'ବିଜେଡି ନାଟକ କରୁଛି' || Minister Krushna Chandra Patra || Potato Crisis || Odisha Reporter

  Рет қаралды 20,197

Odisha Reporter

Odisha Reporter

Күн бұрын

ଦରଦାମ ବୃଦ୍ଧି ନେଇ ବିଜେଡିର ବିକ୍ଷଭକୁ କଟାକ୍ଷ କଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । କହିଲେ ଦରଦାମ ବୃଦ୍ଧି ପ୍ରତିବାଦ କେବଳ ଏକ ନାଟକ ଆଉ କିଛି ନୁହେଁ । ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ଦରଦାମ ନିୟନ୍ତ୍ରଣରେ ଅଛି ।
'ବିଜେଡି ନାଟକ କରୁଛି' || Minister Krushna Chandra Patra || Potato Crisis || Odisha Reporter
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #BJD #Protest #Pricehike #bhubaneswar #KrushnaChandraPatra

Пікірлер
@କଳ୍କୀ
@କଳ୍କୀ 2 күн бұрын
ଅଯୋଗ୍ୟ ମନ୍ତ୍ରୀ ସବୁ ବେଳେ ଜାମୁ କୋଳି ଗପ କହୁଛି , ଗାଁ ଗାଁ ଗାଁ ରେ ସାଧାରଣ ଲୋକ କହୁଛନ୍ତି ଦର ବୃଦ୍ଧି ଆକାଶ ଛୁଆଁ
@tophanbeheratophanbehera2242
@tophanbeheratophanbehera2242 2 күн бұрын
Hn
@bitapurty6170
@bitapurty6170 2 күн бұрын
Chasi morinjibe rat komigole Bjd neta khali 10 tonkare Aalu khaibe😂😂😂😂😂
@କଳ୍କୀ
@କଳ୍କୀ 2 күн бұрын
@bitapurty6170 ଗାଁ ଗାଁ ଗାଁ ହୁରି ପଡ଼ିଛି ଦର ବୃଦ୍ଧି ଆକାଶ ଛୁଆଁ
@RojalinSahoo-se6fh
@RojalinSahoo-se6fh 2 күн бұрын
Bjd thila bele alu kg 5 tankare milu thila
@କଳ୍କୀ
@କଳ୍କୀ 2 күн бұрын
@RojalinSahoo-se6fh ଦର ନିୟନ୍ତ୍ରଣ ଥିଲା କିନ୍ତୁ ଡବଲ ଇଞ୍ଜିନ ସରକାର ମହଙ୍ଗା ଦେଇଛି
@jayantadash2677
@jayantadash2677 2 күн бұрын
ଆପଣ ଆଇମା କାହାଣି ନକହି ନିଜ କର୍ତବ୍ୟ କରନ୍ତୁ ନହେଲେ ଆପଣ ବି 😭😭😭😭😭
@manasmohapatra6815
@manasmohapatra6815 2 күн бұрын
ହଁ ହଁ ବହୁତ କମ ଅଛି,, market ଯାଇ କି ଦେଖ,, ଖାଲି ତ ଟାକ୍ସ ଲଗେଇଲ, rate ବାଳ କମିବ
@sushantkumarbhol758
@sushantkumarbhol758 2 күн бұрын
ଏ ମନ୍ତ୍ରୀ ଏବେବି ନିଜକୁ। ବିରୋଧୀ ଦଳର ସଦସ୍ୟ ଭାବୁଛି । ଶହେ ବେହିଆ ଯେବେ ମରିଥିଲେ ଏ ମହାଶୟ ଜନ୍ମ ହୋଇଥିଲେ । ଦରଦାମ ବୃଦ୍ଧି ତୋତେ ଜଣାପଡ଼ୁଛି ନାହିଁ । ଦଳୀୟ ପାଣ୍ଠି ପାଇଁ ଲୋକଙ୍କ ପେଟକୁ ଲାତ ମାରୁଛୁ । ମୃତ୍ୟୁ ସହଜରେ ହେବନାହିଁ ।
@jyotiprakashdash8940
@jyotiprakashdash8940 2 күн бұрын
No bjp next time in odisha
@mrsatyabratanayak1433
@mrsatyabratanayak1433 2 күн бұрын
ଆଜି ତ ଗାଁରେ ଆଳୁ ୩୦ପିଆଜ ୪୦.ବାରରଣ ୨୫.ପଣ୍ଡି ୩୦,ଜହ୍ନି ୪୦. କେବଳର ରଶ୍ଶଣ ୩୫୦ । ମାଗଣା ଖିଆଙ୍କର ବେଶୀ କମ୍ପ୍ଳେନ,ଋଷି ସାମଗ୍ରୀ ଉଚ୍ଚ ମୂଲ୍ୟ ହେବା ଦରକାର, ସାର ଦର ୫୦ହେଲା ପରିବା ୫୦ହେଲେ କ୍ଷତି କଣ?
@SidhantaMalik-tm6xh
@SidhantaMalik-tm6xh Күн бұрын
Tu Kain janibu magiha to bapa govet job karichi ta tate farka padibani
@କଳ୍କୀ
@କଳ୍କୀ 2 күн бұрын
ଦର ବୃଦ୍ଧି ଆକାଶ ଛୁଆଁ ଗୋଟେ ଗରିବ ଲୋକ ଚଳିବା କଷ୍ଟ ହୋଇ ପଡ଼ିଛି। ଡବଲ ଇଞ୍ଜିନ ସରକାର ଅଛେ ଦିନ ଚାଲିଛି ହାଣ୍ଡିଆ ସରକାର ଛି ଛି
@manibhusanakanisa5354
@manibhusanakanisa5354 Күн бұрын
Very good mhonmaji
@Abhishek-bs1uz
@Abhishek-bs1uz Күн бұрын
Right well said
@brahmaachary3955
@brahmaachary3955 2 күн бұрын
ଆରେ ତମେ ଦେଇ ଥିବା ପ୍ରତିଶୃତି ପୂରଣ କର ବାର୍ଦ୍ଧକ୍ୟ ଭତା ସର୍ବନିମ୍ନ 3000 ଟଙ୍କା ଦିଆ,
@KBTBROTHER
@KBTBROTHER Күн бұрын
Aaga 300 unit free kara
@tusarkanta5466
@tusarkanta5466 2 күн бұрын
ଏ ପାଗଳ ଟା କୁ କିଏ ମନ୍ତ୍ରୀ କଲେ,
@manibhusanakanisa5354
@manibhusanakanisa5354 Күн бұрын
Your sister ku nabin ku de
@laxmipriyamurmu96
@laxmipriyamurmu96 Күн бұрын
To maa
@tusarkanta5466
@tusarkanta5466 Күн бұрын
@laxmipriyamurmu96 ତୋ ବୋପା 20ଟଙ୍କା ରେ ଆଳୁ ବିକୁଛି,
@ashishranjannayak5655
@ashishranjannayak5655 2 күн бұрын
Mana ଇଚ୍ଛା ସବୁ କହୁଛି
@thebachelorlife3303
@thebachelorlife3303 2 күн бұрын
Nirmala sitaraman Tax chorani kuade gala
@ashishranjannayak5655
@ashishranjannayak5655 2 күн бұрын
A ହେଉଛି ଆଳୁ ମନ୍ତ୍ରୀ
@ashishranjannayak5655
@ashishranjannayak5655 2 күн бұрын
ପାଗଳ ମନ୍ତ୍ରୀ
@prasannakumarbarik3999
@prasannakumarbarik3999 2 күн бұрын
Right 👍
@ranjitdehury7168
@ranjitdehury7168 2 күн бұрын
Khali khaiba chinta
@bharathchandra2174
@bharathchandra2174 2 күн бұрын
Right.
@saumitriprasadpanda1594
@saumitriprasadpanda1594 2 күн бұрын
ପାଗଳ ମନ୍ତ୍ରୀ(ଆଳୁ ମନ୍ତ୍ରୀ)
@dasharathiroutray7176
@dasharathiroutray7176 2 күн бұрын
Agricultural products should be increased
@biranchi2229
@biranchi2229 2 күн бұрын
Right
@bikramrajbehera
@bikramrajbehera 2 күн бұрын
ତମ ଘରେ ପସିବେ ସାଧାରଣ ଜନତା
@manoranjanlenka2552
@manoranjanlenka2552 2 күн бұрын
Krushna sir Bjd 24 year jetiki bhul karithila BJP keteta dinare tathu adhika bhul kalani
@AffectionateAstroStation-ep3yr
@AffectionateAstroStation-ep3yr 2 күн бұрын
Sir apananka govt kahithila 300 unit free re daba kintu se katha kuade gala 😂
@mr_nayak725
@mr_nayak725 2 күн бұрын
BJD Ra neta strong thile sethipai semane sabu pblm handel karithile…navin jibaku padein.. Bujhilu mendha ghina😡😡
@srikantadassrikantadas3908
@srikantadassrikantadas3908 2 күн бұрын
Right ଠିକ କହିଛନ୍ତି 👍
@pinusahoo8001
@pinusahoo8001 2 күн бұрын
Kn thik kahile...
@chaitanyasahoo8457
@chaitanyasahoo8457 2 күн бұрын
Thiki nanhi
@pinusahoo8001
@pinusahoo8001 2 күн бұрын
Jaha agaru thaka thile ....abe a sabu bada thaka ...
@Viralvideos55238
@Viralvideos55238 2 күн бұрын
To gandire gehi chhanti thike kahi
@RasanandaSoy-cz6xv
@RasanandaSoy-cz6xv 2 күн бұрын
100,% right kouchanti sir
@makarsenapati1213
@makarsenapati1213 Күн бұрын
ଏ ମନ୍ତ୍ରୀ ଟା ଅଲାଜୁକ ଟା
@chikukhuntia636
@chikukhuntia636 2 күн бұрын
tame sabu vala loka
@krishnamohapatra6141
@krishnamohapatra6141 2 күн бұрын
Bjd hatao please ❤❤❤❤❤❤❤❤❤
@mundariamjolacreativity5818
@mundariamjolacreativity5818 2 күн бұрын
BJP❤❤❤ great
@murlidharsahu3797
@murlidharsahu3797 2 күн бұрын
ବିରୋଧୀ ଦଳର କାମ ସେ କରିବେ
@RabindraKumarPradhan-iq5kt
@RabindraKumarPradhan-iq5kt 2 күн бұрын
ହଇରେ ମାଆ କୁ ଗେହୁଁ ତତେ ଲାଜ ଲାଗୁନି ଆହୁରି କହୁଚୁ
@maminajena6386
@maminajena6386 2 күн бұрын
ମନ୍ତ୍ରୀ ମହା ଶୟ ଆପଣ ନିଜେ କୁହନ୍ତୁ ରସୁଣ କିଲୋ 400କଣ ପାଁଇ ସୁଭଦ୍ରା ଦେଲ ବଲି ନା ?
@grdas5546
@grdas5546 2 күн бұрын
rasuna 6 month purbaru kete thila...kahibeki
@mrpinkucreation6074
@mrpinkucreation6074 2 күн бұрын
ତମ କୁ କିଏ ମନ୍ତ୍ରୀ କଲା,😂😂😂😂
@srameshreddy1912
@srameshreddy1912 2 күн бұрын
ଆଲୋ ସଖି ଆପଣା ମହତ ଆପେ ରଖି ତେଣୁ ନିଜ ମୁହଁକୁ ଥରେ ଆଇନାରେ ଦେଖନ୍ତୁ ତାପରେ ଅନ୍ୟକୁ କହିବ ଓଡ଼ିଶା ର ପ୍ରତ୍ୟେକ ନାଗରିକ ତୁମ ନେତା ମନ୍ତ୍ରୀ ଙ୍କ ପ୍ରହସନ ଜାଣି ସାରିଲେଣି ଆଉ ଚାଲାକି ଦେଖାଅନି ।
@AffectionateAstroStation-ep3yr
@AffectionateAstroStation-ep3yr 2 күн бұрын
300 unit katha chada 30 uint free re dele loka mane kichi upakruta huante au janante ki apana bi କୌଣସି କଥା ରେ କମ ନୁହ ବିଜେଡି ଠାରୁ
@BIPINKUMAR-fn1xo
@BIPINKUMAR-fn1xo 2 күн бұрын
Are ତୋ ଠାରୁ ଭଲ ନାଟକ BJD କରିପାରିବେନି
@tophanbeheratophanbehera2242
@tophanbeheratophanbehera2242 2 күн бұрын
Right 👍
@Sarojkumarsahoo-xw3nn
@Sarojkumarsahoo-xw3nn 2 күн бұрын
ତୁତ ମାଗେଣା ଖାଉଛୁ ତତେ ବଜାର ରେଟ ଜଣାପଡ଼ିବ ନାହିଁ
@SantoshKumar-et2uv
@SantoshKumar-et2uv 2 күн бұрын
ବିଜେଡ଼ି ନାଟକ କରୁଣୀ ବଜେପି ନଟକ କରିଛି
@RabindraKumarPradhan-iq5kt
@RabindraKumarPradhan-iq5kt 2 күн бұрын
ହଇରେ ଆଳୁ ମନ୍ତ୍ରୀ ତୋ ଫୋନ ନମ୍ବର ଟା ଦେଲୁ
@Laxmidhar101
@Laxmidhar101 2 күн бұрын
ଲୋକ ମାନେ ସବୁ ମାଗଣା ଖାଇବା କୁ ଇଛା ଚାଷ କରିବା ନାହିଁ ବିଦେଶ ଯିବା ଟଙ୍କା ଆଣିବା ସରକାର କ'ଣ କରିବ ମନ୍ତ୍ରୀ ବିଲରେ ଚାଷ କରିବେ ଆମେ ଦେଖୁଛୁ ଆମ ଗାଁ ରେ ବାପା ଯେଯେ ବାପା ମାନେ ବିଲରେ ହଳକରି ଚାଷ କରୁଥିଲେ ଆଜି କାଲି ଯୁବ ପିଢୀ ସହର ଫେରନ୍ତା ହିରୋ ସମସ୍ତେ ଚାହାଁନ୍ତି ସୁଖ କରିବାକୁ କଷ୍ଟ କରୁଚି କିଏ କଥା ରେ ଅଛି ଚାଷ କାମ ଯାହାର କି ଆନନ୍ଦ ତାହାର ସବୁ ଭୁଲ୍ ଯିଏ କରୁଚି ସିଏ ଜାଣିଛି
@durbadalbasu5424
@durbadalbasu5424 2 күн бұрын
ତମେ ଆଳୁ ମନ୍ତ୍ରୀ ଭାଷଣ ଛଡା କିଛି ଜାଣିଛ ନା
@diptirekhapati8531
@diptirekhapati8531 2 күн бұрын
Baiaa mantri 😢😢😢
@mayadharsahoo9376
@mayadharsahoo9376 2 күн бұрын
ଆପଣ କୁହନ୍ତୁ price ବଢିବାର କାରଣ
@LakshmiMotors-ke3mf
@LakshmiMotors-ke3mf 2 күн бұрын
Good job sir
@PabitraSwain-o7o
@PabitraSwain-o7o 2 күн бұрын
କୋବି 5ଟକା ଓ ବିଲାତି 15ଟକା ଏଥି ପାଇଁ କିଏ ଦାୟୀ
@bhabajanNayak
@bhabajanNayak 2 күн бұрын
bjd
@bapinanayak2016
@bapinanayak2016 2 күн бұрын
Right ❤
@papumohanty1609
@papumohanty1609 2 күн бұрын
ନବୀନ ପଟ୍ଟନାୟକଙ୍କ ବାଳ ସହିତ ତୁ ସମାନ ନୁହ
@akashpradhan4160
@akashpradhan4160 2 күн бұрын
ନାଟକ ଦେଖେଉଥିବା ସରକାର ବିଜେପି ସରକାର।😂😂😂
@AmiyarajJati-wo1ge
@AmiyarajJati-wo1ge 2 күн бұрын
ଯଦି ରେଟ୍ ବଢ଼ିଛି, ଓଡ଼ିଆରେ କିଛି ଚାଷ ନାହିଁ, ସେଥି ପାଇଁ 24ବର୍ଷ ଶାସନ କାଳରେ ଚାଷୀଙ୍କ ବିକାଶ କଣ ହୋଇଛି, ଲୋକଙ୍କୁ ପଚରା ଯାଉ, ବିଜେଡି କହୁଛି ସବୁ ବିକାଶ ହୋଇଛି ଆମ ଓଡ଼ିଶା ଭାରତରେ no1ରାଜ୍ୟ ଯେତେବେଳେ ବିଜେଡି sarkar ଥିଲା କହୁଥିଲେ, 8ମାସ ରେ ଓଡ଼ିଶା ର ଚାଷୀ ପାକିସ୍ତାନ ପଳେଇଲେ,ବୋଧେ
@BishwanathSethiBishwa
@BishwanathSethiBishwa 2 күн бұрын
ତୁମଠୁ ଅଧିକ ନାଟକ କିଏ କରି ପାରିବ ।
@bhaktimusic2417
@bhaktimusic2417 2 күн бұрын
ତୁ ତମ ଘରେ ପରିବା ଆଳୁ ଲଗନୁ ଦର ଦାମ୍ କମି ଜୀବ 😅
@sangramkumarkalu9052
@sangramkumarkalu9052 2 күн бұрын
Andasarakare ​@@bhaktimusic2417
@BishwanathSethiBishwa
@BishwanathSethiBishwa 2 күн бұрын
@bhaktimusic2417 କାହାକୁ କହୁଛ
@bhaktimusic2417
@bhaktimusic2417 Күн бұрын
@@BishwanathSethiBishwa କାହାକୁ ଆଉ ତମକୁ କହୁଛି
@BishwanathSethiBishwa
@BishwanathSethiBishwa Күн бұрын
@bhaktimusic2417 ଭାଷା ଜ୍ଞାନ ଜଣା ନାହିଁ ବୋଧେ ତୁମକୁ
@SaishaktiBehuria
@SaishaktiBehuria 2 күн бұрын
ରାଜ୍ୟରେ ଚାଷୀ ଆତ୍ମହତ୍ୟା ବଢୁଛି , ତାଙ୍କ କ୍ଷତିପୂରଣ କେବେ ମିଳିବ ଆପଣ କହୁଛନ୍ତି ଆମେ ଯାହା କରୁଛୁ ଠିକ କରୁଛୁ , ଧାନ ଅମଳ ହେବାକୁ ବସିଲାଣି କିନ୍ତୁ ମଣ୍ଡି ଖୋଲା ହେଇନି 😢
@snvvishwanathamprasantm7867
@snvvishwanathamprasantm7867 2 күн бұрын
ଅବୈଧ କବଜା ଭୁବନେଶ୍ୱର ସମସ୍ୟା, ଏହା କାନ୍ସର ଭଳି ସମସ୍ୟା. ତେଣୁ ମୂଳ ସମସ୍ୟାର କାରଣକୁ ସରକାର ପ୍ରଥମିକତା ଦେଇ ସମାଧାନ କରନ୍ତୁ. କାରଣ ରାଜ୍ୟରେ ବିଜେପି ସରକାର ଓ ମୁନସିପାଲଟି / ନଗର ନିଗମ ହେଉଛି ବିରୋଧୀ ମାନଙ୍କର, ତେଣୁ ଅବୈଧ କବଜାରେ ଭ୍ରମିତ କରି ଉଛେଦ କରାଯାଏ ଏବଂ ଜନସାଧାରଣଙ୍କୁ ମଧ୍ୟ ଭ୍ରମିତ କରି କହି ଦିଆଯାଏ ଯେ ବିଜେପି ସରକାର ଘର ଭାଙ୍ଗିଦେଲେ. ତେଣୁ ବିରୋଧୀଙ୍କର ଅବୈଧ କବଜା ରାଜନୈତିକ ଏଜେଣ୍ଡା . ଭୋଟ ପାଇଁ ବିରୋଧୀ ପ୍ରଥମେ ଜନ ସାଧାରଣକୁ ଅବୈଧ କବଜା କରିବାକୁ ସୁଯୋଗ ଦେବେ ଓ ଉଛେଦ ସମସ୍ୟା ହେଲେ ଜନ ସାଧାରଣଙ୍କୁ ଭ୍ରମିତଜରି, ମୋହନ ମାଝୀ ସରକାରଙ୍କୁ ଉପରେ ମିଥ୍ୟା ପ୍ରଚାର କରିବେ. ଏହା ଦ୍ୱରା ବିରୋଧୀଙ୍କର ଭୋଟ ବେଙ୍କ ବଢେ. ତେଣୁ ମୋହନ ସରକାରଙ୍କୁ ଅନୁରୋଧ ଏସବୁ ସମସ୍ୟାର ଧ୍ୟାନ ରଖି ପ୍ରଥମିକତାରେ ସମାଧାନ କରନ୍ତୁ. ଜୟ ଜଗନ୍ନାଥ, ଜୟ ଓଡିଶା
@BidyulataBehera
@BidyulataBehera 2 күн бұрын
ସତ କଥା ପାତ୍ର ବାବୁ।
@snvvishwanathamprasantm7867
@snvvishwanathamprasantm7867 2 күн бұрын
ସରକାରୀ ଅବୈଧ କବଜା କରିଥିବା ରୋଡ଼ ପାଖରେ ଥିବା ଦୋକାନୀଙ୍କୁ ଚି଼ହ୍ନଟ କରି ଥଇଥାନ ଜାଗା ଦେଇ ଉଛେଦ କରନ୍ତୁ. ଏ ସମସ୍ୟା ଭୁବନେଶ୍ୱରରେ ନୁହଁ, ଏହା ସାରା ଭାରତର ସମସ୍ୟା. ବ୍ରିଟିଶ ଗଲାପରେ ଦୀର୍ଘ 60 ବର୍ଷ ଧରି କେନ୍ଦ୍ର ଓ ରାଜ୍ୟ ରେ ବାମପନ୍ଥୀ ଭ୍ରଷ୍ଟ କାନ୍ସର ପରିବାର ଦଳ ଏବଂ ଭ୍ରଷ୍ଟ ପ୍ରଶାସନ କଳ ମାନେ ସରକାରୀ ଜମି ଓ ଖଣି କୁ କବ୍ଜା କଲେ ଏବଂ ତା ସହିତ ଅବୈଧ ରୋଡ଼ ପାଖରେ ସରକାରୀ ଜମିକୁ କବଜା କରିବା ପାଇଁ ପୋରକ୍ଷ୍ୟରେ ସୁଯୋଗ ଦେଲେ, ତେଣୁ ଅବୈଧ କବଜା କାନ୍ସର ଭଳି ସମସ୍ୟା. ତେଣୁ ମୂଳ ସମସ୍ୟା ର କାରଣ କୁ ସରକାର ପ୍ରଥମିକତା ଦେଇ ସମାଧାନ କରନ୍ତୁ. କାରଣ ରାଜ୍ୟରେ ବିଜେପି ସରକାର ଓ ମୁନସିପାଲଟି / ନଗର ନିଗମ ହେଉଛି ବିରୋଧୀ ମାନଙ୍କର, ତେଣୁ ଅବୈଧ କବଜା ରେ ଭ୍ରମିତ କରି ଉଛେଦ କରାଯାଏ ଏବଂ ଜନସାଧାରଣଙ୍କୁ ମଧ୍ୟ ଭ୍ରମିତ କରି କହି ଦିଆଯାଏ ଯେ ବିଜେପି ସରକାର ଘର ଭାଙ୍ଗିଦେଲେ. ତେଣୁ ବିରୋଧୀଙ୍କର ଅବୈଧ କବଜା ରାଜନୈତିକ ଏଜେଣ୍ଡା . ଭୋଟ ପାଇଁ ବିରୋଧୀ ପ୍ରଥମେ ଜନ ସାଧାରଣକୁ ଅବୈଧ କବଜା କରିବାକୁ ସୁଯୋଗ ଦେବେ ଓ ଉଛେଦ ସମସ୍ୟା ହେଲେ ଜନ ସାଧାରଣଙ୍କୁ ଭ୍ରମିତ ଜରି, ମୋହନ ମାଝୀ ସରକାରଙ୍କୁ ଉପରେ ମିଥ୍ୟା ପ୍ରଚାର କରିବେ. ଏହା ଦ୍ୱରା ବିରୋଧୀଙ୍କର ଭୋଟ ବେଙ୍କ ବଢେ. ତେଣୁ ସରକାର ଏସବୁ ସମସ୍ୟା ର ଧ୍ୟାନ ରଖି ସମାଧାନ କରନ୍ତୁ. ଜୟ ଜଗନ୍ନାଥ
@kulamanigiri7628
@kulamanigiri7628 Күн бұрын
ଆପଣ ପାଠ ପଢିଛନ୍ତି ତୋ ଆପଣଙ୍କୁ ମନ୍ତ୍ରୀ କରିବା ପୁର୍ବରୁ ଶହେ ଥର ଭାବିବାରେ ଥିଲା ବିଜେପି ଦଳକୁ ଏମିତି ଅଯୋଗ୍ୟ ଲୋକକୁ ମନ୍ତ୍ରୀ କଲେ ରାଜ୍ୟ ଏବଂ ଦେଶର କୋଉ ଭଳି ପରିସ୍ଥିତି ହେବ ତାହା ଆପଣ ଉଦାହରଣ ନା କି କଥା ହେବା ଜଣା ନା କି କିଛି ଉନ୍ନତି କାଯ୍ୟ କରିବା
@ashokkumarpradhan2210
@ashokkumarpradhan2210 2 күн бұрын
Aluna yojana 100% has failed in this year
@rabi6071
@rabi6071 2 күн бұрын
Sabu fall bjp pass
@Bhagi-s7s
@Bhagi-s7s 2 күн бұрын
ମନେ ମନେ ଭାବୁଛ ବିଜେପି ବହୁତ ଭଲ କରୁଚି, ଦେଖିବା 2029ରେ କଣ ହେବ
@Htmn-o2k
@Htmn-o2k 2 күн бұрын
ନବୀନା ମଦୁଆ ପୁନଃ ପରାସ୍ତ ହେବେ।😂
@diptiranjanpal6056
@diptiranjanpal6056 2 күн бұрын
Bjd chatu car
@diptiranjanpal6056
@diptiranjanpal6056 2 күн бұрын
24 @ years corruption
@sanjoymahapatra8490
@sanjoymahapatra8490 2 күн бұрын
2029 re bi b.j.p
@diptiranjanpal6056
@diptiranjanpal6056 2 күн бұрын
@sanjoymahapatra8490 bjd asiba ki magiya dhala Chora candidate Naveen Patnaik @24 corruption candidate
@ArunKumar-f2v3x
@ArunKumar-f2v3x 2 күн бұрын
Only bjp ❤
@aloksatpathy1680
@aloksatpathy1680 2 күн бұрын
Jay Naveen Jay Bjd Michhua B j p hatao.
@simapradhan6437
@simapradhan6437 2 күн бұрын
Ta Bala Kam achhi Bala BJP hotao desh bachao 😂😂😂
@Aditya-m3k
@Aditya-m3k 2 күн бұрын
BJD Natak karuchi
@TrinathHial-w9d
@TrinathHial-w9d 2 күн бұрын
B j p nataka karuchhi jadi tume natakaru naha bhata Paisa dela nahi
@santoshswain5339
@santoshswain5339 2 күн бұрын
Bala mantri
@gajananamahakhud3031
@gajananamahakhud3031 2 күн бұрын
ମାଗିହାଠକୁଚୁ
@KartikachandraSwain-o9u
@KartikachandraSwain-o9u 2 күн бұрын
Correct Answer Sir
@manoranjanbehera7517
@manoranjanbehera7517 2 күн бұрын
Mohana majhi bala mantri
@chaturbhujamahakuda3301
@chaturbhujamahakuda3301 2 күн бұрын
Jay BJP
@koshlimoujchannel5975
@koshlimoujchannel5975 2 күн бұрын
Right ser namaste
@rockybadajena1037
@rockybadajena1037 2 күн бұрын
Alu rate kete
@santaliworlds334
@santaliworlds334 2 күн бұрын
Camera samnare shoot pain prepare heijaw nohele jomiboni😅😅
@babusethy5953
@babusethy5953 2 күн бұрын
😂😅
@debabratamohanty3321
@debabratamohanty3321 2 күн бұрын
Alu mantri kou kama ku nuhe
@pinusahoo8001
@pinusahoo8001 2 күн бұрын
Agandia raja ku pala chunta mantri....koudu paile yaku....
@kunmun9983
@kunmun9983 2 күн бұрын
Aji jake mu janiparilini ki ODISHA RA CM KIYE??
@KailashSahoo-i5o
@KailashSahoo-i5o 2 күн бұрын
Damodar Rout' Sura Rout' Roy then Krishna Patra the most funniest for people through media.
@Mr-Chagulu-xyz
@Mr-Chagulu-xyz 2 күн бұрын
Hn balata karuchi 😂
@santoshdash7085
@santoshdash7085 2 күн бұрын
Yes
@beherachanal2376
@beherachanal2376 2 күн бұрын
Tu aga bida hebu
@bichitranandatripathy3007
@bichitranandatripathy3007 2 күн бұрын
Bjd. Natak
@madanmajhiofficial4170
@madanmajhiofficial4170 2 күн бұрын
E mantri kahuchi daradam kam achhi 😂😂😂😂😂😂
@DusasanDwari
@DusasanDwari 14 сағат бұрын
ତୁ ପାଗଳ ଟା କିରେ ଆରେ ଶଳା ଟାକୁଲୁ ସିଏ ବିରୋଧୀ ଦଳ ସେମାନେ କହିବେ ତୁ ତ କାମ କରେ. କିଛି କରିଲେ ନାହିଁ ତୁ ବଞ୍ଚିଛୁ କେମିତି ଓଡିଶା ର ଲୋକ ଏତେ ଶକ୍ତିଶାଳୀ ହେଲେ କେମିତି କିଛି କରିନି କଣ ପାଗଳ ଭଳିଆ ଭାଷଣ ନ ମାରି ତ କାମ କର
@nibratprasadbhadra428
@nibratprasadbhadra428 2 күн бұрын
Laja nahi
@RajatKumarNayak-h9h
@RajatKumarNayak-h9h 2 күн бұрын
Allu mantri 😂😂😂
@ajayajageranga5067
@ajayajageranga5067 2 күн бұрын
Tamo bjp sarkar bekar sarkar baje sarkar
@satyajitsethi792
@satyajitsethi792 2 күн бұрын
Khali alu alu😊
@tapasdharua2754
@tapasdharua2754 2 күн бұрын
Bala minister
@PradoshPradhan-d5o
@PradoshPradhan-d5o 10 сағат бұрын
Sir alu piaja pura free karidio odisha re kn paisa nahin ki 😂😂
@umasankarpatnaik6454
@umasankarpatnaik6454 2 күн бұрын
Alu minister
@papukumar200
@papukumar200 2 күн бұрын
Sata,katha
@jogendrasahoo3709
@jogendrasahoo3709 2 күн бұрын
Krushna babu you unable to be minister
@prasantasethi3459
@prasantasethi3459 2 күн бұрын
Jay bjp
@jaydevpanda9758
@jaydevpanda9758 Күн бұрын
Kete dinks karicha sir
@laxmipriyamurmu96
@laxmipriyamurmu96 Күн бұрын
Bjd thila bele allu kg 2 rupees thhila😅😅😅😅
@krishnamohapatra6141
@krishnamohapatra6141 2 күн бұрын
AMA village re aloo 36 piaja38
@samarlenka2315
@samarlenka2315 2 күн бұрын
Apananku.lajlaguni..adha.kila.300
@rashmiojha9592
@rashmiojha9592 2 күн бұрын
Band karech
@sudamcharanmahanta6243
@sudamcharanmahanta6243 2 күн бұрын
alu mantri ra alu bayan
@silusilubehera9876
@silusilubehera9876 2 күн бұрын
Nabin samay are alaga rajyare com thilaki
@manoranjanlenka2552
@manoranjanlenka2552 2 күн бұрын
BJP chasi mulianka katha bujhile BJD ku Aou Asibaku debuni
小丑女COCO的审判。#天使 #小丑 #超人不会飞
00:53
超人不会飞
Рет қаралды 16 МЛН
The Best Band 😅 #toshleh #viralshort
00:11
Toshleh
Рет қаралды 22 МЛН
My scorpion was taken away from me 😢
00:55
TyphoonFast 5
Рет қаралды 2,7 МЛН
Sigma Kid Mistake #funny #sigma
00:17
CRAZY GREAPA
Рет қаралды 30 МЛН
小丑女COCO的审判。#天使 #小丑 #超人不会飞
00:53
超人不会飞
Рет қаралды 16 МЛН