ବିଜେପି ନୁହେଁ ମହାକାଳ ଆସିଛି ଓଡ଼ିଶାକୁ, ଶୁଣିଲେ ବିଶ୍ବାସ ହେବନି, ଶୁଣନ୍ତୁ ଆଉ ସତର୍କ ରୁହନ୍ତୁ, ମୋଦୀଙ୍କ ରହସ୍ୟ

  Рет қаралды 155,387

Gita Gyan ORG

Gita Gyan ORG

Күн бұрын

Пікірлер: 236
@ranjankumarlenka7994
@ranjankumarlenka7994 2 ай бұрын
ଆପଣ ସତକଥା କହିଛନ୍ତି... ବିଜେପି ବହୁତ ଶୀଘ୍ର ସମୂଳେ ଭାରତବର୍ଷରୁ ସଫା ହୋଇଯିବ...ଏହାର କାରଣ ବିଜେପି ଗୋଟିଏ ବିନାଶକାରୀ ଦଳ... ଏବେ ଓଡିଶା ଲୋକ କାନ୍ଦୁଛନ୍ତି... ପ୍ରଭୁ ଜଗନ୍ନାଥ ସାହା ଭରଷା....
@debasishj6780
@debasishj6780 2 ай бұрын
Congress kan udhara Kari dala na bjd danga lagei samastanku udha ra Kariba..bharata ra swartha pain bhabuthiba gote dala hela BJP na ki congress abang tanka sahajogi dala ek dam dallal guda bhari rahicahnti opposition re
@subratkaran5481
@subratkaran5481 2 ай бұрын
Tote Bjp Gandi Marila Ki, Pandianar Chukibu Ja....
@jyotishankarpanigrahi336
@jyotishankarpanigrahi336 2 ай бұрын
,ଏହି ବିଷୟବସ୍ତୁ ରେ ଓଡିଶା ବା ବିଜେପି କଥା କିଛି ତ ନାହିଁ. ଏପରି fake କଥା କିଏ ଲେଖିଛି?
@durgamadhabsahoo4032
@durgamadhabsahoo4032 2 ай бұрын
ଆପଣ ଙ୍କ ର ମୁଖ ବନ୍ଧ ଓ ରଚନା ସମ୍ପୂର୍ଣ୍ଣ ଅଲଗା
@prabirkumardas641
@prabirkumardas641 2 ай бұрын
ଟିକେ ତଳେଇକରି ବୁଝନ୍ତୁ । ମୁଖ ବନ୍ଧ ଓ ରଚନା ଏକ । ଏକଛତ୍ରବାଦ ଶାସନ ର ଏପରି ପତନ ହେବ ।
@laxmansahoo4681
@laxmansahoo4681 2 ай бұрын
ଆପଣଙ୍କ ଠାରୁ ଅନେକ ଦିନ ହେଲା ଶୁଣୁଛୁ ଏଇ ଧାରାବାହିକ 🎉
@BJena-wn7rr
@BJena-wn7rr 2 ай бұрын
ଗଣତନ୍ତ୍ର ରେ ଯଦି ଜନସାଧାରଣଙ୍କର ଜ୍ଞାନ ନାହିଁ, କ'ଣ ରାଜତନ୍ତ୍ର ରେ ରାଜାଙ୍କର ଜ୍ଞାନ ଥିଲା?ତେବେ, ଦେଶରେ ଏତେ ଦାରିଦ୍ର୍ୟ ଓ ଅତ୍ୟାଚାର ଥିଲା କାହିଁକି?
@padubhatraofficial5893
@padubhatraofficial5893 2 ай бұрын
ବିଜେପି ସରକାର ଗୋଟିଏ ମହାକାଳ,ଏହା ପୁରାପୁରି ସତ, ସମସ୍ତଙ୍କ ପିଲାଛୁଆର ଆଗୁଂଠି ଅପଡେଟ ନେଇ ସାରିଲାଣି, ଯାହାର ଆଗୁଂଠି ନମିଶିଲେ,ସେ,ମହାକାଳ ପଶିଗଲା।ଏଟା ଗୋଟେ ସଂକେତ
@newodisha1422
@newodisha1422 2 ай бұрын
Malika ku nei rajaniti karani . Malika ku padhi bujhiba bhali jogyada kahara nahi . Malika ku bujhibaku hele tumaku odia language re expert habaku padiba .😮
@nirmalkumarbehuria6411
@nirmalkumarbehuria6411 2 ай бұрын
ଆପଣ ବିଷୟ ବସ୍ତୁ ରଖୁଛନ୍ତି BJP ମହାକାଳ ସାଜି ଭାରତକୁ ଆସିଛି, ଆଉ ମୋଦି ଙ୍କ ରହସ୍ୟ କଣ ଜଣାନ୍ତୁ ଆଉ ସତର୍କ ରୁହନ୍ତୁ ଏହି ମାଳିକା ବିଚାର ଭିତରେ ସେ ସବୁ ପ୍ରସଙ୍ଗ କାହିଁ, ଜଣେ ପ୍ରମୁଖ ମାଳିକା ବିଶାରଦ ଠାରୁ ଏହା ଆଶା କରା ଯାଏ ନାହିଁ, ସମସ୍ତଙ୍କୁ ଭକୁଆ ବୁଲାଉଛନ୍ତି
@JyoshnamayeeMishra
@JyoshnamayeeMishra 2 ай бұрын
Sea. Thik. Kahu. Chanti. Bhul. Nuha
@jayaramasahoo7106
@jayaramasahoo7106 2 ай бұрын
ମହା ଭାରତ କଥା ଵସ୍ତୁ ଭଲ କିନ୍ତୁ ଏପରି ନାମ କରଣ କରିବାର କାରଣ କଣ?
@surendrapradhan7739
@surendrapradhan7739 2 ай бұрын
ଏହି ଟାଇଟଲ ଅନୁସାରେ ବିଷୟ ବସ୍ତୁ କଣ କିଛି ଅଚ୍ଛି କୁହ।
@prabirkumardas641
@prabirkumardas641 2 ай бұрын
ମହାଶୟ, ଅତି ଯୁକ୍ତିଯୁକ୍ତ ମୁଖବନ୍ଧ ।
@ajaysahani933
@ajaysahani933 2 ай бұрын
Right 🎉🎉🎉🎉🎉
@DebashisMohapatra-j1l
@DebashisMohapatra-j1l 2 ай бұрын
Jay Jagannath 🙏🙏🙏🙏🙏
@prasantkumardigal8504
@prasantkumardigal8504 2 ай бұрын
100 % satya vachan
@dinabandhusahu6142
@dinabandhusahu6142 2 ай бұрын
ଏଇଟା ଏକା ବାୟା ଟା,ମୋଦି ଙ୍କୁ ଚିହ୍ନି ପାରୁନି
@bidyadharmeher725
@bidyadharmeher725 2 ай бұрын
Modi ku chinhibaku hele drain gas ru tiari Chai sathire Pakistani biriani khaile chinhibe. Thanks
@PariphulagoudaPariphulagouda
@PariphulagoudaPariphulagouda 2 ай бұрын
ମୋଦି ଓଡ଼ିଶାର ମହାକାଳ କେମିତି ହେଲେ ଏହା ର କାରଣ କଣ
@LaxmidharPalai-i2j
@LaxmidharPalai-i2j 2 ай бұрын
Pramoda Babu Apana kana BJP birodhi.apanka baktabya ru Jana jae
@mitrabhanudas8611
@mitrabhanudas8611 2 ай бұрын
ଚାଲ ,ଆଗ ଦୋକାନ ଦେଖ
@ManasKumar-jw6bi
@ManasKumar-jw6bi 2 ай бұрын
କେତେ ମାଲ ନେଇଛ କଣପାଇଁ ମାଳିକା କୁ ବଦନାମ କରୁଛ
@newodisha1422
@newodisha1422 2 ай бұрын
Thik
@prafullakumarsamantaray2493
@prafullakumarsamantaray2493 2 ай бұрын
ପ୍ରମୋଦ ବାବୁ ଆପଣଙ୍କୁ ଜଣେ ପ୍ରବଚକ ଭାବରେ ପ୍ରଣାମ କରୁଥିଲି ।ମାତ୍ର ଆପଣ ଏବେ ଜେଉପରି ରାଜନୀତି କରିବା ଆରମ୍ଭ କଲେଣି ଜଗନ୍ନାଥ ତୁମକୁ କ୍ଷମା କରିବେ ନାହିଁ।ଜନସମାଜରେ ବିଦ୍ୱେଷ ସୃଷ୍ଟି କରନ୍ତୁ ନାହିଁ ।ଯିଏ ଦେଶରେ ଭେଦଭାବ କରାଏ ସିଏ କୁକୁର ଠାରୁ ହିନ ଅଟେ ।
@sripatisandha4437
@sripatisandha4437 2 ай бұрын
Pramod bhai guruswami pranam
@gajendranathjena356
@gajendranathjena356 2 ай бұрын
ବିଷୟ ଓ ପ୍ରସଙ୍ଗ ଭିନ୍ନ ଭିନ୍ନ🎉 ମୋଦୀ ଜୀ ଙ୍କ ଶାସନ ବିଶ୍ୱଗୁରୁ ଭାରତ ହେବାକୁ ଯାଉଛି ବିଜେପି ମୋଦୀଜୀଙ୍କ ପାଇଁ❤
@mohitkumarmallick347
@mohitkumarmallick347 2 ай бұрын
Modiji jadi biswa guru hebaku jauchanti tahale bharatara sabu anuthana gudika bidesa tankare kahinki chaluchi? Bidesaru tanka na asile bharatara sikshya thop. Loka hansa katha. Dheki chainhiki comment diya. Ebebi bharatare 90% loka Balanced Diet kan janatinahi. Khaibe kan? Bartama gomansa raptanire ebe pruthibire ditya thanare achhi. Taha puni Modiji O tankara lokamane karuchanti. Biswa basi kan akhire andha putali bandhi bsichanti?
@babajicharansahoo4230
@babajicharansahoo4230 2 ай бұрын
Actually A Great Pakal
@prafullamohanty5557
@prafullamohanty5557 2 ай бұрын
ଅପ ପ୍ରଚାର ରୁ ନିବୃତ ରହନ୍ତୁ। ଜୟ ଜଗନ୍ନାଥ। ସବୁ ତାଙ୍କରି ଲୀଳା।
@indramanipanda3539
@indramanipanda3539 2 ай бұрын
ନାମକୁ ମାତ୍ର ଧର୍ମ ପ୍ରବଚକ କିନ୍ତୁ ଏ ସବୁ ଧର୍ମ ପ୍ରପଂଚକ
@parsurampradhan4929
@parsurampradhan4929 2 ай бұрын
BJP କିପରି ଓଡିଶାର ମହାକାଳ ସେ ବାଖ୍ୟା କାହିଁ?
@magunikanungo1322
@magunikanungo1322 2 ай бұрын
View ପାଇବା ପାଇଁ ବେପାର
@sandeepbaliarsingh8463
@sandeepbaliarsingh8463 2 ай бұрын
Ea madua ta fake thumbnail pakei ki mastani chaleicgi yaku report mara.
@ramakrushnadas9504
@ramakrushnadas9504 2 ай бұрын
ସେକଥା କେମିତି କହିବେ........😮 ଇମାନଙ୍କ ପରି ଭଣ୍ଡ,ପାଖଣ୍ଡି ମାନଙ୍କ ଲାଗି ଭଗବାନ କଳ୍କୀ ରୂପ ନେବେ । ଏବେ ଭାଷଣ ଫୁଙ୍କୁଛନ୍ତି😀😀😀
@purnachandrapatra3852
@purnachandrapatra3852 2 ай бұрын
Nije apana
@parsurampradhan4929
@parsurampradhan4929 2 ай бұрын
@purnachandrapatra3852 au apana ?
@akshaymallik4212
@akshaymallik4212 2 ай бұрын
Episode heading shows one thing. But there is no discussion about it on the whole episode. What is this? What you want to prove by the heading?
@rajat5866shorts
@rajat5866shorts 2 ай бұрын
Bala katha kahuchi
@ganeswarpanda990
@ganeswarpanda990 2 ай бұрын
Malika ku apaman karucha kauthi lekha achi kuha ame khoji paunu
@MamataNayak-gt3iq
@MamataNayak-gt3iq 2 ай бұрын
❤ ଜୟଜଗନ୍ନାଥ 🎉ଜଗତମଙ୍ଗଳ🎉୍ଶୀମୁଖମଣ୍ଡଳ🎉କାଳନ୍ଦୀରଜଳ❤
@KESHARI90
@KESHARI90 2 ай бұрын
ମୋଦି ଭାରତ ଓଡ଼ିଶା ତଥା ହିନ୍ଦୁ ମାନଙ୍କ ପାଇଁ ଭଗବାନ ସଦୃଶ
@Sanatana-u2i
@Sanatana-u2i 2 ай бұрын
Modi ra guha kha Murkha unpadha.
@bidyadharmeher725
@bidyadharmeher725 2 ай бұрын
Adhura mandir re prabhu Ram nka pran pratistha, puni sanatani sadhu sandhu nku undekha kala ghamandi unpadh absagun jhoota dhokebaz nailaik kalankit hindu Paapi Modi hi desh r durbhagya. Modi supporters nk agle janam Narak re. Jagannath prabhu nku chamcha mane Modi r bhakt kahi pagal heichhanti, Pakistani biriani khai au drain gas ru tiari Chai pie ki bharatmata r sampada bikreta r Paapi supporters nk bistar nahi. Jagannath sb chamcha nku sad-buddhi diantu. 🇪🇬
@girijasankarmohanty6609
@girijasankarmohanty6609 2 ай бұрын
Really ?
@jayashree-debashreekishan6625
@jayashree-debashreekishan6625 2 ай бұрын
ମାଳିକା କୁ ନେଇ ରାଜନୀତି କରିବାକୁ ଇଚ୍ଛା ରଖିଛନ୍ତି ବୋଲି କହିଛନ୍ତି
@SuryakantaMallick-sm8tw
@SuryakantaMallick-sm8tw 2 ай бұрын
Thinks, baba, jay Jagannath swami nayan patha gami bhaba tume ❤❤❤❤❤❤❤
@banamaliharijan-if7gk
@banamaliharijan-if7gk 2 ай бұрын
oMM Nomo Bhagabat basudev srikrishna Nomo NoMo
@bharatmalik2345
@bharatmalik2345 2 ай бұрын
ଶଳା ଏତେ ଜ୍ଞାନୀ ବିଷୟ କଣ ରଖିଛୁ ତା ମାନେ ମୁଦି ଛଡା ଆଉ କେହି ପ୍ରଧାନ ମନ୍ତ୍ରୀ ହେବେ ନାହିଁ
@ashokdwibedi7481
@ashokdwibedi7481 2 ай бұрын
Byabasaya karuchhanti
@trinathbehera329
@trinathbehera329 2 ай бұрын
ଧିରେ ଧିରେ ରାଜନୀତି ରେ ପ୍ରବେଶ କଲଇ ମାଳିକାକୁ . ଏତେ ଇର୍ଷା କଣ ପାଇ BJP ପ୍ରତି l ଲୋକମାନେ ଜାଣିଛନ୍ତି କିଏ ଭଲ ଶାସନ କରୁଛି l
@surendraprusty9544
@surendraprusty9544 2 ай бұрын
ଲୋକ ମାନେ ଜାଣିସାରିଲେଣି ଏ ସରକାର କେମିତି ସମସ୍ତଙ୍କୁ ଭକୁଆ ବନାଇ ଶାସନ କରୁଛି
@bamadebajena5968
@bamadebajena5968 2 ай бұрын
ଜୟ ଶ୍ରୀରାମ
@NarasinhBiswal-zv5wu
@NarasinhBiswal-zv5wu 2 ай бұрын
Jay jagannath
@purnapujari1139
@purnapujari1139 2 ай бұрын
Amen
@majhi30
@majhi30 2 ай бұрын
Jay shree jagannath 🙏🙏🙏🙏 guru
@lalitendubihari3632
@lalitendubihari3632 2 ай бұрын
ବିଜେଡି ରୁ ବୋଧେ କିଛି ମିଳିଛି ଏ ଟାଉଟର କୁ
@JyoshnamayeeMishra
@JyoshnamayeeMishra 2 ай бұрын
Sabuta. Tautar. Tuta. Maghia. Sati. Ghai. Seria. Nit. Khauchu. Marua. Pindhuchu. GArua. Sauchua. Kadua. Ghea. Khauchu. Phad. Phadia.
@radhakantamohapatra8036
@radhakantamohapatra8036 2 ай бұрын
ପ୍ରଶଂସା ନ କରନ୍ତୁ, କିନ୍ତୁ ନିନ୍ଦା ନ କଲେ ଭଲ.
@PrabhakarPathy
@PrabhakarPathy 2 ай бұрын
100% Odisha bjp se hi barbad heogi. Malika kabhi bhi jhut nehi heoga. Wait and watch. It is clear from bjp government farm in Odisha by Midi ji.
@snnanda1335
@snnanda1335 2 ай бұрын
ପ୍ରମୋଦ ବାବୁ ଯାହା କହୁଛନ୍ତି ତମେ ତାକୁ ହେଡିଂ କର, ମନେ ମନେ କାହିଁକି ବେଶି ଚାଲାକି କରୁଛ, ମୋଦି କେମିତି ଓଡ଼ିଶା କୁ କାଳ ହେଲେ ଟିକିଏ ବ୍ୟାଖ୍ୟା କରିକି କହିଲ ।
@PrakashChandraJena-e4w
@PrakashChandraJena-e4w 2 ай бұрын
ଲୋକଙ୍କୁ ଆକର୍ଷଣ କରିବା ପାଇଁ ମିଛ ହେଡିଙ୍ଗ୍ ଦେଇଷଲୋକଙ୍କୁ ବୋକା ବନଉଛି।
@bimalendu4628
@bimalendu4628 2 ай бұрын
Malika re ebe print hela na agaru lekhaheichi😜😜
@BishnukumarBaral
@BishnukumarBaral 2 ай бұрын
ଆପଣଙ୍କ କଥାକହିବାରେତ ଭୁଲ ହେଉଛି ଆଉକଣ ପ୍ରବଚନ ଦେବେ , ମହାଭାରତ ଯୁଦ୍ଧ କଣ ୧୮ ଦିନ ହୋଇଥଲା କି?।
@socialcultural6160
@socialcultural6160 2 ай бұрын
BJP ଓଡ଼ିଶାର ମହାକାଳ କେମିତି ହେଲା , ଗଣତନ୍ତ୍ର କଣ ଏବେ ହୋଇଛି ନା ବି ଜେ ପି ଆଣିଛି , ଜଣେ ମାଲିକା ବିଶାରଦ ଠାରୁ ଏଭଳି ପାଗଳାମି କଥା ଆଶା କରା ଯାଏନା
@SudasBhoi
@SudasBhoi 2 ай бұрын
Jay,jaganath
@GangadharPradhan-b8r
@GangadharPradhan-b8r 2 ай бұрын
ଏ ବିଷୟ ରେ ଭାବିଚିନ୍ତି ପ୍ରବଚନ ଦିଅ ନଚେତ୍ ମଣିଷ ଙ୍କ ଦ୍ଵାରା ଅଭିଶାପ ପଢ଼ିବ ତମ ଉପରେ ।
@sanjuktaranimisra7480
@sanjuktaranimisra7480 2 ай бұрын
Om Guru Gobindaya nmha Jayguru Pranam 👏 happy Dipawali.🪔👏
@newodisha1422
@newodisha1422 2 ай бұрын
Malika ku nei rajaniti karani . Malika ku padhi bujhiba bhali jogyada tumar nahi . Malika ku bujhibaku hele tumaku odia language re expert habaku padiba .
@sivaprasadpanda3933
@sivaprasadpanda3933 2 ай бұрын
Opposition game is already over, kathaakar katha is different from rascal title.
@ChittaranjanMohapatra-ls4mx
@ChittaranjanMohapatra-ls4mx 2 ай бұрын
ଗାଲୁଆଙ୍କ ବାରବାଟୀ ଚାଷ. ମତି ଭ୍ରମ. କଂଗ୍ରେସ ର ଚମଚା. ନିଜେ ନିଜର ସର୍ବ ନାଶ କରୁଛି.
@SantoshKumarSatapathy-c4j
@SantoshKumarSatapathy-c4j 2 ай бұрын
Gita ra kou shloka re achi
@aratisahoo8966
@aratisahoo8966 2 ай бұрын
Apana nka charitra re kie mahafala
@purusottamnayak-o5k
@purusottamnayak-o5k 2 ай бұрын
ନିହାତି ମୂର୍ଖ। ତତେ tuition ଦରକାର।
@JyoshnamayeeMishra
@JyoshnamayeeMishra 2 ай бұрын
To. Bhauni. Senty. Badha. Chua
@KailashBaliarsingh-fd7tc
@KailashBaliarsingh-fd7tc 2 ай бұрын
Malikaku dwahidei samajku Bisrunkhalit a karantu nahi
@sunilkumarnaik3442
@sunilkumarnaik3442 2 ай бұрын
It is better that you don't use the name Gita gyann invag vedio for trp
@mohitkumarmallick347
@mohitkumarmallick347 2 ай бұрын
Modiji jadi biswa guru hebaku jauchanti tahale bharatara sabu anuthana gudika bidesa tankare kahinki chaluchi? Bidesaru tanka na asile bharatara sikshya thop. Loka hansa katha. Dheki chainhiki comment diya. Ebebi bharatare 90% loka Balanced Diet kan janatinahi. Khaibe kan? Bartama gomansa raptanire ebe pruthibire ditya thanare achhi. Taha puni Modiji O tankara lokamane karuchanti. Biswa basi kan akhire andha putali bandhi bsichanti?
@newodisha1422
@newodisha1422 2 ай бұрын
Malika ku nei rajaniti karani . Malika ku padhi bujhiba bhali jogyada kahara nahi . Malika ku bujhibaku hele tumaku odia language re expert habaku padiba .
@jhasa3416
@jhasa3416 2 ай бұрын
Malika keun bhasa re lekha hoichhi ????
@ramapujari7786
@ramapujari7786 2 ай бұрын
Jaya Jagannath, ଯାହା ଲେଖୁଛ ତାହା ଭିତରେ ବିଷୟ ହେଉ , ନୋଚିତ୍ ଚ୍ୟାନେଲ ବଦନାମ ହେବାର ଅୟ |
@BijayabhanuSatpathy
@BijayabhanuSatpathy 2 ай бұрын
ଏଭଳି ମିଛ ପ୍ରଚାର କରୁଛ ନିଶ୍ଚିତ ମରିବ ଏଭଳି ଧର୍ମ ଦ୍ରୋହି ପ୍ରାୟ ସମ୍ପୂର୍ଣ୍ଣ ଭାରତ କେଉଁଠି ନଥିବେ, କଂଗ୍ରେସ ଶବ୍ଦର ଅର୍ଥ କଣ ଜାଣିଛକି ? ଏଇଭଳି କଠାପାଇଁ ହିନ୍ଦୁତ୍ବ ବିପଦରେ ପଡୁଛି । ମାଳିକା ଶବ୍ଦର ଅର୍ଥ ନିଜେ ନେବୁଝି ଏଭଳି ମନ୍ତବ୍ୟ ଦିଆନାହିଁ ବୋହୂତ କ୍ଷତି ହେବାର ସମ୍ଭାବନା ଦେଖା ଯାଉଚି।
@kabitabiswal7103
@kabitabiswal7103 2 ай бұрын
Srikrishna bhgaban nuhanti
@kabitabiswal7103
@kabitabiswal7103 2 ай бұрын
Debata
@bharatsethy7126
@bharatsethy7126 2 ай бұрын
Okji
@manjulatapuhan3485
@manjulatapuhan3485 2 ай бұрын
🎉🎉🎉🎉🎉🎉🎉🎉jay Jagannath🎉🎉🎉🎉🎉🎉🎉🎉❤❤❤❤❤❤❤😂😂❤tumebharasa
@JyoshnamayeeMishra
@JyoshnamayeeMishra 2 ай бұрын
Sea. Thik.. Malikera. Kahu. Chanti.
@nareshdash3796
@nareshdash3796 2 ай бұрын
କଣ ବିଜେପି ଓ ମୋଦି ଙ୍କ ବିଷୟରେ ମହାପୁରୁଷ କିଛି ଲେଖି ଯାଇଛନ୍ତି ? ଯଦି ସେପରି ନାହିଁ କ୍ଷମା ମାପନ୍ତୁ ଓ ମହାପୁରୁଷଙ୍କ ର ରଚନା ଳ ବିକୃତ ଅର୍ଥ ବାହାର କରନ୍ତୁ ନାହିଁ ।
@ashalatahota7533
@ashalatahota7533 2 ай бұрын
ଘଟିଆ ଲୋକ ର ଫାଲତୁ କଥା l
@GangadharMohanty-vs9ob
@GangadharMohanty-vs9ob 2 ай бұрын
ତା ମାନେ ବିଜେପି ସରକାର ଅଡିସସ ପାଇଁ kala
@kashyapayan8841
@kashyapayan8841 2 ай бұрын
ମୁଖ୍ୟ Topic ଉପରେ ଆଲୋଚନା ନକରି ଏତେ ସବୁ କଥା ଶୁଣେଇବା କ'ଣ ଦରକାର ଥିଲା ? ଖାଲି ସମୟ ନଷ୍ଟ । ପ୍ରବଚକ ମହୋଦୟ ଧ୍ୟାନ ଦିଅନ୍ତୁ, ନହେଲେ ପରେ ଶ୍ରୋତା ପ୍ରତ୍ୟାଖ୍ୟାନ କରିବେ
@JyoshnamayeeMishra
@JyoshnamayeeMishra 2 ай бұрын
To. Streku. Gandi. Maruchi
@pareshchmajhi9112
@pareshchmajhi9112 2 ай бұрын
Paisa khia prabakta ୨୪ barsa kena thila
@kishorchandra2531
@kishorchandra2531 2 ай бұрын
ଏଗୁଡା ମୂର୍ଖ ପ୍ରବଚକ।ମାଳିକା ତତ୍ତ୍ୱ ୟାକୁ ଜଣାନାହିଁ।
@muralidharbaral381
@muralidharbaral381 2 ай бұрын
Topic one thing discus separate .same type of mistake regular
@sasmitasahoo4918
@sasmitasahoo4918 2 ай бұрын
Bartman pananga rajya kouthi achhi
@JyoshnamayeeMishra
@JyoshnamayeeMishra 2 ай бұрын
Mana
@laxmikantdash1328
@laxmikantdash1328 2 ай бұрын
Why you expose your self by such adverse talk & wasting time. Be positive .
@RamchanndraPradhan-dc8oe
@RamchanndraPradhan-dc8oe 2 ай бұрын
Besikathakahuchumahaghia
@biswanathmohapatra2455
@biswanathmohapatra2455 2 ай бұрын
🙏❤🙏❤🙏
@krushnachandradash4327
@krushnachandradash4327 2 ай бұрын
ଏ ଲୋକଟା ଗୋଟିଏ କୁହାଳିଆ କପିଳା ହୋଇଛି। କାରଣ ଗୋଟିଏ ଚ୍ୟାନେଲ ସୁଯୋଗ ଦେଇଛି , ମାଳିକା ବିଚାର କଥା ପ୍ରସାରଣ କରିବାକୁ। ଫଳରେ ଗୁଡ଼ାଏ ମନ ଗଢା କଥା, ମାଳିକା ବିଚାର ଆଢ଼ୁଆଳରେ କହି ନିଜକୁ ଗୈାରବାନିତ ମନେ କରିଵା ସଙ୍ଗେ ସଙ୍ଗେ ଗୁପ୍ତ ହିନ୍ଦୁ ବିରୋଧୀ ଷଡ଼ଯନ୍ତ୍ର ଚଲାଇବା ସମ୍ବନ୍ଧରେ ଲୋକେ କହୁଛନ୍ତି ଓ ଆଲୋଚନା କରୁଛନ୍ତି ଓ କଥାବାର୍ତ୍ତା ହେଉଛନ୍ତି। ଏଣୁ ଏହି ବ୍ୟକ୍ତିଙ୍କୁ ସାବଧାନ ରୁହନ୍ତୁ ବୋଲି ଲୋକେ ଆଲୋଚନା କରୁଛନ୍ତି ଓ କଥାବାର୍ତ୍ତା ହେଉଛନ୍ତି।
@JyoshnamayeeMishra
@JyoshnamayeeMishra 2 ай бұрын
Tuma. Kandu. Kauchi. Ta. Sathi. Pai
@kshetramohanpurohit9462
@kshetramohanpurohit9462 2 ай бұрын
What's the intention of giving wrong n misleading title to the video which doesn't say a single word about Modi.
@abhirammalik862
@abhirammalik862 2 ай бұрын
Joy jagarnath
@snnanda1335
@snnanda1335 2 ай бұрын
ପ୍ରମୋଦ ବାବୁ ଙ୍କ ଅଡିଓ କୁ କପି କରି ଏଠି ବେଶି ଚାଲାକି ଦେଖଉଛ। ନିଜର କିଛି ନିଜସ୍ଵ ନାହିଁ।
@SadhubrundabanaDasSadhubrundab
@SadhubrundabanaDasSadhubrundab 2 ай бұрын
Right
@rabindrapradhan8639
@rabindrapradhan8639 2 ай бұрын
Jay tarhi achyuta jay tarhi jagannath charane swarana dia prabhu kurti kurti pranam prabhu jagataku udhar kar prabhu gurudev pranam pramod sir pranam
@prafullachandrabeura8672
@prafullachandrabeura8672 2 ай бұрын
ମହାପୁରୁଷ ଙ୍କ ଲେଖା କୁ ଏପରି ଅପଭ୍ରଂଶ କରନ୍ତୁ ନାହିଁ। ତୁମକୁ କିଏ କହିଲେ ଏପରି ଭିଡିଓ ପୋଷ୍ଟ କରିବା ପାଇଁ। ଜୟ ଶ୍ରୀ ମହାପୁରୁଷ ଅଚ୍ୟୁତାନନ୍ଦ 🙏🙏🙏🌹
@chaitanyamallick7484
@chaitanyamallick7484 2 ай бұрын
Agaru jenu raja sasan karithile se praja mana kar kn uppakar karithile tike bakhya karib ebe praja sasan kari kn karuchhanti are age raja sasan re lok khaibaku paunathile ebe semiti nahi au tame E raja praja kn heuchha tamar kn hoichhi
@ChhabilaMunda
@ChhabilaMunda 2 ай бұрын
Jay Jagarnath ❤
@ruhyas84
@ruhyas84 2 ай бұрын
ସଳା' ମାତାଲ୍
@JyoshnamayeeMishra
@JyoshnamayeeMishra 2 ай бұрын
To. Bau. B. I. A
@ganeshpanda359
@ganeshpanda359 2 ай бұрын
Every think is ridiculous
@GaneswarNayak-e6j
@GaneswarNayak-e6j 2 ай бұрын
ପାଖଣ୍ଡ ଓଡ଼ିଶାରେ ମଧ୍ୟ ଅଛନ୍ତି
@shantanupadhi5809
@shantanupadhi5809 2 ай бұрын
ଆପଣଙ୍କ title ଆଉ ବିଷୟ ବସ୍ତୁ କୌଣସି ସମ୍ପର୍କ ନାହିଁ, କାହିଁକି ଏମିତି ଭ୍ରମିତ କରୁଛନ୍ତି?
@bibhupattanayak6837
@bibhupattanayak6837 2 ай бұрын
Why give such title ?
@jayaramasahoo7106
@jayaramasahoo7106 2 ай бұрын
କେତେ ଟଙ୍କା ବିଜେଡି ଦେଇଛି ଏପରି ଭିଡିଓ ର ନାମ ଦେଇଛି
@JyoshnamayeeMishra
@JyoshnamayeeMishra 2 ай бұрын
Tu. Pramana. Dai. Paribu. B. J. P. Ku. Sa. Kahuchi. Boli. Au. B. J. D. Tanka. Daichiboli.
@seemapatra9773
@seemapatra9773 2 ай бұрын
Jay jagannath sawmi ❤
@subodhsahu842
@subodhsahu842 2 ай бұрын
A rubbish talk. Non authntic .Speaker must be taken to task. Talking ill of Modi or BJP is apolitical.
@sangramjena-vp6ze
@sangramjena-vp6ze 2 ай бұрын
Dalalhatare malika pravachan sovhapaune😂😂😂😂
@prasadmajhi5559
@prasadmajhi5559 2 ай бұрын
🌅🪴🙏🗽🗽🕉🕉🕉🕉🕉🗽🗽🙏🪴🌄
@Sushreemoharana-ue3mf
@Sushreemoharana-ue3mf 2 ай бұрын
This is a severe frod person, this type of speech make us coward. Stop bhandami
@ranjanmishra6328
@ranjanmishra6328 2 ай бұрын
Tauter how much got from bjd.😊
@Sanatana-u2i
@Sanatana-u2i 2 ай бұрын
Odisha re murkha unpadha party ra sasan chalichi.
@kumarluckykumarlucky1981
@kumarluckykumarlucky1981 2 ай бұрын
Husiar Kan rahibube Kan dhana chaulo ghre purei rakhibu na kanbe
@majhi30
@majhi30 2 ай бұрын
Hare Krishna hare Rama
$1 vs $500,000 Plane Ticket!
12:20
MrBeast
Рет қаралды 122 МЛН