BJP, Congress target Odisha govt over Swami Laxmanananda Saraswati's death case

  Рет қаралды 80,243

OTV

OTV

Күн бұрын

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
KZbin: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 252
@janmejayabagarti3294
@janmejayabagarti3294 Жыл бұрын
ନବୀନ ସରକାରର ନ୍ୟାୟାଳୟରେ ପର୍ଦ୍ଦାଫାଶ ହେବ ନାହିଁ।ଏ ଶଳା ସରକାର ଆତଙ୍କବାଦୀ ସୃଷ୍ଟି କରିବା ପାଇଁ ବହୁତ ଅଭିନୟ କରି ଆସୁଛି
@moodoffbhubaneswar5486
@moodoffbhubaneswar5486 Жыл бұрын
ଶାସକ ଦଳ ର ଏବେକାର ଜଣେ ସାଂସଦ ଏଥିରେ ସମ୍ପୃକ୍ତ ଅଛି ଆଉ ସରକାର ବି ଏଥିରେ ସଂପୃକ୍ତ 😢😢
@bijayanandadash5344
@bijayanandadash5344 Жыл бұрын
Yes
@jivanjyoti9433
@jivanjyoti9433 Жыл бұрын
ସସ୍ମିତ୍ ପାତ୍ର
@debarajpradhan3450
@debarajpradhan3450 Жыл бұрын
@@jivanjyoti9433 sasmit ptra nki ଗୁହାଳ ରେ ଭର୍ତ୍ତି କର ସବୁ ସତ ବାହାରିବ
@sangrambeuria1235
@sangrambeuria1235 Жыл бұрын
Bjd ଦଳ ମଲା ପରେ ସଠିକ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ
@subashchandramallick7696
@subashchandramallick7696 Жыл бұрын
ନବୀନ ହିନ୍ଦୁ ବିରୋଧୀ
@nasheevsunamajhi4020
@nasheevsunamajhi4020 5 ай бұрын
Tu kn christian ବିରୋଧୀ କି ?
@ShubhransuShekharBehera
@ShubhransuShekharBehera 16 күн бұрын
​@@nasheevsunamajhi4020 ଆଉ ତମେ କଣ ହିନ୍ଦୁ ବିରୋଧୀ ନୁହଁ କି...???
@janmejayabagarti3294
@janmejayabagarti3294 Жыл бұрын
ଏ ସରୋଜ କର୍ଣ୍ଣର ବାପା ଯଦି ଲକ୍ଷ୍ମଣାନନ୍ଦ ସରସ୍ବତୀ ବାବା ହେଇଥାନ୍ତେ କ'ଣ ସିଏ ନ୍ୟାୟ ନପାଇ କି 15 ବର୍ଷା ଅପେକ୍ଷା କରିକି ରହିଥାନ୍ତା କି।ନ୍ୟୁଜ୍ କୁ କହିବା ପୂର୍ବରୁ ନିଜ କନ୍ଧମାଳ ଜିଲ୍ଲାର ଆଦିବାସୀ ମାନଙ୍କ ଶିକ୍ଷା ସଂସ୍କୃତିର ବିକାଶ ଯିଏ ତାର ହତ୍ୟା ବିଷୟର ଖବର ପ୍ରକାଶିତ ନକରି କି କାହିଁକି ଭୁଆଁ ବୁଲଉଛ।
@prasadpradhan2463
@prasadpradhan2463 Жыл бұрын
ଏମାନେ କହିଲେ ଭୋଟ ମିଳିବନି ସେଥିପାଇଁ କହୁନାହାନ୍ତି
@baikunthabehera3971
@baikunthabehera3971 Жыл бұрын
Abe hatei dhia ma time asichi .
@satyabratamahalik
@satyabratamahalik 7 ай бұрын
​@@baikunthabehera3971 Already Done 😊
@satyabratamahalik
@satyabratamahalik 7 ай бұрын
​@@baikunthabehera3971 BJP Sarkar kala dekha kn hauchi
@sagarpradhan5724
@sagarpradhan5724 5 ай бұрын
ପ୍ରକୃତ ଖ୍ରୀଷ୍ଟିଆନ ଚରିତ୍ର ଯାହାଠାରେ ଅଛି ସେମାନେ କେବେହେଲେ ନର ହତ୍ୟା କରନ୍ତି ନାହିଁ । କିନ୍ତୁ ହିନ୍ଦୁ ଲୋକମାନେ ଜୀବ ହତ୍ୟା ମହା ପାପ କହି ନର ହତ୍ୟା କରିବାକୁ ପଛାନ୍ତି ନାହିଁ ! ଏହି ବିଷୟରେ ସମସ୍ତେ ଜାଣନ୍ତି, କିନ୍ତୁ ଏହା ବହୁତ ବଡ଼ ଦୁଃଖ ର ବିଷୟ !।
@jaihind8472
@jaihind8472 5 ай бұрын
Kichi b kahi nija Loko ku defend kara kintu abe sarkar badalichi aau conversion Kariba kukura bhali godai godai pitibu toma missnory manku
@lipun1531
@lipun1531 4 ай бұрын
Tame Christian ku convert hela ta completely hua Name change Kara aga
@subashchandramallick7696
@subashchandramallick7696 Жыл бұрын
ନବୀନ ଓଡିଆ ବିରୋଧୀ
@kailashchandrapolai9466
@kailashchandrapolai9466 Жыл бұрын
ସାର୍ବଜନୀନ କରିବାର ସତ୍ ସାହାସ ଏ ସରକାର କରିପାରିବେ ନାହିଁ
@baikunthabehera3971
@baikunthabehera3971 Жыл бұрын
So hateidheba
@byangamanbalaram5651
@byangamanbalaram5651 Жыл бұрын
🌹ଵ୍ୟଙ୍ଗ ବାଣ 🌹 ସ୍ୱାମୀ ଜୀ ଙ୍କ, ହତ୍ୟାକାରି ବିଜେଡ଼ି ର କୁହାଳିଆ ସାଂସଦ,,,, ସସ୍ମିତି ପାତ୍ର,,, 🙏🙏🙏
@ranjanmeher1
@ranjanmeher1 7 ай бұрын
ଏବେ bjp ଆସିଛି ରିପୋର୍ଟ ସାର୍ବଜନୀନ ହେବ, ବ୍ୟସ୍ତ ହେବାର ନାହିଁ
@sweetbornpradhan2261
@sweetbornpradhan2261 5 ай бұрын
ଖ୍ରୀଷ୍ଟିୟାନ ମାନଙ୍କୁ ନ୍ୟାୟ ଦିଆଯାଉ।
@knowledgeisgod3652
@knowledgeisgod3652 Жыл бұрын
ସବୁ କନ୍ଧମାଳ ଲୋକ ଜାଣିଛନ୍ତି ସ୍ୱାମୀଜୀ ଙ୍କୁ କିଏ ମାରିଛନ୍ତି।
@karonpradhan3938
@karonpradhan3938 5 ай бұрын
Christian loka marichanti sure
@PremChand-sq8mk
@PremChand-sq8mk 5 ай бұрын
Tame dekhichha ki?​@@karonpradhan3938
@stutikerketta2168
@stutikerketta2168 5 ай бұрын
Ashok sahu au subas Chauhan rss ra Gunda mane marichhanti😢😢😢
@nahasonlofi8728
@nahasonlofi8728 5 ай бұрын
@@karonpradhan3938 ଭାଇ ତୋମେ ଥରେ କନ୍ଧମାଳ ଯାଇକି ଦେଖ ଖ୍ରୀଷ୍ଟିଆନ ଲୋକ ବହୁତ ଶାନ୍ତ ଓ ସରଳ ଅଟନ୍ତି ଆଉ ତୁମକୁ ଆତିତ୍ବ ସତ୍କାର କରିବାରେ କୌଣସି କମି ରଖିବେ ନାହିଁ। ସେମାନେ କଦାପି କହାକୁ ମାରି ପାରିବେ ନାହିଁ। ତେଣୁ ସଠିକ୍ ତଥ୍ୟ ଜାଣି କମେଣ୍ଟ୍ କରନ୍ତୁ।
@sanjayraita4149
@sanjayraita4149 3 ай бұрын
Tu marichu hindu mean hinsa Tu maruchu..
@shakaharipruthivi8696
@shakaharipruthivi8696 Жыл бұрын
ଓଡ଼ିଶା ରେ ନ୍ୟାୟ ନାହିଁ। କି ହୁଏ ନାହିଁ। ସେ ପୁଣି ସାଧୁ ସନ୍ଥ ହତ୍ୟା। ଅସମ୍ଭବ। କେବେବି ନ୍ୟାୟ ହେବନାହିଁ। ଶାସକ ଧାର୍ମିକ ନୁହଁ। ଅଧର୍ମ ହେବ। ଏ ତ ସାଧାରଣ କଥା। କେବଳ ଦୈବୀ ଦଣ୍ଡ ହିଁ ଯାହା ହୁଏ। କଳିର ଅନ୍ତିମ ସମୟ। କୋଟି କୋଟି ଜୀବନ ଯିବ। କଳ୍କୀ ଅବତାର ତ ଜଗନ୍ନାଥଙ୍କ ହୋଇ ସାରିଛି। ଯେତେବେଳେ କୋଟି କୋଟି ଲୋକଙ୍କ ମୃତ୍ୟୁ ହେବ ସେତେବେଳେ ବିଶ୍ୱାସ ହେବ । ପାପ ଓ ମିଛ ଚରମ ସୀମାରେ। ଶାସନ ଓ ଶାସକ ମାନେ ଏ ତେ ପାପ କରି ସାରିଛନ୍ତି ଯେ କେବଳ ପ୍ରଳୟ ଓ ଯୁଦ୍ଧ ଦୈବୀ ଦଣ୍ଡ ଓ ରୋଗ ଏମାଙ୍କ ବିନାଶ କରିବ।
@SanjaykumarBidika-e5o
@SanjaykumarBidika-e5o 5 ай бұрын
ଏ ମାନଙ୍କୁ ନ୍ୟାୟ କିଏ ଦେବେ, ଯଦି ନ୍ୟାୟ ଯଦି ଦେବେ ନାହିଁ ତାହା ହେଲେ ସାଧୁ ସମାଜ ଉତେଜନା ହେବାରେ କିଏ ବି ରଖିବେ ନାହିଁ 🌹ଜୟ ଭାରତ ଜୟ ସାଧୁ 🌹
@studytechodia3723
@studytechodia3723 Жыл бұрын
ବିଜେପି ହିନ୍ଦୁ, bjd ମାନେ ବି hindu, ହେଲେ ବିଜେଡି ହିନ୍ଦୁ ମାନଙ୍କୁ କାହିଁକି ଟାର୍ଗେଟ, ହିନ୍ଦୁ ମାନେ ହିଁ ନିଜେ ମାରିଛନ୍ତି
@SamsunDigal-g4k
@SamsunDigal-g4k 5 ай бұрын
Good
@HironKhosla
@HironKhosla 5 ай бұрын
ସତ କହିବାକୁ କିଆଁ ଡରିବି ସତ କହି ପଛେ ମଲେ ମରିବି ମୁଁ ଓଡିଆ ମୁଁ ଚାହୁଁଛି ନ୍ୟାୟ ମୁଁ ଯୀଶୁଙ୍କୁ ଭଲପାଏ
@Xuy788
@Xuy788 Жыл бұрын
ମାଗିହା ବେଈମାନ ହାରାମି କଂଗ୍ରେସ ସବୁବେଳେ ହିନ୍ଦୁ ବିରୋଧୀ 😡😡😡😡
@karnieldalabhera2504
@karnieldalabhera2504 Жыл бұрын
ମାଗିଆ ତମେ ତ ଧର୍ମ ବିରୁଦ୍ଧରେ କଉଛ
@Xuy788
@Xuy788 Жыл бұрын
@@karnieldalabhera2504 ନା ହିନ୍ଦୁ ଥିଲା ଅଛି ରହିବ
@karonpradhan3938
@karonpradhan3938 5 ай бұрын
Thik katha
@upendrapradhan3920
@upendrapradhan3920 5 ай бұрын
ମାଗିହା ବେଇମାନି ହାରାମି ବିଜେପି ସରକାର୍ ସବୁବେଳେ ଖ୍ରୀଷ୍ଟିଆନ୍ ବିରୋଧୀ କରୁଛି।
@manasranjanmohanty3270
@manasranjanmohanty3270 Жыл бұрын
ମାଓ ନେତା ସବ୍ୟସାଚୀ ପଣ୍ଡା ବ୍ରାହ୍ମଣ ଟିଭି ରେ ଦେଖେଇ ଥିଲା
@santoshpani4780
@santoshpani4780 Жыл бұрын
B. J. D. Sarakar sabadhan .
@saurabhastravelvlog8088
@saurabhastravelvlog8088 Жыл бұрын
15 years helani, au thik time kebe asiba BJD pain. This is justice given by this government
@Xuy788
@Xuy788 Жыл бұрын
ମାଗିହା କଂଗ୍ରେସ ଢୋଂଗି Christian missionary କରି ସବୁ ଆଦିବାସୀ Christian କରି ଢୋଂଗିର ଅଭିନୟ କରିଛି
@madhusmitabarik724
@madhusmitabarik724 5 ай бұрын
Congress ta karana saarbajanina karaajaau kahuchhi....se ta sapakhyare nuha bjd ra taaku kaaini gaali...mada re kichhi bujhaa paduni aau 😅😅😅
@SamsunDigal-g4k
@SamsunDigal-g4k 2 ай бұрын
Nije marichanti
@aji8.750
@aji8.750 Жыл бұрын
Shame on bjd
@RD123.........
@RD123......... Жыл бұрын
ଲେନିନ ମହାନ୍ତି, ଶ୍ରୀମୟୀ ମିଶ୍ର, ସସ୍ମିତ ପାତ୍ର ଏମାନଙ୍କୁ ପଚାର ଏହାର ଉତ୍ତର ଦେବେ 😜
@bijaykumarmishra7689
@bijaykumarmishra7689 Жыл бұрын
Olata latakai charipahar seki dele samaste tota bhali sata Katha gapibe
@bijaykumarmishra7689
@bijaykumarmishra7689 Жыл бұрын
Apekhya karntu Jogi baba ki jay
@tanujkumarsahoo2437
@tanujkumarsahoo2437 Жыл бұрын
ଯଥା ସମୟ ରେ ରିପୋର୍ଟ ମିଳିବ ବୋଲି ଏ ଘୋଡ଼ା ମୁହାଁ କହୁଛି କେତେଜଣ ଏ ଘୋଡ଼ା ମୁହାଁ କଥାକୁ ଗ୍ରହଣ କରୁଛ
@gsentertainments5174
@gsentertainments5174 Жыл бұрын
Investigation specialist ବଥ୍ରା ବାବୁଙ୍କୁ ଦାୟିତ୍ଵ ଦିଆଯାଉ....😅😅😅😅😅
@ajaybadjena6799
@ajaybadjena6799 Жыл бұрын
ଆଉ କେତେ ଵର୍ଷ ଲାଗିଵ ନଵିନ ସରକାରକୁ, ଅନୁଧ୍ୟାନ କେଵେ ସରି ଵ ଘୋଷଣା କରନ୍ତୁ,
@Xuy788
@Xuy788 Жыл бұрын
ଏ ମାଗିହା ନବୀନ, ପାଣ୍ଡୁ କୁ ଗୁଳି କରି ମାରିଲେ ସବୁ ନ୍ୟାୟ ମିଳିବ 😡😡😡😡
@bibekanandamishra331
@bibekanandamishra331 Жыл бұрын
ଏଥିରେ ଆମେ ଏକ ମତ
@Baburam-d8p
@Baburam-d8p Жыл бұрын
ଭାଇ ମୋତେ ସାହାଯ୍ୟ କରିବେକି ମୁଁ ମାରିବି
@silusahoo5911
@silusahoo5911 Жыл бұрын
Sasmit Patra ku pachara
@rabindrasahoo1394
@rabindrasahoo1394 Жыл бұрын
Sasmit patra....sir nku pachara.... sabu.....sata katha miliba.....
@kalpataruparida2239
@kalpataruparida2239 Жыл бұрын
ଚୂଳ ମିଳିବ
@satyanandapradhan6998
@satyanandapradhan6998 Жыл бұрын
ମୁଖ୍ୟ ଆସାମୀ କଥା କୁହା ସାଂସଦ
@subratbhoi6429
@subratbhoi6429 Жыл бұрын
🤔ବା ରେ ସରକାର ଯଥା ସମୟ ଆସି ନାହିଁ ୧୫ ବର୍ଷ ପରା ବିତି ଗଲାଣି ଆଉ କେଇଟା ବର୍ଷ ଲାଗିବ ସତ କଥାଟା କହିଦେଉନା
@AllaboutmeAllaboutme-li3gy
@AllaboutmeAllaboutme-li3gy Жыл бұрын
ନବୀନ ଙ୍କ ଶେଷ ସମାଧି ହିଁ ବିଜେଡି ସରକାର ର ମୂଳ ଉତ୍ପାଟନ।
@p643-f1x
@p643-f1x Жыл бұрын
ସବୁ ଭୋଟ ନାଟ
@studytechodia3723
@studytechodia3723 Жыл бұрын
ବିଜେପି ହିନ୍ଦୁ ତମେ ବିଜେଡି ହିନ୍ଦୁର ବାଳ ବି ବଙ୍କା କରିପାରିବନି 😝😝
@datasheet8567
@datasheet8567 8 ай бұрын
Kn hela re bhai BJD dho
@prafullaojha8242
@prafullaojha8242 Жыл бұрын
ତଦନ୍ତ ଚାଲିଛି 😊😊😊
@msaientertainment9778
@msaientertainment9778 Жыл бұрын
Right kahila bro😅😅😅
@jayantiswain1732
@jayantiswain1732 Жыл бұрын
ଯେଉଁ ମାନେ ବିଜେଡି ଵିରୁଧ୍ୟ ରେ କହୁଛ ଭୋଟ ବେଳେ ଗାନ୍ଧୀ ମୁଣ୍ଡ ଦେଖି ଭୁଲି ଯାଉଛ ପୁନରଵାର ଶଂଖ ଚିହ୍ନ ରେ ପିଟି ଦେଉଛ। ବିଜେଡି କେତେ ଟଙ୍କା ରଖିଛି ଜାଣିଛ କି? ଟଙ୍କା ରେ ତୁମ କୁ ଏମିତି ବୁଡାଇଵ ଯେ ତୁମ ମୁଣ୍ଡ ଟିଣ ହେଇଯିବ। ଟଙ୍କା ବଳ ରେ ତୁମ ଇଜ୍ଜତ ମହତ ବିଜେଡି ନେତାଙ୍କ ହାତରେ।
@gajendrasahu1669
@gajendrasahu1669 Жыл бұрын
15 din ra stadium hepurchi hela 15 years Naya milu parunhi 🤣🤣🤣🤣🤣🤣🤣🤣🤣👎
@ranjanbehera239
@ranjanbehera239 5 ай бұрын
Right
@prasantapanda1703
@prasantapanda1703 Жыл бұрын
ନବୀନ ପଟନାୟକ ମାରିଚି ସେଥିପାଇଁ ତ ଆଉ ପୋଲିସ ଧରିବ କାହାକୁ
@Indian-y2f
@Indian-y2f Жыл бұрын
ବଢିଆ କଥା 😂😂😂
@ranjannayak1714
@ranjannayak1714 Жыл бұрын
ସବୁ BJD ର କମାଲ୍
@Xuy788
@Xuy788 Жыл бұрын
ମାଗିହା ନବୀନ....ମାଗିହା ପାଣ୍ଡୁ ନବୀନ ବହୁତ ମାରାତ୍ମକ...1.5 ଲକ୍ଷ ପ୍ରାଥମିକ ଶିକ୍ଷକ ଆଉ ମାଗିଆ ପାଣ୍ଡୁ ଆଉ ବୁଢ଼ା ନବୀନ କଦାପି vote ଦେବାର ନାହିଁ 😡😡😡😡😡
@manojkumarmahanta4788
@manojkumarmahanta4788 Жыл бұрын
Christian missionaries, ପ୍ରଶାସନ ଆଉ ମାଓବାଦୀ mutually murdered
@rajibanudas5973
@rajibanudas5973 Жыл бұрын
Stalin sarkar ku follow karuchhant nabin sir SANATAN dhrma birodhi sarkar
@debarajpradhan3450
@debarajpradhan3450 Жыл бұрын
ଆହୁରି bjd ku ଭୋଟ ଦି ଅ ସବୁ ଖୋଲିଦେଇ ପାରିବେ ଶା ଢି ଚଡି ଚୁଡ଼ି......
@asishkumarpanda1530
@asishkumarpanda1530 Жыл бұрын
ସ୍ୱାମୀ ଲାକ୍ସମାଣାନନ୍ଦ ଙ୍କ ହତ୍ୟା ପଛରେ CHRISTIAN MISSONARY ମାନଙ୍କ ହାତ ସ୍ପଷ୍ଟ ବାରି ହଉଚି, ସ୍ୱାମୀ ଜି ସର୍ବଦା CHRISTIAN ମିଶନାରୀ ମାନଙ୍କୁ, ଧର୍ମାନ୍ତୀକରଣ ରେ ବାଧା ସୃଷ୍ଟି କରୁଥଲେ, ତେଣୁ ସ୍ୱାମୀ ଜି ଆଜି ଆମ ପାଖ ରେ ନାହାନ୍ତି....
@arpitaranipradhan5867
@arpitaranipradhan5867 10 ай бұрын
କ'ଣ ପ୍ରମାଣ ଅଛି ତୁମ ପାଖରେ ତୁମ ସ୍ୱାମୀଜୀଙ୍କୁ ମାଓବାଦୀ ମାନେ ମାରିଛନ୍ତି
@sushantkumartakiri3632
@sushantkumartakiri3632 5 ай бұрын
ଯିଏ ମରିଛି ସବୁଠାରୁ ପୁନ୍ୟ କରିଛି ସିଏ ମୋରିବାର ଦରକାର୍ ଥିଲା ଅତ୍ୟାଚାର କରୁ ଥିଲା,
@A...B..Aggarwal..306
@A...B..Aggarwal..306 5 ай бұрын
ତୁ ମାରିଚୁ
@lipun1531
@lipun1531 4 ай бұрын
Jane Marini 20+ atankwadi asithile ak47 dhari
@shrikantapatra7864
@shrikantapatra7864 Жыл бұрын
ହତ୍ୟା କରାଯାଇଛି bjd
@Prasanjitdigal7250
@Prasanjitdigal7250 Жыл бұрын
ବିଜେଡି ନାହି ବିଜେପି ମାରିଛି
@gopabandhumashra8949
@gopabandhumashra8949 Жыл бұрын
ଏହା ବିଜେଡ଼ି ସରକାର ର କୁଟଚକରାନତ୍
@bimalkantatripathy2776
@bimalkantatripathy2776 Жыл бұрын
କେନ୍ଦ୍ର ସରକାର ଏହାକୁ ସି ବି ଆଇକୁ କାହିଁକି ଦେଉନାହାନ୍ତି?
@kalpataruparida2239
@kalpataruparida2239 Жыл бұрын
କେନ୍ଦ୍ର, ଆଗେ, ନା ରାଜ୍ୟ ଆଗେ, ସବୁ ଭୁଲ କରୁଛ
@rabindrakumarmohanty9415
@rabindrakumarmohanty9415 Жыл бұрын
ଵିରୋଧି ମାନେ କୋର୍ଟ ର ଦ୍ବାରସ୍ଥ ହୁଅନ୍ତୁ ସତ୍ୟ ପଦାକୁ ଆସିବ।
@bijaykumarmishra7689
@bijaykumarmishra7689 Жыл бұрын
Case puruna hoigale CBI kaun Brahma madhya kichhi kariparibenahi
@ranjanmeher1
@ranjanmeher1 7 ай бұрын
​@@kalpataruparida2239ଏବେ ତ bjp ଅଛି, ତଦନ୍ତ କରାଯାଉ
@Gopikumarflute
@Gopikumarflute 5 ай бұрын
ଦଙ୍ଗା କରିଥିଲା କିଏ ! ଦଙ୍ଗା ସୃଷ୍ଠି କରୁଛି କିଏ ! ଖୋଜିବା ଲୋକକୁ ଭଗବାନ ବର ଦେଇ ଥାନ୍ତି ! ଖାଲି ହାତରେ ନିରାଶ କରନ୍ତି ନାହିଁ !
@manoranjannaik7063
@manoranjannaik7063 Жыл бұрын
ଯୋଉ ସରକାର ଆସିଲେ ବି ଦଙ୍ଗା ହବ confirm କାହିଁକି କିଏ ଭକରେ ମାରୁଛନ୍ତି ଆଉ କାହାର ଅଭାବ କଣ ପୁରା ହେଲା କି କେବେ ଠୁ ସରକାର ଅଛି. ବେରୋଜଗାର ମାନେ କଣ ରୋଜଗାର ପାଇଲେ କି. କିଛି ନାହିଁ ଏ ବଡ ଜାତିର ଲୋକ ମାନେ ତାଙ୍କର ସେହି ପୁରୁଣା ପରମ୍ପରା କୁ ନେଇ ଆସି ନୀଚ ଜାତିର ଲୋକଙ୍କୁ ପୁରା use କରି ଦଙ୍ଗା କରାଉଛନ୍ତି କାରଣ ସେମାଙ୍କ ର ପିଲା ମାନେ ଆଗକୁ ଉଚିତ ଭବିଷ୍ୟତ ପାଇବେ ନାହିଁ ଯାହା ଫଳରେ ଆମର ନିଚ ଜାତିର ଲୋକ ମାନେ ଯଦି ଦଙ୍ଗା କରିବେ ସେ ମାନଙ୍କୁ ହିଁ ଫାଇଦା
@manoranjannaik7063
@manoranjannaik7063 Жыл бұрын
ଆଉ ଥରେ ଏହି ଆମର ଗରିବ ଲୋକେ ଆଉ ନୀଚ ଜାତିର ଲୋକ ଯେପ୍ରକାର ସେ ମାନଂକ ତଳେ ରହି ସେହି ପୁରୁଣା ଛୁଆଁ ଅଛୁଆଁ ଭେଦ ଭାବକୁ ନେଇ ଆସିବା ପାଇଁ ଚାହୁଁଛନ୍ତି. ପୁଣି କେବଳ ବଡ଼ ଜାତି ଲୋକ ହିଁ ପ୍ରଥମେ ରହିବା ପାଇଁ ଏହି ଆମର ଲୋକ ମାନଙ୍କୁ use କରି ତାଙ୍କର ପିଲା ଛୁଆ ମାନଙ୍କୁ ଘରେ ସୁରକ୍ଷା ଦେଉଛନ୍ତି ଦଙ୍ଗା ରେ କେବଳ ନୀଚ ଜାତିର ଲୋକ ହିଁ ଲଢ଼ନ୍ତି ଆଉ ଫାଇଦା ସେମାନଙ୍କୁ ହୁଏ. ଜାଗ ଜାଗ ନୀଚ ବର୍ଗର ଲୋକେ କାରଣ ଆମର ସବୁ ଅଧିକାର ଛଡେଇ ନେବା ପାଇଁ ଏହି ସଡ଼ଯନ୍ତ୍ର ଚାଲିଛି.
@pramodpanda8976
@pramodpanda8976 Жыл бұрын
50 barsha lagiba anudhana pai sale
@rabindrakumarmohanty9415
@rabindrakumarmohanty9415 Жыл бұрын
ଲକ୍ଷ୍ମଣାନନ୍ଦଙ୍କ ହତ୍ୟା କାରି କୁ ସୁରକ୍ଷା ଦେଉଛି କିଏ କାହା ଵାହୁ ଛାୟା ତଳେ ହତ୍ୟା ଷଢଜନ୍ତ୍ର କାରି ଵସି ମଲେଇ ଖାଉଛନ୍ତି। ଲକ୍ଷ୍ମଣାନନ୍ଦଙ୍କ ଦୋଷ କଣ ଥିଲା ଦୋଷ ଏଇଆ ଯେ ଖ୍ରୀଷ୍ଟିଆନ ମିଶନାରୀ ମାନେ ଗରିଵ ଅସହାୟ ହିନ୍ଦୁ ଆଦିବାସୀ ମାନଙ୍କର ଧର୍ମ ପରିବର୍ତନ କରୁ ଥିଲେ। ଲକ୍ଷ୍ମଣାନନ୍ଦ ଏହାର ପ୍ରତିବାଦ କରୁଥିଲେ। ଦୀର୍ଘଦିନ ବିତି ଯାଇଥିଲେ ମଧ୍ୟ ସରକାର ଙ୍କ ନିରବତା ସନ୍ଦେହ କୁ ଘନିଭୂତ କରୁଛନ୍ତି।କେଉ ବାହୁବଳୀ ନେତା ଙ୍କ ପ୍ରଭାବରେ ସରକାର କମିଶନ ରିପୋର୍ଟ କୁ ସାର୍ବଜନୀନ କରୁନାହାନ୍ତି। ସରକାର ଆକ୍ସନ ନେଵା ପରିବର୍ତେ ପ୍ରମୋସନ ଦେଉଛନ୍ତି। ଧନ୍ୟ ତୁମେ ସରକାର କାହିଁକି ରାଜ୍ୟ ର ୯୪% ହିନ୍ଦୁ ମାନଙ୍କର ଧାର୍ମିକ ଭାବନା ସହିତ ଖେଳ ଖେଳନ୍ତୁ ନାହିଁ। ରାଜ୍ୟ ରେ ଧର୍ମ ପରିବର୍ତନ ଆଇନ୍ ଲାଗୁ କରାଯାଉ ‌ଓ ସେଛାସେଵୀ ସଂସ୍ଥା ଗୁଡ଼ିକ ଉପରେ ନଜର ରଖିବା ପାଇଁ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଉ।ଦେଶର ଅନେକ ରାଜ୍ୟରେ ଧର୍ମ ପରିବର୍ତନ ଆଇନ୍ ଲାଗୁ ହୋଇଛି ଓଡିଶା ରେ ଅସୁବିଧା କଣ ହେଉଛି।କାହା ସ୍ବାର୍ଥରେ ସରକାର ସଂଖ୍ୟା ଵହୁଳ ହିନ୍ଦୁ ମାନଙ୍କର ଧାର୍ମିକ ଭାଵନା କୁ ଗୁରୁତ୍ୱ ଦେଉନାହାନ୍ତି।
@123dnayak
@123dnayak Жыл бұрын
Kete Jana Christian mananku Mari dia jaichhi janichha ki? Besi gyaan pelani aau ...
@rabindrakumarmohanty9415
@rabindrakumarmohanty9415 Жыл бұрын
@@123dnayak ସତ୍ୟ ପଦାକୁ ଆସିବା ଜରୁରୀ ପନ୍ଦର ବର୍ଷ ହେଲା କାହିଁକି ନିଦ ଭାଙ୍ଗୁନି ଦୋଷୀ ଦଣ୍ଡ ପାଇବା ଆବଶ୍ୟକ।
@jharanapradhan8480
@jharanapradhan8480 5 ай бұрын
Hindu dharmara ketekalokanka bacha bichara jogu mona bhaba durbala .mubi gote Hindu hele sunibaku padichi .Hindu niti anusare nija swartha pain anyara jibana nasta karanti seita bahut kasta lage .mo jjbapa adibasi Hindu parmpara hisabare parbata pahada gacho Lata o jharana ku Puja Karu thile seita mate bahut bhola laguthila
@rabindrakumarmohanty9415
@rabindrakumarmohanty9415 5 ай бұрын
@@jharanapradhan8480 little learning is dengerous thing.
@ramakantasahoo4971
@ramakantasahoo4971 Жыл бұрын
Bjd most responsible.
@rameswarist
@rameswarist Жыл бұрын
BJD target Hindu😢😢😢😢
@RajuRaju-tf5zd
@RajuRaju-tf5zd Жыл бұрын
15 hela aau 30 barsa pare karibo bjd
@RD123.........
@RD123......... Жыл бұрын
ଯଥା ସମୟରେ BJD ତଥ୍ୟ ପ୍ରକାଶ କରିବ ହେଲେ 15 ବର୍ଷ କଣ କମ ଗୋଟେ ତଦନ୍ତ report ଦେବାକୁ 😜😜😜😜
@himanshumaharana1108
@himanshumaharana1108 Жыл бұрын
Laxmananda,khusi.. Pipili rapppe...so many case still unsolved
@MonalishasahuMona
@MonalishasahuMona 5 ай бұрын
ଲାଯ୍ୟା ର କଥା କି ଲୋକ ଏତେ ପାଠ ପଢି ମଧ୍ୟ୍ୟ ମୂର୍ଖ ଙ୍କ ଭଳି ବିଚାର ଚିନ୍ତା ଧାରା।
@SamsunDigal-g4k
@SamsunDigal-g4k 5 ай бұрын
Yes
@pratapkumarmishra7825
@pratapkumarmishra7825 Жыл бұрын
Report should be publish
@amarendrasarangi740
@amarendrasarangi740 Жыл бұрын
ଖ୍ରୀଷ୍ଟିଆନ୍ ଆତତାୟୀ ମାନେ ମାରିଥିଲେ ସ୍ବାମୀ ଲକ୍ଷ୍ମଣାନନ୍ଦ ଙ୍କୁ।
@studytechodia3723
@studytechodia3723 Жыл бұрын
ତୋ ବାପା କହିଲା କି 😂😂
@Prasanjitdigal7250
@Prasanjitdigal7250 Жыл бұрын
ମାଗିଆ ଦେକିଚୁକି ନିଜେ ମାରିଚ
@sudiptapradhan4035
@sudiptapradhan4035 5 ай бұрын
କ୍ରିଷ୍ଟିଆନ୍ ମାନେ ଯଦି ମାରିନଥିଲେ ସ୍ଵାମୀ ଲକ୍ଷ୍ମଣାନନ୍ଦ ଙ୍କୁ ତେବେ ସ୍ୱାମୀଜୀ ମରିବା ପରେ କାହିଁକି ଏତେ ଖୁସି ରେ ଭୋଜି କରୁଥିଲେ ?
@prakashviewsupdatesanalysi9759
@prakashviewsupdatesanalysi9759 Жыл бұрын
କହିଲେ କୁଟୁମ୍ବ କୁ ଲାଜ, ନ କହିଲେ କୂଳ ଭାସି ଯାଏ।
@akshyadash9091
@akshyadash9091 Жыл бұрын
ଖ୍ରୀଷ୍ଟିଆନ୍ ମାନେ
@studytechodia3723
@studytechodia3723 Жыл бұрын
😂😂
@RD123.........
@RD123......... Жыл бұрын
ବୋଥ୍ରା sir ଙ୍କୁ ଦିଅ ତଦନ୍ତ ପାଇଁ ଶୀଘ୍ର ସାରିଦେବେ ତଦନ୍ତ ଆଉ କେହି ପାରୁନାହାନ୍ତି 😜😜😜
@pradipkumarbarik585
@pradipkumarbarik585 Жыл бұрын
ଭାଉଜଙ୍କ ଖ୍ରୀଷ୍ଟିଆନ ଲବି
@kandhamalgumagarh6406
@kandhamalgumagarh6406 Жыл бұрын
ଖ୍ରୀଷ୍ଟିଆନ ମଧ୍ୟ ଏଥିରେ ଅଛନ୍ତି
@Prasanjitdigal7250
@Prasanjitdigal7250 Жыл бұрын
ମାଗିଆ
@amulyakumarpanda3528
@amulyakumarpanda3528 7 ай бұрын
Present BJP government should immediately make the Justice Naidu and Justice Mahapatra commission report public and refer the matter to CBI.Who are the criminal politicians of previous government involved in the matter.
@subashchandramallick7696
@subashchandramallick7696 Жыл бұрын
ବିଜେଡି ଓଡ଼ିଶା ବିରୋଧୀ
@gopobandhuhota873
@gopobandhuhota873 Жыл бұрын
Mo sarakarar Mantri o Neta samil achhanti.
@balajinaik9195
@balajinaik9195 Жыл бұрын
ଛିଛିଛିଛି ଏ ସରକାର
@Prashantbrother1432
@Prashantbrother1432 5 ай бұрын
ହାତି ଗଲା ପରେ କୁକୁର ଭୁକିଲେ କଣ ହେବ ,କେତେବେଳେ କୁଆଡ଼େ ଯାଇଥିଲ ଶୋଇ ପଡ଼ି ଥିଲ କି ପୁଣି ଏବେ ବାହାର କରୁଛ
@shivaranjan.vlogs95
@shivaranjan.vlogs95 Жыл бұрын
ପରଦା ଫାସ୍ ଅତି ଶୀଘ୍ର ହେବା କଥା ସରକାର ନ୍ୟାୟ କରିବାରେ କଣ ପାଇଁ ବିଳଭ କରୁଛନ୍ତି.
@SubodhMallikB
@SubodhMallikB Жыл бұрын
ଚୋର ସରକାର ଆଉ କଣ ବା କରିବ, ଲୋକେ ବାଳ ବୁଝିବେ ଟଙ୍କାରେ ଚାଉଳ ପାଉଛନ୍ତି କହି ଭଟ୍ ଦେଉଛନ୍ତି
@Xuy788
@Xuy788 Жыл бұрын
ମାଗିହା କଂଗ୍ରେସ ସମର୍ଥିତ ମିସିନାରୀ ମାରିଛି... 😡😡
@k.kamaleswarighatal7347
@k.kamaleswarighatal7347 Жыл бұрын
Miss u 🙏🏿🙏🏿🙏🏿
@narendragonda6896
@narendragonda6896 Жыл бұрын
Kete borsa pore koribe
@RasmiranjanSahoo2679
@RasmiranjanSahoo2679 Жыл бұрын
BJD govt is responsible. Missionary was behind this
@chhabilnayak8815
@chhabilnayak8815 5 ай бұрын
ଓଓଏ otv ବଲା ତମେ ଯୋଦି ଜାଣିନାହିଁ କୋହୁଛୋ କୋଣ ପାଇଁ??
@prakashsahoo1165
@prakashsahoo1165 Жыл бұрын
Mg bjd leader nku chhapuda darkar
@Just_randomhuman
@Just_randomhuman Жыл бұрын
Swami lakmananda nku odisha govt, au missionaries marichntii
@Mr.Bhaijaan-j2k
@Mr.Bhaijaan-j2k 5 ай бұрын
Full attack naxal
@birensarangi2488
@birensarangi2488 Жыл бұрын
Bhai kete barasha lagiba sarkaar ku kahi diyantu ame apekhya karibu
@mistrrahuldigal4317
@mistrrahuldigal4317 5 ай бұрын
ବୁଢା ମଲା ଗଲା ତା ପାଇଁ ଏତେ କଣ ନାଟକ ସେ କଣ ଯୋଗ ତର ସୃଷ୍ଟି କରଥା
@Indian-y2f
@Indian-y2f Жыл бұрын
କେତେ କେତେ ବଡ ବଡ ଲୋକ ଗୁଳି ଖାଇ ମରିଛନ୍ତି,ସହିଦ ହୋଇଛନ୍ତି ଦେଶ ପାଇଁ ଜୀବନ ଦେଇଛନ୍ତି , ତାଙ୍କ କଥା ଶଳା ମାନଙ୍କୁ ଦେଖା ଯାଉନି , କେବଳ ଦଙ୍ଗା କରିବାକୁ ପୁଣି ଚେଷ୍ଟା କରୁଛନ୍ତି,ଧର୍ମ ନାମରେ ଦଙ୍ଗା ,ଜାତି ନାମରେ ଦଙ୍ଗା କରି ଚାଲିଛ ,ଶାନ୍ତି ରେ ରହିବାକୁ ଦେଉ ନାହାନ୍ତି । ଯଦି ଦମ୍ ଅଛି ନିଜେ ଆସାମୀ ବା ଦୋଷୀକୁ ଧରି ଦଣ୍ଡ ଦିଅ ,କୁକୁର ଭଳି ଭୁକୁଚ କାହିଁକି ,ଅନ୍ୟ ଧର୍ମକୁ ,ଦଳକୁ ଘରେ ବସି କହି ବାହାଦୂରୀ ମରିଚ । ସତରେ ସାହସ ଅଛି ତ ଏତେଦିନ ଚୁପ୍ ବସିଛ କଣ ପାଇଁ ,ଦୋଷୀ କୁ ଜାଣିଛ ଦଣ୍ଡ ଦେଉ ନ କଣ ପାଇଁ ?
@manoranjannaik7063
@manoranjannaik7063 Жыл бұрын
Exactly
@manoranjannaik7063
@manoranjannaik7063 Жыл бұрын
କାଇଁ ମଣିପୁର ରେ କିଛି ତ ସମାଧାନ ହେଲା ନାହିଁ ସେଇଠି କିଏ ସରକାର. ସମସ୍ତଙ୍କୁ ଜନା ଦଙ୍ଗା କରିବା ଏମାନଙ୍କ କାର୍ଯ୍ୟ. ଧର୍ମ କହିଲେ କଣ ଅଭଦ୍ର ଭାଷା କହିବା କି. ଧର୍ମ କହିଲେ କଣ ଝିଅମାନଙ୍କୁ ନଙ୍ଗଳା କରି ବୁଲେଇବା କି. ନିଜେ ଯେବେ ବୁଝିବେ ଏହିଲୋକ ମାନେ ଧର୍ମ କଣ ତେବେ ସେ ମାନେ ଆଉ ଖରାପ ଭାଷା କହିବା ପ୍ରଥମେ ଛାଡ଼ିବେ ଆଉ ନମ୍ର ହେବେ.
@SambhuPadhan-ux8tp
@SambhuPadhan-ux8tp Жыл бұрын
Misti y ok thanks
@NiranjanaDas-q2f
@NiranjanaDas-q2f Жыл бұрын
Besarm Sarkar Ripot Janata Knu Janaa, Besarm,Besarm
@charansebaksatpathy9041
@charansebaksatpathy9041 Жыл бұрын
Maobadi nkara Laxmanananda saha ki satruta?? Ehara religion Saha sampruki achhi.
@pany167
@pany167 Жыл бұрын
Naveen babu jane Christian
@Selfrespectgirl-fk4ye
@Selfrespectgirl-fk4ye Жыл бұрын
Tote lajo laguni Dharma birudhi tume mane chhii chhi
@SamsunDigal-g4k
@SamsunDigal-g4k 5 ай бұрын
Tanka sahita jaumane thile semanehi marichanti
@RabiJakaka-rd2cr
@RabiJakaka-rd2cr 5 ай бұрын
କିଛି ତ ଜଣା ନାହିଁ ତେବେ ନିରୀହ ଆମ ଆଦିବାସୀ ଲୋକ ମାନଙ୍କୁ ମାରୁଥିଲ ।ସେ ମାନଙ୍କୁ ଗାଣ୍ଡୀ କୁଣ୍ଡିଆ ହେଉଥିଲା କି?
@Mallick45
@Mallick45 Жыл бұрын
Otv jindabad
@nibedanamusic7718
@nibedanamusic7718 Жыл бұрын
Haire murkha anudhyan 15 barsa pare saruni
@MusicMantraMusic
@MusicMantraMusic Жыл бұрын
Bjd Hindu Birodhi
@prakashsahoo1165
@prakashsahoo1165 Жыл бұрын
Athipain bjd govt full responsibility
@prasantpanda608
@prasantpanda608 Жыл бұрын
Sasmit Patra au ta bopa kia janini kahil .bala 2008 ru chhoducha
@Bapa4207
@Bapa4207 Жыл бұрын
କିଛି ମାଗିହା converted ଖ୍ରୀଷ୍ଟିଆନ ହିଁ ମାରିଥିଲେ ପ୍ଲାନ କରି........ 😡😡😡😡😡
@sushantkumartakiri3632
@sushantkumartakiri3632 5 ай бұрын
ବାଣ୍ଡୋ ଚୁକେ,
@bichismitalifestyles7768
@bichismitalifestyles7768 Жыл бұрын
Jatha samaya kebe asiba😮
@swamidurgeshanand9214
@swamidurgeshanand9214 Жыл бұрын
Kemiti karibe sasmit patra baap main sadajantrakari
@gcbmotivation5179
@gcbmotivation5179 Жыл бұрын
କେବେ ଥରୁଟିଏ ଓଡିଶାବାସୀ ଜାଣିବାକୁ ଚାହିଁଛନ୍ତି କି ନବୀନ ବାବୁ ହଠାତ୍ ଆସି ବିନା କୌଣସି ରାଜନୈତିକ ଅଭିଜ୍ଞତା ରେ କିପରି ଏତେ ବର୍ଷ ନିରଙ୍କୁଶ ଭାବରେ ମୁଖ୍ୟମନ୍ତ୍ରୀ ଭାବେ ତିଷ୍ଠି ପାରିଛନ୍ତି, କିପରି ଭାବରେ କେନ୍ଦ୍ର ରେ ଯେ କୌଣସି ଦଳର ସରକାର ଆସୁ ନା କାହିଁକି ତାର କିଛି ପ୍ରଭାବ ପଡୁନାହିଁ, କିପରି ଭାବରେ ଅନ୍ୟ ଧର୍ମର ପ୍ରଚାର ଓ ପ୍ରସାର ବ୍ୟାପକ ଭାବରେ ବିନା କୌଣସି ବାଧା ବିଘ୍ନ ରେ ଚାଲିଛି, କିପରି ଭାବରେ ତାଙ୍କ ବିରୁଦ୍ଧରେ କରା ଯାଉଥିବା ପ୍ରତେକ କାର୍ଯ୍ୟ ର ସୂଚନା ତାଙ୍କ ହସ୍ତଗତ ହେଉଛି, କିପରି ଭାବରେ ଜଙ୍ଗଲ ଜମି,ଦେବୋତ୍ତର ଜମି ଜବରଦଖଲ କରାଯାଉଛି, କିପରି ଭାବରେ ସୁ ଚିନ୍ତିତ ଭାବେ ଓଡିଶାର ଯୁବ ପିଢି କୁ ନିଶା ଦ୍ରବ୍ୟ ମାଧ୍ୟମରେ ପଥ ଭ୍ରଷ୍ଟ କରା ଯାଉଛି, କିପରି ଭାବରେ ଜଣେ ପେଶାଦାର ଗୁଇନ୍ଦା ଭଳି ନିଜକୁ ପରିବାର ମୋହରୁ ଦୂରେଇ ରଖାଯାଇଛି???????????????????????
@pramodpanda8976
@pramodpanda8976 Жыл бұрын
Bjp bjd hele akhathi swamijiku miluni kichhi
@SukadevMallick-f2h
@SukadevMallick-f2h 5 ай бұрын
Odisha sarkari karo Nitin new model
@srikantamohanty4214
@srikantamohanty4214 Жыл бұрын
Maobadi marile AK 47nei .
Laxmananda Saraswati Death Case: Culprits Still Roaming Free
5:30
OCCUPIED #shortssprintbrasil
0:37
Natan por Aí
Рет қаралды 131 МЛН