ଏମିତି ରାସ୍ତା ଦେଖି ନ ଥିଲି ଆପେ ଆପେ ମଝିରୁ ଖୋଲି ଯାଉଛି ପୋଲ || Dhoom 3 open Bridge Russia

  Рет қаралды 349,852

ମୁଁ TRAVELLER

ମୁଁ TRAVELLER

Ай бұрын

ଏମିତି ରାସ୍ତା ଦେଖି ନ ଥିଲି ଆପେ ଆପେ ମଝିରୁ ଖୋଲି ଯାଉଛି ପୋଲ || Dhoom 3 open Bridge Russia #mutraveller
Connect with me on:
1. Facebook: share/ZACaKa...
2. Instagram: laba_hansda...
3. LinkedIn: www.linkedin.com/in/laba-hans...
4. X: x.com/HansdaLaba71922?t=qb9re...
5. Facebook page: share/r1beha...
Equipments used:
1. Dji osmo:- amzn.to/3V05rjY
2. Travel adapter:- amzn.to/3WWfs4b
3. Travel bag:- amzn.to/4bUD916
4. Power bank:- amzn.to/3wGD8z7
5. Iphone 14:- amzn.to/3V06pN8
6. Sony Alpha:- amzn.to/3Ki9u6g

Пікірлер: 1 200
@nalinimajhi5348
@nalinimajhi5348 Ай бұрын
ଅତି ସୁନ୍ଦର ୟାକୁ ହିଁ କହନ୍ତି life 😊😊😊 ଧନ୍ୟବାଦ ଏତେ ସୁନ୍ଦର ସ୍ଥାନ ସବୁ ଦେଖାଉ ଥିବାରୁ 🙏🙏
@Rembo199
@Rembo199 Ай бұрын
Bindas life ❤❤❤ kahanti eta hii
@kameswarYouTubeExpress
@kameswarYouTubeExpress Ай бұрын
Thanks for information 🥰💝 I am from Brhampur city
@theanimal3153
@theanimal3153 Ай бұрын
❤❤
@banamalimusic3333
@banamalimusic3333 Ай бұрын
Hn
@GouraSahoo123
@GouraSahoo123 Ай бұрын
Hy
@MoVlogs143
@MoVlogs143 Ай бұрын
ଓଡ଼ିଶାରେ କିଏ ଅଛ ଲାଇକ କରନ୍ତୁ ଦୟାକରି
@AbhimanyuDas-us6co
@AbhimanyuDas-us6co Ай бұрын
ଭାଇ ମୁଁ 75 ନମ୍ବର କମେଟ କରିଚି ଭାଇ ମୁଁ ମୟୂରଭଞ୍ଜ ଠାକୁରମୁଣ୍ଡା ମୋ ନାମ ଅଭିମନ୍ୟୁ ଦାସ ଜୟ ଜଗନ୍ନାଥ ଜୟ ମା ଵାଷୁଳି
@FastingGaming123
@FastingGaming123 Ай бұрын
❤❤❤❤❤
@FastingGaming123
@FastingGaming123 Ай бұрын
Mu bi Thakurmunda ro pila
@loveislifecreation1491
@loveislifecreation1491 Ай бұрын
Abhimanyu bhai juhar❤❤❤
@user-mh1py9wk9q
@user-mh1py9wk9q Ай бұрын
Mu bi thakurmunda ra
@Sipun366
@Sipun366 Ай бұрын
Mu bi Thakurmunda ru
@anupamanayak8568
@anupamanayak8568 Ай бұрын
ଓଃ କି ସୁନ୍ଦର ।ସୁନ୍ଦର ତୃପ୍ତି ରେ ଅଵସାଦ ନାହିଁ ଯେତେ ଦେଖୁଥିଲେ ନୂଆ ଦିଶୁଥାଏ । ଲବ ଵେଟା ଅନେକ ଅନେକ ଧନ୍ୟବାଦ ।
@krushnachandraPal-zo6lj
@krushnachandraPal-zo6lj Ай бұрын
Kn dekhibaku iccha acchi ki❤❤❤
@DipuNaik-zt7iq
@DipuNaik-zt7iq Ай бұрын
ଲବ ଭାଇ ମୁଁ ତୁମର 255 ଟି ଯାକ video ଦେଖିଛି । ଲବ ଭାଇ ପାଇଁ ଗୋଟେ like ହେଇଯାଉ । ❤
@chintubhai8030
@chintubhai8030 Ай бұрын
Tame Bhai besi randu a hai gala
@SonaliPattnayk46
@SonaliPattnayk46 Ай бұрын
ଲବ ଭାଇ ଙ୍କ ପାଇଁ ଆମ ଓଡ଼ିଶା ଆଜି ଗର୍ବ କରୁଛି❤👍♥️
@karabaskeyofficial7034
@karabaskeyofficial7034 Ай бұрын
ସବୁଠୁ ଭଲ ଲାଗେ ମୋତେ ଲଵ ଭାଇ ର drone short ଭିଡିଓ ଆଉ ଆପଣଙ୍କୁ କେମିତି ଲାଗେ comment କରି କୁହ ଜୟ ଜଗନ୍ନାଥ ......
@DJAUDIOZONE
@DJAUDIOZONE Ай бұрын
ତାହାଲେ ତ କହିବା କଥା ଆମ ଓଡ଼ିଶା କୁ ଯଦି କେହି ଚିହ୍ନି ଥିବେ କେବଳ ଲବ ଭାଇଙ୍କ ପାଇ , ମା giha କହିଲା ଲବ ପାଇ ଓଡ଼ିଶା ଗର୍ବିତ ତ ବଉ ବିୟା ରେ ଗେ
@laxmansoren3495
@laxmansoren3495 28 күн бұрын
Sate na kn...!!!!
@GangadharSahu-zf5zg
@GangadharSahu-zf5zg 11 күн бұрын
Lab bhaimale tumirajaz
@dhanirambeg7820
@dhanirambeg7820 Ай бұрын
ଲବ ଭାଇ ଯୁହାର ବହୁତ ସୁନ୍ଦର ହେଇଛି ଦେଖି ବହୁତ ଆନନ୍ଦିତ ଲାଗିଲା
@jyotishsurin951
@jyotishsurin951 Ай бұрын
Dhoom 3 wala bridge..
@MohanExcellentAWPL
@MohanExcellentAWPL Ай бұрын
Laba bhai ତୁମର ଏହି ଭିଡିଓ ଟିରେ ପୋଲର ଦୃଶ୍ୟ ଟା ବହୁତ ସୁନ୍ଦର ହେଇଚି
@theanimal3153
@theanimal3153 Ай бұрын
ଏତେ ସୁନ୍ଦର ଜାଗା 🥴🥴🥴ଭିଡ଼ିଓ ରେ ଦେଖିକି ଏତେ ସୁନ୍ଦର ଲଗୁଛି ❤️ପାଖରେ ଦେଖିକି ଆପଣଂକୁ ସ୍ୱଗ ପରି ଲାଗୁଥିବ ❤️❤️❤️❤️❤️
@karabaskeyofficial7034
@karabaskeyofficial7034 Ай бұрын
ସବୁଠୁ ଭଲ ଲାଗେ ମୋତେ ଲଵ ଭାଇ ର drone short ଭିଡିଓ ଆଉ ଆପଣ ମାନଙ୍କୁ କେମିତି ଲାଗେ comment କରି କୁହନ୍ତୁ ଜୟ ଜଗନ୍ନାଥ
@kishorehansdah4248
@kishorehansdah4248 Ай бұрын
Jabardast
@DecemberMajhi-ej2hc
@DecemberMajhi-ej2hc Ай бұрын
Bahut bhala
@ViralYouTubeShortsNo1
@ViralYouTubeShortsNo1 Ай бұрын
No 1ଓଡ଼ିଆ vloger ❤❤
@dambrudharnayak7809
@dambrudharnayak7809 Ай бұрын
ଆମ ଓଡ଼ିଶା ର ମୟୂରଭଞ୍ଜର ଲବ ଭାଇଙ୍କୁ ଧନ୍ୟବାଦ ❤
@tapanmarndi2787
@tapanmarndi2787 Ай бұрын
ଋଷିଆ ରେ ବହୁତ ସୁନ୍ଦର ଘର ହେଇ ଅଛି। ରାଜ ଭବନ, ବହୁତ୍ ସଫା ସୁତରା ଦେଶ। ମତେ ବହୁତ୍ ଭଲ ଲାଗିଲା। ମୋତେ ଘର ଏବଂ road clean ସବୁଠୁ ଭଲ ଲାଗିଲା।jay ଜଗନ୍ନାଥ ବ୍ରିଜ ତ ବହୁତ୍ ସୁନ୍ଦର୍ ଭିଉ ଅଛି।thank u bhai love 💕💕 you।
@nalinimajhi5348
@nalinimajhi5348 Ай бұрын
ଚମତ୍କାର କାରିଗରି 😊❤❤❤❤
@F56980
@F56980 Ай бұрын
ଓଡିଶାରେ ପିସି କାରିଗରୀ
@AkshayNaik-se2je
@AkshayNaik-se2je Ай бұрын
Laba bhai one and only odia international KZbinr. Odisha proud for laba hanshda. Great laba bhai
@hemantabahera8047
@hemantabahera8047 Ай бұрын
Wow nice briji ସେଠିକାର ଟେକ୍ନୋଲୋଜି କୁ ମାନିବାକୁପଡ଼ିବ ବହୁତ୍ ହି ଭଲଲାଗିଲା ଧନ୍ୟବାଦ, ଜୟ ଜଗନ୍ନାଥ ଜୟ ପଞ୍ଚସଖା ❤❤❤❤❤❤❤❤❤❤❤❤❤❤❤❤
@sunilparida3480
@sunilparida3480 Ай бұрын
ଜୟ ଜଗନ୍ନାଥ ଲବ ଭାଇ 👌❤️🙏🙏🔥🔥😘😘
@janakakanhar
@janakakanhar Ай бұрын
ସବୁ କିଛି ଭଲ ଲାଗେ ଲବ ଭାଇର vlogging Love you ଲବ ଭାଇ ❤❤
@udayhoriom1005
@udayhoriom1005 Ай бұрын
ଲବ ଭାଇ ବହୁତ ସୁନ୍ଦର ଜିନିଷ ଦେଖିବା ପାଇଁ ମିଳୁଛି ଆପଣ ଙ୍କ ପ୍ରତିଭା କୁ ମାନିବାକୁ ପଡ଼ିବ ଦେଶ ବିଦେଶର ଖବର ସହିତ ଜୀବନ ଯାପନ ର ଦୃଶ୍ୟ ଦେଖିବାକୁ ସୁଯୋଗ ସୃଷ୍ଟି କରି ଛନ୍ତି ଧନ୍ୟବାଦ ଆଜ୍ଞା 🙏🏼🌹🙏🏻🌹
@bikashsahu4391
@bikashsahu4391 Ай бұрын
ଲବ ଭାଇ video କୁ like କର ଜୟ ଜଗନ୍ନାଥ ଲବ ଭାଇ 🎉🎉
@Creater174
@Creater174 Ай бұрын
Love from odisha laba bhai ❤❤❤❤❤❤❤❤❤❤❤❤❤❤❤❤ Dhenkanal
@hrudanandasankhua5824
@hrudanandasankhua5824 Ай бұрын
ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍
@ramachandranaik1132
@ramachandranaik1132 Ай бұрын
🎉ଅତି ସୁନ୍ଦର ଲବ ଦା 👌👍🌹
@subanya2018
@subanya2018 Ай бұрын
ବହୁତ ସୁନ୍ଦର ଲାଗୁଛି ଜୟ ଜଗନ୍ନାଥ
@mahendramajhi-jn5mn
@mahendramajhi-jn5mn Ай бұрын
❤❤❤❤🎉🎉🎉laba bhoi
@SanjuSoy-ez3hl
@SanjuSoy-ez3hl Сағат бұрын
ବହୁତ ସୁନ୍ଦର ଲାଗୁଛି ଲବ ଭାଇ ଆମ ମୟୂରଭଞ୍ଜ ଜିଲ୍ଲାର ନାଁ ରଖିଦେଲେ। thanks to ଲବ ଭାଇ।
@pradeeporam3540
@pradeeporam3540 29 күн бұрын
What a ଦୃଶ୍ୟ ଭାଈ mind blowing ❤
@user-qt4lg6rf6t
@user-qt4lg6rf6t Ай бұрын
ମୁଁ ନବରଙ୍ଗପୁର ଜିଲ୍ଲାର ଏକ ଆଦିବାସୀ ପିଲା ମୁଁ ଆପଣଙ୍କ ବିଡ଼ିଓ ସବୁ ବେଳେ ଦେଖେ ବଡିଆ ମଜା ଲାଗେ ଭାଇ ବହୁତ ବହୁତ ଧନ୍ୟବାଦ୍ ଜୟ ଜଗନ୍ନାଥ
@nathamunda5006
@nathamunda5006 Ай бұрын
ଲବ ଭାଇ ବହୁତ ଭଲ ଆମେ ଫିଲ୍ମ୍ ରେ ଦେଖିଚୁ ସତରେ ତମେ ଦେଖୁଚ ଲବ ଭାଇ ଜୟ ଜଗନ୍ନାଥ
@user-cm4nz6yp8n
@user-cm4nz6yp8n Ай бұрын
Mast ochi Bhai Jaa ohu apannku dhanhabad 🥰🥰🥰🥰 Borigumma Pilla ♥️kor
@user-bp5ig9jh8m
@user-bp5ig9jh8m Ай бұрын
Open bridge bhala lagila, thank you
@SbabuBandia-by4gg
@SbabuBandia-by4gg Ай бұрын
Omy god very nice 👍....bhai
@khageswarkudel9895
@khageswarkudel9895 Ай бұрын
ସୋନପୁର ରୁ କୀଏ ଦେଖୁଛ ଲାଇକ କର
@Alekha-zb3oz
@Alekha-zb3oz 22 күн бұрын
ମୁ ଚିକିଟି ରୁ ଦେଖୁଚି
@kmodiachannel290
@kmodiachannel290 22 күн бұрын
Mu b.m.pur ru dekhuchi
@user-vf2ni9fq7s
@user-vf2ni9fq7s 13 күн бұрын
Mu sunapur ru dekhuchi
@Ranjan-ov3rv
@Ranjan-ov3rv Күн бұрын
ମୁଁ ବିନିକା ତାଳମୁଣ୍ଡା ରୁ ଦେଖୁଚି
@user-hj9qj2el2u
@user-hj9qj2el2u Ай бұрын
ତମ ଦୟା ରୁ ଭାଇ କେତେ ନୂଆ ନୂଆ ଜାଗା ଦେଖି ବାକୁପାଇଲି ଧନ୍ୟବାଦ ଭାଇ ❤️❤️❤️❤️
@kapileswarmandal1052
@kapileswarmandal1052 Ай бұрын
ଲୋବ ଭାଇ ବହୁତ୍ ସୁନ୍ଦର ଜାଗା ଦେଖିକି ଖୁସି ଲାଗିଲା
@durjyakumarsabar5032
@durjyakumarsabar5032 Ай бұрын
କିଏ କିଏ ଲବ ଭାଇଙ୍କ ଭିଡିଓ କୁ ଅପେକ୍ଷା କରି ରହୁଛ ❤❤❤
@EpriyamRaita2006
@EpriyamRaita2006 Ай бұрын
Mu bro any time dekuchi bro and waiting re rohuchi bro
@user-yg6rd3pj2g
@user-yg6rd3pj2g Ай бұрын
Wow 😲
@NandakiswarMallick
@NandakiswarMallick Ай бұрын
ଜୟ ଶ୍ରୀ ଜଗନ୍ନାଥ ବହୁତ ସୁନ୍ଦର ଧନ୍ଯବାଦ କନ୍ଧମାଳ ରୁ
@gopalsamantaray7664
@gopalsamantaray7664 Ай бұрын
ବହୁତ ସୁନ୍ଦର
@mgkoraputia5161
@mgkoraputia5161 Ай бұрын
ମୁ କୋରାପୁଟିଆ ନାନା ❤❤❤
@durgasoren2136
@durgasoren2136 Ай бұрын
Very beautiful video + place
@judhisthiranaik2503
@judhisthiranaik2503 Ай бұрын
Video ଦେଖି ବହୁତ ଖୁସି ଲାଗିଲା l
@govindasabar498
@govindasabar498 Ай бұрын
Laba bhai bahut vl lagila blok
@malatimarndi8131
@malatimarndi8131 Ай бұрын
Beautiful place. Enjoy. God bless you.
@RanjitSahoo-id1bc
@RanjitSahoo-id1bc Ай бұрын
Bhai garam
@ratanlalpurty3569
@ratanlalpurty3569 Ай бұрын
Super Brother, ଏତେ ସୁନ୍ଦର ଜାଗା, God Blesse You ❤️🌹❤️🌹❤️🌹
@kapurchandramajhi963
@kapurchandramajhi963 Ай бұрын
ବହୁତ ସୁନ୍ଦର ଲାଗିଲା ଭାଇ ।
@ArjunBeta143
@ArjunBeta143 Ай бұрын
100 lak views asiba
@tukumanisahu6646
@tukumanisahu6646 Ай бұрын
Bhai Tama video bahut bhala laguchhi
@rsromeo88
@rsromeo88 27 күн бұрын
ଅତି ସୁନ୍ଦର
@66671jasmin
@66671jasmin Ай бұрын
Wow ki beautiful bridge
@Balya-o5b
@Balya-o5b Ай бұрын
ଜୟ ଜଗନ୍ନାଥ ଲବ ଭାଇ ❤❤❤
@john.solodrive
@john.solodrive Ай бұрын
Praise the Lord❤❤❤❤
@BhubaneswarNayak-pk4tq
@BhubaneswarNayak-pk4tq 26 күн бұрын
ବହୁତ ସୁନ୍ଦର ଲାଗୁଛି ଭାଇ ଆପଣଙ୍କ ଭିଡିଓ ❤❤❤
@samirabhatta792
@samirabhatta792 Ай бұрын
Such as a nice place, thanks laba
@manaskumar9259
@manaskumar9259 Ай бұрын
Very nice 👍
@BibhutiSwainGalatainment
@BibhutiSwainGalatainment Ай бұрын
Keep it up Proud of odisha
@baidyanathmunduri7866
@baidyanathmunduri7866 Ай бұрын
Very nice video Lobha bhai
@binodkumar-px7ld
@binodkumar-px7ld Ай бұрын
ବ୍ରିଜ୍ ଦେଖି ଆଶ୍ଚର୍ଯ୍ୟ ହୋଇଗଲି ଏମିତି ସବୁ ଖୋଲି ଯାଉଛି ପୁଣି ବନ୍ଦ ହେଉଛି ବହୁତ୍ ସୁନ୍ଦର ଥିଲା ଏହି ଭିଡିଓ ଥାଙ୍କିୟୂ ଲବଭାଇ 👍👌🫵
@B.B.B1397
@B.B.B1397 Ай бұрын
Bhai nka Pai one like❤
@user-cb6tj1oq7o
@user-cb6tj1oq7o Ай бұрын
Bahuta sundara video bhai👍
@sunilcreation02
@sunilcreation02 Ай бұрын
ବହୁତ ସୁନ୍ଦର ଲାଗିଲା 👌👌
@chandramanimahanta8332
@chandramanimahanta8332 Ай бұрын
ଭଲ ଲାଗିଲା ଖୋଲା ବ୍ରିଜ ଦେଖି ଜୟ ଜଗନ୍ନାଥ ସ୍ବାମୀ
@laxmanmurmu3285
@laxmanmurmu3285 Ай бұрын
Bahut badhiya
@SantanuDehury-gg9ko
@SantanuDehury-gg9ko Ай бұрын
Jay Jagannath Bhai very very nice ok 👍👍👍👍👍
@BapaPuaOdishaVlogger
@BapaPuaOdishaVlogger Ай бұрын
ଭିଡ଼ିଓ ଟି ବହୁତ ସୁନ୍ଦର ଲାଗିଲା ଲବ ଭାଇ । ଜୟ ଜଗନ୍ନାଥ
@aksbs11
@aksbs11 Ай бұрын
Jai jaggnath. GO ON LIKE THIS PLACES..
@badalkumar3253
@badalkumar3253 Ай бұрын
Laba bhai love you ❤️
@umerkotelkncreation
@umerkotelkncreation Ай бұрын
ନବରଙ୍ଗପୁର ରୁ କିଏ କିଏ ଦେଖୁଛ ଭାଇ
@user-kv8lv5mo6h
@user-kv8lv5mo6h Ай бұрын
Bhai mun Nabarangpur to Dekhuchi
@DebiprasadMali-ht8kx
@DebiprasadMali-ht8kx Ай бұрын
Mui bi
@rocky-cu1rn
@rocky-cu1rn Ай бұрын
Tu eka au kehi ni 😂
@tripatipujari7926
@tripatipujari7926 Ай бұрын
mu nabarang pur ru dekuchi bhai
@loknathgond2563
@loknathgond2563 Ай бұрын
Raighar ru dekuchi
@sudamprasadmahanta3754
@sudamprasadmahanta3754 Ай бұрын
ବହୁତ ସୁନ୍ଦର ଦେଖା ଯାଉଚି, ତୁମର ଏତେ ସୁନ୍ଦର ଭିଡିଓ ବି ଦେଖୁଚି
@adivasikherwaljumid
@adivasikherwaljumid Ай бұрын
Wow! Very nice.
@ChandrayMajhi-we9rm
@ChandrayMajhi-we9rm Ай бұрын
Waooooooo ❤❤❤❤
@laxmipriya7230
@laxmipriya7230 Ай бұрын
ଜୟ ଜଗନ୍ନାଥ 🙏,,,,,, ଭିଡ଼ିଓ ଟି ବହୁତ ସୁନ୍ଦର ହୋଇଛି ଭାଇ ✨,,,, ତୁମ ପାଇଁ ଆମେମାନେ ଘରେ ବସିକି ଏତେ ସୁନ୍ଦର ଭିଡ଼ିଓ ଦେଖିପାରୁଛୁ 💫🥳
@krushnachandraPal-zo6lj
@krushnachandraPal-zo6lj Ай бұрын
Hii u from which district😅😅
@user-ff8jr4wq2t
@user-ff8jr4wq2t Ай бұрын
Very good 👍 very beautiful 😍❤️❤️❤️
@laxmidharajena5290
@laxmidharajena5290 18 күн бұрын
ଏ,ମିନତି ସୁଦର ଜାଗା ଦେଖେଈଚାଲ ଆମକୁ,,,ଭାଇ
@gajendraprasadsahu703
@gajendraprasadsahu703 Ай бұрын
Ehipari bridge ama India re bhi achhi. Seita khiderpur duck kolkata re achhi .. thank you ❤️🙏🏿 laba
@LaxmanKhandayataray
@LaxmanKhandayataray Ай бұрын
Laba Bhai fan kie like Kara ❤❤❤
@krishnadash4569
@krishnadash4569 14 күн бұрын
ଜୟ ଜଗନ୍ନାଥ
@RakeshKumar-ol2qn
@RakeshKumar-ol2qn Ай бұрын
You are the real kainga putra in our odisha state... You deserve the very spectacular way in you concern.but the adertising in our puri ...jagananth..russia country.jai hindstan..naam unchha karo hamara desh ka......
@sabitarani6363
@sabitarani6363 Ай бұрын
ଆମ ଦକ୍ଷିଣ ଭାରତରେ ଏମିତି ଗୋଟେ ପୋଲ ଅଛି, ଯାହାର ନାମ ପମ୍ବନ ।ଏହି ପୋଲ ଦେଖିଲା ପରେ ଜଣେଇବାକୁ ପଡିଲା । ଧନ୍ୟବାଦ
@bipinlipavlogs
@bipinlipavlogs Ай бұрын
ହେ ପ୍ରଭୁ ଏ ସବୁ କଣ ମୁଁ ଦେଖକି ପାଗଳ ହେଇଗଲଣି.. 😂 ଆପଣ ମାନେ ଲବ ଭାଇଙ୍କୁ ଭଲ ପାଉଥିଲେ like here 😍😍
@mysteriousfactzone
@mysteriousfactzone Ай бұрын
Mental Hospital ku pala
@sweet-ritu
@sweet-ritu 26 күн бұрын
King of the world traveller nd wonderful world 🌎🌎🔥🔥🥰❤️❤️🙏🙏
@banibijuli6115
@banibijuli6115 Ай бұрын
Bahut Sundar lagila thank you Labo Bhai aamoku ete sundar sundar place dekhau thibaru Jay jagannath 🙏🙏 bhagwan tumoku sabu bele khusi re rakhantu 🥰🥰
@blogerboyhimanshu
@blogerboyhimanshu Ай бұрын
Wow very beautiful place Laba Bhai Jai jagannath 🙏❤️
@BaliGouda-eg8up
@BaliGouda-eg8up 11 күн бұрын
Veri. Goud. Bhai. Hii
@rameshhikaka8419
@rameshhikaka8419 27 күн бұрын
ଅତି ସୁନ୍ଦର ଦୃଶ୍ୟ ଦେଖେଇଟିବାରୁ ଧନ୍ୟବାଦ୍ ଭାଇ❤
@balarampanda3991
@balarampanda3991 Ай бұрын
Khub. Bhala lagila
@dmayushvlogs
@dmayushvlogs 24 күн бұрын
Life ରେ କେହି ଏମିତି enjoy କରି ନ ଥିବେ ହେଲେ ଯାହାବି କୁହୋ ମତେ ସବୁଠୁ ଭଲ ଲାଗେ ଲବ ଭାଇ life ରେ enjoy କରିପାରୁଛନ୍ତି ❤❤❤❤
@chakradharamuduli5006
@chakradharamuduli5006 Ай бұрын
Supar laba bhai
@npvlogs3132
@npvlogs3132 Ай бұрын
Very nice view, Bridge opening is so interesting ❤
@TapaswiniDas-yr3xj
@TapaswiniDas-yr3xj Ай бұрын
ବହୁତ ଭଲ ଲାଗିଲା ଭିଡିଓ ❤
@narendraraita4662
@narendraraita4662 Ай бұрын
ଧନ୍ୟ ବାଦbro
@manumurmu4511
@manumurmu4511 Ай бұрын
ସତରେ ଭାଇ bridge ଦେଖିକି ମନଟା ପୁରା ପୁରି ଖୁସ୍ ହେଇଗଲା
@SubashGarada
@SubashGarada Ай бұрын
Bahut sundar place dekhei thibaru❤thank u Laba bhai
@MahendraBhatra-ze7sl
@MahendraBhatra-ze7sl 28 күн бұрын
ଲବ ଭାଈ ଜୟ ଜଗନ୍ନାଥ ❤❤❤
@swatisfamilyvlog
@swatisfamilyvlog Ай бұрын
Jay jagannath jay odisha jay jagannath
@user-dw3gq9yx7v
@user-dw3gq9yx7v Ай бұрын
very very nice video iLove you Loba bhai jay jaganatha
@narayantripathynarayantrip2865
@narayantripathynarayantrip2865 Ай бұрын
Beautiful opening bridge 🌉🌉 Russia beautiful city 🏙️🏙️ trips safe journey God bless you
@amanbabu9241
@amanbabu9241 Ай бұрын
Good job vai...bahut sundar vedio dekheithibaru...thank yuo ❤❤❤❤
I’m just a kid 🥹🥰 LeoNata family #shorts
00:12
LeoNata Family
Рет қаралды 20 МЛН
Alat Seru Penolong untuk Mimpi Indah Bayi!
00:31
Let's GLOW! Indonesian
Рет қаралды 14 МЛН
Anuradha | Full Ep 256 | 2nd July 2024 | TarangTV | Tarang Plus
22:48
I’m just a kid 🥹🥰 LeoNata family #shorts
00:12
LeoNata Family
Рет қаралды 20 МЛН