ବିଜେଡି କରୁଛି ଆଟାକ ହେଲେ ସାଇଲେଣ୍ଟ ରହୁଛି ବିଜେପି

  Рет қаралды 61,823

Reo News

Reo News

21 күн бұрын

ବିରୋଧୀଙ୍କ ବାକ୍ୟବାଣରେ ଘାଇଲା ହେଲେ ମୋହନ ସରକାର !...ବିଜେଡି କରୁଛି ଆଟାକ ହେଲେ ସାଇଲେଣ୍ଟ ରହୁଛି ବିଜେପି ...କୁଆଡେ ଗଲେ ବିଜେପିର ବାହୁବଳୀ ନେତା ପ୍ରଶାନ୍ତ ଜଗଦ୍ଦେବ ଏବଂ ପ୍ରଦୀପ ପାଣିଗ୍ରାହୀ ? ...ନା ଏବେବି ଜିତିବା ଖୁସିରେ ମସଗୁଲ ଅଛନ୍ତି ଏହି ଦୁଇ ନେତା! #naveenpatnaik #bjd #bijujanatadal #latest #lekhasrisamantasinghar #pressmeet #pratapdev #pratapjena #prasannaacharya #pradeeppanigrahi #prashantjagdev #bjp #odishabjp #mohanmajhi #odishacm #newcm #latestnews #latestupdates #politicalupdates #politicalnews #news #politicalleaders #trendingnews #trending #odishalatestnews #odishalatestupdates #odishanewstoday #todaynews #todayupdates #todaytrending #trendingupdates #updatesstory#reonews #odishanews #Odianews #livenews #odishanews #Odiasamachar
REO NEWS ଚ୍ୟାନେଲ ଓଡିଶା ର 4.5 କୋଟି ଜନତା ଙ୍କ ସମସ୍ୟା କୁ ଲୋକଲୋଚନ କୁ ଆଣିବା ସହ ନିରପେକ୍ଷ, ନିଛକ ସତ୍ୟ ଏବଂ ତଥ୍ୟ ଭିତ୍ତିକ ଖବର ପ୍ରକାଶ କରିଆସୁଛି। ଏହା ସହିତ ବିଭିନ୍ନ କାର୍ଯ୍ୟକ୍ରମ ଦ୍ବାରା ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ରେ ସବୁଠାରୁ ଲୋକପ୍ରିୟ ହୋଇପାରିଛି।
REO NEWS brings all the latest headlines and news stories to satisfy the demands of high-rise favorites of Odisha audiences. Please follow up to watch live and breaking news.
✅ Visit us Our Website: reonews.in/
Connect with us at our social media handles:
➡ KZbin:
/ @reonews
➡ Facebook: / reo-n. .
➡ Instagram: / reonews24

Пікірлер: 31
@manishapattanayak2152
@manishapattanayak2152 18 күн бұрын
ଜୟ ନବୀନ ବାବୁ 🙏🏻 ଜୟ ବିଜେଡି ❤️👍
@niranjanpradhan8299
@niranjanpradhan8299 19 күн бұрын
ଜୟ ବିଜେଡି
@bijayparida8085
@bijayparida8085 19 күн бұрын
ନବୀନ ବାବୁ ଓଡ଼ିଆ ଲୋକଙ୍କ ହୁଦେୟରେ ଅଛନ୍ତି
@debasishpatra1366
@debasishpatra1366 19 күн бұрын
All the Best BJD.
@user-sj6vw5kw7h
@user-sj6vw5kw7h 19 күн бұрын
Jay nabin sir ❤❤❤❤❤❤❤❤
@user-tm1kk4sd3q
@user-tm1kk4sd3q 19 күн бұрын
ତୁମ ଚାନେଲ‌ କଳି‌ ଲଗାଇ ବାକୁ‌ ଚାହୁଛି । ସେମାନେ ନୀରବ ଅଛନ୍ତି ଖୁବ୍ ଭଲ ।
@biranchinarayansarangi9439
@biranchinarayansarangi9439 19 күн бұрын
ଗଣତନ୍ତ୍ରରେ ନିଜସ୍ୱାର୍ଥ ପାଈଁ ଦଳବଦଳ କରୁଥିବା ନେତା ମାନଙ୍କୁ ଯେପର୍ଯ୍ୟନ୍ତ ପ୍ରତିରୋଧ କରାନଯାଏ ସେ ପର୍ଯ୍ୟନ୍ତ ପ୍ରକୃତ ଗଣତନ୍ତ୍ରର ସ୍ୱାଦ କେହିବି ଜାଣିପାରିବେ ନାହିଁ !
@MaheshwariMedia
@MaheshwariMedia 18 күн бұрын
ବିଜେପି ଙ୍କୁ ଖାଚିଖଚି ଗିହାମା
@pkpanda1371
@pkpanda1371 19 күн бұрын
ପ୍ରଶାନ୍ତ ଜଗଦେବ, ପ୍ରଦୀପ ପାଣିଗ୍ରାହୀ କଣ ମଣିଷ…...?????? ରାଷ୍ଟ୍ର ନିତିଜ୍ଞ
@prasantakumarchhotaray7415
@prasantakumarchhotaray7415 19 күн бұрын
strong opposition party rahile shasan bhal heba.Opposition party oppose karibe.But Bjp taku mata dei agaku badhib.Mohan sarakar says,I am the CM of people of Odisha.
@Mamalinayak-iy5ui
@Mamalinayak-iy5ui 17 күн бұрын
ଖାଲି ଭୋଭୋ ହବ ବିଜେଡି ଵାଲା
@BasantaBehera-gl3li
@BasantaBehera-gl3li 19 күн бұрын
💚💚💚💚👌👌👌
@user-wh4kq1qk8o
@user-wh4kq1qk8o 19 күн бұрын
Rio ନିଉଜର ସାମ୍ବାଦିକା ଙ୍କ ଦୁର୍ବଳ ଧାତୁ ର ପାଇଁ କାଇଁ ନବୀନ ବାଣ୍ଡ୍ ଉଥିନି? ଟିକେ ଜାପାନୀ ତେଲ ମାର Reo News
@BasantaBehera-gl3li
@BasantaBehera-gl3li 8 күн бұрын
କିଛି ମନ୍ତ୍ରୀ ପଦ ତ ନାହିଁ ଏବେ ଲାଜରେ ଘରେ ଲୁଚି ଥିବେ
@benudharasethi2766
@benudharasethi2766 13 күн бұрын
Ratti
@AchyutSamantaray
@AchyutSamantaray 17 күн бұрын
24 yrs sasan re kn karipakeile
@KarunakarDhani-eo2sl
@KarunakarDhani-eo2sl 14 күн бұрын
ତୁମର ଟିଭି ଘାଇଲା ହେଉଛି। ବିଜେପି ନୁହଁ।
@ashit6142
@ashit6142 18 күн бұрын
P&P Tate Gehieba Ku jaichanti
@sadanandamishra6269
@sadanandamishra6269 18 күн бұрын
ମାତ୍ର 20-25ଦିନର ସରକାର, ଏକା ସାଙ୍ଗରେ ସବୁ ସମସ୍ୟା ର କଣ ସମାଧାନ ହେଇ ଯିବ? ଏଭଳି ପ୍ରସଙ୍ଗ ଉଠାଉ ଥିବା ଲୋକ ହିଁ ଲୋକ ହସା ହେବା ସାର l ସେମାନେ ରାଜନୈତିକ ଲୋକ ହେଲେ ବି ସରକାର ଚଳାଇବା ରେ ନୂଆ l ଅପେକ୍ଷା କରିବା, ଭଲ କାମ କଲେ ବାହାବା ଦେବା, ଆଉ ଭଲ କାମ ନ କଲେ କିମ୍ବା ପ୍ରତିଶୃତି ପୂରଣ ନ କଲେ କିଳା ବାଡେଇବା l ନା କଣ?
@user-dz9wb2dp9h
@user-dz9wb2dp9h 13 күн бұрын
Hmm auu
@SubashLenka-nt3mo
@SubashLenka-nt3mo 19 күн бұрын
Double engine khincho gadi
@TrinathSahu-ho5dc
@TrinathSahu-ho5dc 19 күн бұрын
Kete tanka re ashi6n lekha didi bjd dala ku birodha kara
@laludada7656
@laludada7656 19 күн бұрын
MAHU. KHAIBA. LOKA. GUDA. PANI. PE ELA. KANA KHUSI. HABA. KI
@PremchandNayak-um8ek
@PremchandNayak-um8ek 19 күн бұрын
T V MALIKE KOTHA RE ACHHI DHIRO PANI POTHORO KATE. SAMBHALI JAO ..MERABHARAT MAHAN JAY ODISHA
@AchyutSamantaray
@AchyutSamantaray 17 күн бұрын
Price hike only due to 24yrs bjd rule
@JangynaMaharana
@JangynaMaharana 19 күн бұрын
A,maghia,bjd,tau,tar,dal,nabinbabuknu,kharap,karithila
@niranjanpradhan8299
@niranjanpradhan8299 19 күн бұрын
ଜୟ ବିଜେଡି
Как бесплатно замутить iphone 15 pro max
00:59
ЖЕЛЕЗНЫЙ КОРОЛЬ
Рет қаралды 5 МЛН
Эффект Карбонаро и нестандартная коробка
01:00
История одного вокалиста
Рет қаралды 9 МЛН
HAPPY BIRTHDAY @mozabrick 🎉 #cat #funny
00:36
SOFIADELMONSTRO
Рет қаралды 18 МЛН
"Prawdziwa komuna". Braun przed Europarlamentem: Mordor w wersji soft
4:39
Как бесплатно замутить iphone 15 pro max
00:59
ЖЕЛЕЗНЫЙ КОРОЛЬ
Рет қаралды 5 МЛН