ବିରୋଧୀଙ୍କ ଷଡ଼ଯନ୍ତ୍ରରେ ଫଶିଗଲେ ମୂଖ୍ୟମନ୍ତ୍ରୀ! / Mohan Majhi in tension! / Srimandira chari dwara

  Рет қаралды 554,849

KARTAVYA NEWS

KARTAVYA NEWS

Күн бұрын

June,17,2024, ବିରୋଧୀଙ୍କ ଷଡ଼ଯନ୍ତ୍ରରେ ଫଶିଗଲେ ମୂଖ୍ୟମନ୍ତ୍ରୀ! / Mohan Majhi in tension! / Pandian vs Mohan Majhi / Kartavya News #mohanmajhi #bjp #cmo #official #officer #officers #bureaucracy #bureaucrat #bureaucrats #naveenpatnaik #odishapolitics #kartavyanews #odisha #odishapolitics #odianews #odia #cmo #prabhatiparida #kbsinghdeo #kanakbardhan #vicecm #latestnews #odishanewstoday #puri #purijagannath #jagannath #jagannathtemple #purinews #jagannathpuri #srimandir #kalia
Disclaimer : It's a News video and we are aware about it... If you have any problem then you can contact us through our Facebook page @KartvyaNews 👈
📌Copyright Disclaimer: Copyright Disclaimer Under Section 107 of the copyright act 1976, allowance is made for "fair use" for purposes such as criticism, comment, news, reporting, teaching, scholarship and research. Fair use is a use permitted by copyright statute that might otherwise be infringing. Nonprofit, educational or personal use tips the balance in favour of fair use.
👉If you are new here so please subscribe to the channel 🙏 and press the Bell Icon 🔔📌
👉 Keep showering your love and support ❤️🙏😊
👉 Thank you 🙏
👉 contact us - info. Kartavyanews@gmail.com

Пікірлер: 497
@umashankarbohidar5771
@umashankarbohidar5771 3 ай бұрын
ଦିନକୁ ଦିନ ଲୋକ ସଂଖ୍ୟା ବଢ଼ୁଛନ୍ତି, ଭକ୍ତ ସଂଖ୍ୟା ବଢ଼ୁଛନ୍ତି,bjd ର ସଡ଼ଯନ୍ତ୍ର ନୁହେଁ,୪ ଟି ଦ୍ଵାର ଦେଇ ଏକ ସଙ୍ଗେ ଲୋକ ପ୍ରବେଶ ଯଦି କରିବେ , ଲୋକ ଭିତରେ ହଇରାଣ ହେବେ, ଆଗରୁ ଘଣ୍ଟା ଘଣ୍ଟା ଧରି ବାହାରେ ଶାନ୍ତି ରେ ଅପେକ୍ଷା କରୁ ଥିଲେ, ଏବେ ଭିତରେ ଠେ ଲା ପେଲା ହେଇ ଅପେକ୍ଷା କରିବେ , ମୋ ବୁଦ୍ଧି ଅନୁସାରେ କହିଲି
@monalisha9302
@monalisha9302 3 ай бұрын
Sir agaru kn gote dwara dei mandiraku prabesh karuthile ki??
@JagannathSahoo-t6j
@JagannathSahoo-t6j 3 ай бұрын
Sir, before jaha present taha. 7 pahacha tharu Katha gada paryant barricade datkar.
@umashankarbohidar5771
@umashankarbohidar5771 3 ай бұрын
@@monalisha9302 hn
@Mohantakld
@Mohantakld 3 ай бұрын
E akal BJP ke pas nahin hai
@rudrammulti-services6245
@rudrammulti-services6245 3 ай бұрын
Police thik re kama nakale dismiss karile karibe
@s....p7120
@s....p7120 3 ай бұрын
ନବୀନ ସାର ବେଷ୍ଟ CM
@niranjanpatra7136
@niranjanpatra7136 3 ай бұрын
ନିଜ ଭୁଲ ନଜେଠିକ୍ କର ଆଉ କାହାକୁ ଦୋଷ ଦବା ଠିକ୍ ନୁେହଁ
@sakarsansarafsankar9235
@sakarsansarafsankar9235 3 ай бұрын
RIGHT point 👉🏿
@SwastiLenka
@SwastiLenka 3 ай бұрын
To bapa pente re sale,nida bhangunahi tumara
@sanjaymohanta1993
@sanjaymohanta1993 3 ай бұрын
ରଜ ଛୁଟି ପାଇଁ ଏମିତି ହେଲା ଯଦି, ରଥ ବେଳେ କଣ ହେବ ଟିକେ ଭାବନ୍ତୁ
@nirajanbeheraniranjan6035
@nirajanbeheraniranjan6035 3 ай бұрын
ଆମ ଭୁଲ ଙ୍କୁ ସୁଧାଡ଼ିବା ଆବଶକ୍ୟ ପୋଲିସ ଙ୍କୁ ଦୋଷ ନ ଦେଇ ନିଜର ଭୁଲୁକୁ ସୁଧାଡ଼ିବା ଆବଶକ୍ୟ
@keerttibarik5139
@keerttibarik5139 3 ай бұрын
Bala ta bhull sala police bala ku acction neba katha bahut abahela karuchanti
@BajiaBehera
@BajiaBehera 3 ай бұрын
T.k
@tapasranjanmajhi099
@tapasranjanmajhi099 3 ай бұрын
ଏହା ହେଉଛି ମିଡ଼ିଆ ର ସରକାର ପ୍ରତି ଥିବା ପ୍ରେମ
@Sumitradevi-k2m
@Sumitradevi-k2m 3 ай бұрын
Right
@krazy.69
@krazy.69 3 ай бұрын
ନୂଆ ମୁଖ୍ୟମନ୍ତ୍ରୀ ନିଶ୍ଚିନ୍ତ ରେ ରୁହନ୍ତୁ ଆମେ ପରା ଆପଣଙ୍କୁ ଅର୍ଥାତ୍ ବିଜେପି ସରକାରକୁ ଭୋଗ ଦେଇଛୁ
@sanatanapradhan7483
@sanatanapradhan7483 3 ай бұрын
ସବୁ ବଦଳି ଦିଅନ୍ତୁ
@kkpattnaik4511
@kkpattnaik4511 3 ай бұрын
A ସବୁ ପଇସା ଖିଆ news ବାଲା ମାନେ କେବଳ ପଇସା ନେଇ କାମ କରିବେ ଆହୁରି ପୋଲିସ କୁ ଦୋଷୋ ଦେବେ 😂😂😂
@SwastiLenka
@SwastiLenka 3 ай бұрын
Tuma muhanku laja nahire aintha khia kukura
@chikukhusicreations9488
@chikukhusicreations9488 3 ай бұрын
😅😅
@sabitasahoo5747
@sabitasahoo5747 3 ай бұрын
Right
@gandharbanayak5660
@gandharbanayak5660 3 ай бұрын
Sabu adhikarinku badalei diantu🙏🙏🙏🙏
@ashokdash1421
@ashokdash1421 3 ай бұрын
ସବୁ ଠିକ ହେଇଯିବ। ଟିକିଏ ସମୟ ଲାଗିବ
@debendradas.official3716
@debendradas.official3716 3 ай бұрын
ଏଥିପାଇଁ ମୁଖ୍ୟମନ୍ତ୍ରୀ ଦାୟୀ
@sibashankarnayak9689
@sibashankarnayak9689 3 ай бұрын
Perfect News please chang police
@MuralidharMulia
@MuralidharMulia 3 ай бұрын
ରାଜ୍ୟର ସବୁ ପୁଲିସ ପୁରୀରେ ରଖ।
@anitapatla3240
@anitapatla3240 3 ай бұрын
Au baki area re gunda mane raj koronthu....bjp ro
@manasmohanty3825
@manasmohanty3825 3 ай бұрын
​@@anitapatla3240thik kHicha bhai
@gggamer5478
@gggamer5478 3 ай бұрын
ସମସ୍ତଙ୍କୁ transfer କରିଦିୟ
@RDdeepti2017
@RDdeepti2017 3 ай бұрын
Tankar bhul nahi Ate gahali jauchanti kana darsan payin mana karibe na sabu ku pitibe Jadi apana a jagare thhante Gote time jaeki duty Kari dekhantu manabikata hisabre Tapare transfer Katha muhare anantu
@Maamohini2563
@Maamohini2563 3 ай бұрын
​@@RDdeepti2017 bahut bada chatulkar nikla
@Sleeping-z2e
@Sleeping-z2e 3 ай бұрын
Tu jai jagibu😅
@bipinbiharinayak5973
@bipinbiharinayak5973 3 ай бұрын
Actually right please action for police
@brajakishorepadhi4022
@brajakishorepadhi4022 3 ай бұрын
କିଛି ନୁହେଁ ବେକାର କଥା। ରଜ ପାଇଁ ଭିଡ।
@Diamond.supar.
@Diamond.supar. 3 ай бұрын
ନୁଆ ମୁଖ୍ୟ ମନ୍ତ୍ରୀ କୁ ବଦନାମ୍ କଲେ ନବୀନ କୁ ଧର୍ମ ସହିବନି
@biswanathbehera2013
@biswanathbehera2013 3 ай бұрын
tu chodipua kn janichu kahilu
@biswanathbehera2013
@biswanathbehera2013 3 ай бұрын
tu chodipua kn janichu kahului
@ranjitmahalik2247
@ranjitmahalik2247 3 ай бұрын
ସାର ସେଠାରୁ ପୁରୁଣା Police out କରାଗଲେ ଠିକ୍ ହୋଇଯିବ,
@khulananahak1618
@khulananahak1618 3 ай бұрын
ଭାବିଚିନ୍ତି କାମକଲେ ଅସୁବିଧା ନ ପଡଇହେଲେ ଏବେପୁଲିସ ମୁଣ୍ଡରେ ଦୋଷ ବା ବା ରେସରକାର
@smadl4626
@smadl4626 3 ай бұрын
Majhi odisha chaleile jaha haba
@maheshbishi3411
@maheshbishi3411 3 ай бұрын
ବଜରଙ୍ଗ ଦଳ ର କର୍ମ କର୍ତା ମାନଙ୍କୁ ଦାୟିତ୍ୱ ଦିଅ ଯାଉ ସବୁ ଜିଲ୍ଲା ରୁ ଗୋଟିଏ ସପ୍ତାହ ପଯ୍ୟନ୍ତ କାର୍ଯ୍ୟ କରିବେ jay jagannath
@satrughnanaik4393
@satrughnanaik4393 3 ай бұрын
ନେହେରୁ ଦାୟୀ କହି ଦାୟିତ୍ୱରୁ ଖସିଯିବା ମୋଦିଙ୍କ ଚାଲାକି କରିବା ବନ୍ଦ କରନ୍ତୁ | ନବୀନ ସରକାରଙ୍କ ଷଡ଼ଯନ୍ତ୍ର କହି ନିଜର ଅସଫଳତାକୁ ଘୋଡ଼ାନ୍ତୁ ନାହିଁ |
@jullysamal6626
@jullysamal6626 3 ай бұрын
Very good ଉତ୍ତର
@sureshparida5823
@sureshparida5823 3 ай бұрын
Right
@Leo35875
@Leo35875 3 ай бұрын
Right
@sumitrakhuntiasumina5294
@sumitrakhuntiasumina5294 3 ай бұрын
ଠିକ୍ କଥା ସାର୍
@sidd5547
@sidd5547 3 ай бұрын
ପୋଲିସ ଉପରେ କଠୋର କାର୍ଯ୍ୟାନୁଷ୍ଠାନ କରାଯାଉ। ଏସବୁ ପୋଲିସ ଜାଣିଶୁଣି କରୁଛି
@RDdeepti2017
@RDdeepti2017 3 ай бұрын
Hajar hajar laka bhitarku gale police kana Kariba Jiba payin tuma mantri 4 ta gate Khali dele Odisha re 40000000 Kati ru adhika laka Samastankapayin khala gala Sabu asuchanti ta kana problem nijara kichi nai Amane Khali BJD KU aau govt ku police ku bhul kahuchhanti
@sidd5547
@sidd5547 3 ай бұрын
@@RDdeepti2017 ଛିଃ ଛିଃ ବିଜେଡି ନାଁ ଧରିଲ?? ଆଜି ତମକୁ ଖାଇବାକୁ ମିଳିବନି
@SubashPanigrahy-km4hv
@SubashPanigrahy-km4hv 3 ай бұрын
Sir ka na dhari le khai ba ku miliba kahi be aau electronic itom ru tex kichi rihati miliba & mudi ru tex hatiba
@sidd5547
@sidd5547 3 ай бұрын
@@SubashPanigrahy-km4hv Aji ta tame valaki goru biryani khaithiba. Lailailala
@SubashPanigrahy-km4hv
@SubashPanigrahy-km4hv 3 ай бұрын
Sir Hindu Mane goru biriyani khanti ki?
@ALOKRANNJANDASH
@ALOKRANNJANDASH 3 ай бұрын
ଆଗ ଯୁଗରେ ଜନସଂଖ୍ୟା କେତେ ଥିଲେ
@GaneshOjha-q1x
@GaneshOjha-q1x 3 ай бұрын
Mujhamantri dai
@jayanteenanda768
@jayanteenanda768 3 ай бұрын
ଏକଦମ୍ ଠିକ୍
@skumar7960
@skumar7960 3 ай бұрын
ପ୍ରକୃତରେ ପୋଲିସ କୁ ବିଜେପି ଶାସନ ବିଷ ଖାଇଲା ଭଳି ଲାଗୁଛି
@akshaykumarmishra1575
@akshaykumarmishra1575 3 ай бұрын
Our new cm jindabad
@gopinathsahu4343
@gopinathsahu4343 3 ай бұрын
ପୁଲିସ ବା ବୁ ଜାଣି ଶୁଣି ଏମିତି ଅସୁବିଧା କରୁଅଛି
@PintuSahu-s7h
@PintuSahu-s7h 3 ай бұрын
କଳିଯୁଗରେ ମହାପ୍ରଭୁଙ୍କୁ ମଧ୍ୟ ରାଜନୀତିରେ ନେତା ମାନେ ବ୍ୟବହାର କରୁଛନ୍ତି ଏଇଟା ପାପ
@Suryakanta0123
@Suryakanta0123 3 ай бұрын
ଭଗବାନ୍ ଙ୍କ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଦୁଇଟି ଦୁଆର ଆଉ ଭକ୍ତ ମାନଙ୍କ ପାଇଁ ଦୁଇଟି ଦୁଆର ଜୟ ଜଗନ୍ନାଥ 🙏🙏
@jubarajpradhan299
@jubarajpradhan299 3 ай бұрын
Police ku badalikarajau
@tkumar8754
@tkumar8754 3 ай бұрын
ପୁରା ପୋଲିସ ଅଧିକାରୀ ମାନଙ୍କୁ ବଦଳି କରନ୍ତୁ
@narendramajhi1367
@narendramajhi1367 3 ай бұрын
Sabu se jagannath Nka ichha
@litumajhi9223
@litumajhi9223 3 ай бұрын
ନିଜର ଭୁଲୁ କୁ ଅନୁଧ୍ୟାନ କର ତାପରେ ଅନ୍ୟ କୁ ଦୋଷ ଦେବ
@anitabehera9872
@anitabehera9872 3 ай бұрын
Jay jagannath swami nayanapatha gami bhaba tume
@rajsrikanta
@rajsrikanta 3 ай бұрын
ଜାଣି ଜାଣି ଏମିତି କରୁଛନ୍ତି
@pradipkumarsahoo2112
@pradipkumarsahoo2112 3 ай бұрын
100 % ସତ ମୁଁ ଯାଇଥିଲି BJD ସମୟରେ ହେଲେ ଭଲସେ ଦେଖି ପାରିନି 😢
@Vijaya070
@Vijaya070 3 ай бұрын
12 ଟା ଦ୍ଵାର ଖୋଲାଯାଉ। ଭଲ ହବ। ଆ ବଳଦ ମୋତେ ବିନ୍ଦ୍।
@sujitgopalmohanty3594
@sujitgopalmohanty3594 3 ай бұрын
ତୁରନ୍ତ ପୋଲିସ ମାନଙ୍କୁ ପରିବର୍ତ୍ତନ କରାଯାଉ
@kamaleshmoharana8868
@kamaleshmoharana8868 3 ай бұрын
ଶଳେ ଅଜଣା ଚାଉଳ ଭାତ ଖାଉଛନ୍ତି, ପଠା ଛୋଡ଼ିପୁଅ ଙ୍କୁ ମାଲକାନଗିରି,
@subhadrapadhan9564
@subhadrapadhan9564 3 ай бұрын
Police manku bhal kari ଶାସନ କରନ୍ତୁ
@RDdeepti2017
@RDdeepti2017 3 ай бұрын
Tame mananku sasan darkar Police jadi samastanku nachhadiba chhadu nahanti kahibe Chhadile gahalire problem hauchi Odisha laka kebe sudhuribani Na gold re Dimond re Silver re Sabu pachhua Murkha Nija godare nije kuradhi mariba laka Gote time duty Kari dekhantu tapare Jana padibani
@RDdeepti2017
@RDdeepti2017 3 ай бұрын
Duniara aae hinsha bhaba Jhagada, politics dekhi bhabucha bhagban Sethi thibe Na Sethi se nahanti kebala murti chhadi jaechhanti Kahinki na manisa sudhurini Hinsha kapatare purna
@premdanlakra6417
@premdanlakra6417 3 ай бұрын
ବଜେପି ସରକାର ଆସିବା ଦିନରୁ ଜନତାଙ୍କ ପାୱାର ବଢିଯାଇଛି ା ସରକାରଙ୍କ ର ପାୱାର କମି ଯାଇଛି ା
@sumitrakhuntiasumina5294
@sumitrakhuntiasumina5294 3 ай бұрын
ନବୀନ ସାର ଙ୍କୁ ତଳେ ପକେଇ ବାକୁ ଏମିତି କଲେ କଣ ହେବ ସେ ଯାହା କରିଥିଲେ ଲୋକଙ୍କ ଭଲ ପାଇଁ କରିଥିଲେ cm hebat nabin sir nk bhali🙏🙏🙏
@biswanathpradhan7549
@biswanathpradhan7549 3 ай бұрын
He should have foreseen the problem. One of many ways of BJP to not take the responsibility, but only credit.
@littlequeenrakhi
@littlequeenrakhi 3 ай бұрын
Eakdam 💯 ସତ ହୋଇଥାଇ ପାରେ
@sachinbehera6680
@sachinbehera6680 3 ай бұрын
Govt ra bhul accept kari correction karile kama heba anya upare blam karile kno heba.... Ethire bi politics..... Govt change heiki kno lava.......... Management thik re karajau... Odisha basi kushi hebe...
@DinakrishnaPanda-oj5gc
@DinakrishnaPanda-oj5gc 3 ай бұрын
ମୁଖ୍ଯ ମନ୍ତ୍ରୀ କଣ କଲେ। ଜନ ସାଧାରଣ ଏତେ ବ୍ୟସ୍ତ ହେଲେ ଏହିପରି ହେବ।
@dillipkumarbhuyan3511
@dillipkumarbhuyan3511 3 ай бұрын
ମିଛକଥା ଗୁଜବ ପାରୁନ ବିଜେପି ବାଲା
@avayjena9238
@avayjena9238 3 ай бұрын
ନିଜ ଅପାରଗତା କାରଣରୁ ଅନ୍ୟକୁ ଦୋଷ
@ramsudarshan2163
@ramsudarshan2163 3 ай бұрын
ବିଛା ମନ୍ତ୍ର ନ ଜାଣି ସାପ ଗାତରେ ହାତ ମାରିଲେ ଏମିତି ହୁଏ ଅମ ନୂଆ ମୁଖ୍ୟ ମନ୍ତ୍ରୀ ଭାବିଲେ ଚାରି ଦୁଆର ଖୋଲି ବୋହୁତ ଭଲ କମ କରିଛୁ ଏବେ BJD କୁ ଦୁସ କଣ ପାଇ ଦେଉଛ😡😡😡
@RabindranathPanigrahi-t5l
@RabindranathPanigrahi-t5l 3 ай бұрын
ବିଜୁ ବାବୁଙ୍କ ମାଡ଼ ତତ୍ତ୍ଵ psychology ର ଗୋଟେ part .
@mukeshswain3739
@mukeshswain3739 3 ай бұрын
ପୋଲିସ ମାନେ କିଛି ବି କାମ କରୁନାହାନ୍ତି, ଏବେ ମୁ ଯାଇଥିଲି ପୁରି କିଛି ପଚାରିଲେ ଜେମଟିକି ସେ ମାରିବେ
@ritanjalisamal8492
@ritanjalisamal8492 3 ай бұрын
ଏମିତି ଲାଗୁଛି ମନ୍ଦିର ଭିତରେ ଲୋକ ମରିଯିବେ।
@gangadharmandangi7757
@gangadharmandangi7757 3 ай бұрын
ହଁ sir ପୋଲିସ ର bjd ପ୍ରେମ ଛାଡ଼ିନି
@sidhantpadhan7596
@sidhantpadhan7596 3 ай бұрын
Bhagaban jaha karanti prani ra mangal pai
@sarojpatel-kx5gp
@sarojpatel-kx5gp 3 ай бұрын
Right poilce babu manku tk sabadhan karidaun sir
@bhaskarnayak139
@bhaskarnayak139 3 ай бұрын
IPS Sudhanshu Sarangi Sir nka pari bhala officer darkar jai jagannath 🙏
@bababanagadi1133
@bababanagadi1133 3 ай бұрын
ଆଗରୁ ରଜ କଣ ହେଉନଥିଲା ଓଡ଼ିଶା ରେ
@Jotrimay
@Jotrimay 3 ай бұрын
ଗର୍ଭ ଗୃହ ନିକଟରେ ଦୟାକରି 10ରୁ 20ଜଣଙ୍କୁଦର୍ଶନ ପାଇଁ ଛଡା ଯାଉ 🙏ବାହାରେ କିଛି କଥା ନାହିଁ ଭିତର ଏତେ ଲୋକ ପ୍ରବେଶ କରିବା ଜୀବନ ଯିବା ସହ ସମାନ 🙏🙏
@ramaojha1074
@ramaojha1074 3 ай бұрын
ସବୁ ଠିକ ହେବ ଅପେକ୍ଷା କର
@littlepradhan7672
@littlepradhan7672 3 ай бұрын
Bhala heichi
@BhagiNayak-sx5vp
@BhagiNayak-sx5vp 3 ай бұрын
Right.
@srustidhardey5817
@srustidhardey5817 3 ай бұрын
BJD chamacha ku transfer immediately please transfer immediately ❤❤❤❤❤
@AjitKumar-ed9dz
@AjitKumar-ed9dz 3 ай бұрын
Now BJP will understand.
@debendrasahoo2452
@debendrasahoo2452 3 ай бұрын
Prabhu Jagannath is Every Place, He is In the hearts of Every living Creature, There is no Needs of Creating Much Crowd in Side Temples to Prevent Untoward Situations.
@ITServicesGECBBSR
@ITServicesGECBBSR 3 ай бұрын
State Govt should implement new protocol...
@SanatanchattarChattar
@SanatanchattarChattar 3 ай бұрын
କିଛି କାମକୁ ନୁହଁ । ରାଜନୀତି ରେ ନାମ ନେବାପାଇଁ ଏ ସବୁ ବୟାନ ବାଜି ।
@nareshpanda4485
@nareshpanda4485 3 ай бұрын
100 ରୁ 100 ଠିକ
@SantoshJena-if5iw
@SantoshJena-if5iw 3 ай бұрын
❤❤❤❤ right
@ranjankumarpadhi2024
@ranjankumarpadhi2024 3 ай бұрын
Thiki
@Life_Is_Unscripted
@Life_Is_Unscripted 3 ай бұрын
୧୦ ବର୍ଷ ସେଣ୍ଟରରେ କ୍ଷମତାରେ ରହି ଯଦି BJP ସବୁ ଦୋଷ କଂଗ୍ରେସକୁ ଦଉଛି ତାହାଲେ ଓଡିଶାରେ BJP BJD ଦୋଷ କାହିଁକି ଦେବନି ସବୁେବେଳ ଅନ୍ୟମାନଙ୍କର ଦୋଷ BJP ର ସମସ୍ତେ ବହୁତ ଭଲ ପୁରା ତ ଗୋଟା ଚାଉଳ ଆଉ ଜନତା ତ ମୂର୍ଖ ନା ଯାହା BJP ବାଲା କହିବେ BJP ବାଲା ନିଜ ନିଜର ନ୍ୟୁଜ୍ ଚ୍ୟାନେଲ ମାଧ୍ୟମରେ ଦେଖେଇବେ ଲୋକ ସେଇଗୁଡାକୁ ବିଶ୍ବାସ କରିଯିବେ ଅନ୍ଧଭକ୍ତ ନା
@nilakanthasahoo8101
@nilakanthasahoo8101 3 ай бұрын
ଆରେ ଶଳା ଲୋକ ସବୁ ଜା ହା ଭଲ କଲେ ବି କ ହିବେ ଖରାପ ଘଣ୍ଟା ଘଣ୍ଟା ଲାଇନ ରେ ଛିଡ଼ା ହେଇଥିଲ ଭଲ ଲାଗୁ ଥିଲା
@minatidash-t6p
@minatidash-t6p 3 ай бұрын
ଚେଞ୍ଜ କରନ୍ତୁ ସେହି ଷ୍ଟାଫଫ ଙ୍କୁ
@jullysamal6626
@jullysamal6626 3 ай бұрын
କାଈ change କର ମୂର୍ଖ ସରକାର ଙ୍କୁ
@smitababu7929
@smitababu7929 3 ай бұрын
Police dept .change karidiyantu....Puri administrative department b change karidiyantu.
@BabulaMaharana-mh2ml
@BabulaMaharana-mh2ml 3 ай бұрын
ମନ୍ଦୀର ଭିଡ ପାଇଁ ଏକ ମାତ୍ର ପୋଲିସ ଦାଇ
@jullysamal6626
@jullysamal6626 3 ай бұрын
ମାଝି ସରକାର ଦାୟୀ,ମୋଦି ଦାୟୀ,bjp ଦାୟୀ, ଚୁପ୍
@jullysamal6626
@jullysamal6626 3 ай бұрын
Police ୪ ଦ୍ଵାର ଖୋଲିଥିଲା କି ତମେ bjp chamcha ja jagiba ପୋଲିସ ଡ୍ରେସ ପିନ୍ଧି
@biswajitbiswal1402
@biswajitbiswal1402 3 ай бұрын
Right
@prabhatdash194
@prabhatdash194 3 ай бұрын
Police should be taken step.
@LituKumar-j9p
@LituKumar-j9p 3 ай бұрын
ଜେ .ଟି. ପି.. ପୋଲିସ ଜଣଙ୍କପିଛା. 200.ନଉଚି ଜଗନ୍ନାଥ ଦର୍ଶନ ପାଇଁ ପଣ୍ଡା ହେ ଉ ଛନ୍ତି ଦଲା❤ଲ(ମୋ ଅନୁଭୁତି )ପ୍ରଥମଦିନ ରେ..
@chittaranjanpatra8772
@chittaranjanpatra8772 3 ай бұрын
A sabu officer kebe bi sudhiribeni take action upon that officer as a example just like Yogi Adityanath
@RabindranathPanigrahi-t5l
@RabindranathPanigrahi-t5l 3 ай бұрын
ଗଳା ବାଟରେ ବଟୀ ନେଇ ଛାଡ଼ୁ ଥିବା ଲୋକମାନେ କେମିତି ନୂଆ ସରକାରଙ୍କୁ ସାହାଯ୍ୟ କରିବେ ?
@AlkehaBehera
@AlkehaBehera 3 ай бұрын
🎉Jay jaganath Jay 🙏
@RahulP.NR.P.N
@RahulP.NR.P.N 3 ай бұрын
Newes ଶୁଣିକି ବହୁତ କୁସିଲାଗିଲା, ପ୍ରଶାସନ ଏମିତି କାମ କରୁଛି ବୋଲି, ଜଣା ପଡ଼ିଲା,ପୋଲିସ ଏମିତି ଦାୟିତ୍ୱ ହୀନ ହେବାର କାରଣ ହେଉଛି, ବିଜେଡି ଶର୍କାର ଥିଲାବେଳେ, ଏମାନେ ପବ୍ଲିକ ଉପରେ ଦାଦାଗିରି କରି ପାରୀହେଇଯାଉଥିଲେ, ଅଉ ଏବେ ତାଙ୍କର ମନ ମୁତାବକ, କାମ ସେ ଅଉ କରିପାରିବେନି, ମୁଖ୍ୟମନ୍ତ୍ରୀ ନେଜେ ଡିଜି ଯେବେଠାରୁ ନିଦେଶ ଦେଲେକି, ଲୋକଙ୍କୁ ଠିକି ସେ ବେବହାର କରିବା ପାଇଁ ଅଉ, ଲୋକଙ୍କ ସମସ୍ୟା, ଭୁଲ କାଉଟା ଅଉ ଠିକି କଉଟା, ବୁଝି ବୁଝି ଵିଚାରୀ, ଆକ୍ସସ ନେବାପାଇଁ, ସେବେଠୁ ପୋଲିସର ମୁଣ୍ଡ ବିନ୍ଧା ଆରମ୍ଭ ହେଇଛି, ଆମେ ବୁଝି ପାରୁନୁ ପୋଲିସ କାଇଁ ବିଜେଡିର ରାଜ ନେତା ମାନଙ୍କୁ ସୁପୋଟ କରୁଛି, ତୁମକୁ ସରକାର ଚାକିରୀ ଦେଇଛନ୍ତି କଣ, ଅନ୍ୟାୟ ବିଚାର କରିବାପାଇଁ, ଅଉ ନେତା ମାନେ ଯାହାବି ଭୁଲ କରିବେ, ତାଙ୍କୁ ଛାଡ଼ିଦେବାପାଇଁ,ଇଏ ସବୁ କିବିଚାର ଆମ ଓଡ଼ିଶାରେ, ଏଠି ତୁମେ ଯଦି ବାଡ଼ ହୁଈ ଫସଲ ଖାଇବ, ତେବେ, ପବ୍ଲିକ କଣ କରିବେ, ଜଗନ୍ନାଥ ମୋହା ପ୍ରଭୁ, ସଵୁ ଦେଖୁଛନ୍ତି, ପାପ ପୂନ୍ୟର ବିଚାର ସେହିଁ କରିବେ, କେଜାଣି କୌଦିନ ପବ୍ଲିକ ରାଗରେ, ଏ କଳିଯୋଗରେ ଅନ୍ୟାୟକୁ ସହୟ ନକରି, ଆଇନକୁ ହାତକୁ ନେବାକୁ ବାଧ୍ୟ୍ୟହେବେ, ଜୟ ଜଗନ୍ନାଥ,
@minatimoharana3732
@minatimoharana3732 3 ай бұрын
Kichhi lavo hbni BJP jindabaddd
@AjyaMalik-no7xp
@AjyaMalik-no7xp 3 ай бұрын
❤❤❤❤
@anandaghosal7986
@anandaghosal7986 3 ай бұрын
This rush is due to increasing population.
@AjitkumarbiswaslAjit
@AjitkumarbiswaslAjit 3 ай бұрын
Police pura dai jema dari
@swamivivekanandavidyapitha7134
@swamivivekanandavidyapitha7134 3 ай бұрын
Chari duara kahaiki khoahela bjp.dai
@ramakrushnabiswal-t8k
@ramakrushnabiswal-t8k 3 ай бұрын
Jay jagannath swamii Bande utkala jananii
@satyanandamahanta7554
@satyanandamahanta7554 2 ай бұрын
Remove state police & deploy CRPF
@ArunSahoo-uc5vg
@ArunSahoo-uc5vg 3 ай бұрын
Mohan majhi take care
@damburukirsani431
@damburukirsani431 3 ай бұрын
ଏକଦମ୍ ଠିକ୍ କଥା👍
@rajlaxmimohapatra4233
@rajlaxmimohapatra4233 3 ай бұрын
Sabu police manaku badali kari diantu
@maheshpati9309
@maheshpati9309 3 ай бұрын
କେହି ବଦନାମ କରିନାହାନ୍ତି ଆପଣ ବି bJp ku support କରୁଛନ୍ତି
@sarojinimohanty6701
@sarojinimohanty6701 3 ай бұрын
ପୋଲିସ ଦାୟୀ ରହିବେ
@JastipenBagarty
@JastipenBagarty 3 ай бұрын
ମିଛ କଥା
@Business-inodia
@Business-inodia 3 ай бұрын
If police do not control immediately suspend from their service.Do not take sympathetic action.
@bibhutijena2680
@bibhutijena2680 3 ай бұрын
Duniyare bada daru debata heuchhanty. Jagannath. Tankara bhakta kuaade kete achhanty thick thickana nahi ..kebe bhakta asibe kan n asibe seita bhagwan aau bhakta nka upare nribhar ..kintu dekhibaku aamaku hele santy re rahibaku heba aau thela pela n kari darshan karibaku anurodh. Kichhi dina bhitare thela pela n karile chari dwara band Kara jibaku anurodh. Ratha sarile. Ac Chambar byabasta karantu
@BIRANCHI792
@BIRANCHI792 3 ай бұрын
Mukhymantri Mahan majhi. All police suspend new police joining my request
@AjayaBarik-v2r
@AjayaBarik-v2r 3 ай бұрын
Jayjagannath❤
@bijayakumarmohanty8180
@bijayakumarmohanty8180 3 ай бұрын
Ticket katajau
She's very CREATIVE💡💦 #camping #survival #bushcraft #outdoors #lifehack
00:26
VAMPIRE DESTROYED GIRL???? 😱
00:56
INO
Рет қаралды 6 МЛН
Synyptas 4 | Жігіттер сынып қалды| 3 Bolim
19:27
kak budto
Рет қаралды 1,2 МЛН
She's very CREATIVE💡💦 #camping #survival #bushcraft #outdoors #lifehack
00:26