ବିନା ଡ୍ରାଇଭର୍ ରେ ଦୋଉଡୁଛି ଗାଡି ଚାଇନା ରେ || Driverless car in China robot taxi

  Рет қаралды 736,976

ମୁଁ TRAVELLER

ମୁଁ TRAVELLER

Күн бұрын

Пікірлер: 1 700
@MuTraveller
@MuTraveller 7 ай бұрын
Please share this video with your family ❤
@SinghStar000
@SinghStar000 7 ай бұрын
Hello laba bhai
@DDmahananda777
@DDmahananda777 7 ай бұрын
LABA BHAI MU BALANGIR RU KAUCHI
@m_k_kanha_vlog
@m_k_kanha_vlog 7 ай бұрын
Chintamane...nag
@DDmahananda777
@DDmahananda777 7 ай бұрын
SHORT VIDEO KHALI KARUCHA TK LANG VIDEO KARA PLISE
@NamitaDehuri-es6oi
@NamitaDehuri-es6oi 7 ай бұрын
𝕃𝕠𝕧𝕖 𝕦 𝕓𝕣𝕠❤
@mangalamsales2410
@mangalamsales2410 7 ай бұрын
ଭାଇ ତୁମକୁ କଣ କହିକି ଧନ୍ୟବାଦ ଦେବି ମୋ ପାଖରେ ଭାଷା ନାହିଁ ତଥାପି ବହୁତ୍ ବହୁତ୍ ଧନ୍ୟବାଦ୍..........
@ajayakumarmohanty9582
@ajayakumarmohanty9582 7 ай бұрын
ବିନା ଡ୍ରାଇଭର ଗାଡ଼ିରେ ବସି ଯାତ୍ରା କରିବା ଆନନ୍ଦ ଲାଗିଲା। ଧନ୍ୟବାଦ ।
@tapanvlogs2740
@tapanvlogs2740 3 ай бұрын
ଭିଡିଓ ଦେଖିଲୁ ଅତି ସୁନ୍ଦର୍ ହେଇଛି ଭାଇ ବିନା ଡ୍ରାଇଭର ଗାଡ଼ିରେ ବସିଛ ଖୁସି ରେ ରୁହ ଲଵ ଭାଇ 👍👍 ଧନ୍ୟବାଦ ❤❤ଜୟ ଜଗନ୍ନାଥ 🙏
@itssangramvlogs952
@itssangramvlogs952 7 ай бұрын
ଲବ ଭାଇ ଙ୍କ ଭିଡ଼ିଓ କୁ କିଏ କିଏ ଅପେକ୍ଷା କରିଥାଅ Like 👍🏻 କର.
@BenuGoud-ij2bg
@BenuGoud-ij2bg 7 ай бұрын
ମୁଁ ବି ବାହି
@indrajitsahoo6815
@indrajitsahoo6815 7 ай бұрын
ମୁଁ ବି ଭାଇ❤
@Deverakondainfo_07
@Deverakondainfo_07 7 ай бұрын
Of course me too ❤❤
@MAMITAKANDIAN
@MAMITAKANDIAN 7 ай бұрын
Mu b
@BenuGoud-ij2bg
@BenuGoud-ij2bg 7 ай бұрын
@@MAMITAKANDIAN Hello
@jagdishmohanty2193
@jagdishmohanty2193 Ай бұрын
ଭାଇ ଆପଣଙ୍କ ଘର ଚାଇନା ଦେଶ ଋଷିଆନ and ଆଫ୍ରିକା ଦେଖିବାକୁ ବହୁତ ସୁନ୍ଦର ଲାଗୁଛି ଧନ୍ୟବାଦ ଭାଇ
@judhisthiranaik2503
@judhisthiranaik2503 7 ай бұрын
ଭିଡ଼ିଓ ଦେଖି ବହୁତ ବହୁତ ଖୁସି ଲାଗିଲା, ଏତେ ପରିଶ୍ରମ କରି ଆମ୍ଭମାନଙ୍କୁ ଦେଖାଉ ଥିବାରୁ ବହୁତ ବହୁତ ଧନ୍ୟବାଦ l
@Createrpr
@Createrpr 7 ай бұрын
ଲବ ଭାଇ ଆପଣ ବହୁତ ପରିଶ୍ରମ କରୁଛନ୍ତି ଓ ସୁନ୍ଦର ସୁନ୍ଦର ଭିଡ଼ିଓ ମଧ୍ୟ କରୁଛନ୍ତି ଦେଖିବାକୁ ବହୁତ ମୋଜା ଲାଗୁଚି
@binodkumar-px7ld
@binodkumar-px7ld 7 ай бұрын
ବହୁତ୍ ସୁନ୍ଦର ଭିଡିଓ ବିନା ଡ୍ରାଇଭର ରେ ଗାଡ଼ି ଚାଲିବା 🫵👍👌
@JitendraKumar-dh9sf
@JitendraKumar-dh9sf 7 ай бұрын
ଜୟ ମା ତାରିଣୀ 🙏 ଲବ ଭାଇ ରୋ ଚାଇନା ଟ୍ରିପ୍ ଭଲରେ ଭଲରେ ସରି ଯାଉ
@bapisoren8568
@bapisoren8568 7 ай бұрын
ସତରେ ଭାଇ ଆଜି ବହୁତ ଖୁସି ଦେଖାଯାଉଛ 👌😄
@NandakiswarMallick
@NandakiswarMallick 7 ай бұрын
ଅଦ୍ଭୁତ ବିନାଡ୍ରାଇଭରରେ ଚାଲୁଛି କାର କନ୍ଧମାଳ ରୁଧନ୍ଯବାଦ❤❤❤❤❤
@hemantabahera8047
@hemantabahera8047 7 ай бұрын
ଶୁଭ ସକାଳ ଅଜବ ଦୁନିଆ ର ଗଜବ ଗାଡ଼ି କଣ ନ ଦେଖିଲା ଏ ନେତ୍ର ଭାଇ,, ଧନ୍ୟବାଦ ଜୟ ଜଗନ୍ନାଥ ଜୟ ପଞ୍ଚସଖା ❤❤❤❤❤❤❤❤❤❤❤❤❤❤
@biswajitarts
@biswajitarts 7 ай бұрын
ଭାଇ କି ମୋର salute ଲୋକ ମାନଙ୍କୁ ବହୁତ କିଛି ଶିଖାଉଛନ୍ତି ଆଉ ନିଜେ କଷ୍ଟ ରେ ବୁଲିକି ଲୋକ ମାନଙ୍କୁ ସବୁ କିଛି ଦେଖାଉଛନ୍ତି❤❤❤
@SarbeswarsarbeswarKeyboa-gd8du
@SarbeswarsarbeswarKeyboa-gd8du 7 ай бұрын
Se bhai jane adibasi au ama sarakar sei adibasinku ghruna Kariba tanka jhia bohuku ijata neba tankara kama indiare school college na kholiba sikhyaka manaku contractual darama debe epate koti koti tankara mandira tiari kale ama desha Bahu agaku jiba 😅😅😅😅
@Sached299
@Sached299 7 ай бұрын
ସାରା ବିଶ୍ୱ ଡେଭଲପ କଲାଣି ହେଲେ ଆମ ଇଣ୍ଡିଆ ବହୁତ ପଛରେ ଅଛି l ଆଉ କହୁଛନ୍ତି ଯେ ମୋଦି ସବୁ ଡେଭଲପ କରୁଛି l ସାରା ବିଶ୍ୱରେ ଭାରତର ଡ଼ଙ୍କା ବାଜୁଛି ବୋଲି l
@nareshkumarbehera580
@nareshkumarbehera580 7 ай бұрын
Bhai tama kana karucha
@nareshkumarbehera580
@nareshkumarbehera580 7 ай бұрын
Bhai chaina re ama india bhalia sarkar upare nirbhra nahanti
@jamesrinku1995
@jamesrinku1995 7 ай бұрын
​@abhinash01234 Re murkha magia se bjp congress katha kahini Tate Kain ete badhila re madarchod modi murkha bia Prime minister heichhi na congress government chalichi ki ..taku kahibeni au kn toh bou bia ku kahibe bedha chua ...
@nareshkumarbehera580
@nareshkumarbehera580 7 ай бұрын
Sethika loka tanaka desa pai karuchanti hele ama inadia loka sabu sarkaar upare nije kichi karibeni basiki khali kahibe sabu amaku dia
@jitendrabhoi7740
@jitendrabhoi7740 7 ай бұрын
Road
@subhranshuodishanews4668
@subhranshuodishanews4668 7 ай бұрын
ଆମକୁ ଏମିତି ଭିଡିଓ ଦେଖାଇଥିବାରୁ ହୃଦୟରୁ ବହୁତ୍ ବହୁତ୍ ଧନ୍ୟବାଦ୍ ।
@madheiyogendra
@madheiyogendra 7 ай бұрын
ଲବ ଭାଇ ତମ ଭିଡିଓ ଗଲା କଲି ବହୁତ୍ ଅପେକ୍ଷା କଲି ହେଲେ ତମ ଭିଡିଓ ପଡ଼ିଲା ନି ଲବ ଭାଇ ମୁଁ ତମର ବହୁତ ବଡ଼ fan ତମ ଭିଡିଓ ଦେଖିକି ବହୁତ୍ କିଛି ଜାଣିବାକୁ ପାଉ ବହୁତ୍ କିଛି ଶିଖିବା କୁ ପାଉ Love you labo bhai❤
@factconscious1
@factconscious1 7 ай бұрын
❤❤
@padmanayak9883
@padmanayak9883 7 ай бұрын
ଜୟ ଜଗନ୍ନାଥ ବହୁତ ସୁନ୍ଦର ଲାଗିଲା ବିନା ଡ଼୍ରାଇଭର ଗାଡ଼ି ଦେଖିଲୁ
@Shreecharankpngok
@Shreecharankpngok 7 ай бұрын
ଲବ ଭାଇ ତମ ଭିଡିଓରୁ ନୂଆ ନୂଆ ଉପହାର ଦେଖିବାକୁ ମିଳୁଛି 🤣😄 ଆଉ କିଏ କିଏ କନ୍ଧମାଳରୁ ଦେଖୁଛ like କର ❤️❤️👌👌
@SudhirPradhan-e2i
@SudhirPradhan-e2i 7 ай бұрын
ତୁ adi😢😮
@sym-x2j
@sym-x2j 7 ай бұрын
Vlogor ହେଵତ ଲବ ଭାଇ ଭଳିଆ ନୂଆନୂଆ ଜିନିଷ ଦେଖିବାକୁ ମିଳେ ଲବ ଭାଇଙ୍କଠାରୁ
@DinabandhuPradhan-oi3kp
@DinabandhuPradhan-oi3kp 7 ай бұрын
Khajuripada
@JSENTERTAINMENT05
@JSENTERTAINMENT05 7 ай бұрын
କନ୍ଧମାଳ କଉ ଗାଁର ଭାଇ
@sym-x2j
@sym-x2j 7 ай бұрын
ବାଲିଗୁଡା ଭିତରେ ଭାଇ
@rkhemavlog2892
@rkhemavlog2892 7 ай бұрын
କନ୍ଧମାଳରୁ ଲବଭାଇଙ୍କ ଭିଡ଼ିଓ କିଏ କିଏ ଦେଖୁଛନ୍ତି ଲାଇକ କରନ୍ତୁ
@chandramanimahanta8332
@chandramanimahanta8332 7 ай бұрын
ବିନା ଡ୍ରାଇଭର ରେ ଗାଡି ଚଲା ଦେଖି ବହୁତ ଖୁସି ଲାଗିଲା ବହୁତ ସୁନ୍ଦର ଜୟ ଜଗନ୍ନାଥ
@GANESH20.L
@GANESH20.L 7 ай бұрын
ନୁଆଁ ନୁଆଁ ଜିନିଷ ଦେଖିବାର କେ ମିଲୁଛେ ଦାଦା ତମର ଭିଡ଼ିଓ ରେ ବହୁତ ଦାନ୍ୟବାଦ
@_rajeshkumarsingh_0.9
@_rajeshkumarsingh_0.9 7 ай бұрын
Baripada ru bhai bhauni Mane like karo♥️♥️
@basantisoren757
@basantisoren757 7 ай бұрын
ଭିଡ଼ିଓ ଟି ବହୁତ ସୁନ୍ଦର ହେଇଛି କିନ୍ତୁ ମୁଁ ଏମିତି ଗାଡ଼ିରେ ଜମା ବସି ନ ଥାନ୍ତି କାରଣ ମୋର ଭୁତ କୁ ବହୁତ ଡର 😂
@byomokeshpatra6223
@byomokeshpatra6223 7 ай бұрын
ଭୂତ ଗାଡି, ହା ହା..., enjoy, love u bro
@GayatriSahu-pd2nf
@GayatriSahu-pd2nf 2 ай бұрын
ଲବ ଭାଇ ମୋ ହୃଦୟ ରୁ ଆପଣ ଙ୍କୁ ବହୁତ ବହୁତ ଧନ୍ୟବାଦ
@saritascreativeart7043
@saritascreativeart7043 7 ай бұрын
ବାଃ......... ତୁମ unique ଭିଡ଼ିଓ ଭିତରୁ ଏଇଟା ଗୋଟେ 👌👌👌👌 Bag ରେ ସବୁବେଳେ କିଛି energy drinks ଆଉ dry food ରଖ. Emergency ପାଇଁ
@kailashchandranaik4787
@kailashchandranaik4787 7 ай бұрын
ଏକା ତୁମ ପାଇଁ ହିଁ ମୁଁ ଏଭଳି ଗାଡି ଦେଖିଲି ଭାଇ realy very nice
@Naranmarndi46
@Naranmarndi46 7 ай бұрын
ଭାରତ ରେ ହେଲେ - ହେଇ ଦେଖ ଅମୁକ ର ଆତ୍ମା ଗାଡ଼ି ଚଲେଇ ନଉଚି 😂😂😂
@OdiaTwinsLifestyle
@OdiaTwinsLifestyle 7 ай бұрын
😂 Thik katha 😂
@RanjankumarSingh-wi3fm
@RanjankumarSingh-wi3fm 7 ай бұрын
❤ ​@@OdiaTwinsLifestyle
@SarbeswarsarbeswarKeyboa-gd8du
@SarbeswarsarbeswarKeyboa-gd8du 7 ай бұрын
Thik kahila bhai
@SarbeswarsarbeswarKeyboa-gd8du
@SarbeswarsarbeswarKeyboa-gd8du 7 ай бұрын
Sethi Pnai kahuchi pakhand manaka ra dhrama Puja patha ku biswas na kari sikhita hua chaina bhali ame bi karipariba
@Mathematics-t10
@Mathematics-t10 7 ай бұрын
Ri8😂😂😂
@darasingpurtty
@darasingpurtty 7 ай бұрын
Wow❤ ସତରେ ଲବ ବାବୁ ମୋତେ ଲାଗିଲା ମୁଁ ଚାଇନା ରେ ଅଛି 🎉🎉very nice
@sundarmohanmarndi7979
@sundarmohanmarndi7979 7 ай бұрын
ବହୁତ ସୁନ୍ଦର ହେଇଛି ଏହି ଗଡି🎉🎉🎉🎉
@kailashmajhikailashmajhi2567
@kailashmajhikailashmajhi2567 3 ай бұрын
ବହୁତ ବଡ଼ିଆ ଲବ ଭାଇ ନୂଆ ନୂଆ ବିଡ଼ିଓ କରୁଛ ବିନା ଡ୍ରାଇବର ମନୁଷ୍ଯ ପକ୍ଷ ରେ ଅସମ୍ଭବ ଅଟେ ଧନ୍ୟବାଦ ଆଜ୍ଞା
@pravakarkisan4507
@pravakarkisan4507 7 ай бұрын
ଏ ଭିଡିଓକୁ ଆମ ଭାରତ ସରକାର ଦେଖିବା ଦରକାର। ଜୟ ଜଗନ୍ନାଥ 🙏
@arunpradhan6940
@arunpradhan6940 3 ай бұрын
ଧନ୍ୟ ଧନ୍ୟ ମଣିଷର ମୁଣ୍ଡ ବା ଆତ୍ମ ଶକ୍ତି ଏବଂ ଆମର ଲବ ପୁଅ ❤❤❤❤
@ChandrasekharSanta-mt1bj
@ChandrasekharSanta-mt1bj 7 ай бұрын
ସତରେ ଭାଇ ଆଜି ଆପଣଙ୍କ ଭିଡ଼ିଓ ମାଧ୍ୟ୍ୟମରେ ବିନା ଡ୍ରାଇଭର ଗାଡି ଦେଖି ପାରୁଛି 😧😧😧ବହୁତ ଆଡ଼ଭାନ୍ସ ଚାଇନା
@DEOLAVLOG
@DEOLAVLOG Ай бұрын
କି ଗାଡି ଦେଖେଇ ଲ ଲବ ଭାଇ ଓଡିଶା ବାସୀଙ୍କୁ ଧନ୍ଯବାଦ ❤🎉🎉🎉
@mohanpujari581
@mohanpujari581 7 ай бұрын
ବହୁତ୍ ଭଲ ଭିଡ଼ିଓ ଭାଈ Tarzan movie ରେ ଯେମିତି ଦେଖିଥିଲି, ସେଇଟା ଆଜି ଆପଣ ଆପଣଙ୍କ ଭିଡ଼ିଓ ରେ ଦେଖିଲି 😂😊😊😂
@PurnaChandraSwain
@PurnaChandraSwain 4 ай бұрын
Bht badhiya lagila, unique experience the driverless robotics car
@hrudanandasankhua5824
@hrudanandasankhua5824 7 ай бұрын
ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍
@creatorboynakul24
@creatorboynakul24 7 ай бұрын
ମୁଁ କେବେ ଜାଣି ନଥିଲି । ଏମିତି ବି driver less car ଅଛି । ଲବ ଭାଇ ତମ through ରୁ ଦେଖିଲି। ବହୁତ ଖୁସି ଲାଗିଲା।😁🤩
@jatindrasoren634
@jatindrasoren634 7 ай бұрын
Bahut badhiya laba bhai bahuta vhala lagila video ti❤❤❤❤❤
@daktarbabu143
@daktarbabu143 7 ай бұрын
ଭାଇ ସବୁ video ଠାରୁ ଏହି video ଟି ବହୁତ khatarnak video । Congratulations ଭାଇ 🎉🎉
@un.status3624
@un.status3624 7 ай бұрын
Right
@Learnonlinewithme2226
@Learnonlinewithme2226 7 ай бұрын
ଲବ ଭାଇ ଆପଣଙ୍କୁ request 🙏 Video ra End room re କରୁନ୍ଥୁ 😊 ଆପଣ ଭିଡିଓ ବହୁତ୍ ଭଲ ଲାଗେ ଆମେ ଅପଙ୍କ ଭିଡିଓ ଘରେ ସବୁ ମିଶିକି ଦେଖୁ ❤ ବହୁତ୍ ଭଲ ଲାଗେ love you laba bhai❤
@digambar14347
@digambar14347 7 ай бұрын
Bina driver re gadi chaliba aji farst time dekhuchi laba bhai ❤
@keepEarning14
@keepEarning14 7 ай бұрын
Tarzan the wonder car film dekhi6 ki vai 😅
@magatabehera706
@magatabehera706 7 ай бұрын
ଭାଈ Bina ଡ୍ରାଇଭର gadi dekhiki acharjya ଲାଗିଲା time leps ଭିଡ଼ିଓ super jay ଜଗନ୍ନାଥ
@MadanKhilla-v3v
@MadanKhilla-v3v Ай бұрын
ଆପଣ ଙ୍କ ଜୀବନ ଧନ୍ୟ ଭାଇ❤❤🎉🎉🎉
@LAXMAN865
@LAXMAN865 7 ай бұрын
Mu 1st time dekhili.. Amitia car..😮
@susanta659
@susanta659 7 ай бұрын
Bahut sundar video whithout driver car chaliche wow great 👍👍
@Jaykisan503
@Jaykisan503 7 ай бұрын
ଚାଇନା ରେ ସାପ ଏବଂ ଅକ୍ଟୋପସ ଖାଉଥିବା ଯାଗାକୁ ଯାଅ ଟିକେ
@dhanirambeg7820
@dhanirambeg7820 7 ай бұрын
ଲବ ଭାଇ ଯୁହାର 🎉🎉🎉 very excited good experiment very nice video ବହୁତ ଖୁସି ଲାଗଲା
@nandesworapradhan538
@nandesworapradhan538 7 ай бұрын
ଏହି ଭିଡ଼ିଓ ଦେଖି ବହୁତ ଭଲ ଲାଗିଲା ଭାଇ ❤❤❤❤
@Lipsa6236
@Lipsa6236 7 ай бұрын
First time ଦେଖିଲି ଭାଇ ବିନା dravar ଗାଡ଼ି ବହୁତ୍ ବହୁତ୍ ଧନ୍ୟବଦ୍ ନବରଙ୍ଗପୁର ଚନ୍ଦାହାଣ୍ଡି ରୁ
@dainupujari5677
@dainupujari5677 7 ай бұрын
ଲଭ ଭାଇ ଓଠମେଠିଖି ଦେଖୀଭଲଳାଗିଲା ଭାଇ ହେମିତି video 👍🙏👌
@b.jharekrushnabehera471
@b.jharekrushnabehera471 7 ай бұрын
Nice
@celebrety1
@celebrety1 7 ай бұрын
So nice
@PadmalochanThapa
@PadmalochanThapa 4 ай бұрын
ଇ ଭିଡିଓ ବହୁତ ସୁନ୍ଦର ବିନଡ୍ରାଇଭର ଗାଡି ବସିକି ଭୁଡିଓ କରିଛ
@bijayamarandiofficial8738
@bijayamarandiofficial8738 7 ай бұрын
First like comments from Dhenkanal, odisha, India ❤❤❤💐💐👌👌
@LaxmipriyaMaharanaLaxmipri-z4u
@LaxmipriyaMaharanaLaxmipri-z4u 7 ай бұрын
First. Like comments from choudar.orisha Cuttack ❤😊
@ArunaJena-jo6vu
@ArunaJena-jo6vu 7 ай бұрын
ମୁ ଜାଣିନଥିଲି ବିନା ଡ୍ରାଇଭର ରେ car (ଗାଡି) ଚାଲେ କିନ୍ତୁ, ଆଜି ପ୍ରଥମଥର ପାଇଁ ଦେଖିଲି ବହୁତ ଖୁସି ଲାଗିଲା Love you bro ♥️
@RahulNayak-gx4ci
@RahulNayak-gx4ci 7 ай бұрын
Laba bhai mu jani6i driverless car re basiki bahut khusi a6a.........jay jagannath 🚩
@creation5296
@creation5296 Ай бұрын
Bhai apananka video dekhiki India loka nka mind tk devlope heba sure, sayad agaku ama India chaina tharu adhika devlope hau mu asa karuchi, bahut sundar video banauchanti Bhai , khas Kari ama odia Bhai India bahare bulibara sujog paicha , mara bi bahut icha emti bulibaku ❤️❤️❤️ thanks Bhai
@Biranchivlog
@Biranchivlog 7 ай бұрын
First time dekhuchi bhai less drive 😮
@TimeStarSandip
@TimeStarSandip 7 ай бұрын
ଲବ ଭାଇ ମୁଁ ପ୍ରଥମଥର ବିନା ଡ୍ରାଇଭର ଗାଡି ଦେଖିଲି 💕🥰🥀😋 ଭିଡ଼ିଓ ବହୁତ ଭଲ ହୋଇଛି ଲବ ଭାଇ 👌👌👌🥰❤️💕
@mangalmarndiofficial4589
@mangalmarndiofficial4589 7 ай бұрын
ମୟୂରଭଞ୍ଜ ରୁ କିଏ କିଏ ଦେଖୁଚ ଲାଇକ କର
@subratmohanty2473
@subratmohanty2473 2 ай бұрын
AAU sabu on falwo Kari dia
@gitanjalijena3299
@gitanjalijena3299 3 ай бұрын
God Bless You Laba tuma pain ame sabu desh bidesha dekhi paruchhu..🎉🎉🎉🎉🎉🎉🎉🎉🎉
@purnasabar4446
@purnasabar4446 7 ай бұрын
Very nice video Laba Bhai ♥️❤
@RUDRATUBE-eg5mo
@RUDRATUBE-eg5mo 7 ай бұрын
ଏମିତି ଗୋଟେ ଭିଡିଓ ଦେଖିବି ବୋଲି ମୁଁ ଆଶା କରି ନ ଥିଲି Wow yarr"GaJab 😮😮😮😮😮😮😮😮😮😮
@chinucreation755
@chinucreation755 7 ай бұрын
ଓଡ଼ିଶା Boudh dist ରୁ କିଏ କିଏ ଦେଖୁଛ 👍 କର
@SurajMajhi-j3w
@SurajMajhi-j3w 7 ай бұрын
Bhai Ken gan
@chinucreation755
@chinucreation755 7 ай бұрын
@@SurajMajhi-j3w manamunda ho tume
@simanmobile387
@simanmobile387 7 ай бұрын
Kantamal
@odishatoka80
@odishatoka80 7 ай бұрын
Boudh
@chinucreation755
@chinucreation755 7 ай бұрын
​@@odishatoka80hn
@RashmitaSardar-ku2rs
@RashmitaSardar-ku2rs 2 ай бұрын
Bahut sundar video dekhiki bhollo laguchhi
@ghanshyam4703
@ghanshyam4703 7 ай бұрын
Thank you🙏🙏🙏😮 ଏ ଆଖି କଣ ନ ଦେଖିଲା 🚗🚗🚗🚗🚗🛵🛴🚦🚦🚦🌉
@TejaSahu-b9l
@TejaSahu-b9l 9 күн бұрын
Bahut sundar lagu chhe Bhai tuma video dekhibapai
@priyankamajhi5181
@priyankamajhi5181 7 ай бұрын
କି ହସ ଲବ ଭାଇ ର ସୋ cute 🥰🥰🥰
@deepanjalipradhan3725
@deepanjalipradhan3725 5 ай бұрын
Video dekhi bahut khusi lagila keep top up agaku madichala
@BapunSoren-cl1ld
@BapunSoren-cl1ld 7 ай бұрын
Bahut bhala gadi
@villagestarsrikanta
@villagestarsrikanta 7 ай бұрын
ଲବ ଭାଇ ଚାଇନା ଆଉ ମଙ୍ଗୋଲିଆ ବୋଡ଼ର୍ ସେଫ୍ଟି ୱାଲ ନିଶ୍ଚୟ ଯିବେ ବହୁତ୍ ବଢିଆ ଭିଡ଼ିଓ ହବ। ଜୟ ଜଗନ୍ନାଥ 🙏
@udrakalingautkal1702
@udrakalingautkal1702 7 ай бұрын
ଆମ ନେତା ମନ୍ତ୍ରୀ ଭାରତୀୟ ମାନଙ୍କୁ ଭକୁଆ ବନେଇକି ରଖିଛନ୍ତି ଓ ତା ସାଙ୍ଗରେ ଏଯେଉଁପଣ୍ଡିତ ମାନେ ଆମକୁ ଭୂଆଁ ବୁଲାଉଛନ୍ତି ଜୟ ଶ୍ରୀରାମ୍ କୁହ, ଜୟ ଜଗନ୍ନାଥ କୁହ ଓ ଆଲ୍ଲାହୁ ଆକବର କୁହ, ଏହିକଥା କହିବା ପାଇଁ ଆମେ ମାନେ ବ୍ୟସ୍ତ ଆଉ ଟେକ୍ନୋଲୋଜି କଥା ଭାବିବାକୁ ବା ଚିନ୍ତା କରିବାକୁ ସମୟ କାହିଁଯେ ଆମେ ଆଗକୁ ବଢିବା ।
@sushilchakisushil557
@sushilchakisushil557 7 ай бұрын
❤❤❤❤
@abhinaik2798
@abhinaik2798 7 ай бұрын
ସତରେ କି ଭାଇ ତାହେଲେ ଲୋକ ମାନଙ୍କୁ ଟେକ୍ନୋଲୋଜି ବିଷୟ ରେ ଜଣାଅ
@diptiranjansahoo1518
@diptiranjansahoo1518 7 ай бұрын
Tora chuli pua aukat kan tu kahibu Banda ta
@SoumyaRanjanMishra-b7n
@SoumyaRanjanMishra-b7n 4 ай бұрын
ନହେଲେ ଆପଣ ତ ଭାରତ କୁ ସ୍ବର୍ଗ କୁ ନେଇଯାଇ ଥାନ୍ତ ଜୟ ଜଗନ୍ନାଥ କହିବନି ଆଉ ଖାଲି ଜୟ ଟେକ୍ନୋଲୋଜି କୁହା ଯେତେ ଚାଲାକି ହୋଉଛ ସେତେ ଗୁହ ଖାଉଛ
@Hearttouching24P
@Hearttouching24P 7 ай бұрын
ଲବ ଭାଇଙ୍କୁ ଦିଲ ସେ Salute 🙏🙏🙏
@Dillip-so7gn
@Dillip-so7gn 7 ай бұрын
Laba babu adi adi sarhaw
@NarahariGiri-g4f
@NarahariGiri-g4f 2 ай бұрын
ଲବ ଭାଇଙ୍କଚାଇନା bulakhusilagila thankyou
@ajitkumarmurmu3367
@ajitkumarmurmu3367 7 ай бұрын
ଶୁଭ ସକାଳ ଲୋବ ଭାଇ ❤❤❤❤
@R.Pcreation-gd9lp
@R.Pcreation-gd9lp 7 ай бұрын
ଲୋବ କିଏ ଲବ ନା ଲୋବ😅😅😅😅
@_______Prince_134
@_______Prince_134 7 ай бұрын
ସତରେ ଭାଇ ବିନା ଡ୍ରାଇଭର ରେ ଗାଡ଼ି ଚଳୁଛି ❤❤❤❤❤❤❤
@user-rajendra639
@user-rajendra639 7 ай бұрын
ଭାଇ ତମେ time traveling କଲଣି ଅତୀତ ମାନେ ଆଫ୍ରିକା ଆଦିବାସୀ ଏରିଆ ଭବିଷ୍ୟତ ମାନେ ଚୀନ technology ଏରିଆ ଗଲ ଗ୍ରେଟ୍❤❤❤❤❤❤❤❤❤
@babulunaik2057
@babulunaik2057 7 ай бұрын
ଲବ ଭାଇ ସତ କହିବ car ରେ ବସିଲା ବେଳେ ଟିକେ ଟିକେ ଡର😮 ଲାଗୁଥିଲା ନା like👍
@jagannathdwibedi909
@jagannathdwibedi909 7 ай бұрын
ଚାଇନା ଟେକ୍ନୋଲୋଜି ନମ୍ବର 1
@Bhagaan.....
@Bhagaan..... 7 ай бұрын
Really ଆଜିର ଭିଡିଓ ବହୁତ ଭଲ ଲାଗିଲା ଲବ ଭାଇ ସେ କାର୍ ଟା 😮
@dchdurga3125
@dchdurga3125 7 ай бұрын
Mayurbhanj ru kie kie dekhucho like koro..
@AnilMallik-x5h
@AnilMallik-x5h 5 ай бұрын
Khushi lagila bhai bina driver car dekhiki God bless you brother 🎉🎉🎉🎉🎉❤❤ love you
@PURADHILAVLOGS
@PURADHILAVLOGS 7 ай бұрын
Tarzan movie ୨୦୨୪ କିଏ କିଏ ଦେଖିଛ 😂
@MRJMOfficial
@MRJMOfficial 7 ай бұрын
ଭାଇ 1 milion ନିଶ୍ଚୟ ହେବ ସବୁଦିନ ଏହିପରି ଭଲ ଭଲ Intresting video ପକେଇଲେ।❤❤❤
@manumurmu4511
@manumurmu4511 7 ай бұрын
Good morning Laba ଭାଇ, ମୁଁ ଖେଳନା ପ୍ଲାଷ୍ଟିକ ଗାଡ଼ି ଦେଖିଛି ସତରେ Tarzan the wonder car
@binodtiaka36
@binodtiaka36 5 ай бұрын
ବହୁତ ଭଲ ଲାଗିଲା ଗାଡ଼ି ❤❤❤❤❤
@MIRUBAHAOFFICIAL-df9yx
@MIRUBAHAOFFICIAL-df9yx 7 ай бұрын
ଲବ ଭାଇଙ୍କୁ ଭୁତ ନେଇଯାଉଛି 🤣 ✌😝✌
@djchittacreation
@djchittacreation 5 ай бұрын
Superb😮 Bhai ❤
@koushalyabanchhor4180
@koushalyabanchhor4180 7 ай бұрын
Very nice God bless you all the best
@LaxmipriyaLaxmipriya-l7s
@LaxmipriyaLaxmipriya-l7s Ай бұрын
ଲବ ଭାଇଙ୍କ ପାଇଁ ଗୋଟିଏ ଲାଇକି 🎉🎉
@patelsahabxz2400
@patelsahabxz2400 7 ай бұрын
ବହୁତ interesting ଦାଦା
@anitanayak4464
@anitanayak4464 7 ай бұрын
Guest gadi re Dara laguniki Bhai super Bhai bhout bholo laguchi video dekhibaku
@priyabratapattnaik-s5w
@priyabratapattnaik-s5w 7 ай бұрын
Laba bahi nku kia kia bhala bhabucha like kara
@SURENDRAKUMARMAJHI-u3h
@SURENDRAKUMARMAJHI-u3h 7 ай бұрын
ଭାଇ କେନ୍ଦୁଝର ଜିଲ୍ଲାର ବିଧାୟକ ମୋହନ ଚରଣ ମାଝି ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ। ଆସନ୍ତାକାଲି ଶପଥଗ୍ରହଣ କରିବେ। ଚାଇନା ର ଉନ୍ନତ ଜ୍ଞାନକୌଶଳ ବିଷୟରେ ଜାଣି ବହୁତ ଖୁସି ଲାଗିଲା। ତୁମକୁ ଧନ୍ୟବାଦ ।
@sksidharthofficial3263
@sksidharthofficial3263 7 ай бұрын
ମୁଁ ମଧ୍ୟ ଆପଣଙ୍କ ପରି vloging ଆରମ୍ଭ କରିଛି, ଆପଣ ମାନଙ୍କ ସମସ୍ତ ଙ୍କ Support ଦରକାର -🙏😚
@Narengouda786
@Narengouda786 7 ай бұрын
❤❤❤
@debasisswain637
@debasisswain637 7 ай бұрын
ଭାଇ ଆପଣ ଙ୍କ ଭିଡିଓ ବହୁତ୍ ସୁନ୍ଦର ❤
@PrinceTushar-i6q3k
@PrinceTushar-i6q3k 7 ай бұрын
ଲବ ଭାଇ explore the great Wall of China
@maheswarsahoo3465
@maheswarsahoo3465 6 ай бұрын
ଆମେ ବି ଚାଇନା କୁ ଦେଖିଲୁ ଭଲ ଲାଗିଲା 👍👍👍👌👌👌
Cat mode and a glass of water #family #humor #fun
00:22
Kotiki_Z
Рет қаралды 42 МЛН
Beat Ronaldo, Win $1,000,000
22:45
MrBeast
Рет қаралды 158 МЛН
China smart City Xiamen चीन के शहर
21:31
Niranjan China
Рет қаралды 609 М.