanda9462
@drpanda9462 3 жыл бұрын
Hope MO sarkar will give proper justice to the victims.
@rameshchandradash4605
@rameshchandradash4605 3 жыл бұрын
Jana aandolana heu
@krushnabehera1669
@krushnabehera1669 3 жыл бұрын
Dismiss koro IAS officer ku
@HareKrushna-f3d
@HareKrushna-f3d 7 ай бұрын
ଏ ସଳା କୋଉଠି କେଉଁ ବିଭାଗରେ ଅଛି ,ଟାକୁ ମୋ ପ୍ରଭୁ ହିଁ ଦେଖିବେ ।
@srinivashbehera
@srinivashbehera 3 жыл бұрын
ଏତେ ଜାତେରା କଣ ପାଇଁ ତୁମ ନିଜ camera bhai ବି ତାଙ୍କ ପ୍ରତିକ୍ରିୟା ନେବା ପାଇଁ ଡରୁଛନ୍ତି..
@nabinkumar8181
@nabinkumar8181 3 жыл бұрын
ରାସ୍ତା ଟା କ'ଣ IAS ବାବୁ ର ବାପା ର
@amitaswain2162
@amitaswain2162 3 жыл бұрын
Thanks Argus tv
@lalatakishorepatra2210
@lalatakishorepatra2210 5 ай бұрын
Thanks to midia sir for good news
@user-nj9ey8qs2y
@user-nj9ey8qs2y 3 жыл бұрын
ଚୁତିଆ ଅଫିସର ,
@rameshchandramohapatra4169
@rameshchandramohapatra4169 6 ай бұрын
ଦୁଃଖ ଲାଗୁଚି ଏପରି ଲୋକଙ୍କୁ ବଡ଼ ବଡ଼ ଚାକିରୀ ମିଳୁଛି କେମିତି ? ! ଲାଗୁଚି ସେବାବୁ ବୋଧେ ଗୋବର ଗୋଟେଇ ଘର ର ପିଲା !
@bidyadharpradhan9778
@bidyadharpradhan9778 3 жыл бұрын
Hyy Nabin babu amme tumo fan.... 🤪
@lingarajpatra3961
@lingarajpatra3961 3 жыл бұрын
ଆରେ ଗୋଟିଏ ନିରୀହ ଲୋକଟିକୁ ଉଭୟ ତଥା ନିଜର security କୁ ଲଗାଇ ମାରିବାକୁ ଟିକିଏ ନିଜକୁ ଲାଜ ଲାଗିଲା ନାହିଁ ଭୁଲ କରିଛ ବୋଲି ଲୁଚୁଛ ଛି ଛି ଧିକ ତୁମର ଜୀବନ ମନେ ରଖ ଭଗବାନ ସତ୍ୟର ସନ୍ଧାନ ଦେଖାନ୍ତି କିନ୍ତୁ ଅପେକ୍ଷ୍ୟାରେ
@bipinpaltasingh4885
@bipinpaltasingh4885 3 жыл бұрын
BJD sarkar
@rabichandrasahu9700
@rabichandrasahu9700 3 жыл бұрын
ଏଇଟା ମିଛ ସରକାର ଆଜ୍ଞା ମାନେ ଏଠି ବାବୁ ମାନଙ୍କର ହିଁ ରାଜ ଚାଲୁଛି
@rabichandrasahu9700
@rabichandrasahu9700 3 жыл бұрын
ସରକାର କହିବ ଆଇନ ତା ବାଟରେ ଯିବ।
@krishnatripathy47
@krishnatripathy47 3 жыл бұрын
Dadagiri of nonodiya officer
@susascartoonchannel8000
@susascartoonchannel8000 3 жыл бұрын
Good argus
@muralisahu5263
@muralisahu5263 3 жыл бұрын
Odisa re bjd sarkar thhiba parjyanta gariba lokamanaku nyaya miliba nahin
@Skgbul470
@Skgbul470 7 ай бұрын
ନିହାତି ପାଠ ପଢ଼ିଲେ ମୂର୍ଖ ଅତି ପାଠ ପଡିଲେ ଗର୍ବ ଆଉ ମୂର୍ଖ,
@dhirasanapati9716
@dhirasanapati9716 2 жыл бұрын
ଜୟ ଜଗନ୍ନାଥ
@pmparbati5965
@pmparbati5965 3 жыл бұрын
ନ୍ଯାୟ ଆଗରେ ସମସ୍ତେ ସମାନ
@biprapriya
@biprapriya 3 жыл бұрын
ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ କିଛି ଦୋଷ ନାହିଁ ।
@biprapriya
@biprapriya 3 жыл бұрын
ଏମାନେ ବଡ ଲୋକ ନୁହଁନ୍ତି ।
@dayanidhidash4466
@dayanidhidash4466 3 ай бұрын
This type of case should be seriously taken by CM
@jayshrikrishnarooftopgarde5203
@jayshrikrishnarooftopgarde5203 3 жыл бұрын
ସେ ପା୦ପଢି ଆଇଏସ୍ ହୋଇଛନ୍ତି ତ, ମାନବିକତା ନାହିଁ, ବିବେକ ନାହିଁ ସେ କଣ ଲୋକଙ୍କୁ ଶିକ୍ଷା ଦେବେ, ସେ ଆଇଏସ୍ ହେବା ପୂର୍ବରୁ ସେ ବଡଲୋକ ଥିଲେ ତ, ଲୋକଙ୍କୁ ଚାକର କହୁଛ ଆପଣ ମଣିଷ ୦ୁ ଜନ୍ମ ନେଇଥିଲେ ତ
@Introkaushik47
@Introkaushik47 3 жыл бұрын
Argus chenel soto batore nomoskar
@jayshrikrishnarooftopgarde5203
@jayshrikrishnarooftopgarde5203 3 жыл бұрын
ଉପରବାଲା ନିଶ୍ଚିତ ନ୍ଯାୟ ଦେବେ, ଆଜି ନହେଲେ କାଲି ମିଳିବ, ଉପରେ ଜଣେ ବସି ଦେଖୁଛନ୍ତି
@priyadarsansatpathy910
@priyadarsansatpathy910 3 жыл бұрын
ପୁଲିସି ପରା ଆଇଏଏସ ଙ୍କ ଚାକର। ସିଏ କିଛି କରିବେନି।
@GokulaNidhiBissoyi
@GokulaNidhiBissoyi 6 ай бұрын
ଏହା ବିଜେଡି ସରକାର ର ଅପାରଗତ ତୁମ ପାଇଁ ଆମ ପାଇଁ ଦୁର୍ଭାଗ୍ୟ
@bharatapradhan6742
@bharatapradhan6742 3 жыл бұрын
Let's change BJD GOVT. or else same thing with happen with us tomorrow..
@rp.antiiron5350
@rp.antiiron5350 3 жыл бұрын
ଗୁଣ୍ଡା ରାଜ
@ajitnayak6877
@ajitnayak6877 3 жыл бұрын
Right
@pinkysamal4947
@pinkysamal4947 6 ай бұрын
ଓଡିଆ ମାନଙ୍କୁ ଚାକର ଭାବୁଛନ୍ତି
@BasantKumarMishra-ik8tb
@BasantKumarMishra-ik8tb 5 ай бұрын
ଦଶି ପୋକ ଉପର ମୁହଁ ହେଲେଣି।ଚଞ୍ଚଳ ହସ୍ପିଟାଲ ନେଇ ଯାଆନ୍ତୁ।
@sunilkumarpradhan183
@sunilkumarpradhan183 3 жыл бұрын
IAS officer na se au kn se salaku demotion karajau
@jayakrushnarana4501
@jayakrushnarana4501 8 ай бұрын
ମିଡିଆ ବନ୍ଧୁ ଅଛନ୍ତି ବୋଲି ଲୋକମାନଙ୍କୁ ନ୍ୟାୟ ମିଳୁଛି ନହେଲେ -----?
@biswajitdas-wi1tl
@biswajitdas-wi1tl 3 жыл бұрын
Arrest the IAS.
@puspabehera761
@puspabehera761 3 жыл бұрын
Chandra prusta re rahi jantu ghara kariki jahaku a pruthibi re problem heuchi too...🙏🏻
@dillipkumardas5144
@dillipkumardas5144 3 жыл бұрын
MG IAS OFFICER nka LAW kan alaga
@anilkumarghadei7142
@anilkumarghadei7142 3 жыл бұрын
Mo sarkar kahi re pandian Naveen
@sureshchandradas88
@sureshchandradas88 3 жыл бұрын
Behaviour and good manners matters, not the post or position. In many such cases such officers have been publicly humiliated and even beaten for their despicable behaviour. No-one is above the law
@subodhasahoo5725
@subodhasahoo5725 3 жыл бұрын
Sir manabikata bhuligalea ki
@ganeshprsadbarik9073
@ganeshprsadbarik9073 3 жыл бұрын
I salute for your speech other people support him
@dayanidhidash4466
@dayanidhidash4466 3 ай бұрын
Punishment should be given
@sarojjena6132
@sarojjena6132 3 жыл бұрын
Bayas heigalani mansika bharsyam haresarileni babu
@Gunakar335
@Gunakar335 Жыл бұрын
Yug yug jio argus
@prasannakumarnayak4575
@prasannakumarnayak4575 5 ай бұрын
Immediately take actions against I. A. S officer
@sujitpanda1749
@sujitpanda1749 5 ай бұрын
ଯେତେବେଳେ ଜନ ପ୍ରତିନିଧି ମାନେ ଏଇ ଭଳିଆ ବାବୁ ମାନଙ୍କ ଗୋଡ଼ ଚାଟନ୍ତି ,ସେତେବେଳେ ଏ ଭଳି ଘଟଣା ଘଟେ , ଓଡ଼ିଶା ରେ ଆଉ ନେତା ବାହାରି
@AMARNATHENTERTAINMENT
@AMARNATHENTERTAINMENT 3 жыл бұрын
Argus. Beat
@santoshbeherasantoshbehera4286
@santoshbeherasantoshbehera4286 3 жыл бұрын
Ias suspend karajau odishara ini kanun thik nahi
@vanubatimajhi1010
@vanubatimajhi1010 3 жыл бұрын
Ta chanda mundare beer bottle mada
କବଜାରେ ଥାନା...
28:34
Argus News
Рет қаралды 617 М.
Крутой фокус + секрет! #shorts
00:10
Роман Magic
Рет қаралды 37 МЛН
Когда отец одевает ребёнка @JaySharon
00:16
История одного вокалиста
Рет қаралды 12 МЛН
Inside Out 2: ENVY & DISGUST STOLE JOY's DRINKS!!
00:32
AnythingAlexia
Рет қаралды 17 МЛН
Крутой фокус + секрет! #shorts
00:10
Роман Magic
Рет қаралды 37 МЛН